Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ବୋଧହୁଏ ବାଣୀ କଣ୍ଠ ନିମାଇଁ ହରିଚନ୍ଦନଙ୍କ ପରେ ଶ୍ରୀ ଦୁଃଖୀଶ୍ୟାମ ତ୍ରିପାଠୀଙ୍କ ନାମ ଭକ୍ତି ସଙ୍ଗୀତ ଜଗତର ମଉଡମଣି ଭାବେ ମନକୁ ଆସେ ! ତାଙ୍କର ଗାୟନ ଶୈଳୀ ଚିରାଚରିତ ଶୈଳୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ଶୃତି ମଧୁର ! 🎉 🙏🏾
I'm
ବହୁତ ସୁନ୍ଦର ତ୍ରିପାଠୀ ଆଜ୍ଞା।God gift voiceଆପଣଙ୍କ ବାପା ଙ୍କୁ ନମସ୍କାର।Thanks SidharthSweet moment
ଖଟ ନୋ milile ନୋ milu alo ଘୋଡା.... ଏଇ singer ତ
ଦୁଃଖିଶ୍ୟାମ ସାର ଙ୍କ କଣ୍ଠ ର ସ୍ୱର ଓଡିଶା ରେ ସୁ ପରିଚିତ ଏବେ ଯେତେ ଭଜନ ହେଲେ ମଧ୍ୟ ସଦାସର୍ବଦା ତାଙ୍କ ସ୍ୱର ଓଡିଶା ଶୁଣୁଥିବ 🙏🌹
Dukhisyam tripathi sir valia tanka pua b nama rakhiba bahut sundar swara
ଦୁଃଖିଶ୍ୟାମ sir legend, ଏବଂ ତାଙ୍କ ପୁଅ ବି ବହୁତ ଉଚ୍ଚ କୋଟିର ଗାୟକ।।
ଦୁଃଖୀ ଶ୍ୟାମ ସାର୍ ଆପଣଙ୍କ ର ସ୍ୱର ବହୁତ୍ ଭଲ ଲାଗିଲା ଆଉ ଆପଣଙ୍କ ପୁଅ ର ବି କଣ୍ଠ ବହୁତ୍ ଭଲ ଲାଗିଲା ଜଗନ୍ନାଥ ବ୍ଲେସ ୟୁ
Bapa Dukhisyama sir n pua sibananda bhai pura seme.god bless u bhai.
ବାପପୁଅଙ୍କୁ ଧନ୍ୟବାଦ ସହିତ ଅନ୍ୟ ଦୁଇ ପୁଅ ତଥା ଝିଅକୁ ସ୍ନେହାର୍ଶୀବାଦ🌹
ଦୁଃଖିଶ୍ୟାମ ତ୍ରିପାଠୀ ସାର ଆପଣଙ୍କ ଚରଣ ରେ କୋଟି କୋଟି ପ୍ରଣାମ 🙏🙏🙏🙏ମୁଁ ଆପଣ ଙ୍କ ର ସମସ୍ତ ଗୀତକୁ ମଞ୍ଚ ମଧ୍ୟରେ ପରିବେଷଣ କରେ 🙏
Sudhritripathy
Balangira ra bhai nka geeta bahut badhia lagila
ଦୁଃଖିଶ୍ୟାମ sir ଙ୍କୁ ମୋର 🙏ମୋତେ କହିବାକୁ ବହୁତ୍ ଲାଜ ଲାଗୁଛି କି । ମୁଁ ଦୁଃଖିଶ୍ୟାମ୍ sir ଙ୍କ ର ବହୁତ୍ ଗୀତ ଶୁଣିଛି ଏବଂ ତାଙ୍କୁ ଟିଭି ରେ ମଧ୍ୟ ବହୁତ୍ ବାର୍ ଦେଖିଛି, କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କ ନା ମୁଁ ଜାଣି ନଥିଲି । So ,Thank you sidhrath tv
ପିତା, ପୁତ୍ର ଉଭୟ ଙ୍କୁ ସୁନ୍ଦର କଣ୍ଠ ପାଇଁ ପ୍ରଣାମ।
Sibanada i have no words Jagannath tamnku sabubele tama kantha ku AI bhali rakhithantu rakhithantu.
Ati sundar bhaba Purna Swara dukhishyam tripathy sirnkara,Jai jagannath🌼🌻🌼
Odia bhajana samrat dukhi shyam tripathi , odia jati tanku sabu bele khojibe , chira namasya dukhi shyam tripathi ,pranam guru ,jay jagannath
କେତ୍ ନି ଟେ ଭଲ୍ ଲାଗ୍ଲା ସମ୍ବଲପୁରୀ ଭଜନ୍ ଆର୍ କଥା ବାର୍ତ୍ତା ସୁନିକରି
ଆମର୍ ବଲାଙ୍ଗିରିଆ ଭଜନ୍ ଆର୍ ଆମର୍ ଭାଷା ବଲାଙ୍ଗିରିଆ, ସମ୍ବଲପୁରୀ ନେଇଁସେ
Goin tumrnu bhadi gala mor pua God bless you sibu❤️❤️
ବାପାରୁ ନୁ ପୁଓ ଜିତଲେ ଭଲ୍ ପରେ ...
ବାପ-ପୁଅ ଙ୍କ ର ଯୁଗଳ ବନ୍ଦୀ ଅତ୍ୟନ୍ତ ମନମୁଗ୍ଧକର,,,ଜୟ ଜଗନ୍ନାଥ,,,👌👌👌👌👌
Q
Great
😊
Bapa pua nka jodi bahut badhia lagila
ଦୁଃଖୀଶ୍ଯାମ ଭାଇ ତ ମହାନ! କିନ୍ତୁ ଜର୍ଜ ମାନଙ୍କ ସ୍ବାଗତ କରିବା ଟା ଅତି ମହନୀୟ ଏ ପ୍ରୋଗ୍ରାମ ରୁ ରଜ ସୁନ୍ଦରୀ ରେ ବସୁଥୀବା ଜର୍ଜ ମାନେ କିଛି ଶିଖନ୍ତୁ
Super comment. Really, Sir , you said right.
Bhai think kahicha 👍
He is the worthy son of worthy father.Dukhishyam Tripathi Sir is the proud of Balangir.
ua-cam.com/video/s2rt2Osj6QM/v-deo.html
Proud of religion
Jai Shree jagannath bahut badiya ❤❤❤
ଦୁଃଖୀଶ୍ୟାମ ତ୍ରିପାଠୀ ଆଜ୍ଞାଙ୍କୁ ଆଗ ମୋର୍ ନମସ୍କାରସତରେ ଆପଣଙ୍କର କଣ୍ଠସ୍ୱର ବହୁତ୍ ସୁନ୍ଦର
Bahut badiya ❤
Satare sambal puria bhasa so sweet ❤️❤️❤️
ସତେ ଦୁଃଖୀଶ୍ୟମ ମହାଶୟ ଆପଣଙ୍କ ଗୀତରେ ଅମୃତ ଅଛି ଆଉ ଅଘୂର ଚନ୍ଦନ ମହକି ଗଲା . ଏମିତି ଜଗନ୍ନାଥ ଆପଣଙ୍କୁ ଭଲରେ ରଖିଥାନ୍ତୁ 🙏🙏🙏
Very nice comment friend
Bahut khusi lagila ate bada kalakarnku dekhi
Bahut badiya dikhishyam sir ❤
🙏🙏🙏 Dukhi Shyam sirI'm from Nuapadia sambalpuria
Sambalpuri Bhajan sunikari majalagi gala 🙏🙏
ଅତି ସୁନ୍ଦର ଯୁଗଳ ବନ୍ଦୀ ବାପା ଓ ପୁଅର ମନ ମୁଗ୍ଧ ହେଇଗଲା।
ଆମର୍ ପଶ୍ଚିମ ଓଡିଶାର ମାନ ରଖିଛ ଦା 🌼🙏🌼
Nice Sibananda dada
Sir apanamananku koti koti pranam jay jagannath jay jagannath jay jagannath jay jagannath jay jagannath
ରଜ ସୁନ୍ଦରୀ ର ଜଜ ମାନେ ଟିକେ କିଛି ଶିଖନ୍ତୁ କେମିତି ଜଜ କରାଯାଏ
Perfect sms
Wow... Superb sir.... 🙏🙏🙏🙏🚩
ଆମ ପଶ୍ଚିମ ଓଡ଼ିଶାର ମାନରଖିଦେଲୁରେ ପୁଅ ପ୍ରଭୁଙ୍କ ଚରଣ କମଳରେ ତୋର ସବୁ ସମର୍ପଣ କରି ଆଗେଇ ଯାଅ ତୋର ଶୁଭକାକ୍ଷି ମାୟାଧର ଆଚାର୍ଯ୍ୟ ବୟସ-65
🙏💐
llĺ6ll
ମଉସା ପଶ୍ଚିମ ଓଡିଶା, ପୂର୍ବ ଓଡିଶା କଣ ଯେ ଖାଲି ଓଡିଶାର ମାନ ରଖିଦେଲେ
@@pkparida471To ma ku
Balangir singer is jindhabad.Sambalpuri bhasa bahut bhal.
ଆପଣମାନଙ୍କ ଗାୟନ ଅତୀବ ହୃଦୟସ୍ପର୍ଶୀ
ବାପାଙ୍କୁ ବଳିଗଲେ ପୁଅ, ପୁଅଙ୍କୁଧନ୍ଯବାଦ୍ 👍🏼👍🏼👍🏼👍🏼👍🏼
Allways my favourite Dukhishyam triphathi sir 🤔🤔🤔🙏🏼🙏🏼🙏🏼🙏🏼🙏🏼
ଦୁହି ବାପ ପୁଓ ନିଜର ଜନମ ମାଏଟ୍ ନିଜର ଗାଁ ର ନା କହିଥିଲେ ଭଲ ଲାଗି ଥିତା, ତଥାପି କୁହାଯିବା ଜୟେ ବଲାଙ୍ଗୀର ,
Jay Balangir
ବଲାଙ୍ଗୀର ଜିଲ୍ଲା ର ଫଟାମୁଣ୍ଡା ଗ୍ରାମ
Apanku 1000 juhaar 👍👍👍❤️❤️
ଆମେ ସମୂଲପୁରୀଆ I LOVE my india
Bahut bhala lagila ama pachim odisha ra singer ku pai
😌😌😌obessed ....ati sundar kantha ...bhagwan sabu bele dayaban emiti mote laguchi
Dukhishyam sir pranam
Bapa puanku mor sata sata pranam Jay jagannath
ବନେ ଲାଗଲା ଦୁଃଖିଶ୍ୟାମ ଆଜ୍ଞା ବିନା ମ୍ଯୁଜିକ୍ ରେ ବି ଖୋବ୍ ବନେ ଲାଗଲା
ସତରେ ବିନା ମ୍ୟୁଜିକ୍ ରେ ବହୁତ ବଢିଆ ଲାଗିଲା 🙏🙏
dada namaskar, babu bhal gauchan
Nice singing ଶିବାନନ୍ଦ ଦାଦା 👌👌👌👌
ଅତିସୁନ୍ଦର ହୃଦୟ ସ୍ଵର୍ଷି ସଂଗୀତ ପଶ୍ଚିମଓଡିଶାର ଗର୍ବ ଗୌରବ ତ୍ରୀପାଠୀ ଆଜ୍ଞା
Siddharth tv ra ei prayash ku dhanyabad.thanks Siddharth tv
Love from Kendujhar , Champua Mandal Jay Maa Tarini.
'ବଲାଙ୍ଗିର ଭାସାରେ.'...ସେଲୁଟ ଦୁଃଖିଶ୍ୟାମ ଆଗିଆଁ।କୋଇଲି ଭାସାର ଜଏ ହଉ ।
Wow....Both of you Mind blowing sir
Love from Bolangir....
great fan sir....sibanand sir nd dukhishyam sir.....
Bahut sundar kantha . Jagannath ubhaya nku asribad karantu emiti bhajana gai gai sunama arjana karantu.Iswara tanku sada khusire rakhithantu. Jay Jagannath Swami ki jay
ପ୍ରଣାମ ପରମ ପୁଜ୍ୟ ଶ୍ରୀ ତ୍ରିପାଠୀ ସାର୍ ।
Wow wow beautiful tripathi family 💕🌹❤️
ଅତି ସୁନ୍ଦର ପିତା ପୁତ୍ରଙ୍କ ମଧ୍ୟରେ ଯୁଗଳ ବନ୍ଦୀ ମିଳନ ।
🥰🥰🥰🥰🥰 wahh🥰 guru dukhiram sir nka voice ra a episode bht bhakti au ananda dela 🥰
Shibu daa fantastic performance bahut sundar lagla
Jamigala bahut bhala lagila
Love From Bolangir 🎉❤️
Dukhishyam Tripaathy sir Legend🙏🙏🙏
Jay Jagannath Swami Nayana Pathagami Bhaba Tume🙏🙏🙏🙏🙏🙏
Nice.. father and son.Indian culture
Jahab heu amar balangir pila tia gauchhi bahut khusi lagila ,love you sambalpuri vasa amar
ଏ ତ ଅମୃତ ଲଗନ..ପିତା ପୁତ୍ରଙ୍କର ମହା ମିଳନ ଗୋ,ସମବେତ କଣ୍ଠୁ ଝରେ କୋକିଳ ତାନ ଗୋ।।ଶୁଣି ମୋର ବେନି କର୍ଣ୍ଣ..କରିଲି ସତେ ମୁଁ ପୀୟୂଷ ପାନ ମୁଁ ପୀୟୂଷ ପାନ ଗୋ..ଦେଖି ଝଲସି ଉଠିଲା ବେନି ନୟନ ଗୋ।।(ଅତି ଚମତ୍କାର..ମହାପ୍ରଭୁ କାଳିଆ ସାଆନ୍ତ ତ୍ରିପାଠୀ ସାର୍ ଙ୍କୁ ଯେଉଁ କଳା ଅର୍ପଣ କରିଛନ୍ତି, ତାଙ୍କ ସୁପୁତ୍ରଙ୍କୁ ମଧ୍ୟ)🙏 ଜୟ ଜଗନ୍ନାଥ ସ୍ଵାମୀ 🙏
ଜୟ ଜଗନ୍ନାଥ 🙏🙏🙏
Great sir
ଭାଇ ଏ ସବୁ scripted😊😊😅😅
Chamatkar
super hero Dada 🙏🙏🙏 Jai sambalpur
Inspiration off Balangir...Pride of odisha
ଦୁଖୀଶ୍ୟାମ ସାର ନମସ୍କାର ଆଜ୍ଞା ଜୟ ଜଗନ୍ନାଥ🙏🏼
Bhala la mili madam voice ❤
Living legend ଦୁଃଖିଶ୍ୟାମ sir❤️🙏🙏
Jay Jagannath
Shivanand Tripathy superb fanatic voice... ❤️
Dil ke bhal lagala d.shyam dada ra
Nimai charan pure edition Dukhishyam Tripathi sir
Amar bolangia ❤❤
Shree Dukhi Shyam Tripathy Sir 🙏😍Pride of balangir pride of Odisha Legend Bahut garvita balangiria hisabse🤗
Tripathy sir 🙏🌹 I love you 🙏
ଧଏନ୍ ଆମର ବଲାଙ୍ଗୀର ମାଏଟ୍ 🎉🎉
Bahuta Sundar dukhishwam sir song beuatiful
One of my best singer & today episode is awesome 😍😍😍😍
Dhanya bhai re🎉🎉🎉❤😊
Tripathy sir nku Mora namaskar
ଦୁଃଖୀ ଶ୍ୟାମ ତ୍ରିପାଠୀ ମୋହଦୟଙ୍କୁ ଅଭିନନ୍ଦନ 🌹
ବାପ ପୁଓ ଦୁହିକଁର ଗୀତ ବନେ ଲାଗଲା। ଜୟ ଜଗନ୍ନାଥ।
So amazing voice so lovely sir dekhi shyam tripathi
Old is gold dukhishyam Tripathi 🙏🙏🙏🙏
Bahut sundar balangir ra garba gauraba uvaya pita Putra nku abhinandan au 5 minitia karatali bahut agke ja.balangir ra nam ujwal kara
Nice bolangir ra voice 👍👍👍
Bahut badhiya lagila thanks
ଦୁଃଖିଶ୍ୟାମ ସାର୍ 🙏🏻🙏🏻
Dukhishyam Tripathi ❤️🙏🙏🙏🙏🙏🙏
ବହୁତ୍ ସୁନ୍ଦର ସୂର 💐❤👌
Good voice
Very nice.
Amar jilar garba anidele sir bahut khusi lagilaa sabu jilar janithilu kintu aji amar balanger naa suni bahut khusi
Ati mitha as usual Sri dukhishyam Tripathy 🙏🙏🙏🥰🎊
Very nice voice of Dukhi syam sir and sibanand
ବୋଧହୁଏ ବାଣୀ କଣ୍ଠ ନିମାଇଁ ହରିଚନ୍ଦନଙ୍କ ପରେ ଶ୍ରୀ ଦୁଃଖୀଶ୍ୟାମ ତ୍ରିପାଠୀଙ୍କ ନାମ ଭକ୍ତି ସଙ୍ଗୀତ ଜଗତର ମଉଡମଣି ଭାବେ ମନକୁ ଆସେ ! ତାଙ୍କର ଗାୟନ ଶୈଳୀ ଚିରାଚରିତ ଶୈଳୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ଶୃତି ମଧୁର ! 🎉 🙏🏾
I'm
ବହୁତ ସୁନ୍ଦର ତ୍ରିପାଠୀ ଆଜ୍ଞା।
God gift voice
ଆପଣଙ୍କ ବାପା ଙ୍କୁ ନମସ୍କାର।
Thanks Sidharth
Sweet moment
ଖଟ ନୋ milile ନୋ milu alo ଘୋଡା.... ଏଇ singer ତ
ଦୁଃଖିଶ୍ୟାମ ସାର ଙ୍କ କଣ୍ଠ ର ସ୍ୱର ଓଡିଶା ରେ ସୁ ପରିଚିତ ଏବେ ଯେତେ ଭଜନ ହେଲେ ମଧ୍ୟ ସଦାସର୍ବଦା ତାଙ୍କ ସ୍ୱର ଓଡିଶା ଶୁଣୁଥିବ 🙏🌹
ଖଟ ନୋ milile ନୋ milu alo ଘୋଡା.... ଏଇ singer ତ
Dukhisyam tripathi sir valia tanka pua b nama rakhiba bahut sundar swara
ଦୁଃଖିଶ୍ୟାମ sir legend, ଏବଂ ତାଙ୍କ ପୁଅ ବି ବହୁତ ଉଚ୍ଚ କୋଟିର ଗାୟକ।।
ଦୁଃଖୀ ଶ୍ୟାମ ସାର୍ ଆପଣଙ୍କ ର ସ୍ୱର ବହୁତ୍ ଭଲ ଲାଗିଲା ଆଉ ଆପଣଙ୍କ ପୁଅ ର ବି କଣ୍ଠ ବହୁତ୍ ଭଲ ଲାଗିଲା ଜଗନ୍ନାଥ ବ୍ଲେସ ୟୁ
Bapa Dukhisyama sir n pua sibananda bhai pura seme.god bless u bhai.
ବାପପୁଅଙ୍କୁ ଧନ୍ୟବାଦ ସହିତ ଅନ୍ୟ ଦୁଇ ପୁଅ ତଥା ଝିଅକୁ ସ୍ନେହାର୍ଶୀବାଦ🌹
ଦୁଃଖିଶ୍ୟାମ ତ୍ରିପାଠୀ ସାର ଆପଣଙ୍କ ଚରଣ ରେ କୋଟି କୋଟି ପ୍ରଣାମ 🙏🙏🙏🙏ମୁଁ ଆପଣ ଙ୍କ ର ସମସ୍ତ ଗୀତକୁ ମଞ୍ଚ ମଧ୍ୟରେ ପରିବେଷଣ କରେ 🙏
Sudhritripathy
Balangira ra bhai nka geeta bahut badhia lagila
ଦୁଃଖିଶ୍ୟାମ sir ଙ୍କୁ ମୋର 🙏
ମୋତେ କହିବାକୁ ବହୁତ୍ ଲାଜ ଲାଗୁଛି କି । ମୁଁ ଦୁଃଖିଶ୍ୟାମ୍ sir ଙ୍କ ର ବହୁତ୍ ଗୀତ ଶୁଣିଛି ଏବଂ ତାଙ୍କୁ ଟିଭି ରେ ମଧ୍ୟ ବହୁତ୍ ବାର୍ ଦେଖିଛି, କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କ ନା ମୁଁ ଜାଣି ନଥିଲି । So ,Thank you sidhrath tv
ପିତା, ପୁତ୍ର ଉଭୟ ଙ୍କୁ ସୁନ୍ଦର କଣ୍ଠ ପାଇଁ ପ୍ରଣାମ।
Sibanada i have no words
Jagannath tamnku sabubele tama kantha ku AI bhali rakhithantu rakhithantu.
Ati sundar bhaba Purna Swara dukhishyam tripathy sirnkara,
Jai jagannath🌼🌻🌼
Odia bhajana samrat dukhi shyam tripathi , odia jati tanku sabu bele khojibe , chira namasya dukhi shyam tripathi ,pranam guru ,jay jagannath
କେତ୍ ନି ଟେ ଭଲ୍ ଲାଗ୍ଲା ସମ୍ବଲପୁରୀ ଭଜନ୍ ଆର୍ କଥା ବାର୍ତ୍ତା ସୁନିକରି
ଆମର୍ ବଲାଙ୍ଗିରିଆ ଭଜନ୍ ଆର୍ ଆମର୍ ଭାଷା ବଲାଙ୍ଗିରିଆ, ସମ୍ବଲପୁରୀ ନେଇଁସେ
Goin tumrnu bhadi gala mor pua God bless you sibu❤️❤️
ବାପାରୁ ନୁ ପୁଓ ଜିତଲେ ଭଲ୍ ପରେ ...
ବାପ-ପୁଅ ଙ୍କ ର ଯୁଗଳ ବନ୍ଦୀ ଅତ୍ୟନ୍ତ ମନମୁଗ୍ଧକର,,,ଜୟ ଜଗନ୍ନାଥ,,,👌👌👌👌👌
Q
Great
😊
Bapa pua nka jodi bahut badhia lagila
ଦୁଃଖୀଶ୍ଯାମ ଭାଇ ତ ମହାନ! କିନ୍ତୁ ଜର୍ଜ ମାନଙ୍କ ସ୍ବାଗତ କରିବା ଟା ଅତି ମହନୀୟ ଏ ପ୍ରୋଗ୍ରାମ ରୁ ରଜ ସୁନ୍ଦରୀ ରେ ବସୁଥୀବା ଜର୍ଜ ମାନେ କିଛି ଶିଖନ୍ତୁ
Super comment. Really, Sir , you said right.
Bhai think kahicha 👍
He is the worthy son of worthy father.Dukhishyam Tripathi Sir is the proud of Balangir.
ua-cam.com/video/s2rt2Osj6QM/v-deo.html
Proud of religion
Jai Shree jagannath bahut badiya ❤❤❤
ଦୁଃଖୀଶ୍ୟାମ ତ୍ରିପାଠୀ ଆଜ୍ଞାଙ୍କୁ ଆଗ ମୋର୍ ନମସ୍କାର
ସତରେ ଆପଣଙ୍କର କଣ୍ଠସ୍ୱର ବହୁତ୍ ସୁନ୍ଦର
Bahut badiya ❤
Satare sambal puria bhasa so sweet ❤️❤️❤️
ସତେ ଦୁଃଖୀଶ୍ୟମ ମହାଶୟ ଆପଣଙ୍କ ଗୀତରେ ଅମୃତ ଅଛି ଆଉ ଅଘୂର ଚନ୍ଦନ ମହକି ଗଲା . ଏମିତି ଜଗନ୍ନାଥ ଆପଣଙ୍କୁ ଭଲରେ ରଖିଥାନ୍ତୁ 🙏🙏🙏
Very nice comment friend
Bahut khusi lagila ate bada kalakarnku dekhi
Bahut badiya dikhishyam sir ❤
🙏🙏🙏 Dukhi Shyam sir
I'm from Nuapadia sambalpuria
Sambalpuri Bhajan sunikari majalagi gala 🙏🙏
ଅତି ସୁନ୍ଦର ଯୁଗଳ ବନ୍ଦୀ ବାପା ଓ ପୁଅର ମନ ମୁଗ୍ଧ ହେଇଗଲା।
ଆମର୍ ପଶ୍ଚିମ ଓଡିଶାର ମାନ ରଖିଛ ଦା 🌼🙏🌼
Nice Sibananda dada
Sir apanamananku koti koti pranam jay jagannath jay jagannath jay jagannath jay jagannath jay jagannath
ରଜ ସୁନ୍ଦରୀ ର ଜଜ ମାନେ ଟିକେ କିଛି ଶିଖନ୍ତୁ କେମିତି ଜଜ କରାଯାଏ
Perfect sms
Wow... Superb sir.... 🙏🙏🙏🙏🚩
ଆମ ପଶ୍ଚିମ ଓଡ଼ିଶାର ମାନରଖିଦେଲୁରେ ପୁଅ ପ୍ରଭୁଙ୍କ ଚରଣ କମଳରେ ତୋର ସବୁ ସମର୍ପଣ କରି ଆଗେଇ ଯାଅ ତୋର ଶୁଭକାକ୍ଷି ମାୟାଧର ଆଚାର୍ଯ୍ୟ ବୟସ-65
ଖଟ ନୋ milile ନୋ milu alo ଘୋଡା.... ଏଇ singer ତ
🙏💐
llĺ6
ll
ମଉସା ପଶ୍ଚିମ ଓଡିଶା, ପୂର୍ବ ଓଡିଶା କଣ ଯେ ଖାଲି ଓଡିଶାର ମାନ ରଖିଦେଲେ
@@pkparida471To ma ku
Balangir singer is jindhabad.
Sambalpuri bhasa bahut bhal.
ଆପଣମାନଙ୍କ ଗାୟନ ଅତୀବ ହୃଦୟସ୍ପର୍ଶୀ
ବାପାଙ୍କୁ ବଳିଗଲେ ପୁଅ, ପୁଅଙ୍କୁଧନ୍ଯବାଦ୍ 👍🏼👍🏼👍🏼👍🏼👍🏼
Allways my favourite Dukhishyam triphathi sir 🤔🤔🤔🙏🏼🙏🏼🙏🏼🙏🏼🙏🏼
ଦୁହି ବାପ ପୁଓ ନିଜର ଜନମ ମାଏଟ୍ ନିଜର ଗାଁ ର ନା କହିଥିଲେ ଭଲ ଲାଗି ଥିତା, ତଥାପି କୁହାଯିବା ଜୟେ ବଲାଙ୍ଗୀର ,
Jay Balangir
ବଲାଙ୍ଗୀର ଜିଲ୍ଲା ର ଫଟାମୁଣ୍ଡା ଗ୍ରାମ
Apanku 1000 juhaar 👍👍👍❤️❤️
ଆମେ ସମୂଲପୁରୀଆ I LOVE my india
Bahut bhala lagila ama pachim odisha ra singer ku pai
😌😌😌obessed ....ati sundar kantha ...bhagwan sabu bele dayaban emiti mote laguchi
Dukhishyam sir pranam
Bapa puanku mor sata sata pranam Jay jagannath
ବନେ ଲାଗଲା ଦୁଃଖିଶ୍ୟାମ ଆଜ୍ଞା ବିନା ମ୍ଯୁଜିକ୍ ରେ ବି ଖୋବ୍ ବନେ ଲାଗଲା
ସତରେ ବିନା ମ୍ୟୁଜିକ୍ ରେ ବହୁତ ବଢିଆ ଲାଗିଲା 🙏🙏
dada namaskar, babu bhal gauchan
Nice singing ଶିବାନନ୍ଦ ଦାଦା 👌👌👌👌
ଅତିସୁନ୍ଦର ହୃଦୟ ସ୍ଵର୍ଷି ସଂଗୀତ ପଶ୍ଚିମଓଡିଶାର ଗର୍ବ ଗୌରବ ତ୍ରୀପାଠୀ ଆଜ୍ଞା
Siddharth tv ra ei prayash ku dhanyabad.thanks Siddharth tv
Love from Kendujhar , Champua Mandal Jay Maa Tarini.
'ବଲାଙ୍ଗିର ଭାସାରେ.'...ସେଲୁଟ ଦୁଃଖିଶ୍ୟାମ ଆଗିଆଁ।
କୋଇଲି ଭାସାର ଜଏ ହଉ ।
Wow....Both of you Mind blowing sir
Love from Bolangir....
great fan sir....sibanand sir nd dukhishyam sir.....
Bahut sundar kantha . Jagannath ubhaya nku asribad karantu emiti bhajana gai gai sunama arjana karantu.Iswara tanku sada khusire rakhithantu.
Jay Jagannath Swami ki jay
ପ୍ରଣାମ ପରମ ପୁଜ୍ୟ ଶ୍ରୀ ତ୍ରିପାଠୀ ସାର୍ ।
Wow wow beautiful tripathi family 💕🌹❤️
ଅତି ସୁନ୍ଦର ପିତା ପୁତ୍ରଙ୍କ ମଧ୍ୟରେ ଯୁଗଳ ବନ୍ଦୀ ମିଳନ ।
🥰🥰🥰🥰🥰 wahh🥰 guru dukhiram sir nka voice ra a episode bht bhakti au ananda dela 🥰
Shibu daa fantastic performance bahut sundar lagla
Jamigala bahut bhala lagila
Love From Bolangir 🎉❤️
ua-cam.com/video/s2rt2Osj6QM/v-deo.html
Dukhishyam Tripaathy sir Legend🙏🙏🙏
Jay Jagannath Swami Nayana Pathagami Bhaba Tume🙏🙏🙏🙏🙏🙏
Nice.. father and son.
Indian culture
Jahab heu amar balangir pila tia gauchhi bahut khusi lagila ,love you sambalpuri vasa amar
ଏ ତ ଅମୃତ ଲଗନ..
ପିତା ପୁତ୍ରଙ୍କର ମହା ମିଳନ ଗୋ,
ସମବେତ କଣ୍ଠୁ ଝରେ କୋକିଳ ତାନ ଗୋ।।
ଶୁଣି ମୋର ବେନି କର୍ଣ୍ଣ..
କରିଲି ସତେ ମୁଁ ପୀୟୂଷ ପାନ ମୁଁ ପୀୟୂଷ ପାନ ଗୋ..
ଦେଖି ଝଲସି ଉଠିଲା ବେନି ନୟନ ଗୋ।।
(ଅତି ଚମତ୍କାର..ମହାପ୍ରଭୁ କାଳିଆ ସାଆନ୍ତ ତ୍ରିପାଠୀ ସାର୍ ଙ୍କୁ ଯେଉଁ କଳା ଅର୍ପଣ କରିଛନ୍ତି, ତାଙ୍କ ସୁପୁତ୍ରଙ୍କୁ ମଧ୍ୟ)
🙏 ଜୟ ଜଗନ୍ନାଥ ସ୍ଵାମୀ 🙏
ଜୟ ଜଗନ୍ନାଥ 🙏🙏🙏
Great sir
ଭାଇ ଏ ସବୁ scripted😊😊😅😅
Chamatkar
super hero Dada 🙏🙏🙏 Jai sambalpur
Inspiration off Balangir...Pride of odisha
ଦୁଖୀଶ୍ୟାମ ସାର ନମସ୍କାର ଆଜ୍ଞା ଜୟ ଜଗନ୍ନାଥ🙏🏼
Bhala la mili madam voice ❤
Living legend ଦୁଃଖିଶ୍ୟାମ sir❤️🙏🙏
Jay Jagannath
Shivanand Tripathy superb fanatic voice... ❤️
Dil ke bhal lagala d.shyam dada ra
Nimai charan pure edition Dukhishyam Tripathi sir
Amar bolangia ❤❤
Shree Dukhi Shyam Tripathy Sir 🙏😍
Pride of balangir pride of Odisha
Legend
Bahut garvita balangiria hisabse🤗
Tripathy sir 🙏🌹 I love you 🙏
ଧଏନ୍ ଆମର ବଲାଙ୍ଗୀର ମାଏଟ୍ 🎉🎉
Bahuta Sundar dukhishwam sir song beuatiful
One of my best singer & today episode is awesome 😍😍😍😍
Dhanya bhai re🎉🎉🎉❤😊
Tripathy sir nku Mora namaskar
ଦୁଃଖୀ ଶ୍ୟାମ ତ୍ରିପାଠୀ ମୋହଦୟଙ୍କୁ ଅଭିନନ୍ଦନ 🌹
ବାପ ପୁଓ ଦୁହିକଁର ଗୀତ ବନେ ଲାଗଲା। ଜୟ ଜଗନ୍ନାଥ।
So amazing voice so lovely sir dekhi shyam tripathi
Old is gold dukhishyam Tripathi
🙏🙏🙏🙏