ଭଗବାନ ମନକଥା ସବୁ ଜାଣନ୍ତି | ସାଧୁବାଣୀର ସୁନ୍ଦର କଥାଟିଏ | Prabachana Sadhubani

Поділитися
Вставка
  • Опубліковано 19 вер 2024
  • ଭଗବାନ ମନକଥା ସବୁ ଜାଣନ୍ତି | ସାଧୁବାଣୀର ସୁନ୍ଦର କଥାଟିଏ | Prabachana Sadhubani
    Your Search :
    ********/////*
    ଭଗବାନ ଅନ୍ତର୍ଯ୍ୟାମୀ, ତାଙ୍କୁ କୌଣସି କଥା ଅଛପା ରହେ ନାହିଁ। କିନ୍ତୁ ତାଙ୍କର ସାନିଧ୍ୟ ପାଇବାକୁ ହେଲେ ନିଜକୁ ତାଙ୍କ ପାଖରେ ସମର୍ପଣ କରି ଦେଖନ୍ତୁ ଭଗବାନ କିପରି ଆପଣଙ୍କ ସମସ୍ତ ସମସ୍ୟା ହରୁଛନ୍ତି.
    ଉକ୍ତ ଭିଡିଓଟିରେ ପଣ୍ଡିତ ଜିତୁ ଦାସ ସାମାନ୍ୟ ମାଲୁଣୀଟା ନିଜର ଭକ୍ତି ଓ ନିଷ୍ଠା ବଳରେ ଶ୍ରୀ କୃଷ୍ଣଙ୍କୁ ଦର୍ଶନ କରିଥିଲା ଏବଂ ନିଜ କୋଳରେ ବସାଇ ନିଜ ହାତରେ ଫଳ ଖୁଆଇ ଦେଇଥିଲା ସେହି ବିଷୟରେ ବର୍ଣ୍ଣନା କରିଛନ୍ତି.
    ଆମେ କିଛି ଭିନ୍ନ ଶୈଳୀରେ ଆପଣମାନଙ୍କ ପାଇଁ ଉପସ୍ଥାପନ କରିଅଛୁ, ଆଶା କରୁ ଏହା ଆପଣମାନଙ୍କୁ ଭଲ ଲାଗିବ.
    ଭିଡିଓଟି ଭଲ ଲାଗିଥିଲେ Like, Share ଏବଂ Subscribe କରିବାକୁ ଜମାରୁ ଭୁଲିବେ ନାହିଁ।
    A Devotional Story By Pandit Jitu Das
    #odiaprabachana #sadhubaniprabachan #bayagita #odiaprabachan #puranakatha #jitudashprabachana #jitudassadhubani #sukhibhabantu #odiapuranakatha
    Thank you For Watching Video 👍👍👍 For Watching More Please Subscribe Our Channel : / @sukhibhabantu

КОМЕНТАРІ • 1