ରେଳ ଉପରେ ଚିଲିକା ଦର୍ଶନ,ଓଡିଆ କବିତା \\ଗୋପବନ୍ଧୁ ଦାସ

Поділитися
Вставка
  • Опубліковано 12 лис 2024

КОМЕНТАРІ • 22

  • @deenabandhudash4506
    @deenabandhudash4506 2 місяці тому +6

    ପୁଣି ମୋତେ ଆପଣ ଉଚ୍ଚ ବିଦ୍ୟାଳୟ ରେ ପଢୁଥିବା ସମୟକୁ ନେଇଗଲେ।ହେ ବାଗୀଶ୍ୱରୀ ଙ୍କ ମାନସ ପୁତ୍ର ପ୍ରଣାମ ଗ୍ରହଣ କରନ୍ତୁ।ଚିଲିକାର ଦିଗଙ୍ଗନା ଦେବୀ ମାନେ ଆପଣଙ୍କ କଲମରେ ଶକ୍ତି ଜାଗ୍ରତ କରନ୍ତୁ।

    • @sayankumarjena
      @sayankumarjena  2 місяці тому +2

      @@deenabandhudash4506 ଆପଣ ମଧ୍ୟ ଭାଷା ସାହିତ୍ୟ ର ବାଗ୍ମୀ ଦୀନବନ୍ଧୁ ସାର,, ହୃଦୟ ଭରା ଶୁଭେଚ୍ଛା 🙏🏽

    • @hemantkumarroutray407
      @hemantkumarroutray407 2 місяці тому +1

      ଭାବନା ରାଇଜର ମଣିଷଟିଏ ପାଇ ଖୁସୀ ହେଲି ❤

    • @sayankumarjena
      @sayankumarjena  2 місяці тому +1

      @@hemantkumarroutray407 ଶୁଭକାମନା,,,, 🙏🏽

  • @utkaladirghika3139
    @utkaladirghika3139 2 місяці тому +1

    ନିଜେ ନିରଞ୍ଜନ ଯା'ର ରୂପେ ହେଲେ ବଶ
    ଛାର ମୁଁ ଆନକୁ କିମ୍ପା କରୁଥିବି ଆଶ |
    କିମ୍ପା ଭ୍ରମୁଥିବି ଭ୍ରମେ କାଶୀ ବଦରିକା
    ଯେବେ ସର୍ବ ତୀର୍ଥ ତୋର ଚରଣେ ଚିଲିକା |
    ଗୁରୁଜୀ ପ୍ରଣାମ 🙏🏻ଅତି ସୁନ୍ଦର ଉପସ୍ଥାପନା ❤️ ବାରମ୍ବାର ଶୁଣିବାକୁ ଇଛା ହଉଛି 😊😊😊 ❤️

    • @sayankumarjena
      @sayankumarjena  2 місяці тому +1

      ଚମତ୍କାର ପଦ ସମୂହ,,,, ତୁମ ପ୍ରତିଭା କୁ ମୁଁ ବାର ବାର ପ୍ରଣାମ କରୁଛି ଉମାକାନ୍ତ,,,ତୁମେ ବାଣୀ ପୁତ୍ର,,କେବେ ତୁମ କବିତା ର ବ୍ୟାଖ୍ୟାକାର ହେବାର ସୌଭାଗ୍ୟ ମୋତେ ମିଳିବ ମୁଁ ଧନ୍ୟ ହେବି,,,,, ଶୁଭେଚ୍ଛା

    • @utkaladirghika3139
      @utkaladirghika3139 Місяць тому +1

      ​@@sayankumarjena ଗୁରୁଜୀ ଚିଲିକାର ଏକ କବିତା ସଂକଳନ ପ୍ରକାଶ କରିବାରେ ଆପଣଙ୍କ ଆଶୀର୍ବାଦ ମୋର ଏକାନ୍ତ କାମ୍ୟ 🙏🏻

    • @sayankumarjena
      @sayankumarjena  Місяць тому +1

      @@utkaladirghika3139 ନିଶ୍ଚୟ ଉମାକାନ୍ତ,,,

  • @Biswanathmadkami7138
    @Biswanathmadkami7138 Місяць тому +1

    ଜାତୀୟତାବାଦୀ କବି ଦାସେ ଆପଣେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ଵାରା ଲେଖା ଯାଇଥିବା ପ୍ରସିଦ୍ଧ କବିତା "ରେଳ ଉପରେ ଚିଲିକା ଦର୍ଶନ"ଏକ ହୃଦୟସ୍ପର୍ଶୀ କବିତା। ଏଥିରେ ଚିଲିକାର ମନୋହର ଦୃଶ୍ୟ, ଚିଲିକାର ପ୍ରକୃତି ଚିତ୍ର, ବୃକ୍ଷଲତା,ଜନମେଳ, ସମସ୍ତ ଆବେଗକୁ କବି ଅତ୍ୟନ୍ତ ସୁନ୍ଦର ଭାବରେ ଲେଖିଛନ୍ତି। ଏବଂ ଆପଣ ଅତି ସରଳ, ନିରାଡମ୍ବର ଭାବରେ ଉପସ୍ଥାପନ କରିଛନ୍ତି। କବିତାର ଏକ ପଦ ହେଉଛି-
    "ରହ ରହ କ୍ଷଣେ ବାଷ୍ପୀୟଶକଟ
    ଦେଖିବି ଚିଲିକା ଚାରୁ ଚିତ୍ରପଟ।
    ଚିତ୍ର ମଣେ ଯେଣୁ ନାହିଁ ଅନୁଭବ
    ବାସ୍ତବ ବିଶ୍ୱେ କି ଏ ଛବି ସମ୍ଭବ।"
    ଏହି କବିତାଟି ଆପଣଙ୍କ ଭାଷାରେ ମୋତେ ବହୁତ୍ ସୁନ୍ଦର ଲାଗିଲା ସାର୍ 🙏🙏🙏

    • @sayankumarjena
      @sayankumarjena  Місяць тому

      @@Biswanathmadkami7138 ଧନ୍ୟବାଦ ବିଶ୍ଵନାଥ,,

  • @SapnaMishra-b9r
    @SapnaMishra-b9r 2 місяці тому

    ଜୁହାର ସାର 🙏🏻🙏🏻
    ବହୁତ ଭଲ ଲାଗିଲା,, ଖୁବ ସୁନ୍ଦର ଉଦାହରଣ ଦେଲେ ସାର,,ଅପରୂପା, ସୌନ୍ଦର୍ଯ୍ୟମୟୀ ଚିଲିକାର ରୂପବିଭବ ଆଖି ଆଗରେ ଝଲସି ଉଠିଲା.... ପୁଣିଥରେ ପି ଜି ପାଠ ମନେ ପକେଇଦେଲେ ସାର,,,ଧନ୍ୟବାଦ 🙏🏻

    • @sayankumarjena
      @sayankumarjena  2 місяці тому

      @@SapnaMishra-b9r ଶୁଭେଚ୍ଛା ସ୍ୱପ୍ନା,,, ସୁନ୍ଦର ମତାମତ ନିମନ୍ତେ,,,,, 🙏🏽

  • @udayalima9094
    @udayalima9094 Місяць тому +1

    ଉତ୍କଳ ମଣି ଗୋପବଂଧୁ ଦାସ କହିଛନ୍ତି ଦୁୁର ଦେବାଳୟେ ଯିବା ନାହିଁ ପ୍ରୟୋଜନ. ନିଜ ଅନ୍ତରେ ଦେଖ ଫେଡିଣ ନୟନ. ମୁଁ ସତ୍ୟବାଦୀ ମାସିକ କରୁଛି ପଠନ. ଏହି ପତ୍ରିକାରେ ବହୁତ କବି ପ୍ରବନ୍ଧ କରୁଛି ପଠନ. ଚିଲିକା କବିତା ଅତି ଉଚ୍ଚ କୋଟୀର ଓଡ଼ିଆ ଭାଷାର ଗୌରବ. ଧନ୍ଯବାଦ ନମସ୍କାର 🙏🏻

    • @sayankumarjena
      @sayankumarjena  Місяць тому

      @@udayalima9094 ଧନ୍ୟବାଦ ଆଜ୍ଞା ଆପଣଙ୍କ ପରି ବିଦ୍ୱାନ ଏ channel ଦେଖୁଛନ୍ତି ସେଥିପାଇଁ ପ୍ରେରଣା ମିଳୁଛି 🙏🏽

  • @satundhal6477
    @satundhal6477 2 місяці тому

    Great 👍.

  • @prafullasahoo1199
    @prafullasahoo1199 Місяць тому

    Very good Odia Teacher.
    The teacher shouldnot
    put on a Ganji.A teacher,s should be befeting to his profession.

    • @sayankumarjena
      @sayankumarjena  Місяць тому

      @@prafullasahoo1199 ଧନ୍ୟବାଦ,, ଭଲ ମତାମତ ଦେଇଥିବାରୁ,,,, ଏବଂ vdo ଦେଖିଥିବାରୁ,,,,

  • @SuchitraProfile
    @SuchitraProfile 2 місяці тому

    🙏🙏

    • @sayankumarjena
      @sayankumarjena  2 місяці тому

      @@SuchitraProfile ଧନ୍ୟବାଦ ସୁଚିତ୍ରା

  • @prashantachhuria444
    @prashantachhuria444 2 місяці тому

    Sir ଆପାନଙ୍କର mobile ନମ୍ୱର୍ କୁ send Kari paribe ki sir ,mu odia student dout pachari bi