ଦିଦି ଙ୍କ Marriage ରେ ରୁପା କଣ ଦେଲେ ଉପହାର / Rupa Pin2 Khushi

Поділитися
Вставка
  • Опубліковано 20 вер 2024

КОМЕНТАРІ • 1,7 тис.

  • @kalpanasahoo2442
    @kalpanasahoo2442 Рік тому +262

    ଭାଇ ଭାଉଜ ଖୁସି ମାଆ ଆପଣ ଏବଂ ଆପଣଙ୍କ ପରିବାର ବହୁତ ଭଲ। ଭାଇ ଭାଉଜ ଙ୍କ ପାଇଁ ଗୋଟେ like କରନ୍ତୁ।👍

  • @mantubehera2370
    @mantubehera2370 Рік тому +26

    Jay jagannath 🙏ଭାଇ ଆଜି ବହୁତ ଖୁସି ଲାଗୁଚି ଜେ ଭିଡ଼ିଓ କରିଥିବାରୁ ଭାଇ ଯିଏଯାହା କହୁ ଆମେ ଆପଣ ଙ୍କ ପାଖେ ପାଖେ ସବୁବେଳେ ଅଛୁ ଆଉ ରହି ବୁ ମଧ ଭାଗବାନ ଙ୍କ ପାଖରେ ପ୍ରାର୍ଥନା କରୁଛି ଜେ ଏମିତି ଖୁସିରେ ଥାଅ ଭାଇ ବହୁତ ବହୁତ ଖୁସି ଆଉ ବହୁତ ବହୁତ ଧନ୍ୟବାଦ ଜଣାଉଛି happy all family ଖୁସି ମା ବହୁତ ଭଲ ଦେଖା ଯାଉଛନ୍ତି all tha best 👍

  • @lipukumar9491
    @lipukumar9491 Рік тому +358

    ଭାଇ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ 🙏
    ଆମ କଥା ରଖିଲି ଭିଡିଓ continue କରିଥିବାରୁ
    ଭାଇ ଭାଉଜ ଆପଣ ମାନେ ସମସ୍ତେ ସବୁବେଳେ ଖୁସୀରେ ରୁହନ୍ତୁ ❤️❤️❤️

    • @pandaexpress3681
      @pandaexpress3681 Рік тому +17

      Vlog off hela 💷💷💷💷💷 💰🤑🤑 milibani

    • @odiaMsVlogs
      @odiaMsVlogs Рік тому +2

      ପିଣ୍ଟୁ ଭାଇ ମୋ ଭିଡିଓ ଟିକିଏ ଦେଖ ମୁଁ ବି ଭିଡିଓ କରୁଛି ❤️❤️

    • @minakshiricha5044
      @minakshiricha5044 Рік тому +5

      ​@@pandaexpress3681 ekdam thik yei UA-cam jogu ta ajii ete milichi na ..jibe kuade .. paisha pain kete kn hei jauchi ..

    • @subhampatra9084
      @subhampatra9084 Рік тому +6

      Tome ta president Tama kotha rakhi sie vedio karuchi

    • @debasmitapanda6312
      @debasmitapanda6312 Рік тому +2

      Sata katha ra puni you tube chadiba

  • @sriyavlogs1922
    @sriyavlogs1922 Рік тому +1

    ବହୁତ୍ ଭଲ ଲାଗିଲା କି କାହା କଥା ନ ଶୁଣି ବ୍ଲଗ କରିଲ ।ଗୋଟେ ସତ କଥା କହିବି ଆଜି video first ru ଆଗ ଭିଡିଓ ପରି ଲାଗିଲାନି but se jaha b hau video kala ,bhala re ruha love you khusi😘😘😘

  • @subhadra_123
    @subhadra_123 Рік тому +82

    ଭାଇ ଯାହାର mind ଯେମିତି ସେ ସେମିତି comment କରିବେ😌ଆପଣ କାହା କଥା ନ ଶୁଣି ଆଗକୁ ବଢନ୍ତୁ🥰ଆମେ ଆପଣଙ୍କ ସହିତ ଅଛୁ ଥିଲୁ ଓ ଆଗକୁ ରହିବୁ ମଧ୍ଯ👏ଆଉ କେଉଁମାନେ ମୋ କଥାରେ ସହମତ👍ଜୟ ଜଗନ୍ନାଥ🙏

  • @hrudanandasankhua5824
    @hrudanandasankhua5824 Рік тому +12

    Congratulations 🎉 Pami Didee Happy Married Life Pami Didee 💐 ପିଣ୍ଟୁ ଭାଇ ରୂପା ଭାଉଜ ସତରେ ପମି ଦିଦି ଙ୍କ ଉପହାର ବହୁତୁ ସୁନ୍ଦର ହେଇଛି ମୋ ପିଣ୍ଟୁ ଭାଇ ରୂପା ଭାଉଜ ଭିଡ଼ିଓ ଦେଖି ବହୁତୁ ଖୁସି ଲାଗିଲା ପିଣ୍ଟୁ ଭାଇ ସତରେ ସଞ୍ଜୟ ଭାଇ ଙ୍କ କଥା ଶୁଣି ବହୁତୁ ହସ ଲାଗିଲା ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ପରିବାର ସମସ୍ତ ଙ୍କ ହସ ଖୁସିରେ ମୁଁ ସବୁବେଳେ ଖୁସି ‌So Cute Khusimaa Kuhumaa Laxmi Maa😘😘😘 Love you Bhai Bhauja Khusimaa Mami Didee Kuhumaa Pami Didee Sanjay Bhai Anil Bhai Utkal Bhai Bapi Bhai Pankaj Bhai Prasanta Bhai Keti Bhauja Gelha Bhai Geli Bhauja Laxmi Maa Deepak Bhai Sima Didee Sony Didee Runa Didee Mamuni and all Family members 💞❤️❤️❤️❤️❤️❤❤️❤️
    ❤️❤️❤️❤️❤️❤️❤️❤️❤️❤️❤️❤️❤️️
    ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ 🙏 Good bless you 👍 all

  • @odiaentertainment22
    @odiaentertainment22 Рік тому +230

    Congratulations ପମି ଦିଦି 🎉👏🏻🎉🎉 ଭାଇ ଆପଣ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛି ଆପଣ ଆମ ମାନଙ୍କ କଥା କୁ ରକ୍ଷା କରି ବ୍ଲଗ୍ କରିଛନ୍ତି ❤️ଜୟ ଜଗନ୍ନାଥ ମହାପ୍ରଭୁ ଆପଣ ଙ୍କ ମଙ୍ଗଳ କରନ୍ତୁ , ସବୁବେଳେ ଆପଣ ଆପଣ ଙ୍କ family ସହିତ ଖୁସି ରେ ରୁହନ୍ତୁ 🙏🏻

  • @rasmitakhatei8515
    @rasmitakhatei8515 Рік тому +11

    ଧନ୍ୟବାଦ ଭାଇ ଭାଇ ଆମ କଥା ରଖିଲେ ଆଉ ଆମ ପାଇଁ ପୁଣି ଏ ସୁନ୍ଦର ଭିଡିଓ ପାଇଁ ଭାଇ ଆମେ ତମ ସାଥିରେ ଅଛୁ

  • @rupalimalana8561
    @rupalimalana8561 Рік тому +149

    ଧନ୍ୟବାଦ ଭାଇ ଭାଉଜ vlog କରିଥିବା ଯୋଗୁ ସବୁ ବେଳେ ଏମିତି ଖୁସି so cute Khushi maa always keep smiling ♥️♥️♥️♥️

    • @LTT104
      @LTT104 Рік тому +1

      Tu sala Kie

  • @anupamabudhia3577
    @anupamabudhia3577 Рік тому +2

    ବହୁତ୍ ବହୁତ୍ ବହୁତ୍ ଭଲ ଲାଗିଲା

  • @lipsa12375
    @lipsa12375 Рік тому +886

    ଭାଈ ଆମେ କାହା କଥାରେ ଆପଣ ଙ୍କୁ ଖରାପ ଭାବିନୁ। ଆପଣ ଏମିତି ସବୁବେଳେ ଖୁସିରେ ରୁହନ୍ତୁ। ଆମେ ଆପଣ ଙ୍କୁ ଭଲସେ ଜାଣିଚୁ। ଭଗବାନ୍ ଙ୍କ ପାଖରେ ଏତିକି ବିନତି ଆପଣ ଏମିତି ସବୁବେଳେ ଖୁସିରେ ରୁହନ୍ତୁ। ସବୁବେଳେ ଏମିତି ଖୁସିରେ ରୁହନ୍ତି। ଜୟ ଜଗନ୍ନାଥ 🙏🙏

    • @upendrapradhan3171
      @upendrapradhan3171 Рік тому +6

      💗🥰🥰

    • @jayashreemaity2360
      @jayashreemaity2360 Рік тому +13

      Pintu bhai nohala rupa bhauja nka contact number kaha pakhara achi dio

    • @odiaMsVlogs
      @odiaMsVlogs Рік тому +5

      ମୋ ଭିଡିଓ କୋଉ ମନେ ଦେଖନ୍ତୁ 🥰

    • @odiaMsVlogs
      @odiaMsVlogs Рік тому

      ପିଣ୍ଟୁ ଭାଇ ମୋ ଭିଡିଓ ଟିକିଏ ଦେଖ

    • @mamuni6153
      @mamuni6153 Рік тому +2

      Right

  • @sanjugouda2093
    @sanjugouda2093 Рік тому +5

    ଭାଇ ତୁମ ଜୋଢି ସୁପର ଏମିତି ଅନେକ ଲୋକ ଆସୀଵେ ଆଉ ଜୀଵେ ତୁମେ ତୁମ କାମ ରେ ଆଗେଇ ଚାଲ

  • @odiaentertainment22
    @odiaentertainment22 Рік тому +37

    ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ ଭାଉଜ 🙏🏻🙏🏻🙏🏻

  • @alishamahankudaalishamahan8772

    ପିଣ୍ଟୁ ସାରା ଓଡିଶା ବାସି ତମକୁ କୁ ଭଲ ଯେ ଜାଣି ଗଲେଣି ତମେ ବହୁତ ଭଲ ତମେ ବ୍ଲକ କରି ଚାଲ ଯିଏ ଯାହା କହୁ ଆମେ ଶୁଣି ବାର ନାହିଁ ତମେ ଆଉ କାହାକୁ ଡାକ ନାହିଁ ରୁନା ଦିଦି rupa ମାମୁନୀ ଟ ଛନ୍ତି

  • @babulrout5603
    @babulrout5603 Рік тому +52

    ⭕‼️⭕ଜୟ ଜଗନ୍ନାଥ ଭାଇ 🙏🙏🙏🙏 ପମି ଦିଦି ଙ୍କ ବାହାଘର ସାଜ ସଜା ବୋହୁତ ସୁନ୍ଦର ହୋଇଛି ଆଉ ଭାଉଜଙ୍କ ଉପହାର ବୋହୁତ ସୁନ୍ଦର ❤️❤️❤️

  • @shivanh
    @shivanh Рік тому +2

    Pintu Bhai satere bhauja kete bhala no ego nothing she also touched ur feet... great great bhauja....bhauja ku dekhi mo ଆଖିରୁ ଲୁହ ବାହାରି ଗଲା...she is so kind

  • @always_silu
    @always_silu Рік тому +67

    ଭାଇ ଆଉ ଭାଉଜ ତୁମକୁ ବହୁତ୍ ଧନ୍ୟବାଦ୍ ଭାଇ ତୁମେ ଆମ କଥା ରଖି ବ୍ଲଗ୍ କରିଥିବାରୁ । କିଏ କଣ କହିବ କାହା କଥା କୁ ବି ଭାବନ୍ତୁନି ଭାଇ ଆମେ ତୁମ ସହ ଥିଲୁ ଆଉ ଅଛୁ ଆଉ ରହିବୁ ବି । ହାପି ଆଉ ପ୍ରୟାସ ଏତେ ତଳକୁ ଯିବେ ହେରି ଆମେ କେବେ ଭାବିନଥିଲେ । ଛି ଛି ହାପିି ପ୍ରୟାସ । ପିଣ୍ଟୁ ଭାଇ ଙ୍କୁ ଧୋକା ଦେଇଚ ମାନେ ତମକୁ ଧର୍ମ ସହିବନି ରେ। ପିଣ୍ଟୁ ଭାଇ ଆଉ ରୂପା ଭାଉଜ ସଦାବେଳେ best ଆମ ପାଇଁ ।ଭାଇ ଆମେ ସଦାବେଳେ ତୁମ ୨ ଜଣ ଙ୍କ ମୁହଁ ରେ ହସ ଟିକେ ଦେଖିବାକୁ ଚାହୁଁ ଭାଇ । କେବେ ବି କାହା କଥା ଶୁଣି ବ୍ଲଗ୍ ବନ୍ଦ କରିବେନି ଭାଇ । Please Bhai love you Bhai bhauja khusi maa 😘😘😘😘 ।

    • @couplegoals5015
      @couplegoals5015 Рік тому +1

      Are bhai tme sata katha na jani emiti kahaku bhul bujhiba ta thik nuha bhai

    • @subhasmitaparhi2430
      @subhasmitaparhi2430 Рік тому +3

      Semane jadi vlog karuchanti ta pintu bhai khushi heba katha jealous kahinki hauchanti. Pintu bhai nijaku proud feel kariba katha je tanka pain happy,prayasha,auu prasanta ku loka chinhu chanti. Jia b vlog karuchi rupa pintu tanka saha relation rakhu nahanti.

    • @Olive_719
      @Olive_719 Рік тому +1

      Tama katha rakhiki vlog karunahanti Bhai. Tanku lakhya lakhya tanka miluchi vlog kariki.😆

    • @sushreesatapathy5716
      @sushreesatapathy5716 Рік тому +2

      Tama katha rakhi vlog karunahnti.. tanku paisa darkar .. ta kar source of income eita so vlogging karuchnti.. don't be fool

    • @krishnapriyamohapatra6817
      @krishnapriyamohapatra6817 Рік тому +1

      @@Olive_719 emana nku jete kahile bi semane pintu ra andha vakta. Pintu khali lakhya lakhya incom kariba au kehi karibeni. Kie sina vhabia kathaa mo vouni suna incom karu agaku jau. Kintu se samparka katidauchi. Odisha re bahut UA-cam ra achhanti anya ku support karuchhanti vlog kara boli. Kintu ei pintu samparka katuchi. Tahele ei pintu kemiti vala hela. Ta dwara parichita heiki video kale asubidha kana. Pintu kana maa peta ru vlog karuthile ki. Se ta kahathu sikhithibe.

  • @sweetybiswal6675
    @sweetybiswal6675 Рік тому +1

    Pintu bhaiତମେ କେତେ ମଜାକିଆ ମଣିଷଟିଏ ବହୁତ୍ ଭଲ ଲାଗିଲା

  • @anusayagahan9510
    @anusayagahan9510 Рік тому +17

    ଶୁଭ ସକାଳ ବହୁତ ଭଲ ଲାଗିଲା ଆଜିର ଭିଡିଓ ବାପା ବୋଉ ନାହାନ୍ତି ବୋଲି ଆପଣ ରାତିରେ ରହିପାରିଲେ ନାହିଁ ପମି ଦିଦି ମନ ଖରାପ କଲେ ରହିଥଲେ ଭଲ ହେଉଥାନ୍ତା କଣ କରିବା ସବୁଆଡୁ ଦେଖିବାକୁ ପଡିବ ଜୟ ଜଗନ୍ନାଥ❤❤❤God bless you🙏🙏🙏❤❤

  • @satyasamal7008
    @satyasamal7008 Рік тому +2

    ବହୁତ ସୁନ୍ଦର ହୋଇଛି ଦିଦିଙ୍କ ବାହାଘର ଏମିତି ଖୁସି ରେ ରୁହ🥰🥰🥰🥰🥰🥰🥰 ବହୁତ ଭଲ🥰🥰🥰 ହୋଇଛି🥰🥰🥰🥰

  • @lipukumar9491
    @lipukumar9491 Рік тому +63

    ଆମ ଖୁସି ମା ବହୁତ୍ ସୁନ୍ଦର ❤️❤️❤️
    So cute ❤️

  • @DE__MUSIC__PRESENT
    @DE__MUSIC__PRESENT Рік тому +6

    ପିଣ୍ଟୁ ଭାଇ ରୂପା ଭାଉଜ ଆଜିର vlog ଟି ବହୁତ ସୁନ୍ଦର ଲାଗିଲା ଆଉ ପିଣ୍ଟୁ ଭାଇ ମୁଁ କାହାରି କଥାରେ ତୁମକୁ ଖରାପ ଭାବିନି କାହିଁକିନା ମୁଁ ଜାଣିଛି ତୁମେ କୋଉ ଭଳିଆ ମଣିଷ ଆଉ ଭାଇ ଏମିତି ଆଗକୁ ଆଗେଇ ଚାଲ ଆମେ ତମ ପଛରେ ଅଛୁ ଆଉ ସବୁବେଳେ ଏମିତି ହସୁଥାଓ ଲଭ୍ ୟୁ ଭାଇ ଆଉ ଭାଉଜ ❤️❤️❤️❤️❤️😘😘😘😘😍😍

  • @odiabahumamavlog3659
    @odiabahumamavlog3659 Рік тому +8

    ଭାଇ ଆଉ ଭାଉଜ ଯିଏ ଯାହା କହୁଛି କହୁ ଆମେ ସବୁ ତମ ସାଥୀ ରେ ଅଛୁ । ନା କଣ କହୁଛ ଭାଇ ଭଉଣୀ ମାନେ

    • @mamatapatra7608
      @mamatapatra7608 Рік тому +1

      A duniya RAGAMANC 🎭pindi ame avinay karuchu

    • @odiabahumamavlog3659
      @odiabahumamavlog3659 Рік тому

      @@mamatapatra7608 Bohut sundor kothati kohilo bhauni .....tomo kotha mo mono ku paila👍

  • @ranjitacreation656
    @ranjitacreation656 Рік тому +2

    ଭାଇ ଆପଣ ତୋ କହିଲେ କି ସେମାନେ ତୁମ ଭାଇ ପରି ଥିଲେ ଭାଇ ଭୋଳି ଦେଖୁଥିଲେ ତାହାଲେ ତ ତମେ ଖୁସି ହେବା କଥା ଯେ ତୁମ ଠାରୁ ପରିଚୟ ପାଇ ଆଜି ସେମାନେ ବି ଉପରକୁ ଉଠୁଛନ୍ତି ବୋଲିକି,,,,, ତମେ actually chanhuno j Tumo ଠାରୁ କେହି ଉପରକୁ ଯାଆନ୍ତୁ ବୋଲି କି

  • @niranjanniranjan5921
    @niranjanniranjan5921 Рік тому +14

    ଭାଇ ଭିଡିଓ continue କରି ଥିବାରୁ ଧନ୍ୟବାଦ୍
    ବାକି ରହିଲା happy କଥା ତାର କାମ ହେଲା
    ସେ ଯେଉଁ ପତ୍ର ରେ ଖାଇବ ସେଇ ପତ୍ର ରେ ଛେପ
    ପକେଇବ ସେ ଭଳି ମଣିଷ କୁ କେବେ ଭରସା କରିବନି

  • @shishirashekharjena3733
    @shishirashekharjena3733 Рік тому +4

    ଭାଇ ଆମମାନଙ୍କ କଥାରଖି ପୁଣିଥରେ vlog upload କରିବାରୁ Thank you ❤️❤️❤️❤️

  • @namitasambalpurivlog
    @namitasambalpurivlog Рік тому +5

    ଭଲ ଲାଗିଲା video ଆସିଲା

  • @gitanjalientertainment1919
    @gitanjalientertainment1919 Рік тому +5

    Pami di is looking so gorgeous ❤️❤️ Happy married Life di

  • @bharatibhoi5730
    @bharatibhoi5730 Рік тому +25

    ଭାଇ, ବହୁତ ବହୁତ ଧନ୍ୟବାଦ, କଥା ରଖିଥିବାରୁ....
    ଜୟ ଜଗନ୍ନାଥ..... 🙏🙏🙏🌺

    • @krishnapriyamohapatra6817
      @krishnapriyamohapatra6817 Рік тому

      Tama katha rakhiki se vlog karunahanti. Se UA-cam ru lakhe lakhe incom karuchhanti. Kintu anya ku mana karibe vlog karani

    • @radhakrushnaradhakrushna1916
      @radhakrushnaradhakrushna1916 Рік тому

      ଜୟ ଜଗନ୍ନାଥ🙏🙏🙏 ଭାଇ ଭାଉଜ ଙ୍କୁ ଧନ୍ୟବାଦ ଭାଇ କଥା ରଖି ବ୍ଲଗ୍ କରିଥିବାରୁ ଏମିତି ଆପଣ ଖୁସିରେ ରୁହନ୍ତୁ ଜୟ ଜଗନ୍ନାଥ 🙏🙏🙏🙏

  • @chandrakanta8559
    @chandrakanta8559 Рік тому +1

    Thank you pintu Bhai vlog continue kari thiba ru ❤️

  • @BikashKumar-hd8lo
    @BikashKumar-hd8lo Рік тому +12

    ଭାଇ ଭାଉଜ ଖୁସି ମାମା ଜୟ ଜଗନ୍ନାଥ 😘😀❤️❤️😀😀 ଭାଇ ତମେ କେବେବି ଭିଡିଓ ବଂଦ କରିବନି ତମ ଭିଡିଓ ଦିନେ ବି ନ ଦେଖିଲେ ଭଲ ଲାଗୁନୀ ସବୁବେଳେ ତମେ ଏମିତି ଭିଡିଓ କରୁଥା ଭଗବାନ ତମକୁ ଏମିତି ଭଲରେ ରଖନ୍ତୁ

  • @Krishna_mj_Creation
    @Krishna_mj_Creation Рік тому +13

    ଯାହାହେଉ ଆଜି ଭାଇ ଙ୍କର video ଆସିଗଲା ଆମେ ବହୁତ ଖୁସି, କଲି ଭାଇ କହିଲେ ଆଉ video ଆସିବନି, ଆମ ମନ ଖରାପ ହେଇଗଲା, Finally returned, ଆପଣ ମାନେ ଖୁସି ତ ?

  • @deepataria1867
    @deepataria1867 Рік тому +5

    Good morning bhai and bhauja❤❤ସକାଳୁ ସକାଳୁ ଭିଡିଓ ଦେଖି ବହୁତ ଖୁସି ଲାଗିଲା👌👌so cute khushi maa🥰🥰 love you all family members🙏🙏 Jay jagannath🙏

  • @mamataexpress2906
    @mamataexpress2906 Рік тому +9

    Thank you ♥️ bhai and didi apana vlog karithibaru

  • @sonalipanda9733
    @sonalipanda9733 Рік тому +1

    So sweet of you 😘🥰 pin2 bhai auu rupa amiti vlog banei chala🤗❤️ kahari katha sunibar nai👍😎

  • @malayadas5276
    @malayadas5276 Рік тому +30

    ପମିଙ୍କର ବୈବାହିକ ଜୀବନ ସୁଖମୟ ହେଉ

  • @khulanapradhan387
    @khulanapradhan387 Рік тому +1

    ଭାଇ ଆମ କଥା ମାନି ଭିଡିଓ continue କରିଥାବାରୁ ବହୁତ ଭଲ ଲାଗିଲା

  • @gitanjalinaik9983
    @gitanjalinaik9983 Рік тому +7

    ଗୂଡ଼ ମର୍ନିଙ୍ଗ ଭାଇ love you

  • @sanjuktamohanty7103
    @sanjuktamohanty7103 Рік тому +2

    Jaha heu pintu Rupa katha rakhila. ❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️

  • @prasantabehera9181
    @prasantabehera9181 Рік тому +21

    ଭାଇ ଦିଦି ତମେ ବହୁତ ଭଲ ଆମ କଥା ରଖିଲ ଭିଡିଓ କଲ୍ ବହୁତ ଖୁସି ଲାଗୁଚି ❤️ ❤️ ❤️ 🥰🥰🥰 ଭଗବାନ ତୁମ ପରିବାର କୁ ସବୁବେଳେ ଖୁସିରେ ରଖିଥାନ୍ତି 🙏🙏🙏

    • @subhasmitaparhi2430
      @subhasmitaparhi2430 Рік тому

      Tuma katha rakhiki se video karuhanti.seita tanka profession. Se kebe b vlog stop karibeni. Kalika ka video remove kahinki kale.

    • @runudash9815
      @runudash9815 Рік тому

      Samaste video kale vala . Video ku ta public dekhibe. Pasand karibe tanka katha .tame kai raga rusa karucha.

  • @sarmisthalenka4825
    @sarmisthalenka4825 Рік тому +49

    ଧନ୍ଯବାଦ ଭାଇ ଆପଣ vlog କରିଥିବାରୁ ଆପଣ ଏମିତି ଖୁସିରେ ରୁହନ୍ତୁ 😊 ଜୟ ଜଗନ୍ନାଥ 🙏

  • @mrkshitishofficial7528
    @mrkshitishofficial7528 Рік тому +22

    Good morning pintu bhai, rupa bhauja, khusi maa and your all family member ❤️🙏🙏

  • @chumichumi9759
    @chumichumi9759 Рік тому +1

    ଭାଇ ଭାଉଜ ତମେ ଭହୁତୁଭଲ

  • @ommprakashbehera1254
    @ommprakashbehera1254 Рік тому +4

    ପିଣ୍ଟୁ ଭାଇ ଆପଣ ପ୍ଲିଜ୍ ବ୍ଲଗ୍ ଭିଡିଓ କରିବା ବନ୍ଦ କରନ୍ତୁ ନି ଆମେମାନେ କାହାକୁ ନଦେଖିଲେ ନାହିଁ ଆପଣଙ୍କୁ ଭାଉଜ ଙ୍କୁ ଖୁସି ମା କୁ ଆଉ ଆପଣଙ୍କ ପୁରା family members nku ଦେଖି ବହୁତ୍ ଖୁସି ହବୁ ପ୍ଲିଜ୍ ଭାଇ vlog video ବନ୍ଦ କରନ୍ତୁ ନି ❤️🙏 ଶୁଭ ସକାଳ ଭାଇ ଭାଉଜ 💖 ଜୟ ଜଗନ୍ନାଥ 🙏🙏❤️✨

  • @nirupamamallick3712
    @nirupamamallick3712 Рік тому +23

    ଭାଇ ଯିଏ ଯାହା କହୁଛି କହୁ ଆପଣ ଏମିତି ସବୁବେଳେ vlog କରନ୍ତୁ ଆଉ ଖୁସିରେ ରୁହନ୍ତୁ.
    ଅନିଲ ଭାଇ ଆଉ ସଞ୍ଜୟ ଭାଇ ସହ ତମର ଏହି ସମ୍ପର୍କ ସବୁବେଳେ ରହୁ ଭଗବାନ ନ କରନ୍ତୁ ତମ ସମ୍ପର୍କ ଉପରେ କାହାର ନଜର ନ ଲାଗୁ. ଯଦି ବି କାହାର କୁଦୁଷ୍ଟି ପଢିଲା ତାହା ହେଲେ ତମେ 3ଜଣ ନିଜର ଭୁଲ କୁ ସୁଧାରି ସମ୍ପର୍କ ଯୋଡି ରଖିବ କେବେ ହେଲେ ଅଲଗା ହେବନି ପ୍ଲିଜ଼ ପ୍ଲିଜ଼ ପ୍ଲିଜ଼............ 👏👏👏👏👏👏👏👏👏

  • @riteshexpress2344
    @riteshexpress2344 Рік тому +22

    ଭାଇ ଆପଣଙ୍କୁଧନ୍ୟବାଦ ବଦ 🙏🙏🙏🙏🙏କାହିଁକି କେଜାଣି ମୋତେ ଲାଗୁଥିଲା ଭାଇ ଯଦି ଆମକୁ satare bhala pauthibe tahele ama katha rakhibe😃😃😃😃😃😃😃😃 Thinks bhi bhauja ama katha rakhile 😀😀😀😀😀😀😀😀Bhagaban tuma ku amiti sabubele khushi re rakhantu 😀😀😀😀😀😀😀😀😀amiti ghanta ghodei rakhantu 🙏🙏🙏🙏🙏🙏tuma khushi re ruha😘😘😘😘😘😘😘😘 Bhagaban tuma family members nku amiti sabubele ghanta ghodei rakhantu🙏🙏🙏🙏🙏🙏🙏 Love you pin2 bhi ❤rupa bhauja and so cute khushi maa God bless you😘😘😘😘😘😘😘😘😘😘 Bhagaban tuma ku amiti sabubele ghanta ghodei rakhantu 😘😘😘😘😘😘😘😘😘 Thinks sanjya bhi 🙏🙏🙏🙏🙏🙏🙏🙏🙏I am so happy 🙏🙏🙏🙏🙏🙏🙏🙏

  • @subhasmita.7655
    @subhasmita.7655 Рік тому +1

    Pintu bhai pls all family n frnds misijao plss dekhiba it's will be the best...

  • @rozeegarnaik9000
    @rozeegarnaik9000 Рік тому +4

    Thank you tame vlog continue kari thiba ru.. Mate bahut khushi laguchi.. Love you khushi mas.. 😘😘😘

  • @niranjanbehera4416
    @niranjanbehera4416 Рік тому

    Pintu bhai and Rupa bhaujo sobu bele khushi ro ruho 🤗🤩😘😚

  • @sumitswain8436
    @sumitswain8436 Рік тому +82

    Congratulations didi,🎉 happy marriage life 👌🧬 god bless you all ❤️ love you khusi mama 💕💕💕💕💕💕💕

  • @turniketimahanta4328
    @turniketimahanta4328 Рік тому +2

    Nice bhai 🥰 bhauja & khusi maa so cute❣️❤

  • @kalpananayak3957
    @kalpananayak3957 Рік тому +8

    Happy marriage life cute didi 😘🥳 love you❤😘🤟

  • @subu_2265
    @subu_2265 Рік тому +1

    Bhai dunia laka dunia Katha kahibe ta bali tame samasnka Katha ku mind karani bhai ame Achu Tama sahita bhai god bless you Bhai bhauja khusi maa bhai pai gate like hou❤️

  • @rameshmalik305
    @rameshmalik305 Рік тому +28

    ସତରେ ତମେ କାହା ପାଇଁ କ'ଣ ହେଇଥାଇପାର ଭାଇ ମ ପାଇଁ ତମେ ଭଗବାନ ମୁଁ ଜେତେ ଦୁଃଖ ରେ ଥିଲେ ମଧ୍ୟ ତମ ଭିଡିଓ ଦେଖୀଲେ ଖୁସି ଲାଗେ

  • @dipunmama9616
    @dipunmama9616 Рік тому +1

    ଆଜି ର ଭିଡିଓ ବହୁତ ସୁନ୍ଦର ଲାଗିଲା ଭାଇ

  • @balarampradhan8777
    @balarampradhan8777 Рік тому +28

    Good morning all happy family members Rupa didi and Pintu Bhai 🥰🥰🥰♥️♥️ love you Khushi maa ଭଗବାନ ସବୁ ବେଳେ ଏମିତି ଖୁସି ରେ ରଖନ୍ତୁ ଜୟ ଜଗନ୍ନାଥ ⭕❗⭕ 🙏🙏🙏

  • @sangitray4375
    @sangitray4375 Рік тому

    I am ur big fan pintu Bhai & Rupa bhauja & Love u khusi maa ❤️😊😘😘

  • @anilbagsing500
    @anilbagsing500 Рік тому +4

    ଧନ୍ୟବାଦ pintu bhai ସେମିତି ସବୁବେଳେ vlog କରୁଥାଅ

  • @jagabandhudas6836
    @jagabandhudas6836 Рік тому +1

    ଭାଇ ପ୍ରଥମେ ପ୍ରଶାନ୍ତ ଭାଇ ଏବେ ପୁଣି Happy ଭାଈ । Please samaste misiki ରୁହନ୍ତୁ ମିଶିକି video ବନାନ୍ତୁ bhala lagiba dekhiba pain । Please happy bhai nka Saha aga bhali ମିଶିଯଆନ୍ତୁ ।

  • @jonalibhujel7184
    @jonalibhujel7184 Рік тому +5

    ଭାଇ ଆପଣ ଏମିତି ଖୁସି ରୁହନ୍ତୁ ରୁପା ଭାଉଜଙ୍କ ସହ ଏମିତି ଖୁସି ରୁହନ୍ତୁ good day

  • @biswajitsethi2459
    @biswajitsethi2459 Рік тому +3

    ମନ ଦୁଃଖ ନ କରି ଆଗକୁ ମାଡିଚାଲ ପିଣ୍ଟୁ ବାବୁ.... ସଦାସର୍ବଦା ଆପଣଙ୍କ ସହିତ ଭଲ ଲୋକମାନେ ଅଛନ୍ତି

  • @swaintusarmetro3788
    @swaintusarmetro3788 Рік тому +30

    ଲଭ ୟୁ ଖୁସି ମାମା, ରୂପା ଦିଦି, ପିଣ୍ଟୁ ଭାଇ ଆଣ୍ଡ ଲଭ ୟୁ ଅଲ ଫ୍ୟାମିଲି ମେମ୍ବର୍ସ💞💙💞ଜୟ ଜଗନ୍ନାଥ🙏ମହାପ୍ରଭୁ ତୁମ ହସଖୁସିର ପରିବାରକୁ ସବୁବେଳେ ଭଲରେ ରଖନ୍ତୁ.... ଆମ ଭଲ ପାଇବା ତୁମ ପ୍ରତି ସବୁବେଳେ ଏମିତି ରହିଥିବ କେବେବି କମ ହବ ନାହିଁ....

  • @biswaranjansahoo7495
    @biswaranjansahoo7495 Рік тому

    Jaha hau vlog kl wow bahut khusi laguchi full enjoyment vlog sabubele dekhe tamr vlog gote bi miss kareni vlog satre Bhai Bhauja all time favourite jodi pin2 bhai au rupa bhauja au Khushi maa ❣️❣️❣️ love from Jajpur road

  • @binitaswain8550
    @binitaswain8550 Рік тому +4

    ଏମିତି ଭାଉଜ ଏମିତି ଭାଇ ଜଗତେ ନାହିଁ ଏମିତି ପରିବାର ଜଗତେ ନାହିଁ ପିଣ୍ଟୁ ଭାଇ ରୁପା ଭାଉଜ ମୁଁ ଟିକିଏ ଆପଣଙ୍କୁ ଦେଖାକରିବାକୁ ଇଚ୍ଛା ହେଉଛି

  • @namitaswain8259
    @namitaswain8259 Рік тому

    ଆମାକୁ ସବୁଠୁ ବଢ଼ିଆ lage ପିଣ୍ଠୁ ଭାଇ nka gaon ପରିବେଷ aou ସବୁ ଓଡ଼ିଆ ଖାଦ୍ୟ jaha amra besi favourite i love all

  • @creationdelete7016
    @creationdelete7016 Рік тому +59

    ଭାଇ ଆଉ ଭଉଣୀର ଭଲପାଇବା ସବୁଦିନ ରହିଥାଏ

    • @kalyanidas2977
      @kalyanidas2977 Рік тому

      Thank you pintu Babu and Rupa madam vlog kari thibaru🌹🙏

    • @kalyanidas2977
      @kalyanidas2977 Рік тому

      Congratulations pami didi 🌹🌹 wish you happy married life

  • @gamerking4508
    @gamerking4508 Рік тому

    Rupa pintu Kushi love you so much ❤️🥰❤️ I am from jatani I am Telugu but I like your video 🌷

  • @pushpatanti6056
    @pushpatanti6056 Рік тому +10

    Congratulation pami di 🥰🥰🥰 so happy family 😘😘😘 god bless you all 😘💋♥️♥️ love you Khushi maa ♥️♥️♥️ jai jagannath all 🙏😘and gd morning 🌅🌅🌅

  • @manjarinaik1756
    @manjarinaik1756 Рік тому +1

    Congratulations didi ❤❤happy marriage life ❤❤🎊🎉 good bless you... Khusi maa love u sabu bele khusi re ruha 😍😍...

  • @shila812
    @shila812 Рік тому +62

    congratulations pami didi on your marriage and being a lifetime of happiness together... 🥰

  • @ranusahuranu9922
    @ranusahuranu9922 Рік тому +5

    Congratulations pami didi 💐🥳🌹❤️happy marriage life ...🥰

  • @pbkoshalofficial6984
    @pbkoshalofficial6984 Рік тому +6

    ଭାଈ ମୁଁ ବଲାଙ୍ଗିର ର ଆପଣଙ୍କ ଏପରି ଶେଷ ଭିଡିଓ କହି ଆମ ମନକୁ ଦୁଃଖ କରନ୍ତୁ ❤️ ଭାଈ ଆପଣ ବିଶ୍ୱାସ କରିବେନି ମୁ ଯଦି ଗୋଟାଏ ଦିନ ଯଦି ଭିଡିଓ ନଦେଖେ ମନରେ କେମ୍ ତି ଗୋଟେ ଫିଲ୍ ହୁଏ ଅନ୍ୟ ମାନଙ୍କ କଥାରେ ପଡ଼ି ଆମ ମାନଙ୍କୁ ଦୁଃଖ କରନ୍ତୁ ❤️ ଆପଣଙ୍କର ସବୁ ଭିଡ଼ିଓ କୁ ଆମ ପୁରା ପରିବାର ଦେଖନ୍ତି 😍ଏ କଥିଶୁନି ସେମାନେ ବି ଆଜି ଦୁଃଖ ଆପଣ କେଜାଣି ବିଶ୍ୱାସ କରିବେକି ନାହିଁ 🙏🙏plz Bhai mu aapanka video Bina mu rahibaribin kejani aapanka video mo part ra gote life heijaichhi 😭plz Bhai vlog band karantu ni 🙏🙏🙏🙏plz 🙏plz 🙏🙏 Bhai 🙏🙏Anya manka katha re padi aapna video kebe band karibeni plz 🙏

  • @nibeditabehera4156
    @nibeditabehera4156 Рік тому +13

    ଭାଇ ତମେ ସତରେ କେତେ ଭଲ ଭଗବାନ ତୁମକୁ ଭଲରେ ରଖନ୍ତୁ

  • @chinmayeemund1181
    @chinmayeemund1181 Рік тому +10

    Lot's of love and good wishes.. very good morning to all....

  • @biswaranjandalai8569
    @biswaranjandalai8569 Рік тому +1

    Samastanku ekathi dekhi vari khusi lagila

  • @nalinkantamohapatra7308
    @nalinkantamohapatra7308 Рік тому +33

    God bless u Pintu and Rupa

  • @murmuilove1234
    @murmuilove1234 Рік тому +1

    Cangratulation pomi didi Happy married life Love 💕💕💕 u Khushi maa.vedio ta continue korithibaru pintu bhai Rupa bhaujo bohut bohut dhanyawad 🙏🙏🙏

  • @JayJagannatha16
    @JayJagannatha16 Рік тому +34

    Both U an Rupa and Khusi Maa looking gorgeous👌🥰Continue your vlog. Don't give importance to others, whoever he/she may be. Just ignore them.... Go forward in your life. We all love u both a lot🤗🤗🤗❤❤❤❤❤. Good Luck👍

  • @rukisatapathy9875
    @rukisatapathy9875 Рік тому +5

    Pintu tame pura ଭାଙ୍ଗି ପଡ଼ିଲା ପରି ଲଗୁଛ ଯାହାକୁ ନିଜର ଭାବିବା ସେମାନେ ଧୋକା ଦେଲେ ଏମିତି ଲାଗେ ସେ ବେଇମାନ ମାନଙ୍କୁ ଭୁଲି ଯାଇ ତମେ ଆଗକୁ ଚାଲ ତୁମ ପରିଶ୍ରମ ଆମେ ଦେଖିଛୁ ବହୁତ କଷ୍ଟ କରିଛ ତାହାର ଫଳ ଭଗବାନ ତମକୁ ଦେବେ

  • @satyajitdas9846
    @satyajitdas9846 Рік тому +8

    ଆମେ pin2 ଭାଇ ଙ୍କ fan ଆମେ ମାନେ ସେ happy , prayash , prasant , suna , ku ଛାଡିବାନି ।😡😡😡😡. କାଲି ଠୁ ଭାଇଙ୍କ କଥା ଶୁଣି ସେମାନ ଙ୍କ ବିସୟରେ ମୁଣ୍ଡ ଗରମ ଅଛି । ବେଇମାନ ଗୁଡାକ ସାଲା ।

  • @SantoshKumar-ic3vp
    @SantoshKumar-ic3vp Рік тому +1

    Thanks pintu Bhai apan video karidibaru

  • @jalandarbhatta4132
    @jalandarbhatta4132 Рік тому +5

    ଭାଇ, ଯାହାଉ, ଭିଡ଼ିଓ ଆସିଗଲା

  • @odiabohurebati623
    @odiabohurebati623 Рік тому +2

    ଖୁସିରେ ରୁହନ୍ତୁ ଗୋ ଭାଇ ଆଉ ଦିଦି ମୋର ବହୁତ ସୁନ୍ଦର vlog ଭିଡ଼ିଓ ତୋମର ଗୋ 🥰🥰🥰

  • @gitanjalipradhan936
    @gitanjalipradhan936 Рік тому +2

    Congratulations pami
    Didi 🎉🎉🎉🎉🎉🎉🎉have a good day bhai always king 🤗🤗🤗🤗🤗🙏🙏🙏🙏😍😍😍😍💖💖💖💖

  • @banitamunda6599
    @banitamunda6599 Рік тому +1

    Sabu bele khushi re thaa 🥰🥰 God bless you 💗

  • @mamunimohanty8993
    @mamunimohanty8993 Рік тому +5

    Congratulations pami dii🥰 Happy married Life 💖💖

  • @simabiswal5272
    @simabiswal5272 Рік тому

    Bahut thanks pintu Bhai vlogs karithibaru au pami nku happy marriage life bahut sundara heichi decorations

  • @soumya_star7588
    @soumya_star7588 Рік тому +2

    Bhai aapana amiti aagei chalantu aame mane sabubele aapana nka sathi re achhu congratulations 🎉🎉🎉 pami didi happy married life 🥰🎉 love you all members 🙏🏻 Jay Jagannath 🙏🏻

  • @swagatmohanty440
    @swagatmohanty440 Рік тому +1

    Sanjaya bhai au anil bhai is a nice person

  • @diptimayeesahoo2765
    @diptimayeesahoo2765 Рік тому +13

    ଭାଇ ଆମେ କାହା କଥାରେ ଆପଣଙ୍କୁ ଖରାପ ଭାବିନୁ କି ଭାବିବୁ ନାହିଁ । ଆପଣ ସବୁବେଳେ ଏମିତି ଆପଣଙ୍କ ପରିବାରର vlog ଦେଖାଉଥାଆନ୍ତୁ । ଆପଣଙ୍କvlog ଦେଖିଲେ କେତେ ଯେ ଖୁସି ଲାଗେ ମୁ ନିଜେ ଜାଣିଛି । ଭାଇ ପମିଙ୍କ ସୁନା ଚୁଡି ବହୁତ ସୁନ୍ଦର ହେଇଛି। Love you all ❤️💞 God bless you khusi maa

  • @sahilprachivlogger6117
    @sahilprachivlogger6117 Рік тому +1

    ବହୁତ ଭଲ ଲାଗିଲା

  • @psahoo211
    @psahoo211 Рік тому +9

    Congratulations didi❤❤ happy marriage life👌👌❤❤

  • @subhadraprusty8429
    @subhadraprusty8429 Рік тому

    Sanjay vai nka katha hasa pura mast😄😄

  • @sudamrana753
    @sudamrana753 Рік тому +7

    ଧନ୍ଯବାଦ ଭାଇ ସବୁବେଳେ ଖୁସିରେ ରୁହନ୍ତୁ ଜୟ ଜଗନ୍ନାଥ ଭାଇ

  • @anandachandramaharana1780
    @anandachandramaharana1780 Рік тому +1

    Bhai apana bahut bhala loka aau khusi mijaj apankara sabubele khusi re ruhantu ame apananka Saha achhu God bless you 🙏🏼❤️🥰nice couple👌♥️♥️♥️♥️♥️♥️🥰🥰🥰🥰🥰🙏🏼❤️❤️❤️❤️❤️❤️💞💞💞💞💞

  • @manshidash3104
    @manshidash3104 Рік тому +6

    So beautiful jodi both

  • @sahinhati2273
    @sahinhati2273 Рік тому +1

    ଭାଇ ଆମକଥା ମାନି ଭିଡିଓ କଲବୋହୁତ ଵହୁତ ଧନ୍ଯବାଦ

  • @sonali_moonbaby923
    @sonali_moonbaby923 Рік тому +5

    Congratulations pami Di ❤️bhai ama katha rakhi ki Blog karila tuma tu dhanya bad ❤️Kia kemiti dunia sabu janichi kahaku kichi kuhani . blog countinue kara vai 🙏❤️ Love u khushi maa 🥰🥰

  • @maniparida7863
    @maniparida7863 Рік тому

    Pintu bhai rupa bhauja nka jaga kehibi neiparibeni love you bhai bhauja Jagannath tama ku sabubele khusire rakhantu Jay Jagannath 🙏🙏🙏

  • @jasodakumari5912
    @jasodakumari5912 Рік тому +11

    Happy marriage life pomi di ❤️ hamesa khush raho god bless you 😍😊👌