Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
👌👌👌ଗୀତ ବଡ଼ିଆ ଅଛି ଏ ମାନଙ୍କୁ କାଡି ଦିଆଯାଉ
ବହୁତ ସୁନ୍ଦର ଉପସ୍ଥାପନା ଧନ୍ୟବାଦ ଶଙ୍କର ଭାଇ
ଶରତ ଅଜୟ ହଟାଅ, ଓଡିଶା କଂଗ୍ରେସ ବଞ୍ଚାଅ
✅
ଆମ ଗାଁ ରେ କଂଗ୍ରେସ କର୍ମୀ କଂଗ୍ରେସ ଭବନ ରେ ନିଆଁ ଲଗେଇ ବାକୁ ବାହାରି ଥିଲେ 😂😂
Au ba. La achi sunupampudi khaiba
ଏଇ କଥାଟିକୁ ଏବେ ବୁଝିଲ ।କଂଗ୍ରେସ ଯଦି ଏଠାରେ ବଞ୍ଚିଛି କେବଳ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପାଇଁ । ଏ ଚୋର ମାନକୁ ପିଟି ପିଟି କଂଗ୍ରେସ ଭବନ ରୁ ବିଦା କର ।
Odisha congress party, jindabad
Bahut ବଢିଆ 👍👍
ଶଙ୍କର ଭାଇ ଆପଣ ଙ୍କ ର ମନ ଛୁଆଁ ଗୀତ କୁ ହୃଦୟରୁ ❤️❤️❤️salute 🫡🫡
ଭାଈ ମାନେ ଆମେ ସବୁ ଏକାଠି ହେବା ଓଡିଶା କଂଗ୍ରେସ ବଞ୍ଚାଇବା 😢😢 ଜୟ କଂଗ୍ରେସ ❤❤ ମୁଁ କେନ୍ଦ୍ରାପଡ଼ା ର ଲୋକ କିନ୍ତୁ କଂଗ୍ରେସ ର ଆଜିର ଏଇ ଅବସ୍ଥା ପାଇଁ ଏଇ ଓଡ଼ିଆ ଦାଇ 😢😢ଭାଇ ସବୁ ଏକାଠି ହେବା କଂଗ୍ରେସ କୁ ଫେରେଇ ଆଣିବାକୁ ପ୍ରୟାସ କରିବା ❤❤ ଜୟ ଜଗନ୍ନାଥ ❤❤ ଜୟ କଂଗ୍ରେସ ❤❤❤
କେନ୍ଦ୍ରାପଡ଼ା ରୁ ଆଉ ଏକ ସ୍ଵର ଛାତ୍ର କଂଗ୍ରେସ ଏକ ନିଷ୍ପତ୍ତି କଂଗ୍ରେସ ର ପୂର୍ବ ଗୌରବ ଫେରାଇବା
ଏହି କଥା ନିରାଟ ସତ୍ୟ Congress ଭୋଟର୍ ପାଇଁ ଏହା ଏକ ବଡ଼ ଅପମାନ 😢
Thank u ଭାଇ... ଏମାନଂକୁ କଂଗ୍ରେସ ସଭାପତି, ପ୍ରଭାରୀ ପଦରୁ ବହିଷ୍କାର କରାଯାଉ.... ରାହୁଲ ଗାନ୍ଧୀ ଙ୍କୁ ଜଣାଇ ଦିଅନ୍ତୁ
ଭାଇ ଜଣେ କଂଗ୍ରେସ୍ ପ୍ରେମୀ ହିସାବରେ ବହୁତ୍ ଦୁଃଖ ଲାଗୁଛି ଏଇ ବେଇମାନ୍ ଶରତ ଆଉ ଅଜୟ ପାଇଁ ........... ବହୁତ୍ ଦୁଃଖ ଲାଗୁଛି ଭାଇ ମୁଁ କେବେଠୁ ମୋ candidate କୁ ମୋ ଭୋଟ ମାଧ୍ୟମରେ ଜିତାଇବାର ପ୍ରୟାସ କରିଛି but ଏଇ ବେଇମାନ୍ ମାନଙ୍କ ପାଇଁ ଆଜି କଂଗ୍ରେସ୍ ର ଏଇ ଅବସ୍ଥା ........😢😢😢😢😢
Pcc ରେ ସାନଖେମୁଣ୍ଡି ବିଧାୟକ ରମେଶ ଭାଇ ଙ୍କୁ ୫ବର୍ଷ ସୁଯୋଗ ଦିଆଯାଉ
Right
It's a very good decision for congress 🎉
One Chance
ସିଘ୍ର ପୁରା ପାଞ୍ଚ ବର୍ଷ ପାଇଁ ରମେଶ ଜେନା ଭାଇଙ୍କୁ ଦଳର ସ୍ଥାୟୀ ସଭାପତି କରାଯାଉ, ରମେଶ ଭାଇଙ୍କୁ ପୂର୍ଣ୍ଣ ସ୍ଵାଧୀନତା ଦିଆ ଯାଉ ।
Absolutely right 👍
R8
ପୁରା ସତ କଥା, ଓଡ଼ିଶା ଲୋକଙ୍କ ସରକାର ପରିବର୍ତ୍ତନ ପାଇଁ ଜନମତ ଥିଲା ଆଉ Congress ସରକାର ଗଠନ ର ସମ୍ଭାବନା ଅଧିକ ଥିଲା। Congress ର ଜାଣିଶୁଣି ପ୍ରଚାର ଅବହେଳା ଯୋଗୁଁ ଆଉ ଅଯୋଗ୍ୟ ପ୍ରାର୍ଥୀ ଦେବାଯୋଗୁ Congress ହାରିଲା ।
Bhai no 1 song 😅#manas babu upare ଅନ୍ୟାୟ heichi
Nice voice ,ଲାଗିଲା T souri ଗାଉଛନ୍ତି ବୋଲି
ସବୁବେଳେ ସତକୁ ସାମ୍ନାରେ ଆଣୁଛ ଭାଇ ଧନ୍ୟବାଦ। ଭାରତର ମୂଦ୍ରା ରେ ଲେଖା ଅଛି। ସତ୍ୟ ମେବ ଜୟତେ ସତ୍ୟ ର ସବୁବେଳେ ଜୟ ହେଉ। ଏ ଟଙ୍କା କୁ ଲୋକୋ ବ୍ୟବହାର କରୁଛନ୍ତି ସିନା।ଏ ଟଙ୍କା ରେ ଲେଖା ହୋଇଥିବା ଶବ୍ଦକୁ ଦେଖିପାରୁ ନାହାଁନ୍ତି।
Srikanta jena beast congress ledar ❤❤❤🎉🎉
Snkar. Bhai. Khub. Rahasiya. Sunder. Upastapana. Song ku. Salut
ଟିକଟ ବିକି କିଛି ରୋଜଗାର କରିଦେଲା ଅଜୟ ଭାଡୁଆ ସହ
ଶରତ ଅଜୟ ହଟାଅ, କଂଗ୍ରେସ ଓଡିଶା ବଞ୍ଚାଅ
କଂଗ୍ରେସ ଦଳ ର ନେତା ମାନଙ୍କୁ ଏଥର ଗାଁ କୁ ଆସିଲେ ମାଡ଼ ମାରିବା ସହ ଚପଲ ମାଳ ପିନ୍ଧା ଯିବ
ସମସ୍ତଙ୍କୁ କାହିଁକି
Apan nka voice bahut Sundar
ଓଡିଆ ବେଙ୍ଗ କବି ଓ ଲେଖକ ଭାବରେ ତମର ବହୁତ୍ ନାମ ରହିବ 🎉🎉🎉🎉🎉🎉 ସ୍ବାଗତ ତୁମକୁ ଭାଈ
ବଡିହା ସ୍ୱର ବହୁତ୍ ଭଲ ଲାଗିଲା
ସ୍ୱର ବଢିଆ କିନ୍ତୁ କାମ କୋଡିଆ
ଏ କଣ ହଉଛି ପ୍ରଭୂ ଏ ମିତି ତ ଆମ ଓଡ଼ିଶା ରେ ହେଉନଥିଲା କଣ ହଉଛି
Ramesh jena jindabaad , President hele bhal huanta
Jay Ramesh Chandra Jena Jay (R j Bhai ganjam tiger) Jay Tara Prasad bahinipati(Bhalu bhaina nanaker) &Jay congress
ମୁଁ ତ ପ୍ରଥମରୁ କହିଥିଲି କଂଗ୍ରେସ କାହିଁକି ବିଜେଡି ବିରୁଦ୍ଧରେ ଲଢ଼ୁନି କିଛି ଭିତିରି ଅଛି
ଏମାନଂକୁ ଭଲ ହେଇଛି
ଓଡ଼ିଶାରେ ଅଭିବୁକ୍ତ କୋରାପୁଟଜିଲ୍ଲା Congress ର ଇଯତ୍ ରଖିଛି,Mr ତାରାପ୍ରସାଦ ବାହିନୀ ପତି ଙ୍କୁ ଓଡ଼ିଶା କଂଗ୍ରେସ୍ ପ୍ରଭାରୀ ଦାୟିତ୍ଵ ଦିଆଯାଉ ସେ ଜଣେ ସଂଗ୍ରାମୀ କାନ୍ତି କରି ନେତା ,ସେ ବସିଲେ ବିଧାନ ସଭା ତରହର ହୁଏ❤
ଠିକ କଥା 👍
You are really a great Congress supporter.
ବହୁତ ସୁନ୍ଦର 👍🏻👍🏻👍🏻❤❤❤👍🏻👍🏻👍🏻
Ramesh Jena bhai ku chance dia
super song 👍👍👍
Odisha tiger ganjam tiger ku sabha pati karajau nichita changers jitiba
Heart ku touch kala vali Gana karicha bhai. Salute your arrangement. Keep continue
Right bhai
ଉଚିତ ପଦକ୍ଷେପ ନେବା ସହିତ, ଉଚିତ ଦଣ୍ଡ ଦିଆଯାଉ,
100/ ରୁ 100/ ସତ କଥା ଶୀଘ୍ର ପାଟିରୁ ବହିଷ୍କାର କରାଯାଉ,,,
ଯେଉଁ କଂଗ୍ରେସ୍ ଦେଶ କୁ ସ୍ଵାଧୀନ କରିଥିଲା ଆଜି ଓଡ଼ିଶା ବାସୀ ତାକୁ ହଟେଇ ଦେଲା।😢😢😢😢
Kai cangres suadhin kariche ho pagal bhalia katha kahani
Sei congress kana aau achhi.
2029 ରେ ନିଛିନ୍ତ ବାବରେ ଆମେ କଂଗ୍ରେସ କୁ ଓଡିଶା ଆଣିବାକୁ ଚେଷ୍ଟା କରିବୁ ସବୁ ଚାଷୀ ଙ୍କୁ ଦରକାର କଂଗ୍ରେସ
No chance
ଶଙ୍କର ଭାଇ ଓଡ଼ିଶା ରେ ଆମ୍ ଆଦମୀ ପାର୍ଟି ବିରୋଧୀ ଦଳ ଭୂମିକା ରେ ଛିଡା ହୋଇଛି। ଆପଣଙ୍କ ଭଳି ୟୁବକ ଟିକେ ଆପ ପାର୍ଟି ବିଷୟରେ ପ୍ରଚାର ପ୍ରସାର କରନ୍ତୁ।
Aap party ku Nota tharu kam votes milichhi. Aau aap congreaa congress vote hi kate. Aap ku prachar mane, Congress ra. Hani
କଂଗ୍ରେସ ରେ କେହି ପିସିସି ସଭାପତି ରହି ନାହାନ୍ତି କି ରହିବେ ନାହିଁ। ସେଥିପାଇଁ ଓଡ଼ିଶାରେ କଂଗ୍ରେସର ଏମିତି ଅବସ୍ଥା।
ନୂଆପଡା ରେ କେତେ ନମ୍ବର କଂଗ୍ରେସ ଓଡିଶା ରେ ୯ ରୁ ନବେ
Sir କ'ଣ କରାବା ଜାତୀୟ ଦଳ କଂଗ୍ରେସ ପାଇଁ
Thik,kotha
ଶରତ ବାବୁ ଜଣେ ଭଦ୍ରଲୋକ
Bhaut dukha laguchi gi to suniki Kintu paissa sabu kichi nuhe amo Koraput basi pronam kari Dekheille Jay congress
Rayagada koraput Jai Congress
ତମ କଂଗ୍ରେସ ର ଗୁମର ଖୋଲୁଛ.... ତମର ତ ପଟ୍ଟନାୟକ ପ୍ରେମ ସରୁନି ,,,ଏମିତି ରେ ବି କଂଗେସ ର ଗୋଡ଼ ଟଣାଟଣି କିଛି ନୂଆ ନୁହଁ...
Thik katha...performance bhala heini mane hataya
Thank you sir for your information
Ramesh jena best leader congers party
ଏତେ ଦିନେ ଗୋଟେ ଗୀତ ଆଶିଲା
ଅତି ସୁନ୍ଦର କବିତା
Sundar gita
Good
ଏବେ ଅଜୟ ଏରିଆ ରେ ବୁଲିବାର ସତସହାସ ରଖିଛି
Nice and right song sir
Grt song ❤️❤️❤️👍
Jaydev niranjan sura Sarat ଏମାନଙ୍କକୁ ସବୁଦିନ ପାଇଁ party ru bahar କର
ସେମାନଙ୍କୁ ହଟାଓ ଜୟ କଂଗ୍ରେସ
Pcc president Ramesh Jena or Bahinipati
ଶରତ ଗୋଟେ ବାଳ ନେତା, କେତେ ଭୋଟ ପାଇଲା
Right aji mu support karuchi a bhai song ku.
ଶରତ କୁ ବିଦା ନ କଲେ. କଂଗ୍ରେସ ବୁଡ଼ିଯିବ
Bahuth Sundar song❤
Geeta gai chhala . bhhala heuchhi .
Superb creation
ଭାଇ ତୁମ ପାଇଁ ତୁମ ପାଇଁ କଂଗ୍ରେସ ବୁଡ଼ିଲା ନିଜ ଦୋଷ ଆଗେ କହୁନ
Satya sundhara katha
Ramesh Bhai best for cong.
👌👌👌👌❣️💚❣️👌👌👌👌
Jay Congress
ଶରତ ଅଜୟ କୁ ହଟାଅ କଂଗ୍ରେସ ଦଳରୁ।
Jay Congress party 🎉❤
Sarata vayi manasa vayi ki daka basi ❤
Good concept
Good verry verry good
ଏମାନକୁ ତୁରନ୍ତ କଂଗ୍ରେସ ପଦରୁ ବିଦା କରାଯାଉ ।
Very good bhai ❤❤
Thik katha
ଏ ଦୁଇଟା ଙ୍କୁ ବାହାର କର । ଖୁବ୍ ଟଙ୍କା ଖାଇଛି ବୋଲି କିଛି ଲୋକ କହୁଛନ୍ତି ।
Sampurna satya. Karan election purbaru Sarat kebe bi gote bada rally kareini. Kebe media ku asi highlight hoini . Chore ta
Odisha, Congress,katha
Suitable voice for the song.
Very good very nice sing
😅😅 Right . Other Wise Congress Do Good Result in Odisha
Right Bhai 💯
Absolutely right bro
👍👍
କଂଗ୍ରେସ ର ମୂଳ ଦୁଆ ଖରାପ 😂😂
Very good
Kn kariba bhai plan kara❤❤❤❤❤❤❤
ଭାଇ ତମେ mix ହିନ୍ଦୁ achaki
Right 👍
Love you
Manasa bhayi v good man ❤

Bhaut dukha laguchi gi to suniki
Kintu paissa sabu kichi nuhe amo Koraput basi pronam kari Dekheille Jay congress
Rayagada koraput
Jai Congress