ଠିକା ନିଯୁକ୍ତି ପଛର ସତ! | Odisha Reporter

Поділитися
Вставка
  • Опубліковано 9 лис 2024

КОМЕНТАРІ • 824

  • @alokswain8247
    @alokswain8247 3 роки тому +2

    ସମସ୍ତ ଙ୍କ ଅନ୍ତରର ବେଦନା କୁ ଆପଣ ବାଖାନିଛନ୍ତି ବହୁତ୍ ବହୁତ୍ ଧନ୍ୟବାଦ୍

  • @m.d1348
    @m.d1348 3 роки тому +261

    ସତ୍ୟ ସବୁବେଳେ ସତ୍ୟ କଥା କୁହନ୍ତି ସେଥି ପାଇଁ ମୋତେସବୁବେଳେ ବହୁତ୍ ଭଲ ଲାଗନ୍ତି

    • @talktimewebseries9073
      @talktimewebseries9073 3 роки тому +4

      ଆମ ଭାରତ ଏକ ସୁନାର ଚଢ଼େଇ
      ଆଉ ଓଡ଼ିଶା ଖଣିଜ ପଦାର୍ଥରେ ଭରପୁର,
      ହେଲେ ଓଡ଼ିଶା ଆଜି ପଛୁଆ ରାଜ୍ୟ ରେ ଗଣା
      କିଛି ତଥ୍ୟ ଏହି ଟକ୍ ଟାଇମ୍ ଚ୍ୟାନେଲର ୫ମ ଅଧ୍ୟାୟରେ ଅଛି,
      ଦେଖିବେ ଆଉ ମତାମତ ଦେବେ

    • @nayankumarmohanty3977
      @nayankumarmohanty3977 3 роки тому

      Sarkaar ki kurshi sabse vadi hey crime and criminals politics 🍌

    • @itspabitracreation4130
      @itspabitracreation4130 Рік тому

      Mate bi

  • @factolovers1457
    @factolovers1457 3 роки тому +156

    1. 2013 ରେ Contractual Appointment Rule ଆଣିବାର ଆବଶ୍ୟକତା କଣ ଥିଲା ? ଯେତେବେଳେକି ରାଜ୍ୟରେ ଲକ୍ଷ ଲକ୍ଷ post ଖାଲିପଡିଛି?
    2. ଯଦି Contractual Appointment Rule-2013 ଆସିଲା ଏଥିରେ Gr A ଓ Gr B (କିଛି ବିଭାଗକୁ) ବାଦ ଦିଆଗଲା କାହିଁକି ବାଦ ଦିଆଗଲା।
    3. Contractual Appointment Rule-2013 ଟି ଜାନୁଆରୀ 17 ରେ Gazette notification ହୋଇଥିଲା ଯେଉଁଥିରେ ଲେଖା ହୋଇଥିଲା କି ସମସ୍ତ Gr B ଓ Gr C କର୍ମଚାରୀ ମାନେ contractual posting ପାଇବେ କିନ୍ତୁ ତା ପରମାସ ଅର୍ଥାତ 15 ଫେବ୍ରୁଆରି 2014 ରେ ଆଉଗୋଟେ Gazette notification ଆସିଲା ଯେଉଁଥିରେ କି Asst. Section Officer, Secretariat, Governor's Secretariat, Odisha Legislative Assembly ଏବଂ Asst. Law Officer, Law Dept. And Other Dept. କୁ Contractual Appointment Rule-2013 ରୁ ବାଦ କରାଗଲା। ଏହାର କାରଣ କଣ ? ସେ ସବୁ ବିଭାଗକୁ କଣ ରାଜ୍ୟ ସରକାର ଡରୁଛନ୍ତି କି?
    4. ସପ୍ତମ ବେତନ କମିଶନ ରେ ଏହି contractual employee ମାନଙ୍କୁ ଗୋଟେ ଆନୁମାନିକ 25% ଦରମା ବଢ଼େଇଦେଲେ ଯାହାକି ସମ୍ପୁର୍ଣ୍ଣ ଭୁଲ ଅଟେ କାରଣ Contractual Appointment Rule-2013 ରେ ସ୍ପଷ୍ଟ ଭାବରେ ଲେଖା ହୋଇଛି ଯେ ଏହିଶ୍ରେଣୀର କର୍ମଚାରୀ ମାନେ ଷଷ୍ଠ ବେତନ ଅନୁଯାଇ Basic Pay + Grade Pay ପାଇବେ, ଯେହେତୁ 7th Pay ରେ Grade Pay system ଉଠିଗଲା ତେବେ ସେମାନଙ୍କୁ 7th Pay ରେ କେବଳ besic pay ଦବା କଥା କିନ୍ତୁ ତାହାନକରି ଗୋଟେ ମନଇଚ୍ଛା 25% ଦରମା ବଢାଇବା କେତେଦୁର ଯୁକ୍ତିଯୁକ୍ତ?
    👉5. ନୂତନ ଶ୍ରମ ନିୟମ ଅନୁଯାୟୀ ଜଣେ କୁଶଳୀ ଶ୍ରମିକକୁ ଦିନକୁ ପାରିଶ୍ରମିକ ହିସାବରେ 461 ଟଙ୍କା ମିଳିବା ପାଇଁ ରାଜ୍ୟ ସରକାର ନିୟମ କଲେ ସେ ହିସାବରେ ଜଣେ ଶ୍ରମିକ ମାସକୁ 13,830 ଟଙ୍କା ରୋଜଗାର କରୁଥିବା ବେଳେ ଜଣେ Group C ଚୁକ୍ତିଭିତ୍ତିକ କର୍ମଚାରୀ ଟେ 8880 ଟଙ୍କା ବେତନ ପାଉଛି ସେ କଣ ଗୋଟେ ଶ୍ରମିକ ଠାରୁ ବି ହିନ? ଏପରିକି ଜଣେ ଅନକୁସଳି ଶ୍ରମିକ 311 ଟଙ୍କା ଦୈନିକ ହିସାବରେ 9330 ଟଙ୍କା ରୋଜଗାର କରୁଛି?
    👉6. ଜଣେ ଅବିଭାବକ ତାର ପିଲାମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଠପଢାଉଛି କଣ ଜଣେ ଶ୍ରମିକଠାରୁ କମ ଦରମା ପାଇବା ପାଇଁ? ଗୋଟେ କଥା ଭାବିବା ଦରକାର ଆଜିକା ସମୟରେ ଯେପରି ଦରଦାମ ବଢୁଛି ଜଣେ ଚୁକ୍ତିଭିତ୍ତିକ କର୍ମଚାରୀଟେ ମାତ୍ର 8000 ଟଙ୍କା ବେତନ ରେ ତାର ପାରିବାର ପ୍ରତିପୋଷଣ କିପରି କରିବ? ( 8000 ଟଙ୍କା ଦରମାରେ ଜଣେ ଭୁବନେଶ୍ୱର ଭଳି ମହାନଗର ଏବଂ ସଦର ମହକମାରେ ଘରଭଡା ନେଇ ରହିବା ଓ family ଚଳାଇବାରେ example ଦେଇପାରିବେ)
    👉7. ଏହା ସାଙ୍ଗକୁ ଅନ୍ୟ ଏକ ଘୃଣ୍ୟ ପ୍ରଥା ହିସାବରେ ଏହି 6 ବର୍ଷ contractual period କୁ service period ହିସାବରେ count କରାଯାଉନାହିଁ। ଏହି ପରିପ୍ରେକ୍ଷୀରେ କହିବା ପାଇଁ ଚାହୁଁଚି ଯେ ଜଣେ କର୍ମଚାରୀ ଯଦି 6 ବର୍ଷ contractual period ରେ ଯଦି କିଛି ଭୁଲ କରୁଛି ତେବେ ଆଇନ ଅନୁଯାୟୀ ଦଣ୍ଡ ବିଧାନ ହେଉଛି କିନ୍ତୁ ସେ ଯେତେବେଳେ ଭଲ କାମ କରୁଛି ସେ ସମୟକୁ ବିଚାରକୁ ନିଆଯାଉନାହିଁ,ଏହା କି ପ୍ରକରର ନୀତି? 6 ବର୍ଷ କୁ ମୁଳ ଚାକିରୀରେ ଯୋଗ କରାଯାଉ ନାହିଁ ।
    👉8. ନିଯୁକ୍ତିରେ ସ୍ୱଚ୍ଛତା ଆଣିବା ପାଇଁ ସମସ୍ତ Group B, C ଓ D appointment OSSC ଦ୍ୱାରା ହବାର ନିୟମ ଥିଲେ ମଧ୍ୟ ଏବେ ଚଞ୍ଚକତା କରି Home Dept. ର ପୋଲିସ ନିଯୁକ୍ତି ନିଜ dept. ବୋଲି advancement ବାହାର କରିଛି। ପୋଲିସ ବିଭାଗ କହିବା କଥା OSSC ନିଯୁକ୍ତି ଦେବାରେ ବହୁ ବିଳମ୍ବ ( ୫ ରୁ 6 ବର୍ଷ) କରୁଥିବାରୁ ପୋଲିସ ନିଯୁକ୍ତି ନିଜ ଅଧିନକୁ ଆଣିଛନ୍ତୁ କିନ୍ତୁ ପୋଲିସ ନିଯୁକ୍ତିକୁ ଛାଡିଦେଲେ ଅନ୍ୟ ବିଭାଗ ନିଯୁକ୍ତି କଣ ପାଇଁ ଏତେ ବିଳମ୍ବ କରା ଯାଉଛି ତାହା ସହ ୬ ବର୍ଷ ଚୁକ୍ତିଭିତିକ ।
    #Abolish_Odisha_Contractual_AppointmentRule_2013
    #EqualPayForEqualWork_Odisha

  • @computertechodiya6047
    @computertechodiya6047 3 роки тому +1

    ଏଥର ନିଶ୍ଚନ୍ତ କଂଗ୍ରେସ

  • @mognaamonaaa1491
    @mognaamonaaa1491 3 роки тому +177

    ଚୁକ୍ତି ଭିତିକ କର୍ମଚାରୀ ନିଯୁକ୍ତି ରେ ନବୀନ no1

    • @bikrampatra7501
      @bikrampatra7501 3 роки тому

      👍..

    • @mks2640
      @mks2640 3 роки тому

      Bala na gate block re jane tahasildar semanka recurment prati barasaane avrg 250-300 asuchi hele civil engineering post 3-5 year thore asuchi . Kuha bhai kn pain

    • @debasishdash1240
      @debasishdash1240 3 роки тому

      Job nuhe goti bhai

  • @shantisudha5688
    @shantisudha5688 3 роки тому +1

    Great speech

  • @ranjanmuduli1402
    @ranjanmuduli1402 3 роки тому +4

    ଓଡିଶାରେ ଛୁକ୍ତିବିତିକ ମାନଙ୍କୁ କମ ଦରମା କଣ ପାହିଁ କି ଦିଆଯାଉଛି???

  • @simapradhan6437
    @simapradhan6437 3 роки тому +186

    ପ୍ରକୃତ କଥା ସତ ଜନତା ମୂର୍ଖ BJD କୁ ବୋଟ ଦେଉଛନ୍ତି ।

    • @talktimewebseries9073
      @talktimewebseries9073 3 роки тому +5

      ଆମ ଭାରତ ଏକ ସୁନାର ଚଢ଼େଇ
      ଆଉ ଓଡ଼ିଶା ଖଣିଜ ପଦାର୍ଥରେ ଭରପୁର,
      ହେଲେ ଓଡ଼ିଶା ଆଜି ପଛୁଆ ରାଜ୍ୟ ରେ ଗଣା
      କିଛି ତଥ୍ୟ ଏହି ଟକ୍ ଟାଇମ୍ ଚ୍ୟାନେଲର ୫ମ ଅଧ୍ୟାୟରେ ଅଛି,
      ଦେଖିବେ ଆଉ ମତାମତ ଦେବେ

    • @ashishpadhan2095
      @ashishpadhan2095 3 роки тому +3

      BJD BJP both are same

    • @irajena971
      @irajena971 3 роки тому +1

      Bada Jali Dala

    • @niranjannayak7271
      @niranjannayak7271 3 роки тому

      Magana chaula govt ta bapa gharu ani dauchi so taku loke vote dauchanti

  • @jenacreation4800
    @jenacreation4800 3 роки тому

    ଦୟାକରି ଠିକା ଉଠାଯାଉ

  • @nihalbhoiofficial9945
    @nihalbhoiofficial9945 3 роки тому

    Thanks for raising voice against corrupted government

  • @relaxmomentmm360
    @relaxmomentmm360 3 роки тому +1

    Good think,

  • @pradipkumarrout316
    @pradipkumarrout316 3 роки тому +1

    Sir great speech

  • @shastriunacademy4588
    @shastriunacademy4588 3 роки тому +2

    ବିଜେଡି ହଟାଅ ଓଡ଼ିଶା ବଞ୍ଚାଅ।🙏

  • @ranjitsahu1400
    @ranjitsahu1400 3 роки тому +141

    100% right
    Bjd 100% courpted poltical party in all over world

    • @talktimewebseries9073
      @talktimewebseries9073 3 роки тому +3

      ଆମ ଭାରତ ଏକ ସୁନାର ଚଢ଼େଇ
      ଆଉ ଓଡ଼ିଶା ଖଣିଜ ପଦାର୍ଥରେ ଭରପୁର,
      ହେଲେ ଓଡ଼ିଶା ଆଜି ପଛୁଆ ରାଜ୍ୟ ରେ ଗଣା
      କିଛି ତଥ୍ୟ ଏହି ଟକ୍ ଟାଇମ୍ ଚ୍ୟାନେଲର ୫ମ ଅଧ୍ୟାୟରେ ଅଛି,
      ଦେଖିବେ ଆଉ ମତାମତ ଦେବେ

  • @Rabindra_Kumar143
    @Rabindra_Kumar143 3 роки тому +1

    ପିଲା ମାନଙ୍କୁ ବେକାରୀ କରିବାରେ 1 ନମ୍ବର ମୁଖ୍ୟମନ୍ତ୍ରୀ.........

  • @pin2vlog516
    @pin2vlog516 3 роки тому +1

    ସବୁ ସରକାରୀ ଚାକିରିଆ ମାନେ ଏ ବାବଦରେ ଧାରଣା ଦେବା ଦରକାର 😠😠😠😠😠😠

  • @romanticsingerpresents3354
    @romanticsingerpresents3354 3 роки тому

    Satya sir...great

  • @barikmrutyunjayasingh7076
    @barikmrutyunjayasingh7076 3 роки тому

    କ୍ଷମା କରିବେ ସତ୍ୟ ବାବୁ ଆପଣ ଓ ଆପଣଙ୍କ ପରି ନେତା ମାନେ କେବଳ ଏ ଭଲିଆ ଅଭିଯୋଗ ଆଣି କେବଳ ଆପଣଙ୍କ ରାଜନୀତି ଚମକାଇଥାନ୍ତି କିନ୍ତୁ ଆମଭଳି ଠିକା କର୍ମଚାରୀ ସବୁବେଳେ ହଇରାଣ ହୋଇଥାଉ 🙏🙏

  • @soumyashreedalai5647
    @soumyashreedalai5647 3 роки тому

    ହୃଦୟକୁ ଛୁଇଁଲା

  • @panchusahis8384
    @panchusahis8384 3 роки тому +1

    ☝👍

  • @tarasbabu430
    @tarasbabu430 3 роки тому +25

    ଠିକ୍ କଥା...Contractual requirements ଓଡିଶା ରୁ ବନ୍ଦ କରାଯାଉ...ପିଲାଙ୍କ ପାଇଁ ଲଢୁଥିବା ରୁ....CONGRESS ଜିନ୍ଦାବାଦ୍

  • @itspabitracreation4130
    @itspabitracreation4130 Рік тому +1

    One & Only best person..
    Satya Bhai bahut bhala Katha kahanti
    .

  • @chintaIdea
    @chintaIdea 3 роки тому +2

    ମାଘିଆ ନବୀନ ପଟ୍ଟନାୟକ ମାଦୁରଚୋଦ ଜଳଦି ମର ମାଘିଆ 🙏

  • @jaydeepparida64
    @jaydeepparida64 3 роки тому

    Thank you Satya bhai 🙏🙏🙏🙏❤❤❤❤

  • @bishnupriyadivinesoul325
    @bishnupriyadivinesoul325 3 роки тому

    Good good question sir.....u r great....thanks

  • @khagalbehera8983
    @khagalbehera8983 3 роки тому

    Very very Thanx to you Satya Bhai

  • @ghansyamgond2126
    @ghansyamgond2126 3 роки тому +1

    ସରକାର ନ ବଦଡି ଯିବା ର କାରଣ ଆମେ ଭଗୁଛୁ

  • @bijaymohanty2248
    @bijaymohanty2248 3 роки тому +3

    ଠିକା ଚାକିରୀ ଦେବାକୁ ବି ସରକାରଙ୍କୁ ଟଙ୍କା ଲାଞ୍ଚ ଦେବା ନିହାତି ଜରୁରୀ ।

  • @Agri_info324
    @Agri_info324 3 роки тому

    Salute bhai..people must know

  • @rabinarayannayak4979
    @rabinarayannayak4979 3 роки тому

    Thanks Nayak Babu

  • @bikrampatra7501
    @bikrampatra7501 3 роки тому

    Thank U Satya Sir 👏 👍...

  • @deepakranjanpattajoshi1562
    @deepakranjanpattajoshi1562 3 роки тому +1

    ନିଦରୁ ପାଣ୍ଡ୍ୟାନ୍ ଉଠିଲେ ତ କିଛି ହବ ...

  • @gundripasiproductions
    @gundripasiproductions 3 роки тому

    Ekdom right Kotha

  • @himansubag9782
    @himansubag9782 3 роки тому

    Very nice point

  • @satyavision4566
    @satyavision4566 3 роки тому +1

    ସତକଥା ହେଲା ନବୀନା ଓଡିଶା ରକ୍ତ ର ଛୁଆ ନୁହେଁ

  • @HLSTATUSWORLD
    @HLSTATUSWORLD 3 роки тому

    Thanks Satya babu open heart staent

  • @shyamasundardigal2098
    @shyamasundardigal2098 3 роки тому

    Thanks bro 👍

  • @pgcreation0067
    @pgcreation0067 3 роки тому

    Absolutely right Sir, #Satya Nayak

  • @rajeshneora8133
    @rajeshneora8133 3 роки тому

    Correct kahile sir.thanks

  • @sourav.1
    @sourav.1 3 роки тому +3

    ନେତା ମନ୍ତ୍ରୀ ମାନଙ୍କୁ ମଧ୍ୟ ଛଅ ମାସ ଚୁକ୍ତିଭିତ୍ତିକ କରାଯାଉ. ଏମାନଙ୍କ ପାଇଁ no work no pay ନିୟମ କରାଯାଉ

  • @tairendrapatra7347
    @tairendrapatra7347 3 роки тому +1

    You are right sir

  • @subaschandrapradhan2201
    @subaschandrapradhan2201 2 роки тому

    Excellent

  • @parikshitdash6970
    @parikshitdash6970 3 роки тому

    Good news well come

  • @sunilsahoo560
    @sunilsahoo560 3 роки тому

    Good point

  • @morosei3613
    @morosei3613 3 роки тому

    Thik katha

  • @beautyofnature1125
    @beautyofnature1125 3 роки тому

    Absolutely right sir ...great

  • @somanathsabar2216
    @somanathsabar2216 3 роки тому

    Thank you sir ...

  • @jyotikhora2407
    @jyotikhora2407 3 роки тому

    Thank you sir

  • @sanyasimandi3472
    @sanyasimandi3472 3 роки тому

    Good information sir.

  • @sanjibgardia606
    @sanjibgardia606 3 роки тому

    Good news sir 🙏

  • @raghunathsahu4476
    @raghunathsahu4476 3 роки тому

    Excellent sir

  • @arunkumarkhandapani1807
    @arunkumarkhandapani1807 3 роки тому

    Sabas thank u... So much

  • @LUHAMEDIA
    @LUHAMEDIA 3 роки тому

    verynice bahut bhala kahuchhanti

  • @yourasit9969
    @yourasit9969 3 роки тому +1

    #satyapatha #abolishcontractualsystem

  • @Daka-official
    @Daka-official 3 роки тому

    Very good news sir

  • @devmohanty3532
    @devmohanty3532 3 роки тому +1

    Your Channel is superb . Keep it up but be careful of Politicians. Dr Dev Lok Mohanty

  • @barihacreation5070
    @barihacreation5070 3 роки тому +16

    ନେତା,ମନ୍ତ୍ରୀ ମାନଙ୍କୁ ମଧ୍ୟ ଚୁକ୍ତିଭିତ୍ତିକ କରିଦିଆଯାଉ। ଭଲ କାମ କଲେ ଦରମା ଦିଆଯାଉ ନହେଲେ ପଦବୀ ରୁ ହଟା ଯାଉ।

  • @devil.gamer.girl.
    @devil.gamer.girl. 3 роки тому

    Absolutly right...

  • @jagannathdalapati1918
    @jagannathdalapati1918 3 роки тому

    ସାର୍ ନମସ୍ତେ ଆପଣ ମଞ୍ଜି କଥା କହିଛନ୍ତି

  • @morosei3613
    @morosei3613 3 роки тому +1

    ଘଣ୍ଟିଆ ଖାଇ ଭୋଟ ଦେବେ ତାଙ୍କର ଚାକିରୀ କଣ ଦରକାର

  • @PoliceLifestyles
    @PoliceLifestyles 3 роки тому +1

    Please abolish the contractual rules 🙏

  • @rajeshsethi7021
    @rajeshsethi7021 3 роки тому

    Absolutely right

  • @skjr24
    @skjr24 3 роки тому +4

    ବହୁତ ବହୁତ ଧନ୍ୟବାଦ Sir... ସରକାରଙ୍କ ପୋଲ ଜନସାଧାରଣଙ୍କୁ ଅବଗତ କରଇବାରୁ... 🙏🙏🙏

  • @champulalluhar4923
    @champulalluhar4923 3 роки тому

    Right point

  • @swoyambratasrichandan4044
    @swoyambratasrichandan4044 3 роки тому

    Very good brother

  • @kumudininayak24
    @kumudininayak24 3 роки тому

    You are absolutely right Sir.

  • @Odiastatus656
    @Odiastatus656 3 роки тому

    ଏସବୁ ପ୍ରସଙ୍ଗ ଉପରେ ଗୁରୁତ୍ୱ ବହୁତ କମ୍ ରାଜନେତା ମାନେ ଦିଅନ୍ତି। ଶିକ୍ଷା ପଥମ ପ୍ରସଙ୍ଗ ହେବା ଆବଶ୍ୟକ।

  • @masterchefjitendrasharma5137
    @masterchefjitendrasharma5137 3 роки тому

    Very nice

  • @jitendrapradhan6245
    @jitendrapradhan6245 3 роки тому

    Thik katha sir

  • @sureshekka8375
    @sureshekka8375 3 роки тому

    Good U r right

  • @binodkumarjena4652
    @binodkumarjena4652 3 роки тому

    👍👍

  • @chandandev1107
    @chandandev1107 3 роки тому

    Soto kotha 👍👍👍👍👍

  • @spuhan3316
    @spuhan3316 3 роки тому +3

    ଛି ଛି.. କି ସରକାର ଇଏ.. ସାଧାରଣ ଲୋକଙ୍କୁ ଏତେ ଠକୁଛନ୍ତି... ହଟାଓ

  • @yessssss667
    @yessssss667 3 роки тому

    Thank u sir

  • @bikashjena2963
    @bikashjena2963 3 роки тому

    Great truth

  • @abinashdas6303
    @abinashdas6303 3 роки тому

    Thik katha....

  • @sleepingpills...soothingre7952
    @sleepingpills...soothingre7952 3 роки тому

    Salute u sir 🙏🙏🙏 right is always right

  • @pabitradhada3389
    @pabitradhada3389 3 роки тому +1

    Pura ryt katha

  • @rtseries1346
    @rtseries1346 3 роки тому +18

    ଆପଣ ସବୁ କଥା ଠିକ୍ କହୁଛନ୍ତି...
    ହେଲେ ସରକାର ସବୁ କାମ ବୁଝି ସୁଝି ହିଁ କରୁଛନ୍ତି...
    ୨୧ ବର୍ଷ ପୁରିଲା ତଥାପି ଆମ ଓଡ଼ିଶା ଲୋକ ବୁଝି ପାରୁନାହାନ୍ତି... ସେଇଥିପାଇଁ ତ BJD କୁ ହିଁ ଭୋଟ୍ ଦେଉଛନ୍ତି...।

  • @Prakashraut
    @Prakashraut 3 роки тому

    I'm completely agree with you sir

  • @khudirambahubalipradhan7158
    @khudirambahubalipradhan7158 3 роки тому

    ଠିକା ନିଯୁକ୍ତି ନଦେଲେ ବିରନ୍ଚି ମାନେ କୋଟିପତି ହେବେ କେମିତି

  • @anantacharanmajhi1020
    @anantacharanmajhi1020 3 роки тому

    You are great sir raised the voice our reality

  • @ASITKUMARNAYAK-id5jd
    @ASITKUMARNAYAK-id5jd 3 роки тому

    Very good job sir

  • @ajayakumarbehera1784
    @ajayakumarbehera1784 3 роки тому

    Brilliant....words... actual facts are saying...Odisha Govt. ..shamenon you

  • @lilendukumaramat430
    @lilendukumaramat430 3 роки тому

    Very Good step sir

  • @santoshnayak5355
    @santoshnayak5355 3 роки тому

    Right kahichhanti Sir

  • @mahendrajena6768
    @mahendrajena6768 3 роки тому

    Very good Saty babu u r always right

  • @bishnuprasadnaik8075
    @bishnuprasadnaik8075 3 роки тому

    Good🙏🙏🙏🙏🙏🙏

  • @SK-ol6ns
    @SK-ol6ns 3 роки тому

    You are great Sir

  • @monu8460
    @monu8460 3 роки тому

    👍

  • @ramakantaenterprises4240
    @ramakantaenterprises4240 2 роки тому

    ଶୋଷଣ ବିରୁଦ୍ଧ ଅଧିକାର କ୍ଷୁର୍ଣ୍ଣ ହେଉଛି ....ସରକାର ଶୋଷଣ କରଛନ୍ତି...ଦିନକୁ ଦିନ ମଣିଷ ପାଇଁ ଏ ଏକ ବଡ challenge

  • @durbadalasahu8766
    @durbadalasahu8766 3 роки тому

    Namaskar Sir. Right.

  • @Muodia2406
    @Muodia2406 3 роки тому

    Jabardast news

  • @laxmipriyaroutray-dg7tc
    @laxmipriyaroutray-dg7tc Рік тому

    Perfect sir

  • @pojha7520
    @pojha7520 3 роки тому

    Thanks

  • @OMPRAKASH-kh8ul
    @OMPRAKASH-kh8ul 3 роки тому

    Thnku soo much sir... We are suffering soo much

  • @satyanandaswain992
    @satyanandaswain992 3 роки тому

    You are absolutely right

  • @mkaimchannel6167
    @mkaimchannel6167 3 роки тому +1

    ୨୧ ବର୍ଷ ଧରି ଶାସନ କାଳରେ ଓଡ଼ିଶାର କି ଉନ୍ନତି ହୋଇଛି ।

  • @shyamasundardigal2098
    @shyamasundardigal2098 3 роки тому

    Great bro👍

  • @rakeshkumarsubudhi4092
    @rakeshkumarsubudhi4092 3 роки тому

    100% right sir....