Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଅତି ସୁନ୍ଦର କଣ୍ଠ, ଓଡିଶା ପାଇଁ ଗର୍ବ ହବ
K News 🙏 , ବନମଲ୍ଲି ମାନଙ୍କୁ ଖୋଜିଆଣି ସମାଜରେ ପ୍ରତିଷ୍ଠିତ କରିବା ପାଇଁ ଚେଷ୍ଟା କରାଏ । ବହୁତ ବହୁତ ଧନ୍ୟବାଦ ।🙏🙏🙏💐💐💐💐
Yes jadi samiti hanta bhala hanta kanhi kina bahut loka samiti bana malli banare jhaunila ntani
Wow ❤❤❤
Ú88888ko@@SoniDebasispanda
ବହୁତ୍ ସୁନ୍ଦର୍ କଣ୍ଠ..... ସୁନିଲ୍ ଭାଇଙ୍କୁ ପ୍ରଯୋଜକ ମାନେ ତାଙ୍କୁ ସୁଯୋଗ ଦେବା ପାଇଁ ଅନୁରୋଧ ..... ଭଗବାନ୍ ତାଙ୍କୁ ସହାୟ ହୁଅନ୍ତୁ
ଭାଇ ତୁମେ ଭଲ ଗିତ ଗାଇଚ 👍🇮🇳
କି ସୁନ୍ଦର କଣ୍ଠ,... ଧନ୍ୟରେ ସରକାର.. କଳା ସଂସ୍କୃତି ପାଇଁ ଆଜି ଓଡିଶା ବିଶ୍ଵ ଦରବାରରେ ପରିଚିତି ସ୍ରୁଷ୍ଟି କରିପାରିଛି, କିନ୍ତୁ ସରକାର ଏହା ପ୍ରତି ଧ୍ୟାନ ଦେଇନାହାନ୍ତି,
ବହୁତ ବହୁତ ଧନ୍ୟବାଦ ଶୁଭେଚ୍ଛା ଧନ୍ୟବାଦ ହୃଦୟସ୍ପର୍ଶୀ ହୋଇପାରିଛି ଭଜନ ସବୁ ଜୟ ଜଗନ୍ନାଥ ଜୟ ପଞ୍ଚସଖା ମଣିମା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମଣିମା ସମସ୍ତଙ୍କୁ ମନସ୍କାମନା ପୂର୍ଣ୍ଣ କରନ୍ତୁ ମଣିମା ଜୟ ଜୟ ଜଗନ୍ନାଥ ଜୟ ପଞ୍ଚସଖା
ସତରେ ଏ ହେଉଛନ୍ତି ବହୁ ପ୍ରତିଭା ର ଅଧିକାରି 👍👍👍
A Bhai ku bi helf karntu Sdudio ku nei rakhntu
ଆମ ଓଡିଶା ରେ ଏମିତି ଅନେକ କଳାକାର ଲୁଚିକରୀ ଅଛନ୍ତି , ଏମାନଙ୍କୁ ଥରୁଟିଏ ସୁଯୋଗ ଦେବା କଥା 👌🏻👌🏻👌🏻👌🏻
ସତ କଥା ଭାଇ ଅଛନ୍ତି କେତେ ଜଣ ।
🙏🏻ଜୟ ଜଗନ୍ନାଥ ଭାଇ ତମ ଗୀତ 👌🏻👌🏻👌🏻
ସୁନ୍ଦର ସ୍ଵର | ପ୍ରଭୁ ଜଗନ୍ନାଥ ମଙ୍ଗଳ କରନ୍ତୁ।
Very nice bhajan
ବହୁତ ସୁନ୍ଦର ଗୀତ ଗାଉଛନ୍ତି, କଣ୍ଠ ର ଗୀତ ଶୁଣି କାନ ପବିତ୍ର ହୋଇଗଲା
Thankyou broo
ସୁନ୍ଦର କଣ୍ଠ ଯୋଗ୍ୟତା ସମ୍ପର୍ଣ୍ଣ ପ୍ରତିଭା ସୁଯୋଗ ଦିଆଯାଉ
ବହୁତ ସୁନ୍ଦର ସୂର ଭାଇ ଆଗକୁ ମାଡି ଛାଲ
Bohut sunder kontha ❤❤❤👍👍💯💯
ସତରେ ସୁନ୍ଦର ପ୍ରତିଭା ଟିଏ, ❤❤❤❤❤
K News ku Dhanyabad 🎉
ବହୁତ୍ ସୁନ୍ଦର୍ ଭଏସ ଅଛି ।
ବହୁତ ସୁନ୍ଦର ସ୍ଵର ଭଗବାନ ତମ ଙ୍କୁ ମଙ୍ଗଳ କରନ୍ତୁ।
ଏମିତି କେତେ କୂକିଳ କଣ୍ଠଶିଳ୍ପୀ ଓଡ଼ିଶାରେ ଅଛନ୍ତି ଯେଉଁମାନେ ସୁବିଧା ସୁଯୋଗ ର ଅଭାବ ଏବଂ ଓଡ଼ିଶାରେ part fillings ଯୋଗୁଁ ବେକାର ହୋଇ ରହୁଛନ୍ତି
🎉❤
ଆରେ ସୁନୀଲ.. ଏ ମୋର ଛୋଟ ଭାଇ.. ସତରେ ଭାଇ... ମୋ ଅନ୍ତରରେ ନା ତୁ ସ୍ବର୍ଗୀୟ ଆନନ୍ଦ ଭରିଦେଲୁରେ.. ମହାପ୍ରଭୁ କାଳିଆ ସାଆନ୍ତ ତୋ ଭବିଷ୍ୟତ ଜୀବନ ଉଜ୍ଜଳ କରନ୍ତୁ l 🙏ଜୟ ଜଗନ୍ନାଥ ସ୍ୱାମୀ 🙏
ସୁଯୋଗ ଦେଲେ ମଙ୍ଗଳ ହେବ
Ati sundar gauchi pua
ଭାଇ ନିଜେ କୋଉ ମେଲୋଡି ପାଟି ନହେଲେ ଯାତ୍ରା ରେ କଣ୍ଠ ଦାନ କଲେ ନିଜେ ସ୍ୱାବଲମ୍ବୀ ହେଇପାରିବ । ଜୟ ଜଗନ୍ନାଥ
ମୁଁ ସ୍କୁଲ ସମୟରୁ ଭାଇ ଙ୍କୁ ଦେଖି ଆସୁଛି, ଭାଇ ମୋର ସିନିୟର୍ ଥିଲେ ଆଉ ଭାଇ ଙ୍କ ପଠପଢ଼ା ଯେମିତି ଏକ ନମ୍ବର ତାଙ୍କ ଗୀତ ମଧ୍ୟ ସେମିତି ସୁମଧୁର। ଆଜି ବହୁତ୍ ଦିନ ପରେ ରାଜା ଭାଇ ଙ୍କ ଗୀତ ଶୁଣି ବହୁତ୍ ଶାନ୍ତି ଲାଗିଲା।❤❤❤
ନମ୍ବର ମିଳିବ କି ଏଇ ଭାଇଙ୍କର
❤
Number miliba ki a bhainkara
Marvelous
Very nice voice
Bahut bhala voice..❤🎉
ବହୁତ ସୁନ୍ଦର କଣ୍ଠ ଭାଇ ର ହେ ଜଗନ୍ନାଥ ଈ ଭାଇ କୁ ସାହାଯ୍ୟ କର ଯେମିତି ଆଗକୁ ବଢ଼ି ପାରିବେ 😍
Jay Jagannath...
omg😮କି ସୁନ୍ଦର ସ୍ବର
Bahut badhia gauchha babu bhagaban tumaku sahaya huantu
What a sweet voice he needs training to more develop the government should also help
Best song
Jay Jagannath Swami tume hi Saha bharasa
ବହୁତ୍ ଭଲ ଗୀତ ଗା ଉ ଛନ୍ତି ଜୟ ଜଗନ୍ନାଥ
ମନଲୋଭା ସ୍ୱର
Ati sunder god bless you
ଭଲ ଗାଉଛି
ହୃଦୟସ୍ପର୍ଶୀ 👌👌 ସୁନ୍ଦର କଣ୍ଠ 👌
Bahut sundar laguchi Tama Gita
ଭଗବାନଙ୍କ ବରଦାନ ନିଶ୍ଚିନ୍ତ ଅଛି,ଆପଣ ଆଗକୁ ବଢନ୍ତୁ ।ଧନ୍ୟବାଦ୍ ।ମୁଁ ତୃପ୍ତ ।
ବହୁତ ଭଲ voice ଭାଇ ତୁମର
Sweet voice, good bless you
❤❤❤❤❤bahut sundhar
God bless you❤❤❤
Bahut sundar🎉🎉🎉
ଖୁବ୍ ସୁନ୍ଦର
ବହୁତ ସୁନ୍ଦର ସ୍ୱର, ଭଗବାନ କରନ୍ତୁ ସେ ଆହୁରି ଆଗକୁ ବଢନ୍ତୁ ।ଭଗବାନଙ୍କ ଆଶୀର୍ବାଦ ସବୁବେଳେ ରହୁ।
ଭଲ ପାଉଛ
ବହୁତ ଭଲ ସ୍ବର ଆଉ ଗାୟକୀ । ଖାଲି ଗାଈଲେ ବି କେତେ ଭଲ ଲାଗୁଛି ।
ପ୍ରଭୁ ଜଗନ୍ନାଥ ନିଶ୍ଚୟ ଏ ସୁନା ପିଲାକୁ ସାହା ହେବେ, ମା ସରସ୍ବତୀ ଯାହା କଣ୍ଠ ରେ ବସିଛନ୍ତି, ତାଙ୍କୁ ଆଡ଼େଇବ କିଏ?
Thank you Sunil Bhai chestakara
Thank yuo k knews.
ବହୁତ୍ ସୁନ୍ଦର ❤❤❤
ସତରେ ବହୁତ ସୁନ୍ଦର ଗୀତ ଗାଇଛନ୍ତି ଭାଇ 👌
Jay jagannath
ବହୁତ ସୁନ୍ଦର ଅତି ସୁରିଲା ସ୍ବର
K news ku thank you❤🙏
God bless you brother 🙌
Super bhai
👍👍👍👍👍👍👍👍👍👌👌👌👌
Such a sweet & original voice .
ସଙ୍ଘର୍ଷ ହିଁ ଜୀବନରେ ଅନେକ ଦିଗକୁ ବାଟ ଦେଖାଇ ଥାଏ।
Bahut sundar singing bro
❤❤❤ ସୁଜଗ ଦେବା ଆବଶ୍ୟକ
Nice voice..
Thanks
Excellent
ଠିକ୍ ନିଷ୍ପତ୍ତି ନେଇଛ ଭାଇ 👍
Beautiful Bhai 🙏🙏🙏🙏
ବହୁତ ଭଲ ଗାହିଲେ ❤❤❤।
Nice nice nice voice
ବହୁତ ସୁନ୍ଦର
Very very nice song
Bahut sundar, God bless you,baba
Good bless you brother
Ati Sundara bhai ❤❤
🙏👌👌😊
ବହୁତ ସୁନ୍ଦର ଗାଉଛନ୍ତି ଭାଇ
Jay Jaggnnatha Jay Sairam Jay Sairam Jay Maatadi God bless you
Wow 👍👍❤
❤❤❤❤❤❤❤❤god bless you
Real singer
Very good brother God bless you
God bless you.. 🙏🙏🙏🥰💖 U go ahed,. 👍👍😊
Real odia Singer
super voice bhai
So nice voice ❤❤❤❤❤
ଏହି ଭାଇ କୁ କେଉଁ ମାନେ ❤ କରୁଛ Like କର।
Very nice 👍👍❤
Beautiful voice.. God bless you 💞
Waa jio mere dost bhaut agaku jao bhagaban ka pakhare prathana❤🙏🙏🙏
Waoo Keya bat hai 🙏🙏
Beautyful ❤❤
💐❤️👍
Nice bhai
ଅତି ସୁନ୍ଦର କଣ୍ଠ, ଓଡିଶା ପାଇଁ ଗର୍ବ ହବ
K News 🙏 , ବନମଲ୍ଲି ମାନଙ୍କୁ ଖୋଜିଆଣି ସମାଜରେ ପ୍ରତିଷ୍ଠିତ କରିବା ପାଇଁ ଚେଷ୍ଟା କରାଏ । ବହୁତ ବହୁତ ଧନ୍ୟବାଦ ।🙏🙏🙏💐💐💐💐
Yes jadi samiti hanta bhala hanta kanhi kina bahut loka samiti bana malli banare jhaunila ntani
Wow ❤❤❤
Ú88888ko@@SoniDebasispanda
ବହୁତ୍ ସୁନ୍ଦର୍ କଣ୍ଠ..... ସୁନିଲ୍ ଭାଇଙ୍କୁ ପ୍ରଯୋଜକ ମାନେ ତାଙ୍କୁ ସୁଯୋଗ ଦେବା ପାଇଁ ଅନୁରୋଧ ..... ଭଗବାନ୍ ତାଙ୍କୁ ସହାୟ ହୁଅନ୍ତୁ
ଭାଇ ତୁମେ ଭଲ ଗିତ ଗାଇଚ 👍🇮🇳
କି ସୁନ୍ଦର କଣ୍ଠ,... ଧନ୍ୟରେ ସରକାର.. କଳା ସଂସ୍କୃତି ପାଇଁ ଆଜି ଓଡିଶା ବିଶ୍ଵ ଦରବାରରେ ପରିଚିତି ସ୍ରୁଷ୍ଟି କରିପାରିଛି, କିନ୍ତୁ ସରକାର ଏହା ପ୍ରତି ଧ୍ୟାନ ଦେଇନାହାନ୍ତି,
ବହୁତ ବହୁତ ଧନ୍ୟବାଦ ଶୁଭେଚ୍ଛା ଧନ୍ୟବାଦ ହୃଦୟସ୍ପର୍ଶୀ ହୋଇପାରିଛି ଭଜନ ସବୁ ଜୟ ଜଗନ୍ନାଥ ଜୟ ପଞ୍ଚସଖା ମଣିମା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମଣିମା ସମସ୍ତଙ୍କୁ ମନସ୍କାମନା ପୂର୍ଣ୍ଣ କରନ୍ତୁ ମଣିମା ଜୟ ଜୟ ଜଗନ୍ନାଥ ଜୟ ପଞ୍ଚସଖା
ସତରେ ଏ ହେଉଛନ୍ତି ବହୁ ପ୍ରତିଭା ର ଅଧିକାରି 👍👍👍
A Bhai ku bi helf karntu
Sdudio ku nei rakhntu
ଆମ ଓଡିଶା ରେ ଏମିତି ଅନେକ କଳାକାର ଲୁଚିକରୀ ଅଛନ୍ତି , ଏମାନଙ୍କୁ ଥରୁଟିଏ ସୁଯୋଗ ଦେବା କଥା 👌🏻👌🏻👌🏻👌🏻
ସତ କଥା ଭାଇ ଅଛନ୍ତି କେତେ ଜଣ ।
🙏🏻
ଜୟ ଜଗନ୍ନାଥ
ଭାଇ ତମ ଗୀତ 👌🏻👌🏻👌🏻
ସୁନ୍ଦର ସ୍ଵର | ପ୍ରଭୁ ଜଗନ୍ନାଥ ମଙ୍ଗଳ କରନ୍ତୁ।
Very nice bhajan
ବହୁତ ସୁନ୍ଦର ଗୀତ ଗାଉଛନ୍ତି, କଣ୍ଠ ର ଗୀତ ଶୁଣି କାନ ପବିତ୍ର ହୋଇଗଲା
Thankyou broo
ସୁନ୍ଦର କଣ୍ଠ ଯୋଗ୍ୟତା ସମ୍ପର୍ଣ୍ଣ ପ୍ରତିଭା ସୁଯୋଗ ଦିଆଯାଉ
ବହୁତ ସୁନ୍ଦର ସୂର ଭାଇ ଆଗକୁ ମାଡି ଛାଲ
Bohut sunder kontha ❤❤❤👍👍💯💯
ସତରେ ସୁନ୍ଦର ପ୍ରତିଭା ଟିଏ, ❤❤❤❤❤
K News ku Dhanyabad 🎉
ବହୁତ୍ ସୁନ୍ଦର୍ ଭଏସ ଅଛି ।
ବହୁତ ସୁନ୍ଦର ସ୍ଵର ଭଗବାନ ତମ ଙ୍କୁ ମଙ୍ଗଳ କରନ୍ତୁ।
ଏମିତି କେତେ କୂକିଳ କଣ୍ଠଶିଳ୍ପୀ ଓଡ଼ିଶାରେ ଅଛନ୍ତି ଯେଉଁମାନେ ସୁବିଧା ସୁଯୋଗ ର ଅଭାବ ଏବଂ ଓଡ଼ିଶାରେ part fillings ଯୋଗୁଁ ବେକାର ହୋଇ ରହୁଛନ୍ତି
🎉❤
ଆରେ ସୁନୀଲ.. ଏ ମୋର ଛୋଟ ଭାଇ.. ସତରେ ଭାଇ... ମୋ ଅନ୍ତରରେ ନା ତୁ ସ୍ବର୍ଗୀୟ ଆନନ୍ଦ ଭରିଦେଲୁରେ.. ମହାପ୍ରଭୁ କାଳିଆ ସାଆନ୍ତ ତୋ ଭବିଷ୍ୟତ ଜୀବନ ଉଜ୍ଜଳ କରନ୍ତୁ l
🙏ଜୟ ଜଗନ୍ନାଥ ସ୍ୱାମୀ 🙏
ସୁଯୋଗ ଦେଲେ ମଙ୍ଗଳ ହେବ
Ati sundar gauchi pua
ଭାଇ ନିଜେ କୋଉ ମେଲୋଡି ପାଟି ନହେଲେ ଯାତ୍ରା ରେ କଣ୍ଠ ଦାନ କଲେ ନିଜେ ସ୍ୱାବଲମ୍ବୀ ହେଇପାରିବ । ଜୟ ଜଗନ୍ନାଥ
ମୁଁ ସ୍କୁଲ ସମୟରୁ ଭାଇ ଙ୍କୁ ଦେଖି ଆସୁଛି, ଭାଇ ମୋର ସିନିୟର୍ ଥିଲେ ଆଉ ଭାଇ ଙ୍କ ପଠପଢ଼ା ଯେମିତି ଏକ ନମ୍ବର ତାଙ୍କ ଗୀତ ମଧ୍ୟ ସେମିତି ସୁମଧୁର। ଆଜି ବହୁତ୍ ଦିନ ପରେ ରାଜା ଭାଇ ଙ୍କ ଗୀତ ଶୁଣି ବହୁତ୍ ଶାନ୍ତି ଲାଗିଲା।❤❤❤
ନମ୍ବର ମିଳିବ କି ଏଇ ଭାଇଙ୍କର
❤
Number miliba ki a bhainkara
Marvelous
Very nice voice
Bahut bhala voice..❤🎉
ବହୁତ ସୁନ୍ଦର କଣ୍ଠ ଭାଇ ର ହେ ଜଗନ୍ନାଥ ଈ ଭାଇ କୁ ସାହାଯ୍ୟ କର ଯେମିତି ଆଗକୁ ବଢ଼ି ପାରିବେ 😍
Jay Jagannath...
omg😮କି ସୁନ୍ଦର ସ୍ବର
Bahut badhia gauchha babu bhagaban tumaku sahaya huantu
What a sweet voice he needs training to more develop the government should also
help