Shree Mandira | Title Song | A Cappella Version | Prem Anand | Debidutta Mohanty | Tarang Music

Поділитися
Вставка
  • Опубліковано 21 сер 2021
  • Tarang TV's upcoming mega serial SHREE MANDIRA , title song is composed by Prem Anand with no live instruments or VST programming.
    This is an A Cappella version where singers have produced all the additional musical tunes, chords, chorus and rhythm during the music arrangement.
    _
    Song Credits :
    Song: Shree Mandira - Title Song ( A Cappella Version )
    Creative Head : Ranjan Satpathy
    Music : Prem Anand
    Lyrics : Debidutta Mohanty
    Singers : Sricharan Mohanty,Ashutosh Mohanty,Sabisesh Mishra,Samikshya Mishra,Lopamudra Dash,Arpita Choudhury,Rojalin Sahu,Diptirekha Padhi,Sohini Mishra,Biswajit Mohapatra,Goutam Giri,Bishnu Mohan Kabi,Abhijit Mishra,Shasank Sekhar Sahoo,Satyajeet Pradhan
    Banner : Tarang TV
    Music On : Tarang Music
    Produced By : Odisha Television Network
    #ShreeMandira #PremAnand #DebiduttaMohanty
    #SricharanMohanty #AshutoshMohanty #SabiseshMishra #SamikshyaMishra #LopamudraDash #ArpitaChoudhury #RojalinSahu #DiptirekhaPadhi #SohiniMishra #BiswajitMohapatra #GoutamGiri #BishnuMohanKabi #AbhijitMishra #ShasankSekhar #SatyajeetPradhan
    #TarangTV
    _
    #TarangMusic is no. 1 music channel in Odisha.
    SUBSCRIBE to Tarang Music channel:
    bit.ly/TarangMusicUA-cam
    Like us on Facebook
    / tarangmusic
    Circle on G+
    plus.google.com/u/6/+TarangMusic
    Follow us on Twitter
    / tarangmusic
    Follow us on Instagram
    / tarangmusicodisha
    Visit our website for further details: www.tarangmusic.in

КОМЕНТАРІ • 1,7 тис.

  • @chinkueditz3853
    @chinkueditz3853 Рік тому +415

    କିଏ କହିଲା ଆମ ଓଡ଼ିଶା ରେ ମଧୁର ସ୍ୱର ଆଉ ସଙ୍ଗୀତ ନାହିଁ ବୋଲି , ଆରେ ଆମ ଧାମ ହେଲା ଜଗନ୍ନାଥ ଧାମ ,,, ଆମ ପୁରୀ ଦାଣ୍ଡ ହେଲା ବଡ଼ ଦାଣ୍ଡ,,, ସେଇ ଶ୍ରୀ ମନ୍ଦିର ନାମ ରେ ବହୁତ୍ ସୁନ୍ଦର ଗୀତ ଟିଏ ଆପଣ ମାନେ ପରିବେଷଣ କରିଛନ୍ତି ।। ଶୁଣିଲି ବହୁତ୍ ଆନନ୍ଦିତ ଆଉ ଆଖିରୁ ଲୁହ ବି ଝରି ଗଲା।। କଥା ରେ ଅଛି ପରା “ ଭାବର ଠାକୁର୍ ସିଏ କାଳିଆ ସାଆନ୍ତ,, କଳା ଗୋସାଇଁ ।। ଜୟ ଜଗନ୍ନାଥ ⭕‼️⭕

  • @prasannakumarnayak4173
    @prasannakumarnayak4173 2 роки тому +178

    ଖୁବ୍ ସୁନ୍ଦର୍ ସ୍ୱର ସଂଯୋଜନା ଆଉ ଗୀତ ରଚନା । ତମ ଟିମ୍ ର ସମସ୍ତଙ୍କୁ ଅଭିନନ୍ଦନ।
    ଶ୍ରୀମନ୍ଦିର ର ସଫଳତା କାମନା କରୁଛି

  • @abhisekbehera8776
    @abhisekbehera8776 5 місяців тому +11

    ପ୍ରକୃତରେ ଏହି ଶ୍ରୀ ମନ୍ଦିର ଇତିହାସର ଅନେକ ଘଟଣାବଳୀର ସାକ୍ଷୀ ଅଟେ।ଏତେ ସୁନ୍ଦର ଗୀତ ପାଇଁ ସଙ୍ଗୀତ ବିଜ୍ଞାନୀ ପ୍ରେମ୍ ଆନନ୍ଦ ସାରଙ୍କୁ ବହୁତ୍ ଧନ୍ୟବାଦ୍।ଏତେ ହୃଦୟକୁ ଛୁଇଁଛି ଯେ ଗୀତଟି ଭୁଲି ହେଉନି। ଜୟ ଜଗନ୍ନାଥ।🚩🚩

  • @krishnajena2319
    @krishnajena2319 5 місяців тому +45

    ଏ ଗୀତ ଯେତେ ଥର ଶୁଣେ ମୋ ରୋମ ଟଙ୍କୁରି ଉଠେ । ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏

  • @krutiranjanm7891
    @krutiranjanm7891 2 роки тому +57

    ଏ ଗୀତ ସମସ୍ତ ଓଡ଼ିଆ ଙ୍କର ହୃଦୟ ର ଗୀତ ହେବ l ବହୁତ୍ ସୁନ୍ଦର୍

  • @AbinashSarangiVlog
    @AbinashSarangiVlog 2 роки тому +6

    ଓଡ଼ିଶାର ସମସ୍ତ ଲବ୍ଧପ୍ରତିଷ୍ଠ କଣ୍ଠଶିଲ୍ପୀମାନଙ୍କୁ ଧନ୍ୟବାଦ ଏମିତି ଏକ ସୁନ୍ଦର ଗୀତ ଭେଟି ଦେଇଥିବାରୁ । ସଂଗୀତ ବିଜ୍ଞାନୀ ପ୍ରେମାନନ୍ଦ ଭାଇଙ୍କ ପାଇଁ ଓଡ଼ିଶା ସଂଗୀତ ଜଗତ ସବୁବେଳେ ଗର୍ବ କରିବ ନିଶ୍ଚୟ ।

  • @chandankumarsahu2183
    @chandankumarsahu2183 6 місяців тому +7

    ଭଜନ ଟି ମନକୁ ଆନ୍ଦୋଳିତ କରିବା ସହ ,ଅହେତୁକ ଭାବ ଭକ୍ତିର ସ୍ପୁରଣ କରେ, ଶ୍ରୀକ୍ଷେତ୍ର ର ଅନୁଭବ ଆଣିଦିଏ ... ଧନ୍ୟବାଦ୍❤

  • @sangyasenirout4119
    @sangyasenirout4119 2 роки тому +94

    ଆମ ଗର୍ବ ଆଉ ଗୌରବର ପ୍ରତୀକ ଶ୍ରୀମନ୍ଦିର ଆଉ ଆମ ପ୍ରଭୁ ଜଗନ୍ନାଥ। ଜୟ ଜଗନ୍ନାଥ 🙏🙏🙏

    • @jhillidas
      @jhillidas 11 місяців тому +2

      ସତରେ😊😊😊

  • @Puhanswarup
    @Puhanswarup 6 місяців тому +5

    ମହାପ୍ରଭୁ ପାଇଁ ଏଇ ଜାତି ବଡ଼ , ଅବା ଏ ଜାତି ପାଇଁ ମହାପ୍ରଭୁ ବଡ଼ । ଏଇ ଗୋଟେ ଧାଡ଼ି ଯେତେବେଳେ ବି ଶୁଣିଲେ ଆଖିରେ ଲୁହ ଆସିଯାଏ l
    ଜୟ ଜଗନ୍ନାଥ 🙏

  • @learningfest
    @learningfest 2 роки тому +8

    Yes this is my Odisha , ହଁ ମୁଁ ଓଡ଼ିଆ 🙏🏻, ସେଇ ମହାପ୍ରଭୁ ଙ୍କର୍ ମୁଁ ସେବିକା ମାତ୍ର , ଏଇ ମୋ ଓଡ଼ିଶା , ମୁଁ ଓଡ଼ିଆ ମୋ ଠିକଣା ଶ୍ରୀମନ୍ଦିର ହଁ, ମହାପ୍ରଭୁ ଜଗନ୍ନାଥ ମୋ ଅତୀତ ବର୍ତ୍ତମାନ ଆଉ ଭବିଷ୍ୟତ

  • @joshidhanan4292
    @joshidhanan4292 Місяць тому +1

    Debadatta mahanty.prem anand sir.very nice song.adhbhutam.jai jaganth my lord prabhu pranam.

  • @kapildev6300
    @kapildev6300 2 роки тому +7

    ବହୁତ ଦିନ ପରେ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ନୂଆ ଓଡ଼ିଆ ଭଜନ ଶୁଣି ବହୁତ ଆନନ୍ଦ ଲାଗିଲା. 🙏🏼🙏🏼🙏🏼

  • @swetashree6508
    @swetashree6508 2 роки тому +135

    "ସେ...ଶ୍ରୀମନ୍ଦିର "fav part of this creation ❤❤❤ just love this song. ଜୟ ଜଗନ୍ନାଥ 🙏

  • @smita87ful
    @smita87ful 2 роки тому +93

    I am listening to this song at least 3-5 times daily along with my 2 year son. He is even started singing the song and fully engaged. Proud to be an Odia. Each and every singer is fully submerged into the song. Everytime I hear this I am getting goosebumps and tears in my eyes. Feeling blessed to witness Odia culture.
    ବହୁତ୍ ସୁନ୍ଦର ଉପସ୍ଥାପନା । ଗୀତ ର ପ୍ରତି ଶବ୍ଦ ଖୁବ୍ ଭକ୍ିଭାବପୂର୍ଣ୍ଣ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।

  • @usharaneepanda1989
    @usharaneepanda1989 2 роки тому +5

    ଏହିଭଳି ଗୀତ ଲେଖିଥିବରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ପ୍ରେମାନନ୍ଦ ସାର୍ ଜୟ ଜଗନ୍ନାଥ 🙏🙏🙏

  • @bikashmishra8864
    @bikashmishra8864 2 місяці тому +2

    ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମା ଆନନ୍ଦ ଏବଂ ସମସ୍ତ କର୍ମକର୍ତ୍ତା ମାନଙ୍କୁ କୁ ସଲାମ ଇମିତି ଏକ ଭାବ ପୂର୍ଣ୍ଣ ଭଜନ ତିଆରି କରିଥିବାରୁ ଜୟ ଜଗନ୍ନାଥ ❤

  • @peacefulmusic9605
    @peacefulmusic9605 Рік тому +6

    କୋଟି ଓଡ଼ିଆ ର ମୌଡ ମଣି ମୋ ଜଗା 🙏🙏🙏❤️❤️❤️❤️❤️

  • @soumyashree7729
    @soumyashree7729 2 роки тому +3

    30 ବାର ରୁ ଉର୍ଦ୍ଧ୍ବ ଶୁଣି ସାରିଲା ପରେ ବି ମନ ଭରୁ ନାହିଁ..ଏକ ନିଆରା ଆକର୍ଷଣ ଟାଣି ଆଣୁଛି.. ଆଖି ରେ ଲୁହ ଆଉ ହୃଦୟ ପ୍ରଫୁଲ୍ଲିତ ହେଇ ଉଠୁଛି..ଯେତେ ଶୁଣିଲେ ବି ନୂଆ ଲାଗୁଛି ଆଉ ବାର ବାର ଶୁଣି ବାକୁ ଇଚ୍ଛା ହଉଚି.. ଧନ୍ୟ ଆମେ ଏଇ ଓଡିଶା ମାଟି ରେ ଜନ୍ମ ନେଇଥିବାରୁ.. ଜୟ ଜଗନ୍ନାଥ.. 🙏🙏

  • @yagnaprasadmahanta.
    @yagnaprasadmahanta. 4 дні тому +1

    Jay Jagannath 🙏🙏🙏

  • @BandanaCreationPresents
    @BandanaCreationPresents 2 роки тому +1

    ଓଡ଼ିଆ ସଂଗୀତ ଜଗତରେ ନିଶ୍ଚୟ ଏକ କିମ୍ବଦନ୍ତୀ ହୋଇ ରହିବ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ସମନ୍ବୟରେ ପର୍ଯ୍ୟବେସିତ ଟାଇଟଲ୍ ଗୀତ ଶ୍ରୀମନ୍ଦିର।ସମସ୍ତ କଣ୍ଠଶିଳ୍ପୀ ମାନଙ୍କୁ ଧନ୍ୟବାଦ୍ ଜଣାଇବା ସହ ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ସାର୍ ଙ୍କୁ ଅନ୍ତରର ଗଭୀର ତମ ପ୍ରଦେଶରୁ କୃତଜ୍ଞତା ଜ୍ଞାପନ କରୁଛି।🙏❤️🙏

  • @nirmalyanayak3028
    @nirmalyanayak3028 2 роки тому +470

    ଜୀବନର ପ୍ରଥମ ବିନା ଧୁନ ପ୍ରୟୋଗ କାରି ଯନ୍ତ୍ରର ଗୀତଟି ବହୁତ ମନ ଛୁଆଁ ଓ ଆକର୍ଷଣୀୟ 🙏🙏🙏🙏
    ଜୟ ଜଗନ୍ନାଥ 🙏🙏🙏🙏

  • @akashmusicstudio.1015
    @akashmusicstudio.1015 2 роки тому +10

    ଏଟା ବୋଧେ ଓଡ଼ିଆର ସବୁଠାରୁ ବେଷ୍ଟ ଭଜନ।

  • @rajeswarmajhi18
    @rajeswarmajhi18 2 дні тому

    ଜୟ ଜଗନ୍ନାଥ 🙏🙏🙏

  • @lokanathparida9694
    @lokanathparida9694 6 місяців тому +8

    ଏହି ଗୀତ ଶୁଣି ଲା ପରେ ମୁଁ ଜଗନ୍ନାଥ ଧାମ ରେ ମୋ ର ଜନ୍ମ ହେଇ ଥିବାରୁ ନିଜ ଉପରେ ଗର୍ବିତ ଅନୁଭବ କରୁଛି, ଜୟ ଜଗନ୍ନାଥ 🙏🙏🙏

  • @aspirantmona8863
    @aspirantmona8863 2 роки тому +46

    1st time odia Ra emiti Gita sunili...seita 4-6 thara {Shreeeee Mandiraaaa}...I love this song....soooo heart touching..🤩🤩🤩🤩🤩🤩🤩🤩
    Jay Jagannath 🙏🏻🙏🏻

  • @swapnakar6856
    @swapnakar6856 2 роки тому +9

    Proud to be Odia as SriMandir is in Odisha . 💐🇮🇳
    || JAI JAGANATH 🙏 ||
    | HARI BOLO HARI HARI BOLO |

  • @NaveenSikaka
    @NaveenSikaka 4 місяці тому

    ଜୟ ଜଗନ୍ନାଥ ମୋ ଜଗତରନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🚩🚩🚩🚩♥️♥️♥️♥️♥️🪔🪔🪔🪔🪔🪔🪔🪔🪔🪔🪔🪔🪔🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @kirtirsaho1100
    @kirtirsaho1100 2 роки тому +1

    ଜୟ ଜଗନ୍ନାଥ ମହାପ୍ରଭୁ।।। 🙏🙏🙏🙏🙏🙏🙌🙌🙌🙌🙌🙌🙏🙏🙏🙏🙌🙏🙌🙏🙏

  • @parthaveersahu8434
    @parthaveersahu8434 2 роки тому +53

    After many days premananda sir back with a bang...every line gives goosebumps

  • @rahulbehuria2769
    @rahulbehuria2769 2 роки тому +458

    ଅତୁଳନୀୟ 😍 ଯେତେ ଶୁଣିଲେ ବି ଆହୁରି ଇଚ୍ଛା ହଉଚି ଶୁଣିବାକୁ 😍

  • @Healthin2791
    @Healthin2791 6 місяців тому

    🙏🙏🙏ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭଵ ତୁମେ 🙏🙏🙏

  • @kanhaswain9327
    @kanhaswain9327 Рік тому

    Dipti Madam ଜୟ ଶ୍ରୀ ରାମ ଭଜନ ହଉ। ପ୍ରେମ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ।ଜୟ ଜଗନ୍ନାଥ

  • @user-rh9tg5dv3s
    @user-rh9tg5dv3s 2 роки тому +31

    REALLY PROUD OF YOU ODISHA SINGERS. KEEP IT UP.....

  • @rajeshdas5677
    @rajeshdas5677 4 місяці тому +2

    Jay Jagannath🙏🙏🙏🙏🙏🙏

  • @suryakantamahalik3462
    @suryakantamahalik3462 Місяць тому

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏🙏

  • @tapansahoo200
    @tapansahoo200 2 роки тому +11

    ଜୟ ଜଗନ୍ନାଥ❤️

  • @kprasaddas5596
    @kprasaddas5596 2 роки тому +61

    Just goosebumps 😍🔥❤️🙏 Jay Jagannath 🙏❤️

  • @kanhaswain9327
    @kanhaswain9327 Рік тому +1

    ଜୟ ମା ଆଦିଶକ୍ତି।ଜୟ ଜଗନ୍ନାଥ।ଜୟ ଶ୍ରୀ ରାମ।
    ସବୁ ଭଲ ଭାବରେ ତାଳି ମାରିଲେ। ବହୁତ ଭଲ ଲାଗିଲା

  • @chandanlenka7515
    @chandanlenka7515 2 роки тому +2

    କହିବାକୁ କିଛି ଶବ୍ଦ ନାହିଁ
    ଜୟ ଶ୍ରୀ ମନ୍ଦିର 🙏🙏🙏
    ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @creationofradhekrishna6899
    @creationofradhekrishna6899 2 роки тому +50

    I listened this song into 100 times.This song attractive me and my mind and heart go to a heaven like place.Really great our singers and premananda sir🙏🙏🙏🙏

  • @s_h_a_i_n_a
    @s_h_a_i_n_a 2 роки тому +14

    Fabolous ,fanstantic, mind-blowing ,outstanding song
    JAI JAGANNATH🙏🙏🙏🙏🙏🙏

  • @kanhaswain9327
    @kanhaswain9327 Рік тому

    ହା ହା ହା। ମତେ Dipti Madam .ଜୟ ମା ଆଦିଶକ୍ତି ଙ୍କ ଜୟ।ଜୟ ଜଗନ୍ନାଥ।ଜୟ ଶ୍ରୀ ରାମ।

  • @chinmaypanda430
    @chinmaypanda430 2 роки тому

    ଧନ୍ୟବାଦ ଦେବି ମିୟୁଜିକ୍ ସାଇନଟିଷ୍ଟ୍ ମୋ ପ୍ରିୟ ର ପ୍ରେମାନନ୍ଦ ସାର୍ ବହୁତ ସୁନ୍ଦର କମ୍ପଜିନସ୍ କରିଛନ୍ତି ସମସ୍ତ ଟିମ୍ ମେମ୍ବର ବହୁତ ସୁନ୍ଦର କଣ୍ଠଦାନ କରିଛନ୍ତି ସମସ୍ତ ଟିମ୍ ମେମ୍ବର ଡିରେକଟର ସାର୍ ପ୍ରଡୁସର୍ ସମସ୍ତ କୁ🙏🙏🙏🙏 ସମସ୍ତ ଓଡ଼ିଆ ଜାତିର ହୃଦୟ କିଣି ନେଇଛନ୍ତି ସହ୍ ଗ୍ରୈରଵେ ଆଗେଇ ଚାଲିଛି ଶ୍ରୀମନ୍ଦିର ଏମିତି ଏପିସଡ୍ ପରେ ଏପିସଡ୍ ଚାଲିଥାଉ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏

  • @sonalinpattanayak7499
    @sonalinpattanayak7499 2 роки тому +4

    Please awarded this song to national award jay Jagannath 🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼 Odisha vali pabitra mati au ama pabitra bada mandira jay hau

  • @user-ey7yb7ht9l
    @user-ey7yb7ht9l 2 роки тому +5

    ବହୁତ........... ସୁନ୍ଦର ସଙ୍ଗୀତ🙏😇❤️ ଜୟ ଜଗନ୍ନାଥ 🙏🙏

  • @sushantadas94
    @sushantadas94 2 роки тому

    କୌଣସି ବର୍ଣ୍ଣନା କରି ହେବନି ate ସୁନ୍ଦର bhabe ଗୀତ ଟି ମନକୁ ଛୁଇଁଛି....ଜୟ ଜଗନ୍ନାଥ

  • @happylucky7184
    @happylucky7184 2 роки тому +11

    Dipitirekha wow
    But All sang sing nice
    Premananda amazing music
    All singer ke liye ek like to banta hi he

  • @learningfest
    @learningfest 2 роки тому +4

    Wah that is so amazing ❤️this is my Odisha ❤️ love you ଓଡ଼ିଶା , 🙏🏻 ଜୟ ଜଗନ୍ନାଥ 🙏🏻 ଓଡ଼ିଆ ପରମ୍ପରା ର ନୂଆ ଇତିହାସ 🙏🏻 ସବୁ କଣ୍ଠ ଶିଳ୍ପୀ ଗୋଟିଏ ଗୀତ ରେ, ଗୋଟିଏ ରାଗ ରେ ଶୁଣି ବହୁତ୍ ଖୁସି ଲାଗିଲା 🙏🏻❤️thank you tarang TV for ଶ୍ରୀମନ୍ଦିର serial 👍🏻ଏହା ବହୁତ୍ ନାଁ କରିବ ସବୁ ଦର୍ଶକ ଙ୍କ ମନ chuniba nisichita ରୂପ ରେ ...👍🏻

  • @dibyarajchoudhury2206
    @dibyarajchoudhury2206 2 роки тому +1

    Abhijeet mishra voice very beautiful

  • @subhasmitanayak9134
    @subhasmitanayak9134 8 місяців тому +2

    କେଡେ ହୃଦୟସ୍ପର୍ଶୀ ଏ ଗୀତଟି❤

  • @monalishaswain5775
    @monalishaswain5775 2 роки тому +7

    Goosebumps song..... Proud to be an odia 🙏❤❤❤jai Jagannath ❤❤❤🙏

  • @musicsambhar4866
    @musicsambhar4866 2 роки тому +37

    Superb 🤗 Jay Jagannath 🙏 All have done justice to song specially Abhijit Mishra , Bishnu kabi , Sohini , Dipti and Shashank. Beautiful combination of all talented singers .

  • @bhaktiff3353
    @bhaktiff3353 3 місяці тому +1

    ଜୟ ଜଗନ୍ନାଥ ସ୍ୱାମୀ ⭕❗⭕

  • @swabhimanjibanjyoti6496
    @swabhimanjibanjyoti6496 2 роки тому +1

    ଜୟ ଜଗନ୍ନାଥ 🙏🏻❤️

  • @sipunbehera9703
    @sipunbehera9703 2 роки тому +3

    ଓଃ ଅତି ସୁନ୍ଦର ଗୀତ, ଏ ଗୀତ ଶୁଣିଲା ପରେ ମୋ ମନ ଶତ ଆନ୍ଦୋଳିତ ହୁଏ...❤❤❤

  • @Medmade._.S
    @Medmade._.S Рік тому +9

    The line `` A jati pain mahaprabhu bada na mahaprabhu bada " literally just give goosbums 🥺💓

  • @ritukrishnaevergreen6906
    @ritukrishnaevergreen6906 5 місяців тому +1

    Jai ⭕‼️⭕ Jagannath 🙏🙏 mo Kalia pai ete Sundar Sangita Sethi pai all singer mananku hrudayaru Mora 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @digambarpanda7281
    @digambarpanda7281 2 роки тому

    ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ।

  • @priyankapatra5280
    @priyankapatra5280 2 роки тому +295

    Proudly can say it's Odia song and we are odias. Having a heavy cultures and traditions .. this song is goosebumps. Thanks for this awesome creation . ❤🔥❣

    • @miraculoustales3331
      @miraculoustales3331 2 роки тому +6

      We odia .our odisha❤❤

    • @kaliajena870
      @kaliajena870 2 роки тому +5

      We odia🙏🏻😁💫

    • @mrs_kim_jeon_nancy
      @mrs_kim_jeon_nancy 2 роки тому +4

      ଏଇ କଥା କୁ କଣ ଓଡିଆ ରେ କହିଥିଲେ ହୋଇ ନ ଥାନ୍ତା କି ଭାଇ???

    • @Devisree82
      @Devisree82 Рік тому +1

      This song is awesome. Thanks all singers. 🙏🙏👌👌👍👍

  • @snehalinadas2121
    @snehalinadas2121 2 роки тому +8

    ସେ.... ଶ୍ରୀ ମନ୍ଦିର .....Best part from this song❤️...it gives goosebumps 😍

  • @Uksmart.logic4u
    @Uksmart.logic4u 5 місяців тому +2

    ଜୟ ଜଗନ୍ନାଥ 🙏 ବହୁତ ବଢିଆ ଏ ସଂଗୀତ ଯେପରି ପୁରୀ ଅଭଡ଼ା ❤

  • @odiabhaktimotivation1571
    @odiabhaktimotivation1571 Рік тому

    ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ,
    ଅଭ୍ୟୁଥାନମ ଅଧର୍ମସ୍ୟ ତଦାତ୍ମାନଂ ସୃଜନ୍ମହମ୍।
    ପରିତ୍ରାଣାୟ ସାଧୁନାଂ ବିନାଶୟ ଚ ଦୁଷ୍କୃତାମ୍,
    ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ୟୁଗେ ୟୁଗେ।'.
    🌹🙏🏻🌹ଜୟ ଜଗନ୍ନାଥ🌹🙏🌹

  • @adsucessforallcontent8387
    @adsucessforallcontent8387 Рік тому +12

    No matter how much you hear, the mind is playing with the desire to hear more without understanding. Jay jagannath jay jagannath jay jagannath swami♥️🙏

  • @rachanadash5320
    @rachanadash5320 2 роки тому +201

    1st time when I listened to this song I literally got goosebumps, loving this❤️

  • @biranchipattnaik9839
    @biranchipattnaik9839 9 місяців тому +1

    Jai jagannatha swami nayana patha gami 🙏🙏🙏🙏🙏🙏🙏🙏🙏🙏🙏🙏

  • @user-rx2he3kd3y
    @user-rx2he3kd3y 5 місяців тому +1

    🗼🗼🗼🗼🗼🌄🌄🌄🌄🌄🏹🏹🏹🏹🏹🛞🛞🛞🛞🛞🚩🛕🚩🛕🚩🛕🚩🛕🚩🛕🦚🦚🦚🦚🦚ଓଁ*****ଓମ୍ ନମଃ ଜୟ ଜଗନ୍ନାଥ ନମଃ ନମଃ ନମଃ ନମଃ ନମଃ ନମଃ*****ଓଁ 🦚🦚🦚🦚🦚🛕🚩🛕🚩🛕🚩🛕🚩🛕🚩🛞🛞🛞🛞🛞🏹🏹🏹🏹🏹🌅🌅🌅🌅🌅🗼🗼🗼🗼🗼

  • @sanjuktapatnaik5208
    @sanjuktapatnaik5208 2 роки тому +37

    Each and every moment of the song is greatly soulful and their voice really fits the part... About the composition is essential to give it the touch of classic alankars and ragas used to make a perfectly pure prayer of all the era

  • @TAMANNA-ty2nu
    @TAMANNA-ty2nu 2 роки тому +15

    Ahh! It's a pure Bliss ❤️❤️
    Loved the part " ସେ...ଶ୍ରୀମନ୍ଦିର" 🙏🏻🙏🏻

  • @akashkumardas5403
    @akashkumardas5403 Рік тому +1

    ଜୟ ଜଗନ୍ନାଥ. ମନ କିଣିନେଲ ମୋର 🥰🥰🥰🥰😍😍

  • @khusimusicworld
    @khusimusicworld Рік тому +2

    ସମସ୍ତ ଗାୟକ ଗାୟିକା ବହୁତ ଭାଗ୍ୟବାନ ଯେଉଁ ମାନେ ଏହି ସଂଗୀତ ରେ ସ୍ଥାନ ପାଇଛନ୍ତି କଣ୍ଠ ଦେଇଛନ୍ତି....🙏🙏

  • @subhashreebehera4628
    @subhashreebehera4628 2 роки тому +3

    ବହୁତ ସୁନ୍ଦର ସଂଗୀତ ଜୟ ଜଗନ୍ନାଥ 🙏

  • @djchittacreation
    @djchittacreation 2 роки тому +6

    Jay Jagannath🙏🙏🙏
    Good Creativity Prem Anand Sir❣️
    Shri Mandira 🙏🙏🙏

  • @sumantakumarjena4693
    @sumantakumarjena4693 11 місяців тому

    ଜୟ ମହା ପ୍ରଭୁ ଜଗନ୍ନାଥ 🙏🙏🙏💐💐💐❤️❤️❤️❤️

  • @sanatanpradhan8000
    @sanatanpradhan8000 2 роки тому +1

    ଆତ୍ମା ତୃପ୍ତି ହେଇଗଲା 🙏
    ଜୟ ଜଗନ୍ନାଥ

  • @himanshupuhan2043
    @himanshupuhan2043 2 роки тому +45

    This song is just giving goosebumps....all the best team🖤

  • @uditnarayan6454
    @uditnarayan6454 2 роки тому +11

    Jay Jagannath swami 🙏🙏🙌🙌❤❤

  • @samareshvlogs7
    @samareshvlogs7 Рік тому

    ଜୟ ଜଗନ୍ନାଥ ରାଧା ରାଧା

  • @santoshsagarnayak9651
    @santoshsagarnayak9651 2 роки тому +1

    ବାହା ଗୀତଟି ଏତେ ସୁନ୍ଦର ହେଇଛି ଯେ ହୃଦୟ କୁ ଛୁଇଁ ଯାଉଛି ଓଡ଼ିଆ ଜାତିର ଗର୍ବ ଓ ଗୌରବର ବିଷୟ ରେ ବଖାଣିଲା ଭଳି ଲାଗିଲା ଯେତେ ଶୁଣିଲେ ବି ବାର ବାର ଶୁଣିବାକୁ ଇଛା ହେଉଛି

  • @jyoti4271
    @jyoti4271 2 роки тому +7

    Thanks to Prem Anand sir for this Wonderful Heart touching song.

  • @madhusmitamoharana3767
    @madhusmitamoharana3767 2 роки тому +12

    I listen this song thousands times a day.. n get goosebumps every time.. Thank you prem anand sir for such a pure song 🙏🙏

  • @jaysrirambulurakhal
    @jaysrirambulurakhal 5 місяців тому

    ଜୟ ଶ୍ରୀ ରାମକୃଷ୍ଣ ଗୋପାଳ ଜୟ ଜୟ କଳା ଜୟ 🙏🙏🙏🙏🙏🙏❤🥰🌹🥀🎉🇮🇳🚩🚩🚩🚩🚩

  • @rajprasadmalik9212
    @rajprasadmalik9212 5 місяців тому +1

    ଜୟ🚩ଶ୍ରୀ🕉 ଜଗନ୍ନାଥ 🛕🙏🚀🌍🏹🔱⚔️👬💪🐚🪔🇮🇳🙅‍♂️👌🙋‍♂️👍

  • @shiningswagatika5669
    @shiningswagatika5669 2 роки тому +5

    Best Song Ever.Best Music, Lyrics,Singers, i.e. all the best in one song. Feeling proud of being an Odia. Jai Jagannath🙏

  • @swetashree6508
    @swetashree6508 2 роки тому +20

    & also appreciate that it gives goosebumps 💗🦋🌈

  • @padmasridas41
    @padmasridas41 2 роки тому

    ଏତେ ସୁନ୍ଦରଗୀତ ଏବଂ ଏହା ସହିତ ଲେଖା ,ଗାଇବା ଲେ।କମାନକୁ ଧନବାଦ।

  • @ODISHAQUIZ
    @ODISHAQUIZ 2 роки тому

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ

  • @kaibalyahere
    @kaibalyahere 2 роки тому +11

    For this beautiful creation every person related to it will be remembered ...... jay jagannath swami

  • @ariyanrout3063
    @ariyanrout3063 2 роки тому +16

    This song deserves like and view's upto million . Can we push it upto that level as an Odiya . (Shree jagannath - utkala ra swabhiman )❤️❤️❤️

  • @laxmidharmohapatra7824
    @laxmidharmohapatra7824 3 місяці тому

    ଜୟ ଜଗନ୍ନାଥ କି ଜୟ ❤

  • @babucreation7625
    @babucreation7625 2 роки тому

    ନୂଆ ଚେଷ୍ଟା ଓ ନୂଆ ପ୍ରୟାସ... ଅତି ହୃଦୟ ସ୍ପର୍ଷୀ ଓ ସୁମଧୁର👍👍👍

  • @shaktiswarupdas9714
    @shaktiswarupdas9714 2 роки тому +20

    What a bliss!!! I literally had goosebumps ... after putting my head phones on..... Taranaga team thanks for this 🙏
    I personally do connect with each and every bit of this song...

  • @writerdillip27
    @writerdillip27 2 роки тому +8

    Jai jagannath 🙏
    Thanks to the whole team
    Beautiful composition of premanand sir
    💕💕💕

  • @ramachandramohanty3812
    @ramachandramohanty3812 2 роки тому

    ଅତୀବ ଚମତ୍କାର .....ଗୀତ...ସଙ୍ଗୀତ... ଗାୟନ ....

  • @jagannathsamal7
    @jagannathsamal7 5 місяців тому +2

    ବହୁତ ସୁନ୍ଦର ହେଇଛି ❤

  • @sonalinrath
    @sonalinrath 2 роки тому +12

    This song gives goosebumps, seriously being an odia, after a long time I feel it's a great song to soothes the soul.

  • @arobindamohanty6886
    @arobindamohanty6886 2 роки тому +4

    ଆହା କେଡେ ସୁନ୍ଦର। ଏଇ ତ ଭଲ ପାଇବା ମହାପ୍ରଭୁଙ୍କ ପ୍ରତି

  • @rajarammishra255
    @rajarammishra255 Рік тому

    ତା ମଥାନରେ ବାନା ଉଡୁଥିଲେ ଗରବରେ କହେ ଏଇ ଦେଖ ଏଇ ଜାତି ଠିକଣା 🙏🏻 । This line shows our identity.

  • @bariksolutions9357
    @bariksolutions9357 2 роки тому

    ବହୁ ବର୍ଷ ପରେ ଗୋଟେ ଭଲ ଗୀତ, ଆମ ଓଡିଆ ଜାତିର ଗୌରବ

  • @joshidhanan4292
    @joshidhanan4292 3 місяці тому +1

    He prabhu janama dhanyam koti koti pranam swamy mere prabhu.

  • @manishapriyadarsaninayak4103
    @manishapriyadarsaninayak4103 2 роки тому +5

    Proud to be an Odia with my culture and devotional attachment ❤ Jay Jagannath💕 .I have listened it many times but still it sticks a unbroken connection with me. Any one, who will listen this song will get watered 🙏🙏jay jagannath 🥰🥰 .Meaning is heat touching, soulful, composition, lyrics and all about this song is amazing 💯😘