ଆମ ଓଡିଶା ନବୀନ ଓଡିଶାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | NandighoshaTV

Поділитися
Вставка
  • Опубліковано 10 вер 2024

КОМЕНТАРІ • 231

  • @SasmitaMohanty-kw1hx
    @SasmitaMohanty-kw1hx 10 місяців тому +1

    ଲୋକଙ୍କ ଜୀବନ ଓ ଜୀବିକାକୁ ଅତି ସୁନ୍ଦରଭାବେ ଗଡ଼ି ତୋଳିବାରେ ପଣ ରଖିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ🥰🌸💞

  • @DeepikaSamal-lm7hz
    @DeepikaSamal-lm7hz 10 місяців тому +2

    ଆମ ଓଡିଶା ଏତେ ଉନ୍ନତି କରିପାରିଛି କେବଳ ଆମ ମୁଖ୍ୟମନ୍ତ୍ରୀ ଙ୍କ ପାଇଁ.

  • @DeepikaSamal-lm7hz
    @DeepikaSamal-lm7hz 10 місяців тому +1

    ମୁଖ୍ୟମନ୍ତ୍ରୀ ଙ୍କ ଏହି ପ୍ରକଳ୍ପ ପାଇଁ ସାରା ଓଡ଼ିଶାବାସୀ ଖୁସି ଅଛନ୍ତି.ଆମ ମୁଖ୍ୟମନ୍ତ୍ରୀ ଙ୍କ ପରି ମୁଖ୍ୟମନ୍ତ୍ରୀ ନାହାନ୍ତି.

  • @PritipratimaPatra-wc3fp
    @PritipratimaPatra-wc3fp 10 місяців тому

    ମୋ ଓଡିଶା ନବୀନ ଓଡ଼ିଶାରେ ଜଗତସିଂହପୁର ଏବଂ ଖୋର୍ଦ୍ଧା ଜିଲ୍ଲାରେ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନବାବୁ l

  • @PritipratimaPatra-wc3fp
    @PritipratimaPatra-wc3fp 10 місяців тому

    ଆଜି ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଖୋର୍ଦ୍ଧା ଓ ଜଗତସିଂପୁରରେ ଜିଲ୍ଲାରେ ଖୁସି ର ଲହରି ଖେଳିଯାଇଛି।

  • @sanatansenapati40
    @sanatansenapati40 10 місяців тому

    ଗୁରୁବାର ଦିନ ଆମା ଓଡିଶା ନବିନ ଓଡିଶାରେ ଖୋର୍ଦ୍ଧା ଏବଂ ଜଗସିଂହପୁର ଜିଲ୍ଲା ଅନ୍ତର୍ଭୁକ୍ତ ହୋଇଛି

  • @SasmitaMohanty-kw1hx
    @SasmitaMohanty-kw1hx 10 місяців тому

    ଗରିବ ଲୋକମାନଙ୍କର ଏକ ମାତ୍ର ସାହା ଭରଷା ହେଉଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ❤❤ ସବୁ ଜିଲ୍ଲା ଓ ପଞ୍ଚାୟତ ଗୁଡ଼ିକ ର ହେବ ବିକାଶ 💞🥰🥰

  • @PritipratimaPatra-wc3fp
    @PritipratimaPatra-wc3fp 10 місяців тому

    ଆମ ଓଡିଶା ନବୀନ ଓଡିଶା ସହ ଯୋଡି ହେଲା ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲା ଯାହାକି ଜିଲ୍ଲାବାସୀଙ୍କ ପାଇଁ ବହୁତ ବଡ ଖୁସି ଖବର l

  • @kartik-igcs
    @kartik-igcs 10 місяців тому

    ମୁଖ୍ୟମନ୍ତ୍ରୀ ଙ୍କ ଆମ ଓଡିଶା ନବୀନ ଓଡିଶା ଓଡିଶା ବାସୀଙ୍କ ପାଇଁ ଏକ ବିକାଶ ର ବଡ଼ ମାଧ୍ୟମ ହେବାକୁ ଯାଉଛି!

  • @SONALIN-PRSAD.-DAS
    @SONALIN-PRSAD.-DAS 10 місяців тому

    ଆମ ଓଡ଼ିଶା ନବୀନ ଓଡ଼ିଶାରେ ସାମିଲ ହୋଇଛି ଜଗତସିଂହପୁର । ଏହାର ଚାରୋଟି ନିର୍ବାଚନ ମଣ୍ଡଳୀର ୨୯୨୨ଟି ପ୍ରକଳ୍ପ ପାଇଁ ୯୯ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ।

  • @sanatansenapati40
    @sanatansenapati40 10 місяців тому

    ପ୍ରତି ଗାଁ ଓ ପଞ୍ଚାୟତ ଲାଗି ଏହି ଯୋଜନା ର ଶୁଭାରମ୍ଭ ହୋଇଛି,ଓଡିଶା ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲା ପଞ୍ଚାୟତ ଗୁଡିକ ର ସୁମୂଳ ବିକାଶ ହବ

  • @arunkumar-et2db
    @arunkumar-et2db 10 місяців тому

    ବିଶ୍ୱ ପ୍ରେମ, ଶାନ୍ତି, ସଦ୍ଭାବ, ସମାନତା ଓ ସେବାକୁ ପ୍ରାଧାନ୍ୟ ଦେଇଛନ୍ତି ଆମ ରାଜ୍ୟ ସରକାର ନବୀନ ପଟ୍ଟନାୟକ.

  • @PritipratimaPatra-wc3fp
    @PritipratimaPatra-wc3fp 10 місяців тому

    ଆମ ଓଡିଶା ନବୀନ ଓଡିଶା ଯୋଜନା ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଏହି ଅଭିଯାନଆରମ୍ଭ ହୋଇଛି l

  • @sangramprasad1542
    @sangramprasad1542 10 місяців тому

    ଆମ ଓଡ଼ିଶା କୁ ନୂତନ ଓ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ର ଆରମ୍ଭ କରାଯାଇଛି।

  • @SasmitaMohanty-kw1hx
    @SasmitaMohanty-kw1hx 10 місяців тому

    ପ୍ରତି ଗାଆଁ ଓ ପଞ୍ଚାୟତ ର ବିକାଶ ଲାଗି ଆମ ରାଜ୍ୟ ସରକାର ଙ୍କ ଗ୍ୟାରେଣ୍ଟି,❤ ଶିଖର ଛୁଇଁବ ଓଡିଶା ର ବିକାଶ 🌸💞🥰💞

  • @SasmitaMohanty-kw1hx
    @SasmitaMohanty-kw1hx 10 місяців тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖୀଙ୍କ ଦୁଃଖ ହରଣ କରି ସେମାନଙ୍କ ହୃଦୟ ଜିତି ପାରିଛନ୍ତି💞🥰🌸🌸

  • @SasmitaMohanty-kw1hx
    @SasmitaMohanty-kw1hx 10 місяців тому

    ନବୀନ ବାବୁ ଙ୍କ ପାଇ ଆମ odisha ra loko mane ବହୁତ୍ ଖୁସି ରେ achnti,ଲୋକୋ ମାନଙ୍କ ସବୁ ସମସ୍ୟା ର samdhan hoi parichi🥰🌸🌸💞

  • @SasmitaMohanty-kw1hx
    @SasmitaMohanty-kw1hx 10 місяців тому

    ଓଡ଼ିଶା ପାଇଁ ଏହା ବହୁତ୍ ଖୁଶି ର କଥ jaha heu ୫T loko nka pakahre panji ସବୁ ଜିଲ୍ଲା ର uranti ପାଇଁ lagichnti 💞❤️❤️ଆଉ ଆଜି ନବୀନ ଓଡ଼ିଶା ର ସ୍ଵପ୍ନ puran ହେବ ❤❤

  • @DeepikaSamal-lm7hz
    @DeepikaSamal-lm7hz 10 місяців тому

    ବିଶ୍ୱ ପ୍ରେମ, ଶାନ୍ତି, ସଦ୍ଭାବ, ସମାନତା ଓ ସେବାକୁ ପ୍ରାଧାନ୍ୟ ଦେଇଛନ୍ତି ନବୀନ ପଟ୍ଟନାୟକ.

  • @SasmitaMohanty-kw1hx
    @SasmitaMohanty-kw1hx 10 місяців тому

    ଶସକ୍ତ ହେବ ଓଡ଼ିଶା 🥰💞💞ଆଜି ଖୋର୍ଦ୍ଧା ଓ Jagatsinghpur ଜିଲ୍ଲା ର ବିକାଶ ପାଇ ଆମ ରାଜ୍ୟ ସରକାର ଙ୍କ ବିକାଶ କାରୀ ଯୋଜନା 🌸🥰💞

  • @SasmitaMohanty-kw1hx
    @SasmitaMohanty-kw1hx 10 місяців тому

    ଜନସାଧାରଣ ଙ୍କ ହାତ ପାହାନ୍ତାରେ ରାଜ୍ୟ ସରକାରଙ୍କ ଜନକଲ୍ୟାଣ କାରି ଯୋଜନା ସବୁ ସୁବିଧାରେ ପହଞ୍ଚି ପାରିବ ସେଥିପାଇଁ ଆମ ପ୍ରିୟ ନବୀନ ବାବୁ ଓ ୫T nka hata ରହିଛି ❤❤❤

  • @kartik-igcs
    @kartik-igcs 10 місяців тому

    ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲା ର ଗ୍ରାମାଞ୍ଚଳ ର ଅଧିବାସୀ ଆଜି ମୁଖ୍ୟମନ୍ତ୍ରୀ ଙ୍କ ନୂଆ ବିକାଶ ଯୋଜନା ରେ ଉପକୃତ ହେବାକୁ ଯାଉଛନ୍ତି!

  • @SasmitaMohanty-kw1hx
    @SasmitaMohanty-kw1hx 10 місяців тому

    ୨୫ ବର୍ଷ ଧରି ଓଡ଼ିଶା ବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ💞🥰🌸ଆଜି ୫T madhy odisha biakash pai ଲାଗି padichnti ❤❤

  • @AlokKumarDas-ig4ig
    @AlokKumarDas-ig4ig 10 місяців тому

    ସଶକ୍ତ ହେଉଛି ଓଡ଼ିଶା ଆମ ଓଡ଼ିଶା ନବୀନ ଓଡ଼ିଶାର ଗାଁ ଗାଁରେ ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

  • @sangramprasad1542
    @sangramprasad1542 10 місяців тому

    ଗାଁ ଗାଁ ରେ ବିକାଶ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ବୋଲି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ କହିଛନ୍ତି।

  • @user-bh9vn9ex2r
    @user-bh9vn9ex2r 10 місяців тому

    ଓଡ଼ିଶାକୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ର ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା କୁ ଶୁଭାରମ୍ଭ କରିଛନ୍ତି।

  • @SasmitaMohanty-kw1hx
    @SasmitaMohanty-kw1hx 10 місяців тому

    ଆମ ଓଡିଶା ନବୀନ ଓଡିଶା ସହ ଯୋଡି ହେଲା ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲା ଯାହାକି ସବୁ ଗାଆଁ ଓ ଜିଲ୍ଲା ଗୁଡ଼ିକ ଉନ୍ନତୀ ରେ ହେବ ସହାୟକ ❤❤🥰🌸🌸

  • @HiteshKumarMallick
    @HiteshKumarMallick 10 місяців тому

    ସରକାରୀ ଡାକ୍ତରଖାନାଗୁଡ଼ିକ ଆଧୁନିକ ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଆମ୍ ହସ୍ପିଟାଲ୍ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି

  • @SasmitaMohanty-kw1hx
    @SasmitaMohanty-kw1hx 10 місяців тому

    ନବୀନ ବାବୁ ଙ୍କ ଭଳି ମୂଖ୍ୟମନ୍ତ୍ରୀ ଙ୍କୁ ପାଇ ଆଜି ଆମ ରାଜ୍ୟ ବାସି ଗର୍ବ ଅନୁଭବ karuchnti,tanak pai aji odisha ସବୁ କ୍ଷେତ୍ର ରେ ବିକାଶ ର ଶୀର୍ଷ ରେ ପହଞ୍ଚିବ

  • @SasmitaMohanty-kw1hx
    @SasmitaMohanty-kw1hx 10 місяців тому

    ସବୁରି 💝ମୁହଁରେ 🥰ଗୋଟିଏ କଥା🥰 ନବୀନ ବାବୁ ❤️ଆମରି ନେତା🌸💝 ଜୟ ବିଜେଡି

  • @DeepikaSamal-lm7hz
    @DeepikaSamal-lm7hz 10 місяців тому

    ଗାଁ ଲୋକଙ୍କୁ ଶିକ୍ଷା ଓ ସ୍ୱାସ୍ଥ ସେବାର ଗ୍ୟାରେଣ୍ଟି ଦେଇଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.

  • @sangramprasad1542
    @sangramprasad1542 10 місяців тому

    ଏବେ ଖୋର୍ଦ୍ଧା ଓ ଜଗତସିଂପୁର ଜିଲ୍ଲା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ଯୋଡ଼ି ହେଲା,ତାହା ଜାଣି ଏହି ଜିଲ୍ଲା ବାସୀ ବେଶ୍ ଖୁସି ଅଛନ୍ତି।

  • @sanatansenapati40
    @sanatansenapati40 10 місяців тому

    ଏହି କାର୍ଯ୍ୟକ୍ରମର ଧ୍ୟାନ ହେଉଛି ପଞ୍ଚାୟତ ଏବଂ ଗ୍ରାମଗୁଡିକର ବିକାଶ

  • @HiteshKumarMallick
    @HiteshKumarMallick 10 місяців тому

    ଓଡିଶାର ସମୃଦ୍ଧ ସଂସ୍କୃତି ସୁରକ୍ଷିତ ରହିବ। ବିକଶିତ ଗ୍ରାମଗୁଡିକ ଆଧୁନିକ ଓଡିଶାର ପରିଚୟ ହେବ |

  • @sitaramsenapati21
    @sitaramsenapati21 10 місяців тому

    ରାଜ୍ୟର ସମସ୍ତ ଗ୍ରାମରେ ବର୍ତ୍ତମାନ ଇଣ୍ଟରନେଟ୍ ସଂଯୋଗ, ବିଜ୍ଞାନ ପାର୍କ, ଦକ୍ଷତା ବିକାଶ କେନ୍ଦ୍ର ଏବଂ ବ୍ୟାଙ୍କିଙ୍ଗ୍ ସୁବିଧା ରହିବ

  • @kartik-igcs
    @kartik-igcs 10 місяців тому

    ଖୋର୍ଦ୍ଧା ଓ ଜଗତସିଂହପୁର ଯଦିହେଲା ମୁଖ୍ୟମନ୍ତ୍ରୀ ଙ୍କ ବିକାଶ ର ନୂଆ ଭାଷା ଆମ ଓଡ଼ିଆ ନବୀନ ଓଡ଼ିଆ ସହିତ!

  • @SONALIN-PRSAD.-DAS
    @SONALIN-PRSAD.-DAS 10 місяців тому

    ଶ୍ରୀ ଚଣ୍ଡେଶ୍ଵର ଦେବ ମନ୍ଦିର ଗୋଦାବରୀଶ ମହାବିଦ୍ୟାଳୟ ଓ ବାଲୁଗାଁ ମହାବିଦ୍ୟାଳୟକୁ ନୂଆ ରୂପରେକ୍ଷ ଦେବେ ମାନ୍ୟବର ମୁଖ୍ୟମନ୍ତ୍ରୀ।

  • @SONALIN-PRSAD.-DAS
    @SONALIN-PRSAD.-DAS 10 місяців тому

    ଜଟଣୀ ଓ ଖୋର୍ଦ୍ଧାର ଖାସମହଲ ଜମି ଗୁଡିକର ସମାଧାନ କରି ପଟ୍ଟା ଯୋଗାଇ ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି।

  • @SasmitaMohanty-kw1hx
    @SasmitaMohanty-kw1hx 10 місяців тому

    ସାରା ବିଶ୍ବ ରେ ଆଜି ନବୀନ ବାବୁ ଙ୍କ କାର୍ଯ୍ୟ କୁ ନେଇ ପ୍ରଶଂସା ମିଳୁଚି, ଘରେ ଘରେ ହେଉଚି ବିକାଶ, ଓଡ଼ିଶା କୁ ସବୁ କ୍ଷେତ୍ର ରେ ଆଗରେ rakhichnti ଆମ ନବୀନ ବାବୁ🥰🌸💞💞

  • @DeepikaSamal-lm7hz
    @DeepikaSamal-lm7hz 10 місяців тому

    ଖୋର୍ଦ୍ଧା ଏବଂ ଜଗତସିଂହପୁରରେ ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ.

  • @SasmitaMohanty-kw1hx
    @SasmitaMohanty-kw1hx 10 місяців тому

    ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲା ର ଗ୍ରାମାଞ୍ଚଳ ର ଲୋକୋ ମାନଙ୍କ ପାଇ ଆମ ରାଜ୍ୟ ସରକାର ଙ୍କ ଅର୍ଥ ମଞ୍ଜୁର କରାଯାଇ ଲୋକୋ ମାନକ ବିକାଶ ପାଇ କାର୍ଯ୍ୟ ହବ ❤❤

  • @SasmitaMohanty-kw1hx
    @SasmitaMohanty-kw1hx 10 місяців тому

    ନବୀନ ❤ ସରକାର ଉପରେ କରିବା ଆଶା ❤ ଗଢ଼ିବା ଆମେ ବିକଶିତ ❤ ଓଡ଼ିଶା ❤ଜୟ ବିଜେଡି❤

  • @SasmitaMohanty-kw1hx
    @SasmitaMohanty-kw1hx 10 місяців тому

    ଓଡ଼ିଶା ରେ ଭାଲ ଦିନ ଆସିବାକୁ ଯାଉଚି 💕 ତିଆରି ହେବ ରାମ ରାଜ୍ୟ💕 ନବୀନ ବାବୁ ଓ ୫T ସଚିବଙ୍କ ପାଇଁ ଓଡ଼ିଶା ରାମ ରାଜ୍ଯ ହୋଇପାରିବ 💕🥰❤

  • @kartik-igcs
    @kartik-igcs 10 місяців тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶ ର ବାନା ଓଡ଼ିଆ ସାରା ଫର ଫର ହୋଇ ଉଡାଉ ଛନ୍ତି ମୁଖ୍ୟମନ୍ତ୍ରୀ!

  • @kartik-igcs
    @kartik-igcs 10 місяців тому

    ଦୁର୍ନୀତି ମୁକ୍ତ ଭାବରେ କିଭଳି ଆମ ଓଡିଶା ନବୀନ ଓଡିଶା ଲୋକ ଙ୍କ ପାଖରେ ପହଞ୍ଚିବ ସେ ଦାୟିତ୍ୱ ଭି କେ ପାଣ୍ଡିଆନ ଙ୍କୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ!

  • @sangramprasad1542
    @sangramprasad1542 10 місяців тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଜଟଣୀ ଏବଂ ଖୋର୍ଦ୍ଧା ଜିଲ୍ଲାର ଖାସ୍‌ ମହଲ ଜମି ଗୁଡିକର ସମସ୍ୟାର ସମାଧାନ କରି ସେଠାକାର ଅଧିବାସୀ ମାନଙ୍କୁ ସ୍ଥାୟୀ ପଟ୍ଟା ଦେବା ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି।

  • @sangramprasad1542
    @sangramprasad1542 10 місяців тому

    ପାଣ୍ଡିଆନ ବାବୁ ଓଡ଼ିଶାର ସମସ୍ତ ଜିଲ୍ଲାକୁ ଗସ୍ତକରି ଲୋକଙ୍କ ସମସ୍ୟାକୁ ଅବଗତ କରି ତାର ସମାଧାନ କରି ଲୋକଙ୍କ ମନକୁ ଜୟ କରି ପାରିଛନ୍ତି l

  • @arunkumar-et2db
    @arunkumar-et2db 10 місяців тому

    ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ ଓଡିଶା ନବୀନ ଓଡିଶା ରେ ଯେଉଁ ସବୁ କାର୍ଯ୍ୟ କରିଛନ୍ତି, ତାକୁ କୃତଜ୍ଞତା ସହିତ ସମ୍ମାନ ଦେଇଛନ୍ତି.

  • @sangramprasad1542
    @sangramprasad1542 10 місяців тому

    ଓଡ଼ିଶାର ସେବା ପାଇଁ ସମର୍ପିତ ଭି.କେ ପାଣ୍ଡିଆନ ନବୀନଙ୍କ ଜନ ସେବାର ମୂଳମନ୍ତ୍ର ବୁଝି ଓଡିଶାରେ ରୂପାନ୍ତରୀଣ ଗଠନ କରିଛନ୍ତି।

  • @sangramprasad1542
    @sangramprasad1542 10 місяців тому

    ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଆମ ଓଡ଼ିଶା ନବୀନ ଓଡ଼ିଶାର ଶୁଭାରମ୍ଭ ଖୋର୍ଦ୍ଧା ଏବଂ ଜଗତସିଂପୁର ଜିଲ୍ଲାରୁ ଆରମ୍ଭ କରିଛନ୍ତି।

  • @user-bh9vn9ex2r
    @user-bh9vn9ex2r 10 місяців тому

    ଖୋର୍ଦ୍ଧାରେ ଥିବା ଗୋଦାବରୀଶ ମହାବିଦ୍ୟାଳୟ ଏବଂ ବାଲୁ ଗାଁ ମହା ବିଦ୍ୟାଳୟ ର ରୂପାନ୍ତରଣ କରିବେ ମୁଖ୍ୟମନ୍ତ୍ରୀ।

  • @kartik-igcs
    @kartik-igcs 10 місяців тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୂଆ ଭିଜନ ଆମ ଓଡ଼ିଆ ନବୀନ ଓଡ଼ିଆ କୁ ସଫଳତା ର ସହିତ କାର୍ଯ୍ୟକାରୀ କରିବେ ଭି କେ ପାଣ୍ଡିଆନ!

  • @AlokKumarDas-ig4ig
    @AlokKumarDas-ig4ig 10 місяців тому

    ଆମ ଓଡ଼ିଶା ନ ବୀନ ଓଡ଼ିଶାର ବିକାଶ ଗ୍ୟାରେଣ୍ଟି ଯୁକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

  • @kartik-igcs
    @kartik-igcs 10 місяців тому

    ବିକାଶ ର ନୂଆ ଇତିହାସ ରଚିଲେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲା ବାସୀ ଆମ ଓଡ଼ିଆ ନବୀନ ଓଡ଼ିଆ ଯୋଜନା ଦ୍ୱାରା!

  • @SONALIN-PRSAD.-DAS
    @SONALIN-PRSAD.-DAS 10 місяців тому

    ଖୋର୍ଦ୍ଧା ଏବଂ ଜଗତସିଂହପୁରରେ ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • @SONALIN-PRSAD.-DAS
    @SONALIN-PRSAD.-DAS 10 місяців тому

    ଗାଁ ଲୋକଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସମସ୍ତ ମୌଳିକ ଅଧିକାର ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅହରହ ଚେଷ୍ଟା ଚଲାଇଛନ୍ତି।

  • @RSgoodlif
    @RSgoodlif 10 місяців тому

    ଆମ ଓଡ଼ିଶା ନବୀନ ଓଡ଼ିଶା
    ବିକାଶ ଫର୍ଦ୍ଦରେ ଓଡ଼ିଶା ।
    ଏବେ ପ୍ରତି ଗାଁ ଓ ପଞ୍ଚାୟତ ଲାଗି ବିକାଶର ଗ୍ୟାରେଣ୍ଟି।
    ଏବେ ପ୍ରତି ଗ୍ରାମରେ ଡିଜିଟାଲ ସେବା, ବିଜ୍ଞାନ ପାର୍କ, ବ୍ୟାଙ୍କିଙ୍ଗ ସେବା , ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା ହେବ ।
    ସବୁ ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରୂପାନ୍ତରଣ ଆଣିବା ମୁଖ୍ୟମନ୍ତ୍ରୀ ଙ୍କ ଲକ୍ଷ୍ୟ। ।
    ଗ୍ରାମାଞ୍ଚଳ ଓ ପଞ୍ଚାୟତ ବିକାଶ ହିଁ ଆମ ଓଡ଼ିଶା
    ନବୀନ ଓଡ଼ିଶାର ଆଭିମୁଖ୍ୟ।
    ଗାଁ ଗାଁରେ ଏବେ ବିକାଶର ମାନଚିତ୍ର ବଦଳିଯିବ ।

  • @user-bh9vn9ex2r
    @user-bh9vn9ex2r 10 місяців тому

    ପ୍ରତିଟି ଗାଁ ରେ ଥିବା ସାଧାରଣ ଲୋକଙ୍କୁ ଶିକ୍ଷା ଏବଂ ସ୍ୱାସ୍ଥର ସୁବିଧା ଯୋଗାଇ ଦେବେ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

  • @kartik-igcs
    @kartik-igcs 10 місяців тому

    ପୁରୁଣା ନୂଆ ର ସମନ୍ୱୟ ହେଉଛି ମୁଖ୍ୟମନ୍ତ୍ରୀ ଙ୍କ ଗାଁ ର ବିକାଶ ପାଇଁ ଯୋଜନା ଆମ ଓଡିଶା ନବୀନ ଓଡିଶା ର ମୂଳ ଲକ୍ଷ୍ୟ!

  • @SasmitaMohanty-kw1hx
    @SasmitaMohanty-kw1hx 10 місяців тому

    ପ୍ରତି ଗାଆଁ ରେ ଜଗନ୍ନାଥ ସଂସ୍କୃତି ଓ ପୂଜା ର ହେବ ବିକାଶ ଓ ପ୍ରଚାର ପ୍ରସାର 💞🌸🌸🌸🥰

  • @deepakkumarpadhy332
    @deepakkumarpadhy332 10 місяців тому

    ପ୍ରି-ପୋଲ୍ ସୋପ୍ ଭାବରେ ନାମିତ ହୋଇଥିବା ‘ଅମା ଓଡିଶା ନବିନ ଓଡିଶା’ ଯୋଜନାକୁ ଓଡିଶା କ୍ୟାବିନେଟ୍ ଅନୁମୋଦନ କରିବାର ତିନିମାସ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର 10 ରେ ରାଜ୍ୟରେ ପଞ୍ଚାୟତ ବିକାଶ ପାଇଁ ପାଣ୍ଠି ବିତରଣ ଆରମ୍ଭ କରିଥିଲେ।

  • @deepakkumarpadhy332
    @deepakkumarpadhy332 10 місяців тому

    ଆମା ଓଡିଶା ନବିନ ଓଡିଶା କାର୍ଯ୍ୟକ୍ରମ ଅଧୀନରେ ଜଗନ୍ନାଥ ସଂସ୍କୃତି ଗ୍ରାମରେ ସଂରକ୍ଷିତ ରହିବ

  • @HiteshKumarMallick
    @HiteshKumarMallick 10 місяців тому

    ଏହି ଯୋଜନା ଅଧୀନରେ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଧ୍ୟାନରେ ରହିବ ବୋଲି ନବୀନ କହିଛନ୍ତି

  • @SONALIN-PRSAD.-DAS
    @SONALIN-PRSAD.-DAS 10 місяців тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାର ପ୍ରତି ସ୍କୁଲ,କଲେଜ,ଧାର୍ମିକ ପୀଠ,ପର୍ଯ୍ୟଟନ ସ୍ଥଳୀ ଆଦିକୁ ରୂପାନ୍ତରୀଣ କରି ଆମ ଓଡ଼ିଶାକୁ ସୁନାର ଓଡ଼ିଶାରେ ପରିଣତ କରିଛନ୍ତି।

  • @arunkumar-et2db
    @arunkumar-et2db 10 місяців тому

    ପ୍ରତି ଗାଁ ଓ ପଞ୍ଚାୟତ ଲାଗି ବିକାଶର ଗ୍ୟାରେଣ୍ଟି. ସ୍ଵଶକ୍ତ ହେବ ଓଡିଶା ଖୋର୍ଦ୍ଧା ଓ ଜଗତସିଂହପୁର.

  • @PritipratimaPatra-wc3fp
    @PritipratimaPatra-wc3fp 10 місяців тому

    ପ୍ରତି ଗାଁ ଗାଁ ରେ ହେବ ଡିଜିଟାଲ ଓଡିଶା ଓ ପ୍ରତ୍ୟେକ ଗାଁ ହେବ ରୂପାନ୍ତରିତ ବିକାଶ ହେବ ଓଡିଶା l

  • @sangramprasad1542
    @sangramprasad1542 10 місяців тому

    ଓଡ଼ିଶାର ପ୍ରତି ଜିଲ୍ଲା ଗସ୍ତ କରି ସେଠାକାର ଲୋକଙ୍କ ସମସ୍ୟାକୁ ସହଜରେ ସମାଧାନ ପରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭଳି ଭି.କେ ପାଣ୍ଡିଆନ ସାର ମଧ୍ୟ ଲୋକପ୍ରିୟତା ହୋଇପାରିଛନ୍ତି ।

  • @SasmitaMohanty-kw1hx
    @SasmitaMohanty-kw1hx 10 місяців тому

    ନବୀନ ବାବୁ ଓ ୫T ଙ୍କ କାର୍ଯ ସରା odisha re ପ୍ରଶଂସା ପାଉଛି, କାରଣ ସେ jaha Karuchnti seita samstanka ପାଇଁ swpna❤❤❤

  • @SasmitaMohanty-kw1hx
    @SasmitaMohanty-kw1hx 10 місяців тому

    ଆମ ରାଜ୍ୟ ସରକାର ନବୀନ ବାବୁ ସବୁ ବେଳେ ଲୋକୋ ଙ୍କ ବିକାଶ ପାଇ ସବୁ ସୁବିଧା ଯୋଗେଇ ଦେବ ସହିତ, ରାଜ୍ୟ ବାସି ଙ୍କ ସୁଖ ସୁବିଧା ପାଇ ସବୁ ଯୋଜନା karichnti

  • @SasmitaMohanty-kw1hx
    @SasmitaMohanty-kw1hx 10 місяців тому

    ଖୋର୍ଦ୍ଧା ଓ Jagatsinghpur ଜିଲ୍ଲା ରେ ଆମ ଓଡ଼ିଶା ନବୀନ ଓଡ଼ିଶା ର ❤❤🌸🌸ର ଶୁଭାରମ୍ଭ କରି ଲୋକୋ ମାନକ ବିକାଶ Karuchnti ❤🥰🥰🌸

  • @HiteshKumarMallick
    @HiteshKumarMallick 10 місяців тому

    ଏହି ଯୋଜନାର ଏକ ଅଂଶ ଭାବରେ ଗ୍ରାମରେ ଜଗନ୍ନାଥ ସଂସ୍କୃତିକୁ ପ୍ରୋତ୍ସାହିତ କରାଯିବ, ବିଭିନ୍ନ ଧାର୍ମିକ ସ୍ଥାନର ବିକାଶ କରାଯିବ

  • @AlokKumarDas-ig4ig
    @AlokKumarDas-ig4ig 10 місяців тому

    5T ଏବଂ ନବୀନ ଓଡ଼ିଶାର ଅଦ୍ଧଖ୍ୟ ହେଲା ପରେ ପ୍ରଥମଥର ପାଇଁ ଜଗତସିଂପୂର ଜିଲ୍ଲାର ବିକାଶ ମଞ୍ଚରେଉପସ୍ଥିତ ଥିଲେ 5T ଅଧ୍ଯକ୍ଷ VK ପାଣ୍ତିଆନ ।

  • @AlokKumarDas-ig4ig
    @AlokKumarDas-ig4ig 10 місяців тому

    ମୁଖ୍ୟମନ୍ତ୍ରୀ ଯେଉଁ ନିଷ୍ପତ୍ତି ନେବେ ଦଳ ସେହି ଅନୁସାରେ ଆଗକୁ ବଢିବ ବୋଲି ବ୍ରହ୍ମପୁର ବିଧାୟକ କହିଛନ୍ତି।

  • @PritipratimaPatra-wc3fp
    @PritipratimaPatra-wc3fp 10 місяців тому

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ରାଜ୍ୟକୁ ଆହୁରି ଉନ୍ନତି କରଣ ଏବଂ ସଶକ୍ତ କରିବା ପାଇଁ ଏହି ପ୍ରୟାସ ଜାରି ରଖିଛନ୍ତି l

  • @sangramprasad1542
    @sangramprasad1542 10 місяців тому

    ପାଣ୍ଡିଆନ ସାର ଓଡ଼ିଶାର ଜନସାଧାରଣ ଙ୍କ ସେବା ନିମନ୍ତେ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି, ଓଡ଼ିଶାର ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରଞ୍ଚାଳ ଯାଏ ସବୁଠି ଗସ୍ତ କରି ଲୋକଙ୍କ ଦୁଃଖ ସୁଖରେ ସାଥି ହୋଇଛନ୍ତି ।

  • @PritipratimaPatra-wc3fp
    @PritipratimaPatra-wc3fp 10 місяців тому

    ନବୀନ ବାବୁଙ୍କ ଯୋଜନା ରେ ଜଗତସିଂହପୁର ଜିଲ୍ଲାର ୧୦ଟି ବ୍ଲକ୍‌‌ରେ ୧୯୦ଟି ଗ୍ରାମ ପଞ୍ଚାୟତରେ ୨୭୬୩ଟି ପ୍ରକଳ୍ପ ଆରମ୍ଭ ହେବ।

  • @kartik-igcs
    @kartik-igcs 10 місяців тому

    ମୁଖ୍ୟମନ୍ତ୍ରୀ ଓ 5T ଓ ନବୀନ ଓଡ଼ିଆ ର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କ ଯୁଗଳ ବନ୍ଦି କୁ ଦୁଇ ଜିଲ୍ଲା ବାସୀ ସ୍ୱାଗତ କରିଛନ୍ତି!

  • @deepakkumarpadhy332
    @deepakkumarpadhy332 10 місяців тому

    ଗ୍ରାମୀଣ ଓଡିଶାର ରୂପାନ୍ତର କରିବା, ତ୍ୱରିତ ଅଭିବୃଦ୍ଧି ତଥା ସମୃଦ୍ଧ ସଂସ୍କୃତି ଐତିହ୍ୟକୁ ବଞ୍ଚାଇ ରଖିବା ପାଇଁ ଗ୍ରାମୀଣ ଭିତ୍ତିଭୂମି ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରିବା ସହିତ ଓଡିଶା ସରକାର ପୂର୍ବ "ଆମା ଗାଓନ୍ ଆମା ବିକାଶ" କୁ ପରିବର୍ତ୍ତନ କରି "ଆମା ଓଡିଶା ନବିନ ଓଡିଶା" ଆକାରରେ ନୂଆ ଆକାର

  • @SONALIN-PRSAD.-DAS
    @SONALIN-PRSAD.-DAS 10 місяців тому

    5T ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଯେଉଁ ଭଳି ଜିଲ୍ଲା ଜିଲ୍ଲା ଗସ୍ତ କରି ଯେଉଁଭଳି ଭାବରେ ରୂପାନ୍ତରଣ କାର୍ଯ୍ୟ କରୁଛନ୍ତି ଏହା ଲୋକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଆଣିଦେଇଛି ।

  • @sitaramsenapati21
    @sitaramsenapati21 10 місяців тому

    ରାଜ୍ୟର ଗ୍ରାମୀଣ ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ତାଙ୍କ ସରକାରଙ୍କ ଉଚ୍ଚାଭିଳାଷୀ ‘ଅମା ଓଡିଶା, ନବିନ ଓଡିଶା’ ଯୋଜନା ଆରମ୍ଭ କରିଛନ୍ତି ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲା ରେ

  • @SONALIN-PRSAD.-DAS
    @SONALIN-PRSAD.-DAS 10 місяців тому

    ଗ୍ରାମାଞ୍ଚଳ ଓ ପଞ୍ଚାୟତର ବିକାଶ ହିଁ ଆମ ଓଡ଼ିଶା ନବୀନ ଓଡ଼ିଶାର ମୂଳ ଲକ୍ଷ୍ୟ। ଓଡ଼ିଶାର ଜଗନ୍ନାଥ ସଂସ୍କୃତିର ସୁରକ୍ଷା ସହିତ ଧାର୍ମିକ ପୀଠରେ ମଧ୍ୟ ବିକାଶ ହୋଇଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଇଁ ଗାଁ ଗାଁରେ ଆଜି ବିକାଶର ମାନଚିତ୍ର ବଦଳି ଯାଇଛି।

  • @sangramprasad1542
    @sangramprasad1542 10 місяців тому

    ଯେଉଁ ଉଦ୍ଦେଶ୍ୟ ନେଇ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ରାଜନୀତି କୁ ଓହ୍ଲାଇ ଥିଲେ ସେ ଆଜି ସତ ପ୍ରତିଶତ ସଫଳ ହୋଇଛି, ଓ ଆଗକୁ ଆହୁରି ଉନ୍ନତ ହେବ ଓଡ଼ିଶା।

  • @sanatansenapati40
    @sanatansenapati40 10 місяців тому

    ଓଡିଶାର ସାଂସ୍କୃତିକ ଭିତ୍ତିଭୂମିରେ ଉନ୍ନତି ଆଣିବା ସହିତ ପ୍ରତ୍ୟେକ ଗ୍ରାମରେ ଡିଜିଟାଲ ଭିତ୍ତିଭୂମି ବିକାଶ କରାଯିବ ଏହା ହୀ ଏହି ଯୋଜନା ର ମୂଳ ଲକ୍ଷ

  • @adityakumarPanda843
    @adityakumarPanda843 10 місяців тому

    ଏଥିସହ ସ୍ୱାମୀ ବିବେକାନନ୍ଦ କଲେଜ, ସ୍ୱାମୀ ବିବେକାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗାଡି ବ୍ରହ୍ମା ମହିଳା ମହାବିଦ୍ୟାଳୟର ନବୀକରଣ ଏବଂ ମାଖାଗାନ ମୁଖ୍ୟ କେନାଲରେ ବକ୍ସ କଣ୍ଡ୍ୟୁଟ୍ ନିର୍ମାଣ ଭଳି ପ୍ରକଳ୍ପ ପାଇଁ 31.25 କୋଟି ଟଙ୍କା ପ୍ରଦାନ କରାଯାଇଛି।

  • @deepakkumarpadhy332
    @deepakkumarpadhy332 10 місяців тому

    ସମସ୍ତ ମନ୍ଦିର ଏବଂ ଧାର୍ମିକ ସ୍ଥାନଗୁଡିକ ବିକାଶ କରାଯିବ | ଆମର ଭବିଷ୍ୟତ ପିଢ଼ି ପାଇଁ ଏହି ସଂସ୍କୃତି ଏବଂ ପରମ୍ପରାର କେନ୍ଦ୍ରଗୁଡ଼ିକୁ ସଂରକ୍ଷଣ କରିବା ଆବଶ୍ୟକ

  • @user-bh9vn9ex2r
    @user-bh9vn9ex2r 10 місяців тому

    ଗାଁ ରେ ଶାନ୍ତି ବିଶ୍ୱପ୍ରେମ ଓ ସମନତାକୁ ପ୍ରାଧାନ୍ୟ ଦେଇ ଜଗନ୍ନାଥ ସଂସ୍କୃତି ର ଭିତ୍ତିଭୂମି କୁ ସୁଦୃଢ କରିବେ ରାଜ୍ୟ ସରକାର।

  • @PritipratimaPatra-wc3fp
    @PritipratimaPatra-wc3fp 10 місяців тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାର ସ୍କୁଲ,କଲେଜ,ଧାର୍ମିକ ପୀଠ,ପର୍ଯ୍ୟଟନ ସ୍ଥଳୀ ଆଦିକୁ ରୂପାନ୍ତରୀତ କରିଛନ୍ତି l

  • @arunkumar-et2db
    @arunkumar-et2db 10 місяців тому

    ସଂସ୍କୃତିର ମୂଳଭିତ୍ତି ଓ ଡିଜିଟାଲ ଭିତ୍ତିଭୂମି ହେବ ସୁଦୃଢ, ଗାଁ ଲୋକଙ୍କୁ ଶିକ୍ଷାର ସାହାଯ୍ୟ ମିଳିବ ବୋଲି କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.

  • @arunkumar-et2db
    @arunkumar-et2db 10 місяців тому

    ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଜରିଆରେ ବିଶ୍ଵପ୍ରେମ ଶାନ୍ତି ଓ ସଦ୍‌ଭାବ ସମାନତା ଏବଂ ସେବାକୁ ପ୍ରତି ଗ୍ରାମରେ ପ୍ରାଧାନ୍ୟ ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରୟାସ କରିଛନ୍ତି.

  • @adityakumarPanda843
    @adityakumarPanda843 10 місяців тому

    ଜଗତ୍ସିଂହପୁର ବିଧାନସଭା ବିଭାଗରେ 15 ଟି ଶିକ୍ଷାନୁଷ୍ଠାନର ନବୀକରଣ ପାଇଁ 10 କୋଟି ଟଙ୍କା ମଂଜୁର କରିଛନ୍ତି

  • @sangramprasad1542
    @sangramprasad1542 10 місяців тому

    ଓଡ଼ିଶାର ବିକାଶରେ ପର୍ଯ୍ୟଟନ ଠାରୁ ଆରମ୍ଭ କରି ଶିଳ୍ପାୟନ ପର୍ଯ୍ୟନ୍ତ୍ର ସବୁ ଥିରେ VK ପାଣ୍ଡି ଆନଙ୍କର ଛାପ ରହିଛି ।

  • @sanatansenapati40
    @sanatansenapati40 10 місяців тому

    ଏହି ଯୋଜନାରେ ପ୍ରତ୍ୟେକ ପଞ୍ଚାୟତ ପ୍ରାୟ 50 ଲକ୍ଷ ଟଙ୍କା ପାଇବ ତାହାର ଭିତ୍ତିଭୂମି ର ବିକାଶ ପାଈଁ

  • @SONALIN-PRSAD.-DAS
    @SONALIN-PRSAD.-DAS 10 місяців тому

    ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଜରିଆରେ ବିଶ୍ଵପ୍ରେମ,ଶାନ୍ତି,ସଦ୍‌ଭାବ,ସମାନତା ଏବଂ ସେବାକୁ ପ୍ରତି ଗ୍ରାମରେ ପ୍ରାଧାନ୍ୟ ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରୟାସ ଜାରି ରଖିଛନ୍ତି।

  • @user-bh9vn9ex2r
    @user-bh9vn9ex2r 10 місяців тому

    ପ୍ରତି ଗାଁ ଏବଂ ପଞ୍ଚାୟତ ପାଇଁ ନବୀନ ସରକାରଙ୍କ ନିମନ୍ତେ ରାଜ୍ୟରେ ଉନ୍ନତି ର ହେବା ଗ୍ୟାରେଣ୍ଟି ବୋଲି କହିଛନ୍ତି।

  • @arunkumar-et2db
    @arunkumar-et2db 10 місяців тому

    ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର ଏବଂ ପୂଜାସ୍ଥଳୀର ବିକାଶ ପାଇଁ ହାତ ବଢ଼େଇ ଛନ୍ତି ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ.

  • @DeepikaSamal-lm7hz
    @DeepikaSamal-lm7hz 10 місяців тому

    ପ୍ରତି ଗାଁରେ ଜଗନ୍ନାଥ ପରମ୍ପରା
    ପ୍ରସାର ଏବଂ ପୂଜାସ୍ଥଳୀର ବିକାଶ କରିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ମୂଳ ଲକ୍ଷ୍ୟ।

  • @manashrana6577
    @manashrana6577 10 місяців тому

    Love you Naveen pattnaik sir.....
    Always there with you

  • @HiteshKumarMallick
    @HiteshKumarMallick 10 місяців тому

    ଖୋର୍ଦ୍ଧା ପାଇଁ 95 କୋଟି ଟଙ୍କା ମଞ୍ଜୁର କରାଯାଇଛି ଯାହାକି ଜୟଦେବ, ଭୁବନେଶ୍ୱର ଉତ୍ତର, ଏକାମ୍ରା ଭୁବନେଶ୍ୱର, ଜଟନି, ବେଗୁନିଆ, ଖୁରଡା ଏବଂ ଚିଲିକା ପ୍ରକଳ୍ପରେ ଖର୍ଚ୍ଚ ହେବ

  • @sanatansenapati40
    @sanatansenapati40 10 місяців тому

    ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ସାରା ରାଜ୍ୟରେ 3 ହଜାର 397 କୋଟି ଟଙ୍କା ଖର୍ଚ୍ଚ ହେବ

  • @adityakumarPanda843
    @adityakumarPanda843 10 місяців тому

    ଜଗତସିଂହପୁର ରେ ପ୍ରମୁଖ ପ୍ରକଳ୍ପଗୁଡ଼ିକ ହେଉଛି କୁଜାଙ୍ଗ ଡିଗ୍ରୀ କଲେଜ, ପାରାଦୀପ ଡିଗ୍ରୀ କଲେଜ, ତାଲାଣ୍ଡା କେନାଲର ନବୀକରଣ ଇତ୍ୟାଦି 58 ଟି ଶିକ୍ଷାନୁଷ୍ଠାନ ଏବଂ ଧାର୍ମିକ କେନ୍ଦ୍ର ପାଇଁ 9.50 କୋଟି ଟଙ୍କା ମଞ୍ଜୁର କରାଯାଇଛି