ଭୟଙ୍କର ହେବ ଇସ୍ରାଏଲ-ଇରାନ ଯୁଦ୍ଧ | Odisha Reporter

Поділитися
Вставка
  • Опубліковано 8 вер 2024
  • ହମାସ ମୁଖ୍ୟ ଇସମାଇଲ ହାନିଏ ଓରଫ ଇସମାଇଲ ହାନିଆଙ୍କ ହତ୍ୟା ପରେ ଇସ୍ରାଏଲ ଓ ଇରାନ ମଧ୍ୟରେ ସିଧାସଳଖ ଯୁଦ୍ଧ ହେବାର ଆଶଙ୍କା ସୃଷ୍ଟି ହୋଇଛି । ନିଜ ଦେଶ ଭିତରେ ପଶି ହମାସ ମୁଖ୍ୟଙ୍କୁ ଇସ୍ରାଏଲ ହତ୍ୟା କରିବା ପରେ ପ୍ରତିକ୍ରିୟାଶୀଳ ହୋଇପଡ଼ିଛି ଇରାନ । ଏମିତିକି ଇସ୍ରାଏଲ ବିରୋଧରେ ଯୁଦ୍ଧ ଡାକରା ଦେଇଛି । ତେବେ ଏହି ସ୍ଥିତି ଉପରେ ବୈଦେଶିକ ବିଶେଷଜ୍ଞ କଣ କହୁଛନ୍ତି ଶୁଣନ୍ତୁ ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #iran #Israel #hamas #foreignaffairsanalyst

КОМЕНТАРІ • 6

  • @jayhind6187
    @jayhind6187 Місяць тому +2

    ହଉ ଯୁଦ୍ଧ ଟା ଯୁଦ୍ଧ ଭଳିଆ
    ଠୁସ୍‌ ଠାସ୍ କଣ ?

  • @friendrejoicehappyness
    @friendrejoicehappyness Місяць тому

    Armagadon Bhavisyawani Bible Rey agaru sabu already predicted

  • @jagannathbarik1882
    @jagannathbarik1882 Місяць тому +1

    Kichhi heba ni

  • @bimalendu4628
    @bimalendu4628 Місяць тому

    0:15 israel ra kichhi habani apanankara analysis re kichhi nua nanhin