ଆଜି (19.01.2025) ପ୍ରାତଃ ୪ ଟା ୨୫ ମିନିଟରେ ଦ୍ୱାରଫିଟା ସମ୍ପନ୍ନ ହେଲା | TODAY DWARAPHITA | JAY JAGANNATH TV

Поділитися
Вставка
  • Опубліковано 18 січ 2025

КОМЕНТАРІ • 298

  • @sumitraranidas
    @sumitraranidas 2 години тому +6

    ହେ କାଳିଆ ହେ ନୀଳମଣି ହେ ଚକାଆଖି ହେ ଦୀନବନ୍ଧୁ ଏ ଦୀନ ହୀନର ପ୍ରଣାମ ଗ୍ରହଣ କରିବା ହେଉ 🙏ଜୟ ଜଗନ୍ନାଥ 🙏ଜୟ ମା ମହାଲଷ୍ମୀ 🙏ଦୟାକର ଦୀନବନ୍ଧୁ ଶୁଭେଯାଉ ଆଜ ଦିନ 🙏

  • @babitapanigrahi528
    @babitapanigrahi528 Годину тому +3

    ହେ କୃପାସିନ୍ଧୁ ହେ ଦୀନବନ୍ଧୁ ଏ ଅଙ୍କିଚନ ର ଅନନ୍ତ କୋଟି ପ୍ରଣାମ ଗ୍ରହଣ କର। ସବୁ ବିପଦରୁ ରକ୍ଷା କର ପ୍ରଭୁ ଏ ଅଭାଗିନି ର ସହାୟ ହୁଅ ପ୍ରଭୁ।ଆମ ସମସ୍ତଙ୍କୁ ଭଲରେ ରଖ ପ୍ରଭୁ 🙏🙏🙏🙏🙏🙏🙏🙏🙏

  • @rabindradas3711
    @rabindradas3711 2 години тому +5

    ଜୟ ଜଗନ୍ନାଥ ପ୍ରଭୁ ତୁମରୀ ଦର୍ଶନ ରେ ଆମକୁ ଧନ୍ୟ ହେଉଛି ❤ ପ୍ରଭୁ ମୋର ଅନ୍ତର ବେଦନା ନାଶକ ହୁଅନ୍ତୁ ତୁମର ଚରଣ ତଳେ କୋଟି କୋଟି ପ୍ରଣାମ 🌹 ଜୟ ଜଗନ୍ନାଥ,🌹🙏🙏🙏🙏🌹

  • @pratapkumarsahoo5811
    @pratapkumarsahoo5811 3 години тому +8

    ଜୟ 🙏🏽ଶ୍ରୀ 🙏🏽ପ୍ରଭୁ 🙏🏽ଜଗନ୍ନାଥ 🙏🏽ପ୍ରଭୁ ❤️ଆଜି ❤️ଦିନଟି ❤️ତୁମରି ❤️ଦୟାରୁ ❤️ସବୁରୁ ❤️ମଙ୍ଗଳମୟ ❤️ହେଉ ❤️ଏତିକି ❤️ତୁମନିକଟରେ ❤️ପ୍ରାର୍ଥନା ❤️ଶୁଭ ❤️ସକାଳର ❤️ପ୍ରଣାମ ❤️ଘେନ ❤️ହେ ❤️ଚକାନୟନ ❤️ଜୟ ❤️ଜଗନ୍ନାଥ ❤️କାଳିଆ ❤️ସାଆନ୍ତ ❤️ନୀଳତନୁ ❤️ଚକାଡୋଳା ❤️ମହୋଦଧିକୁଳେ ❤️କଳ୍ପ ବତ ମୂଳେ ❤️ଲଗାଇଛ ❤️ଯେଉଁଲୀଳା ❤️ସେଲୀଳା ❤️ସେମହିମା ❤️ଦେବଅଗୋଚର ❤️କାହୁଁ ❤️ଜାଣିବେ ❤️ମାନବ ❤️ଯାହାଙ୍କ ❤️ମହିମା ❤️ଅନ୍ତ ❤️ନ ❤️ପାଆନ୍ତି ❤️କିଞ୍ଚିତରେ ❤️ବ୍ରହ୍ମା ❤️ଶିବ ❤️ମୁଁ ❤️ଯେ ❤️ପାମର ❤️ଦୁରାଚାର ❤️ନରକେ ❤️ନିବାସ ❤️ମୋହର ❤️ରଖିଲେ ❤️ରଖ ❤️ଜଗନ୍ନାଥ ❤️ଆଉ ❤️ନାହିଁ ❤️ରଖନ୍ତା ❤️ତୁମେ ❤️ନ ❤️ରଖିଲେ ❤️ଭାସିଲି ❤️ଶୁଣି ❤️ହୁଅ ❤️ଅଚିନ୍ତା ❤️ରତ୍ନ ❤️ସିଂହାସନେ ❤️ବସିଛ ❤️ପ୍ରଭୁ ❤️ଭୁଜ ❤️ମେଲେଇ ❤️ଦୁଇ ❤️ଭୁଜ ❤️ଟେକି ❤️ଆଶିଷ ❤️ଦିଅ ❤️ପ୍ରଭୁ ❤️ଜଗତର ❤️ଦୁଃଖ ❤️ଯାଉ ❤️ଦୁରେଇ ❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️

  • @SAROJINIDALAI-wi3iu
    @SAROJINIDALAI-wi3iu 2 години тому +5

    ଓଁ ନମଃ ଭଗବତେ ବାସୁଦେବାୟ ଓଁ ନମଃ ଭଗବତେ ବାସୁଦେବାୟ ଓଁ ନମଃ ଭଗବତେ ବାସୁଦେବାୟ ଓଁ ନମଃ ଭଗବତେ ବାସୁଦେବାୟ 🙏🙏🙏🙏🚩

  • @rinasahu7436
    @rinasahu7436 4 години тому +9

    ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ କି ଜୟ ମା ଲକ୍ଷ୍ମୀ ମା କି ଜୟ ଜୟ 🎉🎉🎉🎉🎉🎉🎉🎉❤❤❤❤❤❤❤❤

  • @surendranathnayak9319
    @surendranathnayak9319 3 години тому +5

    ଜୟ ମା ଲକ୍ଷ୍ମୀ ଜୟ ମା ଲକ୍ଷ୍ମୀ ମୋର ମନ ଖୁସି ନାହିଁ ବୋହୂ ପିଲାଟେ ମିଳୁନାହିଁ ପୁଅ ପାଇଁ ❤ ଜଗନ୍ନାଥ ଙ୍କୁ ମୋର କୋଟି କୋଟି ପ୍ରଣାମ।

  • @Pratapkumarmaharana2518
    @Pratapkumarmaharana2518 2 години тому +5

    ହେ ଜଗନ୍ମାତା ମହାଲକ୍ଷ୍ମୀ ହେ କମଳାକାନ୍ତ ଜଗତପିତା ଶ୍ରୀ ଜଗନ୍ନାଥ ମହାପ୍ରଭୁ ସକାଳର ଆରମ୍ଭରେ ଆପଣଙ୍କ ଦର୍ଶନ ପାଇ ଏ ଅକିଞ୍ଚନ ର ପାପ ନେତ୍ର ଧନ୍ୟ ହେଇଗଲା ମହାପ୍ରଭୁ, ଏତିକି କରୁଣା କରନ୍ତୁ ହେ କରୁଣାକର ଆପଣଙ୍କ ଅମୃତ ନାମ ରସ ପାନ କରି କରି ସାରା ଦିନ ବିତିଯାଉ ହେ ମହାବାହୁ 🙏🙏🙏🙏

  • @nabinbaisakha1454
    @nabinbaisakha1454 3 години тому +14

    ଜୟ ଜଗନ୍ନାଥ, ଶୁଭ ସକାଳ ରେ ଦ୍ୱାର ଫିଟା ନୀତି ଆରମ୍ଭ କରାଯାଇଛି ହେ ପ୍ରଭୁ ହେ ଭଗବାନ ହେ ନାରାୟନ ହେ ନୀଳଚକ୍ର ରେ ପତିତ ପାବନ ନାରାୟଣଙ୍କ ଦୟାରୁ ଅଧମ ଅକ୍ଷମ ତୁମରି ପାଦ ତଳେ ଦଣ୍ଡବତ ତୁମକୁ କୋଟି କୋଟି ପ୍ରଣାମ ଜଣାଉଛି ସାରା ଜଗତକୁ ଭଲରେ ରଖନ୍ତୁ ❤❤❤

  • @narayandalai9799
    @narayandalai9799 3 години тому +7

    ଜୟ 🚩🌿ଜଗନ୍ନାଥ🌿🚩 କାଳିଆ 🌿🚩ସାଆନ୍ତ 🌱🚩ନୀଳ 🌱🚩ତନୁ 🌱🚩ଚକା🌱🚩 ଡୋଳା🌿🚩 ମହୋଦଧି 🌿🚩କୂଳେ 🌱🚩କଳ୍ପବଟ 🌱🚩ମୂଳେ 🌱🚩ଲଗାଇଚ ଯେଉଁ 🚩🌿ଲୀଳା 🚩🌿ସେ 🚩🌿ଲୀଳା 🚩🌿ସେ 🌿🚩ମହିମା 🌱🚩ଦେବ 🌱🚩ଅଗୋଚର🌱🚩 କାହୁଁ🌱🚩 ଜାଣିବେ🌱🚩 ମାନବ🌿🌿 ଯାହାଙ୍କ🌱🌿 ମହିମା 🌱🚩ଅନ୍ତ🌱🚩 ନ 🌿🚩ପାଆନ୍ତି🌱🚩 କିଞ୍ଚିତ🌱🚩 ରେ 🌱🚩
    ବ୍ରହ୍ମା 🌿🚩ଶିବ 🌱🌿🙏🙏🙏

  • @ParvatiNayak-l6k
    @ParvatiNayak-l6k 3 години тому +7

    Om krushnya basudebya hareya parmatmane pranatha kleshanashay Govinday namo namah 🙏🙏😭🙏😭

  • @SuvamsrikantaBehera
    @SuvamsrikantaBehera 3 години тому +13

    ଜୟ ଶ୍ରୀ ଜଗନ୍ନାଥ ହେ ମଣିମା ତୁମକୁ ଦର୍ଶନ କରି ଆମେ ଧନ୍ୟ ହୋଇ ଗଲୁ ଆହା କି କି ସୁନ୍ଦର ପ୍ରଭୁ ତୁମର କଳା ବଦନ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ହରି ବୋଲ 🙏

  • @sureshsahoo4050
    @sureshsahoo4050 Годину тому +1

    ଓଁ ନମ୍ଃ ଭଗବତେ ବାସୁଦେବାୟ ଓଁ ନମ୍ଃ ଭଗବତେ ବାସୁଦେବାୟ ନମ୍ଃ ପ୍ରଭୁ ତୁମ୍ଭ ଚରଣରେ ମୋର କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🪷🪷🪷🪷🪷🪷🪔🪔🪔🪔🪔🪔🙏🙏🙏🙏🙏🙏

  • @renuka-e1n
    @renuka-e1n 2 години тому +5

    ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାପ୍ରଭୁ ତୁମେ ହିଁ ଭରଷା ⭕‼️⭕🙏🙏🙏🙏🙏🙏

  • @MamtaSingh-vc6kh
    @MamtaSingh-vc6kh 3 години тому +3

    Jai shree jagnnath mahaprabhu bhagwan ji 🙏🙏❤️ Jai maa laxmi ❤️🙏🙏🌷🌷🌷🌷🌷🌷🌷🌷🌷🌷🌷🌷

  • @indialover5007
    @indialover5007 2 години тому +3

    Jay shree Jagannatha swami ji maha prabhu Daya kar 🙏🙏🙏🙏🙏🙏🌺🌺🌺🌺🌺🙏🌺🙏🌺🙏🌺🙏🌺🙏🌺🙏🌺🙏

  • @archanasethi9637
    @archanasethi9637 2 години тому +3

    ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ହେ କାଳିଆ ସାଆନ୍ତ ଙ୍କୁ କୋଟି କୋଟି ପ୍ରଣାମ 🙏🙏 ଜୟ ଜଗନ୍ନାଥ ❤

  • @NiyatisahooNiyati
    @NiyatisahooNiyati 3 години тому +3

    🚩ପ୍ରଭୁ ପତିତପାବନ ନାରାୟଣ ଆପଣ ଙ୍କ 🪷ପୟର ରେ ଅନନ୍ତ କୋଟି 🪷🪷💕🌹👏👏

  • @rakeshghadei7888
    @rakeshghadei7888 2 години тому +1

    ଜୟ ଜଗନ୍ନାଥ ❤️ଜୟ ଜଗନ୍ନାଥ ❤️ପ୍ରଭୁ ଆଜି ଦିନଟି ❤️ସମସ୍ତଙ୍କର ❤️ମଙ୍ଗଳ ମୟ ❤️ହେଉ ❤️ପ୍ରଭୁ ❤️ଏତିକି ପ୍ରାଥନା ❤️ଜୟ ଜଗନ୍ନାଥ ପ୍ରଭୁ ❤️🙏🙏

  • @basudebabhoi4882
    @basudebabhoi4882 2 години тому +3

    ମହାପ୍ରଭୁ ଆପଣଙ୍କ ଶରଣରେ ପସିଲି। ଜୟ ଜଗନ୍ନାଥ

  • @narayandalai9799
    @narayandalai9799 3 години тому +6

    ହେ🌴🚩 ଜଗତର 🌴🚩ନାଥ🌴🚩 ଜଗନ୍ନାଥ 🚩🌴
    ହେ 🌴🚩ଜଗନ୍ନାଥ🌴🚩 ରଖିଲେ🌴🚩 ରଖ🌴🚩 ଜଗନ୍ନାଥ🌴🚩 ଆଉ 🌴🚩ନାହିଁ 🌴🚩ରଖନ୍ତା🌴🚩 ତୁମ୍ଭେ🌴🚩 ନ ରଖିଲେ 🌴🚩ଭାସିଲି🌴🚩 ଶୁଣି 🌴🚩ହୁଅ🌴🚩 ଅଚିନ୍ତା 🚩🌴🙏🙏🙏🇮🇳🇮🇳🇮🇳🇮🇳🌹🚩🌹🚩🌹🌴🇮🇳🌴🚩🌹🇮🇳🌴🚩🇮🇳🌴

  • @MithunJagadala-sr8cd
    @MithunJagadala-sr8cd 3 години тому +5

    ଜୟ ଜଗନ୍ନାଥ ⭕‼️⭕ପ୍ରଭୁ ତୁମେ ହିଁ ସହାଭରସା ତୁମ ଚରଣ ତଳେ ଆଶ୍ରୟ ନେଲି ଜଗା ବାବା 🙏🏻🙏🏻🙏🏻🙏🏻

  • @sadashivapati2989
    @sadashivapati2989 3 години тому +3

    ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @sarojuniSahoo
    @sarojuniSahoo 3 години тому +3

    Jai jagannath Swami 🙏🙏🙏❤️❤️❤️ Hari saranam 🙏🙏🙏❤️❤️❤️

  • @narayandalai9799
    @narayandalai9799 3 години тому +8

    ଜୟ🚩🌴 ଶ୍ରୀ 🚩🌴ଜଗନ୍ନାଥ🚩🌴 ସ୍ୱାମୀ🚩🌴 ନୟନ 🚩🌴ପଥ 🚩🌴ଗାମୀ🚩🌴 ଭବ 🚩🌴ତୁମେ 🙏🙏🙏

  • @sujatabehera6234
    @sujatabehera6234 2 години тому +2

    Jai shree jagannath swami Jai shree jagannath swami Jai shree jagannath swami Jai shree jagannath swami

  • @Dillip9853
    @Dillip9853 2 години тому +3

    Mo Prabhu 🙏🙏🙏

  • @puspanjalibehera4928
    @puspanjalibehera4928 3 години тому +3

    Jay Jagannath Swami Nayana patha Gami Bhava Tu Me Saha Bharasa 🙏🪔🌹🙏🪔🌹🙏🪔🌹🙏🪔🌹🙏🪔🌹🙏🪔🌹🙏🪔🌹🙏🪔🌹🙏🪔🌹🙏🪔🌹

  • @sangramparida1639
    @sangramparida1639 3 години тому +2

    Jay jagannath swami Prabhu nayan patha gami vaba tume 🙏⭕‼️⭕🙏

  • @padmajaeluri1169
    @padmajaeluri1169 2 години тому +2

    Radhe Krishna 👣 🌹 🙏 enni janmalu atti na nirantara mi paadha seva kavali prabhu 🥲🙏

  • @rabindragoud6623
    @rabindragoud6623 3 години тому +2

    Jay jagarnath Jay jagarnath Jay jagarnath Jay jagarnath parbu bogoban mongala hau parbu bogoban mongala hau parbu bogoban mongala hau 🙏🙏🙏🙏🙏🙏🌄🌄🌄🌄🌄🌄🪔🪔🪔🪔🪔🪔🪔🪔🪔🪔

  • @bhagyashreenayak9925
    @bhagyashreenayak9925 2 години тому +1

    Jaya jaya shree jagannath,jaya jaya maa maha laxmi🙏🙏🙏🥀🌷🌼🌻💐⭕❗⭕💐🌼🌻🥀🌷🙏🙏🙏

  • @Barsha68
    @Barsha68 3 години тому +2

    🌹🌹🌹🌹🌹🥥🥥🥥🥥🥥🛐🛐🛐🛐🛐❣️❣️❣️❣️❣️ Jay Jagannath Jay Jagannath Jay Shri Jagannath

  • @maheshachary6532
    @maheshachary6532 2 години тому +2

    🙏🚩🌺❤⭕‼️⭕ଜୟ ଜଗନ୍ନାଥ⭕‼️⭕❤🌺🚩🙏

  • @santoshbarik146
    @santoshbarik146 3 години тому +1

    Om Namo Bhagavate Vasudevaya
    Om Namo Bhagavate Vasudevaya
    Om Namo Bhagavate Vasudevaya

  • @prakashchandrapattnaik9214
    @prakashchandrapattnaik9214 3 години тому +2

    ଜୟ ଜଗନ୍ନାଥ 🙏🙏🙏💐💐💐❤️

  • @ganeshbehera1176
    @ganeshbehera1176 Годину тому

    Jay Jagannath Mahaprabhu 🙏🙏🙏🙏🙏 Krupa Karo Mahaprabhu 🙏🙏🙏🙏🙏🙏🙏 miracle kara Manima 🙏🙏🙏🙏🙏

  • @sarojsagarsarangi8810
    @sarojsagarsarangi8810 2 години тому

    ଜୟ ଶ୍ରୀ ଜଗନ୍ନାଥ 👏👏👏ଜୟ ମା ସୁଭଦ୍ରା 👏👏👏ଜୟ ଶ୍ରୀ ବଳ ଭଦ୍ର 👏👏👏👏

  • @ashalatamohapatra1560
    @ashalatamohapatra1560 2 години тому +2

    Jay jay shree jagannath Man̈iman̈karjay heu jay heu jay hèu

  • @mamatasatpathy9018
    @mamatasatpathy9018 2 години тому +6

    ଜୟ ଜୟ ଶ୍ରୀ ନୀଳାଚଳ ନିବାସ ୟ ନିତ୍ୟାୟ ପରମାତ୍ମା ନେ ବଳଭଦ୍ର ସୁଭଦ୍ରା ମାତା ଶ୍ରୀ ଜଗନ୍ନାଥ ୟତ୍ତେ ନମଃ ନମଃ ମହାପ୍ରଭୁ ଆପଣ ଙ୍କ ପ୍ରାତଃ ଦର୍ଶନ ପାଇଁ ଅହି ଜୀବନ ଧନ୍ୟ ହୋଇ ଯାଉଛି ମହାବାହୁ ଶ୍ରୀ ଚରଣ ତଳେ ଶତତଃ କୋଟି କୋଟି ପ୍ରଣିପାତ ମଣିମା ମହାବାହୁ ସର୍ବେ ଭାବନ୍ତୁ ସୌଖୀନ ସର୍ବେ ଭାବନ୍ତୁ ନିରାମୟ ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କ୍ଵଚିତ୍ ଦୁଖଃ ବା ଭାବେ 👏🌷👏🌷👏🌷👏🌷🤲🤲

    • @bnbiswal7914
      @bnbiswal7914 Годину тому +1

      ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ

  • @lovestoryforu9
    @lovestoryforu9 2 години тому

    ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଲକ୍ଷ୍ମୀ ମା ବିମଳା ❤❤❤❤ ପ୍ରଣାମ ଘେନ ମୋର ହେଁ ମଣିମା ❤❤❤❤❤ ଜୟ ଜଗନ୍ନାଥ ❤❤❤❤

  • @MadhavaB.C.S
    @MadhavaB.C.S Годину тому

    Jay Shree Radhe Jagannaatha Swami Nayaana Pathe Ghami Bhavatumeh 🔔🪔🪔🪔🪔🪔🪔🌹🌺🌺💐💐🙌🙌🌿🌿🌿🌿🌿🙏🙏🙏🙏🙏🙏🙏🙏🙏🙏🙏🙏 Hari Krishna Govinda Gopala Puri VasudevaValah Bhajeh Nanadhulala Jaya Jaya Devahari Hari Jaya Devahari 🔔🪔🪔🪔🪔🌹🌹🌹🌺💐🙌🌿🌿🌿🙏🙏🙏🙏🙏🙏🙏🙏🙏🙏🙏

  • @babitapanigrahi528
    @babitapanigrahi528 Годину тому

    ସକାଳ ପ୍ରଣାମ ଘେନ ହେ ଚକାନୟନ
    ତୁମ କରୁଣା ରୁ ବାକି ଯେତେ ଦିନ 🙏🙏🙏🙏

  • @basudevbehera5154
    @basudevbehera5154 56 хвилин тому

    ହେ ମହାବାହୁ ମଣିମା ହେ ଜଗତ ଠାକୁର ହେ ଗୋବିନ୍ଦ ଭାବଗ୍ରାହୀ ଦୀନବନ୍ଧୁ ପତିତପାବନ ନିଳାଦ୍ରୀ ବିହାରି ନମାମି ନମଃ ନମଃ ନମଃ ନମଃ🫱🫱🫱🫱🫱🫱।

  • @AnjaliSethy-wr8jj
    @AnjaliSethy-wr8jj 3 години тому +2

    Jay.jagannath🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @ParvatiNayak-l6k
    @ParvatiNayak-l6k 3 години тому +1

    Hare Krishna hare Krishna Krishna Krishna hare hare 🙏 hare rama hare rama rama rama hare hare 🙏🙏😭😭🙏

  • @lovinbiswal7775
    @lovinbiswal7775 2 години тому

    Jay shree Jagganath Swami 🙏 Nayan patha gami bhaba tume 🙏 Prabhu krupa kar maha bahu 🙏 Jai shree Lakshmi maa krupa kar maa 🙏🙏🙏🙏❤️❤️❤️❤️

  • @shyamsundarmahapatra65
    @shyamsundarmahapatra65 4 години тому +1

    ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏🪷🪷🪷

  • @AshutoshSwain-tm4pe
    @AshutoshSwain-tm4pe 2 години тому

    Jay jay shree Jagannath Swami Nayan patha gami bhab tume ⚫‼️⚫🙏🙏🙏🙏 he mahabahu tuma padatale koti koti pranam mahaprabhu ⭕‼️⭕🙏🙏🙏🙏❤❤⭕‼️⭕🙏🙏

  • @mamatanjalimishra4126
    @mamatanjalimishra4126 Годину тому

    Om Sree Chaturvujaya Namo❤❤❤

  • @ParvatiNayak-l6k
    @ParvatiNayak-l6k 4 години тому +1

    Jay jagannath swami Nayan patha gami bhaba tume 🙏🙏🙏

  • @susilkumarchampati218
    @susilkumarchampati218 2 години тому +1

    Baba ❤️ pranama ❤

  • @ABD-k8g2b
    @ABD-k8g2b 2 години тому +1

    Jai Mahaprabhu 🙏🌹

  • @REENADIGAL-jk3pc
    @REENADIGAL-jk3pc 44 хвилини тому

    Jagannath swami nayana patha gami bhaba tume prabhu subha sakala🙏🏻🙏🏻🙏🏻🙏🏻🙏🏻🙏🏻prabhu mate kichhi rasta dekhantu mu kemiti kulare lagiparibi🙌🏽🙌🏽🙌🏽🙌🏽🙌🏽apana nka bina help re mu kichhi kari paruni 🌿🌿🌿🌿🌿jay jagannath🚩🚩🚩🚩🚩🚩🌹🌹🌹🌹🌹🛐🛐🛐🛐🛐

  • @tkrishnaswamy6856
    @tkrishnaswamy6856 3 години тому +1

    ଜୟ ଜଗନ୍ନାଥ ପ୍ରଭୁ

  • @PinkiMahanty-so6yg
    @PinkiMahanty-so6yg 2 години тому +1

    kalia bada danda bada deula sihaduara baisipahacha swaragaduara arunastamba saradhabali nilachakra patitapabana pataka mahoodadhi bhai balaram maa subhadra kalia torana laxmi nku satakoti pranam mo garabhare baduyhiba pialaku bhala duniyaku ana bhala tikia dia he prabhu pada tale rakh kalia mo kalia suna pua

  • @shyamsundarmahapatra65
    @shyamsundarmahapatra65 4 години тому +1

    ଜୟ ଶ୍ରୀଜଗନ୍ନାଥ 🙏🙏🙏🪷🙏🙏🙏

  • @sureshjena-zp3cv
    @sureshjena-zp3cv 3 години тому +1

    Jay Jay shree jaganatha mahaprabhu kala thakura🦚 🌿🦚🌿🦚🌿🦚🥀💐🌺🌸🌷🌹🌻🍎🍌🥭🍊🥥🍏🍍🙏🙏🙏✋🤚🚩🚩🚩🚩🔱🔱🔱🔱🔱

  • @BasantaSahu-et9kc
    @BasantaSahu-et9kc 3 години тому +1

    Jay jayshri Jagannath o

  • @UrmilaBehera-v8h
    @UrmilaBehera-v8h 2 години тому

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ନମଃ ଭଗବତେ ବାସୁଦେବାୟ

  • @uttamkumarjena9223
    @uttamkumarjena9223 3 години тому +1

    Jay shri jagannath swami mahaprabhu ⭕‼️⭕🕉🕉🕉🌿🌿🌿🚩🚩🚩🔔🔔🔔🥥🥥🥥🥥🥥🥥🥭🥭🥭🌼🌼🌼🌸🌸🌸🌺🌺🌺🌷🌷🌷💐💐💐🪔🪔🪔🪔🪔🙏🙏🙏🙏🙏🙏🙏

  • @susantakumarsahoonice8313
    @susantakumarsahoonice8313 Годину тому

    Jay Jagannath 🙏🙏🙏
    Jay Jagannath 🙏🙏🙏
    Jay Jagannath 🙏🙏🙏
    Jay Jagannath 🙏🙏🙏
    Jay Jagannath 🙏🙏🙏

  • @gobindachpattanaikgobindac8048
    @gobindachpattanaikgobindac8048 2 години тому

    Jay jagannath Jay jagannath Jay jagannath 🙏🏼🙏🏼🙏🏼

  • @sagarnayak3822
    @sagarnayak3822 2 години тому +1

    Jay jagannatha Swami tuma charanare guhari kalia thhakura mote khyama Kari dia mo manasika Pura Kara pravu

  • @gouttammunda412
    @gouttammunda412 Годину тому

    Jay jagannath swami nayana pathgami bhaba tume bhaba tume. ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @sumitrarana1977
    @sumitrarana1977 3 години тому +1

    ❤❤ ଜୟ ଜଗନ୍ନାଥ ❤❤

  • @ChagalaPradhan-c9e
    @ChagalaPradhan-c9e 27 секунд тому

    Jay jagannath swami❤❤❤❤❤❤❤❤❤❤❤❤❤❤❤😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭

  • @rabiparadhan3929
    @rabiparadhan3929 3 години тому +1

    Jay Jagannath ❤❤❤

  • @jikofr7631
    @jikofr7631 2 години тому

    Jai Shri Jagannath Swami Nayan Patha Gami Bhaba Tume O !! O

  • @LaxmipriyaPatra-o2n
    @LaxmipriyaPatra-o2n 3 години тому +1

    Hari bol 🙏

  • @m.bhargav469
    @m.bhargav469 3 години тому +1

    Jay Jagannath 🙏 🙏 🙏

  • @dipakmuduli8288
    @dipakmuduli8288 Годину тому

    Jay jagnnath 🙏

  • @tulashabhatra9992
    @tulashabhatra9992 Годину тому

    Jay shree jagarnath

  • @subhasmitabasantia6660
    @subhasmitabasantia6660 Годину тому

    ❤❤❤prabhu❤❤❤

  • @THE_MILAN-96
    @THE_MILAN-96 2 години тому +1

    Jay Jagannath Swami nayana patha gami bhaba tume 🙏🙏🙏🙏❤️❤️❤️❤️❤️❤️❤️❤️❤️

  • @mangulumahanta6222
    @mangulumahanta6222 2 години тому +1

    Jai shree jagannath maha prabhu maa subhadre mu bada bhai balabhadre jagatara samastankara mangala karantu Dharma ra heu Jai papa ra heu kshya radhe radhe Prabhu ji

  • @UmakantaBehera-o1p
    @UmakantaBehera-o1p 3 години тому +1

    Jay Jaganntha swami ji ki jai ho 🌹🙏🌹🙏🌹🙏🌹

  • @PanchaliSahoo-h6x
    @PanchaliSahoo-h6x 3 години тому +1

    ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ🙏🙏🙏🙏🙏

  • @pankajinimohanta4737
    @pankajinimohanta4737 3 години тому +1

    🙏🙏🙏ଜୟ ଜଗନ୍ନାଥ ମହା ପ୍ରଭୁ 🙏🙏🙏

  • @manasabar9747
    @manasabar9747 3 години тому +1

    Jai jai jagannath swami nayana patha gami bhava tume 🙏🙏🙏🙏

  • @firozbehera8795
    @firozbehera8795 2 години тому

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ଭବତୁ ମେ ଭବତୁ ମେ ଭବତୁ ମେ ଭବତୁ ମେ ଭବତୁ ମେ 🛕🚩⭕‼️⭕🌿🪔🔱🕉️🌼🏵️💐🌺🌻🌹🌷🥀🌸👏🙌🙏🙏🙏🙏

  • @nareshchandrasahu9774
    @nareshchandrasahu9774 3 години тому +1

    Jay Jagannath Swami Nayanapathagami bhabatume ⭕‼️⭕🙏🙏🙏🙏🙏🙏🙌🙌🙌🙌🙌

  • @SupriyaMohanty-zp5yu
    @SupriyaMohanty-zp5yu 2 години тому +1

    Jay jagannath🙏🙏🙏🙏 swaami nayaan patha gami bhaba🙏🙏 tume😊😊😊

  • @hit-hardarmy4272
    @hit-hardarmy4272 Годину тому

    Mahaprabhu pranam jagata ra mangala karantu maha prabhu ❤❤❤

  • @surendranathnayak9319
    @surendranathnayak9319 3 години тому +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ❤

  • @SabitaSethy-gf2mt
    @SabitaSethy-gf2mt Годину тому

    He Prabhu Jay Jagannath Swami 🙏 🙏

  • @manojakumarsamal5871
    @manojakumarsamal5871 3 години тому +1

    Jay shree jagannath swami nayanpahagami bhabatume dinati bhalare jau

  • @nirupamajena6478
    @nirupamajena6478 Годину тому

    ହେ ଦୀନବନ୍ଧୁ ଏ ଦୁଃଖୀ ର ଗୁହାରୀ ଶୁଣିବା ହେଉ

  • @chinmayasenapati2149
    @chinmayasenapati2149 2 години тому +1

    Jay Jay Shree Jagannath Jay Jay Shree Jagannath Jay Jay Shree Jagannath 🙏🙏🙏

  • @niranjanbarik8442
    @niranjanbarik8442 12 хвилин тому

    Jaya.jagannath.manimaa.apank.jaya.jaya.jaya..a.adhamku.karuna.krupa.karethantu.apank.shreecharan.sarangali.jaya.jaya.jaya.

  • @jemadeisanta9627
    @jemadeisanta9627 Годину тому

    Koti koti pranam JAGADA 🙏🙏...

  • @sriyapradhan3010
    @sriyapradhan3010 58 хвилин тому

    He maha Prabhu ❤❤❤

  • @JaduDas-143
    @JaduDas-143 3 години тому +1

    Jay shree Jagannath 🙏

  • @deepakjena4475
    @deepakjena4475 3 години тому +1

    Jay jagannath 🙏🙏🙏

  • @Diptimayeemahanta-k4b
    @Diptimayeemahanta-k4b 2 години тому

    jay shree jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🪔🪔🪔🪔🌹🌹🌹🌹

  • @tanushreepradhan7258
    @tanushreepradhan7258 2 години тому

    Jay Jagannath 🙏🌹 Jay Jagannath 🙏🙏

  • @sumankumarsahu6449
    @sumankumarsahu6449 3 години тому +1

    Jay Jagannatha Swami 🙏🛕🌺🪔🙏

  • @jayasafui7516
    @jayasafui7516 Годину тому

    " জয় শ্রী জগন্নাথ মহাপ্রভু জয় "

  • @GopiRout-t9c
    @GopiRout-t9c Годину тому

    Jay shree patitapaban maha Prabhu

  • @Bulu-q7u
    @Bulu-q7u 2 години тому +1

    Jay shree jagannth 🙏🙏🪷🪷🪷🪷