ବିଜେଡି ପାଇଁ ଓଡ଼ିଶା ବରବାଦ ! ନବୀନ ଥିଲେ ବିକାଶ ହେବନି ! || Narendra Modi || Angul || Argus Digital

Поділитися
Вставка
  • Опубліковано 19 тра 2024
  • ବିଜେଡି ପାଇଁ ବରବାଦ ହେଲାଣି ଓଡ଼ିଶା । ଏ ସରକାର ଥିଲେ ରାଜ୍ୟର ବିକାଶ ଅସମ୍ଭବ ...ନବୀନଙ୍କୁ ନିଶାନା କରି ବର୍ଷିଲେ ମୋଦି !
    #pmmodiinangul #angul #ArgusDigital
    Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argustvdigital
    UA-cam- / @argusdigital.official
    Instagram: / argustvdigital

КОМЕНТАРІ • 273

  • @user-ir1dh1ts6v
    @user-ir1dh1ts6v 29 днів тому +7

    ❤❤❤❤❤❤❤❤. Bjp. Bjp. ❤❤❤❤. Bjp

  • @DebasmitaNayak-wv6wy
    @DebasmitaNayak-wv6wy 29 днів тому +3

    ନ ମୋଦି ଭଲ ନା ନବୀନ ଭଲ କେହି ଭଲ ନୁହ କାହା ସାପୋର୍ଟ ନବା ଠିକ୍ ନିଜ

  • @user-ir1dh1ts6v
    @user-ir1dh1ts6v 29 днів тому +5

    Modig. ❤❤❤❤❤❤. Bjp

  • @prasantakumaracharya7979
    @prasantakumaracharya7979 29 днів тому +2

    100% ଠିକ୍

  • @pallabi0749
    @pallabi0749 29 днів тому +5

    BJP ✌️

  • @AjayaMallik-uf2yb
    @AjayaMallik-uf2yb 29 днів тому +3

    Modi BJP RSS ❤❤❤

  • @brundabansahoo3153
    @brundabansahoo3153 29 днів тому +1

    BJD HATAO BJD BJD HATAO

  • @srustidhardey5817
    @srustidhardey5817 29 днів тому +20

    BJD hatau odisha ru ❤❤❤❤❤❤ only BJP win କରିବ ଓଡ଼ିଶା ରେ ସରକାର ହେବ ଏଥିରେ ସନ୍ଦେହ ନାହିଁ 🎉🎉🎉🎉🎉🎉🎉 only BJP win

  • @prasanarana5297
    @prasanarana5297 29 днів тому +16

    BJP BJP BJP BJP BJP BJP BJP

  • @jaganathgagaray2907
    @jaganathgagaray2907 29 днів тому

    Right 👍

  • @abhidas8340
    @abhidas8340 29 днів тому +10

    Right

  • @ritikkumarsahoo4510
    @ritikkumarsahoo4510 28 днів тому

    Thanks to the significant strides taken by Naveen Babu, women in the state have experienced empowerment.

  • @user-ir1dh1ts6v
    @user-ir1dh1ts6v 29 днів тому +3

    Ja. Modig. Ja. Bjp. Ja. Bjp

  • @Rohit-xc9eb
    @Rohit-xc9eb 28 днів тому

    His initiatives for women's empowerment are praiseworthy.

  • @akshaykumarbehera8536
    @akshaykumarbehera8536 28 днів тому

    100% right

  • @rinkimahapatra7144
    @rinkimahapatra7144 29 днів тому

    ଦୁଃଖୀ ଦରିଦ୍ର, ମହିଳା, ବୃଦ୍ଧ ଏବଂ ସମସ୍ତ ଓଡ଼ିଆଙ୍କର ସାହସ ନବୀନ ସରକାର।

  • @ritikkumarsahoo4510
    @ritikkumarsahoo4510 28 днів тому

    The opposition's efforts will crumble in the presence of Naveen Babu's pristine image.

  • @FAKIRJENA-du2zs
    @FAKIRJENA-du2zs 29 днів тому +10

    BJD ଗଲା ଗଲା

  • @FAKIRJENA-du2zs
    @FAKIRJENA-du2zs 29 днів тому +10

    BJP ଆଇଲା ଆଇଲା

  • @RajeshKumarJani-er3eb
    @RajeshKumarJani-er3eb 28 днів тому

    ନବୀନ ବାବୁ ଆମ ଓଡିଶା ର ଗର୍ବ ସେ ସବୁ ସୁବିଧା ସୁଯୋଗ ଯୋଗାଇଛନ୍ତି ଓଡିଶା ବାସୀଙ୍କୁ ସବୁ ପରିସ୍ଥିତିରେ ସହଯୋଗର ହାତ ବଢ଼ାଇଛନ୍ତି

  • @user-oc8fz9wn1r
    @user-oc8fz9wn1r 29 днів тому

    Real Fact,, Odisha Banchao Paribartan jaruri.

  • @bapinasamantaray8446
    @bapinasamantaray8446 29 днів тому +8

    Bjp jindabad bjp jindabad bjp jindabad bjp ❤ ❤

  • @user-lu5pj9xt8n
    @user-lu5pj9xt8n 29 днів тому +2

    Au sabutharu adhika heuchhi Nabarangpur

  • @ritikkumarsahoo4510
    @ritikkumarsahoo4510 28 днів тому

    Thanks to the diligent efforts of the Honorable Chief Minister, Odisha has earned recognition as a prominent state nationwide. The entire state takes pride in having Naveen Babu as Chief Minister.

  • @ritikkumarsahoo4510
    @ritikkumarsahoo4510 28 днів тому

    The Srimandir Parikrama Project led by Chief Minister Naveen Patnaik has instilled a fresh sense of spirituality among devotees.

  • @duryadhanapradhan6737
    @duryadhanapradhan6737 29 днів тому +3

    Jay Bjp

  • @pramoddash5937
    @pramoddash5937 29 днів тому +2

    Pandian paeen BJD barabad

  • @Rohit-xc9eb
    @Rohit-xc9eb 28 днів тому

    His clean image and simple lifestyle have won the hearts of many.

  • @sanjayjena2305
    @sanjayjena2305 28 днів тому

    ବିଜୁ ଜନତା ଦଳ ଉପରେ ରାଜ୍ୟ ବାସୀଙ୍କର ଯଥେଷ୍ଟ ଭରଷା ଓ ବିଶ୍ୱାସ ଅଛି। ପୁଣି ଥରେ ଓଡ଼ିଶାରେ ବିଜେଡି ସରକାର ହେବ।

  • @Subhajena4
    @Subhajena4 29 днів тому

    With the efforts of Hon'ble Chief Minister, Odisha has gained fame as a leading state in the whole country. The people of the state are feeling proud today with Navin Babu as the Chief Minister.

  • @User-yhjjgzz
    @User-yhjjgzz 29 днів тому +1

    Only BJP win 🎉🎉

  • @ritikkumarsahoo4510
    @ritikkumarsahoo4510 28 днів тому

    The state government's initiative to enhance Odisha's image by offering employment opportunities to young professionals with disabilities is praiseworthy.

  • @philupradhan-jg3tn
    @philupradhan-jg3tn 28 днів тому

    କେନ୍ଦ୍ର ସରକାର ଯାହାବି ଅଭିଯୋଗ ଆଣୁଛନ୍ତି ଥରେ ଜାଣିବା ଦରକାର ନିଜେ ଓଡିଶା କି ଓଡ଼ିଆ ଭାଷା ପାଇଁ କଣ କରିଛନ୍ତି

  • @RajeshKumarJani-er3eb
    @RajeshKumarJani-er3eb 28 днів тому

    ଆଜି ଓଡିଶା ଉର୍ନତିକରଣ ହେଇଛି 5t ରୂପାନ୍ତରିକରଣ ହେଇଛି କେବଳ ନବୀନ ବାବୁଙ୍କ ପାଇଁ ସେ ନିଜ ଜୀବନ ଲୋକଙ୍କ ସେବାରେ ଉର୍ତ୍ସର୍ଗ କରିସାରିଛନ୍ତି

  • @RajeshKumarJani-er3eb
    @RajeshKumarJani-er3eb 28 днів тому

    କେନ୍ଦ୍ର ସରକାର ଆମ ଓଡିଶା ପାଇଁ କଣ କରିଛନ୍ତି ଆମ ଓଡ଼ିଆ ଭାଷା ପାଇଁ କଣ କରିଛନ୍ତି କିଛି ବି ନାହିଁ

  • @ritikkumarsahoo4510
    @ritikkumarsahoo4510 28 днів тому

    Thanks to the determination of Chief Minister Naveen Patnaik and the diligent efforts of 5T president V K Pandian, Odisha has emerged as a prominent state today.

  • @manojkumarbiswal7945
    @manojkumarbiswal7945 29 днів тому +12

    Bjp

  • @sanjayjena2305
    @sanjayjena2305 28 днів тому

    ଓଡ଼ିଶା ରେ ଯେତିକି ବିକାଶ ହୋଇପାରିଛି ତାହା କେବଳ ନବୀନ ସରକାରଙ୍କ ପାଇଁ ସମ୍ଭବ ହେଇଛି, ଏବଂ ଓଡ଼ିଶା ଆହୁରି ଆଗକୁ ବଢ଼ିବ ନବୀନ ପଟ୍ଟନାୟକଙ୍କ ପାଇଁ।

  • @lalitswain917
    @lalitswain917 27 днів тому

    ଜଗତର ନାଥ ଜଗନ୍ନାଥଙ୍କର ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଦେଖ୍ ସାରା ବିଶ୍ବ ଏହାର ପ୍ରସଂସା କରିଛନ୍ତି ।

  • @ritikkumarsahoo4510
    @ritikkumarsahoo4510 28 днів тому

    Chief Minister Naveen Patnaik has made a significant mark on Odisha's education system, setting a new precedent recognized across India.

  • @Rohit-xc9eb
    @Rohit-xc9eb 28 днів тому

    Naveen Patnaik has been a transformational leader for Odisha.

  • @supriyadash2670
    @supriyadash2670 29 днів тому

    ଆଜି ମୁଖ୍ୟମନ୍ତ୍ରୀ ଙ୍କ ଚେଷ୍ଟା ପାଇଁ ଛୋଟ ବଡ ସମସ୍ୟା ଦୂର ହୋଇଛି। ସମସ୍ତ ଙ୍କ ସୁଖ ଦୁଃଖ ରେ ସାଥୀ ହୋଇ ସେମାନଙ୍କ ସାଥି ରେ ରହିଛନ୍ତି।

  • @laxmansoreng6536
    @laxmansoreng6536 28 днів тому

    ବିଜେଡି ଅଧୀନରେ ଓଡ଼ିଶା ଭିତ୍ତିଭୂମି, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମାଇଲଖୁଣ୍ଟ ହାସଲ କରିଛି। ଏହିପରି ପ୍ରଗତିଶୀଳ ନେତୃତ୍ୱକୁ ସମର୍ଥନ କରିବାକୁ ଗର୍ବିତ! "

  • @JaiprakashA-lz4ig
    @JaiprakashA-lz4ig 29 днів тому

    Under BJD, Odisha has achieved milestones in infrastructure, education, and healthcare. Proud to support such progressive leadership!"

  • @lalitswain917
    @lalitswain917 27 днів тому

    ଜଗନ୍ନାଥଙ୍କ ବିଷୟରେ ଏଭଳି କହିବା ପୂର୍ବରୁ ନିଜର ଜ୍ଞାନ,ବିବେକ, ବୁଦ୍ଧି କୁ ଥରୁଟିଏ ପ୍ରଶ୍ନ କରିବା ର ଥୂଲା ଯେ ତମ ମୋଦି ଜି ବଡ଼ ନା ଜଗତର ନାଥ ଜଗନ୍ନାଥ ବଡ଼

  • @Rohit-xc9eb
    @Rohit-xc9eb 28 днів тому

    The agricultural policies under his administration have helped farmers.

  • @laxmansoreng6536
    @laxmansoreng6536 28 днів тому

    ଭିନ୍ନକ୍ଷମ ଯୁବକ ବୃତ୍ତିଗତମାନଙ୍କୁ ନିଯୁକ୍ତି ସୁଯୋଗ ଦେଇ ଓଡିଶାର ଭାବମୂର୍ତ୍ତିକୁ ବଇବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ।

  • @rinkimahapatra7144
    @rinkimahapatra7144 29 днів тому

    ଆମ ସରକାର ନବୀନ ସରକାରଙ୍କୁ ଓଡିଶା ରାଜନୀତିରୁ କେହି ହଟାଇ ପାରିବେ ନାହିଁ କାହିଁକି ନା ସେ ଲୋକ ମାନଙ୍କ ପାଇଁ ସବୁବେଳେ କାର୍ଯ୍ୟ କରନ୍ତି ।

  • @lalitswain917
    @lalitswain917 27 днів тому

    ଓଡ଼ିଶା ବର୍ତ୍ତମାନ ବିକାଶ ପଥରେ ଆଗେଇ ଚାଲିଛି ଏହା କେବଳ ନବୀନ ବାବୁ ଙ୍କ ସରକାର ହିଁ ସମ୍ଭବ ସେଥ୍ ଲାଗି ଆପଣ ମାନଙ୍କ ବହୁମୂଲ୍ୟ ଭୋଟ ଶଙ୍ଖ ଚିହ୍ନ ବିଜେଡି ସପକ୍ଷ ରେ କରନ୍ତୁ ଓଡ଼ିଶା ବିକାଶ ରେ ସାମିଲ ହୁଅନ୍ତୁ

  • @laxmansoreng6536
    @laxmansoreng6536 28 днів тому

    ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଲୋକଙ୍କ ପାଇଁ ଏବଂ ଲୋକଙ୍କ ହିତ ପାଇଁ କାର୍ଯ୍ୟ କରନ୍ତି | ଆମର ଓଡ଼ିଶା ଏକ ନୂତନ ଓଡ଼ିଶାରେ ପରିଣତ ହୋଇଛି କେବଳ ଆମର ପ୍ରିୟ ନବୀନ ପଟ୍ଟନାୟକ |

  • @sanjayjena2305
    @sanjayjena2305 28 днів тому

    ଓଡ଼ିଶା ବର୍ବାଦ ହେଇନାହିଁ କିନ୍ତୁ ଡବଲ ଇଞ୍ଜିନ ସରକାର ଆସିଲେ ସୁନିଶ୍ଚିତ ବରବାଦ ହେଇଯିବ।

  • @philupradhan-jg3tn
    @philupradhan-jg3tn 28 днів тому

    ରାଜ୍ୟ ସରକାର ଓଡିଶା ପାଇଁ ଯାହା କରିଛନ୍ତି ତାହା କେବେ କରିପାରିବେ ନାହିଁ କେନ୍ଦ୍ର ସରକାର

  • @Rohit-xc9eb
    @Rohit-xc9eb 28 днів тому

    He has maintained a strong stance against corruption.

  • @laxmansoreng6536
    @laxmansoreng6536 28 днів тому

    କେନ୍ଦ୍ର ସରକାରଙ୍କ ଯୋଜନା ସବୁ କେବଳ ବିଜ୍ଞାପନରେ ପଦର୍ଶନ ପାଇଁ କରନ୍ତି ଆଉ ଆମ ରାଜ୍ୟ ସରକାରଙ୍କ ଯୋଜନା ଲୋକଙ୍କ ହିତ ପାଇଁ କରିଥାନ୍ତି

  • @KrishnaraniDas-rw6bj
    @KrishnaraniDas-rw6bj 29 днів тому

    ନରେନ୍ଦ୍ର ମୋଦି ସିଏ ଲୋକ ଦେଖାଣିଆ ରାଜନୀତି ଆଉ ସେବା ନୀତି ରେ ସଦା ସର୍ବଦା ବିଶ୍ୱାସ କରୁଛନ୍ତି

  • @lalitswain917
    @lalitswain917 27 днів тому

    ଓଡିଶାବାସୀଙ୍କ ପାଇଁ ନବୀନ ବାବୁ ଯେତିକି ଉନ୍ନତି କରିଛନ୍ତି ତାହା କେହି ଦଳ କେବେବି କରିପାରିବେନି

  • @manojitbehera93489
    @manojitbehera93489 29 днів тому

    ରାଜ୍ୟରେ ବିଜେଡି ଦଳର ସାଙ୍ଗଠନିକ କାର୍ଯ୍ୟ ଠିକ ଅଛି, ଏହି ସବୁକୁ ଦେଖି ବିରୋଧୀ ସୋହିପାରୁନାହିଁ ସେଥିପାଇଁ ଏମିତି ବାର୍ତ୍ତା ପ୍ରଚାର କରୁଛି।

  • @SantoshDash-vn2xw
    @SantoshDash-vn2xw 29 днів тому

    କେନ୍ଦ୍ର ସରକାରଙ୍କ ଯୋଜନା ସବୁ କେବଳ ବିଜ୍ଞାପନରେ ପଦର୍ଶନ ପାଇଁ କରନ୍ତି ଆଉ ଆମ ରାଜ୍ୟ ସରକାରଙ୍କ ଯୋଜନା ଲୋକଙ୍କ ହିତ ପାଇଁ କରିଥାନ୍ତି l

  • @SantoshDash-vn2xw
    @SantoshDash-vn2xw 29 днів тому

    ନିର୍ବାଚନ ପାଖେଇ ଆସିବାରୁ ମୋଦୀ ଜୀ ଭାଷଣ ଦେବାକୁ ଆସନ୍ତି ଆଉ ତୁଚ୍ଛା ବାହାସ୍ଫୋଟ ମାରି ଚାଲି ଯାନ୍ତି ଓଡ଼ିଶା ବାସୀ ଭଲ ଭାବରେ
    ଜାଣି ଛନ୍ତି ମୋଦୀ ସରକାର ଲୋକଙ୍କ ପାଇଁ କଣ କରିଛନ୍ତି!

  • @supriyadash2670
    @supriyadash2670 29 днів тому

    ବିଜେପିର ସଂଗଠନ ଦୁର୍ବଳ ହେବାକୁ ବସିଲାଣି ବୋଲି ଲୋକେ କହୁଛନ୍ତି ।

  • @Rohit-xc9eb
    @Rohit-xc9eb 28 днів тому

    There are concerns about the slow pace of judicial reforms in the state.

  • @KrishnaraniDas-rw6bj
    @KrishnaraniDas-rw6bj 29 днів тому

    ନରେନ୍ଦ୍ର ମୋଦୀ ସରକାର ଆପଣ ଲୋକଙ୍କ ପାଇଁ ବିକାଶରେ ଚକ୍ରାନ୍ତ ରଚି ଏବେ ନିର୍ବାଚନ ଜିତିବା ଆଶା କରୁଛନ୍ତି ସେଇଟା କେବେ ପୂରଣ ହେବ ନାହିଁ

  • @rinkimahapatra7144
    @rinkimahapatra7144 29 днів тому

    ଏହି ନିର୍ବାଚନ ରେ ଓଡିଶା ବାସି ବହୁ ସଂଖ୍ୟାରେ ଆସନ ଜିତାଇ ଷଷ୍ଠ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବେ ବିଜୁ ଜନତା ଦଳ ପୁଣି ବିଜୟ ହେବ l

  • @laxmansoreng6536
    @laxmansoreng6536 28 днів тому

    ଏହି ନିର୍ବାଚନରେ ​​ଓଡ଼ିଶା ବାସିନ୍ଦା ବହୁ ସଂଖ୍ୟକ ଆସନ ଜିତିବେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ। ବିଜୁ ଜନତା ଦଳ ପୁଣି ଜିତିବ।

  • @rinkimahapatra7144
    @rinkimahapatra7144 29 днів тому

    ନବୀନ ବାବୁ ସର୍ବଦା ଓଡିଶା କୁ ସମ୍ଭାଳି ଆସିଛନ୍ତି ଆଗକୁ ବି କରିବେ।ଆଉ ଏବେ କେତେଟା ଠକ ଙ୍କ ହାତରେ କଣ ଆମେ ଓଡିଶା କୁ ଛାଡ଼ିଦେବୁ?

  • @manojitbehera93489
    @manojitbehera93489 29 днів тому

    ବିଜେପି ଦଳର ନେତା ମାନେ ନିଷ୍ପତ୍ତି ନିୟନ୍ତୁ କେଉଁ ରାଜ୍ୟକୁ ଆଗେ ଏକ ନମ୍ବର କରିବେ ଏହାର ଉତ୍ତର ଦିଅନ୍ତୁ!

  • @lalitswain917
    @lalitswain917 27 днів тому

    ଯେଉଁ ଦଳ ଓଡ଼ିଆ ଅସ୍ମିତା ର କଥା କହୁଥୁଲ ଏଭଳି ମନ୍ଧବ୍ୟ କଣ ଆମ ଓଡ଼ିଆ ଅସ୍ମିତା କୁ ଆଘାତ ଦେଉନି ଏହାର ଉତ୍ତର ଦେଇ ପାରିବେ କି ସମ୍ବିତ ପାତ୍ର

  • @Subhajena4
    @Subhajena4 29 днів тому

    ଓଡ଼ିଶାରେ ଲୋକମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଏବଂ ଲୋକମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଏକମାତ୍ର ସରକାର ବିଜେଡି ସରକାର ।ଓଡିଶା ମାଟିରେ ବିକାଶର ବିନ୍ଧାଣୀ ସାଜି ଗୋଟେ ପରେ ଗୋଟେ ବିକାଶମୁଖୀ କାମ କରିଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @lalitswain917
    @lalitswain917 27 днів тому

    ଆଗରୁ ଜଗନ୍ନାଥଙ୍କୁ ଧରି ହୀନ ରାଜନୀତି କରୁଥୁଲ ଏବେ ଜଗନ୍ନାଥ ଙ୍କୁ ତମ ମୋଦି ଙ୍କ ଭକ୍ତି କହି ଜଗନ୍ନାଥ ଙ୍କୁ ଅସମ୍ମାନ କରିଚ

  • @rinkimahapatra7144
    @rinkimahapatra7144 29 днів тому

    ମୋଦି ଙ୍କ କଥା ପ୍ରବଳ ହେଲେ ନବୀନ ବାବୁଙ୍କ ପାଖରେ ପୁରା ଦୁର୍ବଳ

  • @rinkimahapatra7144
    @rinkimahapatra7144 29 днів тому

    ଆମ ବିଜେଡି ଦଳର ବିଜୟ ସବୁବେଳେ ସୁନିଶ୍ଚିତ କାରଣ ଜନସାଧାରଣଙ୍କୁ ଜଣା ପଡି ଗଲାଣି ଯେ ନବୀନ ବାବୁ ସେମାନଙ୍କ ପାଇଁ ସବୁବେଳେ ସୁବିଧା ସୁଯୋଗ ପ୍ରସ୍ତୁତ କରନ୍ତି ।

  • @KrishnaraniDas-rw6bj
    @KrishnaraniDas-rw6bj 29 днів тому

    ବିଜେଡିର ବିକାଶ ଆଗରେ ନରେନ୍ଦ୍ର ମୋଦୀ ଆପଣଙ୍କ ବିଜେପି ଦଳ ତିଷ୍ଠି ପାରିବ ନାହିଁ ବଡ଼ ବଡ଼ ଭାଷଣ ଦେଲେ ଲାଭ କିଛି ବି ହେବ ନାହିଁ ।

  • @KrishnaraniDas-rw6bj
    @KrishnaraniDas-rw6bj 29 днів тому

    ଲୋକଙ୍କ ବିକାଶ ପାଇଁ ଚିନ୍ତା ନ କରି ନରେନ୍ଦ୍ର ମୋଦୀ ସିଏ କେମିତି କ୍ଷମତା ହାସଲ କରିବେ ସେ ବିଷୟରେ ଚିନ୍ତିତ ।

  • @philupradhan-jg3tn
    @philupradhan-jg3tn 28 днів тому

    ବିଜେପି ଦଳ ଆଜି ଯାଏ ଚାହିଁନି ଓଡିଶା ରେ ଲୋକଙ୍କ ବିକାଶ ହେଉ ସେଥିପାଇଁ କେନ୍ଦ୍ର ରେ ସରକାର ଗଠନ କରିମଧ୍ୟ ଓଡିଶା ପାଇଁ କିଛି ସୁବିଧା ଆଣିନାହାନ୍ତି କେନ୍ଦ୍ର ସରକାର

  • @KrishnaraniDas-rw6bj
    @KrishnaraniDas-rw6bj 29 днів тому

    ଜନତାଙ୍କୁ ବିଭ୍ରାନ୍ତି କରିବା ପାଇଁ ବିଜେପି ଦଳ ସବୁବେଳେ କିଛି ନା କିଛି ପ୍ରସଙ୍ଗ କୁ ନେଇ ହୀନ ରାଜନତି କରିବାକୁ ଉଦ୍ୟମ କରେ ।

  • @supriyadash2670
    @supriyadash2670 29 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚେଷ୍ଟାରେ ଆଜି ଓଡିଶା ଅଗ୍ରଣୀ ରାଜ୍ୟ ଭାବେ ସାରା ଦେଶରେ ଖ୍ଯାତି ଅର୍ଜନ କରିପାରିଛି ।ନବୀନ ବାବୁ ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପାଇ ସମଗ୍ର ରାଜ୍ୟବାସୀ ଆଜି ନିଜକୁ ଗର୍ବ ଅନୁଭବ କରୁଛନ୍ତି ।

  • @user-cc9rk2is5q
    @user-cc9rk2is5q 29 днів тому

    BJP. ଜିନ୍ଦାବାଦ

  • @KrishnaraniDas-rw6bj
    @KrishnaraniDas-rw6bj 29 днів тому

    ସ୍ୱାର୍ଥବାଦି ବିଜେପି ଦଳକୁ ଓଡ଼ିଶା ବାସୀ କେବେ ହେଲେ ପ୍ରଶ୍ରୟ ଦେବେ ନାହିଁ ତେଣୁ ଏଥର ନିର୍ବାଚନରେ ଉଚିତ ଜବାବ ଦେବେ ଓଡ଼ିଶା ବାସୀ ।

  • @KrishnaraniDas-rw6bj
    @KrishnaraniDas-rw6bj 29 днів тому

    ଲୋକଙ୍କ ସମସ୍ୟା କୁ ବୁଝିବାର କ୍ଷମତା କେବଳ ନବୀନ ବାବୁଙ୍କ ପାଖରେ ଅଛି ଅନ୍ୟ କୌଣସି ନେତାଙ୍କ ପାଖରେ ନାହିଁ ।

  • @sanjayjena2305
    @sanjayjena2305 28 днів тому

    ଓଡ଼ିଶା ରେ ସରକାର କରିବା ପାଇଁ ବିଜେପି ସମସ୍ତ ପ୍ରକାର ପ୍ରୟାସ କରିଚାଲିଛନ୍ତି। ହେଲେ ଓଡ଼ିଶା ବାସୀ ଜାଣିଛନ୍ତି ଅସୁବିଧା ସମୟରେ କେବଳ ନବୀନ ସରକାର ହିଁ ଠିଆ ହେବେ।

  • @manojitbehera93489
    @manojitbehera93489 29 днів тому

    ନବୀନ ବାବୁଙ୍କ ନିର୍ମଳ ପ୍ରତିଛବି ସାମ୍ନାରେ ବିରୋଧୀଙ୍କ ସବୁ ପ୍ରୟାସ ବିଫଳ ହୋଇଯିବ ।

  • @philupradhan-jg3tn
    @philupradhan-jg3tn 28 днів тому

    ନବୀନ ବାବୁଙ୍କ ପାଇଁ ସାରା ଓଡିଶା ବାସି ଖୁସିରେ ଜୀବନ ଯାପନ କରୁଛନ୍ତି ଲୋକ ପାଉଛନ୍ତି ସବୁ ସୁବିଧା ସୁଯୋଗ ହେଲେ କେନ୍ଦ୍ର ସରକାର ଲୋକଙ୍କୁ କଣ ଦେଇଛନ୍ତି

  • @supriyadash2670
    @supriyadash2670 29 днів тому

    ସମଗ୍ର ଭାରତ ବର୍ଷରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • @sanjayjena2305
    @sanjayjena2305 28 днів тому

    ବିଜେପି କୁ ଓଡ଼ିଶା ରେ ବିକାଶ ଦେଖାଯାଉ ନାହିଁ, ବିଜେପି ଆସିଲେ ଓଡ଼ିଶାରେ ତାଡି ପକେଇବେ। ନରେନ୍ଦ୍ର ମୋଦୀଙ୍କ ନିଜ ରାଜ୍ୟ ଗୁଜରାଟର କେତେ ବିକାଶ ଘଟିଛି ସମସ୍ତେ ଭଲଭାବେ ଜାଣିଛନ୍ତି।

  • @supriyadash2670
    @supriyadash2670 29 днів тому

    ଓଡ଼ିଶାରେ ଯେତିକି ବିକାଶ ହେଉଛି ତାହା ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଭି କେ ପଣ୍ଡିଆନ ସାର ଙ୍କ ସମିକ୍ଷା ବଳରେ ହେଉ ଛି ।

  • @rinkimahapatra7144
    @rinkimahapatra7144 29 днів тому

    ବିକଶିତ ଓଡ଼ିଶା ଗଠନ ପଛରେ ଥ‌ିବା ନବୀନ ବାବୁଙ୍କ ନିଆରା ଦୃଷ୍ଟିଭଙ୍ଗୀ ପ୍ରତି ଓଡ଼ିଶା ବାସି ଙ୍କ ପୂର୍ଣ୍ଣ ସମର୍ଥନ ରହିଛି, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।

  • @Rohit-xc9eb
    @Rohit-xc9eb 28 днів тому

    He has focused on improving the state's infrastructure significantly.

  • @user-tk9xq4ol6x
    @user-tk9xq4ol6x 29 днів тому +8

    Nabin chor hatao Odisha banchao

    • @hariharnaik6536
      @hariharnaik6536 29 днів тому

      But in my village no road since 5yrs 29times grievance to CM and 5T Chairman in keonjhar district jhumpura block badadumuria GP. No BJD workers are coming to ground zero.

  • @supriyadash2670
    @supriyadash2670 29 днів тому

    ବିଜୁ ଜନତା ଦଳ ଲୋକ ଙ୍କ ସହିତ ପ୍ରତ୍ୟକ୍ଷ ଭାବରେ ଯୋଡି ହେଉଥିବାରୁ ବିଜେପିଦଳ ପସନ୍ଦ କରୁନାହି |

  • @KrishnaraniDas-rw6bj
    @KrishnaraniDas-rw6bj 29 днів тому

    ନରେନ୍ଦ୍ର ମୋଦି ଜଣେ ସ୍ୱାର୍ଥପର ରାଜନେତା ନିଜର ସ୍ୱାର୍ଥ ଛଡା ଅନ୍ୟ କିଛି ଜାଣନ୍ତି ନାହିଁ ।

  • @RajeshKumarJani-er3eb
    @RajeshKumarJani-er3eb 28 днів тому

    ଓଡିଶା ରେ କେବଳ ହୀନ ରାଜନୀତି କରୁଛି ବିଜେପି ଦଳ ସେ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ମଧ୍ୟ ଛାଡିଲେଣି

  • @manojitbehera93489
    @manojitbehera93489 29 днів тому

    ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଲୋକଙ୍କ ପାଇଁ ଅଛନ୍ତି ଏବଂ ଲୋକଙ୍କ ହିତ ପାଇଁ କାମ କରନ୍ତି ଆମ ଓଡିଶା ନୂତନ ଓଡିଶା ରେ ରୂପାନ୍ତର ହେଇପାରିଛି କେବଳ ଆମ ପ୍ରିୟ ନବୀନ ପଟ୍ଟନାୟକ l

  • @Rohit-xc9eb
    @Rohit-xc9eb 28 днів тому

    The focus on education under his tenure has improved literacy rates

  • @ritikkumarsahoo4510
    @ritikkumarsahoo4510 28 днів тому

    Chief Minister Naveen Pattnaik consistently prioritizes the welfare of the people, striving to transform Odisha into a new era under his leadership.

  • @laxmansoreng6536
    @laxmansoreng6536 28 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରିଶ୍ରମ ଯୋଗୁଁ ଓଡିଶା ଦେଶବ୍ୟାପୀ ଏକ ପ୍ରତିଷ୍ଠିତ ରାଜ୍ୟ ଭାବରେ ମାନ୍ୟତା ଲାଭ କରିଛି। ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ କରିଥିବାରୁ ସମଗ୍ର ରାଜ୍ୟ ଗର୍ବିତ।

  • @Rohit-xc9eb
    @Rohit-xc9eb 28 днів тому

    Critics argue that despite progress, more needs to be done for tribal communities.

  • @lalitswain917
    @lalitswain917 27 днів тому

    ଲୋକଙ୍କୁ ବିଭ୍ରାନ୍ତି କରିବା ପାଇଁ ବିଜେପି ଦଳ ସବୁବେଳେ କିଛି ନା କିଛି ପ୍ରସଙ୍ଗ କୁ ନେଇ ହୀନ ରାଜନତି କରିବାକୁ ଚେଷ୍ଟା କରେ ।

  • @Subhajena4
    @Subhajena4 29 днів тому

    Our dear Chief Minister Naveen Patnaik is always for the people and works for the benefit of the people. Our Odisha has transformed into a new Odisha only our dear Naveen Patnaik.

  • @sanjayjena2305
    @sanjayjena2305 28 днів тому

    ଓଡ଼ିଶା ରେ ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତା ଭଲଭାବରେ ଜାଣିଛନ୍ତି ବିଜେପି ସେଥିପାଇଁ ଓଡ଼ିଶା ରେ ବଡ଼ ବଡ଼ ମନ୍ତ୍ରୀ ଆସି ଜୋର୍ ସୋର୍ ରେ ପ୍ରଚାର କରୁଛନ୍ତି।

  • @lalitswain917
    @lalitswain917 27 днів тому

    ନିଜର ହିତାହିତ ଜ୍ଞାନ ଭୁଲିଗଲେଣି ସମ୍ବିତ ପାତ୍ର । ଅହଙ୍କାର ରେ ବୁଡି ରହିଛନ୍ତି ସମ୍ବିତ ପାତ୍ର