ମଣିଷର ଅସୁବିଧା ସମୟରେ ଭଗବାନ ଏମିତି କିଛି କରନ୍ତି ... || EP-07 || Asantu Gapa Suniba
Вставка
- Опубліковано 5 лют 2025
- ଭଗବାନ କଷ୍ଟ ଦିଅନ୍ତି କିନ୍ତୁ ସମାଧାନ କରନ୍ତି ।
#SangramwithArgus #storywithsangram #asantugapasuniba #SpecialProgramme #argusdigital
Follow us on Instagram :
/ argustvdigital
Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argustvdigital
UA-cam- / @argusdigital.official
Instagram: / argustvdigital
Really heart touching! Thanks a lot to you Sangram babu, you have been doing a lot of good episodes.
Thank you
ନିଶ୍ଚିତ ଭାବରେ ଆପଣଙ୍କ ଉପସ୍ଥାପନା ଶୈଳୀ ଆଉ ଶିକ୍ଷଣୀୟ ଗପ ହୃଦୟ ସ୍ପର୍ଷି ❤
ଗପଟି ବହୁତ୍ ସୁନ୍ଦର👌 ହୃଦୟସ୍ପର୍ଶୀ ଓ ସତ୍ୟ କାହାଣୀ ଉପରେ ଆଧାରିତ🙏
ଜୟ ଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍🌻🙏🌻 👍👍👍👍👍👍👍😊
ଅତି ସୁନ୍ଦର ଗପ ଟିଏ 🙏
ସାର୍ ଆପଣଙ୍କ ସ୍ୱର ବେଶ ସୁମଧୁର ଆଉ ଆପଣଙ୍କ କଥା କହିବା ଶୈଳୀ ମଧ୍ଯ ବେଶ ମନ୍ ମୁଗ୍ଧ କର
Thank you
ଆପଣକଂ ଉପସ୍ଥାପନ ବହୁତ୍ ବଢିଆ
ଭଗବାନ ନିଶ୍ଚିନ୍ତ ଅଛନ୍ତି। ସବୁ ସମୟରେ ଆମ ପାଖରେ ଅଛନ୍ତି।🎉🎉❤❤
Beautiful story sir...apana sabuble emiti story anantu🎉🎉🎉
ସାର୍ ଆପଣ ଜଣେ ବହୁତ୍ ଭଲ ଲୋକ। ଜୟ ଜଗନ୍ନାଥ❤❤
Thank you
ଭଗବାନଙ୍କ ଅଦୃଶ୍ୟ ଶକ୍ତି ନିଶ୍ଚିତ ଭାବେ ଆମ ପାଖେ ପାଖେ ରହିଥାଏ ,🙏🙏🙏🙏❤ Thank you God ,. Always with us .
ସତରେ ଆପଣଙ୍କ କଣ୍ଠ ରୁ ଏହି ବାର୍ତ୍ତା ଶୁଣି ମନ ମଧ୍ୟରେ ଅପାର ଭାବନା ଜାଗ୍ରତ ହୁଏ।🙏🏻🙏🏻
ବହୁତ ସୁନ୍ଦର ଗପ ❤❤❤❤❤❤❤❤❤❤❤❤❤❤❤❤❤❤❤❤
Om jay sri jagannatha maha prabhu kotikoti dandabat bahuta bhala laguchi
Bhagaban sabu bele ama sathire achhanti , ae Katha bishswas karibaku a gapa ti hauchhi perfect example... Jay Shree Krishna 🙏❤🙏
ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର 🌹
ସଂଗ୍ରାମ ସାର୍ ଜନହିତରେ ଅଭିନବ ପ୍ରୟାସ ଜାରି ରହିଛି, ରହିଥିବ ।ହେମନ୍ତ, ରିଶିଡ଼ା, କଳାହାଣ୍ଡିରୁ 🎉🎉🎉🎉🎉❤❤❤❤
ଆପଣ କହିବା ଶୈଳୀ... ମୋତେ ଅମୃତ ଭଳି ଲାଗୁଛି.... ଆପଣଙ୍କ କଣ୍ଠ ରେ ସରସ୍ବତୀ ବିଦ୍ୟମାନ 🙏🏻🙏🏻
ଭଗବାନଙ୍କ ଉପରେ ବିଶ୍ୱାସ, ସମସ୍ତ ଯୁକ୍ତି ଓ ତର୍କର ଦୂରରେ।😊
ଆମ ଭିତରେ ପ୍ରଶ୍ୱାସ ଚାଲିଛି ଯେତିକି ପର୍ଯ୍ୟନ୍ତ ସେତିକି ସମୟ ପର୍ଯ୍ୟନ୍ତ ଥାଆନ୍ତି ଆମ ସହିତ ଏବଂ ପର ସମୟରେ ବି ଥାଆନ୍ତି ଭଗବାନ ଙ୍କ ବ୍ୟତୀତ ଆମର କିଛି ଅସ୍ତିତ୍ଵ ନାହିଁ ଜୟ ଶ୍ରୀ ଜଗନ୍ନାଥ ଜୟ ପଞ୍ଚସଖା।
ସାର ଆପଣ କଂ ଉପସ୍ଥାପନାର ଶୈଳୀ ଅତୀବ ମନମୁଗ୍ଧକର, ବର୍ତ୍ତମାନ ମାନର ସମାଜ ପାଇଁ ଏହା ଉପାଦେୟ। ଜୟ ଜଗନ୍ନାଥ 🙏
Thank you
ଗୁରୁ ଦାୟୀତ୍ୱ ନିଅନ୍ତୁ ଈଶ୍ଵର
ମାନ ରହୁ ସାଧୁ ସନ୍ଥ ଜନର
ଅଧର୍ମ ଅବିଦ୍ୟା ହେଉ ଅସାର
ସତ୍ୟ ନ୍ୟାୟ ପଥେ ଚଳୁ ସଂସାର
🙏❤️
ହୃଦୟ ସ୍ପର୍ଶି, ମର୍ମ ସ୍ପର୍ଶି, ଜୟ ଜଗନ୍ନାଥ 🙏🙏🙏
ଦୁନିଆର ସବୁଠୁ ମୂଲ୍ୟ ବା ନ ଗପ ମୋ ଜୀବନର କିଛି ଅନୁଭବ ମୋ ଜୀବନରେ କିଛି ଏମିତି ଘଟଣା ଘଟିଥିଲା ଏ ଗପ ଶୁଣିଲା ପରେ ମୋ ଘଟଣା ଭଳି ଲାଗୁଛୀ
🌹ଜୟ ଜଗନ୍ନାଥ 🌹ହରେ କୃଷ୍ଣ 🌹🙏🙏🙏🌹
ଇଏ ଗପ ନଥିଲା, ଜୀବନରେ ଯେଉଁଗୁଡାକ ଆମେ ଅନୁଭବ କରିବା ଭୁଲି ଯାଇଛେ, ତାକୁ ଏଇ କଥା ମାଧ୍ୟମରେ ଅନୁଭବ କରିହେଇଛି... କଥାଗୁଡ଼ିକ ହୃଦୟସ୍ପର୍ଶୀ ସତରେ
Absolutely right 👍
Satare bahut sundar gap🙏
ଚଳ ଚଞ୍ଚଳ ଆଧୁନିକ ସମାଜରେ ଏମିତି କ୍ଷୁଦ୍ର ଗଳ୍ପ ନିଶ୍ଚିତଭାବେ ସମସ୍ତଙ୍କୁ ପ୍ରଭାବ ପକାଇବ, ଗଳ୍ପ ଯେମିତି ବସ୍ତାବବାଦୀ ଉପସ୍ଥାପନା ବି ଠିକ ସେମିତ 🙏🙏🙏
ବହୁତ୍ ସୁନ୍ଦର ବାର୍ତ୍ତା କାହାଣୀ ନୁହେଁ କି ଗପ ନୁହେଁ excellent show
ପ୍ରଥମେ ତ ଆପଣଙ୍କର ସ୍ୱର ଓ କହିବାର ଶୈଳୀ ମୋତେ ବହୁତ୍ ଆକୃଷ୍ଟ କରିଛି ଏବଂ ଆପଣଙ୍କ ଗଳ୍ପ ବେଶ୍ ମନଛୁଆଁ ।
Thank you
ଗପ ଶୁଣିକି ବହୁତ ବହୁତ ଭଲ ଲାଗୁଚି ❤❤
ଏହା ଗପ ହେଲେବି ସତ ,ଏକ ନିଛକ ସତ୍ୟ କଥା❤❤❤
ବାସ୍ତବ ରେ ଏଇ ଟା ସତ୍ୟ କଥା 🙏❤️🙏😭🥰
ଅତି ଚମତ୍କାର👌🙏🙏
Heart touching poem❤❤❤😊😊
Bhagaban sabu bela achhanti ....kintu ama jani parunu....🙏🙏🙏🙏🙏.... Dhanyawad
Kathare achi Biswase milanti Hari 🙏Bhagaban nka uoare bhara sa rakhantu se sabubele ama saha thanti
ତୁମର ଉପସ୍ଥାପନ ବହୁତ ସୁନ୍ଦର
Wow so beautiful story 🙏🙏🙏🙏🙏🙏🙏🙏🙏sabu bele bhagaban hi ama Saha rahithanti🙏🙏🙏🙏🙏🙏
ବହୁତ୍ ସୁନ୍ଦର୍ ଗପ ଟି ଭଲଲାଗିଲା ଏମିତି ନୂଆ ନୂଆ ଗପ ଭିଡିଓ ବନାନ୍ତୁ
Bahut badhiya katha kahile apn jay shree jagarnath 😢😢😢
Bah......, Bahu t. Sundar. , thanks. To. Argus. Family
Tq god emiti story paini ❤❤❤
ସାର୍ ଆପଣଙ୍କର କହିବା ଶୈଳୀ ମୋତେ ବହୁତ ଭଲ ଲାଗେ
Bahut sundar barta Tie kahi chhanti sir ❤❤❤
ପୂରା ପୂରୀ ଠିକ୍ କଥା ଭଗବାନ ଶ୍ରୀ ହରୀ ନିଶ୍ଚୟ ଅଛନ୍ତି। ଜୟ ଶ୍ରୀ ଜଗନ୍ନାଥ ଅନାଥ ଲୋକଙ୍କର ନାଥ ପ୍ରଭୂ ଭାବଗ୍ରାହୀ ଚରଣେ ଶରଣ।
God is always with us. We need to believe it absolutely.
Hare Krishna 🙏🙏
Har har mahadev ❤
Satre apnkar upstapana saili bhal 🎉🎉❤
Really heart touching har har Mahadev
Omm Jay shree guru madhaba
ସତରେ ବହୁତ୍ ସୁନ୍ଦର ❤
ଦୃଢ ବିଶ୍ବାସରେ ଭଗବାନ ଥାଆନ୍ତି
Dhanya heigali,dhanya heigali,😭😭😭😭😭😭😭😭🙏🙏🙏🙏🙏🙏,dhanyabad sir apana nku,antara ru,🙏🙏🙏
Really heart touching sangram sir Thanks a lot you
Jay Jagannath Radhe Radhe Nana
ଏ ଗପ ଶୁଣିବା ପରେ ମୁଁ ଭଗବାନଂକୁ ପାଇବାପାଇଁ ଆହୁରି ୟତ୍ନବାନ ହେବି ଧନ୍ୟବାଦ
Joy Jagannath
Bahut sundar 🙏🏻
अतिसुन्दर हृदयस्पर्शी🥰🥰🥰🥰🥰🙏🙏🙏🙏🙏🙏🚩🚩🚩🚩🚩
Really hart touching 🙏🏻🙏🏻
Jay Jagannath 😮😮😮😮
Jay sitaram ❤❤❤ sir
Dhanyabad sir...Gapa ti bahut bhala lagila...Jai jagannath....🙏🙏
Great job sir 🙏 🙏🙏🙏
Dhanyabad sir 🙏❤️ bahut khushi laguchi amiti gapa ama samajaku darkar thila jaha hau apana story madhya mare amaku sunauchanti apananku asesh asesh dhanya bada sir 🙏❤
Aapananku bahut bahut dhanyabad🙏
Bahut bhala lagila
Jay jaganath
Bahut badhia karyakram ti
ବହୁତ୍ ସୁନ୍ଦର୍, ଆପଣଙ୍କୁ ମୋହୁଦୟରୁ ଧନ୍ୟବାଦ ଜୀବନରେ କିଛି ନାହିଁ ଖାଲି ଗୋଟେ ଖୁସି ଆଉ ଆନନ୍ଦ ❤❤❤ଜୟ ଜଗନ୍ନାଥ
ଜୟ ଜଗନ୍ନାଥ 🙏
Sangrm BABU beuty ful
Jay Jagannath
Heart touching story 👌👏👏
Best story bro 🙏🏻🙏🏻🙏🏻🙏🏻
ଗପ ବହୁତ ଭଲ ଲାଗୁଛି ❤❤❤❤
Satare gapa to hrudaya ku chuingala❤
ବହୁତ ସୁନ୍ଦର🙏⭕‼️⭕🙏🪔🪔💐💐
ଭଗବାନ ନିଶ୍ଚିତ ଅଛନ୍ତି ପ୍ରତ୍ୟେକ ମୁହୂର୍ତ୍ତ ରେ ଅଛନ୍ତି
ati sundar
ଭଗବାନ ସବୁବେଳେ ଆମ ପାଖରେ ଥାଆନ୍ତି, ଆମେ ବୁଝି ପାରି ନାହ୍ନୁ 🙏🏽
Amaku gapa sunauthibaru aapanaku bahut bahut dhanyabad.Piladina Katha mane padijauchi.sabudina ratire bapanka thu gapa suniba gote habit thila.
ବହୁତ ଭଲ ଲାଗିଲା
ସୁନ୍ଦର ଗପ ଆଗରୁ ସୁନିଚି |
Jay Shree Ram Krushna 🏹🏹🏹🏹🏹🏹🏹🏹🏹🏹🏹🏹🏹🪈🪈🪈🪈🪈🌷🌷🌷🌷🌿🌿🪈🪈🪈🪈🪈🪈🪈🪈🪈🪈🪈
🙏 Your style of description is very nice. I love your voice . God bless you always.
ନୂତନ ପ୍ରୟାସ ଓ ଉତ୍ତମ ଦିଗଦର୍ଶନ ପାଇଁ ଧନ୍ୟବାଦ
Thank you
Jay jagarnnth
It's true, କାହାଣୀଟି ହୃଦୟସ୍ପର୍ଶୀ ଅଟେ।
Bahut val lagila god had given eyes to see the world
ମହାଶୟ ଆପଣ ଯେଉଁ କାର୍ଯ୍ୟକ୍ରମ କଲେ ତାହା ମୋତେ ଖୁବ୍ ଭଲ ଲାଗେ , ଉପସ୍ଥାପନା ଶୈଳୀ ଉଚ୍ଚ କୋଟୀର
ଅତି ଚମତ୍କାର
Sangram vai apana nka gapa padhiba r saili ati sundar. Gapa gudikaru kichi vala jinisa janibaku miluchi
Good job sir
Very nice
Jay Jagannath❤🙏 ama Mahaprabhu ta achantina❤🙏
ବହୁତ ସୁନ୍ଦର ଗପ. ଧନ୍ୟବାଦ 🙏❤🌹
Bahut bahut dhanyabaad ehi gaya Sunil mo akhi Khali gala
ଜୟ ଶ୍ରୀ ଜଗନ୍ନାଥ 🙏🙏