Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
Aja jibana dhana mora pakhala kansa, sangeeta sudhakar balakrushna dash's gita. Pakhala saha jadita Odia prana. Jagannathanka priya saga bhata aau dahi pakhala
Apananku hrudaya ru dhanyabad sir. Apananka mata mata hin amaku agaku badibaku prerana jogeideichhi.
Tme khaiba AME Khali dekhibu😢
Sala adivasi khauchanti
I am from Cuttack .just love the way you do sir .i am sharing your video in my family and friends always.
ଓଡ଼ିଶାର ଖାଦ୍ୟ, ସଂସ୍କୃତି ଓ ପରମ୍ପରାକୁ କୁ ବଞ୍ଚାଇ ରଖି ତାକୁ ସର୍ବ ସମ୍ମୁଖ ରେ ପ୍ରଦର୍ଶିତ କରିଥିବାରୁ ଆପଣଙ୍କ team କୁ ଅଶେଷ ଅଶେଷ ଧନ୍ୟବାଦ୍ ଏବଂ ଶୁଭକାମାନା 🤗❤️ଜୟ ଜଗନ୍ନାଥ ✨❤️
I like to thanks everyone of your team bcz u people provide food everyone, this is one of the most satisfying work , humanity first . Thanks
Thank you so much 😀
🙏
ଓଡ଼ିଆ ଙ୍କ ପ୍ରିୟ ଖାଦ୍ୟ ପଖାଳ ❤️ସମସ୍ତଙ୍କୁ ପଖାଳ ଦିବସ ର ଅଭିନନ୍ଦନ 🙏🏻
Feeling proud 🥲 for be an Odia
It is absolutely outstanding, and we have all proud as a #Odia.
@thanks
Ame odia pakhala sabu thu bhari badhia .....God bless you
I love odia food last part ବହୁତ ଭଲ ଲାଗିଲା ଜୟ ଜଗନ୍ନାଥ 🙏🌹
ଖୁସି ଲାଗୁଛି ଖାଇବାକୁ ଦେଉଥିବାରୁ ❤❤🎉🎉
ବହୁତ ଭଲ ଳାଗୁଛି ଦାଦା 🤤🤤
ଆମେ ଓଡିଆ ଭାରି ବଢିଆ., ଓଡିଆର ପ୍ରିୟ ଖାଦ୍ୟ ପାଖାଳ ବୋହୁତ ସୁନ୍ଦର ଭିଡିଓ ଖୁସିଲଗିଲ ଦେଖିକି ପଖାଳ ଦିବସ ପାଳନ କରୁଥିବାରୁ ଆପଣ ମାନଙ୍କୁ ବୋହୁତ ସାରା ଅଭିନନ୍ଦନ. Happy pakhala Divas
ପଖାଳ ଦିବସରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ହର ହର ମହାଦେବ ....ମାଡ଼ିଚାଲ,,👍👍👍👍👍
Bahut sundar,dekhiki mono khusi lagila😊😊😊😊
Bhai rosei kariki gariba Loko nku khaiba ku dauchha bahut bahut dhanyabad
ଭାଇ ଆମ ଓଡ଼ିଆ ମାନଙ୍କ ପାଇଁ ସବୁଦିନ ପଖାଳ ଦିବସ 😊,ଆପଣଙ୍କର recepe ବହୁତ ଭଲ ଲାଗିଲା 👌
ବଡ ଦୁଃଖ ର ବିଷୟ ଏ ଭାଇ ମାନେ ଆମର ବହୁତ ପରିଶ୍ରମ କରୁଛନ୍ତି କିନ୍ତୁ Subscriber ବଢୁନାହାନ୍ତି ଓଲଟା ଯେଉଁ ମାନେ ଅଣ୍ଟା ପେଟ ଦେଖେଇ ଭିଡିଓ କରୁଛନ୍ତି ତାଙ୍କର Milion ହେଇଯାଉଛି ଧନ୍ୟରେ ଆମ ଓଡ଼ିଶା ବାସୀ😢
ଠିକ କହିଲେ...
👍
Right 👍
Kichhi ta gote kami rahuchi
mg tu ba toki mana knu insta re follow karichi athi kani chodi hauchu be
ଜୟ ଜଗନ୍ନାଥ🙏🏻🥹❤️ଜୟ ଜଗନ୍ନାଥ🙏🏻🥹❤️ଜୟ ଜଗନ୍ନାଥ🙏🏻🥹❤️ଜୟ ଜଗନ୍ନାଥ🙏🏻🥹❤️ଜୟ ଜଗନ୍ନାଥ🙏🏻🥹❤️ଜୟ ଜଗନ୍ନାଥ🙏🏻🥹❤️ଜୟ ଜଗନ୍ନାଥ🙏🏻🥹❤️ଜୟ ଜଗନ୍ନାଥ🙏🏻🥹❤️ଜୟ ଜଗନ୍ନାଥ🙏🏻🥹❤️
Proud to be Odia❤...JAY JAGANNATH ⭕️ ❗️ ⭕️
ବହୁତ ବଢିଆ 🎉🎉 ପଖାଳ ଦିବସ ପାଳନ 🎉🎉
Jai jagannath beautiful ❤️ God bless you
Love from jharkhand ❤️❤️❤️❤️
Bhagaban tumaku bhalare rakhantu so nice vidio
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭଵ ତୁମେ❤❤❤ଭଗବାନ ତୁମମାନଙ୍କୁ ସବୁବେଳେ ଖୁସିରେ ରଖନ୍ତୁ🙏🙏🙏🙏
Best recipe of the world, dahi pakhala🤤❤️ nice video...
Thanks for watching
Ete sundar khadya ku prastut kari pila mannku khuaina ta mana ku bahut chuinla.. Great job.. Millions of like from bottom of my heart..
Thkx ama odia jiban laguchie puni ashi gala
Ek number bhai mane.pakhala dekhei ki mana khusi kari dela 👍👍
Bahuta badhiya heichi
ଆହା ମୋ ଜୀବନଧନ ପଖାଳ କଂସା 😋good job
God bless you all happy journey Bhai
Superbbbbbbbb ....I love n respect for all of you guys. Keep it up
I'm trying this recipe very tasty foods you now ilove orissa people and orissa foodsLove you all wish you happy orissa famous food divas 🙏
HARA HARA MAHADEV.OMM NAMAH SHIVAAYA.OMM JAI SHREE MATA DI.OMM JAI SHREE MAHAPRABHU JAGANNATHA.OMM JAI SHREE MATA MAHALAXMI.🕉️🕉️🕉️🕉️🙏🙏🙏🙏
Fantastic my favourite
Proud to be an odia
Pakhal aamara bhari badhia😍😍😍
Bhai happy pakhala divas
Bhai very nice... Ur recipe styledelicious food
ଅତି ସୁନ୍ଦର 👌👌👌ପଖାଳ କଂସା କୁ ବନ୍ଦେ 🙏🙏🙏🙏
Seasonal n regional food 👍
Jay Jagannath... samasantu, biswa pakhala diwas ra abhinandan ❤
ବହୁତ୍ ବଢିଆ 🙏🙏🙏👍👌
Big fan ODISHA
ବହୁତ ବଢିଆ ଭାଇ ମନେ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
🤎ଭାଇ କଥା ତା ରୋଷେଇର ନୁହଁ କିନ୍ତୁ ଭୋକ ଉପାସ ରେ ରହୁଥିବା କୁନି କୁନି ପିଲା ଙ୍କ ର ଆହIର ପାଇଁ ହୃଦୟ ଟା ଫାଟି ଯାଉଛି ଭାଇ😔😔 ଭାଗ୍ୟବାନ ମନେ କରୁଛି ଭାଇ ତମ ମାନ ଙ୍କୁ ଯେ ତମେ ମାନେ ସମସ୍ତେ ସେମାନଙ୍କ ପେଟ କୁ ମୁଠlଏ ଖାଇବାକୁ ଦେଉଛନ୍ତି ଜୟ ଜଗନ୍ନାଥ 🕉️🕉️
Very nice 👍
ବହୁତ ଖୁସି ଲାଗିଲା 😊
I love odia food 🥰 thanks you guys uploaded this type of video best of luck for future ( ame odia bhari badia 😍) love you all
So sweet vidio ❤❤❤❤❤❤❤❤
Dhaniya bada bhai
Bahuta badhiya patiru lala bahari jiba
ବାହାରି ବଢିଆ ଲାଗିଲା
Ame odia bhari badhia jay jaganatha
ଆପଣମାନେ ବହୁତ୍ ବଢିଆ କାମ କରୁଛନ୍ତି, ଆପଣଙ୍କୁ ହୃଦୟରୁ ଧନ୍ୟବାଦ୍ ଜଣାଉଅଛି କିନ୍ତୁ ତା ସହିତ ଗୋଟେ ଛୋଟ ଅନୁରୋଧ ଦୟାକରି ପିଲା ମାନଙ୍କୁ ତଳେ ନ ବସାଇ କିଛି ଆସନ ର ବେବସ୍ତା କଲେ ଭଲ ହୁଅନ୍ତା। ତା ପାଇଁ ଯଦି କିଛି ଅର୍ଥ ଅଭାବ ରହିଛି କହିଲେ ମୁଁ ଯଥା ସମ୍ଭବ ସାହାଯ୍ୟ କରିବି।
ଭାଇ ଜୟ ଜଗନ୍ନାଥ ଭିଡିଓ ଭଲ ଲାଗିଲା ପଖାଳ ଦିବସ ପୁଣି ଥରେ ଭିଡିଓ ଆସିଲା ବୋହୁତ ଖୁସି ଲାଗିଲା ଆଗକୁ ଭଲ ଭିଡିଓ କର ଜୟ ଜଗନ୍ନାଥ ମାଡି ଚାଲ
thanks for your support
Jayyy jaganath 🌸🙏Madichala 🔥🙌
ବହୁତ ସୁନ୍ଦର 👌👌👍👍👍👍💐💐💐💐
ବନ୍ଦେ ଉତ୍କଳ ଜନନୀ ❤️
ହୋ ଭଗତେ ମାଡି ଚାଲ ❤❤❤❤
Bahut bahut koti namaskar apnamanku bahut badhia kamo apna Mane karuchanti mo sa paripabar dekhi bahut khusi samasanta hrudayare epari chinta dhara na thae bahut badhia kamo apno Mane karuchanti vabagan mangala karantu 🙏🙏🙏👏👏👏👏👏
Madichala bhai ama odia video dine million re jiba ❤
ତେଲୁଗୁ ଭାଷା ରେ ଏମିତି ଗୋଟେ ଚାନେଲ ଅଛି ,ଭଲ ଆମ ଓଡ଼ିଆ ଖାଇବା ବି ଭାଇରାଲ ହଉ । ଜୟ ଜଗନ୍ନାଥ
Telugu or tamil
ବହୁତ ସୁନ୍ଦର ଖାଇବା
Jay Jaganath. Very nice odia pakhalacooking
❤❤❤ very nice pakhala
Jay jagannath 🙏 madichala
ଜୟ ଜଗନ୍ନାଥ। ଓଡିଶା ବାସୀ ଙ୍କ ପରିଚୟ ଆମ ପଖାଳ କଂସା। ମାଡି ଚାଲ। ଜୀବନ ଧନ ମୋ ପଖାଳ କଂସା। ଜୟ ଜଗନ୍ନାଥ।
Best of luck👍👍👍👍
love you all from pune
All Odisha proud of you
ଆମେ ଓଡ଼ିଆ ଭାରି ବଢିଆ 🙏🏻 ଜୟ ଜଗନ୍ନାଥ
ପଖାଳ ସହ ଆଳୁପୋଡା ଆଉ ମିକ୍ସଚର❤..... Issssssss😊😊😊😊
Bahut badhia Bhai mane
ବହୁତ ସୁନ୍ଦର ଭିଡିଓ....
ଜୟ ଜଗନ୍ନାଥ ଭାଇ ଭିଡିଓ ପୁରା ବୁବାଲ
❤❤❤❤❤ first comment
Yes you are!
ଏମାନେ ବହୁତ ହୃଦୟ ବାନ୍
ବହୁତ ବଢିଆ ଆମେ ଓଡ଼ିଆ ପଖାଳ ଆମର ପ୍ରିୟ ଖାଧ୍ୟ
God bless you🙏🙏🙏 bhai
Beautiful ❤️❤️ bhai
ବହୁତ ଭଲ ଲାଗିଲା❤❤❤❤
Bhai I proud of you mu bahut khusi achhi bapanka video re
ବୋହୁତ ବଢିଆ ହେଇଛି ଭାଇ । ଦହି ପଖାଳ ଖାଇବା ପାଇଁ ଇଚ୍ଛା ହେଉଛି 😢। ତମ ଟିମ୍ ରେ ସାମିଲ୍ ହେବା ପାଇଁ ବୋହୁତ ଇଚ୍ଛା ଭାଇ ମାନେ ।
Bhai bohut bholo karuchha
First viewer
Keep it up ଆଗକୁ madichala
ଆମ ଓଡିଆ ସଂସ୍କୃତି କୁ ଭାଇ ତମେ ମାନେ ସମସ୍ତେ ବଞ୍ଚାଇ ରଖିଛ ଯାହାଉ...ଜଗନ୍ନାଥ ତମ ସମସ୍ତଙ୍କୁ ବହୁତ ଆଗକୁ ନିଅନ୍ତୁ
ଅତି ସୁନ୍ଦର ପ୍ରାୟସ ପାଇଁ ଆପଣ ମାନଙ୍କୁ ଅନେକ ଅନେକ ସାଧୁବାଦ।🙏🙏
Good luck 🥰🥰🥰
Your team has good and every video has good🙏
Odisha,s original pure traditional pakhal bhat
ଏକ୍ ନମ୍ୱର୍ ''ହେଲେ ସକାଲ୍ ଖାଏସୁ ପଖାଲ୍ଲ୍ '' ସମଲପୁରିଆ ପିଲା 🎉
Jay Jagannath 🙏
Samastanka blessings apananka upare rahu
Aama odia pakhala....bhari bhadia
Super very nice 🙏🙏
ଭାରି ଖୁସି ଲାଗେ💖❤️💖ଏମିତି ୪ଜଣ ବି ଭିଡିଓ କରନ୍ତି ମୁ ଦେଖିଛି ଯେତେ ଯାହାବି ହେଉ ..ଆମ ଓଡ଼ିଆ ଭାରି ବଢିଆ💝ଭିଡିଓ...ମୁ ଆଉ ଜଣଙ୍କର...ଦେଖିଥିଲି ତାକୁ ଦେଖିଲେ ମୋର ଭାରି ଇଶା.. ହୁଏ...ଆମ ଓଡ଼ିଶା ରେ ଏମିତି ହୁଅନ୍ତା କି...ହେଲେ...ଆମ ଓଡ଼ିଶା ବି କମ୍ ନୁହେଁ 🥰🥰🥰🥰👍ପୁରା ଘାଣ୍ଟି ଦବ .. ଆଇ ଲଭ ୟୁ ମୋ..ପଖାଳ🇮🇳🇮🇳🇮🇳🇮🇳✨
Nice video bhai
ମହାପ୍ରଭୁଙ୍କ ର କୃପା ଦୃଷ୍ଟି ଆପଣ ମାନଙ୍କ ଉପରେ ସବୁବେଳେ ରହିଥାଉ।❤👏👏👏👏👏
Jay jagannth Jay pakhala kansa
Aja jibana dhana mora pakhala kansa, sangeeta sudhakar balakrushna dash's gita. Pakhala saha jadita Odia prana. Jagannathanka priya saga bhata aau dahi pakhala
Apananku hrudaya ru dhanyabad sir.
Apananka mata mata hin amaku agaku badibaku prerana jogeideichhi.
Tme khaiba AME Khali dekhibu😢
Sala adivasi khauchanti
I am from Cuttack .just love the way you do sir .i am sharing your video in my family and friends always.
ଓଡ଼ିଶାର ଖାଦ୍ୟ, ସଂସ୍କୃତି ଓ ପରମ୍ପରାକୁ କୁ ବଞ୍ଚାଇ ରଖି ତାକୁ ସର୍ବ ସମ୍ମୁଖ ରେ ପ୍ରଦର୍ଶିତ କରିଥିବାରୁ ଆପଣଙ୍କ team କୁ ଅଶେଷ ଅଶେଷ ଧନ୍ୟବାଦ୍ ଏବଂ ଶୁଭକାମାନା 🤗❤️
ଜୟ ଜଗନ୍ନାଥ ✨❤️
I like to thanks everyone of your team bcz u people provide food everyone, this is one of the most satisfying work , humanity first . Thanks
Thank you so much 😀
🙏
ଓଡ଼ିଆ ଙ୍କ ପ୍ରିୟ ଖାଦ୍ୟ ପଖାଳ ❤️
ସମସ୍ତଙ୍କୁ ପଖାଳ ଦିବସ ର ଅଭିନନ୍ଦନ 🙏🏻
Feeling proud 🥲 for be an Odia
It is absolutely outstanding, and we have all proud as a #Odia.
@thanks
Ame odia pakhala sabu thu bhari badhia .....God bless you
I love odia food last part ବହୁତ ଭଲ ଲାଗିଲା ଜୟ ଜଗନ୍ନାଥ 🙏🌹
ଖୁସି ଲାଗୁଛି ଖାଇବାକୁ ଦେଉଥିବାରୁ ❤❤🎉🎉
ବହୁତ ଭଲ ଳାଗୁଛି ଦାଦା 🤤🤤
ଆମେ ଓଡିଆ ଭାରି ବଢିଆ., ଓଡିଆର ପ୍ରିୟ ଖାଦ୍ୟ ପାଖାଳ ବୋହୁତ ସୁନ୍ଦର ଭିଡିଓ ଖୁସିଲଗିଲ ଦେଖିକି ପଖାଳ ଦିବସ ପାଳନ କରୁଥିବାରୁ ଆପଣ ମାନଙ୍କୁ ବୋହୁତ ସାରା ଅଭିନନ୍ଦନ. Happy pakhala Divas
ପଖାଳ ଦିବସରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ହର ହର ମହାଦେବ ....ମାଡ଼ିଚାଲ,,👍👍👍👍👍
Bahut sundar,dekhiki mono khusi lagila😊😊😊😊
Bhai rosei kariki gariba Loko nku khaiba ku dauchha bahut bahut dhanyabad
ଭାଇ ଆମ ଓଡ଼ିଆ ମାନଙ୍କ ପାଇଁ ସବୁଦିନ ପଖାଳ ଦିବସ 😊,ଆପଣଙ୍କର recepe ବହୁତ ଭଲ ଲାଗିଲା 👌
ବଡ ଦୁଃଖ ର ବିଷୟ ଏ ଭାଇ ମାନେ ଆମର ବହୁତ ପରିଶ୍ରମ କରୁଛନ୍ତି କିନ୍ତୁ Subscriber ବଢୁନାହାନ୍ତି ଓଲଟା ଯେଉଁ ମାନେ ଅଣ୍ଟା ପେଟ ଦେଖେଇ ଭିଡିଓ କରୁଛନ୍ତି ତାଙ୍କର Milion ହେଇଯାଉଛି ଧନ୍ୟରେ ଆମ ଓଡ଼ିଶା ବାସୀ😢
ଠିକ କହିଲେ...
👍
Right 👍
Kichhi ta gote kami rahuchi
mg tu ba toki mana knu insta re follow karichi athi kani chodi hauchu be
ଜୟ ଜଗନ୍ନାଥ🙏🏻🥹❤️ଜୟ ଜଗନ୍ନାଥ🙏🏻🥹❤️ଜୟ ଜଗନ୍ନାଥ🙏🏻🥹❤️ଜୟ ଜଗନ୍ନାଥ🙏🏻🥹❤️ଜୟ ଜଗନ୍ନାଥ🙏🏻🥹❤️ଜୟ ଜଗନ୍ନାଥ🙏🏻🥹❤️ଜୟ ଜଗନ୍ନାଥ🙏🏻🥹❤️ଜୟ ଜଗନ୍ନାଥ🙏🏻🥹❤️ଜୟ ଜଗନ୍ନାଥ🙏🏻🥹❤️
Proud to be Odia❤...JAY JAGANNATH ⭕️ ❗️ ⭕️
ବହୁତ ବଢିଆ 🎉🎉 ପଖାଳ ଦିବସ ପାଳନ 🎉🎉
Jai jagannath beautiful ❤️ God bless you
Love from jharkhand ❤️❤️❤️❤️
Bhagaban tumaku bhalare rakhantu so nice vidio
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭଵ ତୁମେ❤❤❤ଭଗବାନ ତୁମମାନଙ୍କୁ ସବୁବେଳେ ଖୁସିରେ ରଖନ୍ତୁ🙏🙏🙏🙏
Best recipe of the world, dahi pakhala🤤❤️ nice video...
Thanks for watching
Ete sundar khadya ku prastut kari pila mannku khuaina ta mana ku bahut chuinla..
Great job..
Millions of like from bottom of my heart..
Thkx ama odia jiban laguchie puni ashi gala
Ek number bhai mane.pakhala dekhei ki mana khusi kari dela 👍👍
Bahuta badhiya heichi
ଆହା ମୋ ଜୀବନଧନ ପଖାଳ କଂସା 😋good job
God bless you all happy journey Bhai
Superbbbbbbbb ....I love n respect for all of you guys. Keep it up
I'm trying this recipe very tasty foods you now ilove orissa people and orissa foods
Love you all wish you happy orissa famous food divas 🙏
HARA HARA MAHADEV.
OMM NAMAH SHIVAAYA.
OMM JAI SHREE MATA DI.
OMM JAI SHREE MAHAPRABHU JAGANNATHA.
OMM JAI SHREE MATA MAHALAXMI.
🕉️🕉️🕉️🕉️🙏🙏🙏🙏
Fantastic my favourite
Proud to be an odia
Pakhal aamara bhari badhia😍😍😍
Bhai happy pakhala divas
Bhai very nice... Ur recipe styledelicious food
ଅତି ସୁନ୍ଦର 👌👌👌ପଖାଳ କଂସା କୁ ବନ୍ଦେ 🙏🙏🙏🙏
Seasonal n regional food 👍
Jay Jagannath... samasantu, biswa pakhala diwas ra abhinandan ❤
ବହୁତ୍ ବଢିଆ 🙏🙏🙏👍👌
Big fan ODISHA
ବହୁତ ବଢିଆ ଭାଇ ମନେ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
🤎ଭାଇ କଥା ତା ରୋଷେଇର ନୁହଁ କିନ୍ତୁ ଭୋକ ଉପାସ ରେ ରହୁଥିବା କୁନି କୁନି ପିଲା ଙ୍କ ର
ଆହIର ପାଇଁ ହୃଦୟ ଟା ଫାଟି ଯାଉଛି ଭାଇ😔😔 ଭାଗ୍ୟବାନ ମନେ କରୁଛି ଭାଇ ତମ ମାନ ଙ୍କୁ ଯେ ତମେ ମାନେ ସମସ୍ତେ ସେମାନଙ୍କ ପେଟ କୁ ମୁଠlଏ ଖାଇବାକୁ ଦେଉଛନ୍ତି ଜୟ ଜଗନ୍ନାଥ 🕉️🕉️
Very nice 👍
ବହୁତ ଖୁସି ଲାଗିଲା 😊
I love odia food 🥰 thanks you guys uploaded this type of video best of luck for future ( ame odia bhari badia 😍) love you all
So sweet vidio ❤❤❤❤❤❤❤❤
Dhaniya bada bhai
Bahuta badhiya patiru lala bahari jiba
ବାହାରି ବଢିଆ ଲାଗିଲା
Ame odia bhari badhia jay jaganatha
ଆପଣମାନେ ବହୁତ୍ ବଢିଆ କାମ କରୁଛନ୍ତି, ଆପଣଙ୍କୁ ହୃଦୟରୁ ଧନ୍ୟବାଦ୍ ଜଣାଉଅଛି କିନ୍ତୁ ତା ସହିତ ଗୋଟେ ଛୋଟ ଅନୁରୋଧ ଦୟାକରି ପିଲା ମାନଙ୍କୁ ତଳେ ନ ବସାଇ କିଛି ଆସନ ର ବେବସ୍ତା କଲେ ଭଲ ହୁଅନ୍ତା। ତା ପାଇଁ ଯଦି କିଛି ଅର୍ଥ ଅଭାବ ରହିଛି କହିଲେ ମୁଁ ଯଥା ସମ୍ଭବ ସାହାଯ୍ୟ କରିବି।
ଭାଇ ଜୟ ଜଗନ୍ନାଥ ଭିଡିଓ ଭଲ ଲାଗିଲା ପଖାଳ ଦିବସ ପୁଣି ଥରେ ଭିଡିଓ ଆସିଲା ବୋହୁତ ଖୁସି ଲାଗିଲା ଆଗକୁ ଭଲ ଭିଡିଓ କର ଜୟ ଜଗନ୍ନାଥ ମାଡି ଚାଲ
thanks for your support
Jayyy jaganath 🌸🙏
Madichala 🔥🙌