News Fuse 15 May 2024 | ଥଙ୍ଗ ମଙ୍ଗ ନେତା | ବିଜେଡି ଜଟିଆ କାଳିଆ | 5T ବ୍ୟାଗ ଦୋକାନ

Поділитися
Вставка
  • Опубліковано 14 тра 2024
  • OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 213

  • @user-yw8vq3fb5v
    @user-yw8vq3fb5v Місяць тому +31

    ଯୋଗ୍ଯ ପ୍ରାର୍ଥୀଙ୍କ ଯୋଗ୍ଯତା ବକ୍ତବ୍ଯରୁ ଜଣାପଡିଯାଉଚି । ସମର୍ଥକ , ଭୋଟର , ଶୁଭେଚ୍ଛୁ , ଶୁଭଚିନ୍ତକ ସର୍ବୋପରି ରାଜନୀତିକ ଦଳ ଏମିତି ପାର୍ଥୀଙ୍କୁ ଚୟନ କରୁଥିବାରୁ ଧନ୍ୟବାଦାର୍ହ ।

  • @nksahoo4123
    @nksahoo4123 Місяць тому +15

    ଲାଗୁଛି ସାର୍ ଙ୍କର ଆଜି Network ପାଉନାହିଁ। ସେଥିପାଇଁ ଭାଷଣ ଦେଲାବେଳେ ଅସୁବିଧା ହେଉଛି ।😂😂😂

  • @sarojkumartech8409
    @sarojkumartech8409 Місяць тому +5

    News fuse ର ୧୬ ତମ ବାର୍ଷିକ ଉତ୍ସବ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ

  • @SureshPusti
    @SureshPusti Місяць тому +16

    ଏମିତିକା ଚାଟୁକାର ଲୋକକୁଂ ଦେଖି ଲେ ନିଜେ ଜଣେ ଓଡିଆ ଲୋକ ବୋଲି ଲଜ୍ଜା ଲାଗୁଛି, ଓଡିଶା ବିକ୍ରୀ ହୋଇଗଲେ ବି ଏମାନକଂର କୋଣସି ଫରକପଡିବନି, ଛି, ଛି, ଛି

  • @drujaydhana
    @drujaydhana Місяць тому +8

    Happy birthday to you OTV channel ku amiti news fews dekhau thantu jay jagannath 🙏🙏🙏

  • @sweetsitu462
    @sweetsitu462 Місяць тому +16

    ହେ ଭଗବାନ୍ ଏ କି ନେତା

  • @Rocky-tw2ru
    @Rocky-tw2ru Місяць тому +19

    କଥା କହିବାର ଆସୁନଥିବା ଲୋକ କୁ ଟିକେଟ ମିଳୁଛି । ମୁଖିଆ କୁ ଟା କହିବା କୁ ଆସୁନି ଏ ମାନେ କଣ କହିବେ। ଆମେ ହି ବୋକ ଓଡ଼ିଆ ଲୋକ ଏମାନଙ୍କୁ ଭୋଟ ଦେଇ। ମୋର ଓଡ଼ିଶା ବାସି କୁ ଅନୁରୋଧ ଭୋଟ ଦିଅନି ଯଦି କିଏ ଭଲ ନାହିଁ but ଏହିଭଳି ଲୋକ କୁ ଦିଅନି

  • @rabindrarath9474
    @rabindrarath9474 Місяць тому +7

    ଓଡିଶା କାହା ପୈତୃକ ସମ୍ପତି ନୁହେଁ ଓଡିଶା ବିକାଶ ପାଇ ଆଉ କେତେ ବର୍ଷ କରିବାପାଇଁ ଦରକାର? ମୁଖ୍ୟମନ୍ତ୍ରୀ ସବୁଜିଲା ନାଁ କହିବା କଷ୍ଟ ନେତାମାନେ କହିବେ କିପରି?16ବର୍ଷ ପାଇଁ ନିୟୁଜଫିଉଜ ଜଗନ୍ନାଥ ଦୀର୍ଘାୟୁ କରନ୍ତୁ

    • @ParamnarayanDash-xq6gv
      @ParamnarayanDash-xq6gv 15 днів тому

      ଓଡ଼ିଶା ନବୀନ ପଟ୍ଟନାୟକଙ୍କ ବାପାର ନହୋଇ ଥିଲେ ଏତେଥର ମୂଖ୍ୟ ମନ୍ତ୍ରୀ ହୋଇ ନ ଥାନ୍ତେ। ଆମର ବୋକାମୀ

  • @soumyaranjanbarik4734
    @soumyaranjanbarik4734 27 днів тому +2

    ନ୍ୟୁଜଫ୍ୟୁଜ 16ବର୍ଷରେ ପଦାର୍ପଣ କରିଥିବାରୁ ହୃଦୟରୁ ଧନ୍ୟବାଦ

  • @prasantapattanaik862
    @prasantapattanaik862 Місяць тому +21

    ପ୍ରମୋଦ ମଳିକ ନିଜ ଅଂଚଳର କଥା ନ ଜାଣିବା ପରିତାପର ବିଷୟ। ।

  • @SstarRajesh
    @SstarRajesh Місяць тому +22

    Bjd Hotao Odisha Bonchao jai Shree Ram 🙏 ❤❤❤❤🎉🎉🎉🎉

  • @suchismitapanda3987
    @suchismitapanda3987 24 дні тому

    କାର୍ଯ୍ୟକ୍ରମ ବଢିଆ ଲାଗିଲା

  • @Tandikana
    @Tandikana Місяць тому +17

    ନିଲୋଜ୍ ପ୍ରମୋଦ ମଲ୍ଲିକ ନିଆଳି ନିର୍ବାଚନ ମଣ୍ଡଳୀ ପାଇଁ କଳଙ୍କ

  • @krishnanaikbrothers6459
    @krishnanaikbrothers6459 15 днів тому

    Super news sir Jay Jagannath 🙏

  • @KailashChandraSahoo-tg9wv
    @KailashChandraSahoo-tg9wv Місяць тому +1

    Thanks for otv

  • @khageswardas2917
    @khageswardas2917 10 днів тому

    Very nice

  • @prasantapattanaik862
    @prasantapattanaik862 Місяць тому +4

    ଶଂଖ ବ୍ୟାଗ କିଏ ବିଜେଡି ବାଲା ବିକ୍ରି କରିଛି।

  • @narayanchandrasahoo5852
    @narayanchandrasahoo5852 27 днів тому

    Jay Jagannath 🙏

  • @prafullakumarsahu7935
    @prafullakumarsahu7935 29 днів тому

    News fuse bahut badhia❤❤

  • @bapimishra-sv4oz
    @bapimishra-sv4oz 29 днів тому

    Bahuta bhala lagila 👍

  • @MRawara7
    @MRawara7 14 днів тому

    Salutes 🫡 otv newfiuse tm and all ❤

  • @skumar7960
    @skumar7960 Місяць тому +2

    ଏଥର ପାଟି ପିତା ହୋଇ ଯିବ ବହୁତ୍ ଖାଇଲ

  • @gvramani4995
    @gvramani4995 Місяць тому +1

    Congratulations

  • @SanatanchattarChattar
    @SanatanchattarChattar Місяць тому +2

    ଜଗଦେବ ନିଶାରେ ଟଳ ମଳ ଗେନ୍ଦl ଜିତିଵ

  • @kilogram382
    @kilogram382 Місяць тому +1

    😂😂😂😂 ବହୁତ୍ ବଢ଼ିଆ ଲାଗିଲା ଭାଇ।

  • @user-vg7si3rq4m
    @user-vg7si3rq4m 20 днів тому

    Congratulations for 16th anniversary of news fuse

  • @kashinathsamantaray6941
    @kashinathsamantaray6941 29 днів тому

    ଓଡ଼ିଶା ଦାଦନ ଏକ୍ସପୋର୍ଟ
    ସହିତ ବ୍ୟାଗ୍ ଏକ୍ସପୋର୍ଟ
    ରେ ଓଡ଼ିଶା No 1

  • @user-vg7si3rq4m
    @user-vg7si3rq4m 20 днів тому

    ଭୋଟ ପୂର୍ବରୁ ଅଦଭୂତ ରୂପ ଭୋଟପରେ ଉଗ୍ର ରୂପ ନାରାୟଣ ନାରା...ୟଣ ଧନ୍ୟ କହିବ ଏ ଦୁନିଆ ଲୋକଙ୍କୁ

  • @soumyaranjanbarik4734
    @soumyaranjanbarik4734 27 днів тому

    କଟକ ସି ଏମ୍ ସି ର ଝାଡୁଦାର ମାନଙ୍କ ନୂତନ ଡ୍ରେସକୋଡ ଦେଖି ଖୁସିଲାଗିଲା

  • @user-oh4ue9ct1r
    @user-oh4ue9ct1r Місяць тому

    Kuna bhai abang teamnku bahut bahut dhanyawad news fews ra sohalattama janma barshiki painye subheccha abang dirghayu hebaku subhakamana

  • @mrsatyabratanayak1433
    @mrsatyabratanayak1433 26 днів тому

    ବିୟର ଫୁଲ୍ ଗିୟର ନବୀନ ସରକାର

  • @-manas-ranjan-143
    @-manas-ranjan-143 Місяць тому +2

    ଆରେ ନାରଣ ଇଏ ସେଇ ଭାଇ ଟି 😂😂 ଯେ ନିଜ ନାମର ଜୟ ପକୋଉଥିଲେ । ସତରେ ଓଡିଶା ବାସି ତୁମେ ମହାନ ଯେଉଁ ଲୋକ ପାଟିରୁ ଅସ୍ପଷ୍ଟ ଶଦ୍ଦ ବାହାରୁଛି ତାକୁ ହିଁ ନେତା ବନୋଉଛ !!

  • @sudhansukumarbal3419
    @sudhansukumarbal3419 Місяць тому

    Thanks for this program

  • @hemalatachandhansdah9391
    @hemalatachandhansdah9391 29 днів тому

    Jau bhaimane bag bikri kotha kholasa karichhanti bahut bahut dhanyavad

  • @banabiswal8255
    @banabiswal8255 Місяць тому +9

    ପ୍ରମୋଦ ମଲ୍ଲିକ, ପୁଣି ନିଆଳି ନିର୍ବାଚନ ମଣ୍ଡଳୀ ପାର୍ଥ, ଏ ହାରାମି କଥା କହିପାରୁ ନାହିଁ,

  • @jayantamadhei602
    @jayantamadhei602 Місяць тому +2

    ହଁ ବିଜେଡି ର ମୁଖିଆ ତ ଏଠି କାଗଜ ନଦେଖିଲେ ପଦୁଟିଏ କହି ପାରନ୍ତିନି ବାକି ପାଟିରେ ନପଶିଲେ ପାଖରେ ଫୁସୁ ଫୁସୁ କରି ପାଣ୍ଡୁ କହିଦିଅନ୍ତି ପ୍ରମୋଦ ବାବୁଙ୍କ ର ବିନା କାଗଜ ରେ କେମିତି ପଶିବ ନାରଣ ଏହେଉଛି ଆମ ନେତା ମାନେ ନିଜ ମାତୃଭାଷା କହିପାରୁନାହାନ୍ତି ରାଜ୍ୟରେ କି ଉନ୍ନତି କରିବେ

  • @user-id5qi5uq2g
    @user-id5qi5uq2g 24 дні тому

    Congratulations 🎉👏🎉👏

  • @adhirakumar5272
    @adhirakumar5272 Місяць тому

    Good news❤ 🙏🙏🙏🙏🙏🙏

  • @geetanjaliacharya6079
    @geetanjaliacharya6079 Місяць тому

    God bless you to your family sir 🙏

  • @jhunilatanayak1997
    @jhunilatanayak1997 Місяць тому +1

    Happy birthday news fews

  • @maheswarbehera6707
    @maheswarbehera6707 29 днів тому +1

    Kuna tripathy sir 🙏🏻

  • @skumar7960
    @skumar7960 Місяць тому +1

    Bus tamilnadu ରେ bag କଲିକତା ରେ

  • @prasantapattanaik862
    @prasantapattanaik862 Місяць тому +8

    ସେ ନେତାମାନଙ୍କୁ ପଠାଅ ଆମ ସହରର ଗଳି କନ୍ଦି ବିନା ଫଟୋରେ ସଫା କରିବେ। ତାଂକ ମୁହଁ କୁ ଲାଜ ନାହିଁ।ଠକଦଳ।

  • @soumyaranjanbarik4734
    @soumyaranjanbarik4734 27 днів тому

    ଭାଇବୋଧେ ବିଜେଡି ରୁ ଅଧିକ ଲାଭ(ଟଙ୍କା)ପାଇଛନ୍ତି ସେଥିପାଇଁ ଏତେ କଥା ବାହାରୁଚି

  • @SamirKumar64
    @SamirKumar64 Місяць тому +2

    ୟାକୁହିଁ କହିବ ଅସଲି ନେତା 😂

  • @sanjaysahu-xo5cu
    @sanjaysahu-xo5cu 29 днів тому +1

    BJD ଖାଲି ଟଙ୍କା ବାଣ୍ଟୁଛନ୍ତି। ମଦ, ମାଂସ, ଦେଇ ରାତି ରାତିରେ ଭୋଟ ବଦଳେଇବା ରେ ଲାଗିଛି।
    ସବୁ ଓଡ଼ିଶା ବାସି ଏଥର BJP କୁ ଭୋଟ ଦେବେ।
    ❤❤❤❤❤❤❤❤❤❤❤

  • @RahulKumar-sg3xi
    @RahulKumar-sg3xi 26 днів тому

    Ba bare good speech anku rastra pati heba drkr

  • @soumyaranjanbarik4734
    @soumyaranjanbarik4734 27 днів тому

    ବୁଝିଲ ନାରଣ ଆମର ସବୁ ବ୍ୟବସ୍ତା ହେଉଛି ବିଶ୍ୱସ୍ତରୀୟ ତେଣୁ ଏ ବ୍ୟାଗବଣ୍ଟା କଣପାଇଁ ପଛରେ ପଡିବ ତେଣୁ ଏଇବ୍ୟାଗ କୋଲକାତା,ମୁମ୍ବାଇରେ ବିକ୍ରିହଉଚି ମୋ ମତରେ ଏ ବ୍ୟାଗର ସୁଦୂରପ୍ରଚାର ର ଆବଶ୍ୟକ ନବୀନ ଓ ପାଣ୍ଡିଆନ ସାର୍ ଏ ଦିଗରେ ଦୃଷ୍ଟିଦେବାକୁ ଅନୁରୋଧ

  • @bramhanandadey8324
    @bramhanandadey8324 Місяць тому +1

    Odisha bags other state re bikri dekhiki pade gita mane paduchhi
    E ta heini kichhi E ta heini kichhi
    25 barsa Matra heichhi,dekha agaku jitila pare kn heuchhi.

  • @santoshgouda9862
    @santoshgouda9862 Місяць тому +1

    ❤❤❤

  • @TapanKumarBehera-ok4kj
    @TapanKumarBehera-ok4kj Місяць тому

    Happy birthday news fuse

  • @sanjaysahu-xo5cu
    @sanjaysahu-xo5cu 29 днів тому +1

    ଏଥର BJP ସରକାର ଓଡ଼ିଶା ଦେଖିବ
    ୨୦୦% ଗୌରେଣ୍ଟି

  • @narasinghamajhi5629
    @narasinghamajhi5629 Місяць тому

    Happy birthday ନ୍ୟୁଜ ଫ୍ୟୁଜ

  • @prasantapattanaik862
    @prasantapattanaik862 Місяць тому +1

    ଜଗଦେବ ବାବୁ ବିହାରୀ ଗୁଣ୍ଡା ପରି ଦିଶୁଛନ୍ତି।

  • @ramkrushnabarik774
    @ramkrushnabarik774 Місяць тому

    ସବୁବେଳେ ଶାନ୍ଦାର ତଥା ବୱଆଲ୍

  • @UTTAM399
    @UTTAM399 15 днів тому

    Like sow

  • @SanatanchattarChattar
    @SanatanchattarChattar Місяць тому +1

    Bjd 5 t ବ୍ୟାଗ୍ ବେପାର କରିଛି ଏଥର ହlରିବ

  • @nareshdashnareshdash5367
    @nareshdashnareshdash5367 Місяць тому +1

    Aska furti adhika hoyijaayichhi

  • @user-xx2tt2mn2l
    @user-xx2tt2mn2l Місяць тому

    Jayajagannath

  • @mohannayak462
    @mohannayak462 Місяць тому

    Happy Birthday ❤

  • @raghabtarei2125
    @raghabtarei2125 Місяць тому

    ଆମ ସୁରିଟ ରେବି ଅଛି

  • @user-fv1rw6mo8x
    @user-fv1rw6mo8x Місяць тому

    Kilijuga aashijiba.

  • @sanju8598
    @sanju8598 Місяць тому

    Happy Birthday new fews 🎉🎉🎉 Jay jagannath 🎉🎉🎉

  • @narendrakand2434
    @narendrakand2434 Місяць тому +1

    ନବିନ ଓ ପାଣ୍ତୁର ବେଗ ବାୟା ନା କିସ 😂😂

  • @mudulihari8713
    @mudulihari8713 Місяць тому

    ବାଳ ନା

  • @khageswarsaria8660
    @khageswarsaria8660 28 днів тому

    Prathame pacharantu tanka na mane achi ta

  • @kiskutech9335
    @kiskutech9335 29 днів тому

    Copy kori pass hoi chakiri kale emiti hue.

  • @nirmalapradhan4930
    @nirmalapradhan4930 Місяць тому

    Jaha kuha bhai kou school 🎒 padichi kejani

  • @Pkthatoi1245
    @Pkthatoi1245 Місяць тому +1

    Naveen quarter marichi bhai😂😂😂

  • @PareshMohabhuin
    @PareshMohabhuin 26 днів тому

    Ama sarkar ehivali loka nku bachithiba pain bharat ratna puraskar dabaku mor bhari ichha

  • @pusparanijena7745
    @pusparanijena7745 Місяць тому

    Nabina bag ku dekhila pare kn karibi Jani paruni...Garba karibi na dukha karibi very confused😢😢😢😢😢

  • @benudharapatra9408
    @benudharapatra9408 Місяць тому

    Eminti netanku votedele odisha rama rajya banijiba

  • @sanudascreation7018
    @sanudascreation7018 29 днів тому +1

    MLA ବାବୁଙ୍କ ମୁଣ୍ଡରେ ଖରା ପଶିଯାଇଛି🙂

  • @duryodhannayak73
    @duryodhannayak73 29 днів тому

    ଏହିଭଳି ନେତା କେବଳ ତାମିଲର କ୍ରୀତଦାସ

  • @tanmayvlog5369
    @tanmayvlog5369 21 день тому

    ମୁଁ ରାଞ୍ଚି ରେ ରୁହେ 5 ବର୍ଷ ହେଲା, ରାଞ୍ଚି ରେ ବି ବିକ୍ରି ହେଉଛି ଏ bag 🛍️😂😂😂

  • @chakradharjena4499
    @chakradharjena4499 13 днів тому

    Thank u BJD

  • @143Susanta
    @143Susanta Місяць тому

    ପ୍ରଶାନ୍ତ ଭାଇ ଆମର ବହୁତ ବଡ ଭକ୍ତ ହନୁମାନଙ୍କର ହେଲେ ଏମିତି କଣ ହଉଛନ୍ତି ଭାଇ ଅଧିକ ଟିକେ ଶକ୍ତି ମିଳିଛି ନାଲି ପାଣିରୁ ଶକ୍ତିରୁ ଏବେ ଫୁଲରେ ବି ସେତିକି ଶକ୍ତି ନାହିଁ ଏବେ ନାଲି ପାଣିର ରାଜୁତି 🤣😂🤣😂

  • @lingarajsahoo2511
    @lingarajsahoo2511 Місяць тому

    ପ୍ରାଚୀ ହଜି ଗଲାଣି

  • @user-ne6ij1fy3v
    @user-ne6ij1fy3v Місяць тому +1

    Vote for BJP

  • @chandragoradia4929
    @chandragoradia4929 26 днів тому

    5 borsho luti chhonti aukono kohibe sobu novin nare bhot pauchonti

  • @Sankirtanpunji-td4qg
    @Sankirtanpunji-td4qg Місяць тому

    Kete..barsa..re..purana..heba

  • @TapanKumarBehera-ok4kj
    @TapanKumarBehera-ok4kj Місяць тому

    ନାରଣ ଲଡ଼ୁ କାହିଁ

  • @143Susanta
    @143Susanta Місяць тому +1

    ଯାହା ହଉ ଆମ ରାଜ୍ୟର ବ୍ୟାଗ national ରେ ନାଁ କରୁଛି ମାଡିଚାଲ ଏଥର ମୁଁ 5 ଶଙ୍ଖରେ ଭୋଟ ଦେବି କାରଣ ସେଇ ବ୍ୟାଗ world ରେ ପହଂଚିବା ଦରକାର କହିଲେ ମୁଁ ଅଉ 10 ଟା ଭୋଟ ଦେବି 🤣😂🤣🤣😂

  • @SanchitBagh
    @SanchitBagh 29 днів тому

    Odisha re anta MLA prathi nirbachan ladhibe Desh Barbad he e jiba

  • @LakhanaMallik
    @LakhanaMallik Місяць тому

    Odisha re kaku kaku milini bikri helani mumbaire au kalikatare

  • @lingarajsahoo2511
    @lingarajsahoo2511 Місяць тому

    ନବୀନ ଯଦି ଦେବତା ଆଉ ପାଣ୍ଡୁ କଣ ବାହାନ

  • @143Susanta
    @143Susanta Місяць тому

    ଏଇ ପ୍ରଚାର ପ୍ରାଥୀ ki ଦେଖି ଲାଗୁଛି ମତେ କହେଁଇ ଆସୁଛି ଗୋପ ପୁରକୁ ଏଠି ବାଜା ମୃଦଙ୍ଗ ସଂକୃତନ ଆଉ ସ୍ୱାଗତ ଅତି ଉତ୍ତମ 🤣😂🤣😂🤣

  • @user-nq8yh8rl5f
    @user-nq8yh8rl5f Місяць тому

    Vala. Paisa. Milithaba. Hari. Oum.

  • @chandragoradia4929
    @chandragoradia4929 26 днів тому

    Rajyo surokhya prosasono ku lajo nahi

  • @subashsahoo3527
    @subashsahoo3527 26 днів тому

    ଏଥରକ ପାଣ୍ଡୁର ପେଳ ପାଇଛୁ କାଳୁ ନାଁ ନାହିଁ ଭଙ୍ଗା କୁଡିଆ ନିକଟରେ ରହିଛୁ କାହିଁକି ଏ ନାଲିପାଣି କମାଲ

  • @ssanju4955
    @ssanju4955 Місяць тому

    Chaula bag khali Kolkata kn pura india re sell hauchi

  • @JhasketanBagh-tt2of
    @JhasketanBagh-tt2of 25 днів тому

    Gajab bajati hai😂😂😂

  • @soumyaranjanbarik4734
    @soumyaranjanbarik4734 27 днів тому

    ଲାଗୁଚି ସାରଙ୍କର 6ଜି ନେଟୱାର୍କର ସର୍ଭର ଡାଉନ୍ ଅଛି ସେଥିପାଇଁ ସର୍ଚହୋଇ ୱାର୍ଡ ବାହାରୁଚି ଏଭଳି ଲୋକ ସିଲଟ ଧରି ଅ ଆ ଘୋଷିବା କଥା

  • @user-yb6dk9km2q
    @user-yb6dk9km2q Місяць тому

    Nabin babu pakhare rahi rahi odia vulei gale nie

  • @TaposKumar-xb7jr
    @TaposKumar-xb7jr Місяць тому

    😮😮😮😮😮😮😮

  • @sanjayakumarmallick-bq2kv
    @sanjayakumarmallick-bq2kv Місяць тому

    Sory ,kariba

  • @mamalidhal7378
    @mamalidhal7378 26 днів тому

    Mumbai re jou Loko nka hata re aii bag dekhile Lage j yee bodhe ama odisha ra 😂😂😂

  • @user-hy7uc8xx8v
    @user-hy7uc8xx8v Місяць тому

    Easalaku.ticket.keadauchee

  • @dipanjalibiswal7037
    @dipanjalibiswal7037 Місяць тому

    Pandu sasana ana Ahuri mariba

  • @sankardakua99
    @sankardakua99 Місяць тому

    😅😅😅😅 Asa abm asta😅😅😅😅