ଆମ ଦାବି ତୁରନ୍ତ ପରଣ କର, ନଚେତ ଆଗକୁ ହେବ ଜୋରଦାର ଅନେ୍ଦାଳନ || Junior Teacher || Junior Teacher Recruitment
Вставка
- Опубліковано 3 жов 2024
- #JuniorTeacher #JuniorTeacherRecruitment #OdishaJuniorTeacher #OdishaTeacher
ଆମ ଦାବି ତୁରନ୍ତ ପରଣ କର, ନଚେତ ଆଗକୁ ହେବ ଜୋରଦାର ଅନେ୍ଦାଳନ || Junior Teacher || Junior Teacher Recruitment
Mobile News 24×7 is a News Portal based out of Bhubaneswar, Odisha. It publishes true and unbiased news without any fear and gives an insight into all recent events and updates. Our Bureau includes Writers, Reporters and Stringers from across the country. We write analytical and evidence based stories along with the news updates.
Join Our WhatsApp Group: chat.whatsapp....
For the latest Odisha News Follow us:
Visit US: odia.mobilenew...
UA-cam: / mobilenews24x7
Facebook: / mobilenews24x7odia
Twitter: / 24x7odia
Kooapp: www.kooapp.com...
Pinterest: / mobilenews24x7
#MobileNews24x7 #TrendingNews #MobileNews #LatestNews #BreakingNews #OdiaNews #Odia24x7
ଗଣ ଶିକ୍ଷା ମନ୍ତ୍ରୀ ମହୋଦୟ ଶିକ୍ଷକ ଆଶାୟୀ ମାନଙ୍କୁ ଯେତେ ଶୀଘ୍ର ସମ୍ଭବ ନିଯୁକ୍ତି ଦିଅନ୍ତୁ କାରଣ ଦୀର୍ଘ କେତେ ମାସ ହେଲାଣି ସମସ୍ତେ ଓସେପା ଅଫିସ୍ ଧାଇଁ ଧାଇଁ ଅଣନିଃଶ୍ବାସୀ ହୋଈ ଗଲେଣି, ସମସ୍ତେ ମିଶି ପୁର୍ବ ସରକାରକୁ ବିଦା କରିଛନ୍ତି,
Gote request govt. Jaldi JT teachers nku posting diantu
ଠିକା ନିଯୁକ୍ତି ବନ୍ଦ କର
ଦେଶ ବା ରାଜ୍ୟକୁ ନଷ୍ଟ କରିବାକୁ ହେଲେ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବା ଦରକାର । ସରକାରର ଆଭିମୁଖ୍ୟ କଣ ପ୍ରାଥମିକ ଶିକ୍ଷା କୁ ନଷ୍ଟ କରିବା।
ବିଜେପି ସରକାର ନିଯୁକ୍ତି ଦେବାକୁ ଚାହୁଁ ନାହିଁନ୍ତି ,ଖାଲି କଥା ବଡ ବଡ
ଉତ୍କଳ ଘଣ୍ଟ କବି ଯଦୁମଣି ଙ୍କର କବିତାଟି ସ୍ମରଣ ହୁଏ....
ଛାମୁ ଯାହାଦେଲେ ହରଷେ,
ପାଉ ପାଉ ଗଲା ବରଷେ,
ଏମନ୍ତ ଭୂଇଁ,
ଚାକୁଣ୍ଡା ବୁଣିଲେ
ଉଠଇ ନାହିଁ.......
Nahi bhai nahi a comment asahya
Perfect lines
ଦୟାକରି 7ବର୍ଷ ରୁ ବାହାରିନଥିବା ଯୋଗୁ ଆମର ପିଲା ବହୁତ ହଇରାଣ ହଉଛନ୍ତି ଦୟାକରି posting ଦିଅନ୍ତୁ 20k junior teacher ଙ୍କୁ
Justice for jts
Plz complete JTs joining process as soon as possible it's our humble request to new government 🙏🙏🙏
Jay shree Ram
Please continue JTS Recruitment process as soon as possible
They should be posted immediately...😢
Cry 😭 karantuni. Bahut Kasto Laguchhi
Justice for jts
ଚୟନିତ ପିଲାଙ୍କୁ ଯାହା ହଉ ଯେମିତି ହଉ ଖୁବଶିଘ୍ର ନିଯୁକ୍ତି ଦିଆଯାଉ।
ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ନିଯୁକ୍ତିରେ ରହିବା ଫାଙ୍କା ସ୍ଥାନ କୁ ୧,୨,ସ୍ତର କରି ପୂରଣ କରାଯାଉ।🙏
Plz it's a humble request to odisha govt. Join JTS aspirants..
Bikash Bhai au saubhagini didi nka nka statement jabardast thila..🔥🔥🔥
Justice for JT
ସରକାର କଣ ନିଯୁକ୍ତି ଦେବାକୁ ଚାଁହୁଚନ୍ତି କି ନାହିଁ ବର୍ତମାନ 20000 ନିଯୁକ୍ତି ଦେବାରେ ଏତେ ବିଳମ୍ବ କଣ ପାଇଁ 😡😡😡
ଏତିକି ହେଲା ପରେ ମଧ୍ୟ ନିଯୁକ୍ତି ନ ହେଲା ଭାବିନେବା ଓଡ଼ିଶା ର ଶିକ୍ଷା ତଥା ପ୍ରଶାସନିକ ବ୍ୟବସ୍ଥାରେ ପଙ୍ଗୁ ,ଅକର୍ମଣ୍ୟ ,ଅଯୋଗ୍ୟ ସରକାର ଙ୍କ ଶାସନ ଚାଲୁଛି
Purba sarakar ta bahut chakiri deichhi 😡😡😡
Plz join JTS as soon as possible
Please Chief minister sir Consider 20000 JT case 🙏🙏
Justice for junior teacher
ତମେ ପିଲାଙ୍କୁ କଣ ପଚାରୁଛ ଅଫିସରେ
ପଚାରିକି ପିଲାଙ୍କୁ ଜଣାନ୍ତୁ ଯଦି ମାନବିକତା ଅଛି
Absolutely right ✅️ 👏 👌 👍
Jaldi posting diantu
DV କଲେ କଣ ହେବ ? ନିର୍ବାଚନ ରେ କେତେ ଖର୍ଚ୍ଚ ହୋଇଛି ସେ ବିଷୟରେ ଚିନ୍ତାକରି କୁହ ।
ପୁଣିଥରେ ନୂଆ ପରୀକ୍ଷା କରି , ୪୦୦୦୦ ନିଯୁକ୍ତି ଦିଆଯାଉ 👌👌👌
ଶିକ୍ଷକ ମାନଙ୍କୁ ସମ୍ମାନ ଦିଆଯାଉ....
Yes
ଅପେକ୍ଷା କରି କରି ମଣିଷ ଜୀବନ ଗଲାଣି | ସରକାର କି OsEpA କେହି ବି ଶୁଣୁ ନାହାନ୍ତି । ବହୁତ କଷ୍ଟ ଲାଗୁଛି
Justice for JTS
Govt and osepa are silent
Both are culprit for delay of jts joining.
Sabu harami kama Government ra before government au recent government ra au osepa ra sabu chora mane education department ku kharap kari dele ni odisha ra sabu media wala ehaku odisha lokanku janeiba katha
Junior teacher should be posted soon🙏🙏🙏
I respect and appreciate these guys
ଶିକ୍ଷା କ୍ଷେତ୍ର ରେ ସବୁ ସରକାର ର ଏକା ପ୍ରକାର ବ୍ୟବହାର | ଏହି କେଇ ମାସରେ ନିର୍ବାଚ଼ନ ପ୍ରକ୍ରିୟା ଶେଷ ହୋଇ ନୂତନ ସରକାର ଗଠନ ହୋଇ ସବୁ ପ୍ରକ୍ରିୟା ଶେଷ ହେଲା ମାତ୍ର JTS 2023 ପ୍ରକ୍ରିୟା ଶେଷ ହେଇ ପାରୁ ନାହିଁ l
Justice for jts
Au document verification karibuni ame.......amora money problem so all selected pilanku joining diajau
Right bro
Hnn .. joining 15 days bhitare na hele.. agaku kichhi b problem heipare .. sure 😢...
@@DeepakKumar-wl1sn yes darling !
Please joining the JTs recruitment kindly🙏🙏🙏🙏
Bus ranga gote dinare badaligala JT posting ketedina lagiba
Jay shree Ram
E katha to bapa nabin auu samir das ku kahithile bhala heithanta 😃😃
SHAME SHAME SHAME BJP GOVERNMENT...ତୁମେ ବି BJD ପରି ଗୋଟେ ଅଯୋଗ୍ୟ ସରକାର ବୋଲି ପ୍ରମାଣ କରିଦେଲ I ତୁମଠାରୁ ଏ ଆଶା ମୋର ନଥିଲା...2029 BJP Govt. ପାଇଁ ଗୋଟେ ବଡ଼ ?.... Shame on Odisha Govt.. 😥
Justice for jts
Sarkar ta khali photo utheiba re byasta
ଦିଲିରେ ଚାଷି ଵଷ ଵଷ ଧରି ଆନ୍ଦୋଳନ କରି ମୁଦୀ ସରକାର ପଥର ହୋଇଜାଇଥିଲା କିଛ ସୁଣିଲା ନାହି ଓଡିଶାରେ ସେଇଭଳି ହଵ
Kuade gala se Mohan majhi agaru ta teacher manka saha asi rali karuthila katha prabal kama durbal govt ra
ପ୍ରାଥମିକ ଶିକ୍ଷା ବିନା ଦେଶର ଉନ୍ନତି ସମ୍ଭବ ନୁହେଁ
Justice for state meritorious Teachers...
Jaldi diantu posting... Kanhiki pila nka life saha kheluchhanti .. 6 months already wait kaleni..
କୋର୍ଟ ଆଦେଶ କୁ ଖାତିର ନାହିଁ କି ଡ୍ ର ନାହିଁ। ଏ ଅଫିସର ମାନଙ୍କୁ
Ganda babu gale kuade sandha charei😳🤬Dialogue marile bhala lagila kamare dekhao nahele ame kamare dekheibu nxt thara ..mulapochh😢
😢😢odisha re janma helu ki pap kari thilu ki
Education minister ....justice jt teacher please
Education minister ....justice jt teacher please
Education minister ....justice jt teacher please
Justice for JTS...Abolish Contractual system😢
Tuesday lower pmg chala seithi bjp govt against re amara 1st rally heba
Argus channel ku dakithaanta au sie jou sabubele news dauthila school re teacher nahanti ebe sie kahithaanta govt kan karuchi
Argus channel andha heigala....
Puni DV kn pain??? Janisuni delay karuchanti
JT ku Sighhra posting diantu...
9 Tarikh bhubaneswar chala
ସରକର ଯଦି ପୂର୍ବରୁ ଜଣେ ଶିକ୍ଷକ ଥିଲେ ତାହେଲେ ରାଜ ରାସ୍ତା ରେ ଶିକ୍ଷକ ମାନଙ୍କ ବୁକୁଫଟା ଚିତ୍କାର କଣ ତାଂକୁ ଶୁଭୁନି?? ଆମେ ତ ଭାବିଥିଲୁ ଯେହେତୁ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଜଣେ ଶିକ୍ଷକ ଥିଲେ, ମୁଖ୍ୟମନ୍ତ୍ରୀ ହେବା ପରେ ସେ ଓଡ଼ିଶା ର ଶିକ୍ଷା ବ୍ୟବସ୍ତା କୁ ସଜାଡ଼ିବେ ... ହେଲେ ଦୁଖ ଲାଗୁଛି ଏ ଅବହେଳା ଦେଖି
Please jts joining korajau
Bhasana bada bada bjp sarkar posting nai😢
Osepa heuchhi villian
Thik .. se joining debaku chanhuni bodhe .. chanhithile process within 7 days re complete huanta..hele ete days .. pila sc jibaku se chanhuchhi bodhe..
Osepa officer nku khali madda darker.sbuthire corruption kruchnti
It's called news channel
Osepa Odisha government 🤬 🤬 🤬 🤬 🤬 🤬 🤬 🤬 🤬 🤬
ଆମେ ଗୋଟିଏ ଚାକିରି ପାଇବାକୁ ହେଲେ ଆମକୁ ସବୁବେଳେ ରାଜରାସ୍ତାକୁ ଓହ୍ଲାଇବା କୁ ପଡୁଛି । ଆମ ଅଧିକାର ପାଇଁ ସବୁବେଳେ ସରକାରଙ୍କ ଗୋଡ଼ ତଳେ କାହିଁକି ପଡ଼ିବୁ । ଗୋଟିଏ ଶିକ୍ଷକ ହେବାକୁ ହେଲେ C T କରିବୁ,b. Ed କରିବୁ ତା ପରେ otet,osstet pass କର ,ଏତେ ସବୁ କଲା ପରେ ଯେଉଁ post ବାହାରୁଛି ତା ପୁଣି କୋର୍ଟ ରେ ବିତି ଯାଉଅଛି । ଆମର career ଓ ବୟସ କୁ ନଷ୍ଟ ନଷ୍ଟ କରିଦେଇଛି ସରକାର ।
Knn pie na tu sala kudhiaa only Govt. Job darkare
Last Bhai thik kahile
Ame bi join karibu...bahut tension re achhi
Right
#b.j.p. jindabad #jay shree ram
Madam କିନ୍ତୁ ଅନୁପମ sir ଙ୍କୁ ଭାରି ମିସ୍ କରୁଛନ୍ତି
Its my Humble Request to BJP Govt to give a date of appointment
Right
Khali pratisruti dele habani sighra JTs joining diajau....
We want justice
ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ junior teacher schematic ର case ସମାଧାନ ହୋଇ ସାରିଛି। ଦୟାକରି ଏହା ଉପରେ ଦୃଷ୍ଟି ଦେଇ ଯୋଗ୍ୟ ପାର୍ଥିଙ୍କୁ ଯଥାଶୀଘ୍ର ନିଯୁକ୍ତି ଦିଅନ୍ତୁ। ଏହାଦ୍ବାରା ଓଡ଼ିଶାର ଜନ ସାଧାରଣ ଏବଂ ଛୋଟ ଛୋଟ ଶିକ୍ଷାର୍ଥୀମାନେ ଅନେକ ଭାବରେ ଉପକୃତ ହେବେ। 🙏🙏
Bjp hatao odisha banchau
Thank you . apana nka channel ku
Process speed up karantu 🙏🙏
Argus kanaka news wala kiade galo ohh mantri pakahre achhanti khali aukhila bhasana pain ichh emiti media wala jounta darkar jeita nahi kie kaha saha koun hotel gala seita tomo news na balle balle hotel
Education prati dhyan delete sabu sudhirijiba na so emane support karibeni
Bjd bele aeiya thila au bjp bele b aeiya😂😂😂
Please join as soon as possible
Complete joining process of junior teacher quickly
Correct
❤❤❤❤❤❤❤❤😂😂😅😅 ସେଇମାନେ ଶବୁ ଭେରାଟି ନେଇକି ଜାଓ ଆମେ ଡାଇବର ପଛେ ଆଶିବୁ❤❤❤❤ଖାଲୀ ତ ଅଭାଶ କରୁଥିଲୁ ନାଚ ତ ବାକି ଅଛି❤❤❤❤❤
Only congress ..Congress..congress baki sabu chora
Jaldi joining karajau🙏
Plz speedup the process
Aama CM teacher thile tuma pain kichhi karibe.
Au se sola OTV e news dekhibani
Shame on Odisha government
Please jaldi nijukti diajau😢😢😢😢😢
Plzzz appointment jts requirment 🙏🙏🙏🙏🙏 sir
Please justice for us
😭😭😭😭satare bahut kasta laguchi
first techer nku respect dia ,,nahele khub jaldi ei govt bi jiba...
CM and SME minister resign dio
Godi media otv, kanak news kuade gala kire
Please speed up the process 😢
Posting with regular posting hou....
Thik kahuchhanti bhai o bhauni mane ...... sarkar karuchhanti kana ?...... teacher na hele padheibe kie.....