ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ସହିତ ସ୍ବତନ୍ତ୍ର ସାକ୍ଷାତକାର | An Interview with Gayak Jagannath Behera
Вставка
- Опубліковано 19 вер 2024
- ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ସହିତ ସ୍ବତନ୍ତ୍ର ସାକ୍ଷାତକାର | An Interview with Gayak Jagannath Behera
#GayakShekhar #JagannathBehera #jagannath_behera #famousgayak #pala #PalaGayak #odiapala
Shree Jagannath Pala Research Foundation(SJPRF) is registered under Trust Act on 27th August, 2015. The sole intention is to promote and disseminate this popular folk art of Odisha, all over the world through extensive and elaborate with research by the cooperation of some prominent Pala Gayakas. Encouraging and promoting Odia language Folk art of Odisha is our main aim. Stay connected to get latest pala and natak video updates.
Pala is a cultural folk ballad form of Odisha, mix of Sanskrit & Odia literature. It is a group of five or six persons, who performs this art. The group consists of a 'Gayaka' (Main singer), a 'Bayaka' (drummer) and others are Palia (Chorus). The Gayaka has a 'Chamara' (fly whisker) in his hand, which he wieds with extreme flourish and a pair of cymbals in his right hand. He narrates episodes from puranic texts, punctuated with explanations. The chorus dance in very small with rhythmical steps along with Gayaka.
Facebook : / sjprf.in
Web : www.sjprf.in/
#pala #odiapala #folkmusic
🙏🌹🙏ଜୟଜଗନ୍ନାଥ🙏🌹🙏ଢେଙ୍କାନାଳଜିଲା ଭୁନବଗ୍ରାମ ବଡହାଟବାଦିପାଲାପରିବାଷଣକରିଥିଲେବିଗତ60ବର୍ଷର୍ପୁର୍ବେଶ୍ରୀଯୁକ୍ତହରୀନାଥଙ୍କସାଥିରେ
ଓଡିଶା ର ବରେଣ୍ୟ ଅନ୍ଯତମ ଅଗ୍ରଗଣ୍ଯ ଗାୟକ ମହାଶୟ ଙ୍କୁ, ଭଗବାନଙ୍କ ନିକଟରେ ଦୀର୍ଘାଯୁ କାମନା କରି ଆନ୍ତରିକ ଅଭିନନ୍ଦନ ଓ ଶତକୋଟି ପ୍ରଣାମ। 🙏🙏🙏
ଓଡ଼ିଶାର ଜଣେ ବରିଷ୍ଠ ପାଲା ଗାୟକ ଯେ କି ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ ହେବା ପାଇଁ ଯୋଗ୍ୟ ଅଟନ୍ତି । ଓଡ଼ିଶା ଭାଷା ପାଇଁ ପାଲା ଗାୟକ ଶ୍ରୀ ଜଗନ୍ନାଥ ବେହେରା ଙ ଅବଦାନ ରହିଛି, କାରଣ ତୃଣମୂଳ ସ୍ତରରେ ସଚେତନତାର ବାର୍ତାକୁ ପହଞ୍ଚାଇବାରେ ଜଣେ ବରିଷ୍ଠ ପାଲା ଗାୟକ ଅଟନ୍ତି, ଏହା ବହୁତ ଭଲ। ଧନ୍ୟବାଦ ନମସ୍କାର।
ଓଡ଼ିଆ ଜାତିର, ଓଡ଼ିଶାର କିମ୍ବଦନ୍ତୀ ପୁରୁଷ ଶ୍ରୀଯୁକ୍ତ ଜଗନ୍ନାଥ ବେହେରା ଙ୍କୁ ମୋର କୋଟି କୋଟି ପ୍ରଣାମ l
Gayak sekhar sri jaganath behera nku Mora pranam 🙏🙏🙏🙏
Jay Jagannath Mahashaya you are the actual educated person of Odisha God bless you
Jay Jagannath
Bahut badhia
Bhai bhala prayash
Dhanyabad
ଓଡ଼ିଶା ର ଗର୍ବ ଓ ଗୌରବର ପରିଚୟ ଜଗନ୍ନାଥ ବେହେରା
ସତରେ ଆପଣ ଜଣେ ପ୍ରକୃତରେ ବିଦ୍ୱାନ ବ୍ୟକ୍ତି. ଆପଣ ଜଣେ ଯୋଗ୍ୟ ଦକ୍ଷ ପାଲାକାର. ପଦ୍ମ ପୁରସ୍କାର ପାଇବା ପାଇଁ ଆପଣ ଯୋଗ୍ୟ
Already paichanti sir .
ପାଇନାହାନ୍ତି @@BibhuNayak-j4k
@@BibhuNayak-j4k, ନା, ପାଇ ନାହାଁନ୍ତି ଏଯାଏଁ... ନାଁ ଯାଇଥିଲା, but କଣ ହେଲା ଜଣା ନାହିଁ
ବହୁତ ସୁନ୍ଦର ଅଟେ ସନମାନ ର ଅଧିକାରୀ ।
ପାଲା ଆକାଶରେ ଉଜ୍ବଳ ତମ ତାରକା.
Mahan byaktitwara adhikari.
Jagannath Swami apananku dirghayu karantu.
Krishna Chandra Sahoo jharada Sadangi DKL
ଜଣେ ଉଜ୍ଜ୍ୱଳ ତମ ତାରକା ପାଲା ଜଗତର,
odisha ra samsta pala gayaka nku mor 🙏🙏mo jeje ghanshyam nayak jane pala gayak thile
❤❤❤❤❤ Jay ho guru ji
Pranam🙏 Apana Sataayu huantu.🙏🏻
Pranam pravu
Great person and Inteligent gayak
❤❤❤❤
Odisha ra garba au gaurav Jaganatha behera mahoday
Jai jagannath 🙏🙏🙏🙏
କୋଟି କୋଟି ପ୍ରଣାମ
ବହୁତ ଧନ୍ୟବାଦ ଶ୍ରୀ ଜଗନ୍ନାଥ ପାଲା ଗବେଷଣା ପରିଷଦ କୁ ବିଶେଷ କରି ସମ୍ଵିତ୍ ବାବୁଙ୍କୁ
Pranam, Jay jagannath
Mahasayanku binita pranam
Odisha Govt.culture department to sponsored sj.Jagannath Behera's name for Padma award with detail which will be actual odia Asmita.
Jay jagannath🙏🙏🙏 aapanaku namaskar aama ghara bankey kalapathar
Jay Guru 🙏🙏🙏
🙏🙏🌹ପ୍ରଣାମ. ଜୟଶ୍ରୀସତ୍ୟନାରାୟଣସ୍ୱାମୀଙ୍କରଜୟ
Mamy many thanks
Anek thak mahasay nkr sakhyat kar anantu bahut mulyaban katha sikhiba ku milib
ଏହା ହଁ ଓଡ଼ିଶାର ଅସ୍ମିତା ଶ୍ରୀ ଜଗନ୍ନାଥ ବେହେରା, ନମସ୍କାର।
ମହାଶୟ, ଆପଙ୍କ ମନ୍ତ୍ର ମୁଗ୍ଧ ପାଲା ପରିବେଷଣ ମୁଁ ସବୁ ବେଳେ ମନେ ରଖି ଥିବି. ଆପଣକୁ କୋଟି namaskar
Satare samrat
Bahut val lage tanka pal paribesan
ହେ ଯୁଗ ପୁରୁଷ ଜଗନ୍ନାଥ ବେହେରା ମହୋଦୟ ଆପଣ ଦିବ୍ୟ ମାନବ ସତରେ ଆପଣ ହିଁ ଓଡିଆ ଆସ୍କିତା ର ପ୍ରକୃତ ଦାୟାଦ
Sahitya vasajagat ra gote ujyol tara semane sabu bahut puruna katha sikhya milib
Namaskar sir.jagatsinghpur aau Orissa ra Barenya prativa.pala ku apananka jogadan atulaniya.
ଏ ଉତ୍କଳ ମାଟିର ପରିଚୟ ଆଗ ଦ୍ୱିତୀୟ ଶ୍ରେଣୀ ର ପାଠ ପଢ଼ିଥିବା ଛାତ୍ର ଟି ଆଜି ସାରା ଓଡ଼ିଆ ସାହିତ୍ୟ ହୋଉ କି ଜଗନ୍ନାଥ ସଂସ୍କୃତି ଙ୍କ ଉପରେ ହୋଉ କିମ୍ବା ଆଜି ର ଆଧୁନିକ ଇଂରାଜୀ ଭାଷା ଉପରେ ଅଗାଧ ଜ୍ଞାନ ବାଣ୍ଟି ପାରନ୍ତି ଏ ସମାଜକୁ ଧନ୍ୟ ଗାୟକ ଶେଖର ନା ଅପଣଙ୍କ ର ଜଗନ୍ନାଥ ଆଉ ଆମେ ବି ଜଗନ୍ନାଥ ଙ୍କୁ ଡାକୁଛୁ ଆପଣଙ୍କ ଏ କଳା ଚିରସର୍ବଦା ହୋଇ ରହିଥାଉ 🙏
Kailas Chandra Mudulu Jagatsinghpur rea jane bhala gayaka dhela
Pala ra Bisma pita maha Agnya Naskar
Kailash chandra Muduli jane jagatsingpur ra tadha odisha ra jane aga dhadira pala gyaka dhilea
Baidyanath Sharma madhya jane bhala paala gayaka thile .
Bhai Raja Mishra acchanti Jane baristha pala gayaka tanka interview nele bhala huanta
Address diantu
@@sjprf At,po- Maniabandha,
Block - Badamba, Via- Nuapatna,Dist- Cuttack