Atuta Bandhana | Ep-113 | 24th Sept 2024 | Watch Full Episode Now On Tarang Plus
Вставка
- Опубліковано 23 вер 2024
- ଦେଖନ୍ତୁ "ଅତୁଟ ବନ୍ଧନ" ସୋମବାର ରୁ ଶନିବାର ରାତି 7ଟା 30ରେ କେବଳ ତରଙ୍ଗ TV ରେ
Full Episode ଦେଖିବା ପାଇଁ Subscribe କରନ୍ତୁ ତରଙ୍ଗ ପ୍ଲସ App...
Android TV ଏବଂ Fire TV ରେ ମଧ୍ୟ ଉପଲବ୍ଧ...
#AtutaBandhana #EpisodicHighlights #TarangTv #TarangPlus #odiabestscene
►Join Tarang TV Premium to watch Srimandira full episode
/ @tarangtvodisha
►SUBSCRIBE to #TarangTV Channel for more Odia Mega Serial, Odia Reality Show, and Odia Devotional Show on every day: ► goo.gl/QgkQLb
►Like us on Facebook
/ tarangtv
►Follow us on Twitter
/ tvtarang
►Follow us on Instagram
/ tarangtv
►Tune your Favourite Show Anywhere Anytime only on TarangPlus
Download The App NOW► onelink.to/b7xcpw
Visit Our Website► bit.ly/TarangPl...
Visit our TarangTV website for further details: www.tarangtv.in
😂😂ମୁରଲୀ କଣ ହଉଛି ଲୋ ମା🤣🤣.... ତ୍ରିଷ୍ଣା ପୁରା ଜଳି ଗଲାଣି😅... ତ୍ରିଷ୍ଣା ବି ଛାଡ଼ିବା ଝିଅ ନୁହେଁ ... ତ୍ରିଷ୍ଣା ବି ଏ ରକି ସହ କିଛି ଗୋଟେ କରିବ ମୁରଲୀ କୁ ଜଳେଇବା ପାଇଁ🔥😁... ନା କଣ କହୁଛ ସାଙ୍ଗମାନେ👍🏻👍🏻
ହଁ ଠିକ କହିଛ ପୂଜା ସିସ ହେଲେ ମୁରଲି ତ୍ରିଷ୍ଣା ଙ୍କୁ ଜଳେଇବା ତ କହୁଛନ୍ତି ହେଲେ ମୁରଲି ରକି ଆଉ ସେ ଜିନ୍ୟା ର ସତ ଆଣିବା ପାଇଁ ଏମିତି କରୁଛନ୍ତି 👍👍👍
Ssatare atuta bandan serial kie lekhichi ❤❤❤❤❤❤❤❤tanka pain👏👏👏👌🏻
ହଁ ଠିକ କହିଛ ହେଲେ 2 ଟା ଝିଅ କି ପୂଅ ଅଛନ୍ତି ଖାଲି ଖରାପ serial ବୋଲି କମେଣ୍ଟ କରୁଛନ୍ତି ରାଗ ଆସେ ମତେ 👍👍👍
Rubi mane mane pura khusi 😂
ହଁ ପା ଯେମିତି ମୁରଲି ତାକୁ ସତରେ କହୁଛନ୍ତି 😂😂😂😂😂
Super planing murali nkara 👍👍👍👍👍👌👌👌👌👌all the best 👍👍👍👍🤞🤞🤞🤞✌️✌️✌️✌️
Muroli au trishna ra valapaibaku kahi alga koriparibeni saroda bhi nuha my favorite serial my favorite jodi❤❤❤❤❤❤❤
Murli so funny 🤣😂
Nice
ମୁରଲି ଙ୍କ ପ୍ଲାନ ବଢିଆ କାମ ଦେଲା😮ତ୍ରିଷ୍ଣା କେମିତି ଜେଲସ୍ ଫିଲ କରିବେ ସେଥିପାଇଁ ଏମିତି କହିଲେ😢ନ ହେଲେ ରୁବି ମାଙ୍କିଡି ପାଖରେ ବସିବା ଦୂର କଥା ତା ମୁହଁ ବି ଦେଖନ୍ତି ନାହିଁ😅ଆଉ ପଶଂସା ପୁଣି ରୁବି କୁ ନାଁ କେବେ ନୁହେଁ ନାଁ କଣ କହୁଛ ସାଙ୍ଗମାନେ😂ତ୍ରିଷ୍ଣା ଙ୍କ ପାଇଁ ଗୋଟେ ଜବରଦସ୍ତ👍ହଉ
ହଁ sis 😂😂😂 murli trishna ଙ୍କୁ ଜେଲସ୍ କରିବା ପାଇଁ ବହୁତ୍ ବଢିଆ ପ୍ଲାନ୍ କରିଛନ୍ତି 😂😂😂
@@Jayshreesahoo123ହାଲୋ ସିସ କାଲିର promo କେମିତି ଆସିଛି କୁହ 👍👍👍
Ruchishree sis ତମେ ଆଜିର episode ଦେଖିଛ 🤔🤔 ଆଜିର episode ରେ କଣ ହେଇଛି ଟିକେ କୁହ plise
@@ruchishreesahu9206 ମୁ ଜାଣିନି sis ମୁ ଆଜିର episode ଦେଖିନି 😔😔
@@Jayshreesahoo123କଣ ପାଇଁ ଦେଖିନ ତୁମେ ପା ଟିଭି ରେ ଦେଖ କଣ ହେଲା ଦେଖିନ ଯଦି ଦେଖିନ ତ ତରଙ୍ଗ ପ୍ଲସ ରେ ଦେଖି ନେବ ଆସିଯିବ ଓକେ😊ଆଉ ମୁଁ ତ ନିଜେ ତରଙ୍ଗ ପ୍ଲସ ରେ ଦେଖେ ସେଥିପାଇଁ ତୁମେ କାଲିର promo ବିଷୟରେ ଜାଣିଥିବ ବୋଲି ପଚାରିଲି 🤔🤔🤔🤔🤔
My favorite sirial atutabndahn satare maja aasigala murali nkara👌👌👌👌👌all the best❤❤❤❤❤❤❤❤❤
My favourite also ❤
Wow aji ro sean ta badia thila 😅😅😅
Best serial ❤❤
ଡାର୍ଲିଙ୍ଗ ନା ଛେନା ଗୁଡ 😂😂 ଏ ଝିଅ କୁ ମୋତେ ଜମା ଭଲ ଲାଗେନା 🥴😠🤧😂 ତୃଷ୍ନା ଏମିତି ଦେଖି ପାରୁନି ମୁରଲି କ ଆଉ କାହା ସହ 😂😂 ସେଥି ପାଇଁ raguchi😮😅😂😂👍🏻
ମୁରଲି ପ୍ଲାନ କରିଛନ୍ତି ହେଲା ସତରେ ନୁହେଁ 👍👍👍
Jadi tarini akhira tara ra Trisha heithanta taha hele kemiti heithanta
@@soumyaranjandas7685 ଭଲ ହେଇ ଥାନ୍ତା
Tarini akhira tara serial pai dev bhai asima didi prefect AAU kehi nuha
@@Chandan_123-s9d but mote Trisha look bhala lage
ଆଜିର episode pura most ଥିଲା 😂
ହଁ ମୁଁ ବି ଜାଣିଛି😂😂😂
Aji ra episode ta kahaku maja lagila..😂😂😂
❤❤❤ki romance nice
❤❤❤❤❤
Kaju barfi pura jealous 😂
ରୁବି ବାନ୍ଦେରି ଛେଳି କୁ ଟିକେ ଦେଖ😂😂 ମନେ ମନେ କେମିତି ଖୁସି ହଉଛି😅
ହଁ puja sis 😂 ରୁବି ଯେତେ ଖୁସି ହେବା କଥା ହେଇଯାଉ ଶେଷରେ ତାକୁ ରକି କୁ ହିଁ ବାହାହେବାକୁ ପଡ଼ିବ 😂
@@Jayshreesahoo123ହାଲୋ ଜୟଶ୍ରୀ ହାଲୋ
@@ruchishreesahu9206 ହାଲୋ sis
@@Jayshreesahoo123କାଲି ର promo କେମିତି ଆସିଛି ମୁରଲି ରକି ର ସତ ଆଣିଲେ କି ନାହିଁ କୁହ 🤔🤔🤔🤔🤔🤔
@@ruchishreesahu9206 ମୁ ଜାଣିନି sis ମୁ ତ ଆଜିର episode bi ଦେଖିନି
ଏତେ ଦିନ ପରେ murli ର funny କଥା ଶୁଣିବାକୁ ମିଳିଲା 😂😂😂😂❤❤❤
ହଁ ଠିକ କହିଲ 😂😂😂
@@ruchishreesahu9206 ହଁ ମୁଁ ବହୁତ ଦିନ ହେଲା murli ର funny କଥା କୁ miss କରୁ ଥିଲି 😂😂😂😂
😂😂😂😂😂
Raki nka smile ta bahut cute ❤❤❤😘😘😘
Rubi character jie play karuchhanti sie somalin na janklin ?🤨
Somalin
@@sambalpuriapila8079 Tnx 😊
😂😂
Arey trishna jealous hela re 😂
ହଁ ପା 😢😢🤣🤣🤣🤣🤣
Didi tame kenar
Didi tame kenar didi reply me please