ପୁଣି ଭିଡିଓ ଜାରି କରି ନିଜର ଦୁଃଖ ପ୍ରକାଶ କଲେ ଡିମ୍ପଲ

Поділитися
Вставка
  • Опубліковано 27 вер 2024

КОМЕНТАРІ • 866

  • @bhumijsahoo4737
    @bhumijsahoo4737 2 роки тому +521

    କ'ଣ ମିଳିବ ଏମିତି ସ୍ବାମୀ ପାଖରେ ରହି। ଯେଉଁ ସ୍ବାମୀ ପାଖରେ ସ୍ତ୍ରୀ ପାଇଁ ଭଲପାଇବା , ସମ୍ମାନ ସ୍ନେହ ଶ୍ରଦ୍ଧା ନାହିଁ। ତାଠାରୁ ୧୦୦ ଗୁଣ ଅଧିକ ଭଲ ସାରା ଜୀବନ ଅବିବାହିତ ରହିବା। ତେଣୁ ମୁଁ ଗୋଟେ ଭାଇ ହେଇ କହୁଛି ନିଜର ଆତ୍ମ ବିଶ୍ବାସ ଜାରି ରଖ ଓ ନିଜକୁ ସ୍ବାବଲମ୍ବୀ କରାଅ।ସମୟ କୁ ଅପେକ୍ଷା କର ସବୁ ଠିକ୍ ହେବ, ସତ୍ୟ କୁ ଆମକୁ ମାନି ବାକୁ ହେବ ସେ ଆମକୁ କଷ୍ଟ ଦେଉ ବା ସୁଖ। ଏମିତି ନିଜର self respect ହରାଅନି ।

    • @roshnipanda1250
      @roshnipanda1250 2 роки тому +22

      Exactly Bhaii...thik katha kahichanti....
      Bt dimple kn pni bujhunahanti😐
      Sumit doesn't love her😐 if he do then he will never leave her😑😒

    • @ranjitasukla5300
      @ranjitasukla5300 2 роки тому +13

      Right

    • @kabupradhan2196
      @kabupradhan2196 2 роки тому +12

      Right

    • @rd-el5qf
      @rd-el5qf 2 роки тому +19

      Right bro.. Emitika sawami pachhare kain a bhauni padichhanti kjani .. Emitika bibek hina sawrthabaadi manisha a duniya re achhanti... Chhi

    • @jyotsna11
      @jyotsna11 2 роки тому +22

      Laguchi apan sabu America re rahuchanti jauthiki jadi gote jhia Saha jahabi kara sane augote khojidianti na hele ekla ruhanti au tanka ejat au society ku kichi chinta na tha .kan bhai ei sabu dialog nija bhauni kubi maribe jadi ta sahita Kehi amiti mrg kari bahar karidia tahele taku karibe saman katha chadantu amiti dialog mari ba loko nija chada kaha ku bi bhala panti nahi.a sabu jadi appan ka Saha haba tahele kasta bujhibe.

  • @ranjitpattanaik5340
    @ranjitpattanaik5340 2 роки тому +112

    ସ୍ଵାମିସ୍ତ୍ରୀ ମିଳନ ଏକ ଭଲ ପାଇବା ଓ ବିଶ୍ୱାସରବନ୍ଧନ । ଯେଉଁଠି ତାହା ନାହିଁ ସେଠି ମୂଲ୍ୟ ନାହିଁ । ମୋ ମତରେ ସ୍ୱାବଲମ୍ବି ହୁଅ। ନିଜ ଗୋଡ଼ରେ ନିଜେ ଠିଆ ହୁଅ। ଖୁସିରେ ରୁହ କାହା ଅଧିନରେ ରୁହନ୍ତୁନି । ନିଜ ଜୀବନର ପ୍ରତି ମୁହୁର୍ତ୍ତ କୁ ଖୁସିରେ ଉପଭୋଗ କର ।

  • @singwithharipriyapadhi6827
    @singwithharipriyapadhi6827 2 роки тому +28

    ଝିଅ ହୋଇ ଜନ୍ମ ହେବା ବିରାଟ ଜଳ ନାରୀଏଠି ସୁରକ୍ଷିତ ନୁହେଁ ପୁଲିସ ନାଟର ଗୋବର୍ଦ୍ଧନ😭😭😭🙏😭😭😭💯

  • @dhananjaym8
    @dhananjaym8 2 роки тому +66

    ନାରୀ ଜିତିଛି ଆଉ ଆଗକୁ ବି ଜିତିବ 🙏🙏🙏

  • @dravaranibal590
    @dravaranibal590 2 роки тому +257

    ଏଠି କିଛି ହେବନି। ସେ ବଦମାସ୍ ତୁମକୁ ଏତେ ହିନସ୍ଥା କଲାଣି ଭାବିନିଅ ସେ road accident ରେ ମରିଗଲା। ସେ କୁକୁର ପାଇଁ ଆଉ କାନ୍ଦନା

    • @somu-bk1sq
      @somu-bk1sq 2 роки тому +1

      Hmm bhabidio corona re ecmo treatment chalirhila but marigola ...

    • @lambodarmajhi1913
      @lambodarmajhi1913 2 роки тому

      Ok

    • @trptoneaboveall7627
      @trptoneaboveall7627 2 роки тому +2

      @@somu-bk1sq ତୋର ସେଟା ଭାବନା ନା ରଚନା ବେ

    • @somu-bk1sq
      @somu-bk1sq 2 роки тому +2

      @@trptoneaboveall7627 behaviour thik karantu..

  • @sambitkumar4807
    @sambitkumar4807 2 роки тому +168

    ଏ ରାଜ୍ୟରେ ରେ କି ନ୍ୟାୟ କେଜାଣି ନାରୀଙ୍କୁ ନ୍ୟାୟ କଣ ମିଳିବନି ଆରେ ଓଡିଶା ବାସି ମମିତା କୁ ତ ନ୍ୟାୟ ଦେଇପାରିଲାଣି ଇଏ ତ ବଞ୍ଚିଛି କମସେକମ ୟାକୁ ତ ନ୍ୟାୟ ଦିଅ.. ଚୋର ସରକାର ଚୋର ପୋଲିସ 😡

  • @waterlife2998
    @waterlife2998 2 роки тому +80

    ଝିଅ ଇଏ ହଉଛି କଳିଯୁଗ. ଅଧର୍ମ ଏବ ଜାୟେତ. ଯେତେ ଅନ୍ୟାୟ. ତାହାର ହିଁ ଜୟ ହେଉଛି

    • @AnitaAnita-ij7ih
      @AnitaAnita-ij7ih 2 роки тому +1

      ଦଗାବାଜ ସେଇଟା

    • @AnitaAnita-ij7ih
      @AnitaAnita-ij7ih 2 роки тому

      ଧର୍ମ ତାକୁ ଉଚିତ୍ ସାଶତି ଦବ

    • @rabindrabagal1951
      @rabindrabagal1951 2 роки тому

      ଆରେ ଅଧର୍ମ ନାହିଁ ଧର୍ମ ଖେଳୁଛି ମହାମାରୀ ରୂପରେ ଆଉ ବେଶିଦିନ ନୁହେଁ ଏଥର ଓଡ଼ିଶାରେ ଖେଳିବ ସମୟ ଆସିଗଲାଣି ସେଥିପାଇଁ ସେ ନୁଆଁ ରୂପ ଧାରଣ କରିଛି

  • @chitrasenasamal1116
    @chitrasenasamal1116 2 роки тому +7

    aska police kharap
    balisra medical staff kharap
    prasasana kharap
    b n pur thana staff kharap
    s p sir kharap
    Ganjam collector kharap
    mahila thana kharap.
    judge kharap
    sumit kharap
    sasura kharap
    sasu kharap....... samaste kharap tume khali bhala.
    nija bhul ku bujha.anyara heart jitiba ku chesta kara.kaunasi kanoon love deiparibenahi. paisa miliba kintu sneha milibani bhauni media wala TRP pain jhagada badheibe.kintu apanankara kichhi faida hebani

  • @ganeshguru6673
    @ganeshguru6673 2 роки тому +9

    Docter housband ta chhadibaku ichha heu nathiba .
    Ordinary boy heithile case darkar hei nathanta .

  • @srath1477
    @srath1477 2 роки тому +12

    Argus please Stop broadcasting this drama girl . Enough is enough . Otherwise we may unsubscribe this channel .

  • @saraswatidas7849
    @saraswatidas7849 2 роки тому +18

    ତମେକଣ ଵୁଝୀପାରୁନସେତମକୁ। ଭଲପାଉନ ନାହିଁ ଅଯଥାରେକାହିକି ଏମିତି ଖରାପ ଲୋକ ପାଇଁ ଲୁହ ଗଡାଉଛ

    • @manmathchhualsingh6637
      @manmathchhualsingh6637 2 роки тому +3

      Doctor husband taa naa ,yaa lobha chhaduni
      Sethipain iye nija batare jauni, jemiti hele godei godeik seithi jhuliba

  • @mahendradeheri6879
    @mahendradeheri6879 2 роки тому +30

    ନାରୀ କେତେ ସୁରକ୍ଷିତ ଆମ ଓଡ଼ିଶାରେ ଏଇ ସବୁ କଥା ରୁ ବେଶ ଜଣାପଡ଼େ। ଲାଗି ରହ ସମୟ ଆସିଲେ ସବୁ ଠିକ୍ ଠାକ୍ ହୋଇ ପାରିବ।

  • @jagannathdash1015
    @jagannathdash1015 2 роки тому +20

    ନେତା ମାନେ ଟିକେ ସାହାଯ୍ୟ ପାଇଁ ଆଗେଇ ଆସନ୍ତୁ

  • @cutiemunu2090
    @cutiemunu2090 2 роки тому +24

    ଭଉଣୀ ଏ ପୋଲିସ ମାନେ ତମ ରୁମ୍ ଭିତରକୁ କାହିଁକି ଜାଉଛନ୍ତି ତାଙ୍କୁ ମନା କର ସେମାନଙ୍କ ଉପରେ ଭରସା ନାହିଁ ସେମାନେ କିଛି ଵି କରି ପାରନ୍ତି

  • @bahanbishoyi5578
    @bahanbishoyi5578 2 роки тому +18

    ପ୍ରମିଳା ମାକୁ କହି ଜର୍ଜ ଓ ତମ ଓକିଲକୁ କହି ସବୁ ଗନ ମାଧ୍ୟମରେ ଦେଖିଲା ପରେ ଜର୍ଜ କଣ ରାୟ ନେଉଛନ୍ତି ପଚାର ସେ ଡକ୍ଟର ବାଲିଶୀର ଯାଉ ନଥିଲା ସେ ଇଞ୍ଚର୍ଜକୁ ପଚାର at nes ତାରhoithila na Nahi ଏଥିରୁ ଶାସନ କର୍ତ୍ତା ଓ ପ୍ରଶାସନ ଦୁର୍ବଳତା ପରିଲିଖିତ ହେଉଛି

  • @pradipkumarjena1685
    @pradipkumarjena1685 2 роки тому +33

    ଏକା ବଂଚିବା ଶିଖ ଏକଲା ଲଢ଼ କିନ୍ତୁ ଏ ଭଳି କାପୁରୁଷ ସ୍ୱାମୀ ପାଖରେ ରହିବା ବି ଭୁଲ

  • @udayamoharana9227
    @udayamoharana9227 2 роки тому +6

    ଆପଣ ଓଭର୍ ସ୍ମାଟ୍ ବହୁତ୍ ସେଥିପାଇଁ ଆପଣ ଭୋଗୁଛନ୍ତୀ

  • @manmathchhualsingh6637
    @manmathchhualsingh6637 2 роки тому +6

    Social media aau bikaau media ku jou astra karicha tume , kebal beizzat heba loka mazaa utheibe

  • @mahapatrastudiocameragraph2769
    @mahapatrastudiocameragraph2769 2 роки тому +24

    ଓଡ଼ିଶା ରେ ସମ୍ବିଧାନ ନାହିଁ, ସରକାର ଯାହାର ସମ୍ବିଧାନ ତାର ।

  • @shovashreepanda8867
    @shovashreepanda8867 2 роки тому +4

    ଯିଏ ତୁମକୁ ଭଲ ପାଉନି ତୁମେ ବି ତାକୁ ଭୁଲି ଯାଅ । ଜୀଵନ ରେ ଏମିତି ବହୁତ faltu ଲୋକ ମିଳିବେ । ତାଙ୍କ ପାଇଁ ନିଜ ଜୀବନ ଓ ସମୟ ନଷ୍ଟ ନକରି ତାକୁ ନିଜର ଶକ୍ତି ବନାଇ ଆଗକୁ ବଢ଼। ପ୍ରଥମେ ନିଜ ଗୋଡ଼ ରେ ଠିଆ ହୁଅ । ଟଙ୍କା ଆଗରେ ସବୁ ପୋଲିସ କୁତ୍ତା । ଏଠି କିଛି ନ୍ୟାୟ ମିଳିବନି ତୁମକୁ । ସୁମିତ ପରି ଗୋଟାଏ କାପୁରୁଷ କୁ ଭଲ ପାଇବା ତୁମର ଭୁଲ ବୋଲି ନିଜକୁ ବୁଝାଇ ଦିଅ ।

  • @pabitraswain1399
    @pabitraswain1399 2 роки тому +13

    ଜେ ପର୍ଯ୍ୟନ୍ତ ବଂଚି ଥିବ କେହି ପାଖ ମାଡିବେନି ଆଉ ମଲା ପରେ ପାଖ ଛାଡି ବେନି ଏଇଟା ତ ଆମ ଲୋକମାନଙ୍କ ର ଅଭ୍ୟାସ ବଂଚି ଥିବା ଲୋକ ପାଇଁ ଆମସମ୍ବିଧାନରେ ନ୍ୟାୟ ନାହିଁ ଆମ ଆଇନ୍ କାନୁନ୍ କୁ କେବଳ ଜଗନ୍ନାଥ ସାହା

  • @dibya63
    @dibya63 2 роки тому +11

    Justice for ତପସ୍ୱିନୀ

  • @mragrncy9144
    @mragrncy9144 2 роки тому +7

    You are saying that the law will be in your favour only. You are wrong, law will treat equal to all. Your husband has right to survive.

  • @railwaystudies3236
    @railwaystudies3236 2 роки тому +28

    You are right sister.

  • @swagatswain3935
    @swagatswain3935 2 роки тому +7

    Tate bi court kahithile sakhi center jibaku ta tu abamanana kemity kalu useless lady

  • @ranjanbehera355
    @ranjanbehera355 2 роки тому +7

    Tame Khali samastanka na re complaint deipara Tamar kichhi vul nai

  • @pgayatrirout2326
    @pgayatrirout2326 2 роки тому +31

    Dharma andha nuhe. Wait... 👍

  • @spokenenglishwithsumatiajo5049
    @spokenenglishwithsumatiajo5049 2 роки тому +25

    Dear sis actually ତୁମେ ଏତେ ଅପଦସ୍ତ ହେଇ ସାରିଛ ଏବଂ ଏକ heart broken situation ରେ ଅଛ କାଳେ suicide କରିଦେବ ତେଣୁ ଜଗୁଛନ୍ତି।don't worry... ତୁମେ ଅନେକ ସମୟ ନଷ୍ଟ କରି ସାରିଲଣି ଏବେ ଏସବୁ ରୁ କ୍ଷାନ୍ତ ହୁଅ...ପାଠ ପଢି ନିଜର ହୃତ ସମ୍ମାନ ଫେରି ପାଇବାକୁ ଚେଷ୍ଟା କର।ଈଶ୍ୱର ତୁମ ସହ ହୋଇ ଥିବା ଅନ୍ୟାୟ ର ଉଚିତ୍ ଶାସ୍ତି ଉଚିତ୍ ସମୟ ଆସିଲେ ନିଶ୍ଚୟ ଦେବେ।

  • @sunilkumarpatnaik6953
    @sunilkumarpatnaik6953 2 роки тому +17

    International Women's Rights Commission nku complaint lodge karantu. Odisha raa Mahila Commission members sabu ...Powder...Lipsticks. .rey busy.

  • @sasmitarout2215
    @sasmitarout2215 2 роки тому +5

    ପୋଲିସ କିଛି କରିବନି, ପଇସା ଵାଲା ଲୋକ ପାଖରେ ପେଟେଇବେ,ଏ ଭଳି ଶାଶୁ ଘରକୁ ଯାଇକି କଣ ମିଳିବ, ଯେତିକି ହେଇଛି ସେ ପୁଅ ବି ଆଉ ବାହା ହେଇପାରିବନି, ଏବେ ନିଜ ଲଢେଇରୁ ଓହୁରିଯାଅ,ଆଉ ଏ ସବୁ ଝାମେଲା ରୁ ଦୁରେଇ ଭଲରେ ରୁହ,

  • @hemantakumarmohanty849
    @hemantakumarmohanty849 2 роки тому +5

    ସୁମିତ ଙ୍କୁ ଚାକିରୀ ରୁ ବହିଷ୍କାର କରାଯାଉ ।

  • @tiriababu2089
    @tiriababu2089 2 роки тому +4

    ଯେଉଁ ସମ୍ପର୍କ ରେ ସ୍ୱାମୀ ଙ୍କ ର ସ୍ତ୍ରୀ ପ୍ରତି ସ୍ନେହ, ପ୍ରେମ, ଭଲ ପାଇବା ନାହିଁ... ସେଇ ପ୍ରେମ, ଭଲ ପାଇବା ତାଙ୍କ ଠାରୁ ଲାଗୁଛି ଯେତେ ଖୋଜିଲେ ବି ତମ କୁ ମିଳିବନି ... ତେଣୁ ପାରୁଛ ଯଦି ମନ କୁ ବୁଝେଇ ଏକା ରହିବା ହିଁ ଭଲ.....

  • @sarbeswarjena4543
    @sarbeswarjena4543 2 роки тому +3

    Tome jhia manank pai to khali court
    Tike luho godei dobo
    Tapore Police asi puo ro full family ku jail re purei dobo.
    I salute this system

  • @saikatbohidar7745
    @saikatbohidar7745 2 роки тому +31

    Dear Tapaswani, you can not make a family by force. They have no liking for you So better take divorce & get a job, start a new life.

    • @kabupradhan2196
      @kabupradhan2196 2 роки тому +1

      Right.

    • @jiteshbehera6752
      @jiteshbehera6752 2 роки тому +3

      Tara okat nahi job karibara aithu tada khaile au gote sumit khojiba nahele mali sahi jiba

    • @pujaagarwal8162
      @pujaagarwal8162 2 роки тому +1

      It's right. And if u right sister than Dr. Sumeet should be punished. Don't waste ur time like this. If u r asking help than say govt. to give u a suitable job as per ur qualifications.

    • @satyajitsingh1167
      @satyajitsingh1167 2 роки тому

      Very rightly said

    • @jiteshbehera6752
      @jiteshbehera6752 2 роки тому +1

      @@techfighterz8778 kain jau mane ias oas bank po ssc cgl railway paichanti tanku kn govt job daichi ki🤣

  • @ratanchandsenapatty10
    @ratanchandsenapatty10 2 роки тому +5

    ଆଉ ଅଧିକ ଗପ ନି ବାପ ଘରେ ଯାଇ ରୁହ case ସରିବା ପର୍ଯ୍ଯଂତ ାଥରେ ଯାଇଥିଲ ଗୋଟିଏ case ଦେଇଥିଲ ାଆଉ ଯାଇ ୭ ଟା case ଦେବ ନା କ'ଣ ାସମସ୍ତଂକ ଉପରେ ଅଭିଯୋଗ ଆଣୁଛ ା ଏମିତିକି police ଭାଇ ଓ ଭଉଣୀ, ଯେଉଁମାନେ ଦିନ ରାତି ପଡ଼ି ରହି ତମ କୁ ଜଗିଛଂତି ାାଏପରି ମାନସିକ ସଂତୁଳନ ଠିକ୍ ନଥିବା ଲୋକ ପାଖରେ ରହିବା ଜୀବନ ପ୍ରତି ବିପଦ ା

  • @susantakumarmantry9856
    @susantakumarmantry9856 2 роки тому +7

    Tote protection darkar boli kahuthilu miluchhi phir problem. Tu para adult hoichhu nijaku nije handle kar

  • @luckyparida1377
    @luckyparida1377 2 роки тому +3

    Thik heichi.. Kahaku jabardasti karibar punishment paibu

  • @LoneSoul157
    @LoneSoul157 2 роки тому +4

    Govt accommodation chadiki nija gharku jaa, police to pachare padibani after that. Police jothi ghara arrange karichi to Pai, sethi jadi zid re rahibu swami gala pare semane bhi ta Nazar rakhibe. Tu bulibaku Gale Tate Police protection deba Pai thodi order heichi. Vip ta tu.

  • @sabyasachibehera2823
    @sabyasachibehera2823 2 роки тому +6

    Tame alaga hai rahunha...police kanhi protection daba. Tama ra kn ghara nahi ki. Jaa saethi rahi ladhiba. Police ra ahuri bi kichi kama achi. Cout timeing sarijaichi.

  • @Banitabag3177
    @Banitabag3177 2 роки тому +10

    Dear sister leave that man..he doesn't deserve u.

  • @sanjeetmunda5192
    @sanjeetmunda5192 2 роки тому +4

    ଦୁନିଆ ଖରାଫ ନା ଆମେ ଖରାଫ ଏମିତି ସବୁ କାହିକି ହୁଏ

  • @binodtiger5649
    @binodtiger5649 2 роки тому +3

    ତମକୁ କଣ ଏ ଲୋକ ସ୍ତ୍ରୀ ର ସୁଖ ଦେଇପାରିବ କେବେ ନୁହେଁ ତମେ ଆଉ ୟା ପଛରେ ଗୋଡାଅ ନାହିଁ 😭🙏🏿🙏🏿🙏🏿

  • @nirakarrout8260
    @nirakarrout8260 2 роки тому +3

    ଝିଅ ।ଏମିତିକା କାପୁରୁଷ ଟାକୁ କେମିତି ଭଲ ପାଇଗଲା , ଡାକ୍ତର ହେଇ ଅନ୍ଧ ବିଶ୍ଵାସ ଭିତରେ ବଞ୍ଚୁଥିବା ମଣିଷ ପାଖରୁ ତମେ ଆଉ କ'ଣ ଆଶା କରୁଛ ,ପାଠ ପଢିଛ ସ୍ୱାବଲମ୍ବୀ ହୁଅ ଗୋଇଠା ମାର ତାର ସ୍ୱାମୀ ପଣିଆକୁ

  • @gayatrigandha9822
    @gayatrigandha9822 2 роки тому +11

    Se sumit aau kou jhia sahita relation re achhi,jatha sigrah taku khojiki bahar karantu aau arest karantu.aau gote katha se jou jhia sahita relation re achhi se jhia kahuchhi jadi se tapashwini ku rakhiba tahele se case kariba sumit nare,pila epate bi phasijauchhi,aau se jhiaku chhadile se pate bi phasiba.gote barsa stree ku chhadi se kana ekutia achhi , se aau gote jhia sahita relation re achhi, tapashwini ku divorce dei taku baha heithanta se semiti bhabithila , kintu tapashwini dharana re basibaaru sabu olat palat heigala

  • @harishchbhadra7489
    @harishchbhadra7489 2 роки тому +3

    Kotipati ghaita paeche chadi paruni 😂 keep it up 👍

  • @arbindgupta3911
    @arbindgupta3911 2 роки тому +5

    Band karo yar ye news

  • @susantakumarsethi6020
    @susantakumarsethi6020 2 роки тому +9

    Continue your fight 👍👍👍

  • @LoneSoul157
    @LoneSoul157 2 роки тому +8

    Argus news...get a life please..stop highlighting this useless matter... Husband wife matter court re solve karantu.. if u r a responsible media channel please focus on bigger issues of the state. Not on this footage seeking woman

  • @pramodinisamantaray6233
    @pramodinisamantaray6233 2 роки тому +15

    You're example for others, so extremely proud of you, l salute you

  • @madhusmitabiswal8411
    @madhusmitabiswal8411 2 роки тому +7

    ଓଡ଼ିଶାର ପୋଲିସ ର କିଛି କାମ ନାହିଁ ତ ତୋରି କଥାରେ ଉଠ ବସ ହଉଥିବେ।

  • @gautamtechnical1782
    @gautamtechnical1782 2 роки тому +2

    ଏବେ ତ ମାତ୍ର ଆରମ୍ଭ ହେଲା
    ଆମ ଓଡିଶାରେ ଏମିତି ହୁଏ

  • @anudas311
    @anudas311 2 роки тому +6

    U r a strong girl 👍 God bless you❤

  • @jiyamishra7777
    @jiyamishra7777 2 роки тому +12

    ଇଏ ନବୀନ ସରକାର। ନାରୀକୁ ସମ୍ମାନ। ଛି ଛି ଲଜ୍ଜା।

  • @pradeepm8836
    @pradeepm8836 2 роки тому +7

    All drama why want to stay with this man. Pyar kalabelaku enjoy kalabelaku permission neithala ki?

  • @Ipsita115
    @Ipsita115 2 роки тому +2

    Wht a strong girl!!!! Hats off

  • @lawsimplified316
    @lawsimplified316 2 роки тому +16

    Dimple you have the potential
    U can do anything n everything
    Don't leave Sumit....he is the real culprit

  • @geetanjalipatra9519
    @geetanjalipatra9519 2 роки тому +30

    Develop self confidence and it is time to choose a suitable path to establish yourself .Life is full of pros and cons.It is wise to be self dependent.

    • @sadhana123
      @sadhana123 2 роки тому +5

      U r absolutely 💯 right madam , but her motto is only alligation intentionally to everyone. Love can't be achieved forcibly

    • @sadhana123
      @sadhana123 2 роки тому

      She is a cbi inspector

    • @sadhana123
      @sadhana123 2 роки тому +1

      Dharma ra heba jaya

    • @ssahu5635
      @ssahu5635 2 роки тому

      Right everyone has Problem in life

  • @nimaincharandas3773
    @nimaincharandas3773 2 роки тому +1

    ତୁମ ପ୍ରମିଳା ମା କୁଆଡେ ଗଲେ? ତୁମକୁ ଟିକେ ଲାଜ ଲାଗୁନି? ଯେଉଁ ସ୍ୱାମୀ ସ୍ୱାମୀ ହେଉଛ ସେ ତ ତୁମକୁ ସ୍ତ୍ରୀ ବୋଲି ମାନୁ ନାହାନ୍ତି. ତୁମେ ଯେତେବେଳେ ସେମାନଙ୍କ ନାମ ରେ ପୋଲିସ ରେ case କଲ ଟିକେ ଚିନ୍ତା କରିବାର ଥିଲା. ଏବେ ତୁମର ଅସଲ ଚେହେରା ଜଣା ପଡିଲା. ତୁମେ ଯେତେବେଳେ before marriage ଏକାଠି ରହୁଥିଲା, ସୁମିତ ର ବାପା ମା ଙ୍କୁ ପଚାରିଥିଲ କି? ଆହୁରି କଷ୍ଟ ପାଇବ. ତୁମ କର୍ମ ର ଫଳ ତୁମେ ଭୋଗୁଛ

  • @jshyamsamal5348
    @jshyamsamal5348 2 роки тому +3

    ସୁମୀ ତ୍ କୁ ଏ ମିତି ଯଦି ଛାଡ଼ି ଦିଆ ଯାଏ ତାହାହେଲେ ସେ ଆଉ ଗୋଟିଏ ଝିଅର ଜୀବନ ବର୍ ବାଦ୍ କରିଦେବ ଇମିତି କା ଜନ୍ତୁଟିଏ ମଣିଷ ସମାଜ ପାଇଁ ଗୋଟେ କଳଙ୍କ, ତେଣୁ ଏ ଜନ୍ତୁଟି ଏତିକି କଷ୍ଟରେ କଲବଲ ଛଟପଟ ହେବା ଦରକାର ଯେତିକି ତପସ୍ପିନି ହେଉଛନ୍ତି, ସୁମି ତ୍ କୁ ଯିଏ ଯୋଠି ପାଇଲା ଲାତ ଗୋଇଠା ହେବା ଦରକାର ଗୋଟେ ଝିଅ ଜୀବନ ସହ ଖେଳିବାର ମଜା

  • @Peace-il2tg
    @Peace-il2tg 2 роки тому +28

    Be strong girl!
    We are proud of you to stand for yourself!
    You just want your husband nothing else.
    But just give a thought on leaving that pathetic man and get your rights from in laws

  • @ratnakarpanda2769
    @ratnakarpanda2769 2 роки тому +16

    Now you really fighting for the justice to entire women in our male dominated society. Everyone is watching & waiting for the outcome of our judiciary when you are alone fighting against the atrocities. Keep patience and be more courageous and set an example to the entire society. Stay blessed always. Jai Jagannath.

  • @sushantakumarpradhan6758
    @sushantakumarpradhan6758 2 роки тому +6

    Stay with your parents one year more till divorce case is finalised .

  • @dactorsingh5867
    @dactorsingh5867 2 роки тому

    Tapaswini Madam you R Right fight korantu Life Time all public Tumo support re...

  • @kanhunahak6671
    @kanhunahak6671 2 роки тому +5

    Soon we will post you as MLA. Then you will handle all. We understand sister your pain.

  • @padmalochanbarik7863
    @padmalochanbarik7863 2 роки тому +21

    Mam ame apanka support re taku emiti sikhya dia jemiti yeibhali galua au kebe sahasa karibeni

  • @sorojjena7330
    @sorojjena7330 2 роки тому +1

    Omm

  • @mukeshsahoo7257
    @mukeshsahoo7257 2 роки тому +2

    Kn miliba emiti Swami pakhare rahiki better heba other option dekha sister

  • @SidharthaMunda-t6k
    @SidharthaMunda-t6k 2 місяці тому

    ଆଜିକାଲି ଭ‌ଉଣୀ ଟଙ୍କାତୀଲେ ଇଯ୍ଅଛି ଟଙ୍କାନତୀଲେ ଜିବନ ନାହିଁ ବିନାଟଙ୍କାରେକାମହୁଏନାହିଁ😂❤❤❤❤❤

  • @jyotishreearukha481
    @jyotishreearukha481 2 роки тому +1

    ଦିଦି ଆପଣଙ୍କୁ ତ ନ୍ୟାୟ ମିଳିବନି ....
    ନ୍ୟାୟର ଆଶା ଛାଡିଦିଅନ୍ତୁ
    କାରଣ ଝିଅମାନଙ୍କୁ କେବେ ନ୍ୟାୟ ମିଳିନି କି ଆପଣଙ୍କୁ ବି ମିଳିବନି
    ସମାଜରେ ଏବେ ବି ଲୋକ ଆପଣଙ୍କୁ ହିଁ ଦୋଷ ଦଉଥିବେ
    ଭଗବାନ କରନ୍ତୁ ଏତିକି ଦୁଃଖ ଲେଖାଥାଉ ଆପଣଙ୍କ ଭାଗ୍ୟରେ

  • @dibya63
    @dibya63 2 роки тому +2

    ତପସ୍ୱିନୀ is looking very cute

  • @haraprasadmahanta4657
    @haraprasadmahanta4657 2 роки тому +2

    କାହିଁକି ସେ ବେକାର ବାଳୁଙ୍ଗା ଟୋକା କୁ ଝୁରୁଛି, ତାକୁ ଛାଡି ନୂଆ ସାଥି ଗୋଟିଏ ଖୋଜ

  • @gandharbbiswal6649
    @gandharbbiswal6649 2 роки тому +1

    ସେ ମନ୍ତ୍ରୀଙ୍କ ପାଖ ଲୋକ ପ୍ରଶାସନ ତାଙ୍କ ହାତରେ ତମେ ଥକି ଯିବ । ଏ ଜୀବନ ୟଧ ରେ

  • @anilsundaray7449
    @anilsundaray7449 2 роки тому +1

    Dear sister you are a strong gril..💪 continue your fight.👍

  • @biswalsonakhibiswal9884
    @biswalsonakhibiswal9884 2 роки тому +8

    Athi nyao paiba bahut kasta 😒

  • @binayakmedicine222
    @binayakmedicine222 2 роки тому +2

    ତୁ ଭୁଲ୍ କରିଛୁ ସତ । କିନ୍ତୁ କଥା ଯେତେଦୂର ଯାଇଛି ତାକୁ ଜମା ଛାଡ଼ନି ଝିଅ । ତମେ ନିଶ୍ଚିତ ବିଜୟୀ ହୁଅ

  • @ihmbhubaneswar1973
    @ihmbhubaneswar1973 2 роки тому +14

    Protest haba darakar
    Dr family ku arest karajauu

  • @krittibandhupradhan4610
    @krittibandhupradhan4610 2 роки тому +2

    ଲାଟିନ ଗଲା ବଲେ କନ ପ୍ରୋଟେକ୍ସନ ?

  • @dharatripanda6095
    @dharatripanda6095 2 роки тому +4

    Aa re police Thik karuchanti....

  • @sushriratha2666
    @sushriratha2666 2 роки тому

    ଏଠି ଝିଅ ଟିଏ ନିର୍ଯ୍ୟାତନା ପାଏ । ତାକୁ ନ୍ୟାୟ ମିଳେନି । କାହିଁକି ନା ସେମାନେ ଧନୀ, କଳା ବଜାରୀ ବୋପାର ପୁଅ, ସେମାନଙ୍କ ପାଖରେ ଟଙ୍କା ଅଛି।ଆଉ କେତେବେଳେ ଧନୀ ବୋପାର ପୁଅ କୋଉ ଝିଅକୁ ବାହା ହୋଇ ତାକୁ ଛାଡି ଦେଲାଣି, ଝିଅ ଟିଏ ଲଢେଇ କରି ପାରେନି, କାହିଁକି ନା ସେମାନେ ଟଙ୍କା ବଳରେ ସମସ୍ତଙ୍କୁ କିଣି ଦିଅନ୍ତି ।ଆମର ଏଠି ସମସ୍ତେ ଝିଅ ଟିକୁ ଦୋଷ ଦିଅନ୍ତି।ଆମର ଏଠି ନ୍ୟାୟ ନାହିଁ । ଆଜି ଯଦି ଏ ଝିଅ ନ ଜିତିବ, ଏମିତି ଅନେକ ଝିଅ ନିର୍ଯ୍ୟାତନା ପାଇବେ,ଆଉ ଅନେକ ବଡ଼ ଲୋକ ର ଝିଅ ମାନଙ୍କ ସହିତ ଖେଳି ଚାଲିବେ,ଏ ପୁଅ ଟିକୁ ଗୋଡେଇ ଗୋଡେଇ ପିଟିବା ଦରକାର, ଝିଅ ଟିକୁ ନ୍ୟାୟ ଦେବା ଦରକାର ।

  • @trilochanapatra9847
    @trilochanapatra9847 2 роки тому +4

    Divorce dei nije service kara and khusire life katao....

  • @jyotsnabehera4149
    @jyotsnabehera4149 2 роки тому

    Be strong sister. We are with you.

  • @SR-jk4vp
    @SR-jk4vp 2 роки тому

    ଧର୍ଯ୍ୟ ରଖ sister ତମ husband ତମକୁ ନିଚୟ ନିଜର କରିବେ। ହୋଇ ପରେ ଅନ୍ୟ କେହି ତାଙ୍କ ଉପରେ ଚାପ ପକାଉ ଥିବେ । ସେଥି ପାଇଁ ସେ ତୁମ ଠୁ ଦୂରେଇ ରହୁଛନ୍ତି। ପ୍ରଭୁ ଜଗନ୍ନାଥ ଙ୍କ ଉପରେ ଭରସା ରଖ ସେ ତୁମ ଦୁଇ ଜଣ ଙ୍କୁ ଏକତ୍ର କରିବେ।

  • @prasantasahoo497
    @prasantasahoo497 2 роки тому +8

    Tame divorce kahin nauna sei katha kuha

    • @sadhana123
      @sadhana123 2 роки тому

      Good

    • @swambhu8200
      @swambhu8200 2 роки тому

      Tume kahinki ete chintita tanka divorce pain

  • @santashsahu5805
    @santashsahu5805 2 роки тому

    Plz justice dia didi ku, Argus news is bast

  • @himanshusekharnayak8309
    @himanshusekharnayak8309 2 роки тому +4

    It's really shame what you doing. Because just you are loosing your own dignity. Don't take it negative what I written above. It's real fact.

  • @simanchalguru2408
    @simanchalguru2408 2 роки тому +1

    Continue your great work

  • @quickpixies7
    @quickpixies7 2 роки тому +2

    Aaji CM program thila Hinjilicut re... IIC call receive kaleni mane kn se tanka duty thik se karuthibe hela but tme samastanku blame karucha sabubele... No doubt tme thik thai para but jetiki video send karucha sabu faltu hela... Nyaya anyaya court achi bichara kariba pai ... Jadi tme bichara kari parucha nyaya anyaya court kn pai jaucha???

  • @nilayabehera7022
    @nilayabehera7022 2 роки тому +8

    Tama advocate nka raya neiki kama kara

  • @sanjayswain5980
    @sanjayswain5980 2 роки тому +8

    Ta pakhare ruhani ....taku punishment nije dia. High amount demand Kara.. ...

  • @jalibadidancegroup7726
    @jalibadidancegroup7726 2 роки тому +1

    ନାରୀ ମାନଙ୍କ ନ୍ୟାୟ ଦେବା ପାଇଁ ଆଗେଇ ଆସୁଚ
    ଗୋଟିଏ ପୁରୁଷ ପାଇଁ ନୁହେଁ ରେ ଭଉଣୀ ସେହି ସଳାକୁ ଭୁଲିଜା

  • @ullashkhandual2670
    @ullashkhandual2670 2 роки тому +4

    Justice for dimple 🙏🙏🙏

  • @krittibandhupradhan4610
    @krittibandhupradhan4610 2 роки тому +1

    ସୁମିତ୍ vs ଦିମ୍ପଲ୍

  • @am9519
    @am9519 2 роки тому

    ଆରେ ଭଉଣୀ... ସେଇଟା ପରମ mg ଟା... ତୁମେ କଣ ଭାବୁଛ ତାକୁ ଏମିତି ଗୋଡେଇ ଜବରଦସ୍ତ ନିଜର କରିପାରିବ??? 🤔🤔🤔

  • @jyotsnaraun1760
    @jyotsnaraun1760 2 роки тому

    Good question

  • @kartikmuhani7317
    @kartikmuhani7317 2 роки тому +1

    Right didi

  • @satyajitsingh1167
    @satyajitsingh1167 2 роки тому +3

    This lady is doing good drama,why Argus news reporting such nuisance news.She is complaining against all ,husband and family,police , administration including CM and she is not understanding her husband is not accepting her .Instead of antagonizing all ,she should start a new life after getting all damages

  • @kishorkumarbhitiria323
    @kishorkumarbhitiria323 2 роки тому

    ଅନ୍ୟ ପିଛାରେ ଲାଗି ନିଜର ସମ୍ମାନ ହରାଅ ନାହିଁ।ଵରଂ ଲୋକ ତମକୁ ଖରାପ ଭାବିବା ଆରମ୍ଭ କଲେଣି।ଏକୁଟିଆ ବଞ୍ଚିବା ପାଇଁ ମାଇଣ୍ଡ ସେଟ କର।ଦୁନିଆରେ ଥରେ ଯିଏ ଯାଏ ଆଉ ଫେରେ ନାହିଁ।

  • @aabe1541
    @aabe1541 2 роки тому +9

    Dear Sister and Odisha media, Odisha has many many problems.please cover them tooo.this lady is just awful...she doesn't have her capability to solve her problems

  • @Daizy143
    @Daizy143 2 роки тому +12

    Tame dekhiba paien v ete sundar achha Dimple aau smart v achha , bhala guna v Tama bhitare achhi tame gote puo paien ete kasta nija ku kn paien daucha, se puo ta manisa v nuho amanisa guda ta family v thick nuho, faltu puo pachhare padi emiti nija ku aau kasta diani, Sumit thu bhala puo tamaku deserve karuchi, aau eyita bhala paiba nuho pagelami, bhala paiba both side ru thiba darkar hele sumit ku paisa wala jhhia darkar, aau tara kichhi nhi para buddhia, emiti loko saha rahile v life ta narka saha saman

  • @kshirodinimahananda6728
    @kshirodinimahananda6728 2 роки тому +7

    ଦିଦି ଧର୍ଯ୍ୟହରା ହୁଅନ୍ତୁ ନାହିଁ, ସମୟ କୁ ତା ବାଟରେ ଯିବାକୁ ଛାଡି ଦିଅ, ଦିନ ଆସିବ ସବୁକିଛି ଠିକ୍ ହୋଇଯିବ