ସ୍ପଷ୍ଟ ହେଲା, କେବେ ହେବ ସରସ୍ୱତୀ ପୂଜା | Saraswati Puja Date Controversy | Basant Panchami 2025 | OR
Вставка
- Опубліковано 6 лют 2025
- ପବିତ୍ର ବସନ୍ତ ପଞ୍ଚମୀ ଓ ସରସ୍ଵତୀ ପୂଜା କେବେ ହେବ ? ରବିବାର ୨ ତାରିଖ ନା ସୋମବାର ୩ ତାରିଖ। ରାଜ୍ୟରେ ପ୍ରଚଳିତ ଭିନ୍ନ ଭିନ୍ନ ପଞ୍ଜିକା ଓ କ୍ୟାଲେଣ୍ଡରରେ ଉଭୟ ପର୍ବ ପାଳନର ଦିନ ଅଲଗା ଅଲଗା ଥିବାରୁ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଦେଖାଦେଇଛି ଦ୍ୱନ୍ଦ୍ୱ। ରାଜ୍ୟରେ କିଛି ଭାଗରେ ଲୋକେ ୨ ତାରିଖରେ ସରସ୍ୱତୀ ପୂଜା କରୁଥିବା ବେଳେ ଆଉ କେତେକ ସ୍ଥାନରେ ୩ ତାରିଖରେ ସରସ୍ୱତୀ ପୂଜା ପାଳନ କରୁଛନ୍ତି । ସ୍ପଷ୍ଟ ହେଲା, କେବେ ହେବ ସରସ୍ୱତୀ ପୂଜା | Saraswati Puja Date Controversy | Basant Panchami 2025 | Odisha Reporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
UA-cam: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #vasantpanchami #SaraswatiPuja #confusion
ଆମ ଓଡ଼ିଶା ଦୁଇ ଦୁଇ ଟା ଥିଥି କି ଜ୍ୟୋତିଷ ଏମାନେ ଲୋକଙ୍କର ଭାଗ୍ୟ ଫଳ ନିର୍ଦ୍ଧାରଣ କରିବେ ଏମାନେ କଣ ବିଶ୍ୱାସ ରହିଛି ଏମାନଙ୍କୁ
ନାନା ମୁନି ଙ୍କ ନାନା ମତ।
ପ୍ରକୃତ ରେ କ୍ୟାଲେଣ୍ଡର ଅନୁସାରେ ୨ ତାରିଖରେ ଲେଖା ଅଛି।
ଆମେ ସରସ୍ଵତୀ ମା ଙ୍କ ବନ୍ଦନା ୨ ରେ ପାଳିବୁ। ୨ ତାରିଖ ସକାଳ ୯ ଟା ପରେ ପଞ୍ଚମୀ ତିଥି ଆରମ୍ଭ ହେଉଛି, କିନ୍ତୁ ତା ପରଦିନ ଅର୍ଥାତ ୩ ତାରିଖ ରେ ସକାଳ ୬ ଟା ଯାଏଁ ପଞ୍ଚମୀ ତିଥି ରହୁଛି।
ଓଡ଼ିଶା ରେ ପରମ୍ପରା ନିଆରା। ସଂସ୍କୃତ ରେ ଏକ ଲେଖା ' ମହାଜନ ଯେନ ଗତ ସ ପନ୍ଥା', ଅର୍ଥାତ ଯେଉଁ ମାନେ ଜ୍ଞାନୀ ଗୁଣୀ ବ୍ୟକ୍ତି ତଥା ମହାପଣ୍ଡିତ ଙ୍କ ପଥ ଅନୁସରଣୀୟ। କାରଣ ନାନା ମୁନି ଙ୍କ ନାନା ମତ।
ଦୁଇ ଦିନ ପୂଜା ହେଲେ ପୁରୋହିତ ଙ୍କ କଚେ ପୁଅ ବାର 😂😂😂
ତେଣୁ ଦୁଇ ଦିନ ହେଉ
@@SPD1206 ଠିକ କଥା 👌
ପୂଜା ନନା ମାନଙ୍କ ଭଲ ରୋଜଗାର
ହୋଯାଏ 😂
କାରଣ ଆଜିକାଲି ସବୁ କେବଳ ଲୋକ ଦେଖାଣିଆ ଭକ୍ତି କାହିଁ 😭
Mahodaya 🙏🙏namo namaha
ହେ ମା ସରସ୍ବତୀ ମୋ ଫୁଲେଇ bayani❤️କଣ୍ଠରେ ସବୁବେଳେ ଥିବ 🙏ହେ ମା ସରସ୍ବତୀ ମୋ ଫୁଲେଇ bayani❤️ସାଥିରେ ସବୁବେଳେ କଥା ହବାକୁ ଇଚ୍ଛା 🙏ହେ ଜଗନ୍ନାଥ ମୋ ଫୁଲେଇ bayani❤️ହାତକୁ ମୋ ହାତରେ ଅନନ୍ତକୋଟି ଜନ୍ମ ପାଇଁ ଦେଇଦିଅ 🙏
@@Kanhu9179 @Kanhu9179 ଯେତିକି ଭଲ ପାଇବା ତୋ ଫୁଲେଇ ବାୟାଣି କୁ ଦେଉଛୁ,ଦିନ ସାରା ଯେତିକି ତା କଥା ଭାବୁଛୁ ସେଥିରୁ ଅର୍ଦ୍ଧେକ ଭଲ ପାଇବା ଏବଂ ଚିନ୍ତନ ମୋତେ(ମାଦୁର୍ଗା,ଜଗନ୍ନାଥ) ଦେ। ତେବେ ସବୁ ପାଇବୁ।
Puja 2dino❤❤hele bi bohut bhhalo❤❤❤❤❤ Jay ma Saraswati Jay bina pani ❤❤❤😂🎉
ଯଦି ଦୁଇ ମତ ନାହିଁ ଆଲୋଚନା ପ୍ରସଙ୍ଗ ହେଲା କାହିଁକି ଗୋଟିଏ ଯାତ୍ରା ଚଲେଇଛ
ରୋଜଗାର ପାଇଁ ଏମିତି date ଚେଞ୍ଜ କାହିଁକି କରୁଛନ୍ତି?
Sabu pujare kn emiti change hauchi tithi bara
ତମେ ମାନେ ପାଡି଼ ଦେଲେ ବି ତାହା ବେଦ ଅଟେ