ଗୁରୁବାର ରେ ଶ୍ରଦ୍ଧା କଙ୍କଡା ଖାଇ ଦେଲା || Puri Sea Beach Re Narayan Ra Masti ||Radha&Sraddha Odia Vlogs

Поділитися
Вставка
  • Опубліковано 12 гру 2024

КОМЕНТАРІ • 48

  • @milimartha756
    @milimartha756 11 місяців тому +1

    Beautiful vlog mast hai so much family members ❤❤❤🎉🎉

  • @subhashreesahu5698
    @subhashreesahu5698 11 місяців тому +2

    ବହୁତ ବଢ଼ିଆ ଲାଗିଲା ❤❤❤

  • @devsinghbinat-xj7ov
    @devsinghbinat-xj7ov 11 місяців тому +1

    Video very nice 👍👍

  • @monikamaillk1776
    @monikamaillk1776 11 місяців тому +1

    Soo cute gunu chunu munu😘😘❤ jay Jagannath🙏🙏🙏

  • @srikartsahu
    @srikartsahu 11 місяців тому +1

    So cute Gunu chunu munu Beta ❤❤❤ Jay Jagannath Bhai ❤❤❤

  • @nilapari9955
    @nilapari9955 11 місяців тому +7

    ଚୁନୁ ଆମର ବହୁତ ନୀରିହ ଟା 😘😘

  • @odiavlogs99
    @odiavlogs99 11 місяців тому +6

    Jete darsan kara nonvej loka ra kichhi fala nahi sunnya srimad bhagabat reading okk mikicy nani radha always good food 🍲🍲

  • @sivasankarsahoo4643
    @sivasankarsahoo4643 11 місяців тому +4

    Gunu chunu dhanua enjoying at sea beach 🎉🎉

  • @atisranjanpujhari1525
    @atisranjanpujhari1525 11 місяців тому +1

    Very Beautiful Vlog.Happy & Sweet Family.Puri Sea Beach Re Buliba Ra Maja Niara.Gunu,Munu Duijana Ota Upare Basi Bahut Enjoy Karichhanti.Apanamane Emiti Sabubele Hasa Khusi Re Ruhantu.God Bless All Of Your Family Members.

  • @subhasmitasahani4715
    @subhasmitasahani4715 11 місяців тому +1

    Sethi gote side re achi blue fla g seabeach jauthi pura loka kam au pura neat n clean bahut badhia lagiba pura pakhare hi achi

  • @sunitameher1977
    @sunitameher1977 11 місяців тому +3

    Nice vlogs Jay Jagannath🙏

  • @Mynamearati
    @Mynamearati 11 місяців тому +2

    Jay Jagannath 🙏 hiiii didi and didi nice video so cute gunu chunu munu 👌 full Masti

  • @manasminipradhan2990
    @manasminipradhan2990 11 місяців тому +1

    Really beautiful family

  • @luckypradhan8926
    @luckypradhan8926 11 місяців тому +1

    Beautiful vlog ❤️❤️❤️

  • @subhashreesahu5698
    @subhashreesahu5698 11 місяців тому +1

    ❤❤❤❤❤❤❤❤❤❤

  • @kalpanaswain371
    @kalpanaswain371 11 місяців тому +1

    Happy family ❤❤

  • @anupamapanda7456
    @anupamapanda7456 11 місяців тому +1

    Beautiful vlogs ❤❤❤

  • @manu667
    @manu667 11 місяців тому +3

    Chunu ku tk smart karantu

  • @monalishabarikmonalishabar5382
    @monalishabarikmonalishabar5382 11 місяців тому +1

    Beautiful vlogs 👌💖

  • @diptimayeebehura1654
    @diptimayeebehura1654 11 місяців тому +2

    1st view

  • @priyankabhuyan410
    @priyankabhuyan410 11 місяців тому +1

    Mu dekhichi sei dina

  • @odiavlogs99
    @odiavlogs99 11 місяців тому +3

    Jadi khaucha sabu bele khao aaji gurubar kali monday tapare sankranti a sabu kan natak

  • @odiavlogs99
    @odiavlogs99 11 місяців тому +1

    Aau chhadani kankada pura lovi

  • @rajalaxmi3077
    @rajalaxmi3077 11 місяців тому +1

    Didi ebe kn puri re achhan

  • @anuj_lily_raniodiavlog2043
    @anuj_lily_raniodiavlog2043 11 місяців тому +1

    please ❤di ama ghara ku asa

  • @mausumi101
    @mausumi101 11 місяців тому +1

    🤣

  • @twinkleLi2Rani143
    @twinkleLi2Rani143 11 місяців тому +1

    Chunu pura mo jhia rani bhali ,mo jhia be Khali tale kheliba uparaku jibani

  • @dillipkhatei424
    @dillipkhatei424 11 місяців тому +1

    Hi

  • @lalitasharma4646
    @lalitasharma4646 11 місяців тому +1

    Bhabi ji puri main thandi hai kya

  • @lizapanigrahi6020
    @lizapanigrahi6020 11 місяців тому +9

    ଖାଲି ମାଛ ମାଂସ ଖାଇକି ପାପ କାମ ଗୁଡା କରୁଛ ଲାଜ ଲାଗୁନି ଛି 😡

    • @odiavlogs99
      @odiavlogs99 11 місяців тому

      Right taking liza vauja

    • @nilapari9955
      @nilapari9955 11 місяців тому

      ଆମିଷ ଖାଇବା ପାପ ନୁହଁ

    • @lizapanigrahi6020
      @lizapanigrahi6020 11 місяців тому +2

      @@nilapari9955 ତମ ପାଇଁ ପୁଣ୍ୟ ହେଇପାରେ ହେଲେ ଆମ ପାଇଁ ପାପ ଜଦି ମାଂସ ଖାଇବା ପାପ ନୁହେଁ ତାହେଲେ ଆଗ ନିଜ ଦେହର ଗୋଟେ ଅଙ୍ଗକୁ କାଟିକି ରାନ୍ଧିକି ଖାଅ ତାପରେ ଆମେ ଜାଣିଜିବୁ ଯେ ମାଂସ ଖାଇବା ପୁଣ୍ୟ

    • @nilapari9955
      @nilapari9955 11 місяців тому

      @@lizapanigrahi6020 ଶୁଣନ୍ତୁ ଆମେ ପୁଣ୍ୟ ବୋଲି କହୁନୁ, କେବଳ ଏତିକି କହିଛୁ ପାପ ନୁହେଁ,, ତାପରେ ଯେଉଁ ଦେହ କାଟିକି ଖାଇବା କଥା କହିଲେ, ଦେହ କାଟିକି ଭୋଜନ କରାଯାଏ ନାହିଁ, ଈଶ୍ବର ତିନି ପ୍ରକାର ଖାଦ୍ୟ ଗଢିଛନ୍ତି, ସାତ୍ତ୍ୱିକ, ରାଜସିକ ଆଉ ତାମସିକ।ମାଛ ମାଂସ ତାମସିକ ଖାଦ୍ୟ ରେ ଯାଉଛି, ତାମସିକ ଖାଦ୍ୟ ଖାଇବା ଦ୍ବାରା, କ୍ରୋଧ, ଲୋଭ, ଇତ୍ୟାଦି ବିକାର ବଢେ,, ମନ ଚଂଚଳ ହୁଏ, ହେଲେ ପାପ କଥା କୁହାଯାଇ ନାହିଁ, ଛାନ୍ଦ୍ୟୋଗ ଉପନିଷଦ ରେ ଲେଖାଅଛି, କେଉଁ କେଉଁ ପ୍ରାଣୀମାନଙ୍କୁ ଭୋଜନ ରୂପେ ଗ୍ରହଣ କରିହେବ, ସେମାନଙ୍କୁ ହନ୍ତବ୍ୟ ପ୍ରାଣୀ ବୋଲି କୁହାଯାଏ,, ରାମାୟଣ, ମହାଭାରତ ଏମିତିକି ଭାଗବତ ମହାପୁରାଣ ସବୁଠି ସ୍ପଷ୍ଟ ପ୍ରମାଣ ଅଛି, ଏକଥା ଜାଣି ଆଶ୍ଚର୍ୟ୍ଯ ହେବେ ଯଜ୍ଞ ନିମନ୍ତେ ମଧ୍ଯ ପବିତ୍ର ମାଂସ ବ୍ୟବହାର ହୁଏ, ସ୍ୱୟଂ ବ୍ରହ୍ମା ଉବାଚ। କେଉଁ ଜୀବ ଦ୍ୱାରା କେଉଁ ଦେବତା ଉପାସନା କରାଯାଏ ତାହା ମଧ୍ଯ ବର୍ଣ୍ଣନା ଅଛି, ଯଜ୍ଞ ପୁରୁଷ ହେଲେ ଶ୍ରୀହରି ନାରାୟଣ,, ଶିବପୁରାଣ ରେ ମଧ୍ଯ ପାଇପାରିବେ,, ସନାତନ ସଂସ୍କୃତି ରେ ଆମିଷ ଭୋଜନ ଈଶ୍ବରଙ୍କ ଦ୍ୱାରା ସର୍ଜିତ, ଏଥିରୁ ହିଁ ପ୍ରମାଣିତ ଆମିଷ ଖାଇବା ପାପ ନୁହେଁ, ସାକ୍ଷାତ ଭଗବାନ ଏବଂ ଅବତାର ମାନେ ମଧ୍ଯ ମାଂସାହାର କରିଛନ୍ତି, ଏବେ ଶୁଣନ୍ତୁ ବିବେକାନନ୍ଦ, ରାମକୃଷ୍ଣ ପରମହଂସ, ଅରକ୍ଷିତ ଦାସ, ଜଗନ୍ନାଥ ଦାସଂକ ପରି ମହାପୁରୁଷ ମାନେ ମଧ୍ଯ ଆମିଷ ଭୋଜନ କରୁଥିଲେ, ପୁନଶ୍ଚ ମା ଶକ୍ତି ଆରାଧନା ରେ ଆମିଷ ଭୋଗ ଆପଣ ନିଶ୍ଚିତ ଜାଣିଥିବେ, ଏପରିକି ଶ୍ରୀକ୍ଷେତ୍ର ଧାମରେ ମା ବିମଳାଙ୍କ ନିକଟରେ ମଧ୍ଯ। ଏବେ ଆସିଲା ଜୀବେ ଦୟା କଥା, ଜୀବମାନଙ୍କୁ ଅଯଥାରେ କଷ୍ଟ ଦେବା, ଯେପରିକି ସାପକୁ ପିଟି ପିଟି ମାରିବା, କୁକୁରକୁ ଟେକା ମାରିବା, ଚଢେଇ କୁ ବନ୍ଦୀ କରିବା ଏସବୁ ପାପ, ହେଲେ ସେମାନଙ୍କୁ ଖାଦ୍ୟ ରୂପେ ଗ୍ରହଣ ପାପ ନୁହେଁ। ଯେମିତି ବାଘ ହରିଣ କୁ ଖାଏ, ହରିଣ ର କୌଣସି କ୍ଷତି ହୁଏନାହିଁ, ସେ ମରେ ସତ ହେଲେ ପୁନଃ ଜନ୍ମ ପାଏ, ଭଲ ଜନ୍ନ ପାଏ ହରିଣ ଜନ୍ମରୁ ମୁକ୍ତ ହୁଏ, ଠିକ୍ ସେମିତି ଯେଉଁ ଜୀବମାନେ ଖାଦ୍ୟ ରେ ଯାଆନ୍ତି ସେମାନଙ୍କ ର କୌଣସି କ୍ଷତି ହୁଏନାହିଁ। ପ୍ରଭୁ ରାମଚନ୍ଦ୍ର, ମା ସୀତା, ରାଜା ପରୀକ୍ଷିତ, ରାଜା ପ୍ଋଥୁ, ରାଜା ଈକ୍ଷ୍ୱାକୁ ଏମାନେ ସମସ୍ତେ ମାଂସ ଭୋଜନ କରିଛନ୍ତି, ବିରିୟାନୀ ସର୍ବପ୍ରଥମେ ମାତା ସୀତା ହିଁ ଆରମ୍ଭ କରିଥିଲେ। ଏମାନଙ୍କ ଠାରୁ କଣ ଆପଣଙ୍କ ର ବେଶି ଦୟା, ଏଇଥିରୁ ହିଁ ଜାଣନ୍ତୁ, ଠିକ୍ ଯେମିତି ଗଛଲତା ର ଜୀବନ ଅଛି ସେମାନଙ୍କୁ ଖାଉଛେ, ସେମିତି କିଛିଟା ହନ୍ତବ୍ୟ ପ୍ରାଣୀ ଅଛନ୍ତି ସେମାନଙ୍କୁ ମଧ୍ଯ ଖାଦ୍ୟ ରୂପେ ଗ୍ରହଣ କରାଯାଏ, ଏପରିକି ପୂଜା ରେ ମଧ୍ଯ ବ୍ୟବହାର କରାଯାଏ, ତେଣୁ ଏଥିରେ ପାପ ନାହିଁ, ପୁଣି ମଣିଷ ଦେହରେ ଭଗବାନ ଦୁଇ ପ୍ରକାର ଶକ୍ତି ଦେଇଛନ୍ତି, ଶାକ ଜାତୀୟ ଖାଦ୍ୟ ହଜମ କରିବାକୁ ଆଉ ମାଂସ ହଜମ କରିବାକୁ। ଏ ହେଲା ବିଜ୍ଞାନ ଭିତ୍ତିକ କଥା। ହଁ ଏକଥା ସତ ଯେ ଆମିଷ ଖାଇବା ଦ୍ବାରା ତାମସ ପ୍ରଭାବ ପଡେ,, ଯିଏ ସେଥିପାଇଁ ନ ଖାଉଛି, କିମ୍ବା ବାନ୍ତି ଲାଗୁଛି ବୋଲି ନ ଖାଉଛି ତେବେ ଠିକ୍, ହେଲେ ଦୟା, ପାପ ଏସବୁ କହିବା ଉଚିତ୍ ନୁହେଁ, ଯିଏ ଖାଉଛି ତାକୁ ପାପ ବୋଲି କହିବା ଭୁଲ୍। ମୁଁ ବି ଆମିଷ ଖାଉନଥିଲି, ଜୀବମାନେ ମରିଯାଉଛନ୍ତି ବୋଲି ଭାବୁଥିଲି, ଘରେ ସମସ୍ତଙ୍କୁ ବାରଣ କରୁଥିଲି, ଘରକୁ ଆମିଷ ଆସିଲେ ମୁଁ କାନ୍ଦୁ ଥିଲି, ଯେତେବେଳେ ଏସବୁ ବିଷୟରେ ପ୍ରକୃତ ଜ୍ଞାନ ପାଇଲି ତାପରଠୁ ମୁଁ ଆମିଷ ଖାଇଲି। ଆଉ ଏଇ ବାବଦରେ ମୁଁ କେତେ ବଡ଼ ବଡ ସାଧୁସନ୍ଥ ମାନଂକୁ ବି ବୁଝେଇ କହିଛି, ସେମାନେ ବି ମୋ କଥା ସତ୍ଯ ବୋଲି ସମ୍ମତି ଦେଇଛନ୍ତି, ମୁଁ ଆଧ୍ଯାତ୍ମିକ,,,, ଭଗବାନଙ୍କୁ ବହୁତ ଭଲ ପାଏ, ମୋର ଚ୍ୟାନେଲ ବି ଅଛି,, ମୁଁ ପୁରାଣ ଶାସ୍ତ୍ର ଭିଡିଓ ବନାଏ,, ଭାଗବତ କଥା କରେ। ଭଲରେ ଅନୁସନ୍ଧାନ କରିଛି ବୋଲି ମତାମତ ଦେଇଛି, ନବୁଝି କୌଣସି କଥା କହେ ନାହିଁ। ମୁଁ ଏବେ ଯେତିକି କହିଲି ସେସବୁ ହେଉଛି ୧୦୦ ଭାଗରୁ ୧୦ ଭାଗ, ଆହୁରି ଅଛି, ଏଇ ମେସେଜ ରେ ବୁଝେଇ ହବନି, ଆଶାକରେ ଆପଣ ବୁଝିପାରିବେ।☺☺
      ରାଧେ ରାଧେ 🙏🙏

    • @odiavlogs99
      @odiavlogs99 11 місяців тому

      @@nilapari9955 100 papa

  • @lizapanigrahi6020
    @lizapanigrahi6020 11 місяців тому +7

    ତମେ କଟକିଆ ମାନେ ଖାଲି ମାଛ ମାଂସ ଖାଇବା ପାଇଁ ମରିଜାଉଛ ଗୁରୁବାର ଦିନ ଭି ଛାଡୁନ ଛି.ଛି.ଛି 😡😡😡

    • @RadhaSraddhaodiavlogs
      @RadhaSraddhaodiavlogs  11 місяців тому

      Ame puri loka 🤩

    • @lizapanigrahi6020
      @lizapanigrahi6020 11 місяців тому +5

      @@RadhaSraddhaodiavlogs ତମେ ଜଉ ଜାଗାର ହୁଅ ଏତେ ମାଛ ମାଂସ ଖାଇବା କଣ ନିହାତି ଦରକାର

    • @nilapari9955
      @nilapari9955 11 місяців тому

      ମାଛ ମାଂସ ଖାଇବା ପାପ ନୁହଁ, ଶାସ୍ତ୍ର ଭଲରେ ପଢନ୍ତୁ ଜାଣିବେ, ଅଧା ପଢିଲେ ବୁଝିହବନି 😇

    • @nilapari9955
      @nilapari9955 11 місяців тому

      ଦିଦି ତୁମେ ଆମର ଖାଅ,, ଯିଏ ଆମିଷ ଖାଆନ୍ତି ସେମାନେ ପାପୀ ନୁହନ୍ତି, ଯେଉଁମାନେ ନିରାମିଷ ଖାଇକି ବି ଅନ୍ୟ କୁ ଖରାପ କୁହନ୍ତି ବା ଅନ୍ୟ ର ଖରାପ କରନ୍ତି ସେମାନେ ପାପୀ,,,, ମୁଁ ଏ ବିଷୟରେ ବହୁତ ଗବେଷଣା କରିଛି। ଶାସ୍ତ୍ର ରେ ବି ବର୍ଣ୍ଣିତ ଆମିଷ ପାପ ନୁହଁ।

    • @lizapanigrahi6020
      @lizapanigrahi6020 11 місяців тому +2

      @@nilapari9955 ଓ ଅନ୍ୟଜଣ କର ଦେହର ମାଂସ ଖାଇବା ତାହେଲେ ପୁଣ୍ୟ ଭଲ ଶିକ୍ଷା ଦଉଛ ତାହେଲେ ଆଉ

  • @omprakashsahu7275
    @omprakashsahu7275 11 місяців тому +1

    Beautiful vlog ❤❤❤

  • @lizabisoyi5608
    @lizabisoyi5608 4 місяці тому

    Beautiful vlog 🥰