RTO New Rules : ଜୋରଦାର ହେବ ଚେକିଂ, ଗାଡ଼ି ଇନ୍‌ସ୍ୟୁରାନ୍ସ ବାଧ୍ୟ ! Vehicle Insurance Odisha | Odia News

Поділитися
Вставка
  • Опубліковано 17 січ 2025

КОМЕНТАРІ • 134

  • @dillipcreation
    @dillipcreation 6 годин тому +81

    ବିଜେପି ସରକାର ଲୁଟିବାର ନୂଆ ତରୀକା ଏହାର ଦୃଢ ବିରୋଧ ପ୍ରଦର୍ଶନ କରାଯିବ

    • @biswanathsitha5142
      @biswanathsitha5142 6 годин тому +3

      ବୋଧେ ବିଜେପି ଖଣି ବିକ୍ରି କରିଛି କିମ୍ବା ନବିନ ଘରୁ ଟଙ୍କା ଚୋରି କରିଛି ,ନତୁବା ମିଛ ଉଦ୍ଘାଟନ କରି ଟଙ୍କା ଖାଇଛି ???ଆଉ ଟଙ୍କା ପାଇଁ ସ୍କୁଲ ପିଲାଙ୍କ ର ଓ ସରକାରୀ କାର୍ଯ୍ୟାଳୟ ଗୁଡିକରେ ରଙ୍ଗ ବଦଳେଇ ଟଙ୍କା ଖାଇଛି ,ଆଉ କିଛି ନୂଆ କଥା କୁହ ।

    • @satyabhamasahoo1023
      @satyabhamasahoo1023 5 годин тому

      Bjd ଥିଲା ବେଳେ ଚେକିଂ ହଉନଥିଲା

    • @SandeepSharma-f4u
      @SandeepSharma-f4u 4 години тому

      ​@@biswanathsitha5142to vauni biaru galu Pani kadhuchi 😅😅

    • @prasantapadhan6192
      @prasantapadhan6192 4 години тому

      ବିଜେଡ଼ି ଠିକ୍ ଥିଲା
      ଦୁଇଟା ଚୁମା ସହ ଫୁଲ ମାଳା ପିନ୍ଧେଇ ଛାଡ଼ୁଥିଲା ଲୋକଙ୍କୁ

    • @sadanandasethi8336
      @sadanandasethi8336 2 години тому

      You are right

  • @malayadas9357
    @malayadas9357 5 годин тому +19

    ମିଡ଼ିଆ ଯଦି ସରକାର ଚାଟୁ କାରିତା ଛାଡି, ପ୍ରଶ୍ନ ପଚାରିବା ଆରମ୍ଭ କରିପାରନ୍ତା ତାହାଲେ ସାଧାରଣ ଜନତା ଉପକୃତ ହେଇ ପାରନ୍ତେ ।
    ସରକାରୀ ଗାଡି ଯଦି ବିନା ବୀମା ରେ ଧରାପଡନ୍ତି ତାହାଲେ କାର୍ଯ୍ୟାନୁଷ୍ଠାନ କଣ ହବ? ବୀମା କମ୍ପାନୀ ନାଁ ରେ ପଇସା କିଏ କେତେ ନଉଚି, ସରକାର ଙ୍କ କେତେ? ବୀମା କମ୍ପାନୀ ର କେତେ ? କାହିଁକି ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ତୁରନ୍ତ ବୀମା ପଇସା ମିଳୁନି? ସରକାର ଆଉ କେତେ ପ୍ରକାରେ ଲୋକଙ୍କୁ ଲୁଟିବେ?

  • @bijayapppradhan4563
    @bijayapppradhan4563 6 годин тому +46

    ଆଗ ଫେବୃଆରୀ 1 ସୁଦ୍ଧା ରାସ୍ତା ଠିକ କର. ତାପରେ ଚେକ କର. ନହେଲେ ଜନତା କଠୋର ହେବେ

  • @NAGENDRAGEMING90
    @NAGENDRAGEMING90 4 години тому +12

    ଯାହା ହେଉ ଏବେ ପୁଣି ସାଧାରଣ ଜନତା ମାନଙ୍କୁ ଲୁଟିବା ପାଇଁ ସମୟ ଆସିଗଲା 😅😅😅

  • @RupNarayanMajhi
    @RupNarayanMajhi 7 годин тому +35

    ସରକାରଙ୍କୁ ଯଦି ଲୋକଙ୍କ ଜୀବନ ପ୍ରତି ଏତେ ଚିନ୍ତା, ତେବେ drink and drive ରେ ହାଜତ କାହିଁକି ହେଉନି, drink and drive ରେ ଫାଇନ ବଦଳରେ 2 ଦିନ ହାଜତ ଦଣ୍ଡ ହେବା ଦରକାର ।

    • @SKumar-vLog
      @SKumar-vLog 4 години тому

      Sarkar nku darkar tanka .. jail re 2 dina pureile sarkaranka labha kana haba .. 😂

    • @RupNarayanMajhi
      @RupNarayanMajhi 4 години тому

      @SKumar-vLog ପାଞ୍ଚୋଟି ସିଙ୍ଗଡ଼ା ଚୋରିରେ ଯଦି ଜଣକୁ ମାସ ମାସ ଜେଲଦଣ୍ଡ ମିଳିପାରୁଛି, ତେବେ ଦୁଇ ଦିନ ହାଜତରେ କଣ ଅସୁବିଧା ରହିଲା ।

  • @santanaraita5953
    @santanaraita5953 6 годин тому +31

    ଏହାହିଁ ସୁଭଦ୍ରା ଟଙ୍କା ର ସୁଷଣ ଏତେ

  • @PratapMangaraj-l8y
    @PratapMangaraj-l8y 6 годин тому +29

    ଟଙ୍କାର ଅଭାବ ହେଲା ଲୁଟିବା ଯୋଜନା ଆରମ୍ଭହେଲା

  • @kkgyanbhandar2857
    @kkgyanbhandar2857 7 годин тому +50

    Magia sarkar aama gariba ku lootiba aau sarkari chakiria mananka 3 guna darma badheiba... Nata lagichhi

    • @agriculturenaturevillager7531
      @agriculturenaturevillager7531 6 годин тому

      Tu gariba nuhne murkha

    • @bidyarkl
      @bidyarkl 4 години тому +1

      Maghia sarkar planning karichi gandi mariba pain .. Treasury full kariba pain ei scheme. Au 3times salary govt employees nku deba

  • @golgolgoli1063
    @golgolgoli1063 4 години тому +6

    ସରକାର କେତେ ଲୁଟିବେ ଜନତା ଙ୍କୁ , ଦିନରେ ଡକାୟତି କରିବେ, ପୋଲିସ ଭଳି ଗୁଣ୍ଡା ଲଗେଇ। GST, Income tax, Toll Tax, Insurance, , ଦରଦାମ, ଓ ଅନେକ ପ୍ରକାରର Tax. ଜନତା ହତାଶ ହେଇ ଗଲେଣି। ଏ ସରକାର ଓ ନେତା ସବୁ , ଓ ତେଲୁଆ ରିପୋର୍ଟ ର ସବୁ ମରିବ ପୋକ ମାଛି ଭଳି, ଲୋକଙ୍କୁ ଦୁଃଖି କରି ରୋଜଗାର କରୁଥିବା ଟଙ୍କା କିଛି କାମରେ ଲାଗିବନି। ସମ୍ପୁର୍ଣ୍ଣ ବଂଶ ନିପାତ ହେଇଯିବ।

  • @dillipjena5818
    @dillipjena5818 5 годин тому +14

    ‌ହଠାତ୍ ଏ ନିୟମ ଲାଗୁ କଲେ, ସରକାର ଅଳ୍ପ ସମୟ ରେ ବଦଳି ଯିବ।

  • @monojkumarbehera8654
    @monojkumarbehera8654 5 годин тому +5

    ଆମ କଂଗ୍ରେସ ରାଇଟ୍ ଜୟ ଭାରତ ଜୟ କଂଗ୍ରେସ

    • @saratpradhan8117
      @saratpradhan8117 4 години тому

      ଆତଙ୍କବାଦୀ ଦଳ କଂଗ୍ରେସ ମୁସଲମାନ ଦଳ,

  • @AshokPatel-vu8vf
    @AshokPatel-vu8vf 6 годин тому +8

    BJP ସରକାର ଅଭାବ ହଇଗଲା ହେଲେ କେନ୍ତା କରଲେ ପଇସା ବାହାରବା ଇଟା ଇତାର ବୁଦ୍ଧି ବୀମା କରିଦେଲେ ଆଉ acident ନିହଏ

  • @AbinashParida.789
    @AbinashParida.789 5 годин тому +7

    ନହେଲେ ଶୁଭଦ୍ରା ଟଙ୍କା ଆଦାୟ ହେବ କିପରି ??

  • @sudhansubhol9869
    @sudhansubhol9869 7 годин тому +20

    Toll gate ଦେଇ ଗାଡି ନ ଗଲେ?

    • @SuruIsu03
      @SuruIsu03 3 години тому

      Kichi nahi...😂😂😂😂
      Bindas ruha

  • @ManasRanjanRautray-l6r
    @ManasRanjanRautray-l6r 5 годин тому +7

    ନବୀନ ସରକାର ଠାରୁ ଦୁଇ ପାଦ ଆଗକୁ ମୋହନ ସରକାର ଚାଲିବ। କେତେ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ରାସ୍ତା ର ଓ ନିର୍ମାଣ ର ଧିମା ଗତି ରେ ଚାଲୁଛି। ଗାଡ଼ି ରୁ ଲୁଟିବା ଖୁବ୍ ସହଜ। ଏ e system ବି ଭଲ ମଜାଦାର ଲୁଣ୍ଠନ ର ଚମତ୍କାର ଉପାୟ। ମୋଟର ସାଇକେଲ ଓ ଟେମ୍ପୁ ସଂଖ୍ୟା ଅଧିକ ତେଣୁ ସ୍ପିଡ୍ ନା ରେ ବିନା ହେଲମେଟ ନା ରେ ଖେଳ ଏବେ ବଢିବ। Insurance ନା ରେ ଭୟଙ୍କର ଖେଳ ଚାଲିବ। ନବୀନ ସରକାର ପ୍ରୋତ୍ସାହନ ଯୋଜନା ଠାରୁ ଏ ଶିକ୍ଷା ମୋହନ ସରକାର ନେବା ପାଇଁ ଅନେକ ଶୁଭେଚ୍ଛା। ବୀମା ନା ରେ କୋଟି କୋଟି ଟଙ୍କାର ଯୋଜନା। ତିନିଗୁଣ ଦରମା ସରକାର କର୍ମଚାରୀଙ୍କୁ କେମିତି ଦେବ ? ମୋଟର ସାଇକେଲ ସଂଖ୍ୟା ଯେହେତୁ ସର୍ବାଧିକ ତେଣୁ ଏ ଖେଳ ରେ ପ୍ରଚୁର ଲାଭ। ଟଙ୍କା ଆଦାୟ ସହିତ ଗାଡ଼ି ନେଇ ଯିବା ସେତେବେଳେ ନବୀନ ସରକାର ର ଖେଳ ଥିଲା। ୨୪ ବର୍ଷ ର ମହାଦୁର୍ନୀତି କୁ ଧରିବା ରେ ଅକ୍ଷମ ସରକାର କୁ ଲଜ୍ଜ୍ୟା ଲାଗିବା କଥା। ଦୁର୍ଘଟଣା ହେବାର ମୁଖ୍ୟ କାରଣ ମଦ। ତାପରେ ଖରାପ ରାସ୍ତା,ବେପରୁଆ ଗାଡି ଚାଳନା । ସରକାର ଯେତେବେଳେ ଲାଭ ଖୋର ହୋଇ ଯାଏ ସେ ଦେଖେ ଲୁଣ୍ଠନ ଟା କେଉଁ ଠୁ ଅଧିକ କରି ହେବ। ମଧ୍ୟମ ବର୍ଗ ହିଁ ଶୋଷଣ ପାଇଁ ଉପଯୁକ୍ତ। ମାଳିକା ସତ୍ୟ। ଛତିଶ ପା ଟକ କର ଲାଗିବ। ନିଃଶ୍ୱାସ ପାଇଁ ବି ସରକାର କର ନେବ। ଏ ସରକାର ଲମ୍ବା ଚାଲିବ ନାହିଁ। ପୁରୁଣା ସରକାର ଠାରୁ ଆଗକୁ ଯିବ।

  • @rajkishorenayak4031
    @rajkishorenayak4031 3 години тому +2

    ପୁଣି ବିଜେପି ଦଳ ସରକାର ଲୋକ ମାନଙ୍କୁ ଲୋଟିବାର ଏକ ମାଧ୍ୟମ କରିଲେ

  • @santanupanda2889
    @santanupanda2889 5 годин тому +10

    ଡାଲମିଆ ସିମେଣ୍ଟ କାରଖାନାରେ ଏତେ ବଡ଼ ବିପର୍ଯୟ ହେଲା, ଶ୍ରମ ମନ୍ତ୍ରୀ କିମ୍ବା ଶ୍ରମ କମିଶନରଙ୍କ ଦେଖା ନାହିଁ ଅଥବା ରାଜ୍ୟ ସରକାରଙ୍କ ତରଫରୁ ବିବୃତିଟିଏ ନାହିଁ. ପୀଡ଼ିତଙ୍କ ପରିବାର ସଦସ୍ୟଙ୍କୁ ସରକାରଙ୍କ ପ୍ରତିନିଧି ବା ବିଜେପିର ନେତା ଭେଟିଲେ ନାହିଁ. ଏ କଣ ଜନଦରଦୀ ସରକାର ?

  • @sadanandasethi8336
    @sadanandasethi8336 2 години тому +1

    ଏହି ନିୟମ ସରକାରଙ୍କୁ ଲାଭ ମିଳିବ ଲୋକମାନଙ୍କର କ୍ଷତି ହେବ

  • @jagannathhembram4610
    @jagannathhembram4610 4 години тому +3

    Helmet ଓ driving licence କୁ checking କରିବା ପରିବର୍ତ୍ତେ ଯଦି ଯଥା ସ୍ଥାନରେ( ବା check spot)ରେ DL ଦେବାର ବ୍ୟବସ୍ଥା କରାଗଲେ ଆମ୍ଭେମାନେ ସଂପୂର୍ଣ୍ଣ ରୂପରେ ଉପକୃତ ହେଇଥାନ୍ତୁ

  • @golgolgoli1063
    @golgolgoli1063 4 години тому +4

    ସରକାରୀ ରୋଜଗାର ର ନୁଆ ଆଇନ।

  • @BasantaSethy-n5e
    @BasantaSethy-n5e 6 годин тому +7

    ଚେକିଂ ଯେତେ କରିବା କଥା କର କିଛି ଫରକ ପଡ଼ିବନି

  • @ranjanswain541
    @ranjanswain541 3 години тому +2

    ଆଗରୁ କୋଉଠି ସବୁ ଶୋଇଥିଲ ସବୁ ବର୍ଷ ଠିକ୍ ଫେବୃଆରୀ ମାସ ଆସିଲେ ଲୋକଙ୍କଠୁ କିପରି ଲୁଟିବା ମନେ ପଡ଼େ

  • @debasispanda5304
    @debasispanda5304 3 години тому +2

    ପୋଲିସ ଗାଡି ରେ ଯଦି ନଥିଲେ କିଏ ଫାଇନ୍ ଦେବ

  • @pinkysethi7537
    @pinkysethi7537 4 години тому +2

    ରାସ୍ତା କୁ ଠିକ୍ କର ଟାକ୍ସ ନିଅ

  • @susantadasrin2828
    @susantadasrin2828 Годину тому +1

    Hm para march masa pain target dea jaichi chalu chalu

  • @AmarKandi-tn2fv
    @AmarKandi-tn2fv 5 годин тому +3

    ଆପଣ 1000 ଟଙ୍କା କହିଲେ ଜୀବନରେ କେବେ ଇନ୍ସୁରାସ କରିଛନ୍ତି

  • @life.R.N4
    @life.R.N4 5 годин тому +3

    ଆମ କୁ ତ ଗାଡି ଇନସୁରାନ୍ସ୍ ମାଗୁଛ କାହିଁ ସରକାର ତ ଗାଡି ରେ ବୁଲୁଛି କାହିଁକି ତାକୁ ଇନସୁରାନ୍ସ୍ ମାଗୁନାହିଁ

  • @sureshpaik2578
    @sureshpaik2578 6 годин тому +6

    Insurance company and government MOU

  • @bijaymohanty756
    @bijaymohanty756 5 годин тому +2

    ଭାଈ ଦୟାକରି କହିଵେ କି ଏହା ଦୁଇ ଚକିଆ ଯାନ ପାଇଁ ଲାଗୁ ହେଵ କି ନାହିଁ ।ସରକାର ନୟାଗଡ ମିଠା ଖାଇବା ପରେ ଏବେ ଟଙ୍କା ଖାଇବାକୁ ଇଏ ଗୋଟିଏ ନୂଆ ଵାଟ।

  • @susantanayak551
    @susantanayak551 Годину тому

    ପ୍ରଥମେ ପୋଲିସ ଗାଡିର ଇନସୁରାନ୍ସ କରନ୍ତୁ

  • @kkgyanbhandar2857
    @kkgyanbhandar2857 7 годин тому +11

    Aame aama mehnat re rojgar kari gadi kinibu... Aau heavy tax dei mahanga petrol vari ki gadi chaleibu...jadi accident hele aame maribu... Ethi sarkar kie ki j mote helmet paeen fine lageiba... Jadi sarkar aama ra vala chahunchhi, tebe mote 45 years age helani, mu ebe b berojgar hei ki achhi, mote gote sarkari chakiri dia... Dekhiba

    • @Samrat_CAK
      @Samrat_CAK 7 годин тому +1

      Tamaku jebe 20 years haithila, sebe BJD odisha ku sasan kala, ebe 45 years helani, Naveen babu jadi 24 years tamaku chakiri deleni, tebe a BJP ta 8 Months re kemiti deba, power ku gale sabu chora, BJD hau ki anya Kia.

    • @deepaksahoo708
      @deepaksahoo708 5 годин тому +2

      Bhai sabu politics
      Car company chanda dele 15year car chalibani kahile
      Ebe insurance bala mota chanda dele insurance compolsory😂😂😂😂

    • @kkgyanbhandar2857
      @kkgyanbhandar2857 5 годин тому

      @@Samrat_CAK bhai, ethi bjp, bjd, congress boli kichhi nai... Sabu sale chora guda.... सब एक ही थाली के चटे बटे हैँ...

  • @fakirmohannaik2281
    @fakirmohannaik2281 6 годин тому +6

    Double engine sarkaar😂😂😂

  • @deepaksahoo708
    @deepaksahoo708 5 годин тому +3

    Insurance company mota chanda deichhi bodhe govt ku

  • @DilipDas-xy5jx
    @DilipDas-xy5jx 3 години тому +1

    A Bhi gariba logo ku lutibar arrange karuchnti

  • @gugujuli4158
    @gugujuli4158 6 годин тому +3

    Money need for subhadra vote gift to only ladies not male

  • @SureshKumarPradhan-z5e
    @SureshKumarPradhan-z5e 6 годин тому +1

    Very nice

  • @SuruIsu03
    @SuruIsu03 3 години тому +1

    Motor company ru kete paisa paichanti...Mohan Majhi ???

  • @bijayapppradhan4563
    @bijayapppradhan4563 6 годин тому +2

    Number plate ଭଳି ଚାଲ.

  • @monojkumarbehera8654
    @monojkumarbehera8654 5 годин тому +1

    ଗୋଦି ମିଡିଆ ଛି ଛି ଛି

  • @brajamohansahu2516
    @brajamohansahu2516 4 години тому +1

    As a Hindu I Support BJP But There Not Thingi About People In Next I will not Support BJP Govt

  • @bidyadhardash2619
    @bidyadhardash2619 4 години тому +1

    Insurance company mall peli chanti.sethi pai .

  • @runamishra55
    @runamishra55 4 години тому +1

    Aga road thik Kara ta pare fine katiba

  • @ajitakar4373
    @ajitakar4373 31 хвилина тому

    କମ୍ ପଇସା କରାଯାଉ। ଗରିବ ଲୋକ କରିପାରିବେ। ଲୁଟିବା କାମ ବନ୍ଦ କର।

  • @MindOverMatter877
    @MindOverMatter877 3 години тому +1

    Double engine sarakar double double gandi mara rules

  • @kartikbarik-pe1kh
    @kartikbarik-pe1kh 2 години тому

    Good

  • @BhagabanSahoo-jl2kz
    @BhagabanSahoo-jl2kz 4 години тому +1

    govt vehikle ra insurance cking haba

  • @biswaranjanparida6715
    @biswaranjanparida6715 4 години тому +1

    Road aga thik kara, then fine 😂

  • @TapanParida-m7j
    @TapanParida-m7j 6 годин тому +2

    Angul re aga road thik karantu tapare checking karibe

  • @AkshyaJal-s1y
    @AkshyaJal-s1y 4 години тому +1

    Sikhya hospital job dara dam upare dhyan diya khali paisa kenta kari Luti heba seta chinta karuchan

  • @rabindranathmondal1380
    @rabindranathmondal1380 4 години тому +1

    Bhai bima karile faida kana

  • @JhasketanBehera-cj5wv
    @JhasketanBehera-cj5wv 5 годин тому

    Good nice 😊🎉😊

  • @SK24NYK
    @SK24NYK 5 годин тому +2

    BJP Government full of Rules and tools 😂

  • @paridaprasannakumar3592
    @paridaprasannakumar3592 4 години тому

    ଆଗେ, କିଡା, ମିନିଷ୍ଟର କୁଂ, ଧରନ୍ତୁ

  • @bishnuprakashsuna
    @bishnuprakashsuna 6 годин тому +2

    British Raaj

  • @jagannathasendhs2683
    @jagannathasendhs2683 6 годин тому +2

    Road thik nathile kete fine kahaku deba ku heba 🤔😂

  • @Ananya-sx8wv
    @Ananya-sx8wv 3 години тому

    ଲୋକଙ୍କୁ ଲୁଟିବା ଚାଲ

  • @RanjanSi-sg4tj
    @RanjanSi-sg4tj 6 годин тому +5

    Bando kama

  • @bipinkumarsahani1212
    @bipinkumarsahani1212 55 хвилин тому

    Eai niyama ta bahut bhala Khali insurance nuha sab paper chk karajau.

  • @arbindswain-zz1rz
    @arbindswain-zz1rz 6 годин тому

    Bike jindabad

  • @9861jayJagannath
    @9861jayJagannath 6 годин тому +1

    Toll gate dei jibunu by pass re paleibu kintu insurance karibu April masa re😅

  • @bijoy86190
    @bijoy86190 3 години тому

    Insurance tike kam karantu

  • @rabindranathmondal1380
    @rabindranathmondal1380 4 години тому

    Bhai yebe jai high security number plate nahi bahut bikere yemanka paie fine kete.

  • @aniljayapuria5738
    @aniljayapuria5738 6 годин тому +1

    Hn j bima thiba or accident heba or mari jiba ta rto govt kana deba

  • @dhirendas1246
    @dhirendas1246 4 години тому

    Roj gara dia aamy saabu krie bu paiesaa Naa he

  • @ashokkumbhar1879
    @ashokkumbhar1879 6 годин тому +1

    Loka ra bima nai gdi ku kia pachare

  • @PramodKisan-on7qi
    @PramodKisan-on7qi 5 годин тому

    Thank you BJP

  • @AlokkumarkhuntiaAlok
    @AlokkumarkhuntiaAlok 4 години тому

    Bala govt

  • @tapanbiki9256
    @tapanbiki9256 3 години тому

    Insurance company ru money mili gala ta

  • @DilipDas-xy5jx
    @DilipDas-xy5jx 3 години тому

    As Bjp support But this is absolutely lutibar thing's Bjp Gov

  • @MrBhai-e4d
    @MrBhai-e4d 4 години тому

    Bike nunhe ki

  • @manishkumar2010rout
    @manishkumar2010rout 2 години тому

    Sabu rasta thik kara

  • @jitu2040
    @jitu2040 3 години тому

    2 wheeler na 4 wheeler

  • @sksatarmohammad7560
    @sksatarmohammad7560 5 годин тому

    Fast rasta thik koro

  • @pabitrapankajkhora9488
    @pabitrapankajkhora9488 45 хвилин тому

    Insurence koraiba bele govt. Jetiki active houchi , accident pore insurance claim kolabele government kuoade dekhajauni.
    Insurence claim kolabele jaha milibakotha taha miluni. Seithipain loke insurence korunahanti.😅

  • @PravashSahoo-x1p
    @PravashSahoo-x1p 2 години тому

    Police nku godei mada haba .

  • @pranaya336
    @pranaya336 2 години тому

    Jadi loka mananka katha ate bhabucha first road thik kara

  • @win379
    @win379 5 годин тому

    Jobs vacancy st 0:54

  • @ghanashyamnaik2171
    @ghanashyamnaik2171 6 годин тому

    Wow 🎉😂

  • @bighneswarpadhy4726
    @bighneswarpadhy4726 Годину тому

    କୋର୍ଟ ରେ ଗୋଟେ PIL ହଉ ୟାକୁ ନେଇ କି ।। ଲୁଟିବା ର ଗରୋଖ ଧନ୍ଦା ଚାଲୁ ହେଇ ଗଲା ।।

  • @munda172
    @munda172 5 годин тому

    Hahaha toolgate re aame jibuni

  • @CHUNY999
    @CHUNY999 4 години тому

    Mo bala paisa collection ra plan

  • @jenatechnical6728
    @jenatechnical6728 5 годин тому

    Bike Naa car

  • @Heartrobber123
    @Heartrobber123 5 годин тому

    Bass 10 din pain😂😂

  • @pranaya336
    @pranaya336 2 години тому

    Loka manaku luti bara nua niyama 😅😅😅

  • @satyajitsethi792
    @satyajitsethi792 3 години тому

    Double engine g fatiba😂

  • @pradipkalika0066
    @pradipkalika0066 2 години тому

    Maghia government to maa biea re gahile public

  • @SK24NYK
    @SK24NYK 5 годин тому

    Bima company sabutu bada thaka, mora accident haithila bima na chuma 😂 sabu thaki dela.

  • @Bndas42-m9k
    @Bndas42-m9k 6 годин тому

    Modi guarantee 😭

  • @GeetanjaliBehera-kj2ir
    @GeetanjaliBehera-kj2ir 5 годин тому

    Chora sarkar

  • @AlokkumarkhuntiaAlok
    @AlokkumarkhuntiaAlok 4 години тому

    Very bas

  • @sambitsekharbehera7868
    @sambitsekharbehera7868 4 години тому

    Mg modi

  • @GaneshSahoo-q8s
    @GaneshSahoo-q8s 5 годин тому

    What types of vehicles... should be mentioned by the reporter....stupid

  • @AnnapurnaJena-h5d
    @AnnapurnaJena-h5d 4 години тому

    Speed re jie chalauchi jie mada pi accident karuchi tara kan😂😂😂

  • @ParidaKumarRamesh
    @ParidaKumarRamesh 2 години тому

    Mo bansa

  • @Jai__Bajarangi
    @Jai__Bajarangi 7 годин тому +2

    Bjp sarkar hetiyo

  • @TilattomaBhoi
    @TilattomaBhoi 5 годин тому

    Joke

  • @Sahityapanda
    @Sahityapanda 5 годин тому

    E magia BJP

  • @bidyarkl
    @bidyarkl 4 години тому

    Lutiba new tarika 😂😂😂

  • @SibaBehera-vx1uj
    @SibaBehera-vx1uj 3 години тому

    Tameta sabu nana

  • @SajidKhan-fn2si
    @SajidKhan-fn2si 4 години тому

    Bando 👉 maa giya