କାହା ଆଗରେ ମୁଣ୍ଡ ନୁଆଁଇବ ନାହିଁ ଏ ଗାନ୍ଧୀ ପରିବାର । ଆସିଥିଲେ ମୋଦି , ହେଲେ ପ୍ରତିଶୋଧ ପାଇଁ ଆସିଲେନି ରାହୁଲ ।।
Вставка
- Опубліковано 26 сер 2024
- କାହା ଆଗରେ ମୁଣ୍ଡ ନୁଆଁଇବ ନାହିଁ ଏ ଗାନ୍ଧୀ ପରିବାର । ଅମ୍ବାନୀ ନିଜେ ଜାଇ ରାହୁଲ ଗାନ୍ଧା ଓ ସୋନିଆ ଗାନ୍ଧୀଙ୍କୁ ନିମନ୍ତ୍ରଣ କରିଥିଲେ ...ହେଲେ କାହିଁକି ବାହାଘରକୁ ଆସିଲେନି ଗାନ୍ଧୀ ପରିବାର କୈଣସି ବି ସଦସ୍ୟ ।। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ।।
------------------------------------------------
kalinga today live is Odisha's leading 24x7 news and current affairs Digital channel. Odisha's most credible media house that also publishes updates on news, politics, sports, business, current affairs, entertainment, technology, health updates.
#kalingatodaylive #kalingatoday #odishanews #ambaniwedding #ambanisonwedding #ambanireliance #ambani #anantsinghnews #ambanifamily #rahulgandhi #congress
ରାହୁଲ ଗାନ୍ଧି କଂ ଏ ନିପ୍ପତି ରେ ଦେଶ 🇮🇳 ବାସୀ ବହୁତ ଖୁସି ।
ତୁ ହଉ ଥିବୁ 😂
କଂଗ୍ରେସ ପରିବାର ଶିକ୍ଷିତ ଓ ବୁଦ୍ଧି ଜିବି ଅଟନ୍ତି ।ଏଣୁ ୧୦୦ ସଲାମ ଜିନ୍ଦାବାଦ କଂଗ୍ରେସ।
ଏଇ ସଂସାର ରେ କେହି ଧନିନୁହନ୍ତି ଯେ ମାନେ ଧନିକହୁଛନ୍ତି ଗାଣ୍ଡି ମାରି ଧନି ହଉଛନ୍ତି ଧନି କେବଳ ଚାଷୀମାନଙ୍କୁ କୁହାଯାଏ
ମାନିବାକୁ ପଡ଼ିବ, ଅମ୍ବାନୀ ସମସ୍ତଙ୍କୁ ପକେଟରେ ପକାଇ ପାରିଲେ ମାତ୍ର ରାହୁଲ ଗାନ୍ଧୀ ସ୍ବତନ୍ତ୍ର।
ଜିଓ ଟାରିଫ ରେଟ୍ ବଢାଇ ସାଧାରଣ ଲୋକଙ୍କୁ ଲୁଟ୍ ଥିବା ଅମ୍ବାନୀ ପରିବାରର ଭୋଜିକୁ ନ ଯାଇ ଗାନ୍ଧି ପରିବାର ଭଲ କରିଛନ୍ତି ।
Hn Bhai thik kahila
ଧନ୍ୟବାଦ ସାର୍ ଆପଣକୁ
@@krushnachandrasahoo8050 Amari dhanare sankirtana.
Bhai se jabe ipl team kinila se time re kaha govt thila
ଗାନ୍ଧୀ ଦେଶପାଇଁ ଲଢ଼ି ସ୍ୱାଧୀନତା ଦେଇଛନ୍ତି ll ସେତେବେଳେ ଯେଉଁମାନେ ଇଂରେଜ ମାନଙ୍କର ଦଲାଲ ଥିଲେ ଆଜି ତାଙ୍କରି ରକ୍ତ ଆଦାନୀ ଅମ୍ବାନୀ ଓ ସବୁ ପୁଞ୍ଜିପତି ମାନଙ୍କର ଦଲାଲ ll ଏମାନେ ସାଧାରଣ ଜନତାଙ୍କ ପାଇଁ କିଛି କରନ୍ତି ନାହିଁ ll
❤❤❤
Han gandi bharat too Pakistan ku alaga karichanti jou kake congress thiba bharat emiti kasta paiba
Chor hata re chabi
Bal ta kariche Gandhi paribar
Rahul ji is great
Papu 😂😂😂
@@AbhayaGochhayatPapu toro bapa feku
ବହୁତ୍ ସୁନ୍ଦର ପଦକ୍ଷେପ କାରଣ ଯିଓ ରେଟ ବଢେଇ ଗରିବ ଲୋକ ଙ୍କ ତଣ୍ଟି ଚିପ ପଇସା ନେବା ଆଉ ସେଇ ପଇସା ରେ ଭୋଜି କରିବା କେତେ ଜୋର୍ ଠିକ୍ ସିଏ ପାପ ପଇସା ରେ ଭୋଜି ନ ଖାଇବା ଠିକ୍
ଯେଉଁ ଦେଶରେ 80%ଲୋକ ମାଗଣା ରାସନ ରେ ଜୀବନ ବିତାନ୍ତି ସେହି ଦେଶରେ ପାଞ୍ଚ ହଜାର କୋଟି ବ୍ୟୟରେ ବାହାଘର ହେବା ଯେତିକି ଆଶ୍ଚର୍ଯ୍ୟ ଜନକ ଦେଶର ପ୍ରଧାନମନ୍ତ୍ରୀ ସେହି ଭୋଜି ରେ ଯୋଗ ଦେବା ସେତିକି ଲଜ୍ୟା ଜନକ
Right pura Sata
Right right right right right right right right right you are very very nice and beauty of the year, again right right right right right right right right right right right right right right right right right right right right right right right right right right right right Good and best' news of the year
ମୋଦୀ ନିଜେ ଆଡ଼ମ୍ବରପୂର୍ଣ୍ଣ ଜୀବନ ଜିଉଁଛନ୍ତି (ଅତିବାହିତ କରୁଛନ୍ତି)
Ek dam thik katha kahela bhai 🙏🙏 modi, saha adani ambane, desh ku,barbad,kare,sarelene,🙏🙏
ସେ ନିଜ ଅର୍ଜନ ଟଙ୍କା ଖର୍ଚ୍ଚ କଲେ ତୁମେ ସବୁ ବିଧବା ବିଳାପ କାହିଁକି କରୁଛ ? ପୁଅ ବାହାଘରେ ମୋଟ ଯୌତୁକ ନେବ ଝିଅ ବାହାଘରେ ଦଉଥିବ ଏଠି ଗରିବ ର ଦୁଃଖ ରେ ଫାଟି ଯାଉଚି ତମର 😂
ଆରେ କେତେ ହାତ ଗଣତି vip ଯାଇଥିଲେ କେତେ ଆଶୀର୍ବାଦ ଦେଇଥିବେ ବଟ
କୋଟି କୋଟି ଭାରତବାସୀ ଗରିବଙ୍କ ପଇସା ଶୋଷଣ କରି high stile ବାହାଘରରେ କିଛି ଲାଭ ହିଁ ନାହିଁ କାରଣ ଗରିବଙ୍କ ଅଭିଶାପ ପଡୁଥିବ,ଯିଏ ଭଲ ଆଉ ବୁଦ୍ଧିମାନ invite ପାଇଲେ ବି ଯାଇନାହାନ୍ତି ,ବହୁତ୍ ବଢିଆ କଥା
କାରଣ କେତେ ବିନା ନିମନ୍ତ୍ରଣ ରେ ଯାଇ ଖାଇଥିବାରୁ ଦଣ୍ଡ ମିଳିଛି
ସତ୍ ଧିକ ସେ ବାହାଘର କି ଅଭିଶପ୍ତ ବାହାଘର
ସାଧାରଣ ଲୋକଟେ ବାହାଘରରେ କାହାକୁ ବି ଡାକନ୍ତି କିଛିବି ଦାନ ଧର୍ମ କରନ୍ତି ସେଦିନ ଅମ୍ବାନୀ ଦଣ୍ଡ ଦେଇଚି ଓ ଅପମାନ ବିନା invite re jie ଆସିଚି
ଏ କଣ ,ବହାଗର ନୁହେଁ ତ ବିପରୀତ
Jay Congress party jindabad Rahul Gandhi jindabad next PM Rahul Gandhi
Vere Good Disicion . 🇮🇳🇮🇳🇮🇳🙏🇮🇳🇮🇳🇮🇳
❤❤❤
Rahul sir namaste
Right sir 🙏🙏🙏🙏🙏🙏🙏
Rahul Gandhi is right
One ନମ୍ବର 1 rahul sir 👏👏👍
Rahul is great
Balona
ହଜାର ହଜାର କୋଟି ଟଙ୍କା ବାହାଘରରେ ଖର୍ଚ୍ଚ କରି ନିଜର ଆଧିପତ୍ୟ ଦେଖେଇବା ସମାଜ ପାଇଁ ଶୁଭଙ୍କର ନୁହେଁ।
ମୁଁ ଭାବୁଛି ସାଧାରଣ ଲୋକଙ୍କ ଭଲି ବିବାହ ହୋଇଥିଲେ ଅମ୍ବାନୀ ପରିବାରର ସମ୍ମାନ ଆହୁରି ହୋଇଥାନ୍ତା।
ଆମେ କିଛି କହିବାର ନାହିଁ ତାଙ୍କର ଇଚ୍ଛା। ଜୟ ଜଗନ୍ନାଥ 🙏
Right decision
ରାଇଟି
Thank you Gandhi paribar
Rahul ji your decision right decision
ଠିକ୍ କଥା,ଅନନ୍ତ ମଇଁଷି panitanki ଭଳି ଦିଶୁଛି,ରାଧିକା ଆର ବର୍ଷକୁ ଛାଡ଼ିକି ପଳେଇବ
Tu ta beauty queen
Rahul best , correct decission
Rahul and Congress is the voice of Poor's ,farmers, Students,and lakhs of unemployed youths.
❤❤❤
Good decision, very good rahul
Narendra Modi , ଅମ୍ବାନୀ ବାହାଘରକୁ ଯିବ ଉଚିତ ନ ଥିଲା।
Right
କାହିଁକି ଯିବେ ନାହିଁ, ନିମନ୍ତ୍ରଣ ମିଳିଲେ ଆମ ଧର୍ମ ଅନୁଯାୟୀ ଯିବାର କଥା ଅଛି ।
@@ranjitamishra6206 pakistan bi narendra modi jaithila
@@ranjitamishra6206ବିନା ନିମନ୍ତ୍ରଣରେ ବିରିୟାନୀ ଲୋଭରେ ପାକିସ୍ଥାନକୁ ପଳେଇଥିଲା ତମ ମୋଦୀ
Se magiha modi go chora desha ku biki sarichi
ଜୟ କଂଗ୍ରେସ 🥰❤️😊😘
Rajib Gandhi is great
Good rahul ji
Jay Congress ❤
Love you Gandhi pariwar ❤❤
ମୋଦି ଭଳି ଭିକାରୀ ନୁହେଁ ରାହୁଲ
Jio bye bye
ଗାନ୍ଧୀ ପରିବାର ର ନିୟତ କିଛି ଏମିତି।ମନେରଖିବା କଥାଯେ,ରାଜନିତିରେ କେହି କା'ର ଚିରକାଳ ଶତୃ ନଥାନ୍ତି ବା କେହି ମିତ୍ର।
Rahul. Gandhi. Najibaru. Kan. Biva. Banda. Heigalaki. Se. Jane. Nagale. Kan. Bhasigala
Aaaa news wala kn apatu kahile apon mane Amiti semiti kichi cmnt diontuni bcz kn personal prblm b heithai pare
Jie desh ku suyadhina deichi se puni ambani agare kahiki mundo nuaibo ki
Rahul is 👍
Jay Rahul Gandhi Jay congress
Rahul Gandhi grate
Right
Great Rahul sir...
Rahul Gandhi joy Congress joy
The great Gandhi femely. No black money
Dhani bekti ta gandhi paribara tanka pakhare naitika mulya bodha achhi swyabhiman bi achhi thanks i like rahul gandhi thanks god bless you and your lovely family members 💗💗❤️🙏
Ok good rahul ji
App bahut ashe hein sir God bless u and all parbar
Joy congress thanks
Thank you Gandhi family
Rahul is great hero love for Rahul bro
Rahul gandhi God bless you ,Jay Congress jay Rahul
Rahul gandhi❤very good👍
Very good step taken by Gandhi paribar.
THE GREAT RAHUL GANDHI because a huse amount spent in marriage where the poorers are slepping at rly station so RAHUL IS GREAT FOR THIS
Good job Rahul ji
Rahul sir is great
Very good decision of Mr.Rahu
Jay Congress party jindabad
Jay Congress Rahul Gandhi ❤️❤️❤️🙏👍👍👍✅
Good decision Rahul ji ❤❤❤
Great man rahul gandhi
Great Rahul Gandhi you absolutely right.
Congress jinda bad
Simple living and high thinking was there and still there is .
Rahul next prime minister of India
Wow very good 👍
ରାହୁଲ ଗାନ୍ଧୀ is best
Very very good Raulugandi
Congress jindawad Rahul Gandhi jindawad
Right Decision
Jay congress. ...
👌👌👌👌👌
Absolutely right
Very good raul Ji grateful man
Very nice decision 👍👍
Gandhi family always great
bhala heichi
Good decision ❤
Rahul gandhi is a great man❤❤❤❤❤👍👍👍👍👍👍👍
Rahul Sir Right great
❤❤❤aare Rahul nogale nahi ama Modi jai chhanti samagra bharat basi nka tarapharu asirbad deichhanti au jay ho jio bi kahi chhanti
Rahulgadhi is great leader
Right
Bhala hei chhi
Good decision rahul ji abb tumko Karodo lok like karenge
ଜିନ୍ଦାବାଦ କଂଗ୍ରେସ
Really hero Rahul
ବଲ ହେଇଛି ଯାଇ ନାହାନ୍ତି କଲୋଙ୍କ ପଇସା ରେ ବାହାଘର କରିଛନ୍ତି
Right decision of Rahul Gandhi I request to Rahul Gandhi please ask in assembly that why recharge plan increasing telecom
ଗାନ୍ଧୀ ପରମ ହାରାମି ଥିଲା
অঃঅঁটটঠডঠ
ମୋଦୀ କଣ ଭଲ
,ଜ
Jay Congeress JAY Rahul
Very good congress party
Good decesion
Rahul sit is right
Thankyu Rahul sir
Har har Mahadev
Rahul sir ❤️🙏🙏🙏
Raga ❤❤❤🔥🔥
Vere good
Rightjaycongress
Very good
Best leader Rahul Gandhi
ରାହୁଲ ଗାନ୍ଧୀ ବାହାଘର କୁ ନଯାଇ ଠିକ୍ କରିଛନ୍ତି,
Very nice sir