ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯୀଶୁଙ୍କ ବାକ୍ଯ ପ୍ରଚାର ,Odisha CM preaching the Lord jesus christ words

Поділитися
Вставка
  • Опубліковано 19 лис 2024

КОМЕНТАРІ • 115

  • @LovelyGramophone-lu9zf
    @LovelyGramophone-lu9zf Місяць тому +10

    ଆଜ୍ଞା ଆପଣ କାହିଁକି ଇଆଡୁ ଶେଉଡୁ କଥା କହୁଛନ୍ତି ଯଦି ପ୍ରଭୁଙ୍କ ବାକ୍ୟ ପ୍ରଚାର କରିବାର ଅଛିତ ବାକ୍ୟ ପ୍ରଚାର କର,,!

  • @NABAGHANAKARJEE
    @NABAGHANAKARJEE Місяць тому +8

    ଖ୍ରୀଷ୍ଟିୟାନ ଭାଇମାନେ କିଏ କ,ଣ ଟିକିଏ କହି ଦେଲେ ନିଜକୁ ନିଜ ଟେକି ହେଉଛନ୍ତି। କିନ୍ତୁ ଏହି ପରି ହେବା ଠିକ୍ ନୁହଁ।

  • @hasinaniyali-wy7ny
    @hasinaniyali-wy7ny Місяць тому +4

    Thank you very much ❤🎉

  • @abhivlogs6538
    @abhivlogs6538 Місяць тому +1

    Sir thank you so much praise the lord joy jises

  • @NAIKDIGITALSTUDIO
    @NAIKDIGITALSTUDIO 6 днів тому

    ଆଜ୍ଞା ଆପଣଙ୍କ ସବୁ ବିଷୟ ଭଲ କିନ୍ତୁ ଆରମ୍ବରୁ ବହୁତ ସ୍ପୀଡ଼ ରେ କାହିଁକି ବାକ୍ୟ କହୁଛନ୍ତି

  • @bipramajhi3319
    @bipramajhi3319 Місяць тому +4

    ଭାଇ ତୁମର ପ୍ରଚାର ବା ବାଇବଲ ବିଷୟ ପାଇଁ ଗର୍ବିତ କିନ୍ତୁ କିୟେ କଣ କହିଦେଲେ ତାରି ବିଷୟ ରେ ପ୍ରଚାର କରିବା ଗୋଟିଏ ମୂର୍ଖାମି I

  • @PrasantaBhuyan-ww2hm
    @PrasantaBhuyan-ww2hm Місяць тому +5

    I am hindu but praise the Lord❤❤

  • @Odia95523
    @Odia95523 29 днів тому

    Praise the lord Amen ✝️✝️✝️✝️✝️

  • @jagatnayak9798
    @jagatnayak9798 Місяць тому +1

    Praise the lord amen hallelujah hallelujah hallelujah hallelujah hallelujah hallelujah hallelujah 🙏🙏🙏

  • @AshaVloging
    @AshaVloging 16 днів тому

    ପ୍ରଚାରକ ଆଜ୍ଞା ଆପଣ ଇଂରାଜୀ ଶିଖୁଛନ୍ତି ନା ଜଣକୁ ଶିଖାଉଛନ୍ତି

  • @abhilomsabar2961
    @abhilomsabar2961 Місяць тому +8

    Bajarangi ba RSS re jeun book baneichanti se bohi re Bible ra words use krajaichi mu nije padichi ama gajapati ra sabarapoli sabara samajh se gaonra bhaimanko pakhretila se bohi tanko bohiku tike padantu janibe sabu Bible ruhin niajaiachi sabu

    • @SurendraSurendra-ym8mi
      @SurendraSurendra-ym8mi Місяць тому

      Right 👍 bro

    • @RaviPrabhat-tm3fj
      @RaviPrabhat-tm3fj Місяць тому

      କାହାର ଭାଷଣ ରୁ ଉଦ୍ଧୃତ ପଦରୁ ଯୋଡି ପ୍ରସଙ୍ଗ କରି ବାକ୍ୟ ପ୍ରଚାର କଲେ ବୃଥା ହେବ

    • @QueenJothi2003
      @QueenJothi2003 Місяць тому

      Right bro

  • @sudamsagar8675
    @sudamsagar8675 Місяць тому +1

    Praise the lord sir 🙏🏻

  • @sankarmallick3610
    @sankarmallick3610 Місяць тому +2

    ଏସିଆ କୁ ମହାଦେଶ ବୋଲି ଭୂଗୋଳ କହୁଛି l ଆପଣ, ଜଗତର ଦ୍ଵିତୀୟ ଭୂଗୋଳ ବୋଧହୁଏ, ତେଣୁ ଏସିଆ କୁ ପ୍ରଦେଶ ବୋଲି ବିବେଚନା କରି ଗଣମାଧ୍ୟମରେ ଆପଣଙ୍କ ପାଣ୍ଡିତ୍ୟକୁ ପ୍ରଚାର କରୁଛନ୍ତି 😂😂😂😂ଲୋକେ ବୋଲିବେ କ'ଣ ? ମହା ଜ୍ଞାନୀ ?

  • @jayantagamanga8265
    @jayantagamanga8265 Місяць тому +1

    Praise the lord Hallelujah Jai Jesus Jallelujah ❤❤

  • @pritiranjanatta9047
    @pritiranjanatta9047 Місяць тому +1

    Jai jagganath.Jagganath nka rajya re se hni malik au kehi nuhna.

  • @RamsenMinz
    @RamsenMinz Місяць тому +2

    Praaise The Lord Father

  • @rameshnayak531
    @rameshnayak531 Місяць тому +1

    JAYMASIKI 🙏🏽✝️❤️✝️🙏🏽❤️✝️🙏🏽❤️✝️🙏🏽 🙏🏽✝️🙏🏽AMEN

  • @themajesty
    @themajesty Місяць тому +3

    ଆଜ୍ଞା ଆପଣଙ୍କ ହିସାବରେ ଯେଉଁମାନେ ଯୀଶୁଙ୍କ ନାମ ଧରିବେ ସମସ୍ତେ ସ୍ୱର୍ଗ ଯିବେ କି?

  • @sajangarada4249
    @sajangarada4249 Місяць тому +2

    Praise,the,Lord,father❤❤❤❤❤

  • @PrasannaMajhi-xv8ki
    @PrasannaMajhi-xv8ki Місяць тому +3

    Asia Pradesh nuhe sir mahadesa
    Topic taru bahut agaku jauchanti

  • @krushanachbhoikbabu2706
    @krushanachbhoikbabu2706 Місяць тому +1

    ଖ୍ରୀଷ୍ଟିଆନ ଧର୍ମ ଅନୁପ୍ରବେଶ ଧର୍ମ ମାଇନରିଟି ହୋଇ
    ଜନଜାତି କୋଟା ହଡପ କରୁଛନ୍ତି।

  • @BHARATMALIK-qd8tk
    @BHARATMALIK-qd8tk Місяць тому +2

    100👌

  • @bhanjamunda7299
    @bhanjamunda7299 Місяць тому +1

    May the Lord be glorified.

  • @PidikaPitambarjani
    @PidikaPitambarjani Місяць тому

    Praise the lord.."

  • @julikahal7742
    @julikahal7742 Місяць тому +3

    ଧନ୍ୟବାଦ୍,ପ୍ରଭୁ,କଂର, ଦାସ 🙏❤

  • @rakeshwattly2835
    @rakeshwattly2835 Місяць тому +2

    🙏🙏🙏🙏🙏🙏Amen❤❤🎉

  • @DeepEshaofficial
    @DeepEshaofficial Місяць тому

    Praise the lord ❤

  • @brundabanmandika5298
    @brundabanmandika5298 Місяць тому +3

    ଖାଣ୍ଟି ଯୀଶୁଙ୍କୁ ଭଲପାଇବା ଲୋକ ଏମିତି ବିବାଦୀୟ ମନ୍ତବ୍ୟ ଦିଅନ୍ତି ନାହିଁ।

  • @SarojchandraNayak-l1h
    @SarojchandraNayak-l1h Місяць тому

    Don't mind Brother, I am a Christian that is why I gave you comment for your rectification.

  • @allinone8534
    @allinone8534 Місяць тому

    ଆଉ ଗୋଟିଏ ଭୁଲ୍ କଥା କହିଲେ ଯେ ଖ୍ରୀଷ୍ଟାବ୍ଦ ଚାଲିଛି ମାନେ ଖ୍ରୀଷ୍ଟଙ୍କ ରାଜ୍ୟ ଚାଲିଛି। ଆପଣଙ୍କୁ ମନେ ରଖିବାକୁ ପଡିବ ଯେ ସେକାଳ ପଖାଳ ଗଲାଣି , BC - Before Christ and AD - Anno Domini are abolished. Now BCE and CE . Before common Era and Common Era.

  • @amossuna5064
    @amossuna5064 Місяць тому

    ପାଷ୍ଟ ର ଆଜ୍ଞା, ମୁଖ୍ୟମନ୍ତ୍ରୀ ବାଇବଲ ର ଗୋଟିଏ ବାକ୍ୟକୁ ଉଚ୍ଚାରଣ କରିଦେଲେ ଯେ ଆପଣଙ୍କୁ ଭିଡିଓ ଟିଏ ତିଆରି କରିବାକୁ ଭଲ ଖୁରାକ ମିଳିଗଲା ! ଇଶ୍ୱରଙ୍କ ବାକ୍ୟକୁ ଏତେ ଶସ୍ତା ଭାବେ କାହିଁକି ଭାବୁଛନ୍ତି ? ଏହା ଆଗରୁ ପ୍ରଭୁଙ୍କ କୌଣସି ଦାସ କେବେ ପ୍ରଚାର କରି ନ ଥିଲେ କି ? ଲୋକଙ୍କୁ ଭ୍ରାନ୍ତ କରିବାରୁ ବିରତ ରହିବାକୁ ଅନୁରୋଧ !

  • @kumarmitanofficial9631
    @kumarmitanofficial9631 Місяць тому +3

    ଆମେ bible ରୁ ଶିକ୍ଷା ଲାଭ କରି କି ବିଶ୍ବାସ ରେ ଜୀବନ ବିତାଇବା ନା ମୁଖ୍ୟମନ୍ତ୍ରୀ ଙ୍କ କଥା କୁ ଗ୍ରହଣ କରି ବଞ୍ଚିବୁ... ମୁଖ୍ୟମନ୍ତ୍ରୀ ଙ୍କ କହିଦେଲେ ବୋଲି କଣ ଗୋଟେ ବଡ଼ ବିଶ୍ବାସ ଆସିଯିବ କି ସମାଜରେ... କାଇଁ ଏମିତି ହଉଛନ୍ତି ଆପଣମାନେ ପାଳକ ସବୁ..

  • @allinone8534
    @allinone8534 Місяць тому

    ଯାହା ନଦେଖିବ ବେନି ନୟନେ
    ପରତେ ନଯିବ ଗୁରୁବଚନେ l ୟାକୁ କିଏ କହିଥିଲେ ଦୟାକରି ଉତ୍ତର ରଖିବେ

  • @namveensingh7
    @namveensingh7 Місяць тому +1

    Praise the Lord

  • @samithjhaan8722
    @samithjhaan8722 Місяць тому +1

    Yes ✝️Amen🙏🏻

  • @LunaPradhan-p5t
    @LunaPradhan-p5t Місяць тому +2

    C C camera ହୃଦୟ ରେ ଲଗାଇବ ଦରକାର ,

  • @dibyakishorenag2173
    @dibyakishorenag2173 Місяць тому +12

    ଭାରତ କୁ ଖ୍ରୀଷ୍ଟ ଧର୍ମ ପ୍ରଥମେ ୫୨ ମସିହାରେ ଯୀଶୁ ଖ୍ରୀଷ୍ଟ ଙ୍କ ଶିଷ୍ୟ Thoma ଦ୍ୱାରା କେରଳ ରାଜ୍ୟ ର ମଲବର ଅଞ୍ଚଳ କୁ ଆସି ଥିଲା । ବ୍ରିଟିଶ ଲୋକେ ଭାରତ କୁ ୧୪୦୦ ମସିହା ରେ ଆସିଥିଲେ।

    • @SurendraMurmu-ut5yd
      @SurendraMurmu-ut5yd Місяць тому

      press the lord ଧନ୍ୟବାଦ

    • @Priya.OfficialYouTubeChannel
      @Priya.OfficialYouTubeChannel Місяць тому

      But hindu dharma pruthibi janmo heba beleaguered hin thila

    • @dibyakishorenag2173
      @dibyakishorenag2173 Місяць тому

      @@Priya.OfficialUA-camChannel କିନ୍ତୁ ହିନ୍ଦୁ ଧର୍ମ ବୋଲି କିଛି ପ୍ରମାଣ ନାହିଁ ଯାହା ଏବେ ସନାତନ ବୋଲି କୁହା ଯାଇଥାଏ। ଏହି ସନାତନ ଶବ୍ଦ କେବଳ ବାଇବଲ ରେ ଉଲ୍ଲେଖ ଅଛି। ଇଏ ସଂସାରର ପ୍ରଥମ ମନୁଷ୍ୟ ଆଦମ ଏବଂ ହବା କୁ ଯିଏ ସୃଷ୍ଟି କଲେ ତାଙ୍କୁ ବାଇବଲ ରେ ସନାତନ ପରମେଶ୍ବର ବୋଲି କୁହା ଯାଏ (Book of Jenesis)

  • @worriordev9281
    @worriordev9281 Місяць тому +2

    Who had said?

  • @brundabanmandika5298
    @brundabanmandika5298 Місяць тому +4

    ତୁମେ ସବୁ ଜାଣିଛ ତୁମକୁ ଆଉ ଖ୍ରୀଷ୍ଟାବ୍ଦ ଓ ଖ୍ରୀଷ୍ଟ ପୂର୍ବ ଏହା କହୁନ।

  • @SyamoSyamophaska
    @SyamoSyamophaska Місяць тому +2

    Amen

  • @tapankumarsingh806
    @tapankumarsingh806 Місяць тому

    ଆପଣ ମୁଖ୍ୟମନ୍ତ୍ରୀଙ୍କଠାରୁ ଚୁକ୍ତି ନେଇଛନ୍ତି କି? ଆପଣ ତାଙ୍କ ଭାବମୂର୍ତ୍ତିକୁ ସୁରକ୍ଷିତ କରିବାକୁ ଚେଷ୍ଟା କରୁଛନ୍ତି କି? ଆପଣ ଏହି ବ୍ୟକ୍ତିଙ୍କୁ ଜାଣିଛନ୍ତି କି ଯିଏ ଥରେ ଦାରୁସିଂହ ପାଇଁ ଛିଡା ହୋଇଥିଲେ? ଦୟାକରି ଏହି ନିର୍ବୋଧତାକୁ ବନ୍ଦ କର | ପ୍ରଭୁ ଯୀଶୁଙ୍କୁ ପ୍ରଚାର କର |

  • @ranjanbehera239
    @ranjanbehera239 Місяць тому +22

    Seeing is believing ଥୋମା କହିଥିଲେ!

    • @susantapatamajhi
      @susantapatamajhi  Місяць тому +1

      Yes Sir

    • @pradhanbabu12
      @pradhanbabu12 Місяць тому

      Keun rajya re rajanka shasana chalichi....

    • @AlexAgriculturalfarm
      @AlexAgriculturalfarm Місяць тому

      Yes right

    • @allinone8534
      @allinone8534 Місяць тому

      ଯାହା ନଦେଖିବ ବେନି ନୟନେ
      ପରତେ ନଯିବ ଗୁରୁବଚନେ l ୟାକୁ କିଏ କହିଥିଲେ ଦୟାକରି ଉତ୍ତର ରଖିବେ

    • @allinone8534
      @allinone8534 Місяць тому

      ଯାହା ନଦେଖିବ ବେନି ନୟନେ
      ପରତେ ନଯିବ ଗୁରୁବଚନେ l ୟାକୁ କିଏ କହିଥିଲେ ଦୟାକରି ଉତ୍ତର ରଖିବେ

  • @puspalatamallick7021
    @puspalatamallick7021 Місяць тому

    Amen 🙏🙏 Amen 🙌🙌 Aman

  • @mistyamdalfanewsTV
    @mistyamdalfanewsTV Місяць тому +1

    ଯୀଶୁ ମନ୍ତ୍ତ୍ରୀ

  • @subatidaleidalei457
    @subatidaleidalei457 Місяць тому

    Amen Amen 🙌🙌🙌

  • @mithunsingh5702
    @mithunsingh5702 Місяць тому

    Haleluzha❤🙏

  • @NaniGulti
    @NaniGulti Місяць тому +1

    Hallelujah Hallelujah amen

  • @AshinaMandal-eb9ri
    @AshinaMandal-eb9ri Місяць тому +4

    ଈଶ୍ୱର ଆପଣ ଆଶୀର୍ବାଦ କରନ୍ତୁ

  • @IsmaelKhosla-zp8lo
    @IsmaelKhosla-zp8lo Місяць тому

    Apona Jane bhola procharok laguchonti..kintu mahon sirnko proti besi.dyana.achi..

  • @DipikaNaik-tm8tm
    @DipikaNaik-tm8tm Місяць тому +1

    Amen 🙏 ❤

  • @oldisgold8047
    @oldisgold8047 Місяць тому

    Praise the lod halulluaya

  • @GEETAMUNDA-c1o
    @GEETAMUNDA-c1o Місяць тому +1

    Ameen❤

  • @ashishmanju143
    @ashishmanju143 Місяць тому

    Sir tike chinta Kari kahibe kijiaki. C,m hahi niriho goriba jhio,puio nku bhobiisata chinta kariparanti nahi bada lokahohi labakana tankar ,jonma. Dik,,darama dik,bapa ma. Dik banchibara. Mulya kiichinahi Kali chepo pakahibee. Dik dik

  • @BholaNial-yg1ik
    @BholaNial-yg1ik Місяць тому +1

    Bible Dhari prachar Kale ki apnon Ko bhula Lokmanya samaj Ko dusita karuchhanti

  • @therewindroom987
    @therewindroom987 Місяць тому

    Aopankoro english sentence making re grammar bahut bhul achi....apna odia re preach karantu bholo hebo

  • @SrikantParigada
    @SrikantParigada Місяць тому +3

    ଏମିପ୍ରଚାରକରନ୍ତୁନାହି

  • @satyasovonsingh6612
    @satyasovonsingh6612 Місяць тому +2

    RSS ବାଇବେଲ କୁ ଅନୁସରଣ କରୁଛନ୍ତି ?
    ଯଦି ହଁ କିଛି ମନ୍ଦ ନୁହ ।

  • @NSkantKumar
    @NSkantKumar Місяць тому +1

    🎉

  • @rajeshkhora9711
    @rajeshkhora9711 Місяць тому

    Balo ta hoigola ea rss ro jone strong cadre member till 30 years

  • @namveensingh7
    @namveensingh7 Місяць тому +2

    ❤❤❤❤❤❤ Moses made the counciling laws

  • @julikahal7742
    @julikahal7742 Місяць тому +1

    ହର,ଜିଭ, ଅଙ୍ଗୀକାର, କରିବ,ଜେଶୁ,ହି, ପ୍ରଭୁ, ହର,ଆଣ୍ଠୁ, ନାତ,ହେବ,ଅମିନ🙏✝️🙏🏾

  • @LunaPradhan-p5t
    @LunaPradhan-p5t Місяць тому +1

    ଆମେନ୍

  • @therewindroom987
    @therewindroom987 Місяць тому

    Apana ta english bholore kahiparunahati au english re kmti prochar karibe.

  • @TrinathNayak-k9p
    @TrinathNayak-k9p Місяць тому +1

    Balana pela

  • @elonbabyblogvideo4415
    @elonbabyblogvideo4415 Місяць тому +1

    ଅମେନ୍

  • @Prashantbrother1432
    @Prashantbrother1432 Місяць тому

    ମହୋନ୍ ମାଝୀ ର ପ୍ରଚାର କାଇଁ ଆଜ୍ଞା

  • @therewindroom987
    @therewindroom987 Місяць тому

    If you don't know English it's better to preach in odia

  • @ImanuelBeheramajhi
    @ImanuelBeheramajhi Місяць тому +1

    ଏହା ଥମାଷ କହି ଥିଲେ

  • @SrikantParigada
    @SrikantParigada Місяць тому +2

    ଆପନ,ଭୁଲ୍,କହୁଛନ

  • @salsarupamajhi4958
    @salsarupamajhi4958 Місяць тому

    Christ can't born in ASIA. That is EUROPE.

  • @therewindroom987
    @therewindroom987 Місяць тому

    Apano english sentence bhi wrong bonauchanti

  • @Nitunitu-fm9cz
    @Nitunitu-fm9cz Місяць тому

    Message kariba purboru nijaku tike dekhontu aagya mane,kete bhola bhola message gudika lekhiki send karichonty,bhuli jaontu nahi ki nijara matamata ku,jane pastor bisayare amiti sabu message gudika lekhiki Send karuchonti taha kn nijaku sabha deuchi ?

  • @TunaDas-tt7xj
    @TunaDas-tt7xj Місяць тому +1

    ଜୟ ଜଗନ୍ନାଥ 🚩🙏ମନ୍ତ୍ରୀଙ୍କ ବ୍ୟକ୍ତବ୍ୟକୁ ନେଇ ଏତେ ବ୍ୟାଖ୍ୟା କରନ୍ତୁ ନାହିଁ। ଓଡ଼ିଶାର ମହନ ମନ୍ତ୍ରୀଙ୍କୁ ଇଜ୍ଜତ କରୁଛ ନା ଉପହାସ କରୁଛ। ଓ ସାର୍ ଏତେ ବାଉଳା କାହିଁକି ହଉଚ ଯୀଶୁ ଯୀଶୁ ଯୀଶୁ ଜପକର ପକେଟ୍ ଗରମ୍ ହବ

  • @SamasingPurty
    @SamasingPurty Місяць тому

    Darasing banchehiba mantri baibel p....

  • @KabirajKabiraj-ez1xt
    @KabirajKabiraj-ez1xt Місяць тому +2

    Hele tu jone pondito

  • @therewindroom987
    @therewindroom987 Місяць тому

    Aggyan there is plenty of wrong in your English preaching

  • @AramBhuyan-gv7wv
    @AramBhuyan-gv7wv Місяць тому +1

    ଯେଉଁ ମାନେ ବାକ୍ୟ ବିଷୟରେ ଜାଣିପାରିଛୁ ସେମାନେ ପଶୁ

  • @SurendraHansdah-we2rm
    @SurendraHansdah-we2rm Місяць тому

    Tote jisu bakya prachar Kari ase nahi jisukunku badnam kar na.

  • @sahoosarbeswar1624
    @sahoosarbeswar1624 Місяць тому

    ତମେ କେନ୍ଦୁଝର ର ଦାରା ସିଂହ କୁ ଜାଣି ଛ କି.......???

    • @Jeetu813
      @Jeetu813 Місяць тому +1

      Dara singh ku janichu ame .tu janichu ki nhi kaha .se amo dharmaku sahinapari Bina karanare padiki marithila bidesi dampatiku . Kahi se Katha tu janichuki nhi kaha

    • @sahoosarbeswar1624
      @sahoosarbeswar1624 Місяць тому

      @@Jeetu813 ହଁ ମୁଁ ଜାଣିଛି ସେଥିପାଇଁ ତ କହିଲି

    • @Srujani-smile-Odisha4507
      @Srujani-smile-Odisha4507 Місяць тому

      ଦାରାସିଂ ଜଣେ ହିଂସ୍ରକ ଥିଲେ।

    • @SurendraMurmu-ut5yd
      @SurendraMurmu-ut5yd Місяць тому

      ସୀଏ ମବାପା ଥିଲେ

  • @brundabanmandika5298
    @brundabanmandika5298 Місяць тому +1

    ତୁମେ ସବୁ ହିନ୍ଦୁ ଧର୍ମରେ ଜନ୍ମଗ୍ରହଣ କରି। ଜୀବିକା ପାଇଁ ପ୍ରଚାର କରୁଛି। ସବୁ ଧର୍ମ କୁ ଭଲପାଇବା ପାଇଁ ଚେଷ୍ଟା କର।

  • @smitapradhan6863
    @smitapradhan6863 Місяць тому +1

    Praise the lord sir❤

  • @subhassanta9298
    @subhassanta9298 Місяць тому +1

    Praise the lord sir 🙏🙏🙏

  • @user-mx1nd8ky7uamen
    @user-mx1nd8ky7uamen Місяць тому

    Amen🙌🙌🙌✝️🙏🙏🙏

  • @Kedarnaik-d8i
    @Kedarnaik-d8i Місяць тому +1

    Amen

  • @nijantabadamajhi
    @nijantabadamajhi Місяць тому

    Praise the lord

  • @MargethanSenapati
    @MargethanSenapati Місяць тому

    Amen