ପଶ୍ଚିମ ଓଡିଶା ରେ ଆଉ ନାଇଁ ଚଳେ କଟକିଆ ଅପେରା

Поділитися
Вставка
  • Опубліковано 16 лис 2024

КОМЕНТАРІ • 317

  • @laxmanbag8205
    @laxmanbag8205 Місяць тому +24

    ପହେଲା ପଶ୍ଚିମ ଓଡ଼ିଶା ରେ ଟୁକେଲ୍ କୀର୍ତ୍ତନ ବନ୍ଦ କରା ଯାଉ

    • @skg9637
      @skg9637 Місяць тому

      Right

    • @ଭାଇନା
      @ଭାଇନା Місяць тому +1

      ତୁମର କୀର୍ତନ ଭୟଙ୍କର ଆୟେ

    • @GoUNGo-l8e
      @GoUNGo-l8e Місяць тому

      Bilkul nai band kara jay

  • @arjunpaik9263
    @arjunpaik9263 Місяць тому +8

    ଜୟ କୋଶଳ
    ଜୟ କଳାକାର
    ଆଜ୍ଞା ମାନେ ଆପଣଙ୍କ ର ହିସାବେ ଠିକ୍ କଥା ଆଏ କଟକିଆ ଅପେରା ବନ୍ଦ ହେଉ
    ହେଳେ ବୁର୍ଲା ଡ଼ାକ୍ତରଖାନାରେ ଯେନକେସ୍ କଟକ ରେଫର ହେଉଛେ ସେନୁ ର ଲୋକମାନେ ଯଦି ପଶ୍ଚିମ ଓଡ଼ିଶାର ବେମାରୀ ମାନଂକୁ କଟକ ବଡ଼ ଡ଼ାକ୍ତରଖାନାକେ ଗଳେ କେନସିକିସମର ଅସୁବିଧା କଳେ କେନତାକରମା
    ଦୟାକରି କହେବେ
    ଜୟ କୋଶଳ🙏🙏

    • @GoUNGo-l8e
      @GoUNGo-l8e Місяць тому

      Sambalpur re amms banuchae

  • @prasantapattanaik862
    @prasantapattanaik862 Місяць тому +1

    ପଶ୍ଚିମ ଓଡ଼ିଶାର ନୃତ୍ୟ, ଗୀତ, ସାହିତ୍ୟ ଆଉ ସଂସ୍କୃତି ସବୁ ଓଡ଼ିଶା,ଭାରତ ଆଉ ଭାରତ ବାହାରେ ଲୋକପ୍ରିୟ ହେଇ ବହୁଳ ଭାବେ ପ୍ରଚାର ପ୍ରସାର ହେଉ। ଖାଲି କୋଶଲ୍ ନେ ନାଇଁ ହେଉ।

  • @R.M_SHUBHAM
    @R.M_SHUBHAM Місяць тому +2

    DUI ta teenparti acha Kenta sabu ad Kari parab

  • @KoshalGaonKhabar
    @KoshalGaonKhabar Місяць тому

    ସବୁ ଦଲାଲ୍ ମାନେ ଆଏଜ୍ ତାକର୍ ଗାଁ ମାନକୁ କଟକିଆ ଅପେରା ଆନିସାରଲେନ୍ ଇ ପୁହେ ନେ ସୁଧରନ୍ 🚩

  • @anilpopularcreation
    @anilpopularcreation Місяць тому +2

    Tame kiye ho jaha lok k pasand lagba taha dekhbe

  • @SimranKumbhar-me6qz
    @SimranKumbhar-me6qz Місяць тому

    Bhubana dada jaha kahuchhan nirat sat Katha ia. ame koshal basi tankar mata k full support karuchhu.. hele dadanku amar koshal basi ra gute bad binti achhe seta hela, amar pashim odisha re jetki nat party achhan semane cuttackisa bhasa re natak ne karun. Takar sabu natak koshali bhasa re hau. Ame bahut khusi hemu. JAY KOSHAL JAY KOSHAL SENA.JAY MAA SAMLAI...

  • @ganeshpradhan6900
    @ganeshpradhan6900 Місяць тому +6

    କଟକିଆ ଅପେରା ବନ୍ଦ କରି କିନା ଲାଭ କାଣା ଯଦି ପାରୁଛ ବେଳେ ତମେ ଭି ନାଟକ ଭଲ କର ସାଜ ସଜା ଭଲ କର ଭଲ ଭଲ କଳାକାର ରଖ ଦେଖବ କେନ୍ତା ନାଇଁ ଚଳବା ଯେ ତମର ନାଟକ ଆଉ କଟକିଆ ଅପେରା କେ ବନ୍ଦ କରଲେ ଲାଭ କାଣା

  • @soumyaranjanpadhan6733
    @soumyaranjanpadhan6733 Місяць тому +2

    Tame mane jebe dekhle gute naat karucha Heta au Kete dekhmu ame

  • @FanindraBag
    @FanindraBag Місяць тому +26

    କୁମ୍ଭାରୀ ନାଟ ପାଟି 3 ଟା କି 4ଟା ନାଟ ଶିକ୍ଷିଛନ, ଆଉ ସେସେ ଟା କେ ଦେଖଉଛନ, ସବୁବେଳେ ଦେଖଳା ଟାକେ ଦେଖାବେ ଯେ ଭଲ ଲାଗବା କାଏଁ

  • @sdebendrananda5339
    @sdebendrananda5339 Місяць тому

    1 nom dada r

  • @lipunodiavlog
    @lipunodiavlog Місяць тому +1

    ମୁଖ୍ୟମନ୍ତ୍ରୀଙ୍କୁ କୁହ ସେ ଅଲଗା କରିଦିଅନ୍ତୁ ପଶ୍ଚିମ ଓଡ଼ିଶାକୁ ପୂର୍ବ ଓଡ଼ିଶାରୁ

  • @AgastiSika
    @AgastiSika Місяць тому

    ବାବା ଆମର ଭାଷା ରେ କହ ଜୟ କୋସଲ

  • @dillipbhue1552
    @dillipbhue1552 Місяць тому +2

    ନିଜର କର୍ମ ଉପରେ ଧ୍ୟାନ ଦିଅ ପରିବାର ଭଲ ସେ ଚଳିବେ

  • @JitenMeher-r3h
    @JitenMeher-r3h Місяць тому

    Sohela durga puja re kenta opera heba se heta kenta band ne karbar

  • @iamrajat174
    @iamrajat174 Місяць тому +3

    ସବୁ ତମର ହିସାବେ ହେବା କାଏଁ, କଟକିଆ ଅପେରା କେ କାହିଁ ପରବ, ରାଜ୍ୟ ଏଜେଣ୍ଡା ରେ ଅପେରା ଆଉ ଭାଷା କେ କାହିଁ ଅଣୁ ଛ l କୋଶଲ ରାଜ୍ୟ ଦରକାର ସେଥିର ଲାଗି କାମ କର ଅପେରା ଭାଷା କହି କହି ଲାଭ ନି ନ l

    • @dharmarajmahapatra5860
      @dharmarajmahapatra5860 Місяць тому

      କଳା ସଂସ୍କୃତି କେ ଦବେଇ କରି କେହି ଆଗକେ ଯାଇ ନାଇ ପାରନ। ପୁରା ସତକଥା। ଯିଏ ଯେ କୌଣସି ଜାଗା ରେ ନିଜର କଳା ପରିବେଷଣ କରି ପାର୍ ବା ।

  • @ajitzero7
    @ajitzero7 Місяць тому +1

    Cuttack Bhubaneswar patha ki medical bhi asani seithi ruha

  • @sureshchandradas88
    @sureshchandradas88 Місяць тому

    Apera jharkhand, Bihar aau chhatisgarh ru asbe ki ? Paschima odisha ra jou mane purba odisha re chakiri karuchan semane chakiri chhadi debe ki , mausa ?

  • @morduniya5818
    @morduniya5818 Місяць тому +12

    ପହେଲା ଧନଯାତ୍ରା କଟକିଆ ଭାଷା ରେ କରା ଯାଉ

  • @prasantapattanaik862
    @prasantapattanaik862 Місяць тому +8

    ତମର ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ନୃତ୍ୟ ସେମାନେ ମନାକଲେ କେନ୍ତା ହେବା?

  • @shubhenkumarpanigrahi7949
    @shubhenkumarpanigrahi7949 Місяць тому

    ଭାଇ ଧନୁଯାତ୍ରାରେ କଟକିଆ ଭାଷା ବ୍ୟବହାର ନି କରାଯାଏ, ମାନକ ଓଡ଼ିଆ ଭାଷାର ବ୍ୟବହାର ହେସି ।ଆଉ କଟକିଆ ଭାଷା ତ ଗୁଟେ ଆଞ୍ଚଳିକ ଭାଷା

  • @BirenNanda-t4e
    @BirenNanda-t4e Місяць тому +40

    ସବୁ ବେକାର କଥା ଆଏ... ସବୁ ଥର ଖାଲି କଥା ନୁ ଆଏ.... ସୋହେଲା ଦୁର୍ଗାପୂଜାର ଅପେରା କିଏ ବନ୍ଦ କରବା... ଆଉ ଗୁଟେ କଥା ଆଜ୍ଞା ମାନେ ଯେ... ଗୁଟେ ଗାଁ ନୁ ସହଜେ କିଛି ଗୁଟେ ପ୍ରୋଗ୍ରାମ ନେଇ ହୁଏ... ତ ସେ ଗାଁ ନୁ କେନସି OPERA ଟେ ହଉଛେ 3/4 ଦିନ ଲାଗି... ସମସ୍ତଙ୍କୁ ଭଲ lagsi seta v 10/15 ହଜାର ଟଙ୍କା... ବାକି jen BHAGBANA.. PARTY... 2 ଦିନେ 100000/କିଏ ଦେଇ parba... ହେଁ କଥା ର v chinta karun

    • @alokmajhi9874
      @alokmajhi9874 Місяць тому +1

      Rati ka 10000 tanka naun tarpare katakia opera band kale v chalba

    • @sujitkumarkanar8399
      @sujitkumarkanar8399 Місяць тому +1

      Tume sabu faltu kahuchha

    • @sujitkumarkanar8399
      @sujitkumarkanar8399 Місяць тому

      Val kale ta chhalba bo

    • @kaliakhura8441
      @kaliakhura8441 Місяць тому

      Tume mane jadi band karba tahale tikat apera jenta karuchha tume bi henta pati kara tkat kariki dekh tha budhi 4 ta ani ki dekhauchha aru 100000tanka diman karuchha ta kie dekhba tumara nat

    • @bikashchandrabarik1405
      @bikashchandrabarik1405 Місяць тому +1

      Tumar jatra k 10 tanka lekha ticket kale b kihe nai dekhan bo

  • @SushantaBishi-b4k
    @SushantaBishi-b4k Місяць тому +3

    Sohela durga puja k asuche katkia apera

  • @debenmajhi3977
    @debenmajhi3977 Місяць тому +1

    ତୁମେ ତ ଆଗେ ରଖିଛ ହୋ

  • @dharmarajmahapatra5860
    @dharmarajmahapatra5860 Місяць тому +1

    ଲୁକେ କାଣା ଦେଖବେ ନାଇ ଦେଖବେ ସେଟା ତାଙ୍କର ବ୍ଯକ୍ତିଗତ ଇଛା ର କଥା ।ଯାତ୍ରା ପ୍ରେମୀ ମାନଙ୍କ ଲାଗି ଯାତ୍ରା ବଞ୍ଚିଛେ। ଯାତ୍ରା ପ୍ରେମୀ ସଂଘ ଗଠନ କରି କଲେକ୍ଟର ଙ୍କୁ ଯାତ୍ରା କରମୁ ବଲି ଦାବୀପତ୍ର ଦିଅ। କଲେକ୍ଟର permission ନିଶ୍ଚୟ ଦେବେ । କେହି ନାଇ ଯିବାର ବୋଲି ଗୁଟେ ନାଟକ ଚଲେଇ ଛନ ଇମାନେ। କଳା ପ୍ରଦର୍ଶନ ରେ ଯିଏ ଭେଦଭାବ କଲା ସେ କଳାକାର ନୁହେ ସେ। ତାର ଯୋଗ୍ୟତା ନାଇ ନ ବଲି ଧରାଯିବା।

  • @SSahu0305
    @SSahu0305 Місяць тому +60

    ତୁମେ ତ ସବୁ କଟକିଆ କଳାକାର ରଖିଛ ହୋ,ସମ୍ବଲପୁରୀଆ କଳାକାର ରଖ ତା ପରେ ଆମେ ତମକୁ support କରମୁ

  • @bharatdharua4463
    @bharatdharua4463 Місяць тому

    ବରଗଡ ଧନଯାତ୍ରାରେ ପହେଲI ସମ୍ବଲପୁରୀ ଭାଷାରେ ନାଟ ହେଉ ତାପରେ ଆମେ ଯାନମୁ ଯେ ଜୟ କୋଶଳ ଠିକ୍ କାମ କରିଛି ବୋଲି ଆମେ ମଧ୍ଯ ଜୟ କୋଶଳ ଙ୍କୁ support କର ମୁଁ😅😅😅😅

  • @RudraPrasadMahananda-t5j
    @RudraPrasadMahananda-t5j Місяць тому +3

    ଲୋକ୍ କେନ୍ତା କରି ଦୁଇପାଇସା କମେଇ ଖାଏବେ ନିଜର୍ ଘର୍ ଦୁଆର୍ କୁଟୁମ୍ ପୁସ୍ ବେ ହେ ଚିନ୍ତା କର ହୋ, ଖାଲି କଟକିଆ ମାନକୁ ସବୁଥି ବିରୋଧ୍ କେ କରି କରୁଛ ହେନ୍ତା ବେଲେ ବିହାରୀ ବଙ୍ଗାଳୀ ମାନଙ୍କୁ ବି ବିରୋଧ୍ କର ସେ?

  • @udhdufuudhdu2236
    @udhdufuudhdu2236 Місяць тому

    ବହୁତ ଭଲ କଥା କହେଲେ ଆଜ୍ଞା ଆମର ପଚିମ ଓଡିଶା କଲା ଷକ୍ରୁତି ଲକି ଗଲାନ

  • @RabindraBag-v2b
    @RabindraBag-v2b Місяць тому +1

    ଭଲ ଚିନ୍ତା କରୁଛନ୍ତ. ହେଲେ. କଟକିଆ ଟ୍ୟୁବେଲ କେନ୍ତା. A

  • @GunanidhiNegi
    @GunanidhiNegi Місяць тому +2

    Khali katkia opera band kale nai hae paschim odisha nu sampurna katkia ku algale kaena heba

  • @KarnaPodha-fo8qc
    @KarnaPodha-fo8qc Місяць тому

    Jay kosal

  • @402u
    @402u Місяць тому

    Publicity

  • @netranandpodh4939
    @netranandpodh4939 Місяць тому

    Jay koshal

  • @subashpadhan5795
    @subashpadhan5795 Місяць тому +2

    ନିଜର ପେଟେ ଗୁହୁ ଅଛେ ,ଦୁସରା ଲୋକର ଟା ଦେଖମା ଯେ ହେବାକେ

  • @madanbag3358
    @madanbag3358 Місяць тому +23

    ଯେତେ ଚେଷ୍ଟାକଲେ ବି କି ଚାହିଁଲେ ବି କୋଶଳ ନେଇ ହୁଏ କାହିଁ କି ତୁମେ ମାନେ ବି କଟକିଆ ଭାଷା କହୁଛ ସାହିତିକ୍ ଭାଷା କେବେ ନେଇ ଲୁଚେ

  • @hiteshbanchhor3949
    @hiteshbanchhor3949 Місяць тому

    Sath aye ...Durga Puja re open jen asiche ban karbar katha katkia opera k

  • @GangadharBisoi-fk9fx
    @GangadharBisoi-fk9fx Місяць тому +1

    ଭଲ ଡାକ୍ତର ଜଙ୍ଗଲ ରେ ଥିଲେ ବି ରୋଗୀ ଯିବେ l ତୁମେ ତ ଖାଲି ଅନ୍ୟ ପଛରେ ପଡିଛ

  • @SubalKhamari-h6v
    @SubalKhamari-h6v Місяць тому +2

    Sohela ke jen pati asu6e henu dhirpur gan Hiro a6e j kenta karba ga

    • @Gubulu753
      @Gubulu753 Місяць тому

      Au sohela re opera free aaye bina ticket

  • @dibyapradhan7937
    @dibyapradhan7937 Місяць тому

    ଯ୍ୟ କୋଶଳ thans ରମନି dad କୋଷଲ ରାଜ୍ୟ ହେବାର କଥା ଓଡ଼ିଆ କଟକିଆ ମାନ କୁ ଘେଦୁ ମୁ ଅଲ ବଥ କୋ ଶ ଲ କର ମା

  • @DushmantaBag-d2m
    @DushmantaBag-d2m Місяць тому +4

    Aame dekhmu katkia ku

  • @Nilambarabarik9530
    @Nilambarabarik9530 Місяць тому +1

    ପଶ୍ଚିମ ଓଡ଼ିଶା ବାଳ ଖାଉଥାଉ ଆମେ କଟକି ଓପେରା ଆନମୁ ଆର ଦେଖିମୂ ସମ୍ବଲପୁରୀ ନାଟ ନାଇ ଦେଖୁ ଆମର ଗାଁ ପାଖେ ଓପେରା ପଡ଼ିଛେ ପଶ୍ଚିମ ଓଡ଼ିଶା ନାଇ ତିଷ୍ଟୁ ଆମର କନା ଯାଉଛେ ସମ୍ବଲପୁରୀ ନାଟ ନାଇ ଦେଖୁ

  • @JugalYadav-q5q
    @JugalYadav-q5q Місяць тому

    ନାଇ ଚଲେ କଟକିଆ ସମ୍ବଲପୁରୀ ଚଲବା କେ ସେ ନି

  • @subashpadhan5795
    @subashpadhan5795 Місяць тому +17

    ଆନ୍ଧ୍ରା ,ବିହାରୀ, ଓ ଆଉ ଅନ୍ୟ ବହାରିଆ ଲୋକ ଯେତିକି ଅଛନ ସମ୍ଲପୁରିଆ କର ଜମି ବଡି ନେଇ ଗଲେନ୍ ଆଜ୍ଞା । ବିକାଶ ହସ୍ପିଟାଲ ବରଗଡ଼ ଜିଲ୍ଲାର ସବୁ ଟଙ୍କା ଠକି କରି ନେଇଗଲା ନ ଦେଖ ଟିକେ

  • @HariharPradhan-vd7gq
    @HariharPradhan-vd7gq Місяць тому +1

    जय कौशल आपण माने ठीक कहुछन लेकिन आपण माने जेन नाटक करुछन से थी कटकीया कटकीयेन कलाकार ना रखबार कथा तब जय कौशल हेबा

  • @sarojkumarbehera6697
    @sarojkumarbehera6697 Місяць тому

    ଓଡ଼ିଶା ଏକ

  • @alekhameher2514
    @alekhameher2514 Місяць тому +2

    ଜୟ ମାଁ ସମଲେଶ୍ଵରୀ

  • @basantajena3220
    @basantajena3220 Місяць тому

    Jaha ku ichha haba se jiba dekhiba pani tome bandh kanhi kariba jee

  • @nareshkumar-lw6mb
    @nareshkumar-lw6mb Місяць тому

    Jatra party re kebe aslilata nahi , ticket sale pain jatra commiti item girl anithanti, ethire party ra kichhi nahi , bahut jagare jatra party loka item girl ku birodh karibaru commiti lok jatra party lonka mada bi marichhanti , Tenu item asi aslila nachinare jatra party ra kichhi bhul, nahi

  • @Lituharichandan
    @Lituharichandan Місяць тому

    Tame west bala East Odisha ku asibani ki ethi job karibani..

  • @Tinku_Tingalu
    @Tinku_Tingalu Місяць тому +1

    Agyan apan thik kahuchhan..
    Baki gute katha
    Amar western odisha ra jete b natak party achan
    Sabhe ta odia re karsan
    Apan mane Baharle kichi bhal karbar k amar full support ache
    Baki.. amar adar nat party ble Sambalpuri thi karun
    Kama mor vdo mane million nai jibar kae
    Mui kana odia karuchhe

  • @sushantasahu4650
    @sushantasahu4650 Місяць тому +2

    ସୋହେଲା ରେ କଟକିଆ ଅପେରା ପହେଲା ବନ୍ଦ କର ତ ଦେଖମା

  • @padmanavapanda27
    @padmanavapanda27 Місяць тому +4

    Purba paschim nai hua ho sabhe pare odisa ra aaun

    • @mahaakaall
      @mahaakaall Місяць тому

      Ame koshal ra aau ho

    • @Baba-bm5tq
      @Baba-bm5tq Місяць тому

      ​@@mahaakaallkoshal kena ache bariase kusla saag heta koshl aye na

  • @shubhenkumarpanigrahi7949
    @shubhenkumarpanigrahi7949 Місяць тому

    ଇ ଭୁଲ୍ କାମ୍ ମାନେ ନି କରୁନ୍

  • @Milangariakirtan
    @Milangariakirtan Місяць тому +4

    Pachim odisha ra opera 40 hajar rate ke ne ochan ao katkia opera 2 rate Karu chan 40 hajar ne o chan kenta bhal ae sri 🙏

  • @prakashc.hmuduli1539
    @prakashc.hmuduli1539 Місяць тому +5

    Dunguri pali.. Sahala na hei thila kena sui thila

  • @srajentertainment7863
    @srajentertainment7863 Місяць тому +2

    Natak party re katkia katkian ni rakha....

  • @bhawanibhoi3424
    @bhawanibhoi3424 Місяць тому +1

    Amar bhasa jadi katkia Mane bhuji paruthite tumar nat ta all odisa re chalta

  • @mrbikkiofficial3599
    @mrbikkiofficial3599 Місяць тому +7

    ପହେଲା ତୋ କଟକିଆ ଭାଷା କହି କରି ନାଟକ କରୁଛ ପହେଲା ସେଟା ସୁଧରାହା ଆଉ ଆମର ସମ୍ବଲପୁରୀ ଭାଷା ରେ ନାଟ କର

  • @mr.debashishbhaina8000
    @mr.debashishbhaina8000 Місяць тому

    Good Decision👌👌🎉🎉
    Jay Koshal❤

  • @ujalmarei3574
    @ujalmarei3574 Місяць тому +8

    Tamku laj lagbar katha, gute kalakar hoe ki au gute kalakar ke apaman karucha

    • @dillipbhue1552
      @dillipbhue1552 Місяць тому

      ତାହାକୁ ହରେଇ ନିଜେ ଜେନ_ତା 1 no କଳାକାର ହେବ ଚେଷ୍ଟା କର

  • @samantapradhan1017
    @samantapradhan1017 Місяць тому +3

    Ha malik k pachra ta kanu tukal aaba j purba oodissa nu aanba ki nhi j

  • @rinkusing2392
    @rinkusing2392 Місяць тому +2

    Jharsuguda na kie jane kete thar opera hau6e j bandbahal samleimandir na ashok samrat apera heba

  • @subashpadhan5795
    @subashpadhan5795 Місяць тому +2

    ନାଟକ ପାଟି ଲାଖେ ଟଙ୍କା ନେଉଛନ କମକେ କର ଲୋକ ଦେଖିପର୍ବେ

  • @omprakashkhamari-cv2kc
    @omprakashkhamari-cv2kc Місяць тому +4

    Bhagwan party nije katkien tukel rakhichhan aasa sohela durga puja re katkia apera bann karba ranipanda aauchhe khali bhasan gurdu mandir mistri ghar mistri rang. Mistri murti gadha sabu ban kara aau sabu tume kara

  • @Akash__017_____
    @Akash__017_____ Місяць тому +2

    Bhagaban party ao tamar nat pati mane amar pachim odisha ra pahela tamr nat pendal bhal kara singer bhal rakha nat nua nua ta kara .....kebhe ta nua jinis ne karba ao rate k 50 hajr balbe .....se hi gute nat tadei ...paisa nebe 50 hajr nat ki pendal ra dovlop ne karbar.....

  • @sureshpadhan2298
    @sureshpadhan2298 Місяць тому +2

    ତୁମର ପାର୍ଟି ମାନେ ବି କଟକିଆ ଟୁକେଲ ଆଉ ପିଲା ମାନଙ୍କୁ ନା ରଖିବ ବେଳେ ସିନେ

  • @dhaneswarbagarti4973
    @dhaneswarbagarti4973 Місяць тому

    Good job sir 👍💯🙏

  • @pramodkumarnaik3815
    @pramodkumarnaik3815 Місяць тому +3

    Ita bhal katha aa baki amar western odisha jatra party price rate under 20k-25k ରଖାଯାଉ jemiti sabhe ani v parbe auu jatra ra manoranjan kari parbe

  • @bijayakumarnath7172
    @bijayakumarnath7172 Місяць тому +1

    Tame jaha payesa neucha

  • @debashishacharya3814
    @debashishacharya3814 Місяць тому

    ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାପାଳମାନଙ୍କୁ ଜଣାଇବାକୁ ହେବ ନହେଲେ ସଫଳ ହେବେ ନାହିଁ ।

  • @nirmalbhue1833
    @nirmalbhue1833 Місяць тому +4

    Ka kari pachas hajar neba kam nia na

  • @BipinRana-j2n
    @BipinRana-j2n Місяць тому

    Kumbhari ra Natak Paschim Odisha re Record rahi jai che

  • @aruvedicupachar5981
    @aruvedicupachar5981 Місяць тому

    Sudura kenathila katikiya pachhe thumesabhu achha

  • @pushkarameher2929
    @pushkarameher2929 Місяць тому

    ପହିଲା କୁହ,,,କେନ କେନ ଜିଲ୍ଲା କେ ନେଇ ପଶ୍ଚିମ ଓଡିଶା କହେସନ୍,,,,,ମୋର ଅନୁମାନ ନ ଖାଲି ବରଗଡ଼ ଜିଲ୍ଲା ଆଏ,,, କାରଣ ବରଗଡ଼ ପାଖର ସବୁ ଜିଲ୍ଲା ନ କଟକିଆ ଅପେରା ହେଉଛି,,,ଆଉ ବରଗଡ଼ ଜିଲ୍ଲା କେ ପ୍ରଚାର କରି ଆସୁଛନ୍,,,,ଆରୁ ଦିନାଦୂ ଗଲେ ଏନ୍ତା ପ୍ରଚାର କରି ଆସିଲେ,,,ତାଙ୍କର ବେନର ଚିରିବୁ ଆଉ ମାଡ ବି ଦେମୂ,,ସତର୍କ ରହ

  • @Mahendra_1985
    @Mahendra_1985 Місяць тому +2

    Bharatre kehi v kensi jaga re v naat, apera , bepar Kariba ho sambidhan adhikar deiche tume mor band kedhe lok aa. M

  • @nirmalbhue1833
    @nirmalbhue1833 Місяць тому +3

    Katikia tukel jen dina anbar band kara tapare samate apanmanku saport karbe

  • @sujitkumarkanar8399
    @sujitkumarkanar8399 Місяць тому +1

    Subalaya re heba asaba kenta band kar bo he.. 15 tarik hela

  • @RudraSingh-ow4wo
    @RudraSingh-ow4wo Місяць тому +3

    Bahut sundar sahi nirnay hai❤❤

  • @ps_official6197
    @ps_official6197 Місяць тому

    Nunhad gajalaxmi puja re heba je

  • @prasantapattanaik862
    @prasantapattanaik862 Місяць тому +2

    ପଶ୍ଚିମ ଓଡ଼ିଶା ବଏଲେ କେନ୍ କେନ୍ ଜିଲ୍ଲା?

  • @RadheshyamSahu-s7h
    @RadheshyamSahu-s7h Місяць тому +1

    1 dinke 120000 baluchha je

  • @prasannakumarbehera9227
    @prasannakumarbehera9227 Місяць тому +3

    ପଶ୍ଛିମ ଓଡ଼ିଶା ବେଳେ ଖାଲି ବରଗଡ଼ କାଇଁ

  • @SushantMahananda-e7r
    @SushantMahananda-e7r Місяць тому +1

    Pakistan Bhoi r BJD banner nai bulabar kaen ho

  • @SarojPadhan-j1z
    @SarojPadhan-j1z Місяць тому +21

    ପହେଲା ନିଜେ କଟକିଆ ମାନଂକୁ ଆଣିକରି ସାମାଜିକ ନାଟକ କାନ kari କରୁଛ,, ଯେତକି b ପଶ୍ଚିମ ଓଡିଶା ନାଟକ ପାଟି ଅଛ, ଆମର ସମ୍ବଳପୁରୀ ଭାଷା ଥି ନାଟକ kara

  • @alokmajhi9874
    @alokmajhi9874 Місяць тому

    Ramani dada tamar katha. Ta bhal aa hele gute katha kaha j ret ta kenta karma pachim Odisha ra natpati

  • @amitbhoi-le1wu
    @amitbhoi-le1wu Місяць тому

    Ramani danta ra khali bhasan bad bad aee jadi dam ache bele asa sohela re band karba 9 ru 13 heba au kahi dele kana heba

  • @SSahu0305
    @SSahu0305 Місяць тому +17

    ସମ୍ବଲପୁରୀ ଅପେରା ଵାଲେ କଟକିଆ ଟୁକେଲ ନେ ରଖ

  • @ujalmarei3574
    @ujalmarei3574 Місяць тому +1

    Pahela tumar actor chang kara stage change kara bhal singar rakha dancer rakha ta pare kaheba paty chalba kini je dekhiba

  • @madhabbhoi3883
    @madhabbhoi3883 Місяць тому

    Bargarh dhanuyatra b sambalpuri bhasa re Kara jau

  • @babulbehera3037
    @babulbehera3037 Місяць тому +1

    Tumar mankar lagi boli aji amar odisha pache a6e ..... Tamar e mind set change kara sabu ...

  • @ODCNews24
    @ODCNews24 Місяць тому +3

    ସୋହେଲା ରେ ବନ୍ଦ କର

    • @Gubulu753
      @Gubulu753 Місяць тому

      Sohela ra ta bina ticket Aye

  • @prasantakhamari2091
    @prasantakhamari2091 Місяць тому

    District collector manku kaha permission nai debe kensi Puja committee manku .

  • @nirakar3113
    @nirakar3113 Місяць тому +9

    Nijar bussines k chalabar lagi gote nua tarika karucha..Pahela katha tumar Opera thing ta kartikia actor mane achhna

  • @shib1514
    @shib1514 Місяць тому +3

    Katkia manku jalle kichi nahi hue nija nij ku develop kara au paschim odisha ra kalakar manku chance dia

  • @sahu_sambalpuri_blog
    @sahu_sambalpuri_blog Місяць тому

    Ete din ke ne suithila season sarla nae opra ra

  • @DilipSinghmajhiDilip
    @DilipSinghmajhiDilip Місяць тому

    Thank you

  • @narayanbariha
    @narayanbariha Місяць тому

    🎉🎉Jay khosla Jay maa samlei 🙏

  • @eksanpatel3255
    @eksanpatel3255 Місяць тому +2

    ଧନ୍ୟବାଦ ନାଟକର ମେନେଜର ଆଜ୍ଞା

  • @MahendraSahu-tp4th
    @MahendraSahu-tp4th Місяць тому +2

    Jay ramni danta