Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଆପଣଙ୍କ ଉପସ୍ଥାପନା ଶୈଳୀ ଅତି ଉଚ୍ଚକୋଟୀର। ଧନ୍ୟବାଦ
Bahut video dekhichhi kintu apanaka video manaku chhuila supper
Upastapana bahuta badhia
Thanks Sir Bhadi Padhati Re Chasa Kariba Better Lagila
Sar namaskar sar mora kalar gachara aga Patra haladia heuchi haladia Patra majhire majhire tike tike daga heuchi kana karibi tike kuhantu plese tike jaldi
Sir bahut badia presentation...
ଧନ୍ୟବାଦ।
Sundar ❤
ସାର ଅତି ସୁନ୍ଦର
Super 🙏
Thanks
Good video
ଅମୃତଭଣ୍ଡା ରେ ମୂଳ ସଢା ଓ ପତ୍ର ମୋଚାର କଣ ଉପଚାର ?
Nice
Sir kein prajatirakalara adika amala deba?
Nice information.
Sir ame organic pranalire kemiti kariba tike kohantu
🇮🇳💐🙏😄
Nice information 👍
ଧନ୍ୟବାଦ
@@krushisampada Thanks to you sir.Keep uploading videos. I never missed your any videos. The way you explained really appreciate
Sir mo badite gote kalara gacha vala heichi hele phula hauchi hele kalara jama dharuni
Good vodeo
Good advice
Sir kalara ra early veraity bisayare jaanibaku chahunchi
Sar mu sigenta ra alika use karuchi
Kemiti karaya
Kalara chasa bisayare eka AtoZ video kale viewers mane nischita rupe upkruta hoiparante.
ଆପଣଙ୍କ ମତାମତ ପାଇଁ ଧନ୍ୟବାଦ।କଲରା ଚାଷ ଉପରେ ନିଶ୍ଚିନ୍ତ ଏକ video କରିବୁ।
ବାଇଗଣ ଗଛର ଅଗ bhangipadibaara medicine
ଅଦା ଚାଷ ଓ ତାର ପରିଚାଳନା ବିଷୟରେ କିଛି ପରାମର୍ଶ ଦିଅନ୍ତୁ
Amba gachha ra kaliapatra Kati deu chhi poka
Chloropyriphos 50%+Cypermethrin 5%EC lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
Stop wilt & Rootex kuTarbuja chasa harvest time ra just kichhi Dina Agaru apply Kari habaki jadi wilt disease dekhibaku mile
ଝାଉଁଳା ରୋଗ ପାଇଁ ଏହା ଭଲ ଔଷଧ।ତାରଭୁଜ ରେ ପ୍ରାୟୋଗ କରି ପାରିବେ।
Thank you sir
Thanks for You
Aama gaan re prati barsa 60 ru70 acer kalara chasa hue
Kalara re keu Harmon use karba
baigana poka re roga poka niyantrana kemiti karajai pariba
ବାଇଗଣ ଫସଲରେ ରୋଗ ପୋକ ନିୟନ୍ତ୍ରଣ ପାଇଁ video ପ୍ରସ୍ତୁତ କରାଯାଇଛି।ଏହି krushi sampada chanel ରେ ଦେଖି ପାରିବେ।
Patra haldia spred hauchhi sir please pratikar kan
କଲରା ଫସଲରେ ସାହେବି ରୋଗ ଲାଗିଲେ କିମ୍ଵା ନିମ୍ନମୁଖି ପତ୍ରପୋଡ଼ା ରୋଗ ଲାଗିଲେ ପତ୍ର ହଳଦିଆ ହୋଇଥାଏ।ଫସଲରେ potash ସାର ଏକର ପ୍ରତି 12kg ପ୍ରାୟୋଗ କରନ୍ତୁ।ପତ୍ର ଯଦି ଠାଏ ଠାଏ ହଳଦିଆ ହୋଇଥାଏ ତାହା ସାହେବି ରୋଗ।ହଳଦିଆ ଅଠାଳିଆ card ଏକର ପ୍ରତି 15ଟି ବ୍ୟବହାର କରନ୍ତୁ।Difenthuron 50%WP ବା TAKAF lit ପ୍ରତି 1.5gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।ନିମ୍ନମୁଖି ପତ୍ରପୋଡ଼ା ରୋଗ ଲାଗିଲେ Ridomil gold lit ପ୍ରତି 2.5gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।
Hii
Sar mo kalara gaha legeichi kintu gacha jama madunahi Sethi pai kn karibi kuhantu🙏🏽🙏🏽
କଲରା ଫସଲରେ ଯଦି ଧଳା ମାଛି ଲାଗିଥିବେ ତେବେ ପତ୍ରମୋଚ ରୋଗ ହୋଇଥାଏ।ଏହାକୁ ପ୍ରଥମେ ପରିଚାଳନା କରନ୍ତୁ।ତା ପରର ଜୈବିକ ସାର AGRI HUMIC GRANULE ଏକର ପ୍ରତି 10KG ପ୍ରୟୋଗ କରନ୍ତୁ।NPK 0:52:34 lit ପ୍ରତି 3gm ହିସାବରେ ସ୍ପ୍ରେ କରନ୍ତୁ।3ଦିନ ପରେ hormone Fantac plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।10ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Right now
Gua o nadia gacha lageiba upare gote video karantu
ଧନ୍ୟବାଦ sir, ଗୁଆ ଉପରେ video ହୋଇଛି ।ଏହି link ରୁ ଦେଖି ପାରିବେ।ua-cam.com/video/5XptgtFeR3w/v-deo.html ।ନଡ଼ିଆ ଚାଷ ବିଷୟରେ ବହୁତ ଜଲଦି video ପ୍ରସ୍ତୁତ କରିବୁ।
Sir kalara kew masa re lagajipa katha
January
@krushisampada thank you sir
Sir kalarara mula sar kan prayoga Kariba katha
କଲରା ର କୋଉ varita ରେ ପତ୍ର ମୋଚା ଭୁଋଗl ହବ ନାହିଁ
Nimba oil dele kn upakar hoithae sir
ନିମ୍ବତେଲ ଦେଲେ ପୋକ ମାନଙ୍କର ଖାଦ୍ୟ ଖାଇବା ବନ୍ଦ ହୋଇଥାଏ, ଅଣ୍ଡା ଦେଇ ପାରିନଥାନ୍ତି, ଓ ଅଣ୍ଡା ଫୁଟି ନଥାଏ।ଗଛ 10ଦିନ ଯାଏ ପିତା ରହିଥାଏ
Mu bi kalara chasa karichi 2acer
Thank you
କଲରା ଭଲ ମଞ୍ଜି sir କୁହନ୍ତୁ
ସାର ନମସ୍କାର, କଲରା ପତ୍ର ଜଲଦି ହଳଦିଆ ହେଇ ଯାଉଛି ତାର ପ୍ରତିକାର କୁହନ୍ତୁ
ନିମ୍ନ ମୁଖି ପତ୍ର ପୋଡ଼ା ରୋଗ ଲାଗିଲେ ହଳଦିଆ ହୋଇଥାଏ।Ridomil gold lit ପ୍ରତି 2gm ବା Taqat lit ପ୍ରତି 2gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Chotea chotea baiegane ,kalera ,gachare limba tela kete ml deia giba
20 dinea re gacha
ନିମ୍ବତେଲ lit ପ୍ରତି 2ml ହିସାବରେ ପ୍ରୟୋଗ କରନ୍ତୁ।10ଦିନ ଅନ୍ତରରେ 2ଥର ପ୍ରୟୋଗ କରନ୍ତୁ।
Thanks sir
ଚାଷୀଙ୍କର ମୋବାଇଲ୍ ନମ୍ୱର୍ ଟିକେ ଦଉନ
ଜହ୍ନି ପତ୍ର ମୁଁ ଣ୍ତ। ଦିଷ ନ। ମ କଣ?
Sir namaskar apanka nambar mili paribeki
ମୋର mobile no 7008498896
@@krushisampada thanks❤🌹🙏
ଧାନ ଚାଷ ରେ ଯୱା ପୋକ ଲାଗୁ ଛନି ଜୈବିକ ପଧତି ରେ କଣ କରିବା
ଧାନ ଚାଷରେ ଜଉ ପୋକ ଲାଗୁଥିଲେ ଦେଶୀ ଗାଈ ମୂତ୍ରା 1 lit ରେ ରସୁଣ 50gm ଛେଚି ମିଶାଇ ଦିଅନ୍ତୁ।ଏହି ଦ୍ରବଣରେ 5lit ପାଣି ମିଶାଇ ଗଛ ମୂଳକୁ ସ୍ପ୍ରେ କରନ୍ତୁ।7ଦିନରେ ଆଉଥରେ ସ୍ପ୍ରେ କରନ୍ତୁ।ଜଉଆ ପୋଜ ଲାଗିବେ ନାହିଁ।
Kalara re poka laguchi
କଲରରେ ବିଭିନ ପ୍ରକାରର ପୋକ ଲାଗି ଥାଆନ୍ତି।ଯେପରିକି sosak ଜାତୟ ପୋକ ଯଥା ଧଳା ମାଛି, ପତ୍ରାଦିଅଁ ପୋକ ଯାହାକି ପତ୍ର ମୋଚା କରିଥାଏ ।ପତ୍ର କଟା ପୋକ, ଫଳ ମାଛି ଯାହାକି ଫଳ କୁ ପଚାଇ ଦେଇଥାଏ।ଏଣୁ ନିର୍ଦିଷ୍ଟ ପୋକ ବା ପୋକ କରୁଥିବା ଅନିଷ୍ଟ ବିଷୟରେ ଜଣାଇଲେ ତାହାର ସମାଧାନ କରାଯାଇ ପାରିବ।
Sir apanka phone no tike diyantu
ମୋର contact no 7008498896
Sir apankara mo.no deantu
ମୋର mobile no 7008498896।KRUSHI SAMPADA କାର୍ଯ୍ୟକ୍ରମ ଦେଖୁଥିବାରୁ ଧନ୍ୟବାଦ।
@@krushisampada kakudi chasa bisware gota video atoz pathantu ama mana upkruta huantu
Apanaka contact no daba
Sir phone number diantu
ଆପଣଙ୍କ ଉପସ୍ଥାପନା ଶୈଳୀ ଅତି ଉଚ୍ଚକୋଟୀର। ଧନ୍ୟବାଦ
Bahut video dekhichhi kintu apanaka video manaku chhuila supper
Upastapana bahuta badhia
Thanks Sir Bhadi Padhati Re Chasa Kariba Better Lagila
Sar namaskar sar mora kalar gachara aga Patra haladia heuchi haladia Patra majhire majhire tike tike daga heuchi kana karibi tike kuhantu plese tike jaldi
Sir bahut badia presentation...
ଧନ୍ୟବାଦ।
Sundar ❤
ସାର
ଅତି ସୁନ୍ଦର
Super 🙏
Thanks
Good video
ଅମୃତଭଣ୍ଡା ରେ ମୂଳ ସଢା ଓ ପତ୍ର ମୋଚାର କଣ ଉପଚାର ?
Nice
Thanks
Sir kein prajatirakalara adika amala deba?
Nice information.
Sir ame organic pranalire kemiti kariba tike kohantu
🇮🇳💐🙏😄
Nice information 👍
ଧନ୍ୟବାଦ
@@krushisampada Thanks to you sir.
Keep uploading videos. I never missed your any videos. The way you explained really appreciate
Sir mo badite gote kalara gacha vala heichi hele phula hauchi hele kalara jama dharuni
Good vodeo
Good advice
Sir kalara ra early veraity bisayare jaanibaku chahunchi
Sar mu sigenta ra alika use karuchi
Kemiti karaya
Kalara chasa bisayare eka AtoZ video kale viewers mane nischita rupe upkruta hoiparante.
ଆପଣଙ୍କ ମତାମତ ପାଇଁ ଧନ୍ୟବାଦ।କଲରା ଚାଷ ଉପରେ ନିଶ୍ଚିନ୍ତ ଏକ video କରିବୁ।
ବାଇଗଣ ଗଛର ଅଗ bhangipadibaara medicine
ଅଦା ଚାଷ ଓ ତାର ପରିଚାଳନା ବିଷୟରେ କିଛି ପରାମର୍ଶ ଦିଅନ୍ତୁ
Amba gachha ra kaliapatra Kati deu chhi poka
Chloropyriphos 50%+Cypermethrin 5%EC lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
Stop wilt & Rootex kuTarbuja chasa harvest time ra just kichhi Dina Agaru apply Kari habaki jadi wilt disease dekhibaku mile
ଝାଉଁଳା ରୋଗ ପାଇଁ ଏହା ଭଲ ଔଷଧ।ତାରଭୁଜ ରେ ପ୍ରାୟୋଗ କରି ପାରିବେ।
Thank you sir
Thanks for You
Aama gaan re prati barsa 60 ru70 acer kalara chasa hue
Kalara re keu Harmon use karba
baigana poka re roga poka niyantrana kemiti karajai pariba
ବାଇଗଣ ଫସଲରେ ରୋଗ ପୋକ ନିୟନ୍ତ୍ରଣ ପାଇଁ video ପ୍ରସ୍ତୁତ କରାଯାଇଛି।ଏହି krushi sampada chanel ରେ ଦେଖି ପାରିବେ।
Patra haldia spred hauchhi sir please pratikar kan
କଲରା ଫସଲରେ ସାହେବି ରୋଗ ଲାଗିଲେ କିମ୍ଵା ନିମ୍ନମୁଖି ପତ୍ରପୋଡ଼ା ରୋଗ ଲାଗିଲେ ପତ୍ର ହଳଦିଆ ହୋଇଥାଏ।ଫସଲରେ potash ସାର ଏକର ପ୍ରତି 12kg ପ୍ରାୟୋଗ କରନ୍ତୁ।ପତ୍ର ଯଦି ଠାଏ ଠାଏ ହଳଦିଆ ହୋଇଥାଏ ତାହା ସାହେବି ରୋଗ।ହଳଦିଆ ଅଠାଳିଆ card ଏକର ପ୍ରତି 15ଟି ବ୍ୟବହାର କରନ୍ତୁ।Difenthuron 50%WP ବା TAKAF lit ପ୍ରତି 1.5gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।ନିମ୍ନମୁଖି ପତ୍ରପୋଡ଼ା ରୋଗ ଲାଗିଲେ Ridomil gold lit ପ୍ରତି 2.5gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।
Hii
Sar mo kalara gaha legeichi kintu gacha jama madunahi Sethi pai kn karibi kuhantu🙏🏽🙏🏽
କଲରା ଫସଲରେ ଯଦି ଧଳା ମାଛି ଲାଗିଥିବେ ତେବେ ପତ୍ରମୋଚ ରୋଗ ହୋଇଥାଏ।ଏହାକୁ ପ୍ରଥମେ ପରିଚାଳନା କରନ୍ତୁ।ତା ପରର ଜୈବିକ ସାର AGRI HUMIC GRANULE ଏକର ପ୍ରତି 10KG ପ୍ରୟୋଗ କରନ୍ତୁ।NPK 0:52:34 lit ପ୍ରତି 3gm ହିସାବରେ ସ୍ପ୍ରେ କରନ୍ତୁ।3ଦିନ ପରେ hormone Fantac plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।10ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Right now
Gua o nadia gacha lageiba upare gote video karantu
ଧନ୍ୟବାଦ sir, ଗୁଆ ଉପରେ video ହୋଇଛି ।ଏହି link ରୁ ଦେଖି ପାରିବେ।ua-cam.com/video/5XptgtFeR3w/v-deo.html ।ନଡ଼ିଆ ଚାଷ ବିଷୟରେ ବହୁତ ଜଲଦି video ପ୍ରସ୍ତୁତ କରିବୁ।
Sir kalara kew masa re lagajipa katha
January
@krushisampada thank you sir
Sir kalarara mula sar kan prayoga Kariba katha
କଲରା ର କୋଉ varita ରେ ପତ୍ର ମୋଚା ଭୁଋଗl ହବ ନାହିଁ
Nimba oil dele kn upakar hoithae sir
ନିମ୍ବତେଲ ଦେଲେ ପୋକ ମାନଙ୍କର ଖାଦ୍ୟ ଖାଇବା ବନ୍ଦ ହୋଇଥାଏ, ଅଣ୍ଡା ଦେଇ ପାରିନଥାନ୍ତି, ଓ ଅଣ୍ଡା ଫୁଟି ନଥାଏ।ଗଛ 10ଦିନ ଯାଏ ପିତା ରହିଥାଏ
Mu bi kalara chasa karichi 2acer
Thank you
କଲରା ଭଲ ମଞ୍ଜି sir କୁହନ୍ତୁ
ସାର ନମସ୍କାର, କଲରା ପତ୍ର ଜଲଦି ହଳଦିଆ ହେଇ ଯାଉଛି ତାର ପ୍ରତିକାର କୁହନ୍ତୁ
ନିମ୍ନ ମୁଖି ପତ୍ର ପୋଡ଼ା ରୋଗ ଲାଗିଲେ ହଳଦିଆ ହୋଇଥାଏ।Ridomil gold lit ପ୍ରତି 2gm ବା
Taqat lit ପ୍ରତି 2gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।