Live | ବଡ଼ ଗାଡି ଛୋଟ ମନ | 06 November 2023 | Argus News

Поділитися
Вставка
  • Опубліковано 25 вер 2024
  • Live | ବଡ଼ ଗାଡି ଛୋଟ ମନ | 06November 2023 | Argus News
    #argusnews #argusspecial #accidentnews #bishaldas #jajpur #JusticeForLopamudra #odianews
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    UA-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

КОМЕНТАРІ • 383

  • @arjunpradhan5615
    @arjunpradhan5615 10 місяців тому +53

    ନବ ଦାସ ଯେପରି
    ତାଙ୍କ ପୁଅ ବିଶାଳ ଦାସ
    ମଧ୍ୟ ହୃଦୟ ହିନ ବ୍ୟକ୍ତି ।

    • @SarojKumar-zi4fr
      @SarojKumar-zi4fr 10 місяців тому

      Banda police
      Banda gomat
      Amete goreba moareba
      Agaku bjd ku vote deya
      Jharsu guda base

  • @lokanathjena1868
    @lokanathjena1868 10 місяців тому +46

    ଅର୍ଗସ ଚ୍ୟାନେଲ୍ କୁ ଦେଖିଲେ ଚୋରମାନେ ପଦାକୁ ବାହାରିବେ ନାହିଁ ।

  • @NkPatra
    @NkPatra 10 місяців тому +25

    ଓଡିଶା ବାସୀ ଦେଖନ୍ତୁ, ଆଜି ସେ ଲକଙ୍କ ନ୍ୟାୟ ମିଳୁନି, କାଲି ତମର ନ ହେବ ବୋଲି କିଏ କହି ପାରିବ, ଏଣୁ ସମସ୍ତେ ସତର୍କ ହୁଅନ୍ତୁ

  • @krushnanaik944
    @krushnanaik944 10 місяців тому +29

    ବିଶାଲ ବି ତା ବାପା ନବ ଭଳିଆ ଯିବ, ଚକା ଆଖି ସବୁ ଦେଖୁଛି......

  • @santanudas5281
    @santanudas5281 10 місяців тому +31

    ମୃତ ପରିବାର କୁ 50ଲକ୍ଷ ଦିଆ ଯାଉ

    • @Broken8.0lofi
      @Broken8.0lofi 10 місяців тому

      1 crore dele tanka jhia pheri asiba ki

  • @shatrughanadas77
    @shatrughanadas77 10 місяців тому +8

    ମତେ ଡର ଲାଗୁଚି କଲେ ଏ ସାମ୍ବାଦିକ ଭାଇ ପାଇଁ ଭାଇ ଭଗବାନ ଦୁନିଆ ରେ ଅଛନ୍ତି

  • @hunnterr_
    @hunnterr_ 10 місяців тому +91

    ଏ ମାନଙ୍କୁ ଆଉ ଗୋଟିଏ ଗୋପାଳ ଦାସ ଭଳିଆ ଲୋକ ଦରକାର ସିଧା ଫାୟାରିଂ କର l

  • @SwapnaMandal-iy1rc
    @SwapnaMandal-iy1rc 10 місяців тому +36

    ଗୋପାଳ ଦାସ ଦରକାର ଆଉ ଥରେ ସିଧା ପାଇରିଙ୍ଗ

    • @sudambisoi4315
      @sudambisoi4315 10 місяців тому

      Thiki kahichanti gopala rupa re aau kiye.b Jane asiba darakara Odisha pain

    • @DhiraSenapati-tt3pe
      @DhiraSenapati-tt3pe 10 місяців тому

      ମୁବି ଚାଁହୁଛି ଆଉ ଥରେ ଗୋପାଳ ଦାସ ଆସନ୍ତୁ ଏ ପାପି ମାନଙ୍କୁ ବିନାଶ କରନ୍ତୁ ଜୟ ଗୋପାଳ ଦାସ

    • @Nickey_45-22
      @Nickey_45-22 10 місяців тому

      Right

  • @Aradhyaquite
    @Aradhyaquite 10 місяців тому +9

    ସ୍ବାର୍ଥପର ମଣିଷ ର ପୁଅ ତାର ପାଖେ କି ଗୁଣ ଥିବ । ତା ବାପ ମଲା ତାକୁ ଦୁଃଖ ନାଇ ବାକି ଲୋକ ର ଦୁଃଖ ରେ ସେ କେମିତି ଦୁଃଖୀ ହେବେ ତାକୁ ଗୋପାଳ ଦାସ ଦରକାର

  • @rakhalchandradas5004
    @rakhalchandradas5004 10 місяців тому +35

    Justice for lupamudra

  • @khageswarmalla2073
    @khageswarmalla2073 10 місяців тому +10

    ଓଡ଼ିଶା ର ଜନସାଧାରଣ ଙ୍କୁ ନ୍ୟାୟ ଦେବାରେ ପ୍ରଶାସନ ବିଫଳ?ଏକଚ୍ଛତ୍ରବାଦ ଶାସନ କାଳରେ ଆଉ କ'ଣ ବା ଆଶା କରିବେ ଜନସାଧାରଣ? ଓଡ଼ିଶା ର ଜନସାଧାରଣ ଙ୍କୁ ଅନୁରୋଧ ସରକାର ବଦଳିବା ସମୟ ଆସିଛି?

  • @prakashkuntya7826
    @prakashkuntya7826 10 місяців тому +13

    ଅଭିଶାପ ରେ ନବ ଦାସଙ୍କର ଵଂଶ ବୁଡିବ ଆଗ ବିଶାଳ ମରିବ ତାପରେ ତା ଭଉଣୀ mrib

  • @prafulasingh2267
    @prafulasingh2267 10 місяців тому +6

    5 T ସରକାର , ନବୀନ ବାବୁଙ୍କ ସ୍ବଚ୍ଛ ନୁହେଁ ଉଚ୍ଚ ଶାସନ ନୀଚ ମନ । ସମ୍ମାନୀୟ ମୁଖ୍ୟମନ୍ତ୍ରୀଙ୍କ ଅଧୀନସ୍ଥ ଦଳର , ଦାଇତ୍ୱ ହୀନ , ମାନବିକତା ହୀନ ଲୋକ ପ୍ରତିନିଧିମାନଙ୍କ ପାଖରୁ କ'ଣ ଆଶାକରାଯାଏ ? ଯେଉଁମାନେ କି ଦୁର୍ଘଟଣା କରି ସାହାଯ୍ୟ ନକରି ଚୋର ପରି ପଳାୟନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଯଦି ପୋଲିସ ଘଣ୍ଟ ଘୋଡ଼ାଏ , ସମ୍ମାନୀୟ ମୁଖ୍ୟମନ୍ତ୍ରୀଙ୍କ କହୁଥିବା ତଥାକଥିତ " ଆଇନ୍ ତା ବାଟରେ ଯିବ" ଏହା କେବଳ ହାସ୍ୟାସ୍ପଦ ମାତ୍ର ।
    ଆଶା କରୁଛୁ ଲୋପାମୁଦ୍ରା କୁ ନ୍ୟାୟ ମିଳୁ ।

  • @dbdas9171
    @dbdas9171 10 місяців тому +4

    Thanks Aurgus voice of Odisha

  • @kishorswain5316
    @kishorswain5316 10 місяців тому +5

    ବିଶାଲ ଦାସକୁ ତୁରନ୍ତ ଆରେଷ୍ଟ କରାଯାଉ

  • @premchandmahanta9398
    @premchandmahanta9398 10 місяців тому +14

    ଓଡିଶାର ପୋଲିସ୍ କୁ ମାରିବା କଥା

  • @ShibaniSabar-r7c
    @ShibaniSabar-r7c 10 місяців тому +3

    ଜୟ ଜଗନ୍ନାଥ ପ୍ରଭୂ ହିଁ ନ୍ୟାୟ ଦେବେ ଓ
    ଅନ୍ୟାୟିକୁ ଧରିବ

  • @sadgirlsonu1249
    @sadgirlsonu1249 10 місяців тому +7

    Justice for lopamudra.

  • @bhagabanparida6169
    @bhagabanparida6169 10 місяців тому +3

    Jouctics for lopamudra sister 🙏

  • @jagannathswain6335
    @jagannathswain6335 10 місяців тому +2

    Thanks argus news

  • @mahadevkharsel5569
    @mahadevkharsel5569 10 місяців тому

    Right ପ୍ରସ୍ନ👍 very good ଅରଗସ୍ ନିଉଜ୍

  • @gamechanger4940
    @gamechanger4940 10 місяців тому +2

    #cpbbsr #DGP Odisha justice for LOPAMUDRA

  • @adhira.12M
    @adhira.12M 10 місяців тому +1

    ମୁଁ ସେ ଛୋଟ ଝିଅକୁ salute 🫡🫡🫡 କରୁଛି ଏତେ ସବୁ ଘଟିଗଲା ବଡ ଭଉଣୀ ଚାଲିଗଲେ କିନ୍ତୁ ସାନ ଭୋଉଣି ଭି ଏତେ ଛୋଟ ବୋୟସ ର ହେଇକି ଭି କେତେ ଭାଇଚାରା ର ସହିତ vite ଦେଉଛନ୍ତି really କେତେ ହୃଦୟବାନ

  • @pintupradhan5634
    @pintupradhan5634 10 місяців тому +14

    ମରିବ ସବୁ ଜଗନ୍ନାଥ ଦେଖୁ ଶନ୍ତି ସବୁ ସମୟ ଆସିଲେ କୁକୁର ଭଳିଆ ମରିବେ କର୍ମ ନେଇ ଫଳ

    • @oashis.d
      @oashis.d 10 місяців тому

      ଠିକ୍ କହିଲେ ଭାଇ, ଜଗା ସବୁ ଦେଖୁଛି ⭕‼️⭕

  • @basantibalapanigrahi5289
    @basantibalapanigrahi5289 10 місяців тому +7

    Justice for Rupa

  • @DhiraSenapati-tt3pe
    @DhiraSenapati-tt3pe 10 місяців тому +2

    ଦୃଗାସିସି ଭାଇ ସେମାନେ ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଳ ଦାସ ବିଜେଡି ଦଳର ତାଙ୍କର କିଏ କଣ କରିବ ଛି ଛି ବିଜେଡି ସରକାର

  • @MrRanjankumarsahoo
    @MrRanjankumarsahoo 10 місяців тому +5

    ଗୋପାଳ ଦାସ କୁ ଜେଲ୍ ରୁ ଆଉ ଥରେ ଖଲାସ କରୀକି ତା ପୁଅ କୁ ଗୁଳି କରିକି ମାରିବାକୁ ଦିଅ.

  • @chhabimayeenaik6116
    @chhabimayeenaik6116 10 місяців тому +1

    Yes.Justice is required.

  • @ManduMallick
    @ManduMallick 10 місяців тому +2

    ସୁଧୁରି ଯାଅ ଜନତା

  • @deepakkumarmishra5267
    @deepakkumarmishra5267 10 місяців тому +4

    ବଡ଼ କଣ ଛୋଟ କଣ ଅପରାଧୀ ସବୁବେଳେ ସମାନ ସମସ୍ତଙ୍କ ପାଇ କିବାଳ ବଡ଼ ବା ବୋପା ବଡ଼ ଥିଲା କଣ୍ଟା ଟେକିଲା 10ମିନିଟ୍ ରେ ପ୍ରାଣ ବାୟୁ ଚାଲିଗଲା live ଦେଖିଲୁ TV ରେ କିବାଳ ବଡଲୋକ ବା ଅପରାଧ କରିଚ ମାନେ ଦଣ୍ଡ ନିହାତି ଆଉ ଫୋନ ଯୋଗେ ଧମକ ଅହୁରି ଦଫା ଲଗାଇ ଜେଲ୍ ପଠାଇ ବା ବ୍ୟବସ୍ଥା କରୁ ଓଡ଼ିଶା ସରକାର ଜୟ ଜଗନ୍ନାଥ 🙏🚩🙏

  • @pramodbisoyi3332
    @pramodbisoyi3332 10 місяців тому +1

    ଅନ୍ୟାୟ ର ମାତ୍ରା ବହୁତ ବଢ଼ି ଗଲାଣି.....

  • @sadanmajhi4264
    @sadanmajhi4264 10 місяців тому +4

    ବିଶାଳ ଦାସ ବି କାହା ଗୁଳିରେ ସ୍ୱୀକାର ହେବେ ଭଗବାନ ଦେଖୁଛନ୍ତି ତାର ବାପା ଯେମିତି ହେଲେ ସେମିତି ହିଁ ହେବେ ଜୟ ଜଗନ୍ନାଥ

  • @bidyaranjanmallick8582
    @bidyaranjanmallick8582 10 місяців тому +9

    ନିରପେକ୍ଷ ତଦନ୍ତ ହେଉ !

    • @shibaprasadpodh5308
      @shibaprasadpodh5308 10 місяців тому

      ନିରପେକ୍ଷ ତଦନ୍ତ ନବ ଦାସ୍ ର ସରିନାହିଁ ପରା....

  • @candrikasunyani5130
    @candrikasunyani5130 10 місяців тому

    Jay. Jaganth

  • @suniljerai9078
    @suniljerai9078 10 місяців тому

    Jai jagannath 🙏🙏❤️

  • @prajnaparamitasamal1290
    @prajnaparamitasamal1290 10 місяців тому +2

    Justice for lopamudra diii😢

  • @ganeshpanigrahi5258
    @ganeshpanigrahi5258 10 місяців тому +2

    କେବଳ ଓଡ଼ିଶାର ବିଜଦ ସମର୍ଥକଙ୍କ ଅଜ୍ଞାନତା ଯୋଗୁଁ ହିଁ ଦଶନ୍ଧି ୨ ଧରି ଏସବୁ ଅରାଜକତା ବଢି ବଢି ଚାଲିଛି ...

  • @bidesibariha8144
    @bidesibariha8144 10 місяців тому +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ ଏ କି ହଉଛି ଦୁନିଆ ଗରିବ ତୁମେ ସବୁ ମରିବ ଏକି ନ୍ୟାୟ ହୋ ଆଗାୟା ମାନେ ବଡ଼ ଲୋକଙ୍କ ପାଖରେ ପଇସା ଅଛି ବୋଲି ତୁମେ ନାୟ କେ ଭି ଅନିୟ କରିବ ଧନ୍ୟବାଦ ତୁମର ମଣିଷ ଜୀବନ ହୋ agiya

  • @vinayakghosh08
    @vinayakghosh08 10 місяців тому +15

    ଯଦୁ ବଂଶ ଭଳି ସମୁଦ୍ରରେ ଲୀନ ହେଇଯିବେ ଏମାନେ.........।

  • @suniljerai9078
    @suniljerai9078 10 місяців тому

    Jay Jagannath 🙏 justice for lopa mudra🙏

  • @arunanahak6178
    @arunanahak6178 10 місяців тому +2

    ଯିଏ କ୍ଷମତା ଲୋଭରେ ନିଜ ବାପା ର ନ୍ୟାୟ ଦରକାର ନାହିଁ କ୍ଷମତା ଦରକାର ସେ kn ଓଡିଶା ର ଜନସାଧାରଣ କୁ ନ୍ୟାୟ ଦେବ

  • @RamakantaNayak-r1g
    @RamakantaNayak-r1g 6 місяців тому

    Joucstis for lopamudra 🙏

  • @jitendramahalik7068
    @jitendramahalik7068 10 місяців тому

    Justice for lopamudra #

  • @jadumanimaharana7015
    @jadumanimaharana7015 10 місяців тому +1

    ଦିପାଳି ଦାସ ଓ ବିଶାଳ ଦାସ ଭାଇ ଭଉଣୀ ଏଥ ର ନାମ ନେବେ

  • @baidharbal9413
    @baidharbal9413 10 місяців тому

    Justice for lopamudra

  • @krushnaranjandashdash8916
    @krushnaranjandashdash8916 10 місяців тому +2

    ଆରେଷ୍କ ସେ ଅଭଦ୍ର ବିଶାଳ ଦାସ

  • @pintupradhan5634
    @pintupradhan5634 10 місяців тому +3

    ସତ୍ୟ ର ଜୟ ହଉ ଅନ୍ୟାୟ ର ନାସ ହଉ

  • @jayantabahera2221
    @jayantabahera2221 10 місяців тому +6

    Police department for
    all not for the political parties

  • @DibakarGouda-z8l
    @DibakarGouda-z8l 10 місяців тому +1

    Sir odisha sir

  • @bibhupmohanty6027
    @bibhupmohanty6027 10 місяців тому +1

    thanks argus chora kouthi luchichi bahar kara jail re purao

  • @santoshpatro1237
    @santoshpatro1237 9 місяців тому

    Justice ⚖️

  • @Sahumanoj765
    @Sahumanoj765 10 місяців тому +1

    ଇସ୍ତଫା ଦିଅନ୍ତୁ ଦିପାଲି ଦାସ୍

  • @saratchandrabiswal3560
    @saratchandrabiswal3560 10 місяців тому +1

    Yes

  • @dillipbhoi758
    @dillipbhoi758 10 місяців тому +2

    ଓଡ଼ିଆର ଶାସନ ସେପରି,

  • @radhakantasahu6127
    @radhakantasahu6127 10 місяців тому +16

    ଓଡିଶାରେ ନ୍ୟାୟ ମିଳିବନି 😢

  • @PravatSatapathy-j7s
    @PravatSatapathy-j7s 10 місяців тому +3

    Justice for poor Lopamudra

  • @arunanahak6178
    @arunanahak6178 10 місяців тому

    Jastiice for lopamudra

  • @smrutiranjansahoo285
    @smrutiranjansahoo285 10 місяців тому +9

    I hope only argus can justice her family 😢❤

  • @Sureshofficial07
    @Sureshofficial07 10 місяців тому

    Jay jagarnath justice

  • @pranatidildilbecharasahoo6719
    @pranatidildilbecharasahoo6719 10 місяців тому

    Argus News is absolutely right.

  • @chhabimayeenaik6116
    @chhabimayeenaik6116 10 місяців тому +5

    Whether justice will be made or not given, but public should be active and should know it.

  • @kamallochannayak9660
    @kamallochannayak9660 10 місяців тому

    Justice For Lopamudra

  • @CuteRajalaxmi963
    @CuteRajalaxmi963 10 місяців тому

    Justice.lupamudra.madam

  • @SuratiDas-xs4cb
    @SuratiDas-xs4cb 10 місяців тому

    Justice for lopamudra 🥺

  • @swadeshbiswal8841
    @swadeshbiswal8841 10 місяців тому

    Justice for Lopamundra

  • @chhabimohanty9255
    @chhabimohanty9255 10 місяців тому

    Justice

  • @motivationalmanx17
    @motivationalmanx17 10 місяців тому

    #Justice for Lopamudra

  • @khusikids
    @khusikids 10 місяців тому

    ଛୋଟ୍‌ଲୋକ୍‌ ଗୁଡାକ

  • @tanmayasahu8187
    @tanmayasahu8187 10 місяців тому

    Need Justice

  • @prafullamajhi9979
    @prafullamajhi9979 10 місяців тому +4

    Gopal das ku hi amanaku darakara

  • @PradyumnaNayak-rl3uy
    @PradyumnaNayak-rl3uy 10 місяців тому

    Justice far lopamudra

  • @mahadevkharsel5569
    @mahadevkharsel5569 10 місяців тому +1

    ମଣିଷ ଖାଆନ୍ତି ବିଜେଡି ଦଲ

  • @bidesibariha8144
    @bidesibariha8144 10 місяців тому +1

    ଆଗିୟା ମାନେ ଧର୍ମ ବାଟରେ ଚାଲୁନାହାନ୍ତି ଲୋକେ ସେତି ପାଇଁ ଗରିବ ଏବଂ ଗରିବ ଲୋକ କେ ମରିବ ରାଜନୈତିକେ ଲୋକେ agiya mane ଇନ୍ ଜିଏ କହେବା ସତ୍ ତାଙ୍କର ଘର ଖଣ୍ଡେ ପାଇବାରକକେ ହେବା ସଟ୍ agiya mane ମୁଇଁ ସତ୍ କଥା କହେଲି ଯେ ମୋର ରଏସନ କାଡ଼ କାଟି ଦେଇଥିଲେ ଏବଂ ଏ ପର୍ଯ୍ୟନ୍ତ ମୋର ଘର 🏠 ଖଣ୍ଡେ ଲିଷ୍ଟ ରେ ଚଢ଼ାଉ ନାହାନ୍ତି ଏ ସବୁ ରାଜନୈତିକ ଦଳର ବିଧାୟକ ନେତା ମାନେ କାଇଁ ହଉଛ ହୋ କଲିଯୋଗର ମଣିଷ ମାନେ ନିୟାଏ ପାଇଁ ଭି ଲାଜ ଲାଗିବ କି ଭଗବାନ ରାମ ଶ୍ରୀକୃଷ୍ଣ ଜଗନ୍ନାଥ ଦେଖୁଛନ୍ତି ଧର୍ମ ଜ୍ଏ ହେବ Jay koshal

  • @bhagabanparida6169
    @bhagabanparida6169 10 місяців тому +1

    Athi gopal das darkar
    Hisab Kariba gopal
    Jay jagannath 🙏🙏🙏

  • @niranjankabi5785
    @niranjankabi5785 10 місяців тому

    Justice for Lopamudra😢

  • @GourishankarMajhi-do8zo
    @GourishankarMajhi-do8zo 10 місяців тому

    ବଡ଼ ଘର ବଡ ଗୁମର କଥା ତଦନ୍ତ କରାଯାଉ

  • @laxmansahoo4681
    @laxmansahoo4681 10 місяців тому

    ବିଜୁ ସ୍ୱାସ୍ଥ୍ୟ କାର୍ଡ କୁଆଡେ ଗଲାରେ ଲଣ୍ଡନ ଛୁଆ 👌

  • @khusikids
    @khusikids 10 місяців тому

    ଏମାନେ ଦୁଇଅକ୍ଷରିଆ ଖରାପ୍‌ ଭାଷା ଶୁଣିବାକୁ ବି ଯୋଗ୍ୟତା ନାହିଁ, ତାଠାରୁ ବି ହିନ ଏମାନେ
    ପ୍ରକୃତ ଦୋଷ ଏମାନଙ୍କର ନୁହେଁ ହୋ
    ଆମର ଦୋଷ

  • @kalandinayak463
    @kalandinayak463 10 місяців тому +2

    Arrest immediately.

  • @nareshsandha7053
    @nareshsandha7053 10 місяців тому +3

    Justis for Rupa mudra

  • @DhiraSenapati-tt3pe
    @DhiraSenapati-tt3pe 10 місяців тому +1

    ବିଶାଳ ଦାସ ତମ ବାପ ନବ ଦାସ ଏଇତି ପାଇଁ ମରାଗଲା ତୁ ଶଳାଟା କେତେ ଦିନ ଲୁଚି ରହିବୁ ତୁବି ମରିବୁ ଅପେକ୍ଷା କର

  • @bhabagrahikaran5287
    @bhabagrahikaran5287 10 місяців тому

    Aurgus news thanku

  • @Barsarani934
    @Barsarani934 10 місяців тому +3

    Gopal Das darkar hisaba kariba Jay jagarnath🙏🏼🙏🏼🙏🏼

  • @B.M770
    @B.M770 10 місяців тому

    🙏

  • @prakashmohanty5051
    @prakashmohanty5051 10 місяців тому +1

    ଏ ରାଣ୍ଡି ପୋଲିସ କୁ ପଇସା ଦେଇଥୀବ

  • @SubodhDigal-qz4ly
    @SubodhDigal-qz4ly 10 місяців тому +1

    Sabu police ro kamo police lancho khia...army sir podo khepo niontu pls nyaya milu..salute media bhai

  • @laxmimohanta5991
    @laxmimohanta5991 10 місяців тому

    ଭାଇ ତମେ ପ୍ରତିଶୋଧ ନିଅନ୍ତୁ ବିଶାଳ ଦାସ ବଉଣୀକୁ ବି କଳେ ବଳେ ମାରିଦେ..........

  • @NarendraNarayanJena-tv2ic
    @NarendraNarayanJena-tv2ic 10 місяців тому

    ସତରେ ଦୀପାଳି ଚାପି ଦେଇପାରୁଛି.

  • @technodigigyan
    @technodigigyan 10 місяців тому

    #justiceforlopamudra

  • @laxmimohanta5991
    @laxmimohanta5991 10 місяців тому +1

    ଭାଇ ତମେ ଗରିବ. ତମ ପାଈଁ ଆଇନ କିଛି ନାହିଁ. ଆଇନ only ନେତା ମାନଙ୍କ ପାଇଁ

  • @sasmitajena3646
    @sasmitajena3646 10 місяців тому

    Justic for lopamudra

  • @sushantabhadra1371
    @sushantabhadra1371 10 місяців тому

    Dhany.argas.durgshi

  • @nandalalbarik1396
    @nandalalbarik1396 10 місяців тому +1

    Nabadas ra pura family ku khatam korideba kotha

  • @tulumohantyentertainment6398
    @tulumohantyentertainment6398 10 місяців тому

    Exactly....we want justice for Lopamudra..

  • @nilakanthabehera8459
    @nilakanthabehera8459 10 місяців тому

    ####justice for lopamudra

  • @prashantlifestyle2483
    @prashantlifestyle2483 10 місяців тому

    Justice for lopamudra nd prabhu pls jaldi bhal karidiantu mo sanga nku

  • @santoshkumarsahu6586
    @santoshkumarsahu6586 10 місяців тому

    ❤️🙏❤️ Jay Sri Jagannath ❤️🙏❤️ Samayal Chakrare Sansar Ratha Sabu Dekhuchanti Prabhu Sri Jaganath ❤️🙏🌹🙏❤️ Sabadhan ❤️🙏❤️

  • @jayantanayak5293
    @jayantanayak5293 10 місяців тому

    ରଏଜରଓବର ଦାମିକା ଗାଡ଼ି ରଖିଛନ୍ତି ଦାମି ଡ୍ରାଇଭର ରଖିବାର ଆବଶ୍ୟକତା ଅଛି

  • @nityanandasahu6980
    @nityanandasahu6980 10 місяців тому +2

    BJD ke votes dele anta heba?? au kichhu nai ହେଇପାରେ thare Khali BJP ଥରେ asu ଓଡ଼ିଶା ପୁରା ବଦଳିଯିବ no jel no bel only ସୁର୍ଗ re mil jay BJP Jay shree Ram 🚩🚩🚩

  • @TikiHota-o3k
    @TikiHota-o3k 10 місяців тому

    Justice for lopamudra
    Bjd hatto Odisha banchhoo