BJP in Aska accuses BJD of distributing saree to lure voters

Поділитися
Вставка
  • Опубліковано 15 лис 2024

КОМЕНТАРІ • 611

  • @Mahe-hh9jd
    @Mahe-hh9jd 6 місяців тому +146

    ଏ ସ୍ତ୍ରୀ ଲୋକମାନେ ହିଁ ବିଜେଡ଼ି ସରକାରଙ୍କୁ ମୁଣ୍ଡରେ ବସେଇ ଆମ ଓଡ଼ିଶାକୁ ବର୍ବାଦ କରୁଛନ୍ତି।

    • @bibhuprasadsahu9023
      @bibhuprasadsahu9023 6 місяців тому +6

      ଅଉ ପୁଅ ଘଈତା ମାନଙ୍କୁ ଦାଦନ ପାଠାଉଛନ୍ତି।

    • @krishnadeogam4840
      @krishnadeogam4840 6 місяців тому +3

      ​@@bibhuprasadsahu9023 Ekdum thik 😅😅😅😅😅

    • @techiepranab6825
      @techiepranab6825 6 місяців тому

      ​@@bibhuprasadsahu9023bjp state sabuthu dadan

  • @Abirachandramajhi
    @Abirachandramajhi 6 місяців тому +266

    ଏହିପରି ମହିଳା ମାନଙ୍କ ପାଇଁ ଓଡ଼ିଶା ଆଜି ବର୍ବାଦ ।

    • @JspToka-rk5rk
      @JspToka-rk5rk 6 місяців тому +5

      Tame sabu teki dharucha

    • @tumbinn
      @tumbinn 6 місяців тому +3

      2019 re ye area loka gote murkha budhi ku MP kari thile...😂😂😂

    • @dibyaranjanbehera7927
      @dibyaranjanbehera7927 6 місяців тому

      👍👍

    • @Bbmonalisayt1
      @Bbmonalisayt1 6 місяців тому

      ​@@tumbinnଆଉ ଯେଉଁ ମାନେ bjp ରେ mp ହୋଇଛନ୍ତି।। ସେମାନେ କ'ଣ upsc ରେ pass କରି mp ହୋଇଛନ୍ତି।।😅😅😮

    • @ashishkumarmaharana143
      @ashishkumarmaharana143 6 місяців тому

      ​@@tumbinnଧାନ ବିଲ ଖସ ଖସ 😂😂

  • @jyotiranjan6269
    @jyotiranjan6269 6 місяців тому +164

    ଓଡ଼ିଶାରେ shg group କୁ ନିର୍ବାଚନ ରୁ ବାଦ ଦିଆଯାଉ,shg group ରଦ୍ଧ କରାଯାଉ

  • @prashantakumarsahoo2516
    @prashantakumarsahoo2516 6 місяців тому +84

    ହିନ ରାଜନୀତି ।

  • @sanjayparida2861
    @sanjayparida2861 6 місяців тому +145

    ପ୍ରତି SHG ମାଙ୍କୁ ଓଡ଼ିଶା ସାରା ବଣ୍ଟା ଯାଉଛି ।

    • @JspToka-rk5rk
      @JspToka-rk5rk 6 місяців тому

      Are APA nanka asubidha kn achi

    • @SushantaMadi
      @SushantaMadi 6 місяців тому +1

      Tamaro Maa, Sister, Daughter, kiye Nahanti ki???

    • @jalinayak8983
      @jalinayak8983 6 місяців тому

      Ama Ade bi banta jaouchi sadhi crp mame Bantu chhanti

  • @satyabratasahoo2577
    @satyabratasahoo2577 6 місяців тому +25

    ଏଭଳି ନାରୀ ମାନଙ୍କ ପାଇଁ ଆଜି ଲକ୍ଷ୍ୟ ଲକ୍ଷ୍ୟ ପରିବାର ବାହାର ରାଜ୍ୟରେ ଦାଦନ ଶ୍ରମିକ ହୋଇଛନ୍ତି,

    • @bikrampradhan5560
      @bikrampradhan5560 6 місяців тому +1

      ଚଡି ବି ଦେଲେ ମାପିକି ନେଇ ଜିବେ ଲଜ୍ୟା ବୋଲି କିଛି ନାହିଁ 😂😂😂😂ଏତେ ବିକାଶ

  • @jagadakua5835
    @jagadakua5835 6 місяців тому +19

    ଏମିତି ବହୁତ ଲୋଭି 2ଟଙ୍କିଆ ମହିଳା ମାନେ ଭାତ ଡାଲମା ଖାଇକି vote ଦେବା ଯୋଗୁଁ ଓଡିଶାରେ ଅବସ୍ଥା ଏଇଆ

  • @dhamirona8662
    @dhamirona8662 6 місяців тому +307

    ଗାଆଁ ଗାଆଁ ରେ ବିଜେପି ସଜାଗ ରହି ବିଜେଡିର ଚୋର ମାନଙ୍କୁ ଧରନ୍ତୁ

  • @krutibashmohanta968
    @krutibashmohanta968 6 місяців тому +12

    ବିଜେଡି ଦଳ ସୀମା ତପିଗଲ ହିନ ରାଜନୀତି ଲାଞ୍ଚ ଛାଡ଼ନ୍ତୁ ଏପରି କାର୍ଯ ନିନ୍ଦନୀୟ

  • @ashokkumarmohanta3081
    @ashokkumarmohanta3081 6 місяців тому +18

    ମାଆ ମାନେ ଜାଣି ପାରୁ ନାହାନ୍ତି ଗୋଟେ ଶାଢ଼ୀ ଓ କିଛି ଟଙ୍କା ପାଇଁ ତାଙ୍କ ପୁଅ ସ୍ବାମୀ ମାନେ ଦାଦନ ପକେଇବାକୁ ବାଧ୍ୟ ହେଉଛନ୍ତି

  • @KaluNayak-rf2el
    @KaluNayak-rf2el 6 місяців тому +65

    ହେ ବିଜେପି ଦଳର ଲୋକ ମାନେ ଟିକିଏ ସଜାଗ ରୁହ ନହେଲେ ଏମିତି କରି ଭୋଟ କୁ ହାତେଇ ଦେବେ

    • @ranjansruti8668
      @ranjansruti8668 6 місяців тому

      Bjd bjp Ku vote dele Semiti dadana jauthibu vote for congress only

  • @avayakumarbarik2882
    @avayakumarbarik2882 6 місяців тому +15

    ଏମାନଙ୍କ ସ୍ବାମୀ ମଦ ପିଇ ବୁଲୁଛନ୍ତି,ପିଲା ମାନେ ଗଞ୍ଜେଇ ଖାଇ ବୁଲୁଛନ୍ତି।ତଥାପି ଏମାନେ ବୁଝିପାରୁନାହାନ୍ତି।ଯଦି ଶାଢ଼ୀ ପିନ୍ଧି ବାକୁ ଏତେ ଇଛା ତିନି ନମ୍ବର ଯାଇ ବସ।

  • @PrakashKumar-sp2tq
    @PrakashKumar-sp2tq 6 місяців тому +46

    ଜୟ ଜଗନ୍ନାଥ ଜୟ ଶ୍ରୀ ରାମ ଜୟ ବିଜେପି

  • @MahendraKhuntia-fi2gh
    @MahendraKhuntia-fi2gh 6 місяців тому +81

    ହାରିବା vaya bjd

  • @gourangaseth8025
    @gourangaseth8025 6 місяців тому +4

    ଏପରି ଅଶିକ୍ଷିତ ମହିଳାଙ୍କ ପାଈ ସମଗ୍ର ମହିଳାମାନଙ୍କ ସମାନ ହାନିହେଉଛି। ଦୟାକରି ଏଭଳିକାମକରନୀ ମା ମାନେ ଆପଣ ମାନଙ୍କୁ ଅନୁରୋଧ କରୁଛୁ।

  • @dhamirona8662
    @dhamirona8662 6 місяців тому +92

    ଶାଢୀ ଗୁଟେ ପାଇଁ ପଛପଟ ବିକି ଦେଉଛନ୍ତି ଏମିତି ମାଇକିନା ମାନେ

  • @PrafullachDas-n6c
    @PrafullachDas-n6c 6 місяців тому +28

    ଆରେ ଚୋର, ଠକ, ଟାଉଟର ଦଳ ବନ୍ଦ କର ତୁମର ଏ ହୀନ ଖେଳ । ଲଜ୍ଜା ଲାଗୁନି ଆସିକା ସୂତକଳ ବିକ୍ରି , ଶୀତଳଭଣ୍ଡାର ଉଛେଦ , ଭୁବନ୍ଧବ୍ୟାଙ୍କ ବନ୍ଦ, ଏମ୍ଫିସେସ୍ ଉଚ୍ଛେଦ , ଟାଇଲ୍ ଶିଳ୍ପ ଉଚ୍ଛେଦ , ଟେକିନ୍‌କାଲ ହାଇସ୍କୁଲ ଉଚ୍ଛେଦ , ଏତେ ସବୁ କାମର ଉନ୍ନତି ଚିନ୍ତା ନ କରି ଲାଞ୍ଚ ଦେଇ ଭୋଟ ରାଜନୀତି କରୁଛ । ଆସିକା ହେଉଛି ଗଂଜାମର କେନ୍ଦ୍ରସ୍ଥଳ । ଆସିକାର ଜିଲ୍ଲା ହେବାର ସମସ୍ତ ଯୋଗ୍ୟତା ଅଛି ଅଥଚ ନିର୍ବାଚନ ଘୋଷଣାର କିଛିଦିନ ପୂର୍ବରୁ ଭୋଟ ସାଉଁଟିବାକୁ ପୌରାଞ୍ଚଳ ଘୋଷଣା କଲ । ତୁମ ଦଳକୁ ଲାଜ ଲାଗୁନି।ଆସିକାରେ ପ୍ରକୃତି ପ୍ରାଚୁର୍ଯ୍ୟ ଅନବଦ୍ୟ ।ତଥାପି ଏଠି ବେକାର , ସୁରାଟ ଶ୍ରମିକ, ଦାଦନ, ବେକାର ମାଳମାଳ ।

    • @JspToka-rk5rk
      @JspToka-rk5rk 6 місяців тому

      Tame jou dala re acha se neta bhala ki

  • @KushaRaut-eg1yr
    @KushaRaut-eg1yr 6 місяців тому +106

    ଓଡିଶା ର ଦାରିଦ୍ର୍ୟତା ର କାରଣ ଏହି ଅ ଶିକ୍ଷିତ ମହିଳା😂😂😂

    • @JspToka-rk5rk
      @JspToka-rk5rk 6 місяців тому

      Au tame bhari sikhita

    • @niharpalai3774
      @niharpalai3774 6 місяців тому +1

      Ta ଗୋଷ୍ଠୀ କି ନିଏ

    • @niharpalai3774
      @niharpalai3774 6 місяців тому +1

      @@JspToka-rk5rk ଆଉ ଶିକ୍ଷିତ ବୋଲି ତ କହିଲେ ସେ ବେଧେଇ କୁ କାହିଁ e ରାସଲୀଳା କରୁଛି

    • @JspToka-rk5rk
      @JspToka-rk5rk 6 місяців тому

      @@niharpalai3774 aga nije sachetana hua nija parivar nija family ku sikhita kara ...ta pare au kahaku anguthi uthei kahiba ....media re bala trp pai news dekheile kintu loka athi aku taku anguthi uthei kahile .....ei media aji bjd ku support karuchi ta kali BJP kahaku tame thik boli bhabucha

    • @niharpalai3774
      @niharpalai3774 6 місяців тому

      @@JspToka-rk5rk same suggestion for you, Tume Jane Sikhita byakti hoithile epari BJD ra chamcha giri kari nathanta, Durniti ku prasaya debar artha nijara Durniti manobhaba darseiba.

  • @KushaRaut-eg1yr
    @KushaRaut-eg1yr 6 місяців тому +49

    ପୋଲିସ ରେ ଦିଅ ବାକି ଦିଦି ସବୁ ଠିକ୍ ହୋଇ ଯିବ

    • @dipusaa1162
      @dipusaa1162 6 місяців тому

      Police ta bjd under re😂😂😂

    • @JspToka-rk5rk
      @JspToka-rk5rk 6 місяців тому

      Kai Sia kn murder karichanti

    • @rasmitabehera621
      @rasmitabehera621 6 місяців тому

      Nirbachan niti ulanghan gantantric aparadha arrest habani ? Kebal murder kale jadi arrest heba bhabuchha .t ie ganatanra r murder

    • @TripathySuryakanta
      @TripathySuryakanta 6 місяців тому

      To maa thile tu kn karithantu

    • @KushaRaut-eg1yr
      @KushaRaut-eg1yr 6 місяців тому

      @@TripathySuryakanta ମୋ ପରିବାର ମୋଦୀ ଜିକେ ପରିବାର

  • @SagarmajhiSagarmajhi-v2k
    @SagarmajhiSagarmajhi-v2k 6 місяців тому +5

    ନୁଆ କଥା କଣ କି ନିର୍ବାଚନ ଆସିରେ ବିଜେଡି ଏମିତି ସବୁ କଦର୍ଜ୍ୟ କୁଶ୍ଚିତ କାମ କରେ

  • @ranjitabehera194
    @ranjitabehera194 6 місяців тому +5

    ବିଜେଡି ହିନ ରାଜନୀତି କରୁଛି

  • @amandeepcutedanceing7619
    @amandeepcutedanceing7619 6 місяців тому +53

    BJD hatao odisha banchao Tamil Nadu patheidea pandian hatao odisha banchao boycutt bjd

  • @RaghuNath-lz4ti
    @RaghuNath-lz4ti 6 місяців тому +3

    ମଦ ବନ୍ଦ କରୁନ କେତେ ଘର ସଂସାର ଭାଙ୍ଗି ଯାଉଛି ଦେଖା ଯାଉନି ମରଦ ଲୋକ ଯଦି ମଦ ସମ୍ପୂର୍ଣ ବନ୍ଦ କରୁନ ସ୍ତ୍ରୀ ଲୋକ ଉପରେ ନିଜର ମରଦ ପାଣିଆ ଦେଖନୀ ଶାରୀ ରେ କାହାର ଜୀବନ ଯାଉନି ସରକାର ମଦ ମାଗଣା ଦେଲାବେଳେ କୁକୁର ପରି ନାଇଯାଉଚ ଏଇ ହଉଛି ମରଦପଣିଆ

  • @SantoshKumarBhoi-w7h
    @SantoshKumarBhoi-w7h 6 місяців тому +3

    ସସ୍ମିତ୍ ପାତ୍ର କୁ ଖବର ଦେଇଦିଅନ୍ତୁ ମୁଖ୍ୟ ନିର୍ବାଚନ ଅଧିକାରୀ ପାଖ କୁ ଯିବ।

  • @jyotiranjan6269
    @jyotiranjan6269 6 місяців тому +13

    Crp, mbk ମାନଙ୍କୁ ନିର୍ବାଚନ ପୁର୍ବ ରୁ ଜେଲ ରେ ପୁରା

  • @manassethi7940
    @manassethi7940 6 місяців тому +4

    ଏହିପରି ଲାଞ୍ଚ ଦେଇ bjd ଜିତିଚାଲିଛି, ଆପଣ ମାନେ ଏହିପରି ପ୍ରଲୋଭନ ଠାରୁ ଦୂରେଇ ରୁହନ୍ତୁ, ଆପଣ ଙ୍କ ଭୋଟର ମୂଲ୍ୟ କଣ ଗୋଟେ ଶାଢ଼ୀ

  • @BhubaneswarBehera-nr8ir
    @BhubaneswarBehera-nr8ir 6 місяців тому +3

    ଏମିତି ବେଲଜ୍ୟା ମହିଳା ମାନଙ୍କ ପାଇଁ ଆଜି ଓଡ଼ିଶାରଏହି ଅବସ୍ଥା, ତାମିଲର ଅଙ୍କ ସାଇନି ସାଜିଛନ୍ତି ଛି ଛି ଛି

  • @dhaneswardang3527
    @dhaneswardang3527 6 місяців тому +3

    ନିଜ ଇଚ୍ଛା ଅନୁସାରେ ଭୋଟ ଦିଅ କାହା ପ୍ରଲୋଭନରେ ନୁହେଁ l

  • @DivineSakha_official.
    @DivineSakha_official. 6 місяців тому +16

    SHG ମାଇକିନା ମାନଙ୍କୁ ବାଜୁ ମାଡ...ନ ହେଲେ ସୁଧୁରିବେନି।

    • @alokpradhan838
      @alokpradhan838 6 місяців тому +2

      Righte❤❤❤❤

    • @prabhatpradhan1815
      @prabhatpradhan1815 6 місяців тому +1

      Dam achhi. Bhai tama ghare b shg maikina thibe

    • @BishnuPriyanaik-s3b
      @BishnuPriyanaik-s3b 6 місяців тому

      Tama ghare kn kehi maikina nahanti ki

    • @DivineSakha_official.
      @DivineSakha_official. 6 місяців тому

      ଯେଉଁ SHG ମହିଳା ମାନେ ଅନୈତିକ ଭାବରେ ଗୋଟେ ଦଳ ରେ ପ୍ରଚାର କରୁଛନ୍ତି, ଆଜି ନାହିଁ... 25 ବର୍ଷ ହେଲା. ସେମାନଙ୍କୁ ମାଡ ହିଁ ଦରକାର. ସେମାନେ ଟାଉଟର ଆଉ ସେମାନଙ୍କୁ ଯିଏ defend କରୁଛି ସିଏ ଭି...

  • @sasmitamuduli5348
    @sasmitamuduli5348 6 місяців тому +22

    ମୂର୍ଖୁଣୀ ଗୁଡା ଏ ସ୍ତ୍ରୀ ଲୋକ ତମ ସ୍ବାମୀ ମାନେ କଣ ପିନ୍ଧେଇ ପାରୁ ନାହାଁନ୍ତି ପାଣ୍ଡୁ ର ପିନ୍ଧୁଚ, ଚଡ଼ି ସାୟା ମାଗିଦିଅ, ଛି ଛି ଲଙ୍ଗଳା ହେଇ ବୁଲୁଛ ବୋଧେ

    • @manoj-jb5lk
      @manoj-jb5lk 6 місяців тому

      Emane chaddi pindhantini

  • @pbighneswardora8778
    @pbighneswardora8778 6 місяців тому +8

    ଗୋଟେ ଧନ୍ଦା ଚଳେଇଚନ୍ତି

  • @Sahoo5009
    @Sahoo5009 6 місяців тому +2

    ମୁଁ କହୁନି - ସବୁରି ମୂଳରେ ଏଇ ମାଇକିନା ଆଉ ମହିଳା ଗୋଷ୍ଠୀ । ଧନ୍ୟ ତମେ 😂😂😂😂

  • @Official_B.kanhar
    @Official_B.kanhar 6 місяців тому +3

    ପୁରୁଣା ଘର ଭାଙ୍ଗି ନୂଆ କର। ପୁରୁଣା ଘରେ ଅଳିଆ ଆବର୍ଜ୍ଜନା ବହୁତ ହେଲାଣି ।

  • @PrafullaDilla
    @PrafullaDilla 6 місяців тому +2

    ଏ ସମଗ୍ର ଓଡ଼ିଶାର ସ୍ତ୍ରୀ ମାନଙ୍କ ସ୍ବାମୀ ମାନଙ୍କୁ ଜାଗୃତ ହେବାକୁ ପଡ଼ିବ, ବିଜେଡି ସମଗ୍ର ମହିଳା ମାନଙ୍କୁ ପ୍ରଲୋଭନ ଦେଖେଇ ନିଜ ଜାଲ ରେ ଫସେଇ ସାରିଲାଣି, ଜାଗୃତ ହୁଅନ୍ତୁ ନହେଲେ ୫ ବର୍ଷ ପରିଣାମ ଭୟଙ୍କର ହେବ ।

    • @sumitrasamal5789
      @sumitrasamal5789 5 місяців тому

      ଆରେ ଭାଇ ସବୁ s h g ମାନକୁ 10 000 ହଜାର ଟଙ୍କା ଲେଖାଏଁ ଦେଇ ଛନ୍ତି

  • @srabani.123
    @srabani.123 6 місяців тому +2

    ଭାଇ ମାନେ ସେ ଚୋରଣି ନୁହନ୍ତି କି ଚୋରି କରିନାହାନ୍ତି ଏତେ ଧମକେଇ ପ୍ରସନ୍ନ ପଚାରି ବାହାବା ବୋଲାଅନି, ନାରୀ କୁ ସନମାନ ଦେଇ ଶିଖ, ଜୟ ଜଗନ୍ନାଥ

  • @laxman9145
    @laxman9145 6 місяців тому +2

    ରାମ ନାମ ସତ୍ୟ ହେ

  • @prasantkudas3438
    @prasantkudas3438 6 місяців тому +2

    BJD ଦଳ ହୋଉଛି ପୁରୁଣା ମାହାଗିହା ଦଳ,

  • @shankarjhodia5181
    @shankarjhodia5181 6 місяців тому +1

    BJD ହୋଟିବା ନିହାତି ଦରକାର୍

  • @Subham-uy5cj
    @Subham-uy5cj 6 місяців тому +19

    ଏବିଆଛୁଡିଏମାଈକିନାମାନକୁତାମିଲିବାଣୣଦରକାର

    • @rabinarayannayak7951
      @rabinarayannayak7951 6 місяців тому +1

      Bhai re kahaku gali kariba apekhya bhal byabahar karantu samaj pain mangal heba

    • @_mr___rajput
      @_mr___rajput 6 місяців тому

      ​@@rabinarayannayak7951nai kichhi ta tanka pai jie vote bikri kare munda bikri kare tanku bramha kila darakar 👍👍 bhai ta Kam kahile ahuri kahiba darakr

  • @DhananjayMohanty-t4p
    @DhananjayMohanty-t4p 6 місяців тому +30

    Loka ku 25 Barsha hela bahut thaki dela auu nuha

    • @JspToka-rk5rk
      @JspToka-rk5rk 6 місяців тому

      Hmm tame bhari kasta karucha

  • @bapisadangi3373
    @bapisadangi3373 6 місяців тому

    ଅତି ଫାଲତୁ ଦଳ ବିଜେଡି ଟାଉଟର ନବୀନ ପଟ୍ଟନାୟକ ଧୁଆଁ ପାଣ୍ଡୁ ବ୍ୟବସାୟ କରିବାକୁ ଆସିଛି ଧନ୍ୟରେ ଓଡ଼ିଆ

  • @chitaranjanpradhan-lo9ok
    @chitaranjanpradhan-lo9ok 6 місяців тому

    ବିଜେପି କର୍ମୀ ମାନଙ୍କୁ ମୋର ଅନୁରୋଧ 🙏🙏ସତର୍କ ରୁହନ୍ତୁ ବାଜି ମାରିଦେବ ବିଜେଡି

  • @SangeetaPriyadarshini_
    @SangeetaPriyadarshini_ 6 місяців тому +3

    ଆଜି ଶାଢୀ ଦଉଛନ୍ତି କାଲି ଚଡି ଦେବେ ତା ପରେ ତମ ଘରେ ପଶିବେ ତମେ କିଛି କରି ପାରିବନି 😂

  • @SmashEnough
    @SmashEnough 6 місяців тому +3

    ବିଜେଡି ଦଳ ନେତା ମନ୍ତ୍ରୀ ତଥା ସାଂସଦ କର୍ମୀ ମାନେ କେବଳଲୁଗା ନୁହେଁ shg ନାରୀ ନେତ୍ରୀ ମାନେ ଜାଣିବା ଦରକାର 😢 ମଦ ମାଂସ ଟଙ୍କା ରେ ଯୁବକ ନଷ୍ଟ ହେଲେ 😢 ଆପଣ ମାନେ ଖୁସି ତ 😢

  • @srustidhardey5817
    @srustidhardey5817 6 місяців тому +1

    BJP ଆସିବ ଓଡ଼ିଶା ରେ ସରକାର ହେବ ଏଥିରେ ସନ୍ଦେହ ନାହିଁ ❤❤❤❤❤❤❤❤❤❤ BJD choor

  • @dibyaranjan3454
    @dibyaranjan3454 6 місяців тому +2

    ଏ ଶଳା କୁଜୀ ନେତାଙ୍କୁ ବାଡାଅ।ଯଉଠି ଦେଖୁଛ କାନକୁ କାନକୁ ସେକିଦିଅ ଧରିକି।ଶଳେ ବେଶୀ ପାଦଚାଟୁଛନ୍ତି

  • @prananathpati9976
    @prananathpati9976 6 місяців тому +3

    ଶସ୍ତା ଶାଢ଼ୀ ଗୋଟେ ପାଇଁ ଏ ବେଧେଇ ମାଇକିନା ଗୁଡାକ ଗାଣ୍ଡୀ ଦେଖେଇ ବିକ୍ରି ହୋଇଯାଉଛନ୍ତି।

  • @BailochnNayak
    @BailochnNayak 6 місяців тому +1

    ଅଭାହିଳାଙ୍କୁ ଜେଲକୁ ନିଅନ୍ତୁ 😅

  • @prananathpati9976
    @prananathpati9976 6 місяців тому +14

    ଶାଢ଼ୀରେ ନିଆଁ ଲଗେଇ ଦିଅ

  • @prabhanayak5365
    @prabhanayak5365 6 місяців тому +1

    କେହି କନା ଟିକେ ଦେବେନି ଜଲଦି କେହି ଦେଲେ ଏମାନଙ୍କର ଫାଟୁଛି

  • @alokpardia
    @alokpardia 6 місяців тому

    ଉଠରେ ଉଠରେ ଉତ୍କଳ ସନ୍ତାନ। ଉଚିତ୍ ପ୍ରାର୍ଥୀ ଚୟନ କରନ୍ତୁ। ବିକ୍ରି ହୁଅନ୍ତୁ ନାହିଁ।।

  • @GOURAHARIMOHANTA-db5zz
    @GOURAHARIMOHANTA-db5zz 6 місяців тому +2

    ବିଜେଡି ଏ ସବୁ ବେକେର ଧନ୍ଦା. ବିଜେଡି ରାଲିରେ ବିରୋଧୀ ଦଳ ଯିବା ଦରକାର.

  • @jogamayadas2673
    @jogamayadas2673 6 місяців тому

    ସବୁଠାରେ SSG ଗ୍ରୁପ ରେ ଏହିପରି saree ଓ ଟଙ୍କା ବଣ୍ଟା ହେଉଛି

  • @goutamghosh4081
    @goutamghosh4081 6 місяців тому

    ଖାଲି ଗଞ୍ଜାମ ନୁହଁ ବାଲେଶ୍ୱର ରେ ମଧ୍ୟ ମିଳୁଛି ଶାଢ଼ି

  • @skumarmahapatra3187
    @skumarmahapatra3187 6 місяців тому +18

    ଓ ଲୋ କି ଶାଢ଼ୀ ବଣ୍ଟା ତମର।

  • @harekrushnabehera3138
    @harekrushnabehera3138 6 місяців тому

    ଧନ୍ୟ ଆମେ ଓଡିଆ,ଧନ୍ୟ ଆମ ଓଡ଼ିଶା । ଧନ୍ୟ ଆମ ସରକାର, ଧନ୍ୟ ଆମ ବିଚାର ।
    ଧନ୍ୟ ଓଡିଆ ଆମେ ମାଗଣା ଖିଆ,
    ଧନ୍ୟ ଏ କୌଶଳ ଭୋଟ ନିଆ ।
    ନାରୀ ନୁହେଁ ତୁ ନାରାୟଣୀ,
    ଶାଢ଼ୀ ଖଣ୍ଡେ ପାଇଁ ହେଲୁ ବାୟାଣୀ ।

  • @iswarnayak1383
    @iswarnayak1383 6 місяців тому +8

    A stri lokanka pain aji odisha barbad, hauchi

  • @LiquidInformation-qe4ri
    @LiquidInformation-qe4ri 6 місяців тому

    BJD ର ନିର୍ବାଚନୀ ପରାଜୟ ଭୟ ପାଇଁ ଭିତ୍ତି ହିନ ଯୋଜନା

  • @purbidebansheeray191
    @purbidebansheeray191 6 місяців тому +1

    କାଲି ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ରୋଡ୍ ସୋ।
    ଶତାଧିକ ମହିଳା ସମ୍ବଳପୁରୀ ଶାଢୀ ପିନ୍ଧି ମୋଦୀ ଜି ଙ୍କ ରୋଡ୍ ସୋ ରେ ସାମିଲ ହେବେ। ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ଯେଉଁ ମାନେ ସୁଚିନ୍ତିତ କମେଣ୍ଟ ମାଧ୍ୟମରେ ପ୍ରସଂଶା ରେ ପୋତି ପକେଇଛ ସେମାନଙ୍କ ର ଏ ବିଷୟ ପ୍ରତି ମତାମତ କଅଣ?

  • @hrudanandasahuofficial
    @hrudanandasahuofficial 6 місяців тому

    ଶାଡିନିଅନାହିଁ ଭୋଟଦିଅନାହିଁ ବିଜେଡି ହଟାନ୍ତୁ

  • @mahipanda2739
    @mahipanda2739 6 місяців тому

    ଛି ଛି ବିଜେଡି ଏତେ ହୀନ ରାଜନୀତି

  • @kumargaurab8189
    @kumargaurab8189 6 місяців тому +13

    Sadhi nei nia Vote BJP ku dia

  • @sangamaifarming
    @sangamaifarming 6 місяців тому

    ଏମିତି ନଦେଲେ ହାରିଯିବ bjd

  • @samirsahoo3217
    @samirsahoo3217 6 місяців тому

    ଏଇ ମହିଳା ଗ୍ରୁପ୍ ଓଡ଼ିଶାକୁ ଖାଇଲା।

  • @jasaketansahu9650
    @jasaketansahu9650 6 місяців тому

    SHG ଗ୍ରୁପ ର ମା ମାନେ ସବୁ ନବୀନ ପଟନାୟକ ସ୍ତ୍ରୀ ସବୁ SHG ଗ୍ରୁପ ମା ମାନେ

  • @BijayBarpanda-zm9hz
    @BijayBarpanda-zm9hz 6 місяців тому

    ଏମାନଙ୍କ ପାଇଁ ଓଡିଶାର ଅବସ୍ଥା ଆଜି ଏପରି ହୋଇଛି

  • @gurucharansahoo9577
    @gurucharansahoo9577 6 місяців тому +4

    ଧର ଶଳା ଙ୍କୁ 😠😠😠😠

  • @brainlicker5647
    @brainlicker5647 6 місяців тому

    ସବୁ shg ମା ମାନେ ହିଁ କଳୁସିତ କରି ସାରିଲେଣି ପୁରା ଏରିଆକୁ, BJD ଏଥିପାଇଁ ଦାୟି, ଶିଘ୍ର ଏମାନକୁଂ ଗିରଫକର

  • @megharaybaske8373
    @megharaybaske8373 6 місяців тому

    ଏବେ ଚାଲିଛି ଇଲେକ୍ସନ ପାଲା

  • @sisirkumaracharya4530
    @sisirkumaracharya4530 6 місяців тому +13

    Bjd hatao , Aska new govt. Bjp

    • @ranjansruti8668
      @ranjansruti8668 6 місяців тому

      Bjd aau bjp E duhinku hataao odissa bachao

  • @sunilpanda9290
    @sunilpanda9290 6 місяців тому

    Elaction ପର୍ଯ୍ୟନ୍ତ ସବୁ ଗ୍ରୁପ ବନ୍ଦ କରାଯାଉ, ନାରୀ ପାଇଁ ପ୍ରଳୟ, ଏଇ କେତୋଟି ଦ୍ୱାଚରନି ନାରୀ ପାଇଁ ଓଡିଶା ଧୋଂସ, ନାରୀ ସଶକ୍ତି କରଣ ବହୁତ ହୋଇ ଗଲା, ଏବେ, ବନ୍ଦକରି ଦେଲେ, ଓଡିଶା ଆଡ଼ଭାନ୍ସ କରିବ, ଏହା ଭୋଟ ହତାଇ ବାର ଗୋଟେ ମାଧ୍ୟମ,, 😄😄😍

  • @Ksrs520
    @Ksrs520 6 місяців тому

    Shg ଗ୍ରୁପ ସବୁଆଡେ ଶାଡି ବାନ୍ତି ବିଜେଡି ଭୋଟ ଜିତୁଛି

  • @BadBoy-ik4od
    @BadBoy-ik4od 6 місяців тому

    Actually SHG କୁ Banned କରିଦେବା ଉଚିତ୍

  • @bhabanishankarmohanta7310
    @bhabanishankarmohanta7310 6 місяців тому

    ଯାହା ଦେଲେ ମଧ୍ୟ ବି ଜେ ପି

  • @sumimurmuofficial
    @sumimurmuofficial 6 місяців тому

    ଗୁଟେ ଶାଢ଼ୀ ର ଦାମ 500 ହେଲେ ସାରା ଓଡିଶା ଲୋକ ଏପରି ବିକୀରି ହଉଛି, ଟିକେ ଚିନ୍ତା କର ଯିଏ ଆମ ପାଇଁ ଗାଁ ରେ ଭଲ ଉନ୍ନତି କରିବେ ତାଙ୍କୁ ହିଁ ଭୋଟ ଦେବା

  • @sanjayakumarmallick-bq2kv
    @sanjayakumarmallick-bq2kv 6 місяців тому

    Dhanya baad, emiti gagiruha

  • @PrashanKumarDas-u1z
    @PrashanKumarDas-u1z 6 місяців тому

    Sashimta Patra and lenil କୁ ପଚାରନ୍ତୁ।

  • @kalicharanmahapatra885
    @kalicharanmahapatra885 6 місяців тому

    ମା ମାନେ ଯେତେ ଟଙ୍କା ଦେଲେବି ଟଙ୍କା ନିଅ କିନ୍ତୁ ଭୋଟ ଦିଅନି ଏ ଶାଢ଼ୀ ଏ ଟଙ୍କା ସବୁ ତୁମର ଏମାନେ 24 ବର୍ଷ ହେଲା ତୁମଠୁ ଲୋଟି ଛନ୍ତି ଭୋଟର ଦିଆ

  • @jitendersahu8468
    @jitendersahu8468 6 місяців тому

    ନବୀନ ପଟ୍ଟନାୟକ ଏକ ଅଯୋଗ୍ୟ CM ତାଙ୍କୁ ଫାଶୀ ଦଣ୍ଡ ଦିଅ

  • @TONISHDIGITALSTUDIO
    @TONISHDIGITALSTUDIO 6 місяців тому +3

    Jay bjp

  • @laxmansahoo4681
    @laxmansahoo4681 6 місяців тому

    ଏଭଳି ମହିଳାଙ୍କୁ ନେଇ ବିଜେଡି ମ୍ୟାଜିକ ,🎉

  • @Cutebaby-s3k
    @Cutebaby-s3k 6 місяців тому +3

    Nice go ahead

  • @PravakarDash-db3dp
    @PravakarDash-db3dp 6 місяців тому

    ଲାଜ ଲାଗୁନି. B J D

  • @deepakkumarsethy2062
    @deepakkumarsethy2062 6 місяців тому +3

    Pls vote bjp 🚩

  • @buddhadattamishra1590
    @buddhadattamishra1590 6 місяців тому +2

    ସେଥିରେ କଣ ବଡ କଥା ଯେ। ପାର୍ଟି ଦିଅନ୍ତି ଲୋକ ଖାଆନ୍ତି ଏ ହେଉଛି ଆମର ପବିତ୍ର ଗଣତାନ୍ତ୍ରିକ ପରମ୍ପରା।ଏ ଏହି ତିନି ମାସ ଭୋଟର ମାନଙ୍କର ମଉଜ।ବାକି ୪ ବର୍ଷ ୭ ମସେ ସେମାନେ ଙ୍କ ମଉଜ,ଏ ନୂଆ କଥା ନୁହେଁ।।ସେଥି ପାଇଁ ତ ଯାହା ପାଖରେ ବହୁତ୍ ପଇସା ସବୁ ପାର୍ଟି ସେମାନଙ୍କୁ ଟିକେଟ ଦିଅନ୍ତି ।ସାଧାରଣ ଲୋକଙ୍କୁ କେତେଟା ପାର୍ଟି କେତେ ଟା ଟିକଟ ଦେଇଛନ୍ତି ?

    • @prangyarajput7869
      @prangyarajput7869 6 місяців тому +1

      Thik katha ekdam thik katha prakrut Satya katha

  • @birendrasahu8282
    @birendrasahu8282 6 місяців тому

    ବିଜେପି କଣ ଦଉନି.
    ସବୁ ନେତା ଏକ.
    ବିଜେପି ବିଜେଡି ek

  • @pramod5559
    @pramod5559 6 місяців тому +6

    Police re dia

  • @susantatandia4539
    @susantatandia4539 6 місяців тому

    ସବୁ SHG GROUP ମାନଙ୍କର ଭୋଟ କୁ ଗ୍ରହଣ କରା ନ ଯାଉ. !

  • @pushkarameher2929
    @pushkarameher2929 6 місяців тому

    ଖାସ ଏମିତି କେତେ ସାମ୍ବାଦିକ ଆଉ କୁଜି ନେତା ଓଡ଼ିଶାକୁ କେନ୍ଦ୍ରରୁ ଆସୁଥିବା ପଇସା ଲୁଟୁଥିବାରୁ,,, ଓଡ଼ିଶାରେ BJP ଭୋଟ ପାଉନି,,

  • @LaxmipriyaRaul-j9v
    @LaxmipriyaRaul-j9v 6 місяців тому

    ଏ ବ ଜାରି ମାଏ କିନା ଧ ଉରା କିଳା ଦରକାର

  • @laxmikantachoudhury8843
    @laxmikantachoudhury8843 6 місяців тому

    BJD ra ଉପାୟ ଶୂନ୍ୟ

  • @PurnachandraBehera-if5tu
    @PurnachandraBehera-if5tu 6 місяців тому +20

    କୋରାଇ ନିର୍ବାଚନ ମଣ୍ଡଳୀରେkacharasahi kayan ଗ୍ରାମରେ ଗଲା କାଲି ଶାଢ଼ୀ ବଣ୍ଟା ଯାଇଛି।

    • @JspToka-rk5rk
      @JspToka-rk5rk 6 місяців тому

      Tamaku lungi dia haba

    • @PurnachandraBehera-if5tu
      @PurnachandraBehera-if5tu 6 місяців тому

      @@JspToka-rk5rk ତୁମେ ସୁଟ୍ ବୁଟ ଅନ୍ୟକୁ ଖାଲି ଲୁଙ୍ଗି।

    • @rabindrasahoo1394
      @rabindrasahoo1394 6 місяців тому +1

      Pls viral video

    • @purbidebansheeray191
      @purbidebansheeray191 6 місяців тому

      News dekhantini apana bodh hue.
      March masa re jetebele odisha govt. bivinna yojana madhyamare sahayaka rashi pradana karithile sethimadyyaru SHG member pichha janaka1000 tanka lekhaen SHG ra uniform kiniba paine group passbook su asithila. Group member uniform choice kari ani pindhhi be,

    • @PurnachandraBehera-if5tu
      @PurnachandraBehera-if5tu 6 місяців тому

      @@purbidebansheeray191 ଶାଢ଼ୀ ବଣ୍ଟା ଯୋଜନା।

  • @chakradharjena6795
    @chakradharjena6795 6 місяців тому

    Very good

  • @srustidhardey5817
    @srustidhardey5817 6 місяців тому +1

    BJD hatau odisha ru ❤b❤❤❤❤❤❤❤❤

  • @rabindradas2952
    @rabindradas2952 6 місяців тому

    ଏଇଟା,ଭଡାଟିଆ ରାଜନିତି

  • @banitadash3082
    @banitadash3082 6 місяців тому

    Sir aie katha thika

  • @sweetsitu462
    @sweetsitu462 6 місяців тому

    ମାଉସୀ ଲାଞ୍ଚ ନେଲାବେଳେ ଧାରା ପଢ଼ିଗଲେ 🤪।।ଜଣା ପଡ଼ୁଛି ମାଉସୀ ମାନେ ଶାଢ଼ୀ ଲୋଭି 😂 ଯଦି ଶାଢ଼ୀ ନେଲ 200,300 ଟଙ୍କିଆ କଟନ୍ ଶାଢ଼ୀ ନେଲ, kanjivaram pata ଶାଢ଼ୀ ନେଲାନି। ମାଉସୀ ଚୁଡ଼ି, ଆଉ ହାର ଦେଉଛନ୍ତି ନା🤭😄।।

  • @rajiblochanbehera9301
    @rajiblochanbehera9301 6 місяців тому

    ଏଭଳି କେତଟା ମାଇକିନା ଯୋଗୁ ଓଡିଶା ଆଜି ରସାତଳ କୁ ଗଲାଣି, ଏମାନେ, ଅର୍ଥ ଲୋକ,ଡେସ୍ ଲୋକ ରେ ଇଜତଦେଖାଇବାକୁ ମଧ୍ୟ ପଛେଇଵେନି,।।

  • @akhaykumarsahoo4390
    @akhaykumarsahoo4390 6 місяців тому +3

    Ethara Paribartan Ethara BJP

  • @bidyashuBehera
    @bidyashuBehera 6 місяців тому

    ନବୀନ ସରକାର କୁ ଧର