Lawyer said this about the case of Bharatpur police station.

Поділитися
Вставка
  • Опубліковано 22 вер 2024
  • କିଏ ଠିକ୍, କିଏ ଭୁଲ ?
    ଏହି ସମସ୍ୟାର ସମାଧାନ କିଏ କରିବ ?
    ପୋଲିସ୍ ଅଭିଯୋଗକାରୀଣିଙ୍କୁ ସମ୍ମାନ ଦେଇନାହିଁ । ପୋଲିସଙ୍କୁ ଦୋଷ ଦେଲେ ଆଇନଜିବୀ । ଭରତପୁର ଥାନା ମାମଲାକୁ ନେଇ ଏମିତି କହିଲେ ଆଇନଜିବୀ ।
    #bharatpurpolicestation #sunstartv #sunstarnews #odishapolice #latestnews #odishanews
    ★★★
    SunstarTV Odia is one of the Odisha's leading 24x7 IP Tv channel covering the latest news , current affairs , Entertainment .
    ★★★
    SunstarTV pioneers the raga of revolution in Odisha. We promise to become the voice of voiceless marginalized. The truth will prevail and we will make it happen. Not just some vague assurances, we will fight alongside you till the justice is triumphed. SunstarTV is driven by the altruistic aim to catalyze the process of participatory and citizen centric development. Help us bolster the foundation of Odisha, we all have dreamt of. Stay tuned with us to experience the journey towards the future.
    ★★★
    “ସନ୍ ଷ୍ଟାର ଟିଭି” ଓଡ଼ିଶାର ସର୍ବଶ୍ରେଷ୍ଠ IP ଟିଭି ଚ୍ୟାନେଲ୍, ଯାହା ସଦା ସର୍ବଦା ସମସ୍ୟାଭିତ୍ତିକ ତଥ୍ୟକୁ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରର ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢ଼ିବ। କେବଳ ପ୍ରତିଶୃତି ନୁହେଁ କାମରେ କରି ଦେଖାଏ “ସନ୍ ଷ୍ଟାର ଟିଭି”| ସାଧାରଣ ଲୋକର ହକ୍ ଓ ଅଧିକାର ପାଇଁ ସ୍ୱର ଉଠାଇବା ସହ ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରିବ।
    ★★★
    “ସନ୍ ଷ୍ଟାର ଟିଭି” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
    ★★★
    SUBSCRIBE NOW !!!
    ➠Visit Our Website: sunstartv.com/
    ➠News in Odia: sunstartv.com/...
    ➠UA-cam: / sunstartvodia
    ➠Facebook: / sunstartvodia
    ➠Twitter: / sunstartvodia
    ➠Instagram: / sunstartvodia
    ★★★
    #Sunstartv

КОМЕНТАРІ • 15

  • @prafullakumarsahoo1917
    @prafullakumarsahoo1917 Годину тому

    Right mam

  • @DusaDas-o2m
    @DusaDas-o2m Годину тому

    Right madam

  • @NirakaraBehera-y4q
    @NirakaraBehera-y4q 2 години тому

    You are correct mam as a lawer

  • @sanjayakumarsahoo3531
    @sanjayakumarsahoo3531 12 хвилин тому

    Right

  • @pinakinandanbehera531
    @pinakinandanbehera531 Годину тому +1

    ଆଜିର ସମୟରେ ଉଦ୍ଧତ ନାରୀ ମାନେ ନିଜକୁ ଆଧୁନିକ ନାରୀ ର ପରିଚୟ ଦେଇ କିପରି ପରିବାର, ରାଜ୍ୟ ତଥା ଦେଶକୁ ନଷ୍ଟ କରିଚାଲିଛନ୍ତି ଏସବୁ ତାର ଗୋଟେ ଗୋଟେ ଉଦାହରଣ... ଯଦି ଏହିପରି ଝିଅ ମାନଙ୍କର ମିଛ କୁମ୍ଭୀର କାନ୍ଦଣା ଉପରେ ସମସ୍ତେ ବିଶ୍ୱାସ କରିଚାଲିବେ , fakefeminism କୁ ପ୍ରଶୟ ଦେଇ ଚାଲିବେ, gender biased law କୁ ସମର୍ଥନ କରିଚାଲିବେ... ଝିଅ ଜାହା କଲେବି ସେ ସବୁବେଳେ ଠିକ ଆଉ ପୁଅମାନେ ସବୁବେଳେ ଭୁଲ ଏହି ଦୃଷ୍ଟି ରେ ସମାଜକୁ ଦେଖିବେ......ଏବଂ ଝିଅ ଯେତେ ଭୁଲ କଲେବି ତାପାଇଁ କୌଣସି ଦଣ୍ଡ ର ବ୍ୟବସ୍ଥା ନାହିଁ ବରଂ ନାରୀ ନେତ୍ରୀ ଆଉ କିଛି ଧରମ ଭାଇ ମାନେ ଏହାକୁ ନାରୀ ଶସକ୍ତି କରଣର ଆଖ୍ୟା ଦେବେ ......... ଏହି ମାନସିକତା କୁ ଯଦି ବଦଳା ନଯାଏ.. ହୁଏତ ବହୁତ କମ ବର୍ଷ ଭିତରେ ସାମାଜିକ, ପାରିବାରିକ, ଧାର୍ମିକ,ଆର୍ଥିକ ପ୍ରତ୍ୟେକଟି କ୍ଷେତ୍ରରେ ଭାରତର ଵିଧ୍ଵସ ଦେଖିବାକୁ ମିଳିବ 🙏🏽

  • @nityaomshanti
    @nityaomshanti 2 години тому +1

    Baha ye sakase police ku respect
    Daba jagare aji dadagiri jaha ki pura odisha loka kehi support karunahanti

  • @chocoAbe.
    @chocoAbe. 2 години тому +1

    Odisha bhi U.P bholia halat hobo, U.P lagatar kichi barsa hela crime list re sobu state thu ToP re rohuthila abe Odisha rahiba.

  • @himansumajhi7796
    @himansumajhi7796 Годину тому

    Police station uthaei dia jau (sequaret gard pacha odisha sasan kariba) police station sabu uthei dia jau

  • @AjayJena-uq8tt
    @AjayJena-uq8tt 25 хвилин тому

    Madam police ke darbar pe aanese kutekitahara kahdahona
    Padtahe

  • @SasmitajenaPriya
    @SasmitajenaPriya Годину тому

    This is called pol pressure police vul kn se to dari mari job ku banchuchu

  • @DHIRENDRASAMAL-v4i
    @DHIRENDRASAMAL-v4i 2 години тому

    Police ku uthai dea au police station rahiba nahi state ru

    • @DHIRENDRASAMAL-v4i
      @DHIRENDRASAMAL-v4i 2 години тому

      Apana mane khushi heba police station uthil gale madam vala heba ki

  • @manojmallick9333
    @manojmallick9333 Годину тому

    Double Engine Sarkar Re Double Double Corruption 😢

  • @bhimasenswain8481
    @bhimasenswain8481 Годину тому

    Right