How OTV is misleading the People with its Paid News II Hanger Story II Odisha Politics

Поділитися
Вставка
  • Опубліковано 4 січ 2025

КОМЕНТАРІ • 282

  • @HangerStory
    @HangerStory  День тому +11

    ଅନେକ ଦର୍ଶକମାନେ ଆଶଙ୍କା କରୁଛନ୍ତି ଯେ, କାଳେ ଆମେ ମାନେ କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତିବିଶେଷ କିମ୍ବା ଦଳର ପ୍ରାୟୋଜିତ ଚ୍ୟାନେଲ ହୋଇଥିବୁ I ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ, ଆମେ ଆମ ଚ୍ୟାନେଲ ମାଧ୍ୟମରେ କାହାକୁ ମଧ୍ୟ ଆକ୍ରୋଶ ମୂଳକ ଭାବେ ଟାର୍ଗେଟ କରୁନାହୁ ଓ ଆମେ ଏଥିପାଇଁ କାହାରି ଠାରୁ ମଧ୍ୟ ଅର୍ଥ ନେବା ସପକ୍ଷେ ନାହୁଁ I ଆଗାମୀ ଦିନରେ ଏହି channel ମାଧ୍ୟମରେ ଆମେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ଲୋକଲୋଚନକୁ ଆଣିବା ପାଇଁ ଆଶା କରୁଚୁ I ଏଥିପାଇଁ କେବଳ ଆମକୁ ଦରକାର ଆପଣ ମାନଙ୍କ ଭଲ ପାଇବା ଓ like, subscribe ଯୋଗେ ଅଳ୍ପ କିଛି ସହଯୋଗ I ଆସନ୍ତୁ , ମିଳି ମିଶି ଓଡ଼ିଶାରେ ଏକ ନିର୍ଭୀକ, ନିରପେକ୍ଷ ଗଣମାଧ୍ୟମ ସଂସ୍ଥା କୁ ଗଢ଼ିବା I ଜୟ ଜଗନ୍ନାଥ। 🙏🏼

    • @jagdishsarangi4831
      @jagdishsarangi4831 20 годин тому

      @@HangerStory please try to implement whatever you have said. As you are a frontline News Channel we would like to expect best in class reporting from ur channel. But you are always focused on politics & you keep on highlighting the drawbacks of opposition parties & protecting the demerits of the ruling BJP. Please try to rectify yourself in the interest of the nation as well as yours. Hope you better understand & continue genuine reporting.🙏

    • @HangerStory
      @HangerStory  19 годин тому

      @jagdishsarangi4831 Thank you for your kind advice Sir. We are now on the verge of a complete makeover of our news quality and content also. We will try to fight as much as possible for the interest of Odisha's common people. Your support in this regard is required. Kindly, Subscribe and Share our videos to other intellectuals like you. Bande Utkal Janani. 🙏🏼

    • @jagdishsarangi4831
      @jagdishsarangi4831 19 годин тому +1

      @HangerStory 🙏 Thanks for your commitment. Hope you implement it soon. Jai Hind.,🙏

  • @rameshdas9755
    @rameshdas9755 2 дні тому +88

    ଓଟିଭି ଜନସାଧାରଣଙ୍କ ଚେନାଲ ନୁହେଁ ଏ ବିଜେପି ର

    • @Mr.Sahoo123
      @Mr.Sahoo123 День тому

      Nandighosa kou party ra

    • @sanjaybarik9365
      @sanjaybarik9365 День тому +2

      Godi media....😂😂😂😂

    • @Mr.Sahoo123
      @Mr.Sahoo123 8 годин тому

      @sanjaybarik9365 nandighosa nabin media......🤣🤣🤣

  • @ashokpattanayak9963
    @ashokpattanayak9963 День тому +22

    ଅତି ଭଦ୍ର ଭାବରେ ଏକ ସାଂଘାତିକ ସତ୍ୟକୁ ଲୋକ ଲୋଚନକୁ ଆଣିଥିବାରୁ ବହୁତ ଧନ୍ୟବାଦ୍ 🙏

    • @HangerStory
      @HangerStory  День тому +1

      Thank you Sir. Please subscribe to our channel.

  • @କଳ୍କୀ
    @କଳ୍କୀ 2 дні тому +49

    ଛି ଛି ଛି ଢୋ TV ଏବେ ଚାଟିବା କାମ କରୁଛି। ରାଜ୍ୟରେ ବିଭିନ୍ନ ପ୍ରସଙ୍ଗ ଅଛି ଦର ବୃଦ୍ଧି ଆକାଶ ଛୁଆଁ ଗୋଟେ ଗରିବ ଲୋକ ଚଳିବା କଷ୍ଟ ହୋଇ ପଡ଼ିଛି ହେଲେ ଏମାନେ ସାମ୍ବାଦିକ ନୁହେଁ ପାଦ ଚଟା ମିଡ଼ିଆ।

  • @aryabhuminewspaper1851
    @aryabhuminewspaper1851 2 дні тому +29

    ଓଟିଭି ର ମାଲିକ ଜଣେ ବେପାରୀ, ତାଙ୍କର କମ୍ପାନୀକୁ ଚଳାଇବା ପାଇଁ ରାଜନୀତି କରି ସେଥିରୁ ସୁବିଧା ହାତେଇ ଆସୁଥିବା ମଣିଷ, ସେ ବିଜେଡି ରେ ରାଜନୀତି କରି ବହୁ ସୁବିଧା ସୁଯୋଗ ତଥା ବହୁ ହଜାର କୋଟି ଟଙ୍କା ଛାଡ଼ କରାଇବା ରେ ସଫଳ ହୋଇ ଜନତା ଙ୍କର ଅର୍ଥ ଲୁଟିଥିଲେ, ତାହା ଭୁଲିଗଲେଣି ବୋଲି ଭାବୁ ଛନ୍ତି

  • @chandrapradhan1349
    @chandrapradhan1349 2 дні тому +37

    👌👌👌 ❤️❤️❤️ ଅତି ସୁନ୍ଦର ଉପସ୍ଥାପନା

  • @sadanandasahoo3707
    @sadanandasahoo3707 День тому +22

    ଦଲାଲି ରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି କିଛି ଗଣମାଧ୍ୟମ ଓ ସାମ୍ବାଦିକ। ଏପରିକି ବରିଷ୍ଠ ବୋଲାଉଥିବା କିଛି ସାମ୍ବାଦିକ।
    ସେହି ସବୁ ଗଣମାଧ୍ୟମ ଓ ସାମ୍ବାଦିକ ମାନେ ସାମ୍ବାଦିକତା ର ଅର୍ଥ କଣ, କାମ କଣ ଜାଣିଛନ୍ତି କି ନାହିଁ ସନ୍ଦେହ।

  • @jagannathpatnaik8409
    @jagannathpatnaik8409 2 дні тому +30

    ବହୁତ ସୁନ୍ଦର

  • @reetap4008
    @reetap4008 День тому +23

    ସବୁ ଓଡ଼ିଆ ଭାଇ ମାନଙ୍କୁ ବିନୀତ ଅନୁରୋଧ ଓଟିଭି, କନକ ଟିଭି, ନିର୍ଭୟ,ରୁବେନ ଅର୍ଗୁସ ର ଚ୍ୟାନେଲ କୁ ବହିଷ୍କାର କରନ୍ତୁ।🙏🙏 ବାରଂବାର ରିପୋର୍ଟ୍ କରନ୍ତୁ।

  • @dalibandhugouri6001
    @dalibandhugouri6001 День тому +20

    OTV&ODISHA REPORTERS ଓଡ଼ିଶା ର ନମ୍ବର ଓ୍ବାନ ଗୋଧିମିଡିଆ👎👎👎👎👎👎👎👎👎👎👎👎👎

  • @lingarajsahoo6911
    @lingarajsahoo6911 День тому +15

    ଅତି ସୁନ୍ଦର ଉପସ୍ଥାପନା 🙏🙏

  • @prasantakumarbehera8359
    @prasantakumarbehera8359 2 дні тому +22

    Thanks your right news

  • @sudhanshupradhan2356
    @sudhanshupradhan2356 2 дні тому +15

    ବଢିଆ ଉପସ୍ଥାପନ ❤

  • @gopalchandradigal8590
    @gopalchandradigal8590 2 дні тому +17

    ଆପଣଙ୍କ ଉପସ୍ଥାପନା ବହୁତ୍ ଭଲ ସାର୍

    • @HangerStory
      @HangerStory  2 дні тому +2

      Thank you. Please like share and subscribe.

  • @binodkumarsahu8720
    @binodkumarsahu8720 2 дні тому +16

    ଅତି ସୁନ୍ଦର

  • @nibeditamallick1464
    @nibeditamallick1464 9 годин тому +2

    ଅତି ସୁନ୍ଦର ଉପସ୍ଥାପନା

  • @kamalpattanaik2966
    @kamalpattanaik2966 2 дні тому +15

    Bahut vala lagila,fast time apana midia agnest re kahule.

  • @aryabhuminewspaper1851
    @aryabhuminewspaper1851 2 дні тому +16

    ନବୀନ ବାବୁଙ୍କୁ କଣ ଅନ୍ୟ ସହିତ ତୁଳନା କରିବା ବେକାର, ସିଏ ହେଉଛନ୍ତି ବିଜୁ ବାବୁଙ୍କ ପୁତ୍ର,ସେ ବାବୁ ନବୀନ ବାବୁଙ୍କ ସହ ଥିଲେ, ସେତେବେଳେ ସେ ଠିକ ଥିଲେ, ସେ କଣ ମୁଖ୍ୟମନ୍ତ୍ରୀ ହୋଇପାରିଲେ ଵା ହୋଇପାରିବେ l

  • @kalingaranjan2074
    @kalingaranjan2074 День тому +11

    ଅନୁମାନ କରାଯାଇପାରେ ଗତ ଏକ ଦଶନ୍ଧି ମଧ୍ୟରେ ବିଜେପି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଅର୍ଥାତ୍ ନ୍ୟୁଜ୍ ମିଡିଆର ମୂଲ୍ୟ ବ୍ୟବସ୍ଥାକୁ ବ୍ୟବସ୍ଥିତ ଭାବରେ ନଷ୍ଟ କରିଦେଇଛି।

    • @kalingaranjan2074
      @kalingaranjan2074 День тому +1

      ବିଗତ ଦଶ ବର୍ଷ ମଧ୍ୟରେ ଏହା ଅନୁମାନ କରାଯାଇପାରେ ଯେପରି ଓଡିଶା ଏବଂ ସମଗ୍ର ଭାରତରେ ପ୍ରାୟ ସମସ୍ତ ନ୍ୟୁଜ୍ ମିଡିଆ ପ୍ରାୟ ନବେ ପ୍ରତିଶତରୁ ଅଧିକ ଗଣମାଧ୍ୟମ ନ୍ୟୁଜ୍ ମିଡିଆ ଚ୍ୟାନେଲ ବ୍ୟବସ୍ଥିତ ଭାବରେ ବିଜେପିକୁ ବିକ୍ରି ହୋଇସାରିଛି ଯାହା ସାମ୍ବିଧାନିକ ମୂଲ୍ୟବୋଧ କୁ ଅବନତି କରିବ | ଯାହା ଆମ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଭଲ ନୁହେଁ |

    • @kalingaranjan2074
      @kalingaranjan2074 День тому +1

      ଏହା ନିସନ୍ଦେହ ଏବଂ ଅସ୍ୱୀକାର କରାଯାଇପାରିବ ନାହିଁ , ଯେ ନ୍ୟୁଜ୍ ମିଡିଆ ଉଭୟ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ , ଶାସକ ତଥା ଶାସକଙ୍କର ପ୍ରଚାରର ସୁରକ୍ଷା ତଥା ସେମାନଙ୍କର ପ୍ରଚାର କରିବାରେ ଦିନରାତି ବିଜେପିକୁ ସାହାଯ୍ୟ କରୁଛି, ଯାହା ଆମ ଦେଶ ଗଣତନ୍ତ୍ରର ଫେଡେରାଲ୍ ଗଠନ ବ୍ୟବସ୍ଥା ପାଇଁ କ୍ଷତିକାରକ |ଏହା ହେଉଛି ବର୍ତ୍ତମାନ ର ବାସ୍ତବତା ଯାହା ଗତ ଏକ ଦଶନ୍ଧିରୁ ଘଟୁଛି |

  • @BasantaBehera-gl3li
    @BasantaBehera-gl3li День тому +6

    OTV, Argus, kanak, Bhaskar,news18 ଏ ସବୁ ପୁରା ବିଜେପି ର ଦଲାଲ୍ ମିଡ଼ିଆ

  • @aspirants1615
    @aspirants1615 День тому +6

    Correct 💯

  • @tripatisahu7228
    @tripatisahu7228 2 дні тому +13

    Bahut sundar

  • @subhalaxmipothal5314
    @subhalaxmipothal5314 День тому +5

    ନବୀନ ପଟ୍ଟନାୟକ ଜଣେ ଲୋକ ପ୍ରିୟ ନେତା। ତାଙ୍କୁ ବଦନାମ କରିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ସକ୍ଷମ ହେବେ ନାହିଁ। ମୋହନ ମାଝି ଏଵଂ ତାଙ୍କ ଗୋଷ୍ଠୀ କାଳେ ଗାଦି ହାତରୁ ଖସି ଯିବ ସେଥିପାଇଁ ବିଜେପି ର ଭୟ।

  • @santoshkumarsabat3503
    @santoshkumarsabat3503 День тому +4

    Nicchakaa sata Katha bhai❤❤❤

  • @bkbinapani5936
    @bkbinapani5936 2 дні тому +16

    Thik katha kahiçhanti.

  • @kalingaranjan2074
    @kalingaranjan2074 День тому +7

    ପୂର୍ବତନ ସିଏମ୍ ନବୀନ ପଟ୍ଟନାୟକଙ୍କ ଓଡିଶା ସରକାର ପ୍ରକୃତ ସ୍ଥାୟୀ ଦୀର୍ଘକାଳୀନ ବିକାଶ ଏବଂ ପୁନଉଦ୍ଧାର ଠାରୁ ସ୍ଥିରତା ପର୍ଯ୍ୟନ୍ତ ପ୍ରଗତିଶୀଳ ଆଭିମୁଖ୍ୟ ସହିତ କାର୍ଯ୍ୟ କରିଛନ୍ତି। ଏହି ତଥ୍ୟକୁ ଅଣଦେଖା କରାଯାଇପାରିବ ନାହିଁ |☝

    • @manojrout2271
      @manojrout2271 День тому +2

      At last I saw a true statement on Naveen Patanaik's Government

  • @kalingaranjan2074
    @kalingaranjan2074 День тому +7

    ଏହି ପରି ଲାଗୁଚି ବା ମନେହୁଏ ଯେପରି,ବିଜେପି କିଛି ଅନୈତିକ ଉପାୟରେ ଓଡିଶା କୁ ଶାସନ କରିବା ପାଇଁ ସୁବିଧାବାଦୀ ( Opportunist) ଭଳି କାର୍ଯ୍ୟ କରୁଛନ୍ତି ଓଡିଶାରେ ବିଜେପି ହୃଦୟଙ୍ଗମ କରିବା ଆବଶ୍ୟକ ଯେ ଭୁଲ ସୂଚନା, ଭୁଲ ମନୋଭାବ ଏବଂ ଭୁଲ ଧାରଣା ବା କାହାଣୀ ଦୀର୍ଘକାଳୀନ ଭିତ୍ତିରେ ସାହାଯ୍ୟ କରିବ ନାହିଁ।

    • @kalingaranjan2074
      @kalingaranjan2074 День тому

      ଜାଲିଆତି ଠକ ଗୁଜୁରାଟୀ ସଂଗଠନ କିମ୍ବା କମ୍ପାନୀ ଉପରେ ଓଡିଶାର ଧନ କେବେ ବି ନଷ୍ଟ କରିବା ଉଚିତ୍ ନୁହେଁ ଏବଂ ଏହାକୁ କଦାପି ଅନୁମତି ଦିଆଯିବ ନାହିଁ |

    • @kalingaranjan2074
      @kalingaranjan2074 День тому +1

      ଅନୁମାନ କରାଯାଇପାରେ,ଓଡିଶା ପାଇଁ ଅଭିବୃଦ୍ଧି ତଥା ସମୃଦ୍ଧତା ବା ଏକ ଦୂରଦୃଷ୍ଟିସମ୍ପନ୍ନ ଆଭିମୁଖ୍ୟ ରଖିବା ପରିବର୍ତ୍ତେ ବିଜେପି କେବଳ ଶସ୍ତା ଏବଂ ନିମ୍ନ ମାନର ରାଜନତିକରେ ଲିପ୍ତ ରହୁଛି।

    • @kalingaranjan2074
      @kalingaranjan2074 День тому

      ଏହା ପରି ଲାଗୁଛି ,ବିଜେପି ନିଜର ରାଜନତିକ ଅଭିଳାଷର ପୂର୍ବାନୁମାନ କରି ନିଜର ଆତ୍ମ-କେନ୍ଦ୍ରିତ , ଆତ୍ମ ସନ୍ତୋଷ ମାନସିକତା ପ୍ରଦର୍ଶନ କରୁଛି

    • @kalingaranjan2074
      @kalingaranjan2074 День тому

      ଏହା ପରି ଲାଗୁଛି ,ବିଜେପି ଓଡିଶା ଲୋକଙ୍କୁ ବୋକା ବନାଇଛି ଏବଂ ବନାଉଛି ,ଧୀରେ ଧୀରେ ଓଡିଶାର ଲୋକମାନେ ବିଜେପିର ପ୍ରକୃତ ରଙ୍ଗ ଜାଣିବେ |

  • @baikunthanayak8825
    @baikunthanayak8825 День тому +8

    Ok,all right,thanks for your presentation

  • @kalingaranjan2074
    @kalingaranjan2074 День тому +7

    ଅନୁମାନ କରାଯାଇପାରେ,ଓଡିଶା ପାଇଁ ଅଭିବୃଦ୍ଧି ତଥା ସମୃଦ୍ଧତା ବା ଏକ ଦୂରଦୃଷ୍ଟିସମ୍ପନ୍ନ ଆଭିମୁଖ୍ୟ ରଖିବା ପରିବର୍ତ୍ତେ ବିଜେପି କେବଳ ଶସ୍ତା ଏବଂ ନିମ୍ନ ମାନର ରାଜନତିକରେ ଲିପ୍ତ ରହୁଛି।

  • @DNilakanthaAchary
    @DNilakanthaAchary 2 дні тому +11

    Thank you sar

  • @BasantaBehera-gl3li
    @BasantaBehera-gl3li День тому +4

    ବହୁତ୍ ସୁନ୍ଦର ଉପସ୍ଥାପନ କରିଛନ୍ତି ଭାଇ 👍👍👍👍👍

  • @BasantaBehera-gl3li
    @BasantaBehera-gl3li День тому +4

    ଭାଇ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ 🙏🙏💚💚💚💚💚💚💚

  • @abhiseksahoo9767
    @abhiseksahoo9767 День тому +10

    Journalism should be independent..
    But OTV is seeing the news as a voice of BJP.
    Change of Government is good for democracy but we should never forget the contribution of Shri Naveen Pattanaik for overall development of Odisha.

  • @bijayakumarnaik7236
    @bijayakumarnaik7236 День тому +8

    Excellent analysis

  • @desharanjansethi7827
    @desharanjansethi7827 2 дні тому +11

    Your views is so much accepted

  • @akshayapatra3750
    @akshayapatra3750 День тому +4

    You are right

  • @DNPTechnical18
    @DNPTechnical18 День тому +8

    💯% ସତ କଥା

  • @Pramod-v1s
    @Pramod-v1s День тому +11

    OTV is only Andhabhakta's channel.

  • @shrinathsoren-r2t
    @shrinathsoren-r2t День тому +4

    ୬ମାସ ରେ bjp କୁ ଲୋକ ଜାଣି ଗଲେ l ଆଗାମୀ ୨୦/୨୫ ବର୍ଷ ଆଉ ଓଡିଶାରେ ଲୋକ bjp କୁ ଭୋଟ ଦେବେ ନାହିଁ l

  • @BatakrisnaChhotaray
    @BatakrisnaChhotaray День тому +3

    Dhanyabad Bhai ea murkha odisha bashi otv ru kana pauchanti je se chanel ku dekhu chanti otv ra ayusha bahut kam Dena Jay jagarnath

  • @badalkumarjena7349
    @badalkumarjena7349 День тому +3

    Sir nice baet

  • @haranarayansinghdeo280
    @haranarayansinghdeo280 День тому +3

    Absolutely correct sugestion

  • @kubercharanparida283
    @kubercharanparida283 День тому +2

    Dynamic analysis.

  • @narayanpradhan7148
    @narayanpradhan7148 2 дні тому +6

    Ati sundar upastapana karichanti sir 🙏💘💘💘

  • @bulusethi5340
    @bulusethi5340 День тому +2

    Right bhai👍

  • @saratchandranayak2512
    @saratchandranayak2512 День тому +3

    You are right.

  • @OMSAI-sn5be
    @OMSAI-sn5be 2 дні тому +8

    It is really truth.

  • @kalingaranjan2074
    @kalingaranjan2074 День тому +4

    ଗତ ଏକ ଦଶନ୍ଧି ମଧ୍ୟରେ ବିଜେପି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଅର୍ଥାତ୍ ନ୍ୟୁଜ୍ ମିଡିଆର ମୂଲ୍ୟ ବ୍ୟବସ୍ଥାକୁ ବ୍ୟବସ୍ଥିତ ଭାବରେ ନଷ୍ଟ କରିଦେଇଛି।ଏଥିରେ ଆଗକୁ ଆହୁରୀ ଦିନକୁ ଦିନ ଉନ୍ନତି କରୁଛନ୍ତି |

    • @kalingaranjan2074
      @kalingaranjan2074 День тому +2

      ଏହା ପରି ଲାଗୁଛି ସବୁବେଳେ ପରି ବିଜେପି ଏବଂ ତାହାର ବିସ୍କୁଟ ମିଡିଆ ନ୍ୟୁଜ୍ ଚ୍ୟାନେଲଗୁଡ଼ିକର ସାହାଯ୍ୟରେ ଶସ୍ତା ଏବଂ ନିମ୍ନ ମାନର ରାଜନୀତି କରିବାକୁ କେବେ ବି ପଛଘୁଞ୍ଚା ଦିଏ ନାହିଁ କି କେବେ ବି ପଛଘୁଞ୍ଚା ଦେବ ନାହିଁ|

  • @satyamahapatra3578
    @satyamahapatra3578 День тому +4

    Very nice advice to OTV

  • @kalingaranjan2074
    @kalingaranjan2074 День тому +5

    ଏହା ପରି ଲାଗୁଛି ,ବିଜେପି ଓଡିଶା ଲୋକଙ୍କୁ ବୋକା ବନାଇଛି ଏବଂ ବନାଉଛି ,ଧୀରେ ଧୀରେ ଓଡିଶାର ଲୋକମାନେ ବିଜେପିର ପ୍ରକୃତ ରଙ୍ଗ ଜାଣିବେ |

  • @AmiyaKumarNanda
    @AmiyaKumarNanda День тому +3

    You are right. 👍

  • @NoDaddyIssues
    @NoDaddyIssues День тому +3

    ସବୁ ବେପାର ରେ ବେସ୍ତ, ଏଙ୍କ ଖବର ଯୋଗୁ ଗୋଟେ tv ଭାଙ୍ଗିଦେଲି.....

  • @BinodiniRoutBinodiniRout
    @BinodiniRoutBinodiniRout 2 дні тому +6

    Right sir ❤Jay Nabeen sir 🙏 ❤otv. Iow

  • @chandrakantamishra8745
    @chandrakantamishra8745 2 дні тому +7

    Bhai welcome

  • @user-jaynaveen
    @user-jaynaveen День тому +4

    Thank ❤❤❤

  • @BhagwanSahoo-id5sh
    @BhagwanSahoo-id5sh 2 дні тому +7

    Right

  • @GobindaBehera-n3o
    @GobindaBehera-n3o День тому +5

    Right Right Right sir

  • @premaranjansingh8139
    @premaranjansingh8139 День тому +2

    100% right

  • @binapaniraj3387
    @binapaniraj3387 День тому +3

    Navin babu is a great leader, very popular a good person also 🙏🙏🙏

  • @ashokpattanayak9963
    @ashokpattanayak9963 День тому +3

    ଆଜ୍ଞା ବୈଜୟନ୍ତ ପଣ୍ଡା କଣ ଗୋଟିଏ ମଣିଷ ପିଲା ଯେ ସେ ଆପଣଙ୍କ କଥାଶୁଣି ସୁଧୁରି ଯିବ ?

  • @sidharthMoharana-dn9ie
    @sidharthMoharana-dn9ie День тому +7

    OTV Odia Janata ka channel Nahin Hai BJP ka channel hai Modi ka Pocket Mein rahti hai❤❤ Adani ka choli Mein rahti hai

  • @prasantananda8880
    @prasantananda8880 День тому +4

    ଆଶା OTV & Argus chanel bjp ର ବୋଲି କିଏ ନ ଜାଣିଛି ।ଯିଏ ଅନପଢ ଗୱର ହୋଇଥିବ ସିଏ ଜାଣି ନ ଥିଵ

  • @TunuRout-cs4eg
    @TunuRout-cs4eg 2 дні тому +8

    Perfect

  • @diptisatpathy2799
    @diptisatpathy2799 День тому +3

    Right otv ku band kariba katha

  • @RanjanKumarSamal-x8s
    @RanjanKumarSamal-x8s День тому +2

    Sat katha ame apanank sahit ekamat atu😊

  • @pralayaofficial1060
    @pralayaofficial1060 День тому +3

    Otv mu kebe bi dekhe nahi mu janichi OTV sampurna bhabe BJP pain samarpita..

  • @shibuprasadswain7671
    @shibuprasadswain7671 День тому +2

    Ek dum right 👍👍

  • @ritamohanty7586
    @ritamohanty7586 День тому +2

    Supper,Supper,Excellent

  • @deepakkumarnayak7831
    @deepakkumarnayak7831 День тому +2

    Absolutely right bro 👍, pandian sir visionary man

  • @reetap4008
    @reetap4008 День тому +2

    Boycott boliwood 😠
    Boycott OTV Argus kanak ନିର୍ଭୟ ଆଉ ରୁବେନ୍।😠😠😠👠👠👠👠

  • @kalingaranjan2074
    @kalingaranjan2074 День тому +4

    ବିଗତ ଦଶ ବର୍ଷ ମଧ୍ୟରେ ଏହା ଅନୁମାନ କରାଯାଇପାରେ ଯେପରି ଓଡିଶା ଏବଂ ସମଗ୍ର ଭାରତରେ ପ୍ରାୟ ସମସ୍ତ ନ୍ୟୁଜ୍ ମିଡିଆ ପ୍ରାୟ ନବେ ପ୍ରତିଶତରୁ ଅଧିକ ଗଣମାଧ୍ୟମ ନ୍ୟୁଜ୍ ମିଡିଆ ଚ୍ୟାନେଲ ବ୍ୟବସ୍ଥିତ ଭାବରେ ବିଜେପିକୁ ବିକ୍ରି ହୋଇସାରିଛି ଯାହା ସାମ୍ବିଧାନିକ ମୂଲ୍ୟବୋଧ କୁ ଅବନତି କରିବ | ଯାହା ଆମ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଭଲ ନୁହେଁ |

    • @kalingaranjan2074
      @kalingaranjan2074 День тому +2

      ଏହା ନିସନ୍ଦେହ ଏବଂ ଅସ୍ୱୀକାର କରାଯାଇପାରିବ ନାହିଁ , ଯେ ନ୍ୟୁଜ୍ ମିଡିଆ ଉଭୟ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ , ଶାସକ ତଥା ଶାସକଙ୍କର ପ୍ରଚାରର ସୁରକ୍ଷା ତଥା ସେମାନଙ୍କର ପ୍ରଚାର କରିବାରେ ଦିନରାତି ବିଜେପିକୁ ସାହାଯ୍ୟ କରୁଛି, ଯାହା ଆମ ଦେଶ ଗଣତନ୍ତ୍ରର ଫେଡେରାଲ୍ ଗଠନ ବ୍ୟବସ୍ଥା ପାଇଁ କ୍ଷତିକାରକ |ଏହା ହେଉଛି ବର୍ତ୍ତମାନ ର ବାସ୍ତବତା ଯାହା ଗତ ଏକ ଦଶନ୍ଧିରୁ ଘଟୁଛି |

  • @RameshNayak-r1f
    @RameshNayak-r1f День тому +3

    ଓଟିଭି ବିଜେପି ର

  • @ranjankumardas9541
    @ranjankumardas9541 День тому +2

    Ati sundar katha...kahucchhanti.

  • @RajuJakesika
    @RajuJakesika День тому +2

    OTV khali bjp bala nka ra sadharana lokanka ra nuhan.....aita samaste janichanti

  • @PinklinSahoo
    @PinklinSahoo День тому +5

    Otv bjp ra sadharana loka pain nuha

  • @pramodbehera607
    @pramodbehera607 День тому +2

    ଓଟିଭି ହେଉଛି ବିଜେପିର ଚାନେଲ

  • @kalingaranjan2074
    @kalingaranjan2074 День тому +3

    ଏହା ନିସନ୍ଦେହ ଏବଂ ଅସ୍ୱୀକାର କରାଯାଇପାରିବ ନାହିଁ , ଯେ ନ୍ୟୁଜ୍ ମିଡିଆ ଉଭୟ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ , ଶାସକ ତଥା ଶାସକଙ୍କର ପ୍ରଚାରର ସୁରକ୍ଷା ତଥା ସେମାନଙ୍କର ପ୍ରଚାର କରିବାରେ ଦିନରାତି ବିଜେପିକୁ ସାହାଯ୍ୟ କରୁଛି, ଯାହା ଆମ ଦେଶ ଗଣତନ୍ତ୍ରର ଫେଡେରାଲ୍ ଗଠନ ବ୍ୟବସ୍ଥା ପାଇଁ କ୍ଷତିକାରକ |ଏହା ହେଉଛି ବର୍ତ୍ତମାନ ର ବାସ୍ତବତା ଯାହା ଗତ ଏକ ଦଶନ୍ଧିରୁ ଘଟୁଛି |

    • @kalingaranjan2074
      @kalingaranjan2074 День тому

      ଏହି ପରି ଲାଗୁଚି ବା ମନେହୁଏ ଯେପରି,ବିଜେପି କିଛି ଅନୈତିକ ଉପାୟରେ ଓଡିଶା କୁ ଶାସନ କରିବା ପାଇଁ ସୁବିଧାବାଦୀ ( Opportunist) ଭଳି କାର୍ଯ୍ୟ କରୁଛନ୍ତି ଓଡିଶାରେ ବିଜେପି ହୃଦୟଙ୍ଗମ କରିବା ଆବଶ୍ୟକ ଯେ ଭୁଲ ସୂଚନା, ଭୁଲ ମନୋଭାବ ଏବଂ ଭୁଲ ଧାରଣା ବା କାହାଣୀ ଦୀର୍ଘକାଳୀନ ଭିତ୍ତିରେ ସାହାଯ୍ୟ କରିବ ନାହିଁ।

  • @SMILAN_143
    @SMILAN_143 День тому +2

    ଠିକ୍ କଥା କହିଛନ୍ତି 🎉❤🎉❤

  • @rudramedia6488
    @rudramedia6488 День тому +1

    Right sir

  • @gyanranjanpradhan5312
    @gyanranjanpradhan5312 2 дні тому +7

    News channel bikri hoijaichhanti, bahut dukhar katha kahaku kahi bahar angya

  • @royalck1
    @royalck1 День тому +3

    Odisha tv na lekhi Gujarati tv ta Na haba katha.

  • @kartikrout1830
    @kartikrout1830 2 дні тому +9

    Very excellent advice for panda babu

  • @umasankarpatnaik6454
    @umasankarpatnaik6454 2 дні тому +7

    Otv only bjp

  • @SoumendraKumarDas-i1y
    @SoumendraKumarDas-i1y 2 дні тому +7

    ଖାଲି ଓଟିଭି ନୁହେଁ। କୌଣସି ନ୍ୟୁଜ୍ ଚ୍ୟାନେଲ ନିରପେକ୍ଷ ନୁହେଁ

  • @santoshkumarswain6547
    @santoshkumarswain6547 День тому +2

    Thanks bhai best analesis

  • @Aditya-vd8vp
    @Aditya-vd8vp День тому +4

    Otv is a bjp channel

  • @subashchandramuduli4690
    @subashchandramuduli4690 День тому +2

    Very nice🎉

  • @baraladurgaprasadrao2871
    @baraladurgaprasadrao2871 2 дні тому +5

    I am agree with you brother

  • @ritaranidas9951
    @ritaranidas9951 День тому +1

    Otv sampurna michha katha kahe. Tanka pain sabu karuchhi otv.

  • @binapaniraj3387
    @binapaniraj3387 День тому +1

    Biju swasta card🙏🙏🙏

  • @gagansahoo8501
    @gagansahoo8501 День тому +1

    We are already boycott otv last 5 years

  • @bbsenapati2245
    @bbsenapati2245 День тому +1

    OTV jete bhukile mandhya Naveen ra banka kariparibani

  • @cinemacinemadigitalstudio3384
    @cinemacinemadigitalstudio3384 2 дні тому +4

    ❤❤❤

  • @benubarik5083
    @benubarik5083 День тому +1

    ସତ ଭାଇ କହିଲ

  • @manasranjanpattnaik6008
    @manasranjanpattnaik6008 День тому +3

    OTV GODI media modi media bjp media chor

  • @wasteoftime9828
    @wasteoftime9828 День тому +1

    real fact is that...
    OTV thinking like ajjtak news channel

  • @NilimaRautray
    @NilimaRautray 12 годин тому +1

    Bahut badhia sata katha gudika kahile...thank u so much..ehipari ghatana sabu jana sadharana jana ntu.❤😊

  • @bibhudattadash8876
    @bibhudattadash8876 День тому +3

    Wrong news Channel. OTV.

  • @dashami757
    @dashami757 День тому +1

    ଆଗରୁ କୋଉଠି ସୋଇଥିଲ, କୁନ୍ଦୁଲି, ବେବିନା, ପରୀ

    • @HangerStory
      @HangerStory  День тому

      ଆଜ୍ଞା , ସବୁ ଜିନିଷ କଭର୍ କରିବୁ, ଧର୍ଯ୍ୟ ଧରିବାକୁ ଅନୁରୋଧ I 🙏🏼

  • @s.kasinathreddy3883
    @s.kasinathreddy3883 День тому +1

    ସତ କଥା ଭାଇ ଓ ଟି ଭି ବିଜେପି ପାର୍ଟି ର