Navodaya, OAV & General School comparison || Which is the best school for your child?

Поділитися
Вставка
  • Опубліковано 23 жов 2024

КОМЕНТАРІ • 361

  • @hemantaKumarSatapathy-qo9rz
    @hemantaKumarSatapathy-qo9rz 7 місяців тому +9

    😊ଅଭିଭାବକମନଙ୍କୁ ଉଚିତ୍ ଦିଗ୍ଦର୍ସନ ଦେଇଥିବାରୁ ହୃଦୟରୁ ମୋର ବହୁତ ବହୁତ ଧନ୍ୟବାଦ ଆଜ୍ଞା 🙏

    • @anweshana21
      @anweshana21  7 місяців тому

      ଆପଣଙ୍କ ମତାମତ ମୋତେ ପ୍ରେରଣା ଦେବ ଆଗକୁ ଆଉ କିଛି ଭଲ କଥା କରିବାକୁ

  • @Prerit224
    @Prerit224 7 місяців тому +9

    I also like Odisha Adarsha School, Thank you for you great motivation and connfiratiom.

  • @rabindrasethy3276
    @rabindrasethy3276 7 місяців тому +13

    East and West Govt school is the best..oavs ର ସମସ୍ତ ଶିକ୍ଷକ Govt school ରେ ପାଠ ପଢି oavs ର ଶିକ୍ଷକ ହୋଇଛନ୍ତି,,, ACCORDING MY OPINION,, FIRST LOVE TO UR MOTHER THAN LOVE UR AUNT., ଆପଣ କୋଉ ସ୍କୁଲରେ ପାଠ ପଢି knowledge gain କରିଛନ୍ତି,,, ALL R EQUAL..IF U HAVE PROPER AND PERFECT KNOWLEDGE ABOUT ANY MEDIUM..

    • @anweshana21
      @anweshana21  7 місяців тому +3

      ନବୋଦୟ, ଆଦର୍ଶ ମଧ୍ୟ ସରକାରଙ୍କର, ଆମରି ବ୍ଲକ୍, ଆମରି ଜିଲ୍ଲା, ରାଜ୍ୟ ତଥା ଦେଶ ଅବସ୍ଥିତ। ଏଥିରେ ମା' ଆଉ ମାଉସୀ ଯୁକ୍ତି ପ୍ରଯୁଜ୍ୟ ନୁହେଁ।
      ଦ୍ୱିତୀୟ କଥା, ମନେ କରନ୍ତୁ ବିରାଟ କୋହଲି ଜଣେ ଭଲ ବ୍ୟାଟର। ତେଣୁ ସିଏ ସବୁ ପିଚ୍ ରେ ରନ୍ କରିପାରିବେ। ମାତ୍ର ତାଙ୍କୁ ସୁହାଇଲା ଭଳି ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ପିଚ୍ ରେ ତାଙ୍କ ସଫଳତା ହାର ଯେତିକି ରହିବ, ବୋଲିଂ ଫ୍ରେଣ୍ଡଲି ଚେନ୍ନାଇ ରେ କ'ଣ ସେତିକି ରହିପାରିବ????
      ସମାନ ବାଇକ୍ ଜାତୀୟ ରାଜପଥ ରେ ଯେତିକି ମାଇଲେଜ ଦେବ ଆବଡା ଖାବଡା ପଥୁରିଆ ରାସ୍ତାରେ ସେତିକି ଦେବ ତ....!!
      ତେଣୁ ପ୍ରତ୍ୟେକ ପ୍ରତିଭାକୁ ଏକ ପ୍ରକୃଷ୍ଟ ମଞ୍ଚର ଆବଶ୍ୟକତା ଥାଏ।

    • @JPMahapatra
      @JPMahapatra 6 місяців тому +1

      ପୁରା ଅସଲ କଥା ଟି କହିଲେ ଆଜ୍ଞା ❤🙏

    • @anweshana21
      @anweshana21  6 місяців тому

      ଧନ୍ୟବାଦ

  • @ugresansahoo3063
    @ugresansahoo3063 6 місяців тому +1

    Thank you sir

  • @sabyasachipradhan7360
    @sabyasachipradhan7360 5 місяців тому +2

    ମୋର ମତରେ ପିଲାଙ୍କୁ ମାଟ୍ରିକ ଯାଏ ନିଜ ପାଖରେ ରଖି ହିଁ ପାଠ ପଢ଼ାନ୍ତୁ । ସେ ଭଲ ପଢ଼ୁ ଅବା ନ ପଢ଼ୁ ମ୍ୟାଟ୍ରିକ ଯାଏ ତାକୁ ନିଜ ପାଖରେ ରଖନ୍ତୁ । ମାତୃଭାଷା ହିଁ ପଢାନ୍ତୁ । ମୋ ମତରେ ଇଂରାଜୀ ଭାଷା ଶିଖୁ। ପିଲାର ଦକ୍ଷତା ବୃଦ୍ଧି କରନ୍ତୁ ମାର୍କ ନୁହଁ । ବାପା ମା ଶବ୍ଦ ହଜିଗଲାଣି । ଦାଦା ଖୁଡି ମାଉସୀ ପିୟୁସି ହଜିଗଲାଣୀ । Uncle aunt ହୋଇଗଲାଣି । ଆଗାମୀ ଶହେ ବର୍ଷ ପରେ ଏ ଭାଷା ସମ୍ପୂର୍ଣ ହଜିଯିବ। ଏ ଜାତି ଲିଭିଯିବ ଇତିହାସ ପୃଷ୍ଠାରେ ଆଊ ଏଥିପାଇଁ ଆମ ଗହଣରେ ଥିବା ଶିକ୍ଷିତ ମାନେ ହିଁ ଦାୟୀ । ଦୁନିଆର ସବୁଠୁ ଶସ୍ତା ଭାଷା ହେଉଛି ଇଂରାଜୀ ମାତ୍ର ୨୬ ଅକ୍ଷର କିନ୍ତୁ ତା ପଛରେ ଅନ୍ଧ ଭଳି ଆମେ ଦୌଡ଼ୁଛନ୍ତି । ଧିରେ ଧିରେ ମିଠା ବିଷ ଭଳି ଏହା ସମସ୍ତଙ୍କୁ ଗ୍ରାସ କରି ଚାଲିଛି । ମା ମାତୃଭାଷା ମାତୃଭୂମି । ଏମାନଙ୍କ ଠାରୁ ଉର୍ଦ୍ଧରେ କେହି ନାହିଁ ।

    • @anweshana21
      @anweshana21  5 місяців тому

      ସଂପୂର୍ଣ୍ଣ ଏକମତ

  • @JshhJa-g4v
    @JshhJa-g4v 6 місяців тому +2

    Very good sir apananka katha bhala lagila Tq

  • @binasahu6542
    @binasahu6542 7 місяців тому +3

    Thank you sir bahut sundara vedio thank you

  • @manojkantsamal4945
    @manojkantsamal4945 6 місяців тому +1

    Nice. Neither school nor teacher is inferior.... All schools and teachers are good. Adarsha vidyalay is a new horizon in the sky of quality education.

    • @anweshana21
      @anweshana21  6 місяців тому

      Glad to hear your valuable words 😊

  • @santoshkishan4491
    @santoshkishan4491 6 місяців тому +1

    Good video ❤😊

  • @kamalmeher3310
    @kamalmeher3310 6 місяців тому +1

    Thanks you sir

    • @anweshana21
      @anweshana21  6 місяців тому

      ଖୁସି ହେଲି

  • @sanjuktapanda7410
    @sanjuktapanda7410 6 місяців тому +1

    ସବୁ ମିଛ

    • @anweshana21
      @anweshana21  6 місяців тому

      ହଁ, ଯିଏ ଯେମିତି ବୁଝିବ... କାହାକୁ କ'ଣ ମନା କରିହବ

  • @DanayantiNaik
    @DanayantiNaik 2 місяці тому +1

    Thanku sir. Mo chua adarsa re padhuchi kintu mu janiparunathili navodaya thik na adarsa ebe clear heli mor डिसिजन राइट.

  • @prasantabarik9966
    @prasantabarik9966 6 місяців тому +1

    Oav। School

  • @saisasmita8898
    @saisasmita8898 6 місяців тому +1

    Sir good afternoon
    Actually sir mote apananka vidio ti bahut vala lagila.apana nkara ai vidio pai mnu mo dicission change kali .Thank you sir

    • @anweshana21
      @anweshana21  6 місяців тому +1

      Mu khusi heli... Apananka pain

    • @saisasmita8898
      @saisasmita8898 6 місяців тому +1

      Au dout tike rahuchi sir mo jhia English re 90 mark uparaku rahuchi
      Abe jeu annual exam gala total mark 750 ru se 663 achhi English re 91 rakhichi..tike Dara laguchi cbse pattern ku pila thik se catch karipariba ki nahi .se ta tike mana re dout rahuchi.engilsh book sir pura padhi dauchi .alapa alpa bujhi bi dauchi .

    • @anweshana21
      @anweshana21  6 місяців тому +1

      Don't worry.... Practice makes man perfect. Ebethu English medium re padhile +2 belaku aau kichhi problem habani . First tk problem heba... Dhire dhire normal heijiba

  • @BidhubhusanSubudhi
    @BidhubhusanSubudhi 6 місяців тому +1

    Essential Information....Thanks.

    • @anweshana21
      @anweshana21  6 місяців тому

      ଆପଣଙ୍କ ମତାମତ ଖୁସି ଦେଲା

  • @ajaytigga9726
    @ajaytigga9726 6 місяців тому +1

    Very much

  • @NeheruChhatria
    @NeheruChhatria 7 місяців тому +2

    Adarsa is good

  • @SidhartMalik-gl4jr
    @SidhartMalik-gl4jr 6 місяців тому +1

    Thanks

  • @anuchhayamohanty9166
    @anuchhayamohanty9166 6 місяців тому +1

    Very good sir apanka katha bhala lagila

  • @rinkidash2762
    @rinkidash2762 7 місяців тому +1

    Right sir

  • @lopamudradas6769
    @lopamudradas6769 6 місяців тому +1

    thanks for ur Valuable message

  • @sulatapanigrahy765
    @sulatapanigrahy765 6 місяців тому +1

    💯% right sir

  • @bharadwajsahoo6623
    @bharadwajsahoo6623 7 місяців тому +1

    Always NAVODAYA 😎✨

  • @PareeBeheea
    @PareeBeheea 8 місяців тому +5

    Very good information sir sarakari school bahuta bhala

  • @rajendraprasadarana3146
    @rajendraprasadarana3146 6 місяців тому +1

    I like Navodaya vidyalaya very much ❤❤❤❤❤❤❤❤❤

  • @EnitaRaita-qp2sp
    @EnitaRaita-qp2sp 8 місяців тому +4

    Nice information sir

  • @mohantandi9101
    @mohantandi9101 8 місяців тому +5

    Bahut sundar ❤

  • @sambalpuristatus_
    @sambalpuristatus_ 8 місяців тому +4

    I love jnv ❤

  • @bishnupriya6120
    @bishnupriya6120 7 місяців тому +1

    Many thank you sir for your very valuable information

  • @rajeshbehera5214
    @rajeshbehera5214 7 місяців тому +1

    ମୋ ମତରେ ନିଜ ଭାଷାରେ ଆଗ ପଢିବା କଥା ତା' ପରେ ଇଂରାଜୀ ମାଧ୍ୟମ ରେ ପଢିବା କଥା

    • @anweshana21
      @anweshana21  7 місяців тому

      ଆପଣଙ୍କ ମତକୁ ମୁଁ ସମ୍ମାନ ଦେଉଛି।

  • @mahendraacharya6030
    @mahendraacharya6030 8 місяців тому +3

    Thanks for your valuable guidance sir

  • @dulamajhi2371
    @dulamajhi2371 7 місяців тому +1

    Adarsha

  • @kasarihikaka7693
    @kasarihikaka7693 6 місяців тому +5

    ମୁଁ ଜଣେ ଅବିଭାବକ ହିସାବ ରେ ଅଭିଯୋଗ କରି କହିବାର କାରଣ ଏହି କି ସାର୍ ଆମ ଆଦିବାସି ଛାତ୍ର ଛାତ୍ରୀ ମାନେ ପ୍ରାୟ ଏନ୍ତ୍ରାଂଶ ପରୀକ୍ଷାରେ ପାସ୍ ହେଇ ପାରୁନାହାନ୍ତି ସାର୍ ପରିଶେଷରେ କୌଣସି ସରକାରୀ ଆଶ୍ରମ ସ୍କୁଲ୍ ରେ ପାଠ ପଢିବା ପାଇଁ ପାଇପାରୁ ନାହାଁନ୍ତି ତେଣୁ କରି ଅଧାରେ ପାଠ ଛାଡ଼ି ଦେଉଚନ୍ତି ଏହାହିଁ ଆମର ଗରିବ ଲୋକଙ୍କ ପାଖରେ ଅସୁବିଧା ହେଉଛି ସାର୍।❤🙏🙏🙏

    • @anweshana21
      @anweshana21  6 місяців тому +2

      ଆଦିବାସୀ ପିଲାଙ୍କ ପାଇଁ ସ୍ଥାନ ସଂରକ୍ଷଣ ରହୁଛି। ତେଣୁ ସେମାନେ ମଧ୍ୟ ଆଡ଼ମିଶନ ହେଇପାରିବେ

    • @SidharthMishra99
      @SidharthMishra99 Місяць тому

      ​@@anweshana21right

  • @jayasribiswal5745
    @jayasribiswal5745 7 місяців тому +1

    Thank u very much

  • @little_kanhu
    @little_kanhu 6 місяців тому +1

    👆 03:45 ❤ Valuable Line Sir😊(Dedication)

    • @anweshana21
      @anweshana21  6 місяців тому

      ଖୁସି ହେଲି ଆପଣଙ୍କ କଥା ଶୁଣି

  • @jayshreekrishna72
    @jayshreekrishna72 5 місяців тому +1

    Sir odia medium ru gote pila gale kemiti manage kariba

    • @anweshana21
      @anweshana21  5 місяців тому +1

      More than 90% students are from odia medium. And they are performing well. Matric pare jadi se English medium re padhiba ... Ebe padhile asubidha kan

  • @gunanidhimajhi8935
    @gunanidhimajhi8935 7 місяців тому +1

    Thank you sir for good advice

  • @suchitrasahoo492
    @suchitrasahoo492 6 місяців тому +1

    𝐓𝐡𝐚𝐧𝐤𝐬 𝐬𝐢𝐫 🙏🙏

  • @RajuBhai-gv9id
    @RajuBhai-gv9id 6 місяців тому +1

    Exelent advice sir

  • @DinaNisika
    @DinaNisika 5 місяців тому +1

    sir I am oav student

  • @kedarnathbadatya2060
    @kedarnathbadatya2060 8 місяців тому +4

    Excellent advice 👍

  • @bhibhutimohanty1939
    @bhibhutimohanty1939 7 місяців тому +2

    Aadarsh School is very qualified student

  • @abdenastoriespoetry2980
    @abdenastoriespoetry2980 6 місяців тому +2

    I am also teacher in CBSE board and mera request h parents se k please bewajah apne bachche ko khud se door na kare agar apki mazboori na ho q k jyadatar bachche parents se detached ho jate h n kuchh bachcho ko dekh k lgta h k itne jldi itni diplomacy koi bachcha kaise seekh skta h... Bachcho me simplicity khatam ho jaega agr wo hostel me rahte h to....

  • @himanshushekharmishra4466
    @himanshushekharmishra4466 6 місяців тому +1

    Not a single Institute are good. Navodaya was Very good earlier but that also not now. Every where Politics are spoiling children Qualifications.

    • @anweshana21
      @anweshana21  6 місяців тому

      Then... What to do... ??

  • @anitabehera1499
    @anitabehera1499 6 місяців тому +3

    Sir apana kau school re padhuthile
    As a teacher evoli video karantuni
    Sabu school re bhala padha jae
    Patho nije padhiba katha na hele jete bhala teacher, infrastructure,jaha subidha dele b kichi hebani

    • @anweshana21
      @anweshana21  6 місяців тому +3

      ଆପଣଙ୍କ ମତାମତ ପାଇଁ ପ୍ରଥମେ ସାଧୁବାଦ। ତା'ପରେ ଯାହା କହିବି ଟିକେ ନିରପେକ୍ଷ ଭାବରେ ବିବେଚନା କରିବେ ବୋଲି ଆଶା....
      ୧- ମୁଁ କେତେବେଳେ କହିଲି କି ଆଦର୍ଶ ବା ନବୋଦୟରେ ପଢିଲେ ପାଠ ନପଢି ବି ପିଲା ଭଲ କରିବେ...??
      ୨- ଭିଡିଓ ରେ କେବଳ ତିନୋଟି ସ୍କୁଲ ଭିତରେ ଥିବା ପାର୍ଥକ୍ୟ କହିଛି, ଶେଷ ନିଷ୍ପତ୍ତି ତ ଆପଣ ନେବେ
      ୩ - CBSE syllabus is better than BSE syllabus... ଏକଥା ମିଛ ଯଦି, ସବୁ coaching institute କାହିଁକି Ncert ବହି ଫଲୋ କରିବାକୁ କହୁଛନ୍ତି?
      ୪. ବିରାଟ କୋହଲି ବ୍ୟାଟିଂ ରେ ଭାରି ଦକ୍ଷ। ଯେକୌଣସି ପିଚ୍ ରେ ଶତକ ହାସଲ କରିପାରିବେ। ତା ମାନେ କ'ଣ ବୋଲିଂ ପିଚ୍ ରେ ତାଙ୍କର ସଫଳତା ହାର ଯେତିକି ରହିବ ବ୍ୟାଟିଂ ପିଚ୍ ରେ ସେତିକି ରହିବ.... ନିଶ୍ଚିତ ଅଧିକ ରହିବ। ଏଠି CBSE ହେଉଚି ଅପେକ୍ଷାକୃତ ଅଧିକ ଏଣ୍ଟ୍ରାନ୍ସ ଓରିଏଣ୍ଟେଡ୍ କୋର୍ସ୍,
      ୫. ଭାରତରେ ଅମ୍ବାନୀ ଅଦାନୀ ପରି ଅନେକ ଧନୀ ତ ଅଛନ୍ତି, ହେଲେ ଭାରତ ଗରିବ କାହିଁକି, କାରଣ ଏଠି ଧନୀ ତୁଳନାରେ ଗରିବ ସଂଖ୍ୟା ଅଧିକ। ସରକାରୀ ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକ ପାଖାପାଖି ସେୟା। ଏଠି ଉଚ୍ଚ ମେଧା ସମ୍ପନ୍ନ ଶିକ୍ଷକ ତ ଅଛନ୍ତି, କିନ୍ତୁ ସଂଖ୍ୟା ତୁଳନାତ୍ମକ ଭାବେ କମ୍।
      ୬. ଭାବିବେନି ମୁଁ ମନଗଢା କଥା କହୁଛି.... ମୁଁ ସାତବର୍ଷ ପ୍ରାଥମିକ ଆଉ ତିନିବର୍ଷ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକତା କରିବା ପରେ ଦୁଇ ବର୍ଷ ଆଦର୍ଶ ରେ ଅଛି। ତେଣୁ ସବୁଆଡିକାର ସ୍ଥିତି ଜାଣିଛି।
      ଆପଣଙ୍କ ପ୍ରତି ଉତ୍ତର ଅପେକ୍ଷାରେ

    • @priyanshu_official961
      @priyanshu_official961 2 місяці тому +1

      ​@@anweshana21apana bilkul thik kahichanti

  • @MeghanadRout-gc6it
    @MeghanadRout-gc6it 6 місяців тому +1

    Good

  • @khemrajnetam2746
    @khemrajnetam2746 6 місяців тому +2

    Tq sir ji ❤❤❤❤❤❤

  • @sangrampurty5842
    @sangrampurty5842 8 місяців тому +2

    Thank you very mucj 100

  • @kaibalyamajhi7185
    @kaibalyamajhi7185 7 місяців тому +1

    Thank you very good sir

  • @maminabehera5827
    @maminabehera5827 7 місяців тому +2

    Good advice Sir...

  • @ChandramaniNaik-sq1pn
    @ChandramaniNaik-sq1pn 8 місяців тому +2

    Sir i ❤ my jnv 😊😊😊

  • @bibhutibhusannayak6445
    @bibhutibhusannayak6445 7 місяців тому +2

    ସାର୍ ସରକାରୀ ବିଦ୍ୟାଳୟ କୋଉ ସରକାର ର ।

    • @anweshana21
      @anweshana21  7 місяців тому

      State govt ra .. but elementary funded by central

  • @sandipkumar-gt3tw
    @sandipkumar-gt3tw 8 місяців тому +1

    i was looking for a video like this. Thank you Sir

  • @manveersagarbage3291
    @manveersagarbage3291 7 місяців тому +1

    Very nice 👍👍👍👍

  • @taranisennag7428
    @taranisennag7428 8 місяців тому +2

    Very good information

    • @anweshana21
      @anweshana21  8 місяців тому

      Glad to see your opinion

  • @sumatimarndi491
    @sumatimarndi491 8 місяців тому +1

    Adarsh ❤

  • @SanjeebSaha-qx5dt
    @SanjeebSaha-qx5dt 7 місяців тому +1

    Ok

  • @harimohansingh9061
    @harimohansingh9061 7 місяців тому +1

    Good advice sir

    • @anweshana21
      @anweshana21  7 місяців тому

      Thank you for your valuable comment.

  • @sukantinahak3821
    @sukantinahak3821 8 місяців тому +2

    Great job

  • @pabitrapradhan528
    @pabitrapradhan528 8 місяців тому +2

    Good very good

  • @BAD_HERO14
    @BAD_HERO14 8 місяців тому +2

    Mote laguchi odia medium padha but cbse pattern tk dharile bhala agaku kamare as8ba

  • @babulumajhi1636
    @babulumajhi1636 7 місяців тому +2

    Thank you for our oav stoppers❤❤

  • @duryodhandip504
    @duryodhandip504 7 місяців тому +1

    Bahut sundar explanation ❤

  • @suratratha7376
    @suratratha7376 8 місяців тому +2

    Thank you🙏 sir

  • @banbassamal9836
    @banbassamal9836 8 місяців тому +2

    Verry good decision sir .

  • @narayanpatra3064
    @narayanpatra3064 8 місяців тому +1

    You are absolutely right sir

  • @prabhatisahoo5555
    @prabhatisahoo5555 8 місяців тому +2

    Great video 👍

  • @namita900
    @namita900 8 місяців тому +2

    Great vedio👍

    • @anweshana21
      @anweshana21  8 місяців тому +1

      ❣️❣️❣️❣️❣️

  • @DinaNisika
    @DinaNisika 7 місяців тому +1

    jnv ❤😊

  • @natyakalakarashok1802
    @natyakalakarashok1802 8 місяців тому +2

    Very good

  • @tanupamash9189
    @tanupamash9189 6 місяців тому +1

    I was studying in Navodaya. Whatever you told about Navodaya vidyalaya is 100% right. Navodaya was like hell for me

    • @anweshana21
      @anweshana21  6 місяців тому

      Thank you for your valuable comment.

  • @Dillipsahoo1974
    @Dillipsahoo1974 8 місяців тому +2

    Excellent analysis.....

  • @DinaNisika
    @DinaNisika 7 місяців тому +1

    l am oav student

  • @rashmi2848
    @rashmi2848 8 місяців тому +1

    Bahut bhala advice sir ..tq 🙏

  • @puspamanjarisoren9645
    @puspamanjarisoren9645 6 місяців тому +2

    Sir, ICSE student Novadaya entrance exam ଦେଇପାରିବେ ki ନାହଁ

  • @SNG125
    @SNG125 7 місяців тому +1

    Villageschool

  • @TukunaGuru-l7u
    @TukunaGuru-l7u 8 місяців тому +1

    Delhi government school

  • @sasmitasahoo3875
    @sasmitasahoo3875 7 місяців тому +1

    Mu bi OAV paichi

  • @mousambehera2543
    @mousambehera2543 8 місяців тому +1

    Government school

  • @dipakkumarsahoo7170
    @dipakkumarsahoo7170 6 місяців тому +1

    Sir sarkari school, vs, saraswati sishu mandira vs javior English medium ra video anantu please🙏🙏🙏

  • @tapankhuntia3602
    @tapankhuntia3602 6 місяців тому +1

    Sir, Exlent Right, Adarsha school is Exlent and ever Green.🙏

  • @ramakantapatra9385
    @ramakantapatra9385 8 місяців тому +5

    Unique and excellent video, very much Respect

    • @anweshana21
      @anweshana21  8 місяців тому

      ହୃଦୟରୁ କୃତଜ୍ଞତା ଆଜ୍ଞା ❣️

  • @mtcccsc-ki8qb
    @mtcccsc-ki8qb 8 місяців тому +2

    ଆମ ଘର ପାଖରୁ ସରକାରୀ ସ୍କୁଲ ର ଦୂରତା। ୫୦୦ ମି ଆଦର୍ଶ ୨୭ କିଲୋ ମିଟର। ନବୋଦୟ ୧୦ କିଲୋମିଟର

  • @subhanarayanparida3737
    @subhanarayanparida3737 8 місяців тому +1

    Parents r the best teacher

  • @pinuparida7691
    @pinuparida7691 7 місяців тому +1

    Oav

  • @smile90519
    @smile90519 8 місяців тому +3

    Good advice sir 🙏🏻🙏🏻 I am also real in Adarsh and our girls hostel is noe ready but boys hostel is now not started for making 🎉🎉

    • @anweshana21
      @anweshana21  8 місяців тому

      👍👍

    • @AmitKumarsays
      @AmitKumarsays 8 місяців тому

      Babu odia re lekhe... Nohele patha bhalase padhe...
      Work on yourself 👍🏼👍🏼👍🏼

  • @Globoindia
    @Globoindia 8 місяців тому +1

    ❤❤

  • @ind-gamer-99
    @ind-gamer-99 7 місяців тому +2

    jnv see result 98.4%

  • @duryodhan999
    @duryodhan999 8 місяців тому +7

    sarakari school bhala kintu teacher mane patha padhau nahanti

    • @anweshana21
      @anweshana21  8 місяців тому +1

      ଆପଣଙ୍କ କଥା ଅସତ୍ୟ ନୁହେଁ। ହେଲେ ଏବେବି ଅନେକ ଶିକ୍ଷକ ଅଛନ୍ତି ଯେଉଁମାନେ ଭଲ ପଢ଼ାଉଛନ୍ତି

    • @gouripatra551
      @gouripatra551 7 місяців тому +2

      ସେଥିପାଇଁ ବାଧ୍ୟ ହୋଇ ପ୍ରାଇଭେଟ ରେ ପଢ଼ାଇବାକୁ ପଡୁଚି

    • @anweshana21
      @anweshana21  7 місяців тому

      ଏହା ସମସ୍ୟାର ସମାଧାନ ନୁହେଁ। ପ୍ରାଇଭେଟ୍ ରେ କ'ଣ ଭଲ ପଢ଼ା ହଉଚି? ତାହେଲେ ଟିଉସନ କାହିଁକି ଦେଉଛନ୍ତି? ସରକାରୀ ସ୍କୁଲ ର ଶିକ୍ଷା ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ପାଇଁ ଆମର କ'ଣ କିଛି କର୍ତ୍ତବ୍ୟ ନାହିଁ?

  • @KhokenDey-f7d
    @KhokenDey-f7d 6 місяців тому +1

    😢😮

  • @binayakishornaik6078
    @binayakishornaik6078 7 місяців тому +1

    ଆପଣ ଗୋଟିଏ କଥା ଭୁଲି ଯାଇଛନ୍ତି ଯେ ସରକାରୀ ଆଉ ଆଦର୍ଶ ବିଦ୍ୟାଳୟ ର ପିଲା ନଭୋଦୟ ବିଦ୍ୟାଳୟ ରେ ପଢିବାକୁ ପ୍ରବେଶିକା ପରୀକ୍ଷା ଦେଇଥାଏ ସେଇଠୁ ଅକୃତକାର୍ଯ୍ୟ ହେଲାପରେ ବାଧ୍ୟ ହେଇ ଉକ୍ତ ଦୁଇଟି ବିଦ୍ୟାଳୟ ରେ ପଢିବାକୁ ଯାଇଥାଏ । ଅର୍ଥାତ୍ ସେମାନେ ତଳ ଶ୍ରେଣୀ ର ପିଲା । ବୁଝିବାକୁ ଚେଷ୍ଟା କରନ୍ତୁ ।

    • @anweshana21
      @anweshana21  7 місяців тому +2

      ସବୁ କ୍ଷେତ୍ରରେ ଆପଣଙ୍କ କଥା ଠିକ୍ ନୁହେଁ। ମୋ ସ୍କୁଲରୁ ଗତଥର ସାତଜଣ ପିଲା ନବୋଦୟ ପାଇଥିଲେ, ଗଲେ ମାତ୍ର ଜଣେ। ପୁଣି ଅନ୍ୟଜଣେ ପିଲା ନବୋଦୟ ଛାଡି ତା ପରବର୍ଷ ଆମ ସ୍କୁଲରେ ପଢିଲା। ଆହୁରି ମଧ୍ଯ ଅନେକ ସରକାରୀ ସ୍କୁଲ ପିଲା ନବୋଦୟ ତଥା ଆଦର୍ଶ ଏଣ୍ଟ୍ରାନ୍ସ କ୍ୱାଲିଫାଏ କରିକି ମଧ୍ୟ ଆଡ଼ମିଶନ ନେଉନାହାନ୍ତି। ତେଣୁ କିଏ ତଳେ କିଏ ଉପରେ ସେଇଟା ଆମେ କହିବାକୁ କିଏ....

    • @binayakishornaik6078
      @binayakishornaik6078 7 місяців тому +1

      @@anweshana21 ଆପଣ ଜଣେ ଗୁରୁ । ଆପଣମାନେ ସମାଜର ଦିଗଦର୍ଶକ । ତେଣୁ ଆପଣଙ୍କ ସଙ୍ଗରେ ମୋର ଯୁକ୍ତି କରିବାର ନାହିଁ । ସମାଜର ସବୁ ପିଲା କେମିତି ଜଣେ ଜଣେ ଭଲ ମଣିଷ ହେଇ ଛିଡ଼ା ହେବେ ଏଇ କାମନା ନେଇ ରହୁଛି

    • @anweshana21
      @anweshana21  7 місяців тому +1

      ମୁଁ ବି ସେଇ ଚେଷ୍ଟାରେ❤️

    • @RINKUCREATION7
      @RINKUCREATION7 6 місяців тому +1

      ​@@anweshana21ସାର୍ ମୋ ଝିଅ navodaya entrance ପରୀକ୍ଷା ରେ ଉନ୍ନୀତ ହେଇଛି କିନ୍ତୁ ଆମର ତାକୁ admission କରିବାକୁ ସେଠାରେ ଇଚ୍ଛା ହେଉ ନାହିଁ ତେବେ ଯଦି ମୋ ଝିଅ ସେଠାରେ ନ ପଢେ ତେବେ ସେ navodaya ପାଇଛି ବୋଲି କିଛି certificate ମିଳିବ କି କିଛି scholarship ପଇସା ମିଳିବ କି ଟିକେ କୁହନ୍ତୁ ଦୟାକରି 🙏

    • @RINKUCREATION7
      @RINKUCREATION7 6 місяців тому

      Kuhantu please sir

  • @Rajanibuda
    @Rajanibuda 7 місяців тому

    Mu favourite school in OAV school . Thanks for saying good about this OAV school . I study in OAV school.😊😊😊😊😊😊😊😊😊😊

  • @debendralifevlog8460
    @debendralifevlog8460 6 місяців тому +1

    Sir ଏକଲବାୟ school re kon kon facility hebo

    • @anweshana21
      @anweshana21  6 місяців тому

      Govt rahiba khaiba subu provide karuchi

  • @usharanipradhan8452
    @usharanipradhan8452 8 місяців тому +1

    Bahut badhi paramarsha.

    • @anweshana21
      @anweshana21  8 місяців тому

      Thank you for your appreciation

  • @manojkudada4486
    @manojkudada4486 6 місяців тому +1

    Adersh and novodoy school permanent stop korajiba darkar odisha re

  • @L12S7
    @L12S7 7 місяців тому +1

    OAV au Navodaya bhitare bachhibaar achhi ta
    2 ta point upre dhyana debe.
    01. Nija zillara Navodaya au OAV ra last year 10th au 12th ra result tike analysis karantu. Jauthi result best sethidebe.
    Apananka pua/jhia padhare excellent ta jeu school ru topper thiba sethi debe. Jadi mediocre ta jau school ra performance bhala sethi diantu.
    2. Jadi apananka pua/jhia nija ichhare padhe ta hele JNV re diantu na hele diantu nahi.

  • @arjunam8552
    @arjunam8552 7 місяців тому +1

    Pilanku pratamru adarsa& novoday nethile bhala thanta .kintu pilata pratamaru sarakari school ru adarsa& novoday join heuchanti .ta moro kahibanusare pratamaru setare join karao

    • @anweshana21
      @anweshana21  7 місяців тому +1

      ପ୍ରଥମରୁ ପଞ୍ଚମ ମାତୃଭାଷା ରେ ପଢିଲେ ପିଲାର ସର୍ବାଙ୍ଗୀନ ବିକାଶ ହୋଇଥାଏ

  • @BharatRana-p1r
    @BharatRana-p1r 7 місяців тому +1

    Sc, st, MLA କୋଟା ଉଠା ଯାଉ

    • @anweshana21
      @anweshana21  7 місяців тому

      ସମ୍ଭବ ନୁହେଁ,

    • @saktisekharjena4410
      @saktisekharjena4410 6 місяців тому +1

      ଭାଇ ସତ କଥା କହିଲ 7/22 ରଖିଥିବା ପିଲା ଏଥର selection ହୋଇଛନ୍ତି, କିନ୍ତୁ 45 ରଖିଥିବା ପିଲା waiting ରେ 😰

    • @anweshana21
      @anweshana21  6 місяців тому

      ହେଇଥାଇପାରେ, କିନ୍ତୁ ସରକାରଙ୍କ ନିଷ୍ପତ୍ତି ଆମେ ମାନିବାକୁ ବାଧ୍ୟ

  • @kabitakabi-mw4iw
    @kabitakabi-mw4iw 7 місяців тому +2

    Goment school

  • @mr.kaalicharandas3312
    @mr.kaalicharandas3312 7 місяців тому +1

    କେଉଁ ସ୍କୁଲ ରେ କେତେ ଟଙ୍କା ଖର୍ଚ୍ଚ ହେଉଛି ପଢେଇବାକୁ ସାର୍ କୁହନ୍ତୁ

    • @anweshana21
      @anweshana21  7 місяців тому

      Free..... Sabu school re