ସୂର୍ଯ୍ୟବଂଶୀଙ୍କୁ ମନ୍ତ୍ରୀ କଲା କିଏ ? ମୋହନ କାହାକୁ ଚାକିରୀ ଦେବନି ଖାଲି ପଛରେ ଦଉଡେଇବ ll

Поділитися
Вставка
  • Опубліковано 28 лис 2024

КОМЕНТАРІ • 669

  • @ranjanapanda6538
    @ranjanapanda6538 Місяць тому +81

    ସୁଭଦ୍ରା ଯୋଜନା ଯୋଗୁଁ ପରିବାର ସଂପୂର୍ଣ ରୂପେ ଭାଙ୍ଗିବାକୁ ଯାଉଚି

  • @RajkumarDas-q1n
    @RajkumarDas-q1n Місяць тому +141

    Exame cancel ନହେଲେ ସରକାର ହଟିବ 100% ମୁଁ ନିଜେ 10,000 ଭୋଟର ଙ୍କ ଘରକୁ ଯାଇ request କରିବି.

    • @bimalendu4628
      @bimalendu4628 Місяць тому +4

      Jie asibe emiti karibe kahaku doshadebe nija bhagya kharap agnya

    • @sivasisbehera4817
      @sivasisbehera4817 Місяць тому +1

      Tu kichi janinu

    • @BasantaBehera-gl3li
      @BasantaBehera-gl3li Місяць тому +1

      @@RajkumarDas-q1n right bro 👍👍

    • @maheswarhansdah5384
      @maheswarhansdah5384 Місяць тому

      Bekari sonkhya kou sorkar create korichi.
      Jona poducho bjd ro chomcha bodhe

    • @hemantajena6545
      @hemantajena6545 Місяць тому +5

      @@RajkumarDas-q1n ମୁଁ ବି ତମ ସାଥିରେ ଯିବ ସହଯୋଗ କରିବି

  • @prasantkumarmallick5636
    @prasantkumarmallick5636 Місяць тому +47

    ସୁରଜ ସେଠି ଖାଲି କଥା କହନ୍ତି କାମକୁ ନୁହେଁ

  • @desitokafun6260
    @desitokafun6260 Місяць тому +90

    SURYA BANSHI SURAJ GUTE MAHA TAUTAR TA .....👎👎👎👎❌❌❌❌❌👎👎👎👎❌❌❌👎👎👎👎👎👎👎👎❌❌❌❌❌

  • @PradeepkumarBhanja-u4l
    @PradeepkumarBhanja-u4l Місяць тому +2

    ଜୟ ହୋ ନବୀନ ❤❤❤

  • @BishuBhoi-kb1ht
    @BishuBhoi-kb1ht Місяць тому +91

    Right kahila sister

  • @giridharinath5540
    @giridharinath5540 Місяць тому +53

    ସୁରଜ ସେଠି ମହାଶୟ କହିଥିଲେ ପ୍ରତି ପଂଚାୟତ ରେ ବର୍ଷ କୁ 100 ଚାକିରୀ ଦେବେ ବୋଲି କହିଥିଲେ ! ଏବେ ଅସୁବିଧା କୋଉଠି ?

    • @prakashm8398
      @prakashm8398 Місяць тому

      Bhai chakiri kan aloo, bhendi hoichi je kinki debe. Vote pai sekatha kahithila. Taku higer education minister kie dela seta kebe bi university mati madinahi. Keu private engineering college re b tech karichi electrical engineering. Kebe bhi entrance face karinahi. Pila mankara dukha kie bujiba. Bapa minister thila pua ku kahiki vote dela.

  • @prahaladsahu5406
    @prahaladsahu5406 Місяць тому +35

    ବୁଦ୍ଧିଶିଖ ଏଇତ ରାଜନୀତି ' ଆମ ଓଡିଶା ରେ.

  • @BasantaMurmu-o7b
    @BasantaMurmu-o7b Місяць тому +86

    ପାଇଲ କଣ, ଅନ୍ଧ ଭକ୍ତ ପାଇଲ କଣ, ଏତେ ଲଢି ପାଇଲ କଣ,.. ଆ....... ଆ,... ଆଳୁ 🤣😏🥸

    • @SunilKumar-el9hq
      @SunilKumar-el9hq Місяць тому +6

      Bhai ଆଳୁ ଭି ମିଳୁନି per kg 60/-

    • @rajeshopboy2232
      @rajeshopboy2232 Місяць тому

      Tu kia kire andha bhakta kahuchu sala to ghara kouthi ghare basiki choo.... Hauchu

    • @RajkumarDas-q1n
      @RajkumarDas-q1n Місяць тому +3

      @@BasantaMurmu-o7b ଭାଇ ଅନ୍ଧ ଭକ୍ତ କିଏ ଏଠି. ଆମର ହକ ପାଇଁ ଆମେ ଲଢ଼ିବା ନା ଚୁଡ଼ି ପିନ୍ଧିକି ଘରେ ବସି reals ଦେଖିବା ଭଲ.
      ହେଲେ ହବ ନହେଲେ ନାହିଁ.

    • @Iamherofromdandikasole
      @Iamherofromdandikasole Місяць тому

      ଆମର ହକ କେବଳ ଭୋଟ ଦେବା 😂😂😢😢😂❤😮😅😊😊

    • @BasantaMurmu-o7b
      @BasantaMurmu-o7b Місяць тому +1

      @@RajkumarDas-q1n ଭଲ କଥା, ହକ ପାଇଁ ଆନ୍ଦୋଳନ କରିବା

  • @NarendraDethi
    @NarendraDethi Місяць тому +82

    ଜୟ ଜଗନ୍ନାଥ ଜୟ ବିଜେଡି ଜୟ ନବୀନ

    • @RajkumarDas-q1n
      @RajkumarDas-q1n Місяць тому +2

      Naven ଥିଲା ବେଳେ ବି ଆମେ ଏମିତି କରୁ ଥିଲୁ
      ଏବେ ବି କରୁଛୁ no change. 😭😭😭
      କୋଉ ନବୀନ

    • @mr.entertainer5442
      @mr.entertainer5442 Місяць тому

      ​@@RajkumarDas-q1n knn kahibaku chanhuchha

    • @samarendrapadhy
      @samarendrapadhy Місяць тому

      Murkha

    • @himanshubehera8642
      @himanshubehera8642 Місяць тому

      Bala Navin kehi bhala nuha

  • @DambrudharJani-kn1es
    @DambrudharJani-kn1es Місяць тому +7

    ମିଛୁଆ. ସରକାର ବିଜେପି ❤️❤️

  • @Odiaprepto
    @Odiaprepto Місяць тому +55

    କୋଟା ରେ ମନ୍ତ୍ରୀ ହେଇଚି ସୁରଜ ସେଠୀ

    • @ommprakashmohakud8371
      @ommprakashmohakud8371 Місяць тому

      Sonia madam kimba tamili gumasta pakhaku jao😮

    • @Odiaprepto
      @Odiaprepto Місяць тому

      @@ommprakashmohakud8371 ଚୁପ ମଘୀୟା ଧୋବା ଛୁଆ

    • @Sangram_Sethy
      @Sangram_Sethy Місяць тому

      Tu sala ta andhbhakt​@@ommprakashmohakud8371

    • @ashokkumarnayak3300
      @ashokkumarnayak3300 Місяць тому +2

      😂 minister kn exam dei huanti ki?

  • @smbhupatra
    @smbhupatra Місяць тому +68

    ଜୟ ନବୀନ ସାର

    • @angelindu1313
      @angelindu1313 Місяць тому +3

      BJD hauchhi mula duaa

    • @deepess_deepu83
      @deepess_deepu83 Місяць тому

      ​@@angelindu1313gujrati chamcha niti chhad Desh ku khaigala Narendra khan beef supply karuchi

    • @mrsatyabratanayak1433
      @mrsatyabratanayak1433 Місяць тому

      ନବୀନଙ୍କୁହ ଚାକିରି ବଉ

    • @Subham-m1b
      @Subham-m1b Місяць тому

      ​@@angelindu1313 kain tumor pora people CM achi kn no problem solved hauniki 😂😂😂 people chutiya CM kn karuchi sala khali colour change au khauchi souchi au tike night re colour night hauchi au 😂😂😂😂
      Odisha is Naveen Patnaik Era only okay 😈💪🔥.....

    • @suryaranjandas2283
      @suryaranjandas2283 Місяць тому

      Tahele BJP heuchi copyright😅😂 chuchuma khia BJP, sala sabuthu harami ta a suryabansi bodhe copy kariki pass heijaichi madua ta pura berlajia taa ​@@angelindu1313

  • @ranjanapanda6538
    @ranjanapanda6538 Місяць тому +33

    ଅଯୋଧ୍ୟା ର ସୂର୍ଯ୍ୟବଂଶୀ ରାମଚନ୍ଦ୍ର ବୋଲି
    ସୁରଜ୍‌କୁ ଭାବୁଚ କି????? ନାମ ସିନା ହେଲେ କାମ ନାହିଁ ବା😂😂😂

  • @Nayanadeipradhan99
    @Nayanadeipradhan99 Місяць тому +30

    ସୂର୍ଯ୍ୟ ପରା କହିଥିଲା ପ୍ରତି ପଞ୍ଚାୟତରେ 500ଜଣ ପିଲାଙ୍କୁ ଚାକିରି ଦେବ ।

  • @jirubabelraito5897
    @jirubabelraito5897 Місяць тому +42

    ନବୀନ babu ଥିଲେ ଆଉ better ଥାନ୍ତା

    • @RAJAVLOG8509
      @RAJAVLOG8509 Місяць тому

      Gandi morei hebaku vote delo😂😂😂

    • @ManduMallick
      @ManduMallick Місяць тому

      Setebele kemiluthila

  • @biswamberbhutia3280
    @biswamberbhutia3280 Місяць тому +17

    ଜିନ୍ଦଲ ନୂଆ କଂପାନୀ ପରା ମହାରାଷ୍ଟ୍ର ଚାଲିଗଲା

  • @rajibparida999
    @rajibparida999 Місяць тому +41

    ଆଲୋ ମା ତୁମେ ଯାହା କହୁଚ ଠିକ୍ ହେଲେ ଆମେ ଆଉ କଣ କରିପାରିବ କୁହ ,ଯୋଉ ମାନେ ସରକାର କୁ ଆସିଥବା ପାଇଁ ଯୋଉ ଖର୍ଚ୍ଚ କରିଛନ୍ତି ,ସେମାନେ ପୁଣି ଖର୍ଚ୍ଚ ଅସୁଲ କରିବେ ନା ନାଇ।ସେଥିପାଇଁ ତ ମନ୍ତ୍ରୀ ମାନେ ଦେଖିକି ପଛପଟ ଦେଇ ପଳାଇଛନ୍ତି ।

  • @prakashbehera4747
    @prakashbehera4747 Місяць тому +15

    ମୋହନ ସରକାର ପ୍ରୋବ୍ଲେମକୁ ଫେସ ନକରି ସରକାରୀ କର୍ମଚାରୀ ମାନଙ୍କୁ ଦାୟିତ୍ୟ ଦେଲେ ଏମିତି ହେବ. ସରକାରୀ କର୍ମଚାରୀ ମାନେ ମହାନ ତାଉଟର

  • @khajurisingh2398
    @khajurisingh2398 Місяць тому +16

    ଜା ଜଣା ପଡୁଛି political party ଗଲା

  • @BikashDas-e7d
    @BikashDas-e7d Місяць тому +30

    ନବୀନ ସାରେମୁଖ୍ୟମନ୍ତ୍ରୀ ଥୀଲାବେଳ ଏମିତି କେବେ ହେଇନି ଆଜିବି ନବୀନ ସାରେ କୁ ମୁଖ୍ୟମନ୍ତ୍ରୀ କର ସବୁ ଠିକ୍ ହୋଇଜିବ

    • @RAJAVLOG8509
      @RAJAVLOG8509 Місяць тому

      Gandi morei hebaku vote delo😂😂😂

    • @DhirendranathBaskey
      @DhirendranathBaskey Місяць тому

      Balo hobo, sobu. Chakri nobin biki debo

    • @AbcdAbcd-h9b9z
      @AbcdAbcd-h9b9z Місяць тому

      Nabin b ghoda giha se kn bhala ki 1000 post bahar kariba 900 post bikri karideba au 100 post re OBC 20 au general 80 ethire puni kahucha j nabin best

    • @AbcdAbcd-h9b9z
      @AbcdAbcd-h9b9z Місяць тому

      ​@@DhirendranathBaskeyThik katha bhai

    • @benudharkathar
      @benudharkathar Місяць тому

      Nabin sarkar thila belu corruption start hei6e

  • @brundabanrout9655
    @brundabanrout9655 Місяць тому +1

    ସତ କଥା କହିଲେ ଭଉଣୀ ଜୟ ଜଗନ୍ନାଥ

  • @kkpattnaik4511
    @kkpattnaik4511 Місяць тому +29

    ଆଉ କୁଆଡ଼େ ଗଲେ ସେ ଅନ୍ଧ ଭକ୍ତ ଖାଲି ଧର୍ମ ରୋ ଠେକା ନେବେ ପିଲା ରୋ ଭବିଶ୍ୱତ ପାଇଁ ଆଗକୁ ଆସିବେନି 😂😂😂😂😂😂😂

  • @ODISHAHITLER
    @ODISHAHITLER Місяць тому +10

    ନାଁ ତାର ସୁରଜ ସେଠି
    ଠିକ time ରେ ନ ଥିବ କୋଉଠି 😂😂

  • @jagannathbhagwan9385
    @jagannathbhagwan9385 Місяць тому +38

    ତୁମେମାନେ କରିଛ ମନ୍ତ୍ରୀ ମୂର୍ଖାମି କରିଛ ଏବେ ପରିବର୍ତ୍ତନ ଖାଇ କି ମର

    • @mahee1755
      @mahee1755 Місяць тому +1

      Bjd chhodi pakau thila chakiri deiki
      Sabu chora sala😂😂😂😂

    • @samarendrapadhy
      @samarendrapadhy Місяць тому +1

      BJD mastermind of this corruption

  • @PradeepKumarBehera-or9ee
    @PradeepKumarBehera-or9ee Місяць тому +5

    Jay Naveen pattnayak babu Jay Bjd ♥️♥️♥️🙏🙏🙏👍👍👍

  • @avayakumarsahu139
    @avayakumarsahu139 Місяць тому +9

    ସୂରଜ ସେଠୀ election time re ପ୍ରତି ପଞ୍ଚାୟତରେ 100 ନିଯୁକ୍ତି ଦେବେ କହିଥିଲେ,ବୋଧେ 50 RI seat ବିକ୍ରି କରିଛି

    • @RajendraDhal-sf3zo
      @RajendraDhal-sf3zo Місяць тому +1

      Abhaya Sahu boli gote chhua RI re paisa dei paichhi 😆😆

  • @SoumyaRanjanBarik-w3c
    @SoumyaRanjanBarik-w3c Місяць тому +1

    Jay bjd💚💚💚

  • @kishandas2105
    @kishandas2105 Місяць тому +32

    ସୂର୍ଯ୍ୟବଂଶୀ ନାହିଁ ଭାଇ ସୁରଜ ସେଠୀ

  • @hemantajena6545
    @hemantajena6545 Місяць тому +14

    ଧୋବା କେବଳ ଧୋଇ ଜାଣେ ପଢିବା ନୁହେଁ

    • @dibansethi1036
      @dibansethi1036 29 днів тому

      Tu mg sabu janichu re

    • @hemantajena6545
      @hemantajena6545 29 днів тому

      @dibansethi1036 ଯେତେବେଳେ ସବୁ ପିଲା ତା ପାଖକୁ ଗଲେ ମାଗିହା ଧୋବା ଲୁଚିକି ଦୋଇଡି କି ପଳେଇଲା କଣ ପାଇଁ କହ ମାଗିହା

    • @hemantajena6545
      @hemantajena6545 29 днів тому

      @dibansethi1036 ତୁ ମାଗିହା କଣ ଜାଣିଚୁ କହ
      କିଛି ଜାଣିନୁ ଚୁପ ରହ ok

    • @hemantajena6545
      @hemantajena6545 29 днів тому

      @dibansethi1036 ଶୁଣୁ ମୁଁ ତା ଜାତି କୁ କହୁନି କାରଣ ସେ ଶିକ୍ଷା ମନ୍ତ୍ରୀ ଆସନରେ ଅଛି ପିଲା ଙ୍କୁ ସାହାଯ୍ୟ କରିବା କଥା ସେ ଦଲା ର ଙ୍କୁ ସାହାଯ୍ୟ କରୁଛି ok 🙏

  • @jitendramishra9363
    @jitendramishra9363 Місяць тому +29

    Aurgus OTV gale kuade

  • @Khusiramhansdah1963
    @Khusiramhansdah1963 Місяць тому +4

    You are Right Madam ji 🙏🙏🙏🙏

  • @baidyabiharigiri9439
    @baidyabiharigiri9439 Місяць тому +5

    ପରୀକ୍ଷା ଦେଈ ଲାଭ ନାହିଁ ଡ଼ଵଲ ଇଞ୍ଜିନଥିବା ସରକାର ଡବଲମିଛ ବିଜେପି ସରକାର ବହୁତ ଭଲ ହସି ନରହି ପାରୁ ନାହାଁନ୍ତି

  • @bhababhanjannayak4400
    @bhababhanjannayak4400 Місяць тому +3

    ସତ କହିଲ ପିଲାମାନେ ଧର୍ମ ଆମର ଭବିଷ୍ୟତ ନାହିଁ ପାଠ ପଢ଼ିଛ ମାନେ ଚାକିରୀରେ ଭବିଷ୍ୟତ ଅଛି ସଜାଗ ହୁଅ ଧର୍ମ ପଛରେ ଦୌଡ ନାହିଁ

  • @JayantakumarRan
    @JayantakumarRan Місяць тому

    ମୋହନ ମାଝି ସରକାର ପାଇଁ ଅଯୋଗ୍ୟ

  • @jirubabelraito5897
    @jirubabelraito5897 Місяць тому +5

    Panchayat election ରେ bjp ର ନାଟକ ଦେଖାଇବା

  • @Sakuni_Gandharnaresh
    @Sakuni_Gandharnaresh Місяць тому +5

    RI exam cancel ହେଉ, ଆଉ ଥରେ ପରୀକ୍ଷା ହେଉ। omr offline mode ରେ ହେଉ। ଯଦି online କେବଳ TCS ହିଁ କରୁ ତାହା ବି reputed College ରେ କରୁ। Oyo hotel କି cyber cafe ରେ ନକରୁ। re _Exam RI and LI. remove corruption 🤬❌

    • @sashibhusanmohapatra5976
      @sashibhusanmohapatra5976 Місяць тому

      ଧନ୍ୟ ତୁମେମାନେ ବିଜେପି ଦଳ, ପରୀକ୍ଷା ଠିକ୍ ରେ କରି ପାରୁନ, ଏ ବିଜେପି jumulasarakar

  • @biruamamalaxmi541
    @biruamamalaxmi541 Місяць тому +2

    Bjd ଘରେ ଘରେ job ଦେଇ ଦେଇଛି ଆଉ କଣ job ଦରକାର ଯେ 😂😂😂😂😂😂😂😂😂

  • @Jonas_121
    @Jonas_121 Місяць тому

    ସୂର୍ଯ୍ୟ ବ଼଼ଂଶୀକୁ Rockford ଦିଆଯାଉ।‌

  • @ranjanapanda6538
    @ranjanapanda6538 Місяць тому +4

    ଓଡ଼ିଆ ଅସ୍ମିତା ବଢ଼ିଆ ସସ୍ମିତା। ଲୋକେ ହୋଇବେ ଖଳବଳ,ଭାଙ୍ଗିବେ ଭୁବନ ମଣ୍ଡଳ।

  • @PAPU_123
    @PAPU_123 Місяць тому +7

    Michua No1 Bjp sarkar

  • @anandamohakuda4943
    @anandamohakuda4943 Місяць тому +15

    Aparaga sarkar 😮😮😮😮

  • @hrusikeshmallik3221
    @hrusikeshmallik3221 Місяць тому +1

    ଏ ଅଯୋଗ୍ୟ ବିଜେପି ସରକାରଙ୍କ ଓଡ଼ିଶାର ରଙ୍ଗ ବଦଳା କାମ ଖାଲି

  • @BPparimanik
    @BPparimanik Місяць тому +17

    ସେ ଶଶୁର ପୁଅ surya ବଂଶୀ ନୁହଁ ଚନ୍ଦ୍ର ବଂଶୀ

    • @smarteducation9823
      @smarteducation9823 Місяць тому

      Seta bukachuda,Bapa Pai paigola

    • @hemantajena6545
      @hemantajena6545 Місяць тому +2

      ଧୋବା ଧୋବା ok

    • @MeriJungOneManArmy1
      @MeriJungOneManArmy1 Місяць тому

      ​@@hemantajena6545 😂😂😂

    • @aproudjagannathbhaktkaling6054
      @aproudjagannathbhaktkaling6054 Місяць тому

      ଚନ୍ଦ୍ର ବଂଶୀ ଟା କଣ ଖରାପ ନା କଳିଙ୍ଗାଧିପତି ମହାମେଘବାହାନ ଐର ଖାରବେଳ ଙ୍କ ଠୁ ନେଇକି ଯଯାତି କେଶରୀଙ୍କ ଯାଏ ସବୁ ତ ଚନ୍ଦ୍ର ବଂଶୀ ହିଁ

  • @DamburudharaGauntia
    @DamburudharaGauntia Місяць тому +9

    ଇଏ ହେଉଛି ଡବଲ ଇଞ୍ଜିନ ର ରୂପ ରଙ୍ଗ

  • @chunumahanta6107
    @chunumahanta6107 Місяць тому

    ତମଙ୍କୁ ଦରକାର୍ ନାହିଁ
    କିନ୍ତୁ ଆମଙ୍କୁ ଦରକାର୍

  • @biswaranjanmohanty7184
    @biswaranjanmohanty7184 Місяць тому

    JaY BjP

  • @arnavcreative
    @arnavcreative Місяць тому +4

    Right kahila sister Subhadra nuhe job darkar

  • @rasmitarai2609
    @rasmitarai2609 Місяць тому +6

    Surya agaru bada bada katha kahuthila.. Ebe kuade gala

  • @Sandhyavlog02
    @Sandhyavlog02 Місяць тому +5

    ଆଉ କେତେ ଜୀବନ ନଷ୍ଟ କରିବ ରେ ତମେ ମାନେ.... ଏ ମାନଙ୍କୁ ଦେଖିଲେ ମୋ ଭାଇ ମୁହଁ ଦେଖା ଯାଉଛି..... Mg corruption କରିକି ଭଲ ଭଲ ଜୀବନ ନଷ୍ଟ କରିଦେଲ....ମୂର୍ଖ କୁ ଚାକିରୀ ଦେଇଛ ଆଳୁ କହିଲେ ସରୁ ବୁଝୁଛନ୍ତି ସବୁ sector ରେ 🙏plz corruption ହଟାଓ ଜୀବନ ବଞ୍ଚାଓ.... କେତେ baba ମମି ମାନେ ନ ଖାଇ ନ ପିନ୍ଧି ପିଲାଙ୍କୁ ପାଠ ପଢ଼ାଉଛନ୍ତି ଶେଷରେ ଶୁଣିବାକୁ ପଡୁଛି ଲକ୍ଷ ଉପରେ କଥା ଯାଇ corruption ହେଇଯାଇଛି ଚାକିରୀ ହବ କି ନାଇଁ କେଜାଣି 🤦‍♀️😔😔😔😔😔😔

  • @Mr.Desi180
    @Mr.Desi180 Місяць тому +4

    Taku Rockford diajau

  • @tapanmaharana-gq9vl
    @tapanmaharana-gq9vl Місяць тому +3

    Bjd Bjd Bjd Jay Heu

  • @KarnelMali-f6z
    @KarnelMali-f6z Місяць тому

    Thanks!

  • @chandansahoo2464
    @chandansahoo2464 Місяць тому +4

    ସୂର୍ଯ୍ୟ ବଂଶୀ ସୁରଜ କି ବାଳ ମନ୍ତ୍ରୀ ତା ଗାଲ ଚିପିଲେ କ୍ଷୀର ବାହାରିବ ତାର ଓକାତ କେତେ ଓଡିଶା ବାସି ଜାଣି ସାରିଲେଣି

  • @BasantaBehera-gl3li
    @BasantaBehera-gl3li Місяць тому +5

    ଭାଇ ଭଉଣୀ ମାନେ ଏ ସବୁ ପାଇଁ କେବଳ ତୁମେ ମାନେ ହିଁ ଦାଇ ଏବେ ଭାବିଲେ ଅସୁବିଧା ଭୋଗୀଲେ ଏବେ କଣ ହବ

    • @lucid.rakesh
      @lucid.rakesh Місяць тому +1

      କଦଳୀ ଟା ନା। ଥରେ chance ଦିଆଯାଇଛି ପରେ ଦେଖ କଣ ହଉଛି।

  • @SanjayakumarMohanty-u9c
    @SanjayakumarMohanty-u9c Місяць тому

    ନୂଆ ଓ ଏମାନେ ଧୂମଧାମରେ ପାଳନକରୁଥିଲେ.

  • @RajendraDhal-sf3zo
    @RajendraDhal-sf3zo Місяць тому

    ବାପା ହେଲା Binhnu Sethi ପୁଅ Suryabansi Suraj କେମିତି ହେଲା.. Dal main kuch kala hai

  • @SidheswraPatra
    @SidheswraPatra Місяць тому +3

    ଆଲୋ ଅଜା ଆଈ 24 ବର୍ଷ ଭିତରେ ଚାକିରୀ କରିଲା ନାହିଁ କାହିଁକି

  • @tatahunngama7828
    @tatahunngama7828 Місяць тому +6

    BJP hotao odisha bochao

    • @AbcdAbcd-h9b9z
      @AbcdAbcd-h9b9z Місяць тому

      Bjd hatao odisha banchao aji sata hela

  • @TigerDon420
    @TigerDon420 Місяць тому

    We love Modijee and BJP and mohan Majhi and team only

  • @DeepakKumarMallick-n9q
    @DeepakKumarMallick-n9q Місяць тому +1

    25 ବର୍ଷ ଶାସନ କାଳରେ କାହାକୁ ଚାକିରି ଦେଇପାରିଲେ ନାହିଁ । 3 ମାସ ହେବ ଶାସନକୁ ଆସିଛନ୍ତି ଏତେ ବ୍ୟସ୍ତ ହେଲେ ହେବ ଧର୍ଯ୍ୟ ଧର କ'ଣ ଦୋକାନ ସୋଉଦା ହେଇଛି କିଣି ଆଣି ଧରେଇ ଦେବେ ।

  • @onlyentertainment9050
    @onlyentertainment9050 Місяць тому

    BJP party କୁ ଭଠ ଦେଇଛ ନାମନିଅ

  • @rakeshpradhan6972
    @rakeshpradhan6972 Місяць тому +1

    Right Bro Jay Shree Ram 🙏

  • @anantarout1990
    @anantarout1990 Місяць тому +6

    ବିଜେପି CM.. RI... AMINA ପାଈଁ 22 lakhs ନେଉଛନ୍ତି

    • @biruamamalaxmi541
      @biruamamalaxmi541 Місяць тому

      ଯାହା ହେଉ ତମେ 22lakh ଦେଇକି job neigolo ଆଉ

    • @aproudjagannathbhaktkaling6054
      @aproudjagannathbhaktkaling6054 Місяць тому +1

      ​@@biruamamalaxmi541😂

    • @mahabirmajhi2683
      @mahabirmajhi2683 Місяць тому

      ତୁମେ ଚାକିରୀ ପାଇଲା ପରେ ସେଇଥି ପାଇଁ corruption କରୁଛ ! 😂

  • @bibekanandajena5070
    @bibekanandajena5070 Місяць тому

    ଠିକ କଥା 👍

  • @Math-short_trick.
    @Math-short_trick. Місяць тому

    Thik kahu6a sister

  • @MenesMahananda
    @MenesMahananda Місяць тому +2

    ଚାକିରୀ ହେଉ କିମ୍ବା ନ ହେଉ ଆମ ଦେଶ ହିନ୍ଦୁ ରାଷ୍ଟ୍ର କରିବ BJP ସରକାର, BJP ଜିନ୍ଦାବାଦ

    • @Fgjkklkjjhhhhhhhahsjxxcd
      @Fgjkklkjjhhhhhhhahsjxxcd Місяць тому +4

      Hmm ତୁ ବାପା ପଇସା ରେ ଖାଉଚୁ ତ ଲାଗୁନି

  • @pranatisamantaray144
    @pranatisamantaray144 Місяць тому +4

    ଆଦିବାସୀ ଧୋବା ପିଲା agudak ମନ୍ତ୍ରୀ ହେଲେ ଓଡ଼ିଶା ଭଲ ଚାଲିବ

    • @MeriJungOneManArmy1
      @MeriJungOneManArmy1 Місяць тому +1

      😂😂

    • @simanchalnayak991
      @simanchalnayak991 Місяць тому +1

      Cast ku nuha loka ra guna anujayee blame kara. Jana nka pain samastanku blame karuchha.

    • @ashokkumarnayak3300
      @ashokkumarnayak3300 Місяць тому

      Tame helani kie Mana kala.. senanku justice maguch kn pain, bada😂 jati hei .. don't blame whole community.. change your castism mindset .

    • @aproudjagannathbhaktkaling6054
      @aproudjagannathbhaktkaling6054 Місяць тому

      Jati kuade asila ethi mu bi Mishra Brahmin hin se sala jo bedha IIC Dinakrushna Mishra thila se bi Brahmin aau emiti kahile sabu jati ru kie na kie alia bahariba hin etare kichi katha nahi ki se dhoba boli tate dhobanku derogatory statement pass kariba,
      Madhubabu sabubele kahithile ki amara gotie jati Odia jati tame emitu bhaga habaku birabara kian tamara Samantray na may be Khandayat acha kharap Khandayat minister nahanti na ea ki chena guda katha

    • @mahabirmajhi2683
      @mahabirmajhi2683 Місяць тому

      Why so intolerance towards a CM , who is son of the soil but belongs to ST ; Odisha will be zero / meaningless without minerally riched districts like Keonjhar, Mayurbhanj and Sundargarh ! BJD which ruled the state for ୨୪ years have looted the mineral resources of these districts! Due to such attitude of some people, demand for Kosala, greater Jharkhand and Desia State is coming up !!! 😅

  • @KrushnaMuduli-yu6nv
    @KrushnaMuduli-yu6nv Місяць тому +1

    Bjd.bjp.bhai.bhai.bjd.jemiti.deunathila.bjp.semiti.debenahi.

  • @starboy1256
    @starboy1256 Місяць тому

    Good initiative

  • @brahmanandaroul3193
    @brahmanandaroul3193 Місяць тому

    ଓଡିଶା ବନ୍ଦ କର l

  • @satyabratasamal9543
    @satyabratasamal9543 Місяць тому

    Right sir

  • @baburajnahakbaburajnahak8425
    @baburajnahakbaburajnahak8425 Місяць тому

    ମାଗଣା କିଛି ଦରକାର ନାହିଁ ରୋଜଗାର ଦିଅ

  • @BijayakumarSahu-jm7ey
    @BijayakumarSahu-jm7ey Місяць тому +4

    ସରକାର ସମସ୍ତଂକୁ କେଉଁଠୁ ଚାକିରି ଦେବ। ସମସ୍ତେ ପାଠ ପଢ଼ୁଛନ୍ତି

    • @tejaswinipatra7094
      @tejaswinipatra7094 Місяць тому

      Right katha

    • @deepess_deepu83
      @deepess_deepu83 Місяць тому

      Gujrati chamcha andha bhakt, kete dina gujrati chamcha heiki rahiba

    • @rajeshparida-hy1ds
      @rajeshparida-hy1ds Місяць тому +1

      Sarakar samastankthu tax nauchhi ya nai ?

    • @RAZZd-yy4ym
      @RAZZd-yy4ym Місяць тому

      Corruption re chakiri mili jaichi bodhe

    • @RAZZd-yy4ym
      @RAZZd-yy4ym Місяць тому

      ​@@tejaswinipatra7094 tuma katharu laguchi tamara patha ki bahi sahita samparka nahi... Eita whatsap university bhabucha ki madam😅😅😅😅 Jie patha padhichi se janiba murkha kn janiba😂😂😂😂

  • @sanjayapanda8176
    @sanjayapanda8176 Місяць тому +1

    ଡବଲ ଇଞ୍ଜିନ ଦରକାର ଥିଲା ପରା ତୁମମାନଙ୍କୁ ଏବେ ନାମ ନିୟ.. ସୁରଜ sir ତାଙ୍କ ଧାମନଗରରେ ପ୍ରବଳ ରୋଜଗାର ଦେଇଦେଲେଣି ଜେ ତାଙ୍କ ଧାମନଗର ରେ କେହି bakarnahanti..

  • @basantisahu8753
    @basantisahu8753 Місяць тому

    राईट कहीछ्नी भाई👍👍👍

  • @ranjanapanda6538
    @ranjanapanda6538 Місяць тому +2

    ସରକାର ତ ପରିବାର ଭାଙ୍ଗିବ ନିୟମ ସବୁ ନିୟମ ଆଣିକି।

  • @sunaramsingh3047
    @sunaramsingh3047 Місяць тому +2

    Chalo bhai Mane jai shree ram nara logei ki ..bjp party re samil hobaa😂😂😂😂
    Double engine government ki jay ho

  • @Jyostnarani-wx6ko
    @Jyostnarani-wx6ko Місяць тому +1

    Corruption band nahele government chhadibuni

  • @kbchandan5121
    @kbchandan5121 Місяць тому +3

    White tshirt wah... 😍😍😍 maza asigala bhai❤️

  • @SarojTripathi-i7i
    @SarojTripathi-i7i Місяць тому +7

    24 barsha ra sarkar bekari pai dai

  • @OfficialYourFoodBowl
    @OfficialYourFoodBowl 21 день тому

    Bhagaban ai sarkar nku sahibeni

  • @suvadrapradhan6672
    @suvadrapradhan6672 Місяць тому +1

    Aare 24 years helani ta BJD thila Navin thila chakiri delani

  • @Aru92682
    @Aru92682 Місяць тому +2

    Remote control Odisha Government

  • @runumajhi6163
    @runumajhi6163 Місяць тому

    You are right bro 👍👍👍👍👍

  • @HimansuKhamari-rn1xo
    @HimansuKhamari-rn1xo Місяць тому

    ଯଜନବିନସାର❤❤❤

  • @BrundaMuska
    @BrundaMuska Місяць тому

    Very good

  • @KrushnaMuduli-yu6nv
    @KrushnaMuduli-yu6nv Місяць тому +1

    Agaku.congressku.bhotdia.tahahele.chakir.paiba

  • @sanjayjitu8260
    @sanjayjitu8260 Місяць тому

    ନବୀନ ପଟ୍ଟନାୟକଙ୍କ ସରକାର ଭଲ ନା ବିଜପି ସରକାର ଭଲ ଅଫ ଲାଇନି exam darakar for all exam like net ri amin

  • @TigerDon420
    @TigerDon420 Місяць тому

    Omly BJP jindabad Modijee Jindabad Mohan majhi Jindabad only BJP and Modijee only BJP and Modijee only BJP and Modijee only

  • @tanushreebarik9659
    @tanushreebarik9659 Місяць тому +2

    Bhul hei Gala BJP govt ku Vote deiki😢

  • @NiranjanBhio
    @NiranjanBhio Місяць тому

    Right sister kahekla

  • @prasantapattanaik862
    @prasantapattanaik862 Місяць тому +2

    ଅଧିକାଂଶ ପିଲା ମନ ଦେଇ ପାଠ ପଢନ୍ତି କଣ ଚା,ପାନ ଓ ପକୁଡ଼ି ଦୋକାନ କରିବା ପାଇଁ? ମୋଦୀ ଓ ବିଜେପି ଏଇଆ କହନ୍ତି। କେଡେ ଦୁଃଖର ବିଷୟ। କାରଣ ମୋଦୀ ଚାହାନ୍ତି ନାହିଁ ଯେ ଶିକ୍ଷିତ ଛାତ୍ର ଛାତ୍ରୀ ଦେହରେ ନ ବାହାରନ୍ତୁ। ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ଵି ବଡ଼ ବଡ଼ କଥା କହି ଖାଲି ରେଭେନ୍ସା ର ନାଁ ବଦଳାଇବାର କଥା କହୁଛନ୍ତି। ପିଲାଂକ ଭଲ ପାଠ ପଢ଼ା କେମିତି ହେବ, ପିଲା ପାଠ ପଢି କେମିତି ଚାକିରିଟିଏ ପାଇବେ , ସେକଥା ଚିନ୍ତା ନ କରି ଚୁପଚାପ୍ ଅଛନ୍ତି। ହେ ଭଗବାନ। ବିଜେଡି ଛାଡି ବିଜେପିକୁ ଭୋଟ ଦେଇ କଣ ଲାଭ ହେଲା?

  • @hemantajena6545
    @hemantajena6545 Місяць тому +2

    ବାହାଘର ମଣ୍ଡ ପରେ exam

  • @PravakarParamanik-u9k
    @PravakarParamanik-u9k Місяць тому +2

    ❤ama nabin babu darkar❤

  • @MukundaShoo
    @MukundaShoo Місяць тому +1

    ଏଟା ଥିଲା ଥୋଇଲା ଘର ପୁଅ ଓ ଆଉ ଗୋଟିଏ ଝିଅ, ତୁମ ସହିବାର ଶକ୍ତି ନାହିଁ। ଯିଏ talent person ସେ ଧର୍ଯ୍ୟ ଧରିବ?

  • @lovely861
    @lovely861 Місяць тому +1

    Ebe b jadi chhua nku pachara jiba j CM kiye semane kahuchhanti Naveen Sir.A new Sarkar ku kiye b chinhuchhi ki nahin kehi b nahin.Aji paryanta jou Dushkarma chalichhi jadi ama Naveen sarkar thante uchit punishment mili sarantani but a BJP achhi boli kete jhia nka jiban jauchhi.

  • @rajatkumarduttabeautyliesi3154
    @rajatkumarduttabeautyliesi3154 Місяць тому

    ଏବେ ବୁଝ ରେ ଶିକ୍ଷିତ ଯୁବ ଗୋଷ୍ଠୀ, ରାଜନୀତି କ'ଣ?? ବାମ୍ଫ ନିଅ , ସବୁ ବୁଝିବ , ଖାଞ୍ଚ ଖାଇ ଗଲେ ।

  • @tophanmandal1982
    @tophanmandal1982 Місяць тому

    Bhauni tumaku bahut dhanyabad

  • @bipindutta9364
    @bipindutta9364 Місяць тому

    Right Sister