NIKON CAMERA Showroom & Repairs Raipur

Поділитися
Вставка
  • Опубліковано 16 жов 2024
  • ସମ୍ବଲପୁରୀ ଭାଷା ରେ vloging କର୍ବାର୍ ଟା ବହୁତ ମଜ଼ା ଲାଗସି।ଆପଣ ମାନଂକୁ ଯଦି ମୋର ଭିଡ଼ିଓ ମାନେ ଭଲ ଲାଗ ବା ବେଳେ ମୋର ଚେନାଲ୍ କୁ subscribe କରି ଦେବେ।ଆଉ shere ଭି କରି ଦେବେ।ନିଜର ସାଙ୍ଗ ମାନଂକୁ ଭି କହେବେ ଦେଖବାର ଲାଗି।
    ମୁଇ ପହେଲା ଆମର ଓଡିଶା ର ସବୁ ତୀର୍ଥ ଜାଗା ଆଉ picnic spot ମାନଂକୁ ଦେଖାମି।ତା ପରେ ଓଡିଶା ବାହାର କେ ଜିମି ଆଉ ବହୁତ ସୁନ୍ଦର ସୁନ୍ଦର ଜାଗା ମାନଂକୁ ଆପଣ ମାନଂକୁ ଦେଖାମି।
    ଆପଣ ମାନଂକୁ request ଅଛେ ଯେ ପ୍ଲିଜ ଆପଣ ମାନକର୍ ସାଙ୍ଗ ମାନଂକୁ ଭିଡ଼ିଓ ଟା share କରବେ।
    ବହୁତ ମେହେନତ୍ କରି କରି ମୁଇ katabanji ରୁ ବାହାର କେ ଯାଇ କରି ଭିଡ଼ିଓ ମାନେ shooting କର୍ଷି ଆଉ editing କରି କରି ମେହେନତ୍ କର୍ଷି ଆଉ ବହୁତ ମେହେନତ୍ କରଲା ପରେ ଗୁଟେ ଭିଡ଼ିଓ ବନସି ।ମୋର ମେହେନତ୍ ର ଫଳ ମିଳୁ ।ଆପଣ ମାନଂକର ଅସିର୍ବାଦ୍ ଆଉ bhagbaan କର ଅସିର୍ବାଦ୍ ରୁ ଏନ୍ତା ଏଖା ମେହେନତ୍ କର୍ମୀ ଆଉ ଆଗ କୁ ବଢୁ ଥିମି।
    _______________________________________________
    ------------------------------------------------------------------------------
    ଜୁହାର🙏🙏ଜୟ୍ ମା ସମଲେଇ।।।ଜୟ ଶ୍ରୀ କ୍ରିଷ୍ଣା।।।
    ଆପଣ ମାନେ ସଭେ ଭଲ ସେ ଥିବେ ।।।
    #camera #sambalpurivlog #kalyanbabuvlog
    #raipur #nikon
    ꜰᴏʟʟᴏᴡ ᴍᴇ ᴏɴ...
    INSTAGRAM--
    www.instagram....
    FACEBOOK--
    www.facebook.c...
    RAIPUR VLOG 1 video👉👉 • Raipur Vlog-1| D-Mart ...
    RAIPUR VLOG 2 video 👉👉👉 • RAIPUR VLOG 2 ||ରାଇପୁର...
    #nikon #raipur #sambalpurivlog #kalyanbabuvlog #newsambalpuri #newodia #city #kalyanvolg #camerarepair #camera #new_sambalpuri_vlogs
    #new_sambalpuri_video
    #kalyan_babu_vlogs
    #sambalpuri_video
    #viral_sambalpuri_video
    #viral_sambalpuri_vlogs

КОМЕНТАРІ • 35