ଜାଣିଛନ୍ତି କି ମାଆ ଦୁର୍ଗାଙ୍କ ପାଖରେ ଲାଗି ହେଉଥିବା କାଶତଣ୍ଡିର ରହସ୍ୟ | LoveStory | Kashatandi |MaaDurga |

Поділитися
Вставка
  • Опубліковано 7 лют 2025
  • A1 ODIA | ODISHA NEWS | ODIA NEWS
    କାଶତଣ୍ଡି ଫୁଲେ ଫୁଲେ ଆଶ୍ୱିନ ଆସିଛି।-ଋତୁ ଚକ୍ରରେ ତାଳେ ତାଳେ ବଦଳିଥାଏ ପ୍ରକୃତିର ସୌନ୍ଦର୍ଯ୍ୟ।ସର୍ବଦା ସବୁଜ ସୁନ୍ଦର ରଙ୍ଗରେ ଚହଟୁ ଥିବା ଧରିତ୍ରୀ ଶରତ ଋତୁରେ ଧଳା ଫର ଫର କାଶତଣ୍ଡି ଫୁଲର ଶାଢ଼ୀ ପିନ୍ଧି ସତେ ଯେପରି ଜଗତ ଜନନୀ ମାଁ ଦୁର୍ଗାଙ୍କ ଧରାଵତରଣକୁ ଆଗମନ କରିଥାନ୍ତି। #Kashatandi#Truelovestory #A1Odia #Odianews #Odishanews #A1TVOdisha #Maadurga #Jagatjannanimaa #Dashabhuja #Hearttouchingstory #Inspirationalvideo #Instrestingfacts #Lovestory #Brokenheart#Lovebird #Emotionallovestory #Odiastory #Fairytail #Sadstory #Devotional #Prince #King #Specialstory #Latestnews #Newsupdate #Durgastory #Durgavideos #Durga #Duragamusic #Heartouchinglovestory #Durgamaa #Sadnews #Sadlovestory #Durgabhajan
    ___________________________________________________________________________________
    ✳️ A1 ODIA ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ କୁ SUBSCRIBE କରନ୍ତୁ, 🎥 ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ । ନୂଆ ନୂଆ ଭିଡ଼ିଓ ସଂପର୍କରେ ନୋଟିଫିକେସନ୍‌ ପାଇବା ପାଇଁ ବେଲ୍ 🔔ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ ✳️
    ___________________________________________________________________________________
    🔆MORE UDATE🔆
    ↪️Facebook: / a1tv-odisha-1102393747...
    ↪️Twitter: / ea1tvodisha
    ↪️UA-cam(A1 ODIA): / @a1odia
    ↪️UA-cam(A1 ODISHA) : / @a1odisha
    ▶️UA-cam Live
    📱Jio TV live
    📡On DTH: Tata sky -1186, AirTel - 349, Available on 🆓 DTH
    ___________________________________________________________________________________
    📺A1 ODIA News Channel 📺: -
    A1 ODIA ଚ୍ୟାନେଲ ଓଡିଶା ର ୪ କୋଟି ଜନତା ଙ୍କ ସମସ୍ୟା କୁ ଲୋକଲୋଚନ କୁ ଆଣିବା ସହ ନିରପେକ୍ଷ, ନିଛକ ସତ୍ୟ ଏବଂ ତଥ୍ୟ ଭିତ୍ତିକ ଖବର ପ୍ରକାଶ କରିଆସୁଛି। ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ସବୁଠାରୁ ଲୋକପ୍ରିୟ ହୋଇପାରିଛି।
    A1 ODIA is Odisha State leading news channel, which is the most popular in rural and urban area’s for its simplicity and the variety of programmes telecast by the channel.
    ___________________________________________________________________________________
    Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair
    🔆CONTACT US🔆
    📧E-mail : a1tvodisha@gmail.com
    ☎️Phone No. : 0674-3554921, 0674-2744921
    #A1ODIA #OdiaNewsChannel #Odisha #OdiaNews
    © A Group Of Shree Mandir Media

КОМЕНТАРІ • 1 тис.

  • @abhaya9938363287
    @abhaya9938363287 2 роки тому +268

    ଏ କାହାଣୀ ପ୍ରଥମ ଥର ପାଇଁ ଶୁଣିଲି ବହୁତ ଭଲ ଲାଗିଲା, ଧନ୍ୟବାଦ ଭଉଣୀ , ବହୁତ ବଢ଼ିଆ ଉପସ୍ଥାପନା

  • @CivilVisionINFRA09
    @CivilVisionINFRA09 2 роки тому +501

    କାଶତଣ୍ଡି ଫୁଲ ପଛରେ ଲୁଚିରହିଥିବା ଏ ସୁନ୍ଦର କାହାଣୀ ଆଜି ସମସ୍ତଙ୍କ ମନକୁ ଛୁଇଁ ପାରିଛି l ପ୍ରସାରଣ ପାଇଁ ଅନେକ ଅନେକ ଧନ୍ୟବାଦ l

  • @shydollpriti8691
    @shydollpriti8691 2 роки тому +125

    wow ମୁ ସବୁବେଳେ ଭାବେ ଏ ଫୁଲ ଏତେ କମ ଦିନ ପାଇଁ କଣ ଫୁଟୁଛି ଆଜି ଶୁଣିକି ଖୁସି ଲାଗିଲା☺ଧନ୍ଯବାଦ

  • @bibhutibhusansahoo8113
    @bibhutibhusansahoo8113 2 роки тому +293

    କାଶତଣ୍ଡୀ ଆଉ ରାଜକୁମାରଙ୍କ ପ୍ରେମ କାହାଣୀ ଅତ୍ୟନ୍ତ ହୃଦୟ ବିଦାରକ ❤️

  • @digvijay1333
    @digvijay1333 2 роки тому +40

    ସତରେ କଣ ..ସତ ଭଲପାଇବା ଅଧୁରା ରହିଯାଏ
    ଜଗତ ଜନନୀ ମା ଦୁର୍ଗାଙ୍କ ପାଖରେ ପ୍ରର୍ଥନା🙏 --କାଶତଣ୍ଡି ଆଉ ରାଜକୁମାରଙ୍କ ପ୍ରେମ ଭଳି ସମସ୍ତଙ୍କ ପ୍ରେମ ଆଉ ଭଲ ପାଇବା ସବୁଦିନ ପାଇଁ ଅମର ହେଇ ରହୁ ...so very beautiful love story

  • @prashantbhoi8873
    @prashantbhoi8873 2 роки тому +44

    ମୁଁ ଏହି କାହାଣୀଟିକୁ ପ୍ରଥମ ଥର ଶୁଣିଲି , ଅତ୍ୟନ୍ତ ହୃଦୟସ୍ପର୍ଶୀ କାହାଣୀ ହୋଇଛି । 🥰❤️🥰

  • @subashchandramallick7696
    @subashchandramallick7696 2 роки тому +21

    ବା କି ସୁନ୍ଦର କାହାଣୀ

  • @Akashrawat..
    @Akashrawat.. 2 роки тому +25

    କାଶତଣ୍ଡି ର କାହାଣୀ ମୁଁ ପ୍ରଥମ ଥରପାଇଁ ଶୁଣିଲି
    କିନ୍ତୁ ହୃଦୟକୁ ଛୁଇଁଗଲା ବହୁତ ସୁନ୍ଦର
    ଧନ୍ୟବାଦ ଭଉଣୀ ଆପଣ ସୁନ୍ଦର ଭାବରେ ଉପସ୍ଥାପନା କଲେ
    ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ 🙏

  • @--loveforever--8428
    @--loveforever--8428 2 роки тому +27

    କାଶତଣ୍ଡି ଫୁଲ ର ପ୍ରେମ କାହାଣୀ ସତରେ ମୋ ଆଖୀରେ ଲୁହ ଭରିଦେଲା.....ଏ ଛୋଟିଆ ଫୁଲଟିର ଏତେ ସନ୍ଦର କାହାଣୀ ଟିଏ ଅଛି ଏକଥା କିଏ ଭାବୀ ପାରିବ❤❤❤....

  • @pabitramalik509
    @pabitramalik509 2 роки тому +8

    Bahut khusi lagila kasatandi
    O raj Kumar prema kahani suni

  • @pramodkumarmishra6558
    @pramodkumarmishra6558 2 роки тому +34

    ବହୁତ ସୁନ୍ଦର କାହାଣୀ ଟିଏ ଜାଣି ବାକୁ ପାଇଲୁ, ଧନ୍ୟବାଦ

  • @tikesmile3902
    @tikesmile3902 2 роки тому +92

    ବହୁତ ସୁନ୍ଦର ବର୍ଣ୍ଣନା । ଚମତ୍କାର ଉପସ୍ଥାପନା , ସତେ ଯେମିତି ଜୀବନ ଭରି ଦେଇଛି । ଧନ୍ୟ ସେ କାସତଣ୍ଡି ,ଆଉ ଧନ୍ୟ ତୁମେ ମାଆ ଜଗତଜନନୀ ।। 🥰🥰❤️

  • @bijayanayak1713
    @bijayanayak1713 2 роки тому +48

    ଧନ୍ୟ ତମେ କାଶତଣ୍ଡି। ଏ ଧରାପୃଷ୍ଠ ଥିବାଯାଏ ତମେ ଅମର ହୋଇ ରହିଚ।

  • @sumitrasasamal8570
    @sumitrasasamal8570 2 роки тому +21

    ଏତେ ସୁନ୍ଦର କାହାଣୀ ଲୁଚି ରହିଥିଲା କାଶତଣ୍ଡି ଫୁଲ ର ❤️

  • @sanjaykumarsahoo7177
    @sanjaykumarsahoo7177 2 роки тому +7

    ବହୁତ ସୁନ୍ଦର ହେଇଛି ଏହି କାହାଣୀ ଏବଂ ହୃଦୟସ୍ପର୍ଷୀ ମଧ୍ୟ କାହାଣୀର ଉପସ୍ଥାପନା ବହୁତ ଭଲ ଲାଗିଲା

  • @milibarik7500
    @milibarik7500 2 роки тому +8

    Mu aagaru janinathili very nice 🙂 and heart touching ❣️ Jay maa durga

  • @maitripriyanayak5563
    @maitripriyanayak5563 2 роки тому +9

    ସତରେ କେତେ ସୁନ୍ଦର କାହାଣୀ ମନ କୁ ଛୁଇଁ ଗଲା ପ୍ରେମ ସତରେ ଚିରନ୍ତନ

  • @sushantaswain4805
    @sushantaswain4805 2 роки тому +144

    ଓଁ ମାଁ କାଶ ତଣ୍ଡି ନମଃ , ମାଁ ଜଗତ ଜନନୀ ମାଁ ଦୁର୍ଗା

  • @laxmikantasabar8425
    @laxmikantasabar8425 2 роки тому +41

    କାହାଣୀଟି ଅତ୍ୟନ୍ତ ହୃଦୟ୍ପର୍ଶୀ ହୋଇଛି।🙏 ଜୟ ମା ଦୁର୍ଗା

  • @mrjitendralife
    @mrjitendralife 2 роки тому +396

    ମୋ ମତରେ ଫେବୃଆରୀ ମାସରେ ପ୍ରେମ ଦିବସକୁ ପାଳନ ନକରି ଶରତ ଋତୁ ରେ ପାଳନକରନ୍ତୁ ଆପଣଙ୍କ ପ୍ରେମ କାଶତଣ୍ଡୀ ପ୍ରେମ ପରି ସବୁଦିନପାଇଁ ଜୀବନ୍ତ ରହିବ

  • @jyotshnaranimahanta8412
    @jyotshnaranimahanta8412 4 місяці тому +5

    ବହୁତ ସୁନ୍ଦର କାହାଣୀ ❤️ ଏବଂ ହୃଦୟ କୁ ଛୁଇଁଲା ଭଳି କାହାଣୀ । ଶୁଣିକି ବହୁତ ଖୁସି ଲାଗିଲା। ଧନ୍ୟବାଦ୍ ❤️🙏

  • @villagegirl1523
    @villagegirl1523 4 місяці тому +14

    ମା କାଶ ତଣ୍ଡି❤ ସମସ୍ତ ଙ୍କ ପ୍ରେମ ସମସ୍ତ ଙ୍କୁ ମିଳୁ,,,, ଆମେ ଛାର୍ ମଣିଷ ଆପଣ ଙ୍କ ଭଳି ଏତେ ମହାନ ନୁହଁ କି ନିଜ ପ୍ରେମ କୁ ହରେଇ ବଞ୍ଚି ପାରିବୁ ❤❤,,, ସେତିକି ଧର୍ଯ୍ୟ ନାଇ,,,😢

  • @rajendrapusty1305
    @rajendrapusty1305 2 роки тому +31

    ଆମେ ଏ କଥା ଜାଣି ନ ଥିଲୁ ଆପଣ ଆମକୁ କହିଲେ ତେଣୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍

  • @akmhvlogsodia
    @akmhvlogsodia 2 роки тому +5

    Bahut sundar katha tie kahila tq so much 🙏😭

  • @tapubably3899
    @tapubably3899 Рік тому +7

    ପ୍ରଥମ ଥର ଏ ଲୁକ୍କାୟିତ କାହାଣୀ ଶୁଣିଲି ବହୁତ ହୃଦୟସ୍ପର୍ଶୀ ❤

  • @SuchismitaRajalaxmi
    @SuchismitaRajalaxmi 3 місяці тому +1

    କାଶତଣ୍ଡି ପଛରେ ଏତେ ସୁନ୍ଦର କାହାଣୀ ଟିଏ ଅଛି ମୁଁ ଜାଣି ନଥିଲି ସତ ରେ ପ୍ରେମ କରୁଥିବା ଲୋକ କୁ ଛାଡି ରହି ହୁଏନି ବହୁତ୍ କଷ୍ଟ ଲାଗେ ସତ 😢 କାଶତଣ୍ଡି କୁ କେତେ କଷ୍ଟ ହେଇଥିବ ଆଉ ରାଜ କୁମାର କୁ ବି ବହୁତ୍ କଷ୍ଟ ହେଇଥିବ 😢 ସୁନ୍ଦର କାହାଣୀ ଟିଏ 👌👌🫂🫂

  • @jayashreemahanty8450
    @jayashreemahanty8450 2 роки тому +8

    ଖୁବ୍ ସୁନ୍ଦର କାହାଣୀ,ଆହୁରି ସୁନ୍ଦର ଏହାର ଉପସ୍ଥାପନା

  • @ଅଭୟ
    @ଅଭୟ 2 роки тому +17

    ବହୁତ ଦୁଃଖ ଭରା ଲଭ୍ ଷ୍ଟୋରୀ ମୋର ହୃଦୟ କୁ ଛୁଇଁ ଗଲା

  • @jaygaming5129
    @jaygaming5129 2 роки тому +43

    Satare kasa tandi ra aii kahani suniki aakhiru luha bahari aasila 😭😭😭😭😭kahani t ta bhala lagila hele satare bahut dukha lagila amitika real love aaji kali kia karuchhi samaste ta nijara bhoka menteiba pain love ra asra nauchhanti 😘😘😘😘😘thank you

  • @dipikanayak5874
    @dipikanayak5874 2 роки тому +9

    Jay Maa Kashatandi 👌 Jay Maa Durga 🙏

  • @pradeepkumarnayak6671
    @pradeepkumarnayak6671 2 роки тому +5

    Jay Maa Durga.. Ahi kahaniti bhalapaibara Mitha anubhuti sei atita ku manepakaidie.... sundar upastapana bhauni.Dhanyabad🙏

  • @bapunkrd
    @bapunkrd 2 роки тому +7

    Tama ସୁନ୍ଦର୍ voice ପାଈଁ ତମକୁ ବହୁତ୍ ବହୁତ୍ dhanyabad

  • @B56688
    @B56688 2 роки тому +17

    ବହୁତ ଭଲ ଲାଗିଲା କାଶଥଣ୍ଡି ଆଉ ରାଜକୁମାର କାହାଣୀ 👌👌👌👌👌👌👌

  • @dharmendrasahoo2301
    @dharmendrasahoo2301 2 роки тому +10

    ମୁଁ ଜାଣିନଥିଲି କାଶତଣ୍ଡୀ ଫୁଲର କାହାଣୀ, ମୁଁ ପ୍ରତେକ ଦିନ ଏହି କାଶ ତଣ୍ଡି ଦେଖେ, ପ୍ରକୁତରେ ଚିନ୍ତା କରେ କେତେ ସୁନ୍ଦର ଏ ଫୁଲ, ଯାହାହେଉ ଏ କାହାଣିଶୁଣି ଆତ୍ମ ସନ୍ତୋଷ ଲାଭ କରିବା ସହିତ ମର୍ମାହତ ହେଲି

  • @ChandanKumar-ve6ks
    @ChandanKumar-ve6ks 2 роки тому +23

    ଅତି ସୁନ୍ଦର କାହାଣୀ 😍

  • @rakhisingh6222
    @rakhisingh6222 2 роки тому +4

    Very nice didi ahi story ti mote bohut bhalo lagila samosta nka bhalo paiba sato heu 🙏🏼🙏🏼🙏🏼🙏🏼Jay Maa Durga 🥰🥰🥺🥺

  • @Rambhakt_Deepika
    @Rambhakt_Deepika 2 роки тому +157

    ଧନ୍ୟବାଦ୍ କିନ୍ତୁ flute ra tune tike kam sound thile tike besi ଭଲ ଶୁଭିଥନ୍ତl

  • @pipinadehury5436
    @pipinadehury5436 4 місяці тому +6

    Really heart touching love story ❤
    Love this flower 💝💖😘......

  • @sasmitalolo9477
    @sasmitalolo9477 Рік тому +3

    My favourite kasatandi fula.bahuti Bhala lagila a story ti suniki.jay maa'Durga

  • @sanjayrout978
    @sanjayrout978 2 роки тому +16

    ବହୁତ୍ ଦୁଃଖ ଲାଗିଲା ଅଧୁରା ପ୍ରେମ କାହାଣୀ ଶୁଣି

  • @ଦେବେନ୍ଦ୍ରଫଡନାଭିସ

    ବହୁତ ଦୁଃଖ ଲାଗିଲା😩😩😩❣️❣️❣️🙏🙏🙏

  • @jayadevsitha6768
    @jayadevsitha6768 4 місяці тому +2

    ସୁନ୍ଦର କାହାଣୀ ଟିଏ ଲୁଚି ରହିଥିବା କାଶତଣ୍ଡି ଫଲର ଇତିହାସ ଅତୀବ ମାର୍ମିକ ଓ ଦୁଃଖ ଦାୟକ। ବାସ୍ତବ ପ୍ରୀତି ର ଉଦାହରଣ ଏ ସମାଜ ପାଇଁ। ଆଜି କାଲି ଯାହା ଘଟୁଛି ତା'ର ଅବସ୍ଥା ଥାନା କଚେରୀର ଦ୍ବାରସ୍ଥ ସବୁଦିନ।

  • @sathuapinky9480
    @sathuapinky9480 2 роки тому +6

    କାସଟଣ୍ଡି ଫୁଲ ର ରହସ୍ୟମୟ କାହାଣି
    ଏଇ କାହାଣି ଯୁଗ ଯୁଗ ଧରୀ ରହିଥିଵ very good is like

  • @simplelifevlogersugyani6140
    @simplelifevlogersugyani6140 2 роки тому +2

    Bahut bhala lagila e Kahani. God bless you Didi💝🙏

  • @sankirtanmandali.group...8445
    @sankirtanmandali.group...8445 2 роки тому +3

    Kasatandi au Rajkumar nka a hrudaya spasi story ku kahithibaru many many thanks. A kahani madhyamare bahut kichhi sikhibaku Mila . Jadi sata re swaswata Prema karuthiba tebe tuma Prema janma janma ku Amara hei ki rahiba . Kasatandi mu tumaku namaskar karuchi . Tume sabu Barsha dara prusta ku asu thao . Prema ku jibita rakhi thao . Jay maa Durga 🙏🙏🙏

  • @agranitajena599
    @agranitajena599 2 роки тому +10

    ଅତି ସୁନ୍ଦର ଉପସ୍ଥାନା ❤️

  • @meenaexplorer6375
    @meenaexplorer6375 2 роки тому +27

    Heart touching story Jai maa Durga 🙏

  • @archanas9925
    @archanas9925 2 роки тому +3

    Bohut sunder 👌 kasa tandi fula ra puni yte kahani thila.. Bohut dukha laguchi😢😢Dhanya hei galu aame yei kahani suniki.... 🙂

  • @trilochanbehera2740
    @trilochanbehera2740 2 роки тому +4

    Mind blowing
    Thanks for your presentation

  • @sanjeebRsseven7272
    @sanjeebRsseven7272 2 роки тому +25

    ସଥକଥା ଶାଶ୍ୱତ ପ୍ରେମ କେବେବି ଲିଭେନି,
    ଆଉ ସ୍ମୃତି ଟିଏ ରହିଯାଏ...., ଧରେ ଲୁହ ଆଉ ମୁଠାଏ ଯନ୍ତ୍ରଣା ହୋଇ l

  • @sambitsagarsahoo2868
    @sambitsagarsahoo2868 4 місяці тому

    ଅତି ସୁନ୍ଦର କାହାଣୀ କାସତାଣ୍ଡି ଓ ରାଜ କୁମାରଙ୍କର। ସମସ୍ତଙ୍କ ହୃଦୟ ରେ ଏକ ଭିନ୍ନ ସ୍ଥାନ ପାଇବା ପାଇଁ ଉତ୍କୃଷ୍ଟ। ବହୁତ ବହୁତ ଧନ୍ୟବାଦ ଏହି ପ୍ରସଙ୍ଗ କୁ ଲୋକ ଲୋଚନ କୁ ଆଣିବା ପାଇଁ ❤️💐

  • @puspalatapanda2359
    @puspalatapanda2359 2 роки тому +29

    Heart touching story. Love this flower

  • @bulisahoo7632
    @bulisahoo7632 2 роки тому +31

    So beautiful & interesting story 🙏

  • @madhabapatra5122
    @madhabapatra5122 2 роки тому +7

    କାଶତଣ୍ତି ଫୁଲର ବିରହ କରୁଣ କାହାଣୀ ଅତ୍ଯନ୍ତ ମର୍ମସ୍ଫର୍ଶୀ ।କାଶତଣ୍ତି ଫୁଲ କାର୍ତ୍ତିକ ମାସ ପର୍ଯ୍ଯନ୍ତ ରୁହେ ।

  • @s.kmansingh5906
    @s.kmansingh5906 3 місяці тому

    ଅତି ସୁନ୍ଦର କାହାଣୀ, ଆଖିରେ ଲୁହ ଆସିଗଲା।❤😊

  • @krushnachandrakanhar3993
    @krushnachandrakanhar3993 3 місяці тому

    ବହୁତ ସୁନ୍ଦର କାହାଣୀ କାଶତାଣ୍ଡିର! ବହୁତ ଧନ୍ୟବାଦ 🙏👍🥰! ମୁଁ କେବଳ ଆଶ୍ଚର୍ଯ୍ୟ ହେଉଥିଲି ଏହି ଫୁଲକୁ ଦେଖିକି, ଆଜି କାହାଣୀ ଶୁଣି ମୁଁ ବହୁତ ଖୁସି 😊! କିନ୍ତୁ ହୃଦୟ ଭାଙ୍ଗି ଗଲା କାହାଣୀର ବିରହ 😔!ସୁନ୍ଦର ଉପସ୍ଥାପନା !🎉👍

  • @pritiliti7597
    @pritiliti7597 2 роки тому +13

    How innocent kasatandi 😭i just crying to see this vdo 🥰 such a heart touching love story between princ and beautiful kasatandi.
    It's so Lessinoable for now Jenearation specially true lovebirds ♥

  • @laxmipriyapadhiary5695
    @laxmipriyapadhiary5695 4 місяці тому +2

    Bhuta bhala story mote bhuta dukha lagila 🥺😔😭🥰❤️

  • @pinurauta1454
    @pinurauta1454 2 роки тому +8

    Kashtandi flower and her love story also adorable..tqs for this inspiration...

  • @DNmusic77
    @DNmusic77 4 місяці тому

    ବହୁତ ସୁନ୍ଦର କାହାଣୀ। ଭଲ ଲାଗିଲା ଧନ୍ୟ ପ୍ରକୃତି ର ରାଣୀ ❤

  • @electronsworld900
    @electronsworld900 2 роки тому +5

    Some love stories will never be fade away ....its evergreen forever and ever ..☹️❤

  • @AshalataMartha
    @AshalataMartha 4 місяці тому +3

    Bahut sundar kahani... Bahut kichi sikhibaku milila ❤

  • @hiranyamayeesahu1087
    @hiranyamayeesahu1087 2 роки тому +14

    Really I love this flower.. 😍

  • @ratikantadas154
    @ratikantadas154 2 роки тому +2

    First tym pai sunili bhaut badhia lagila 🙏🏽🙏🏽 au bhaut bhaut dhanyawad ❤️❤️

  • @rashmidharua8159
    @rashmidharua8159 2 роки тому +16

    ହୃଦୟସ୍ପର୍ଶୀ 🙏🥰

  • @kalyani2024
    @kalyani2024 2 роки тому +3

    Jai Maa Durga 🥺🙏🙏🙏🙏🙏❤️❤️❤️❤️💜💜💜💜 heart touching love story

  • @jharanabehera3974
    @jharanabehera3974 2 роки тому +17

    I love this flowers...🥰

  • @laxmipradhan4952
    @laxmipradhan4952 2 роки тому +1

    Nice video jaha hau ate sundara video suni mana pura emotional haegali

  • @kanyakumaribadatya5271
    @kanyakumaribadatya5271 2 роки тому +11

    Heart touching love story .....😭😭😭

  • @munanaikmunanaik7443
    @munanaikmunanaik7443 2 роки тому +1

    Thanku ae kahani Tiku prachare kari thibaru. 👍👍👍ati sundar🙏🙏🙏

  • @basantmalick9799
    @basantmalick9799 2 роки тому +3

    ବହୁତ ବଢିଆ ଉପଦେଶ🌹🌹

  • @pratimabehera4852
    @pratimabehera4852 3 місяці тому

    କସତାଣ୍ଡି ପୁଲେ ଫୁଲେ ଫଗୁଣ ନୁହଁ ଆସିଣ ଆସିଛି ଖୁବ୍ ସୁନ୍ଦର କାହାଣୀ ❤❤❤

  • @Omprakash.2535
    @Omprakash.2535 3 місяці тому

    ଅତି ସୁନ୍ଦର ଏବଂ ମନୋଭରା 🙏❤️🥰😔🥰🥰

  • @prabhasinijena5535
    @prabhasinijena5535 2 роки тому +4

    Nice story 😭😭😭❤️❤️❤️ 😘😘 kashatandi au raj kumar nka Love story satare bahut nibida ❤️

  • @PradhanBrundabati
    @PradhanBrundabati 3 місяці тому

    Wow! bahut sundar Prema kahani!yaku hin kuhaje bhalapaiba!jaha sabubele Amara hei rahe! thanks for sharing!

  • @Sunshinetvodia
    @Sunshinetvodia 2 роки тому +5

    So beautiful ❤️❤️ ican relate this 😭😔😔 story is so nycc ...

  • @rapunzelssj4227
    @rapunzelssj4227 2 роки тому +3

    Very heart touching story 👌👌 NICE❤️❤️

  • @akrutibaby7644
    @akrutibaby7644 2 роки тому +1

    Bohut sunder bhabire kasotandi ro kahani kohile thanks u so much

  • @sangitalovefromodisha.3553
    @sangitalovefromodisha.3553 2 роки тому +4

    Such a beautiful story 🥰😟❤

  • @sangramsethi9800
    @sangramsethi9800 2 роки тому +2

    Hari bol maa prabiti maa ki jay Hari bol jay shanidev maa ki jay Hari bol jay maa mangala maa ki jay Hari bol jay higula maa ki jay Hari bol maa🙏🙏🙏🙏🙏🙏🙏

  • @Stylish198
    @Stylish198 2 роки тому +16

    Nice story👌
    Beautiful flower🌷🌷
    Cute voice ...❤️

  • @MayaMajhi-bb9lt
    @MayaMajhi-bb9lt 4 місяці тому +1

    Very heart touching story ❤❤😭😢Jay Man Durga🙏🙏

  • @nituarts
    @nituarts 2 роки тому +3

    କାସତଣ୍ଡି ର ଏହି କଥା ଆମେ ଆଗରୁ ଜାଣି ନ ଥିଲୁ ଧନ୍ୟବାଦ ଏହା ଗପ ଭାବେ ଆମ ମାନଙ୍କ ପାଖରେ ଉପ ସ୍ଥାପନା କରି ଥିବା ରୁ

  • @mypoems-wy9qb
    @mypoems-wy9qb 4 місяці тому

    ବହୁତ୍ ଭଲ ଲାଗେ ଏଇ କାଶତଣ୍ଡି ଫୁଲ ଦେଖିଲେ।କିନ୍ତୁ ଏଇ କାହାଣୀ ଟି ମୁଁ ଜାଣି ନ ଥିଲି।ଈଶ୍ୱର ବି ଅଜବ ।ଯେତେ ସୁନ୍ଦର୍ ଜିନିଷ ସୃଷ୍ଟି କରନ୍ତି, ତାରି ପଛରେ ଏକ ଦୁଃଖଦ କାହାଣୀ ଥାଏ। ଏଇ ଯେମିତି କାଶ ତଣ୍ଡି ର କଥା।

  • @guddudas1200
    @guddudas1200 2 роки тому +11

    🙏🙏🙏🌼🌸🌺🙇🙏 ଜୟ ମା ଜଗତ ଜନନୀ 🙏🙏

  • @manineemishra9694
    @manineemishra9694 2 роки тому +1

    Bht sundar hrudayaSparshi kahani.. ❤Thanks for the valuable story.

  • @ratikantapradhan9510
    @ratikantapradhan9510 2 роки тому +4

    Thank u so much for representing such a heartbroken story...#Kashraj♥️

  • @jojanagandhamohanty-hr4eg
    @jojanagandhamohanty-hr4eg 4 місяці тому +1

    Bahut sundar.....❤❤❤

  • @Esika287
    @Esika287 2 роки тому +4

    Thank you for the beautiful history 🥰🥰

  • @MRcreation2023
    @MRcreation2023 2 роки тому +1

    ବହୁତ୍ ବଢିଆ upastapana

  • @sarmisthakhadgaray3401
    @sarmisthakhadgaray3401 2 роки тому +4

    Excellent story and presentation 🙏🙏🙏

  • @anilsenapati7317
    @anilsenapati7317 4 місяці тому +1

    ଜୟ ମା ଦୁର୍ଗା

  • @sunitadash5816
    @sunitadash5816 2 роки тому +3

    Satare bahut dukha lagila.... But ete bhala katha janiki bhala lagila... Jay maa Durga 🙏

  • @deepakkumarparida8159
    @deepakkumarparida8159 4 місяці тому

    ସୁନ୍ଦର କାହାଣୀ ଜାଣିବାକୁ ପାଇଲି ଧନ୍ୟବାଦ୍ ଜଣାଉଛି

  • @jasmanhirajasmanhira5356
    @jasmanhirajasmanhira5356 2 роки тому +3

    Rula diya Yaar 😳😳 Such Me

  • @hariharbehera9274
    @hariharbehera9274 3 місяці тому

    ଖୁବ୍ ସୁନ୍ଦର ଲାଗିଲା ଧନ୍ୟବାଦ୍

  • @bbhabanipatra4018
    @bbhabanipatra4018 2 роки тому +6

    Jai Maa Durga.....
    Jai Maa Durga.....
    Jai Maa Durga.....
    🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @dhanumallik2615
    @dhanumallik2615 4 місяці тому

    ବହୁତ ସୁନ୍ଦର କାହାଣୀ ଆପଣ ଙ୍କୁ ଧୟନ ବାଦ..,

  • @madhabchsethi8263
    @madhabchsethi8263 2 роки тому +7

    ଶତରେ କାଶତଣ୍ଡୀ ତୁ ବହୁତ ବଡ ମହାନ କାଳ କାଳ କୁ କଥା ରଖି ଗଲୁ ଧନ୍ୟ ଧନ୍ୟ... ତୁ 🙏🙏🙏🙏

  • @raghunathnayak6187
    @raghunathnayak6187 2 роки тому

    ବହୁତ ସୁନ୍ଦର କାହାଣୀ ସହିତ ଏହାର ରହସ୍ୟ ସମସ୍ତଙ୍କୁ ଅଜଣା,,,ଧନ୍ୟବାଦ🙏❤️