ବିଜେଡି ପାଇଁ କଲେଜ ବନ୍ଦ କରି ଆସିଲେ ଆରଡି ପିଲା | College Students Join BJD’s Protest Against Price Hike

Поділитися
Вставка
  • Опубліковано 6 січ 2025

КОМЕНТАРІ • 629

  • @PratapMangaraj-l8y
    @PratapMangaraj-l8y День тому +158

    ଯାହା ହେଉ ପିଲାଙ୍କ ଗୁପଚୁପ୍ ଖର୍ଚ୍ଚ ଉଠିଯିବ 😊😊😊

  • @babulbeura6118
    @babulbeura6118 День тому +141

    ଶଳା ଆଉ ବିଜେଡି ରେ କର୍ମୀ କେହି ନାହାନ୍ତି ଶେଷରେ କଲେଜ ଛୁଆ ଙ୍କୁ ଆଣୁଛନ୍ତି.

    • @siteshnayak8604
      @siteshnayak8604 День тому +6

      Clg chhuaa nka ghare v jinisha re rate sabu badhichi kichhi andhabhakta nka ghare hin rate badhini 😂😂

    • @babulbeura6118
      @babulbeura6118 День тому

      @siteshnayak8604 ହଇରେ ଶଳା 25ବର୍ଷ ଓଡିଶାକୁ ଗାଣ୍ଡିମାରିଲ. ସେତେବେଳେ ଜମା ରେଟ କିଛି ବଢ଼ି ନଥିଲା ଏବେ ବଢିଗଲା.

    • @babulbeura6118
      @babulbeura6118 День тому

      @siteshnayak8604 ପେଳ ଚଟା ଯଦି ପାରୁଛ ପାଣ୍ଡିଆକୁ ନବୀନା ପାଖରୁ ବିଦା କର ନହେଲେ ଦଳ ସରକାର ରୁ ଯାଇଛି ଆଉ କିଛି ଦିନ ଟୋଟାଲ ଦଳ ସଫା ହେଇଯିବ ଓଡିଶା ରୁ. ପାଣ୍ଡିଆ ତା ନିଜ ପାଇଁ ଦଳ କୁ ବିଜେପି ପାଖରେ ବନ୍ଧା pakeideichi

    • @Laxmidhar-
      @Laxmidhar- День тому +2

      😅😅😅

    • @chittaranjanojha9439
      @chittaranjanojha9439 День тому

      ​@@siteshnayak8604ଧନ୍ୟ ରେ କି ଜ୍ଞାନ ଏମିତି କରିକି ତ ମୂଳରୁ ଗଲେ ଆଉ ଅଛି ଯେ ଖାଇବ ବିଜେଡି ସରକାର ଥିଲାବେଳେ ଏମିତି ନିରୀହ କଲେଜ ପିଲାଙ୍କୁ ବେବହାର କରୁଥିଲେ ଛି ଶଳା ବିଜେଡି ଦଳ

  • @kumaramitmohanty96
    @kumaramitmohanty96 День тому +15

    କାର୍ଯ୍ୟାନୁଷ୍ଠାନ କରାଯାଉ ସେ କଲେଜ୍ ପ୍ରଶାସନ ଉପରେ

  • @bgr6730
    @bgr6730 День тому +30

    ଯେତେ ସରକାରୀ ଅଫିସର ଓ କର୍ମଚାରୀ ଅଛନ୍ତି ସମସ୍ତେ ଏବେ ଭି BJD ପାଇଁ କାମ କରୁଛନ୍ତି ତେଣୁ ମାର୍ଚ୍ଚ ମାସ ରେ ସମସ୍ତଙ୍କୁ ଟ୍ରଂସ୍ଫର୍ କରି ସୁଶାସନ ସରକାର କାମ କରନ୍ତୁ।

  • @himanshu6102
    @himanshu6102 День тому +25

    ଏମାନଙ୍କ ପାଇଁ କାହିଁ college ଖୋଲିଚ,
    College ବନ୍ଦ କରିଦିଏ ଆଉ ନବୀନ ବାବୁ ଯୋଉ mission shakti ଖୋଲି ଥିଲେ ସେଠି ଏମାନଙ୍କୁ ମିସେଇଦିଅ

  • @mrutyunjaymahalik3821
    @mrutyunjaymahalik3821 День тому +50

    ଆଜିର ନୂଆ ଚିନ୍ତା ଧାରା 500.00 ଟଙ୍କାରେ ବିକି ଦେଲେ ନିଜରପାଠ ପଡ଼ା ବିଜେଡି କୁ ଲଜ୍ଜ୍ୟା ନାହିଁ

    • @Munakhilara
      @Munakhilara 10 годин тому

      Chaliba jouthi media bala dalal heiparuchanti aame Kain nuha...

  • @AnilSingh-ho5lb
    @AnilSingh-ho5lb День тому +89

    ଲାଜ ଲାଗିବା କଥା ପିଲାଙ୍କ ଭବିଷ୍ୟତ ଖରାପ କରୁଛି ବିଜୁ ଜନତା ଦଳ

    • @ODISHABHAI-eq8jq
      @ODISHABHAI-eq8jq День тому

      କାଇଁ ତୁ ଆସୁନୁ ଉଜ୍ଜଳ କରିବୁ, ତୋ ଠିକଣା ଟ ନାହିଁ

    • @BikramkishoreSamantasinghar
      @BikramkishoreSamantasinghar День тому +4

      Absolutely right 👍 thank you

  • @surendranathgiri6971
    @surendranathgiri6971 День тому +26

    ବିନାଶ କାଳେ ବିପରୀତ ବୁଦ୍ଧି।

  • @Jagat_Sahoo1
    @Jagat_Sahoo1 День тому +39

    +3 ର ସେଇ ଦିଦି ମାନଙ୍କୁ jaldi ବହିଷ୍କାର କରା ଯାଉ ସେଇଟା college ନା ରାଜନୈତିକ ଅନୁଷ୍ଠାନ,, ଯଦି bjd ପ୍ରତି+3 ଦିଦି ମାନଙ୍କର ଏତେ ଦରଜ ତାହାଲେ bjd college ରେ lectureship କରନ୍ତୁ

  • @ajayakumarbehera179
    @ajayakumarbehera179 День тому +34

    ପ୍ରଥେମେ କଥା କହିବା ଶିଖ, ତା ପରେ Rally kariba

  • @samarendramohanty5973
    @samarendramohanty5973 День тому +12

    ବିଜେଡି ରାଜନୀତି ର ପଶାପାଲିରେ ପିଲାମାନେ ଫଶି ଗଲେ ବୟସ ହୋଇନି ଦୟାକରି ସରକାର rd କଲେଜ ର +3ଦିଦି ଙ୍କୁ ଆପଣ ଟିକେ ପାଠ ପଢାନ୍ତୁ ଆଉ ଦିଦି ଙ୍କ ଦରମା ସବୁ ଦିନ ପାଇଁ ବନ୍ଦ କରିଦିଅନ୍ତୁ ଜୟ ଜଗନ୍ନାଥ

  • @asutoshbiswal7173
    @asutoshbiswal7173 День тому +36

    ବିଜେଡି ଦଳ ସରକାରରେ ଥିଲା ବେଳେ ପିଲା ଙ୍କ ପାଠପଢ଼ା ଶେଷ କରିଥିଲେ ନାଚ ଗୀତରେ ଜୀବନ ମାଟି କରିଦେଇଥିଲେ

  • @BanditaPatra-m9v
    @BanditaPatra-m9v День тому +92

    ମୋହନ୍ ସରକାର୍ ବିଜେଡି ଆଉ RD କଲେଜ ଶିକ୍ଷକ ନାମରେ କେସ କରନ୍ତୁ ରାଜ ନୀତିରେ ପିଲାଙ୍କୁ ଆଣିବା ଭୁଲ

    • @sandeepsamal9084
      @sandeepsamal9084 День тому +7

      କାହିଁ ଯେତେ ବେଳେ ବିଜେପି ବାଲା କଲେଜ ରେ ଡେରା ପକେଇ ସଭ୍ୟ ସଂଗ୍ରହ କରୁ ଥିଲେ ତମେ କୋଉଠି ଶୋଇଥିଲ 😂

    • @diptiskumarbal3778
      @diptiskumarbal3778 День тому

      Govt kahara . Agogya govt

    • @diptiskumarbal3778
      @diptiskumarbal3778 День тому +1

      Magia subhadra tanka aji parjanta miluni kahi paruna

    • @ashishkumarmaharana143
      @ashishkumarmaharana143 День тому

      ​@@diptiskumarbal3778BJP ku vote deithilu ki je milibo tate😂😂

    • @SibaRamreddy-x455s
      @SibaRamreddy-x455s День тому

      @@BanditaPatra-m9v ମାଆ ବିଆ ମିଛୁଆ ଶଳେ

  • @Tiku-r9j
    @Tiku-r9j День тому +72

    ହେ ପ୍ରଭୁ ମୋ jhea କୁ ପାଠ ପଢିବାକୁ ଛାଡ଼ିଥିଲି କଣ rally ରେ ଗଲାଣି ସେ 19 ବର୍ଷ ଭି ହେଇନି....
    ଆରେ ନବିନା ଆମ ର ନିଃଶ୍ୱାସ ପଡ଼ିବ ରେ ସରକାର ଥିଲା ବଳେ ବର୍ବଡ କଲୁ ପିଲା ମାନଂକ ଜୀବନ ସରକାର ଗଲା ପରେ ଭି ଜୀବନ ବର୍ବଦ୍ କରୁଛୁ ଜା ତୋ ଦଳ ଧୂଳିସାତ ହେଇଯିବ......

    • @BikramkishoreSamantasinghar
      @BikramkishoreSamantasinghar День тому +3

      Rally patha padhuchhanti, 2029 general election re emane M.L. A. And M.P.re stand karibe , Jay Shree Jagannath 🙏🚩🚩🚩🙏🙏🙏🙏🙏🙏🙏🙏🙏🙏

    • @Anshtalks5
      @Anshtalks5 День тому +4

      MLA MP ହେବକି ବବି ଦାସ farmhouse କୁ ଯିବେ ସମୟ କହିବ 😂

  • @ManojSahoo-i5q
    @ManojSahoo-i5q День тому +43

    ଦିଦି ଫସିଗଲା

  • @samraytudu
    @samraytudu День тому +120

    ଏମାନେ କଲେଜ ପଢୁଆ, ବାପାମା ପଠେଇ ଛନ୍ତି ବିଜେଡି ରାଲି କୁ, କି ପାଠ ପଢିବେ ଏମାନେ, ଧନ୍ୟ ଧନ୍ୟ ରେ ରାଜନୀତି ଦଳ, ଧନ୍ୟ ଛାତ୍ର ଛାତ୍ରୀ, ଧନ୍ୟ ସେମାନଙ୍କ ପିତାମାତା, ଜୟ ହୋ ଓଡିଶା

    • @shrabansebak7593
      @shrabansebak7593 День тому +1

      Wow wow wow super sir 👍👍👍👍👍👍

    • @ODISHABHAI-eq8jq
      @ODISHABHAI-eq8jq День тому

      ତୋ ମୁଁହ ରେ ସେମାନେ ମୂତିବେ ରହ୍

    • @AnilSahu-m8y
      @AnilSahu-m8y День тому

      Lokamannka paen asichhanti andhabhakta manaku dekhajauni sabu rate kemiti hutu hutu hei badhuchi sabu chhatra mane strarike kariba karha

    • @BikramkishoreSamantasinghar
      @BikramkishoreSamantasinghar День тому +2

      Jay Shree Jagannath 🙏🚩🚩🚩🚩🚩🚩🚩🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

    • @Mental9-c7n
      @Mental9-c7n День тому

      ନାଇଁ ଛାତ୍ର କାଇଁ ଆସିବେ ବୁଢ଼ା ମାନେ ଆସିବେ ଠିକ ତମମାନଙ୍କ ଭଳି 🤣🤣🤣

  • @abhirambiswal4538
    @abhirambiswal4538 День тому +105

    ଶେଷରେ କଲେଜ ପିଲା ବି ବିଜେଡି ରାଲି ରେ ଆସିଛନ୍ତି, ଛି, ଥୁ, ଲଜ୍ୟା,

    • @SibaRamreddy-x455s
      @SibaRamreddy-x455s День тому +2

      ଆଗ ଆସୁ ନଥିଲେ କି

    • @PorsuramBhatra-pj3cp
      @PorsuramBhatra-pj3cp День тому

      ବାଳ ବ୍ଯାପାର କର ବହୁତ ଲାଭ ବାଳ ନିଉସ ଇଏ ପାଣ୍ଡୁ ର ଶଳା ମାଗଣା ଖିଆ ଓଡିଆ ସବୁ କଡିଆ ​@@SibaRamreddy-x455s

    • @Surajraj07519
      @Surajraj07519 День тому

      ଆଗରୁ ଟା ଆଖୀ ରେ କଦଳୀ ପଶିଥିଲା 😂

    • @PintuNaik-yh7gh
      @PintuNaik-yh7gh День тому

      କଉଠୁ ଆସିଛୁ କିଛି ନଜାଣି ଖାଲି ଛି ଥୁ କଲେ ହେବନି ମେଣ୍ଢା ଦଳ,ଯଦି ସେମାନେ 18ବର୍ଷରୁ ଉର୍ଦ୍ଧ ସେମାନଙ୍କ ଅଧିକାର ଅଛି ସେମାନେ ଯାଇପାରିବେ

    • @rebahk-2022
      @rebahk-2022 День тому

      @@PintuNaik-yh7gh ନିଜେ ତ ଭିଡିଓ ପୁରା ଦେଖିନୁ , ସେମାନେ ପରା + 2 ପିଲା ନିଜେ କହୁଛନ୍ତି ୧୬-୧୭ ବର୍ଷର ବୋଲି । ଯେଉଁମାନେ ସାବାଳକ, ସେମାନେ ନିଜ ଇଚ୍ଛାରେ ଆସିଥାନ୍ତେ , Lecture /Professor ମାନେ ତାଙ୍କୁ କାହିଁକି ଡାକି ଆଣୁଛନ୍ତି ।

  • @pradipray6127
    @pradipray6127 День тому +35

    ଇଏ କଲେଜକୁ ବଂଦ କରିଦିଅ

    • @BikramkishoreSamantasinghar
      @BikramkishoreSamantasinghar День тому

      Absolutely right 👍, thank you for recommending to close that University, Jay Jagannath 🙏🚩🚩🚩🙏🙏🙏🙏🙏🙏🙏🙏🙏🙏

    • @sumantabehera7642
      @sumantabehera7642 День тому

      ତୋ ବାପା କଲେଜ କି

  • @sarojkumarbehera8310
    @sarojkumarbehera8310 День тому +54

    ଥାଉ ଲୋ ମାଆ ଆଗ ପାଠ ପଢା ସାର ତାପରେ ରାଜନୀତି କରିବେ

    • @vaccinebhai9446
      @vaccinebhai9446 День тому +1

      Kai se vot dechati takar hak achi bahi

    • @Rojalin2_9994
      @Rojalin2_9994 День тому +3

      16 yr pila..tankara kn adhikara acchi..kahucha je..patha padhibe na rali re jibe... Dhanya kahiba tamaku sabu

    • @_mr___rajput
      @_mr___rajput День тому

      ​@@vaccinebhai9446kire magena khia clg time rally bapa maa pathei chhadi clg ky rajanitika dala pai rally pai wow

  • @bipinbiharisahoo3640
    @bipinbiharisahoo3640 День тому +43

    500 ନକେ ପାଇଛନ୍ତି

  • @Barge67shorts
    @Barge67shorts День тому +5

    ରାଜନୀତି ର କଲେଜ ପିଲା ଙ୍କୁ ବ୍ୟାନ୍ କରାଯାଉ

  • @jenabibhuti8179
    @jenabibhuti8179 День тому +7

    ପାଠ ପଢ ବେ , ରାଜନୀତି ବନ୍ଦ କର ।

  • @tapanbehera6774
    @tapanbehera6774 День тому +4

    ଛିଛି ପାଠ ସାଠ କିଛି ନାହିଁ ରାଜନୀରେ ଆଗ୍ରହ ଏ ବିଜେଡି ଶେଷରେ ଏମିତି କରୁଛି

  • @bnmcreations4670
    @bnmcreations4670 День тому +7

    ଏମିତି ସବୁ କରିକି BJD ଦଳଟାକୁ ବୁଡେଇଦେଲେ

  • @mangobindmohanta4504
    @mangobindmohanta4504 День тому +3

    ଧନ୍ୟ ତୁମର ରାଜନୀତି ଧନ୍ୟ ତୁମ ମା ବାପା

  • @sidhantasrikku1534
    @sidhantasrikku1534 День тому +4

    କେବଳ କିଛି ଖାଇଵା ଦେବା ଲୋଭରେ କଲେଜ ପିଲାମାନଙ୍କୁ ଉଷକା ଯାଉଛି , ମୁଁ ମଧ୍ୟ ରାଜଧାନୀ କଲେଜରୁ ଥରେ ଯାଇଥିଲି

  • @sanjaykumarkar6564
    @sanjaykumarkar6564 День тому +4

    ଯେଉଁ ଦଳ କଲେଜ ଇଲେକ୍ସନ ବନ୍ଧ କଲା ସେଇ ଦଳ ପାଇଁ ଏମାନେ କାମ କରୁ ଛନ୍ତି. ପିଲାଙ୍କର ବୁଦ୍ଧି ନାହିଁ ନା ନବୀନ ବାବୁଙ୍କ ହାତ ହଲା କୁ ଭଲ ପାଆନ୍ତି

  • @paramanandajena9280
    @paramanandajena9280 День тому +6

    ଏମାନଙ୍କୁ ଲାଜ ଲାଗିବା କଥା ଯେ ଏମାନେ କଲେଜରେ ପାଠ ପଢୁଥିବା ୧୬ବର୍ଷର ପିଲାଙ୍କୁ ବି ରାଲିକୁ ଡାକି ନେଇ ଆସୁଛନ୍ତି ଆଉ ତାଙ୍କ ଲେକ୍ଚର୍ ବି ପାଠ ପଢା ବନ୍ଦ କରି କହୁଛନ୍ତି ରାଲିରେ ଚାଲ ଧନ୍ୟ ତୁମ ଚିନ୍ତା ଧାରା

  • @maminasethy4322
    @maminasethy4322 День тому +4

    ବିଜେଡି ଦଳ କୁ ଲାଜ ଲାଗିବାକଥା କଲେଜ ପିଲାଙ୍କୁ ଆନ୍ଦାଳନ କୁ ଡାକି କି ଆଣିଛ

  • @dusmantanaik6907
    @dusmantanaik6907 День тому +8

    ଏମାନଙ୍କ ଲୋକ ଆଉ କେହି ନାହିଁ ସେଥି ପାଇଁ କଲେଜ ପିଲାକୁ ଆଣି ଛନ୍ତି 😂😂

  • @chaturbhujabag5095
    @chaturbhujabag5095 День тому +4

    ଲୋକ ପାଇ ଲେନି କଣା କରିବେ

  • @ramaojha1074
    @ramaojha1074 День тому +2

    ଏ ଘଟଣା ବଡ଼ ସାଂଘାତିକ, ତୁରନ୍ତ ସେ କଲେଜ କର୍ତୃପକ୍ଷ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହେବା ଦରକାର

  • @mr.bhabani05
    @mr.bhabani05 День тому +2

    ଏମାନେ ଶୁଭଦ୍ରା ଯୋଜନାର ପଇସା ପାଇନାହାନ୍ତି 😂

  • @tapaswinisahoo5837
    @tapaswinisahoo5837 День тому +4

    Pila Mane tume Mane nija bhabisyata sange khela na patha padhare mana dia. Odisha government a birudhare karjyanu stana jaldi naba darkar.jay Jagannath 🙏🙏🙏🙏

  • @chandrakantsethi789
    @chandrakantsethi789 День тому +9

    ସେ ଦିଦି କୁ ଆଗ ପଚାର ମୋହନ ସରକାର ସସପେଣ୍ଡ କର

  • @Suser-gv1cw9fe8v
    @Suser-gv1cw9fe8v День тому +3

    ବିପଦ କାଳରେ ବିପରୀତ ବୁଦ୍ଧି 😮😮ନେତା ଡେହିଁଲେ ଶଙ୍ଖ ରୁ ଫଦମକୁ RD ପିଲା ଫୁଂଖୀଲେ ପଙ୍କ ର ଶଙ୍ଖ କୁ 😢😢

  • @bideshiradhyradhyguruji6460
    @bideshiradhyradhyguruji6460 День тому +5

    ସବୁ ଛାତ୍ରଛାତ୍ରୀଙ୍କ ଜିବନଟା ବରବାଦ କରିଦେବେ ଏ ନେତା ମାନେ ବିଜେଡି ର

  • @santoshkumarsahoo8671
    @santoshkumarsahoo8671 День тому +3

    ଏମାନଙ୍କୁ କୁହାଯାଏ ଶିକ୍ଷିତ ମୂର୍ଖ

  • @skdcreation2839
    @skdcreation2839 День тому +20

    ତମେ ଯେତେ ଯାହା କଲେ ବି BJD ଆଉ ଆଗକୁ ଜିତି ପାରିବ ନାହିଁ 👍 ✅

  • @stuluachary
    @stuluachary 15 годин тому +1

    ବିଜେଡ଼ି ଡ଼ାଲମା ପିଲାମାନଙ୍କର ମହୁଲି ନିଶାରେ ମାତାଲ୍। ଧନ୍ୟବାଦ୍ ରେ ବିଜେଡ଼ିର ଡ଼ାଲମା ପିଲାମାନଙ୍କର ବାପାକୁ 😂😂😂

  • @sanjaykumardas334
    @sanjaykumardas334 День тому +3

    ମୋହନ ସରକାର କଲେଜ ପ୍ରିନ୍ସିପାଲ କୁ ଆରେଷ୍ଟ କରନ୍ତୁ କାରଣ ଛୋଟ ପିଲାମାନଙ୍କୁ ରାଜନୀତି ପାଇଁ କାହିଁକି ବେବହାର କରୁଛନ୍ତି

  • @rameshchandraroutray7307
    @rameshchandraroutray7307 День тому +7

    Action is required against the students early

  • @BalaramPradhan-wr4eu
    @BalaramPradhan-wr4eu День тому +7

    RDପିଲା ପାଠ ଯାଇଛ କି , ବିଜେଡି ନେତା ସହ ରାଜନୀତି ରାଲିକରିଯାଇଛ

  • @ChakaPodha
    @ChakaPodha День тому +3

    ଧନ୍ୟବାଦ ତମକୁ ଏଶଳା ବୀଜେଡି

  • @grdas5546
    @grdas5546 День тому +7

    sighara se college staff nku arrest karajau

  • @dusmantanayak9526
    @dusmantanayak9526 День тому +13

    ମାଡାମ ବୟସର ହିସାବ ମାଗୁଛନ୍ତି କି

  • @bhabanimohanta7752
    @bhabanimohanta7752 День тому +3

    Bapa ମାନଂକୁ ଏ ସବୁ video ଦେଖା ଯାଉ
    ଆଉ clg ru suspend karajau

  • @SibasaktiClub
    @SibasaktiClub День тому +3

    ଏହିଭଳ ସ୍କୁଲ ପିଲାଙ୍କୁ ନେଇ ରାଜନୀତି କର. ସେଇ ମାଡାମ କୁ ଧନ୍ୟ. 😂😂😂😂😂

  • @gyanaranjanbarik9982
    @gyanaranjanbarik9982 День тому +1

    ଯିଏ ଦୁଇ ଗୋଡ଼ରେ ଠିଆ ହୋଇପାରୁନି ଦୁଇପଦ ଓଡ଼ିଆ କହିପରୁନି ସେ ଓଡ଼ିଶା କଣ ଚଳେଇବ bjd ହଟଓ ଓଡ଼ିଶା ବଞ୍ଚାଅ

  • @manojparida2852
    @manojparida2852 День тому +12

    BJD Protests ଗୋଟେ ନାଟକ

  • @Singh77359
    @Singh77359 День тому +3

    ୨୫ ବର୍ଷରେ ତ କିଛି ଚାକିରି କଲେନି ତେଣୁ ୫୦୦ ଦେଲେ ବାହାରି ପଡୁଛନ୍ତି😂😂😂

  • @sankarhepruka8374
    @sankarhepruka8374 День тому +3

    କଲେଜ୍ ଛାଡ଼ ହ ରାଜନୀତି କର

  • @narayansahoo975
    @narayansahoo975 День тому +3

    ଓଡ଼ିଶା ପାଇଁ ଲଜ୍ୟା

  • @jogendraagrawal3148
    @jogendraagrawal3148 День тому +3

    ପିଲା ମାନେ rally ରେ ଆସି ଭୂଲ୍ କରିଛନ୍ତି,

  • @JAGABANDHUGOUDA-xv8nw
    @JAGABANDHUGOUDA-xv8nw День тому +36

    ବିଜେଡି କୁ ଲକ ନାହିଁ କଲେଜ ପିଲା କୁ ଅଣଛି

    • @AkshayakumarMohanty-h4p
      @AkshayakumarMohanty-h4p День тому +2

      Swadhinata purbaru swadhinata pare deshara Bahu andolanare chhatramane agrani bhumika neichhanti

    • @laxmidharhasda6209
      @laxmidharhasda6209 День тому +2

      ​@@AkshayakumarMohanty-h4pବର୍ତ୍ତମାନ କଣ ବ୍ରିଟିଶ ଅମଳ କିରେ?

    • @sandeepsamal9084
      @sandeepsamal9084 День тому

      ​@@AkshayakumarMohanty-h4pଆରେ ଭାଇ ABVP କଣ ତା ହେଲେ😂

    • @_mr___rajput
      @_mr___rajput День тому

      ​@@sandeepsamal9084Abvp konasi rajanitika dala pari rally kareni? kebala student nka prblm pai rally aji rally kn pai ?? Student nka prblmpai ?? Aji rally naveen ra rally au thare cm karibara ra rally pila nka munha ru sunila ki nanhi emiti ki pila nku 18 hoiki kn pai asichhanti jani nahanti clg mam & +3 pila dakile ta asichhanti eita hela ABVP AU BJD juba bahini bhiatare pharak

    • @sandeepsamal9084
      @sandeepsamal9084 День тому

      @@_mr___rajput Bhai kichi na jani gapile tanku murkha kuha jae au dayakari apana murkhami ra parichaya diantu nahi 😂 ABVP Rally re full politics thae students nka problem durara katha😂 Students mane kanhiki asibeni Nua sarker asiba pare Clg re admission fees thu nei Exam fees sabu jinisa bohut badhichi

  • @Bijaya-d8h
    @Bijaya-d8h День тому +11

    ନା ଲଜ୍ଜା ନା ସରମ ଛିଛି ୨୪ ବର୍ଷ ର ଦଲାଲ୍ ସରକାର ଙ୍କୁ ଆଉକେହି ମିଳିଲେନି ଯେ ସେସରେ ଏମାନଙ୍କୁ ଟଙ୍କା ଦେଇ ଭଡ଼ା ରେ ଆଣିଲେ ଏ ଝିଅ ମାନେ କହୁଛନ୍ତି ଆମକୁ ଡାକି କରି ଆଣିଛନ୍ତି ଆମେ ଜାଣି ନଥିଲୁ ଏଭଳି ରାଜନୀତିରେ ଆମକୁ ପ୍ରଚାର କରିବାକୁ ପଡିବ ଏତେ ତଳକୁ ଚାଲିଗଲେ ଏମାନେ ଧନ୍ଯ ରେ ଧନ୍ଯ ରାଜନୀତି

  • @bidyabhusanmohanty387
    @bidyabhusanmohanty387 День тому +1

    Very good 👍🎉

  • @bidyadharmarndi4582
    @bidyadharmarndi4582 День тому +4

    ଏମାନେ ହେଲେ ଦେଶ ର ଭବିଷ୍ୟତ 🥰

  • @amitbehera9201
    @amitbehera9201 День тому +1

    ଆର ପାଠ ପଢ ias os hua...+3 arts ra madam ଚାକିରି debe...ନଦେଲେ ବାହା ହେବେ ହେରି

  • @saktisethy9204
    @saktisethy9204 День тому +1

    😂😂😂😂😂😂 ଆଉ ଗୋଟେ କାମ କରୁନ , ବିଜେପି ବିଜେଡ଼ି କଂଗ୍ରେସ ନାଁ ରେ ବହି ଖୋଲ , ସେ ବହିକୁ ନେଇ ପାଠ ପଢା 😂😂😂😂😂

  • @adhuanchannel5947
    @adhuanchannel5947 День тому +5

    A college students mananku rustricate karajau.

  • @sukantadas2646
    @sukantadas2646 День тому +4

    ପାଠ ନ ପଢି ରାଜନୀତି କରନ୍ତୁ,

  • @KailashChoudhury-r4z
    @KailashChoudhury-r4z День тому +1

    ତୁମ ବିଜେଡି ନେତାଙ୍କୁ ଲଜ୍ଜ୍ୟା ଲାଗୁ ନାହିଁ,16 ବର୍ଷ ର ପିଲାଙ୍କୁ ଆଣି ରାଜନିତୀ କରୁଛ,

  • @DeathRider7396
    @DeathRider7396 День тому +8

    Patha Padha Bhauni mane Politics ru dureiruha 👍

  • @ashwiniballavgoswami163
    @ashwiniballavgoswami163 День тому +1

    ବେଲଜ୍ୟl ବିଜେଡି ଦଳ ଟିକେ ଲାଜ ଲାଗୁନି

  • @sarojkumarjena9052
    @sarojkumarjena9052 День тому +1

    R d collage re ଯେତେ teacher ଅଛନ୍ତି ସମସ୍ତ୍ନ ଙ୍କୁ dis mis କରାଯାଉ ଓଡିଶା ସରକାର ଙ୍କୁ ଓଡ଼ିଶା ବାସୀଙ୍କ ଅନୁରୋଧ

  • @debadhinaik4449
    @debadhinaik4449 14 годин тому +1

    Odisha I miss you nabian sir CM NO 1 bjd Jay Jagannath 🙏❤️❤️❤️❤️❤️❤️❤️❤️❤️

  • @chandrakantsethi789
    @chandrakantsethi789 День тому +3

    Ghodagehi ଦିଦୀ ମାନଙ୍କୁ ପଚରା ଯାଉ

  • @MrRanjankumarsahoo
    @MrRanjankumarsahoo День тому +8

    Education minister should take action against this college and teachers.

  • @MS-qi1tv
    @MS-qi1tv День тому

    Thik karicha...👍

  • @MadhabDurga7216
    @MadhabDurga7216 День тому +4

    ଦେଶର ଭାବିଷ୍ୟତ ବଢିଆ 🙏🙏🙏

  • @JayJagannath0307
    @JayJagannath0307 День тому +1

    Jay Naveen Pattanayak 🙏

  • @LaxmidharSamal-gt1pg
    @LaxmidharSamal-gt1pg День тому +1

    New CM see it Govt Employees work as BJD worker, transfer or out of service soon for better develop of Orissa state.

  • @ashoksi3231
    @ashoksi3231 День тому +1

    ଶଳେ bjd ବାଲା ଶେଷରେ କଲେଜ ପିଲାଙ୍କୁ ବି ରାଜନିତୀ ରେ ପୁରେଇ ଦେଲ ମରୁନ କିରେ ଛି ଛି ।

  • @ientertainm9236
    @ientertainm9236 День тому +1

    ଗୁପଚୁପ ଖର୍ଚ୍ଚ ଉଠିଲା 😂😂😂

  • @aswinipradhan2237
    @aswinipradhan2237 День тому +1

    କଣ ଏ ମୋହନ ସରକାର ନବିନ କୁ ପାନେ ଚଖେଇ ପାରୁନି କଣ ହେଲେ କରିବ ଏ ଶଳା ବିଜେପି ତ ବିଜେଡିତୁ ଭିତରେ ସାହାଯ୍ୟ କରୁଛି ଧନ୍ୟ ରେ କଣ ହେଲା ରାଜନୀତି

  • @pradeepkumarjena4162
    @pradeepkumarjena4162 День тому +1

    ପାଡିଆନନ ପଇସା ଦେଇଥିଲେ
    ରାଲି କୁ ଆସିବାପାଇଁ ପାଡିଆନନ
    ତୁମ କୁ ପାସ କରେ ଇ ଦେବ

  • @BajuramSamad-h5c
    @BajuramSamad-h5c День тому +1

    ନବୀନ ପାଇଁ 😂😂😂😂

  • @sekharonlineservice5178
    @sekharonlineservice5178 День тому +1

    ଲଯ୍ଯା , ଓଡିଶା ପାଇଁ

  • @BalaramPradhan-wr4eu
    @BalaramPradhan-wr4eu День тому +1

    ବିଜେଡି ର ନେତା ପାଗଳ ହେଲେଣୀ

  • @user-premanada
    @user-premanada 16 годин тому

    ବିଜେଡି ଏକ ନମ୍ବର ମୂର୍ଖ ଦଳ
    ଲୋକ ଅଭାବରୁ ସ୍କୁଲ କଲେଜ୍ ପିଲା ମାନଙ୍କୁ ନେଇ ରାଜନୀତି କରୁଛି ।।
    ପିଲା ମାନଙ୍କ ଭବିଷ୍ୟତ ଅନ୍ଧକାର କରି ଦେଉଛି ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ ।।

  • @NakulNayak-v6x
    @NakulNayak-v6x День тому

    ଜୟ ନବୀନ ବାବୁ ♥️♥️♥️

  • @beautyenhancebysimi6727
    @beautyenhancebysimi6727 День тому +1

    Good RD collage principal nko bharat ratna medal diajao.

  • @dolagobindaswain3091
    @dolagobindaswain3091 День тому +2

    It's the high educational for forget now this district in the level

  • @KrupasindhuSahoo-ks7oc
    @KrupasindhuSahoo-ks7oc День тому +2

    ଯେଉଁ କଲେଜ ପିଲା ମାନେ ରାଲି ରେ ଆସିଛନ୍ତି ସେଇ କଲେଜ୍ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ

  • @biki8757
    @biki8757 День тому +2

    Path sath au hauni, college re au kan Kariba.

  • @golmal420-l2v
    @golmal420-l2v 13 годин тому

    ସତ କହୁଚି ବିଜେଡି ମରେଇ ହେବ ନିଶ୍ଚିତ

  • @skmblog3954
    @skmblog3954 День тому +2

    Education first madam.

  • @kalingaveera3424
    @kalingaveera3424 День тому +3

    Jau teacher emanku aanichhanti semanka upare action niaa jau

  • @gajendramajhi3718
    @gajendramajhi3718 День тому

    ବହୁତ ଭଲ ଆଗକୁ ଆହୁରି ମାଡ଼ି ଚାଲ

  • @manojsethy3939
    @manojsethy3939 День тому +3

    Good very good

  • @tunagmvlogs
    @tunagmvlogs 18 годин тому

    +3 ର medam କୁ ଜେରା କରାଯାଉ... College ଯାଇ ରାଲିକୁ ଯାଉଛନ୍ତି

  • @KulamaniDharua-k7e
    @KulamaniDharua-k7e 18 годин тому

    college ପିଲାଙ୍କୁ ଢାଳ କରି ବର୍ବାଦ କରୁଛି BJD

  • @THE.RSS_BOY
    @THE.RSS_BOY День тому +1

    ମୁଁ ଥରେ +୨ରେ ବିସିଜେଡି ତରଫରୁ ଯାଇଥିଲି ସେତିବେଳେ ୫ଟ. ବିସ୍କୁଟ୍ ଆଉ ୧୦ଟ. ପାଣି ବୋତଲ ଦେଇଥିଲେ 😅

    • @_mr___rajput
      @_mr___rajput День тому +1

      😂😂 rt then buju juba bahini

  • @PrahaladKadraka-l6o
    @PrahaladKadraka-l6o 16 годин тому

    ଲାଜ ନାହିଁ କଲେଜ ଝିଅ ମାନଙ୍କୁ ଛି ଛି ଏତେ ମୁର୍କ କେବେ ଜାଣିବେ

  • @PrakashKumar-sp2tq
    @PrakashKumar-sp2tq День тому

    ଜୟଜଗନ୍ନାଥ

  • @kunmun9983
    @kunmun9983 День тому +4

    0:25 0:26 0:26 oyo banned krila pare
    Abey amane rally join karile😅😅
    Bjp sarkar college election hau😅😅

  • @manojrout3216
    @manojrout3216 День тому +3

    Exam pain emenku pura ban Kara jou jou clg pila konsanto party jatra karibe na padhibaku jaichhanti

  • @makarsenapati1213
    @makarsenapati1213 16 годин тому

    ଯେତେବେଳେ ମୋଦି ଆସିଲା ଓଡ଼ିଶା ହାପ୍ ଡେ ସବୁ ଛୁଟି ହୋଇଗଲା ଯଥା କଲେଜ୍ ସ୍କୁଲ ଓ ସରକାରୀ ଅଫିସ୍ ସେତେବେଳେ ବି କଲେଜ୍ ପିଲା ଯାଇଥିଲେ

  • @sujaysabar922
    @sujaysabar922 11 годин тому

    ଲାଜ ଲାଗିବ କଥା ଏଇ ଛାତ୍ରୀ ମାନଙ୍କୁ