Sir ଦୟାକରି opsc re assistant professor post pain written test karantu., apanamanak pari ଶିକ୍ଷକ ଚାହିଁଲେ ବହୁତ କିଛି ପରିବର୍ତନ ଆସି ପାରିବ ଶିକ୍ଷକତା ପରୀକ୍ଷା ରେ
Can you suggest me a book on the History and evolution of Odia language and alphabets? It should be available online which I can access, or send me kindly the PDF Copy. Thank you.
Sir 🙏 mora pg ra 1st sem re 55% ru kam achhi but total au 3 ta semester re 75% achhi ta mu ugc net pain eligible hebi i mean ugc net pain per semester re 55% darkar na total course re 55% darkar please kuhantu 🙏
ଆପଣଙ୍କ ପରି ଜଣେ ମହାନ୍ ଗୁରୁଙ୍କୁ ପାଇ ଆମେ ଗର୍ବିତ🙏
ଓଡ଼ିଆ ସାହିତ୍ୟ ଜଗତକୁ ଆପଣଙ୍କର ଅବଦାନ ପାଇଁ ଅଶେଷ ଅଶେଷ ସାଧୁବାଦ ଓ ଅଭିନନ୍ଦନ ସାର୍। ପ୍ରଣାମ । 💐💐🙏🙏
ପ୍ରଣାମ ସାର୍ 🙏 ଓଡିଆ ସାହିତ୍ୟକୁ ଆପଣଙ୍କ ଦାନ ଅତୁଳନୀୟ 🙏🙏👍👍
ଭୂମିଷ୍ଠ ପ୍ରଣାମ sir ଆପଣ ଙ୍କୁ ସାକ୍ଷାତ କରି ଅତ୍ୟନ୍ତ ଭଲ ଲାଗିଲା
ଓଡ଼ିଆ ସାହିତ୍ୟକୁ ଆପଣଙ୍କର ଅବଦାନ ଅତୁଳନୀୟ ।❤❤❤
ପ୍ରଣାମ ସାର୍ 🙏
ଆପଣଙ୍କୁ ଗୁରୁ ଭାବରେ ପାଇ ଆମେ ନିଜକୁ ଧନ୍ୟ ମନେ କରୁଛୁ ଓ ଗର୍ବ ଅନୁଭବ କରୁଛୁ 🙏💐
ପ୍ରଣାମ 🙏 ସାର୍ 😊😊 ଆପଣଙ୍କ ଆର୍ଶୀବାଦ ସେମିତି ଆମ ଉପରେ ରହୁ😊 ଆପଣଙ୍କୁ ଗୁରୁ ରୂପେ ପାଇ ଆମ୍ଭେମାନେ ଧନ୍ୟ ମନେ କରୁଛୁ 🙏🙏🙂
ପ୍ରଣାମ ସାର୍ ମୁଁ ସବୁବେଳେ ଆପଣଙ୍କ ସହିତ ଯୋଡି ହୋଇ ହେବାରୁ ଖୁସି ଲାଗିଲା 😊
Namaskar sir 🙏
apanakara safhalata suni..bahut volo lagila..
Alochona ehibhali agaku jari rakhantu..ame..suniba apekhya re rahichhu...🙏
ଜୟ ଶ୍ରୀ ଜଗନ୍ନାଥ 🙏
ଧନ୍ୟବାଦ 😊
ଆପଣଙ୍କ ଏ ବିଷୟ ଆମକୁ ପ୍ରେରଣା ଦେବ।
ଆପଣ ସତରେ ଆମ ପାଇଁ ପ୍ରେରଣାଦାତା ଅଟନ୍ତି...🙏🏻🙏🏻🙏🏻
ଓଡ଼ିଆ ଭାଷା ରେ ଆପଣ ଜଣେ ଅତନ୍ଦ୍ର ସାଧକ 🌹🌹🌹
Sir ଦୟାକରି ଆପଣଙ୍କ phone number ଟା ମିଳିଲେ ମୁଁ ବହୁତ ଖୁସି ହେବି... 🙏🏻🙏🏻🙏🏻
ଭୂମିଷ୍ଠ ପ୍ରଣାମ🎉🙏🎉
sir pranam 🙏🏻
this is Sangita Sahoo from Cuttack ....
ପ୍ରଣାମ 🙏🏻ସାର, ଆପଣଂକ ଆଶୀର୍ବାଦ ରହିଲେ ଆମେ ମଧ୍ୟ ଆପଣଙ୍କ ପଥର ଅନୁଗାମୀ ହୋଇ ପାରିବୁ ବୋଲି ମୋର ଦୃଢ଼ ଆଶା ଓ ବିଶ୍ୱାସ 🙏🏻
My favorite sir 🙏
Sir ଦୟାକରି opsc re assistant professor post pain written test karantu., apanamanak pari ଶିକ୍ଷକ ଚାହିଁଲେ ବହୁତ କିଛି ପରିବର୍ତନ ଆସି ପାରିବ ଶିକ୍ଷକତା ପରୀକ୍ଷା ରେ
Sir Jrf complete pare phd interview ba lecture pain interview odia subject upare gote total video karantyu 🙏
ପ୍ରଣାମ sir 🙏
ଭଗବାନ ଆପଣକୁ ଭଲରେ ରଖନ୍ତୁ
ଧନ୍ୟବାଦ ସାର୍ 🙏
Pranam sir 🙏🏻🙏🏻
ଭୂମିଷ୍ଠ ପ୍ରଣାମ ସାର
ପ୍ରଣାମ ସାର୍🙏
Can you suggest me a book on the History and evolution of Odia language and alphabets? It should be available online which I can access, or send me kindly the PDF Copy. Thank you.
ଧନ୍ୟବାଦ୍ sir 🙏
❤❤❤❤❤❤
ସାର୍ 🙏
ଏଥର odia SSB ବାହାରିବ କି?
Sir 🙏 mora pg ra 1st sem re 55% ru kam achhi but total au 3 ta semester re 75% achhi ta mu ugc net pain eligible hebi i mean ugc net pain per semester re 55% darkar na total course re 55% darkar please kuhantu 🙏
Total 55%
Sir.apana ocs odia literature optional pain padhauchnti ki ocs aspirants nku
Na
Sir ssb lecture pai cls karantu. Ssb lecture aasibara achi
🙏Sir fm University re hostel ta ଆସିନାହିଁ।class kemiti karibu🙏
ପ୍ରାଣମ ସାର୍ ,ଫକୀରମୋହନ ବିଶ୍ୱବିଦ୍ୟାଳୟରେ Ph.D ପାଇଁ କେବେ ଠାରୁ Form apply ହୁଏ ଦୟାକରି କୁହନ୍ତୁ।କାହିଁକିନା ମୋର ଆପଣଙ୍କ ପାଖରେ ପଢିବା ପାଇଁ ବହୁତ ଇଛା ମୋର ବି ଏଇଥର NET/JRF ହୋଇଯାଇଛି ।
August/ September
@@DrDebashisPatra Thank you sir
Sir opsc CSE odia literature ପଢ଼ାଉଛନ୍ତି କି?sir opse ରେ ଓଡ଼ିଆ literature optional ରଖିଲେ ଭଲ score ହେଇପାରେ କି????
ଓଡ଼ିଆ ସାହିତ୍ୟକୁ ଆପଣଙ୍କର ଅବଦାନ ଅତୁଳନୀୟ ।❤❤❤
ପ୍ରଣାମ ସାର୍ 🙏🙏
ପ୍ରଣାମ ସାର୍ 🙏