Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
Bahut sundara karuchi jhia , god bless you beta
Bahut sunder lagila video ta...
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻
Bohu sundoro
Bahut bodiya sajahaichi manku🙏jhio bahut bodiya karuchu mama❤ God bless u...
Bahut bhal laguchhanti tumar thakurani 👌👌jai bajramahakali ki jai 🙏🙏
you have done so nicely.. thank you for doing so beautifully and sharing.. i am learning from you..:)
Bhalo lagila
Bahut sundar laguchhanti maa
Bahut bhala lagila.jhiaku shikhaithibaru dhanyabad.amara culture ahuri agaku jiba
Very nice dee🙏🙏😘
Bahuta sundra
Bajra Kali ma bahut quit laguchaniti ja ma bajrakali
Bahut Sundar ❤❤❤❤
Very beautiful.
Very beautiful process
Bahuta Bhalaachi
Good supper maha kali maa ra asribad thaau
Thank you 👍🙏
Very beautiful 😘😘😘
Very nice decoration
Cute
Jay ma bajra mahakali maa
So cute
Jay ma bajra Kali 🙏🙏🙏
Sooooo beautiful
Jay matadi 🙏🙏🙏🙏🙏
Bahut sundar puja🙏🏻
Jai maa💕🙏🙏🙏💕
ଜୟ ଜଗନ୍ନାଥ 🚩🚩🌺🌲🌳🌺🌲ଜୟ ହନୁମାନ 🚩🚩🌲🌿☘️🌳🌱🌺ଜୟ ପଞ୍ଚସଖା 🚩🚩🌳🌿☘️🌲🌱ଜୟ ଦାଓ ମହାରାଜା 🚩🚩🌿🌿🌲🌱ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱ଜୟ ସୁଦର୍ଶନ 🚩🚩🌲🌲🌺🌺ଜୟ ପତିତ ପାବନ ବାନା 🚩🚩
Jay maa bajramahakali 🙏🌹 🌹jay polarimaa🌹🌹 🌹🌹🙏 🌹🌹🌹
Maa🙏🏻🙏🏻🙏🏻
Very nice didi❤❤❤
ଜୟ ମାଁ ତାରା ତାରିଣୀ 🚩🚩🚩ଜୟ ମାଁ ଡାଳ ଖାଇ 🚩🚩ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩ଜୟ ମାଁ ସୁଭଦ୍ରା 🚩🚩ଜୟ ମାଁ ଗ୍ରାମଦେବୀ 🚩🚩🚩
Beautiful
Very nice maa
ବହୁତ ସୁନ୍ଦର।
ja maa bhadra kali.kali mata bahut quit laguchanti.
Looking good
🙏🙏🙏🙏🙏 super
Amiti jhio good
Very nice 👍
ଏହି ଓଷାରେ ଉଭୟ ଶିଳ ଓ ଶିଳପୁଆର ପୂଜା ହୁଏ । କାଠର ପିଢ଼ା ଉପରେ ନାଲି କପଡା ଓ ତା ଉପରେ କାନ୍ଥକୁ ଆଉଜି କରି ଶିଳ ଓ ଶିଳକୁ ଆଉଜି କରି ଶିଳପୁଆ କୁ ରଖାଯାଏ । ମା ଙ୍କ ପ୍ରିୟ ରଙ୍ଗ ନାଲି ରଙ୍ଗ ହୋଇଥିବାରୁ ମା ଙ୍କୁ ନାଲି ରଙ୍ଗର ବସ୍ତ୍ର ପିନ୍ଧାଯାଏ ଓ ମୁଣ୍ଡରେ ନାଲି ଓଢ଼ଣୀ ପକାଯାଏ , ଅନ୍ୟ କୌଣସି ରଙ୍ଗ ନୁହେଁ । ଶିଳର ଦୁଇ ପାଖରେ ଆଖୁଗଛ ,ଧାନଗଛ ,ସାରୁଗଛ ,ଓଲ ଗଛ ,ଅଁଳାଡ଼ାଳ ,ବେଲଡାଳ , ବଜ୍ରମୂଳିଗଛ ,ଅପାମାରଙ୍ଗଗଛକୁ ରଖାଯାଏ। ଦୂବ ,ବରକୋଳିପତ୍ର ,ନାଲିମନ୍ଦାରଫୁଲ ଓ ଫୁଲମାଳ ଆଦି ବିଭିନ୍ନ ପ୍ରକାର ଫୁଲ ମା ଙ୍କୁ ଚଢ଼ାଯାଏ । ଏକ ମେହେକାଳ ଫଳକୁ ମଧ୍ୟ ମାଙ୍କ ପାଖରେ ରଖାଯାଏ ।
ଆଚ୍ଛା ! ତାହେଲେ ଆପଣ ଏ ଓଷାକୁ ନୂଆକରି କରୁଛନ୍ତି ।କିଛି କଥା ନାହିଁ ଧୀରେ ଧୀରେ ଆପଣ ସବୁକିଛି ଶିଖିଯିବେ । ଠିକ୍ ଅଛି ମାଡ଼ାମ୍ ଯଦି ଆପଣଙ୍କୁ ଆଉ କିଛି ଜାଣିବାର ଅଛି ଓ ଯଦି କିଛି ଅବୁଝା ରହି ଯାଇଛି ତାହେଲେ ନିଶ୍ଚୟ ଜଣାଇବେ ।
So sweet mam book ta padhila bele sound helani
ଜୟ🚩🌿 ମାଁ 🚩🌴କାଳି🌿🚩🌺🍀🌱🌿🚩ଜୟ🚩🌿 ଶ୍ରୀ🌴🚩 ମାଳିକା🚩🍀 ବଚନ 🚩🍀ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️
Super
When we celebrate this festival
Thank you ❤
🙏🙏🙏🙏🙏🙏🙏
Thank you so much mam
ମା ଙ୍କୁ ପାଣିକଖାରୁ ଫୁଲ ମଧ୍ୟ ଦିଆଯାଏ । ଘିଅଦୀପ ଓ ଧୂପ ଲଗାଯାଏ । ମା ଙ୍କ ଅତ୍ୟନ୍ତ ପ୍ରିୟ ଜିନିଷ ଝୁଣା ଦିଆଯାଏ । ସାତଗୋଟି ପାଣିକଖାରୁ ପତ୍ର ପକାଯାଇ ସେଥିରେ ନିଃଶଙ୍ଖୁଡ଼ି ଦ୍ରବ୍ୟ ଆରଦ୍ରା ,ସାତ ଶାଗ ଖରଡା ,ଅନେଗୁଡ଼ିଏ ପରିବା ଓ ମଞ୍ଜିପଡ଼ି ତିଆରି ହୋଇଥିବା ଘାଣ୍ଟ ତରକାରୀ ,କାକରା ପିଠା ,ଚକୁଳି ପିଠା ,ବିରି ବରା ଓ କାକୁଡି,କମଳା,ଏପଲ୍,ଅଙ୍ଗୁର,କଦଳୀ ଆଦି ପାଚିଲାଫଳକୁ ବଢାଯାଏ । ବହି ପଢା ସରିବା ପରେ ଶଙ୍ଖ ବଜାଇ ,ହୁଳହୁଳି ପକାଇ ଓ ଘଣ୍ଟି ବଜାଇ କର୍ପୂର ଆଳତୀ କରାଯାଇ , କ୍ଷୀର ଚାଉଳ ଦେଇ ଏହି ପୂଜାକୁ ସମ୍ପନ୍ନ କରାଯାଏ । ପୂଜା ଶେଷ ହେବା ପରେ ସମସ୍ତ ସାହି ପଡିଶାଙ୍କୁ ସବୁ ଭୋଗ ବଣ୍ଟାଯାଏ । ଘରର ସବୁ ଲୋକଙ୍କୁ ଏହି ଭୋଗ ଦିଆଯାଏ ।
କ୍ଷମା କରିବେ ଆଜ୍ଞା🙏 ମୋ ଶାଶୁ ମା' ଏମିତି ଏତେ ଗୁଡାଏ ପିଠାପଣା କରୁନଥିଲେ । ଖାଲି ଆରଦ୍ରା ,ସାତ ପ୍ରକାର ଶାଗ , ପରିବା ପକେଇ କି ତରକାରୀ ଭଳି କରୁଥିଲେ ।
ମାଡ଼ାମ୍ ! ଏହି ଓଷାର ମୁଖ୍ୟ ଭୋଗ ହେଉଛି ଆରଦ୍ରା ,ସାତଶାଗ ଖରଡ଼ା ,ବିଭିନ୍ନ ପ୍ରକାର ପରିବା ପଡ଼ି ଘାଣ୍ଟ ତରକାରୀ ,କାକରା ପିଠା ଓ ପାଚିଲା ଫଳ ।ଏତିକି ଦ୍ରବ୍ୟ ହେଉଛି ଏହି ପୂଜାର ମୁଖ୍ୟ ଭୋଗ ।କିନ୍ତୁ ,ଆମ ଘରେ ବିରି ବରା ବାଧ୍ୟ ଭୋଗ ହୁଏ ।ସେଦିନ ରାତିରେ ଖାଇବା ପାଇଁ ଘରେ ଚକୁଳି ପିଠା ହୋଇଥାଏ ,ତ ସେହି ଚକୁଳି ପିଠାକୁ ମଧ୍ୟ ଭୋଗ ପତ୍ର ରେ ପକାଇ ଭୋଗ କରାଯାଏ ।ନଚେତ୍ ଚକୁଳି ପିଠା ଓ ବିରି ବରା ଭୋଗ କରାଯିବାର କୌଣସି ବାଧ୍ୟତା ନାହିଁ ।କିନ୍ତୁ ,ଆପଣ ସବୁ ଠିକ୍ ଠାକ୍ କରିଛନ୍ତି ।ହେଲେ ଆପଣ କାକରା ପିଠା ମଧ୍ୟ ଭୋଗ କରନ୍ତୁ , କାରଣ ମା ଙ୍କ ର ଏହା ମୁଖ୍ୟ ଭୋଗ ଅଟେ ।
What are the patri we use in this pooja, plz explain bcz we r in Hyderabad and very few available here
ମାଁ କାଲୀ ଭଲନାଗୁଛତି
Please comment re janeibe
ନା ମୁଁ ଗୁଆ ସଙ୍କଳ୍ପ କରିନି ।
Thanks
Maa🙏
Didi amo pake se story'book nahi kali pai😢
Apana olta naivedya arpana karile.apanaka hand olta buliba
Book ta padhiki vedio sand karantu
Never saw Sajana and janhi in Mahalaya puja
Sata saga re kou kou saga thae??
𝓝𝓲𝓬𝓮 𝓹𝓻𝓮𝓹𝓪𝓻𝓪𝓽𝓲𝓸𝓷
Sajana saga padeni boitalu panikakharu janhi kakudi kosala khada saga sahita pariba pade.Gajara phoola kobi b padeni
Apana sankalpa kariki Gua baseichanti ki
Na
Bahut sundara karuchi jhia , god bless you beta
Bahut sunder lagila video ta...
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻
Bohu sundoro
Bahut bodiya sajahaichi manku🙏jhio bahut bodiya karuchu mama❤ God bless u...
Bahut bhal laguchhanti tumar thakurani 👌👌jai bajramahakali ki jai 🙏🙏
you have done so nicely.. thank you for doing so beautifully and sharing.. i am learning from you..:)
Bhalo lagila
Bahut sundar laguchhanti maa
Bahut bhala lagila.jhiaku shikhaithibaru dhanyabad.amara culture ahuri agaku jiba
Very nice dee🙏🙏😘
Bahuta sundra
Bajra Kali ma bahut quit laguchaniti ja ma bajrakali
Bahut Sundar ❤❤❤❤
Very beautiful.
Very beautiful process
Bahuta Bhalaachi
Good supper maha kali maa ra asribad thaau
Thank you 👍🙏
Very beautiful 😘😘😘
Very nice decoration
Cute
Jay ma bajra mahakali maa
So cute
Jay ma bajra Kali 🙏🙏🙏
Sooooo beautiful
Jay matadi 🙏🙏🙏🙏🙏
Bahut sundar puja🙏🏻
Jai maa💕🙏🙏🙏💕
ଜୟ ଜଗନ୍ନାଥ 🚩🚩🌺🌲🌳🌺🌲
ଜୟ ହନୁମାନ 🚩🚩🌲🌿☘️🌳🌱🌺
ଜୟ ପଞ୍ଚସଖା 🚩🚩🌳🌿☘️🌲🌱
ଜୟ ଦାଓ ମହାରାଜା 🚩🚩🌿🌿🌲🌱
ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱
ଜୟ ସୁଦର୍ଶନ 🚩🚩🌲🌲🌺🌺
ଜୟ ପତିତ ପାବନ ବାନା 🚩🚩
Jay maa bajramahakali 🙏🌹 🌹jay polarimaa🌹🌹 🌹🌹🙏 🌹🌹🌹
Maa🙏🏻🙏🏻🙏🏻
Very nice didi❤❤❤
ଜୟ ମାଁ ତାରା ତାରିଣୀ 🚩🚩🚩
ଜୟ ମାଁ ଡାଳ ଖାଇ 🚩🚩
ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩
ଜୟ ମାଁ ସୁଭଦ୍ରା 🚩🚩
ଜୟ ମାଁ ଗ୍ରାମଦେବୀ 🚩🚩🚩