ନିରଞ୍ଜନ ବାବୁ କହିବେ କି ଆମେ ପ୍ରଶ୍ନ କରୁଛୁ ତୁମେ ୨୫ ବର୍ଷ ରେ ସୋନପୁର ବିଧାନ ସଭା ଅଞ୍ଚଳ ରେ କେତେ ଜମି କୁ
ପାଣି ଦେଇଛନ୍ତି ଲଜ୍ଜ୍ୟା ନାଇ ଲଗବାର୍ ଜେ ବିଧାନ ସଭାରେ ପଚରୁ ଛନ୍ତି ମଦ ମାଂସ ଦେଇକି ଜିତି ଛନ୍ତି
ନିଜ ମୁହେଁ କଳା କନା ନିଜେ ବୁଲେଇହେଲେ।
ଖଲ ଖଲ କରି କେନ କେନାଲ କେ ଯାଉଛେ ଟିକେ କହ ସୋନପୁରିଆ MLA ଆଜ୍ଞା
ସାବାସ୍ ମନ୍ତ୍ରୀଙ୍କୁ ଏବଂ ଉପମୁଖ୍ୟ ମନ୍ତ୍ରୀଙ୍କୁ
ଠିକ୍ କହିଲେ ମନ୍ତ୍ରୀ ମୁକେଶ ସାର୍। ନିଜେ ବାହାବା ନେବାପାଇଁ ତତ୍କାଳୀନ ନବୀନ ସରକାର ନିର୍ବାଚନକୁ ଆଖି ଆଗରେ ରଖି ଗୋଟିଏ ଅସଂପୂର୍ଣ୍ଣ ପ୍ରକଳ୍ପ କୁ ତରବରିଆ ଭାବେ ଉଦ୍ଘାଟନ କରିଛନ୍ତି। ଏହା ସଂପୂର୍ଣ୍ଣରୂପେ ସତ।
ବିଜେଡି ବିଧାୟକ କହିଲେ ପାଣି ଖଲ ଖଲ ବୋହିଯାଏ
ତୋ ଏରିଆ ତୋତେ ଜଣା ନାହିଁ । ଶଳା ୨୪ ବର୍ଷ ଧରି ଥିଲ ବାଳଟା ଜାଣୁଥିଲ ।
Good counter mahaling sir
କେବି ଶିଙ୍ଗ ଦେଓ ଠିକ କହିଲେ ସତ କଥା
ମନ୍ତ୍ରୀ ଠିକ୍ କହିଲେ
Sonepur BJD MLA ଆଜ୍ଞା ଖଲ୍ ଖଲ କରି ନଦୀରେ ପାଣି ସହ ବଳିଆ ଝୁରି (ମାଛ) ଯାଉଛେ.... କୌଣସି କେନାଲ୍ ରେ ଖଲ ଖଲ କରି ପାଣି ନାଇଁ ଯିବାର 😂
ନୂଆ ସରକାର ଏପର୍ଯ୍ୟନ୍ତ କାମ ଆରମ୍ଭ କରିନି ପୁରୁଣା ସରକାର ଏପର୍ଯ୍ୟନ୍ତ ମାନସିକ ସ୍ତରରେ ସରକାର ଅଛନ୍ତି, ପ୍ରଶ୍ନ ପଚାରୁଛନ୍ତି ଯେଉଁମାନେ ସେମାନଙ୍କ ସରକାର ଥିଲା ବୋଲି ଭୁଲିଯାଇଛନ୍ତି ନିଜର ଦୂର୍ବଳତା ଲୁଚାଇ ବାକୁ । ବିଜେଡିର ମୁଖା ଖୋଲୁଛି 😂😂😂😂
ହା ହା ହା 😂😂😂😂😂
How can this question can be asked ? Is he not aware
ଛି ଛି ବିଜେଡି ନେତା
ଆରେ ଭାଇ ଏମାନେ 25ବର୍ଷ ହେବ କରୁଥିଲେ କଣ????
Good. New sir
ବିଜେଡି ସବୁ କରିଦେଇଛି ପୁଣି ପ୍ରଶ୍ନ କଣ ପାଇଁ
Right sir
ପାଣି ଖଳ ଖଳ ହୋଇ ଯାଉନାହିଁ ଗଳ ଗଳ ହୋଇ ନଈରେ ଯାଉଛି
Good 👍 mahalig sir
ଖଲଖଲ ଖଲଖଲ 😅😅
ବାଃ। ବଢ଼ିଆ
O R ଚାନେଲର ମୁର୍ଖ ସାମ୍ବାଦିକ ମାନେ ନିରଞ୍ଜନ ପୁଜାରିଙ୍କର ପ୍ରଶ୍ନକୁ ବୁଝି ନପଚିରିକି ବିଉଳା ଚାଉଳା ଖବର ଲୋକଙ୍କୁ ଦେଖଉଛି
Beautiful...aji kali e sabu dekhiki odisha re bhala laguchi...nahele ete inactive vidhansabha laguthila
ଓଡ଼ିଆରେ ବି କହି ପାରୁନାହାଁନ୍ତି ନରଞ୍ଞ୍ଜନ ବାବୁ ମିଛ କଥା କହୁଛନ୍ତି
ସରକାର ଅଣ ଜଳସେଚିତ ଜମି କୁ ପ୍ରୋଜେକଟ କରି ଜଳ ସେଚିତ କରିବା ପରେ ପୁଣି ସେହି ଜମି କୁ କିସମ ପରିବର୍ତନ କରି ଘରବାରି ରେ ପରିଣତ କରି ପାରିବେ କି?
ଲୋଅର ସୁକତେଲ ଇରିଗେସନ ପ୍ରୋଜେକ୍ଟ ଏକ ରାଜନୈତିକ ପଶା ପାଳିର ଖେଳ।
ଯେତେ ଲୋକକୁଂ ବିସ୍ଥାପିତ କଲେ, ଯେତେ ଚାଷ ସେହି ଅଂଚଳ ରେ ହେଉଥିଲା ତାକୁ ପୁରଣ କରିବା ଅସମ୍ଭବ।
ଖଣି ଖାଦାନ ବାହାରିବାର ଆକଳନ ହୋଇସାରିଛି, ମାଂଗାନିଜ ପରି ଦୂର୍ଲଭ ଖଣିଜ ପଦାର୍ଥ।
ବଲାଙ୍ଗିର ର ଜିବନରେଖା କହୁଥିବା ଏହି ପ୍ରକଲ୍ପ ବିନା ବର୍ତ୍ତମାନ ବଲାଙ୍ଗିର ସହର ବଂଚୁଛି କେମିତି?
ପାଚଣାଗଜ, ପଦ୍ମପୁର, ସୋନପୁର ପିଇବା ପାଣି ପାଇବ କାଳେ ଏଥିରୁ କିନ୍ତୁ ଚାଷ ବଦଳରେ ଚାଷର ସୁଯୋଗ ସ୍ରୁଷ୍ଟି କଲେ ଭଲ ହୁଅନ୍ତା
Super
ଲୋୟର ସୁକତେଲ ଡେମ ରେ କେବେ ପାଣି ନଥିଲା ଆଉ ଉତ୍ଘାଟନ କରା ହୋଇଥିଲା
What your government was doing for last 24 years.
ତୁମେ 24ବର୍ଷ ରେ କଣ କରୁଥିଲ। ଏବେ ପଚାରୁ ଛନ୍ତି।
Nije kariparileni 24 years bhitare but au kehi kale faida uthaibe
କଣ୍ଟାଟ୍ରର ବଦଳାଯାଉ
Jay bjp bjp bjp bjp bjp🎉🎉🎉🎉🎉🎉🎉🎉🎉🎉🎉🎉 5:27
Dear friends Project water is collected from river &,Rain.... after FSL water when gate is opened water flow maintain natural process for flowing is called gravity flow dear friends ... OD
Bjd chari panjiru gala sabu dina pain.naveen rip
The worst mla of sonepur constituency pujari babu...coz of him Sonepur is way beyond any district in odisha..
Jay bjp
କେନୂ ଶୁଇଥିଲ ହୋ ଚବିଷ୍ ବରଷ୍ ଯାକେ,ଲାଜ୍ ନାଇଁ ଲାଗୁଛେ କି
Jay koshal
Suktel dam project re jete lok jami deichhan pahela se mankar paisa dia re
Bjd bala ଫେଲ
Sath katha suktel re kena pen baharu chhe
Hello 🤗.
Tame kn jani na
BJD hatao
Bjp 💯
lancha dei jitu6 niranjan tate kichhi jana nahin mukesh tharu tk 6
Bjp💯
Alajuka bjd mla
Tendara. Kahaki. Dei thillu
Genda dala harilathu pagala kukura vali hauchanti
Emiti debates haunthila
Bjp
Bjd aitha khauchhe bjp
BJD kahi ki Tamil thikadar ku pipe line basaee ba ku tender Kari chhi pujhari babu nku prasanna pachariba ku anurodh.
OR news kou company ra babu..tunguru bholo
Otv🐕
kharap bhasa kahibaku echa hauchi Bala nku.. khal khal😅
Bhasan re bjp ku hareiba ta kasta kama re nuhe
Michua ta aji janke kn karuthile appna
Niranjan paka galua.
Tumar life re bjp government lower suktel dam gute kre prba kai. Mecha kahe kre government ke asecha
Chu kit kit kit kit 😂😂😂😂
Kela khai bu nira
Au mg andha bhakta pura bharti heichanti
Mukesh Bala loka te
Bjd. Magiha
Nn budhi madalagabarta
Pani kebe khalakhalua thila
Apana hastey jihwa chhedi xxx rest you fill up.
Pachare madua basichi
N tame kana karu thila
Bjp ra guha kha re
No doubt, in odisha sure BJD will come in next time
@@sambalpurimahujharan3898Right. Next election ku bjd ra chinha barna haji jiba. Aeta ta trailer thila. Pura film baki achi next thara ku.
Niranjan babu tamey para 24barsa hela jala sechana karuchha, ahuri baki rahigala kemiti? New sarakara 1 masa heichhi ekathhara behipakeichhana? Agey a prasna raa uttara rakha.
Aita ki Bala Katha ki
Bala news channel
Super
Bjp 💯
Bjp💯
Bjp💯
Bjp💯
ଖଲ ଖଲ ନୁହେଁ ନିରଞ୍ଜନ ର ଗଲ ଗଲ ହେଉଚି 😄😄😄