ସବୁ ବରବାଦ୍ ହେଇଗଲା ବାହାଘର ପାଇଁ

Поділитися
Вставка
  • Опубліковано 28 лис 2024

КОМЕНТАРІ • 1,9 тис.

  • @rajkishorepradhan3690
    @rajkishorepradhan3690 5 місяців тому +110

    କିଏ କହିଲା ତୁମର ଇଜ୍ଜତ ଯାଇଛି କିଛି ଯାଇନି ହେଲା...ତୁମ ଭଉଣୀକୁ ମୋ ତରଫରୁ କହିବ ସାରା ଜୀବନ କାନ୍ଦିବା ଅପେକ୍ଷା ଏ ଦୁଇ ଦିନ କାନ୍ଦି ପକେଇଲେ ବହୁତ ଭଲ ହେଲା.... ମୁଁ କେବେ ବି ଭାବି ନଥିଲି ତୁମ ପରିବାର ସହ ଏମିତି ହେବ ବୋଲି କେଜାଣି କାହିଁକି ଭଗବାନ କଣ ପାଇଁ ଏମିତି ଆମ ପରି ଗରିବ ଲୋକ ମାନଙ୍କୁ ଏତେ କଷ୍ଟ ଦିଅନ୍ତି...ତୁମ ଭଉଣୀ ଏତେ lucky ଯେ ସେ ଶାଳ ହରମଜାଦ ର ଜୀବନ ସାଥି ହେଇନି ବହୁତ ଭଲ

  • @sanufamilyvlog747
    @sanufamilyvlog747 5 місяців тому +86

    କେଡେସୁନ୍ଦର ପରିବାର ❤ବରବାଦ୍ ହବାରୁବଞିଗଲେଭଗବାନ୍ ତାପାଇଁଭଲରଖିଛନ୍ତି

  • @JyotiJena-uc4iq
    @JyotiJena-uc4iq Місяць тому +13

    ଭାଈ ତୁମ ସହ ବନ୍ଧୁ ବଢିବାର ସେମାନଙ୍କର ଓକାତ୍ ନାହିଁ । ଜଗନ୍ନାଥ ଙ୍କ ପାଖରେ ଗୁହାରି କରୁଛି ସେ ତୁମମାନଙ୍କୁ ଭଲରେ ରଖନ୍ତୁ

  • @Terabhaisa
    @Terabhaisa 5 місяців тому +53

    ଆରେ ଦିଦି ତମ ଭାଗ୍ୟ ବହୁତ୍ ଭଲ ଆଗରୁ ସବୁ ତା ରୋଲ ଜାଣି ଗଲ ନହେଲେ ପରେ ସେ ଟୋକା ଆଉ କୋଉଠି ରାତିରେ ସୋଇଥାନ୍ତା 👍🏽

  • @priyadarshiniparida3613
    @priyadarshiniparida3613 5 місяців тому +18

    Raja bhai tama bhali bhai sabu bhauni nku milu bahut maturity mind tamara samstanku hasei bujhei parucha nije b bujhiparucha i love your personality 😊

  • @Susantcollection-os5ur
    @Susantcollection-os5ur 4 місяці тому +13

    ଆରେ କାନ୍ଦନି ଯାହା ହେଇଛି ଭଲ ହେଇଛି,,, ଭଗବାନ୍ ତମ ପାଇଁ better option ରଖିଛନ୍ତି,,, ଜୟ ଜଗନ୍ନାଥ 🙏🙏🙏

  • @bhakti199
    @bhakti199 5 місяців тому +49

    ଭଲ ହୋଇଛି ବାହାଘର ଆଗରୁ ସବୁ ଜଣାପଡିଗଲା ନ ହେଲେ ଜୀବନ ବର୍ବାଦ ହେଇଯାଇଥାନ୍ତା
    ଭଉଣୀ ତମେ ବହୁତ ଭଲ ସେଥିପାଇଁ ଭଗବାନ କିଛି ଅନର୍ଥ ତମ ସହ ହେବାକୁ ଦେଲେ ନାହିଁ
    ତମେ ସବୁ କିଛି ଭୁଲି ଯାଅ
    ଭଗବାନ ତମ ପାଇଁ କିଛି ଭଲ ରଖିଛନ୍ତି ତମେ ଧର୍ଯ୍ୟ ଧରି ଅପେକ୍ଷା କର

  • @nakuladehuri9718
    @nakuladehuri9718 2 місяці тому +3

    ଭଉଣୀ ଯାହା ହେଇଛି ଭଲ ହେଇଛି
    ତମ ଜୀବନ ଟା ବରବାଦ୍ ହବା ଆଗରୁ ବଚି ଗଲା

  • @baijayantipanigrahi7640
    @baijayantipanigrahi7640 5 місяців тому +114

    ଗୋଟିଏ ଗରିବର ଲୁହ ପଡ଼ିବ ଭାଇ ତା ଉପରେ ସିଏ କେବେ ଭଲ ରେ ରହିପାରିବେନି ତା ଠାରୁ ୧୦୦ ଗୁଣର ଭଲ ପୁଅ ମିଳିବ ଆମ ସୋନୀ କୁ Jagannath ସବୁ ଠିକ୍ କରି ଦେବେ ମୋ ମନ ଦୁଃଖ ସତରେ ଭାଇ😢

  • @Suchitra4173
    @Suchitra4173 2 місяці тому +6

    କେତେ ସିନ୍ଦର ପରିବାର ❤️😁 ଝିଅ 3bhaut କାମିକା ଛୁଆ ଗୁରା ଗରିବ ହେଲେ କଣ ହେଲା ଭଲ ଛୁଆଗୁରା ଛୋଟ ପିଲା ହେଇକି ରିସେଇ re ମା କୁ ସାହାଯ୍ୟ aou ସମସ୍ତଙ୍କୁ ଖାଇବା ବଢ଼ିକି ଦେଉଛନ୍ତି ଓଃ ବହୁତ ଭଲ 😁❤️belss u ଛୁଆ ମାନେ ❤️😁

  • @Sahoogharatiana
    @Sahoogharatiana 5 місяців тому +10

    ଭାଇ ସେ ପିଲା ସୋନି ଙ୍କ ପାଇଁ ଯୋଗ୍ୟ ନଥିଲା ସୋନି ଙ୍କୁ ବହୁତ ଭଲ ପିଲା ମିଳିବେ ବେସ୍ତ ହୁଅନି ଗୋଟେ ନିରୀହ ସରଳ ଝିଅ କୁ କନ୍ଦେଇଛି ସୋନି ଙ୍କ ଲୁହ ତା ଉପରେ ପଡିବ ସେ ସାରା ଜୀବନ ଖୁସିରେ ରହି ପାରିବନି

  • @Barun143u
    @Barun143u 5 місяців тому +3

    ଭଗବାନ୍ ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ ...ତମେ କଣ ପାଇଁ କାନ୍ଦୁଛ ସବୁବେଳେ ଭୂଲ୍ କରିବା ଲୋକ କାନ୍ଦନ୍ତି ତମେ ଖୁସି ହେବା କଥା ତମ life spoil ହେବାରୁ ବଞ୍ଚିଗଲା

  • @odishareact
    @odishareact 5 місяців тому +3

    Life ବର୍ବାଦ ହେବା ପୂର୍ବରୁ ଭଗବାନ ବଞ୍ଚେଇ ଦେଇଛନ୍ତି, ଯାହା ହେଇଛି ଭଲ ହୋଇଛି, ଜୀବନ ତମାମ ଆଖିରେ ଲୁହ ଝରିବା ଆଗରୁ ବଞ୍ଚି ଯାଇଛ ଭଉଣୀ,

  • @Himanshui.Hm143
    @Himanshui.Hm143 3 місяці тому +3

    ସତରେ ରାଜା ଭାଇ ଏ ଭିଡ଼ିଓ ଦେଖି ମୋ ଆଖିରୁ ଲୁହ ଆସି ଯାଇଥିଲା 😢 ସତରେ ଭାଇ ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ. ସତ କହିବାକୁଗଲେ ମଁ କେବଳ ଏ ତିନିଜଣ ଆଉ ମାଇଁ ଙ୍କ ହସ ମତେ ବହୁତ ବହୁତ ହୃଦୟ କୁ ଛୁଇଁଯାଇ ଥିଲା ହେଲେ ଆଜି ଆଖିରୁ ଲୁହ ଦେଖି ମୋ ଆଖିରୁ ଲୁହ ଆସି ଯାଇଥିଲା 😢🙏🙏🙏😢

  • @ratneswarnayak3396
    @ratneswarnayak3396 5 місяців тому +24

    ଭଗବାନ ବହୁତ ବଡ ବିପଦ କୁ ଟାଳି ଦେଲେ ସେ ମଣିଷ ଜୀବନ ରେ ଶାନ୍ତି ରେ ରହି ପାରିବନି। ଜୟ ଜଗନ୍ନାଥ

  • @sarojinibehera8049
    @sarojinibehera8049 5 місяців тому +6

    Sabubele khusi re ruha Soni Dee...bahut bhala bara miliba tumaku...seita gote rakhyasa jahathu bhagaban tumaku banchei deichanti...sabu thik heijiba tns niani

  • @barshadas9166
    @barshadas9166 5 місяців тому +150

    ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ଯଦି ସେ ପୁଅ ବାହାଘର ପରେ ଛାଡ଼ିଦେଇଥାନ୍ତା ସୋନି ବହୁତ୍ କାନ୍ଦି ଥାଆନ୍ତା ସେତେବେଳକୁ ବହୁତ୍ କଷ୍ଟ ଲାଗି ଥାଆନ୍ତା ଯୋଉ ପୁଅ ଝିଅ ମନକୁ ଏମିତି କଷ୍ଟ ଦେଉଛନ୍ତି ସେମାନଙ୍କୁ ଫାଶୀ ହେବା ଦରକାର 😢😢😢

  • @jyotishankarpanigrahi336
    @jyotishankarpanigrahi336 4 місяці тому +2

    ସବୁ ଠିକ ଅଛି, ଆଗକୁ ଯାହା ହେବ ଭଲ ହେବ. ଭଗବାନ ମଙ୍ଗଳ କରିବେ. ସବୁ ଠିକ ହୋଇଯିବ.

  • @Biranci123
    @Biranci123 5 місяців тому +109

    ଏ ଭଳି ପିଲାକୁ ଗୁଳି କରିଦେବା କଥା ଗୋଟେ ବାପା କେତେ ସ୍ୱପ୍ନ ଦେଖେ ଝିଅ ବାହା ଦେବି କନ୍ୟା ଦାନ କରିବି କିନ୍ତୁ ଏ ଭଳି ବାଷ୍ଟେଡ଼ ଲୋକ ଏ ଦୁନିଆରେ ଜନ୍ମ ନେବା ହିଁ ପାପ. ଭଗବାନ ଏ ଭଳି ଲୋକଙ୍କୁ ନର୍କରେ ରେ ବି ଜାଗା ଦେବେନି ଭଗବାନ ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇ. ଜୟ ଜଗନ୍ନାଥ 😢😢

  • @satyabannaik4539
    @satyabannaik4539 5 місяців тому +3

    ଏଭଳି ଘଟଣା ଗୁଡିକ ବେଳେ ବେଳେ ମନରେ ଗଭୀର ରେଖା ପାତ ତିଆରି କରେ ଯାହାକି ଜୀବନରେ କେବେବି ପାଶୋରି ହେବ ନାହିଁ କିନ୍ତୁ ଗୋଟିଏ କଥା ସମସ୍ତେ ମନେ ରଖିବା ଉଚିତ ଦିନେ ପୁର୍ଣିମା ହେଲେ ଦିନେ ଅମାବାସ୍ୟା l ଯାହା ହେଇଗଲା ପ୍ରାୟ ଭଗବାନ ଚାହିଁଲେ ନାହିଁ ଯେ ଆଗକୁ ଆହୁରି ଆହୁରି ବିପଦ ମାଡିଆସୁ ବୋଲି l ଧ୍ୟାନରଖ କି ପୁନଃ ଯେମିତି ଏହାର ଏକାପରି ଘଟଣା ନ ଘଟୁ l ଏହା ମଣିଷ ସମାଜ ପାଇଁ ଏକ ବଡ଼ ଶିକ୍ଷା l
    ଦୁଇ ଗୋଡ଼ିଆ କଳା ମୁଣ୍ଡିଆଙ୍କୁ କଦାପି ବିଶ୍ୱାସ କରିବା କଥା ନୁହଁ l ଅତି ନିଜର କରି ଧୋକା ଦିଅନ୍ତି l ମହିଳା ମାନେ ହିଁ ଏହାର ବେଶି ଶିକାର ହୁଅନ୍ତି l ସାବଧାନ ରହିବା ଆବଶ୍ୟକ l ଆଜିକାଲି ଚାକିରୀ ନା ରେ ସବୁ ଠକୁଛନ୍ତି l ସତ ନ ଜାଣି ବିଶ୍ୱାସ କରିବା ଅର୍ଥ ଗାଢ଼ରେ ପଡିବା l ଯାହା ବଞ୍ଚି ଯାଇଛି ସେଇ ରାକ୍ଷସ କବଳରୁ l ଆଗକୁ ଯାହା ହେବ ବହୁତ ଭଲ ହେବ l

  • @EE-LE-AnkitKumarSwain
    @EE-LE-AnkitKumarSwain 5 місяців тому +3

    ଭାଇ ଏ ପରିବାର କୁ ଦେଖିଲେ ବହୁତ୍ ଦୁଃଖ ଲାଗୁଛି।ଠାକୁର ସେ ପିଲାକୁ ଠିକ୍ ଶାସ୍ତି ଦେବେ।ବାହାଘର ନା ହେଇଚି ଭଲ ହେଇଚି।ଠାକୁର ଏ ପରିବାର କୁ ଭଲରେ ରଖନ୍ତୁ।

  • @ActorJilu
    @ActorJilu 3 місяці тому +2

    Bhagwaan sabu bele sathire achanti sabu thik kari debe❤God bless you❤

  • @hiranmaypadhiari9922
    @hiranmaypadhiari9922 5 місяців тому +121

    ଭଗବାନ ଯାହା କରନ୍ତି ମଣିଷର ଭଲ ପାଇଁ। ଆହୁରି ଭଲ husband ମିଳିବେ

  • @Sahooandsahoo5152
    @Sahooandsahoo5152 5 місяців тому +2

    ବାହାଘର କରିବା ପୂର୍ବରୁ ୧୦୦ ଥର ପୁଅ ବିଷୟରେ ତାଙ୍କ ଗାଁ ଲୋକ ଙ୍କ ଠାରୁ ପଚାରି ବୁଝିବାର ଥିଲା। ଯାହା ହେବାର ଥିଲା ହେଇଗଲା।

  • @SBS443
    @SBS443 5 місяців тому +18

    ସତରେ ଆପଣଙ୍କ ମାମୁଁ ଏତେ ଶାନ୍ତ ସରଳ ଲୋକ 😭 ଭାଗବାନ ଏମିତି କଣ ପାଇ କରନ୍ତି 😭😭😭😭 ହଉ ଯାହାବି ହଉ ଆମ ଭାଉଣୀ ର ଜୀବନ ତା ସେଭେ ହେଇଗଲା

  • @IMSAIKRISHNA
    @IMSAIKRISHNA 5 місяців тому +24

    ସୋନି my sweet sister ତୁ ମନ ଦୁଃଖ କରନା ଯାହା ହବାର ଥିଲା ଭଲ ହେଲା ok ତୋ ପାଇଁ ଗୋଟେ ଭଲ ପୁଅ ଥିବ ଏବେ ଆଉ ସେ କଥା କିଛି ମାନେ ପକାନା pz 🙏🙏my sister ତୁ ସବୁବେଳେ ହସୁ ଥା 👌👌pz

  • @anupamadash3041
    @anupamadash3041 5 місяців тому +41

    ମଦୁଆ ସାଙ୍ଗରେ ବାହାଘର ହେଇନୀ ଭଲ ହେଇଚି

  • @mitalifestyle2917
    @mitalifestyle2917 4 місяці тому +4

    Jaha kuha bhai tama sahita tama mamu ghara loka bahut sarala ,bahut bhala amiti tanku tike hasautha gote jhia pain amiti haba bahut kasta dayak god bless you bhauni stay strong,better pila miliba❤

  • @dambarudharmahanta6576
    @dambarudharmahanta6576 5 місяців тому +17

    ଭାଈ ଜୟ ଜଗନ୍ନାଥ କାଲି ପାଖରୁ ବହୁତ୍ ଦୁଃଖ ଲାଗୁଛି ତା ନା ରେ ଥାନା ରେ ଦିଅନ୍ତୁ ଆଉ ତାଙ୍କ ଘର ଲୁକ କୁ ବି ଛାଡନ୍ତୁ ନାଇଁ

  • @mamagouda646
    @mamagouda646 5 місяців тому +13

    Suni tame khusi heba katha ଏମିତି ପୁଅକୁ ବାହା ହେଇନ ତମେ କାଦି ଲେ ସେ ପୁଅ ହାସିବ ସେଥି ପାଇଁ ତମେ ଖୁସିଲେ ରୁହ❤

  • @devilskk1955
    @devilskk1955 5 місяців тому +7

    ହାରି ଗଲେ ଦୁଃଖ କରନ୍ତୁନାହିଁ । ହାରିବା ହିଁ ଜିତିବା ପାଇଁ ନୂଆ ଭର୍ଜା ସୃଷ୍ଟି କରେ❤

  • @pinkuripu11
    @pinkuripu11 3 місяці тому +7

    No tension bro pura mono lakhi puote milibo sister kn pain only believe in God 😊😊😊😊😊😊😊😊🥰🥰🥰🥰

  • @BarshaBhattray-vk7vv
    @BarshaBhattray-vk7vv 5 місяців тому +17

    ଯେତେ ବି ଯାହା ହଉ ତମ ମାଇଁ ଙ୍କର ହସ ବହୁତ୍ ବଢିଆ... ଆଉ ଗୋଟେ କଥା କେସ କର ଯାହା ହେଇଛି ଗୋଟେ ପ୍ରକାର ଭଲ କାରଣ ସୋନି ସେଇଠିକୁ ଯାଇଥିଲେ ସାରାଜୀବନ କଷ୍ଟ ପାଇଥାନ୍ତା 😢😢😢 କିନ୍ତୁ କଷ୍ଟ ଲାଗୁଛି ୟାର ତାଙ୍କ ଫେମିଲି ଏତେ ବାଜେ ଛି 😂 ବେଲଜ୍ୟା ପରିବାର

  • @AnilaBhaul-jn2pr
    @AnilaBhaul-jn2pr 3 місяці тому +3

    ତମ ପାଇଁ ଭଗବାନ୍ ଅଛନ୍ତି

  • @chinmayadash3071
    @chinmayadash3071 5 місяців тому +14

    ଏ ନିରୀହ ପରିବାର ଲୋକଙ୍କ ଆଖିର ତତଲା ଲୁହ ରେ ସେ ଟୋକା ଜାଳି ପୋଡ଼ି ପାଉଁଶ ହେଇଯିବ.,.ଭଗବାନ ଅଛନ୍ତି 🙏🏻🙏🏻🙏🏻

  • @siputripathy3348
    @siputripathy3348 5 місяців тому +3

    👉Bhai baha ghara heine bahut bhala heiche Nahila bhabisat ra bhut problem face kari thanta suni suni ku bujhi dea sea pua tharu bhut bhala pua miliba 💯 Au tama family ra samasta khusi ra ruhantu Mo ra jaganath thakura ka pakhara prathana 🙏

  • @satyabhamagiri7982
    @satyabhamagiri7982 5 місяців тому +9

    ସତରେ ମାଇଁ ଏତେ ଦୁଃଖ ରେ ବି ହସୁଛନ୍ତି 😊😊😊😊😊

  • @basantmalick9799
    @basantmalick9799 4 місяці тому +1

    ଝିଅ ରେ ଗୋଟିଏ କଥା କହିବି ଈଶ୍ବର ଯାହା କରିଛନ୍ତି ତାହା ଭଲ, ଯାହା କରଛନ୍ତି ତାହା ଭଲ, ଯାହା କରିବେ ତାହା ମଧ୍ଯ ଭଲ ଜୟ ଜଗତରନାଥ🙏🙏

  • @lipsharout4787
    @lipsharout4787 5 місяців тому +14

    ସେଇ ଭଳି ଅଶିକ୍ଷିତ ପରିବାର କୁ, ସୋନି ନ ଯାଇଚି ଭଲ ହେଇଛି, ଭଗବାନ୍ ବଞ୍ଚେଇ ଦେଇଛନ୍ତି,

  • @Sonysonu-e2g
    @Sonysonu-e2g 5 місяців тому +2

    ଏବେ ଯାହା ହୋଇଛି ଠିକ ହୋଇଛି sister, ତୁମେ ପଛକଥା ଭୁଲି ଯାଅ, ଆଗକୁ ଦେଖ, ବହୁତ ଟୋକା ମିଳିବ, ଏବେ ଆମ ର କିଛିବି ଅସୁବିଧା ହୋଇନି, don't cry...

  • @jayshreeram9278
    @jayshreeram9278 5 місяців тому +3

    ଭାଇ ଭଗବାନେ ଯାଆ ବି କିଛି କର ତୀ ପ୍ରିରିର ଭଲ ପାଇଁ

  • @nakuladehuri9718
    @nakuladehuri9718 2 місяці тому +1

    ରାଜା ଭାଇ ଯାହା ହେଇଛି ପାଂଣିର ମଗଂଳ ପାଇଁ
    ସେ ସଳାକୁ କିଛି ନାହିଁ ଖାଲି ମାଡ ଛଡା ଆଉ କିଛି ନାହିଁ

  • @ashishranjandhal
    @ashishranjandhal 5 місяців тому +5

    ସଂସ୍କାରୀ ଝିଅଟି ସେଭଳି ଅଭଦ୍ର ପୁଅ ସହିତ ବାହାଘର ନ ହେଇଛି ଭଲ ହେଇଛି ଏଇଟା ଭଗବାନ୍ ଙ୍କର ଇଛା ନ ଥିଲା ସେ ଝିଅ ସେ ଘରକୁ ଯାଉ ବୋଲି ଦେଖିବେ ତାକୁ ଭଲ ଶାଶୁ ଘର ସହିତ ଭଲ ପୁଅଟି ମିଳିବ ସେ ବହୁତ ଖୁସିରେ ରହିଵ

  • @SusilNaik-c6u
    @SusilNaik-c6u 5 місяців тому +1

    ମନ ଦୁଖ କରନ୍ତୁ ନୀଭ ଉଣୀ ତୁମର ବାହାଘର ବହୁତୁ ଭଲ ପିଲା ଶାଙ୍ଗରେ ହବଶତରେ

  • @BiswajitvlogsYt
    @BiswajitvlogsYt 5 місяців тому +9

    ସାରା ପରିବାରର ଲୁହ ତା ଉପରେ ପଡିବ ଅପେକ୍ଷ୍ୟା କର 🙌

  • @meenakunuvlogs
    @meenakunuvlogs 5 місяців тому +2

    ଝିଅ ତୁ ଏତେ ସୁନ୍ଦର ଭଉଣୀ ମୋର କାନ୍ଦୁଚୁ କଣ ପାଇଁ ଭଗବାନ ଯାହା କରନ୍ତି ଭଲ କରନ୍ତି ତୋର କି ଏଇଜ ଗଲା ଭଉଣୀ ତୁତ ଭଲ ଝିଅ ଟେ ମନ ଦୁଃଖ କରେନି 😂😂😂

  • @sasmitarani1479
    @sasmitarani1479 5 місяців тому +24

    ସବୁ ଲୁହ ତା ଉପରେ ପଡିବ ରୁହ ଦେଖିବ😤

  • @subhadrasahoo4807
    @subhadrasahoo4807 13 годин тому

    କାନ୍ଦିବାକିଛିଦରକାରନାହିଁ, ଭଗବାନ୍, ଅଛନ୍ତି, ଭଲପ୍ରସ୍ତାବ, ଆସିବ

  • @royalgaming6272
    @royalgaming6272 3 місяці тому +3

    ଭାଇ ଆପଣଙ୍କ ପରିବାର ଙ୍କୁ ପ୍ରଭୁ ଜଗନ୍ନାଥ ଘଣ୍ଟ ଘୋଡେ଼ଇ ରଖ ନ୍ତୃ ପ୍ରଭୁ ଆପଣ ଙ୍କ ଭଉଣୀ କୁ ଖୁସିରେ ରଖନ୍ତୁ। ଏମିତି ଅଭଦ୍ର ପିଲା କୁ ଭଗବାନ୍ ଦଣ୍ଡ ଦେବେ ଆପଣ ଚିନ୍ତା କରନ୍ତୁ ନାହିଁ❤❤❤

  • @RINKUUUUUU12333
    @RINKUUUUUU12333 5 місяців тому +22

    ଭାଇ ଭଉଣୀ କୁ ଘରେ ରଖି ଦିଅ ବରଂ କେବେ ମଦୁଆ ସହ ବାହା ଘର କରନି

  • @DibyaSwainLifestyle
    @DibyaSwainLifestyle 5 місяців тому +121

    ତମେ ଯଦି ଚାହିବ ମୋର ଗୋଟେ ଭାଇ ଅଛନ୍ତି ବହାଘର କରିବେ କି ,,?

    • @Nirakarapatra
      @Nirakarapatra 5 місяців тому +13

      Hna achii

    • @mamalibehera3968
      @mamalibehera3968 4 місяці тому +5

      ତମେ ଯଦି ଚାହିବ ମୋର ଦିଅର ଅଛନ୍ତି ବାହାଘର କରିବେ କି ଭାଇ।

    • @Babulibarik-jq3tk
      @Babulibarik-jq3tk 4 місяці тому +1

      😮😮😮😮😮😮😮😮​@@Nirakarapatra

    • @SurendranathaMohanta
      @SurendranathaMohanta 3 місяці тому +1

      Jhia ra ghara kauthi

    • @Mykitchenmystory
      @Mykitchenmystory 3 місяці тому +2

      ମୋର ଦିଅର ଅଛି ନ୍ତି

  • @rupashreebehera5506
    @rupashreebehera5506 5 місяців тому +1

    ସତରେ ଯୋଉ ଘରେ ଝିଅ ମାମାତ କାରୀ ହୁଏ ସେ ଘର ଭାଗିଯାଏ

  • @BagmiKar
    @BagmiKar 5 місяців тому +13

    Kichi barbad heini gote jhia jibana barbad habaru banchijaichi.jama besta huani bhagaban jaha karanti bhala pai karanti.maa tarini blessed him❤❤❤.

    • @H4xad343
      @H4xad343 5 місяців тому

      Blessed her 😊

  • @purbantanaik4895
    @purbantanaik4895 5 місяців тому +1

    ସତରେ ସେ ପିଲା ଛଟ ପଟ ହେଇ ମରିବ 🙏🙏jai jagannath 🙏🙏

  • @Balaramjena021
    @Balaramjena021 4 місяці тому +6

    Bhai bastaba katha janei thibaru bahut bahut dhanyavad

  • @basantmalick9799
    @basantmalick9799 4 місяці тому +1

    ଝିଅ ମୁଁ ତୋ ବାପାଙ୍କ ଠାରୁ ବଡ଼ , ମତେ ମଉଷା କହିପାରୁ କିନ୍ତୁ ମୋରାଣ ଭଗବାନ ବୋଧହୁଏ ତତେ ବହୁତ ଭଲ ଯାଗାରେ ବାହାଦେବେବୋଲି ସେଠୁ ବାହାଘର ଭାଂଗିଦେଲେ ଜୟ ଜଗତରନାଥ🙏🙏

  • @MadusmitaDas-t9d
    @MadusmitaDas-t9d 5 місяців тому +12

    Jaha heichi thik heichi bhagya vala etikire bichara Sarala jhiata banchi gala..baha ghara pare jadi emiti heithanta..bhala jhiata bhala bara miliba

  • @HrushikeshNayak-u8n
    @HrushikeshNayak-u8n 4 місяці тому +2

    ଏମିତି ଲୋକଙ୍କୁ ଭେଟି ବାଡ଼ାଅ ତାଙ୍କ ସାରାପରି ବାରଙ୍କୁ ଥାନାରେ ଦେବା ଦରକାର |

  • @ROMYARanijena
    @ROMYARanijena 5 місяців тому +12

    Satare yanka family bohut innocent bhagwan karantu yanku sabu khusi milu mate bohut kasta houchi😭🥹

  • @kunasahu4879
    @kunasahu4879 Місяць тому

    ଭଗବାନ ଯାହା ସବୁ କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ

  • @Swapnabarikvlogs
    @Swapnabarikvlogs 5 місяців тому +25

    Soni dii ta bahut sundar ta pain anek pua milibe e pua sahita soni dii ra jodi bhala laginatthanti bhagban ja karanti prani ra mangala pain❤

    • @HappyClover-ce7ob
      @HappyClover-ce7ob 5 місяців тому

      ଭାଇ ବହତୁ କଣ୍ଟ ଲାଗୁଛି 😢😢

  • @abhijitmohanty6667
    @abhijitmohanty6667 5 місяців тому +2

    Paribara Ku Mora Anurodha Tame Sony Abe Bahaghera Karani Kahaku Bahaghera Karni Au Tk Business Kariki Strong Hei Jao ... Se Pua Ku Au Taka Paribara Ku Dekhai Daba Kete Powerful .. Love You Bapa 😊❤🎉 Be Smile 😊❤🎉

  • @PapuHasda-dn4qp
    @PapuHasda-dn4qp 5 місяців тому +27

    ବଡ଼ ମଦୁଆ ସେ

  • @muktipradhan5910
    @muktipradhan5910 4 місяці тому +1

    Tume bahut bhala loka.bhagaban tumara Mangala karantu.

  • @mamataranimahanta150
    @mamataranimahanta150 5 місяців тому +3

    Soni didi tk smart hua bipada ku samna kariba sikha ate niriha hele loka mane amiti dhoka diaanti sakta hua pati kholiba sikha bhagya re bhala pila bhagaban nischya lekhichhanti sethipain bipada ru rakhya paigala mo b gote jhia mu jane se pila life ru gala jetiki kasta hei nathiba bapa ate kasta kari bahaghara kharcha tulauthile sei katha ta adhika kasta deu thiba 😢 chhada he se gote pila nonsense ta

  • @MRBIKRAM006
    @MRBIKRAM006 2 місяці тому

    ଯାହା ହେଇଛି ଭଲ ହେଇଛି ଭାଇ ଆମ ଦିଦି ତାକୁ ବିଭାହ କରିନି ନହେଲେ ଦିଦି ଙ୍କ ଜୀବନ ଖରାପ ହେଇ ଯାହାହନ୍ତା

  • @sahupuja2839
    @sahupuja2839 5 місяців тому +4

    ମନ ଦୁଃଖ ଜମା କରନି ଭାଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ,ଏ ବରପାତ୍ରଟି ସୋନିଓ ମାମୁଁଘରପରିବାର ପାଇଁ ଯୋଗ୍ୟ ନଥିଲା ।ଆଠାରୁ ଭଲ ବର ଭଲ ଘର ମିଳିବ ଖୁସିରେ ରହିବ।ସବୁବେଳେ ଆମେମାନେ ଆପଣମାନଙ୍କସାଥିରେ ଅଛୁ।❤️😘

  • @DipakBehera6370
    @DipakBehera6370 Місяць тому +1

    ଶେକେତେଭଲପୋରିବାରକୁହରେଲାସେଟୋକା

  • @PapuHasda-dn4qp
    @PapuHasda-dn4qp 5 місяців тому +30

    ଆମ ହାବୁଡ଼ରେ ସେ ପଡ଼ିନାହିଁ
    ତା ଵେଳ ଭଲ

  • @SrabanLenka-kx5iz
    @SrabanLenka-kx5iz 5 місяців тому +1

    ଭାଇ ଖେତି ପୂରଣ ଦେଲେ ଭଉତୁୁ ଖୁସି ଲାଗିଲା❤️‍🩹

  • @jituraot3976
    @jituraot3976 5 місяців тому +3

    ଶେହି ପୁଅ କୁ ପିଟିବା😭😭😭

  • @rashmibhoi6367
    @rashmibhoi6367 5 місяців тому

    Ehtire bahut dukha karibara nahi barm gote bhayankara bipada ru banchigale bhabantu .. bhagaban Soni nku nichaya bahut bhala pua milibe👍🥰🥰🥰

  • @asmindahada141
    @asmindahada141 5 місяців тому +23

    ସେ ଚୁଟିଆ ର ଏତେ ସାହସ ସେ ମାମୁଁ କୁ କହୁଛି low mentality
    ମଗିଆ ର ମଦ ପିଇବା ଛାଡ଼ିଯିବ
    ଗୋଟିଏ ମାଡ଼ ତଳେ ପଡ଼ିବନି

  • @Heli_Das
    @Heli_Das 5 місяців тому +1

    Satare bhai akhire luha asigala sabu suniki au dekhiki😭 god bless u 😭

  • @swapnapanda9217
    @swapnapanda9217 5 місяців тому +26

    Bahut wait karithili 😊

  • @ajayadas6814
    @ajayadas6814 Місяць тому +1

    Sir ghare kahidebara thila mu bhala paiçhi sethare bahahebinahin bhagaban bipadaru bancheichanti.

  • @MamataMamata-oy6bv
    @MamataMamata-oy6bv 5 місяців тому +3

    Wow super family

  • @SatyabadiMirdha-l5x
    @SatyabadiMirdha-l5x 5 місяців тому +11

    ସେ ସଳା କୁ ଟିକେ ମତେ ଦେଖେଇ ଦେବ ରାଜା ଭାଇ ତାର ଗାଣ୍ଡି ଫଟେଇ ଦେବି ମାତରଚୁଦକୁ ଭାଇ ସତ କହିବି ମତେ ଭାରି ଦୁଃଖ ଲାଗିଲା ,,,ବାପାଙ୍କ ଉପରେ ଭଗବାନଙ୍କ କୃପା ଅଛି ସେଥି ପାଇଁ ଆଗରୂ ବାଟ ଦେଖେଇ ଦେଲେ

  • @DeepakPattanaik-u6i
    @DeepakPattanaik-u6i 3 місяці тому

    Bhagaban jaha karanti bhala pai ok so good girl best life

  • @hemananda-vlog.07
    @hemananda-vlog.07 5 місяців тому +10

    Sony sister chinta karani tamku tathubi aahuri bhal pila miliba

  • @MuktiprakashBehera
    @MuktiprakashBehera 2 дні тому

    Raj Bhai satre yer tuma pari Bhai kahi paibani yer love you Raj Bhai ❤❤❤

  • @Suchitra-yx4ss
    @Suchitra-yx4ss 5 місяців тому +16

    ଭାଇ ଭଲ କଥା ଏବେ ଧରା ପଡିଲା

  • @rashmibhoi6367
    @rashmibhoi6367 5 місяців тому

    Bilkul thik kahile bhai.. bahaghara heisariba pare emiti huanta ta jhia jibana sabudina pain kastadayaka heithanta 🙏 Bhagaban jhia ku rakhya karidele emiti badmash loka tharu

  • @Anweshnayak123
    @Anweshnayak123 5 місяців тому +17

    E paribara ra luha re se pua bhasijiba kebe khusi re rahiparibani se😢

  • @debendrakumarmalik4232
    @debendrakumarmalik4232 5 місяців тому +1

    ଭାଈ କେବେ ମଦୁଆକୁ ମଦୁଆ କହିବନି ନହେଲେ ସେ ଶଳା ମୂର୍ଖ ଏମିତି କରିଦେବେ ସେ ଶଳାଙ୍କୁ ଧରି ଗୋଟିଏ ଘରେ ପୁରେଇ ଶୁଖିଲା ଲଙ୍କା ବାଇଡଙ୍କ ଧୁଆଁ ଦିଅ ଫୁଲ ଗୋଟିଏ ଦିନ । ସେ ଟୋକାକୁ ଧରି ବହେ ବାଡ଼ାଅ କାଚ🍾🍾🔪🔪🏑 ବୋତଲ ପୁରେଇ ଦିଅ ତା ପଛରେ ଛା ଚ୍ଛା ଟୋକା ବାଟକୁ ଆସିବ

  • @Prafulla_yt
    @Prafulla_yt 5 місяців тому +4

    😢😢😢😢wait karithili bro kete bele vedio aasiba😢😢

  • @rasmita__143__Subhakanta
    @rasmita__143__Subhakanta 5 місяців тому +1

    Raj tame suniki bujheidia Sia mana dukha na karu mrg aagaru jana padigala sabu bhala hela mrg pare jadi amiti heithanta knn heithanta kahila taku tike bujheidia tq Raj Tame hni semanaka munhare hasa daucha tq so much

  • @Raniexpress
    @Raniexpress 5 місяців тому +7

    😭😭😭🙏😭Soni didi tension mat lo sab kuch sahi hua hai aagar E sab shadi ke baad hota to aap ke liye bahut bada musibat banjata aap ke pass itna aacha Bhai or bahen hai to dukh kis baat ka bhagwan Jo karte hai oh hamare aacha ke liye karte hain 😊

  • @Manisha-f4e4x
    @Manisha-f4e4x 5 місяців тому +1

    Rajkumar bhai tame sooni dei nku kuha sia mana dukha karibeni jaha la kintu sooni dei nka jibana kemiti banchigala seita sabuthu bhaut bada katha

  • @mamanima8001
    @mamanima8001 5 місяців тому +6

    Soni my sweet sister plz lo kandani 😢😢tuma hasa hasa muhan re kanda dekhi hauni sister 😢

  • @RuturajSahoo-m5f
    @RuturajSahoo-m5f 5 місяців тому

    ଭାଇ ଯାହା ହେଇଚି ଭଲ ହେଇଛି ଜୀବନ ଗୋଟିଏ ବଂଚିଗଲେ । ହେଲେ ସବୁ କଥା ଦେଖିବା ପରେ ଇଚ୍ଛା ତ ହେଉଛି ସେ ପୁଅ କୁ ଜୀବନ ରୁ ମାରି ଦେଲେ ବି ଦୁଃଖ ଲାଗିବ ନାହିଁ

  • @subratnayak8774
    @subratnayak8774 5 місяців тому +9

    Bhutu dukha laguchi 😢

  • @Balaramjena021
    @Balaramjena021 4 місяці тому +1

    Jay jagannath banchei dele Kalia thakura koti koti pranam

  • @swagatikarout6520
    @swagatikarout6520 5 місяців тому +4

    Soni didi nka pain ta tharu bi best pua miliba😢😢

  • @AMITMONALISHA-t8g
    @AMITMONALISHA-t8g 5 місяців тому

    Suni ku Bahut bhala bhagya miliba Jagannath maha prabhu sabu kichi bhala karibe 🙏

  • @madhusmitabarik2835
    @madhusmitabarik2835 5 місяців тому +5

    satare gote bapa ku kete je dukha lage se Katha bapa nhi janebe

  • @BanitaBehera-hb5iw
    @BanitaBehera-hb5iw 5 місяців тому +1

    ସୋନି କାଦେନା ଝିଅ ତତେ ଭଗବାନ ଶାହାବେ

  • @asmindahada141
    @asmindahada141 5 місяців тому +13

    ସେ ବାହାରେ ରହୁଚି ଟି
    ଭାଈ ମୁଁ ବାଙ୍ଗାଲୋର ରେ ରହୁଛି
    ସେ ଚୂତିଆ kouti ରହୁଛି କୁହ ଭାଈ

    • @sulochanamalik384
      @sulochanamalik384 5 місяців тому +1

      Chora ku dhara

    • @asmindahada141
      @asmindahada141 5 місяців тому +1

      @@sulochanamalik384 Raja bhai ta kichi information daunahanti
      Se toka kouti rahuchi kn karuchi

  • @shakuntalamuduli2120
    @shakuntalamuduli2120 8 днів тому

    Are bhauni tame kandani jaha haba bhala hi haba bhagaban sabu bele bhala hi karanti

  • @NiharikaJena18
    @NiharikaJena18 5 місяців тому +4

    Thanks God before mrg Sabu janapadigala🙏