HE JAGANNATHA | BAISHNAB KAILASH | ODIA BHAJAN

Поділитися
Вставка
  • Опубліковано 15 вер 2024
  • #BaishnabKailash #SanjibaniMusic #odiadevotional #odiabhajan #jagannath #jagannathbhajan #rathyatra #rathyatra2024
    Song - He Jagannatha
    Singer - Baishnab Kailash, Bidyut Prava Sahoo, Madhulita
    Music - Baishnab Kailash
    Lyrics - Salony Mohanty
    Lyrics
    -------------------------------------------------------------------------------------------------------
    ହେ ଜଗନ୍ନାଥ ହେ ଜଗନ୍ନାଥ ...2
    ହେ ଜଗତ ଶ୍ରେଷ୍ଠ ତୁମେ ଆଦି ଅନ୍ତ …(0)
    1)ହେ କରୁଣାନିଧି ହେ କୃପାସିନ୍ଧୁ
    ମୁ ଶରଣାଗତ, ତୁମେ ସର୍ବଜ୍ଞ|ତ
    ହେ ଜଗନ୍ନାଥ ହେ ଜଗନ୍ନାଥ ...2
    2)ହେ ପୀତବାସ ହେ ରାଧା ଶ୍ୟାମ
    ମୁଁ କଣ୍ଟକ ପଥେ ତୁମେ ମହାଦ୍ରୁମ
    ହେ ଜଗନ୍ନାଥ ହେ ଜଗନ୍ନାଥ ...2
    3)ହେ ନନ୍ଦସୁତ ଯଶୋଦା ନନ୍ଦନ
    ମୁଁ ଦୁବ ଘାସ ତୁମେ ଶ୍ରୀଚନ୍ଦନ
    ହେ ଜଗନ୍ନାଥ ହେ ଜଗନ୍ନାଥ...2
    4)ହେ ବାସୁଦେବ ମୀର| ସମର୍ପଣ
    ମୁଁ ବୀଣା ଝଙ୍କାର , ତୁମେ ସୁସଂଗୀତ
    ହେ ଜଗନ୍ନାଥ ହେ ଜଗନ୍ନାଥ...2
    5)ହେ ମଧୁସୂଦନ ପାଣ୍ଡବଙ୍କ ସଖା
    ମୁଁ ମହା ଅଜ୍ଞାନ, ତୁମେ ଗୀତା ଜ୍ଞାନ
    ହେ ଜଗନ୍ନାଥ ହେ ଜଗନ୍ନାଥ...2
    6)ହେ ତ୍ରିବିକ୍ରମ ପାର୍ଥର ସାରଥୀ
    ମୁଁ ଗୋଟେ ଛନ୍ଦ, ତୁମେ ଚତୁର୍ବେଦ
    ହେ ଜଗନ୍ନାଥ ହେ ଜଗନ୍ନାଥ...2
    7)ହେ ଆର୍ତ୍ତତ୍ରାଣ ପାଞ୍ଚାଳୀର ମାନ
    ମୁଁ ସୂତାଖିଅ ତୁମେ ଦୀର୍ଘ ବସ୍ତ୍ର
    ହେ ଜଗନ୍ନାଥ ହେ ଜଗନ୍ନାଥ...2
    (8)ହେ ବାସୁଦେବ ସୁଦାମାର ସଖା
    ମୁଁ ଧନହୀନ, ତୁମେ ରତ୍ନଭଣ୍ଡାର
    ହେ ଜଗନ୍ନାଥ ହେ ଜଗନ୍ନାଥ...2..katiba
    9)ହେ ପୁରୁଷୋତ୍ତମ ସୀତାଙ୍କର ରାମ
    ମୁଁ ତୀର୍ଥଙ୍କର ତୁମେ ଚାରିଧାମ
    ହେ ଜଗନ୍ନାଥ ହେ ଜଗନ୍ନାଥ...2
    10)ହେ ଧନୁର୍ଦ୍ଧାରୀ, ଶବରୀର ଈଷ୍ଟ
    ମୁଁ ବିଷଫଳ , ତୁମେ ପଞ୍ଚ|ମୃତ
    ହେ ଜଗନ୍ନାଥ ହେ ଜଗନ୍ନାଥ...2
    11)ହେ ଜନାର୍ଦନ ଅହଲ୍ୟାର ମୁକ୍ତି
    ମୁଁ କାୟା ନଶ୍ୱର, ତୁମେ ମୃତୁଞ୍ଜୟ
    ହେ ଜଗନ୍ନାଥ ହେ ଜଗନ୍ନାଥ...2
    12)ହେ ନୀଳ ମାଧଵ ବିଦ୍ୟାପତି ତେଜ
    ମୁଁ ଜ୍ୟୋତିହୀନ ତୁମେ ସୂର୍ଯ୍ୟସମ
    ହେ ଜଗନ୍ନାଥ ହେ ଜଗନ୍ନାଥ...2
    13)ହେ ଦାରୁବ୍ରହ୍ମ ସାଲବେଗ ଭକ୍ତି
    ମୁଁ ଧର୍ମଭୀରୁ, ତୁମେ ଧର୍ମ ଶ୍ରେଷ୍ଠ
    ହେ ଜଗନ୍ନାଥ ହେ ଜଗନ୍ନାଥ...2
    (14)ହେ କଳାଠାକୁର, ଦାସିଆ ବିଶ୍ୱାସ
    ମୁଁ ନିମିତ୍ତ ମାତ୍ର,ତୁମେ ବ୍ରହ୍ମତତ୍ତ୍ୱ
    ହେ ଜଗନ୍ନାଥ ହେ ଜଗନ୍ନାଥ...2…
    15)ହେ ପଦ୍ମନାଭ ଲକ୍ଷ୍ମୀ ନାରାୟଣ
    ମୁଁ ତୁମ ସୃଷ୍ଟି ତୁମେ ମୋ ନିର୍ବାଣ
    ହେ ଜଗନ୍ନାଥ ହେ ଜଗନ୍ନାଥ ...2
    -------------------------------------------------------------------------------------------------------
    If you liked the video please do subscribe to my channel.
    Keep Supporting me so I continue to provide such quality content.
    Thank You for Watching!

КОМЕНТАРІ • 3

  • @legentrebel1364
    @legentrebel1364 2 місяці тому +1

    Bahut sundar

  • @birakishorenayak1690
    @birakishorenayak1690 2 місяці тому

    ହୃଦୟକୁ ଛୁଇଁଲା ପରି ଗୀତଟି ଅତ୍ୟନ୍ତ ମନମୁଗ୍ଧକର ହୋଇଛି ।
    ଚମତ୍କାର ସ୍ୱରସଂଯୋଜନା ଓ ପରିବେଷଣ ।
    ଜୟ ଶ୍ରୀଜଗନ୍ନାଥ🙏

  • @user-rw1he9pm4m
    @user-rw1he9pm4m 2 місяці тому

    Khub bhalo.