Sundari Mu Heli To Sinduare | New Odia Song | PK | Khusikiran | P Sarada | D Prasant | PK Official

Поділитися
Вставка
  • Опубліковано 2 жов 2024
  • Like || Comment || Share || Subscribe
    To Subscribe Our Channel Click Here - ‪@singerpkofficial‬
    Click Here to Create Reels - / 848705407011929
    PK OFFICIAL Presenting A New Odia Romantic Valentine's Day Special Song "Sundari Heli Mu To Sindurare", Sung by PK and Khusikiran, Lyrics is Penned By P Sarada and Music Direction By D Prasant, Produced Under the Banner of PK OFFICIAL.
    Credits
    ► Song Name - Sundari Mu Heli To Sindurare
    ► Singer - PK, Khusikiran
    ► Lyrics - P Sarada
    ► Music - D Prasant
    ► Programming - Pintu Das
    ► DOP - Jogu Rocky
    ► Recorded & Mastering At - PM Studio
    ► Banner - PK Official
    Now Listen On :
    ♪ UA-cam Music - • Sundari Mu Heli To Sin...
    ♪ Wynk - wynk.in/music/...
    ♪ Jio Saavn - www.jiosaavn.c...
    ♪ Gaana - gaana.com/song...
    Song Lyrics.....
    ଝିଅ💃-ବିଧିର ବିଧାନ ହେଲା ତ ସତ ତୁ ଧରିନେଲୁ ଆଜି ମୋରି ହାତ
    ପୁଅ🕺-ତୋ ପାଖରେ ଶେଷ ହେଲା ମୋ ବାଟ ତୁ ହେଇଗଲୁ ମୋ ମନର ମିତ
    ଝିଅ💃- -ଅଧା ସପନକୁ ସତ କଲୁରେ ତୁ
    ପୁଅ🕺 -ତତେ କେବେ ଛାଡି ବଂଚି ପାରିବିନି ମୁଁ
    ଝିଅ💃 -ଛାଇ ହେଇ ମୋ ପାଖରେ ଥାଆରେ...
    ଓ ସାଥିରେ ସୁନ୍ଦରୀ ମୁଁ ହେଲି ଆଜି ତୋ ସିନ୍ଦୂର ରେ..
    ପୁଅ🕺- ଓ ସାଥିରେ ସିନ୍ଦୁର ମୁଁ ହେଲି ଆଜି ତୋ ସିନ୍ଥିରେ
    1=💞=💞= ((-ଅନ୍ତରା-))=💞=💞=
    ଝିଅ💃-ତତେ ପାଇବାଟା ଲେଖାଥିଲା ବୋଧେ ଏଇ ମୋ ଭାଗ୍ୟ ରେଖାରେ
    ସେଥି ପାଇଁ ତତେ ପାଇଗଲି ମୋ ହାତ ପାପୁଲି ରେ..
    ପୁଅ🕺-ହୋଓ.. କୋଉଠି ଥିଲୁତୁ ଏତେ ଦିନଯାଏ ଆସିଲୁ ଏତେ ଡେରିରେ
    ଯେବେତୁ ଆସିଲୁ ଜିବନଟା ମୋ ବଦଳି ଗଲାରେ..
    ଝିଅ💃-ସାତ ଜନମକୁ ସାଥି ହେଇଗଲୁ ତୁ
    ପୁଅ🕺-ତତେ ପାଇ ଆଜି ହସି ପାରୁଛି ମୁଁ
    ଝିଅ💃- -ତୋ ପାଇଁ ମୁଁ ସୁହାଗିନି ହେଲିରେ....
    ଓ ସାଥିରେ ସୁନ୍ଦରୀ ମୁଁ ହେଲି ଆଜି ତୋ ସିନ୍ଦୂର ରେ..
    ପୁଅ🕺-ଓ ସାଥିରେ ସିନ୍ଦୁର ମୁଁ ହେଲି ଆଜି ତୋ ସିନ୍ଥିରେ
    ଝିଅ💃-ହାଁ........ଆ ......
    ପୁଅ🕺-ହେ ହେ ହେ ....ଲା ଲା ଲା....
    2 =💞=💞=((- ଅନ୍ତରା-))=💞=💞=
    ପୁଅ🕺 -କେବେଠାରୁ ଏଇ ମନ ଖୋଜୁଥିଲା ତୋ ପ୍ରେମର ଟିକେ ସାହାରା
    ତତେ ପାଇ ମୋର ମନ ତଳେ ପ୍ରେମ ହେଲା ଭରା ଭରା
    ଝିଅ💃-ହୋ..ଛଅ ଋତୁ ପରେ ସାତ ଋତୁ ଆସେ ହେଇ ମିଳନର ଋତୁ
    ମିଳନର ଏଇ ମିଠା ମୂହୁର୍ତରେ ମୋ ପାଖେ ଥିବୁ ତୁ
    ପୁଅ🕺-ଆଖିରେ ଆଖିରେ ମତେ କହିତୁ ଦଉ
    ଝିଅ💃 -ନିଜଠୁ ଅଧିକା ମତେ ଭଲ ତୁ ପାଉ
    ପୁଅ🕺-ତତେ ପାଇ ସବୁ ପାଇଗଲି ରେ.....
    ଓ ସାଥିରେ ସିନ୍ଦୁର ମୁଁ ହେଲି ଆଜି ତୋ ସିନ୍ଥିରେ...
    ଝିଅ💃-ଓ ସାଥିରେ ସୁନ୍ଦରୀ ମୁଁ ହେଲି ଆଜି ତୋ ସିନ୍ଦୂର ରେ..
    କଣ୍ଠ-ପି.କେ / ଖୁସିକିରନ୍
    ଗୀତ-ସାରଦା ବିଶ୍ବାଳ
    ସଂଗିତ- ଡି ପ୍ରସାନ୍ତ
    ==🙏=✨ସମାପ୍ତ✨=🙏==
    #pkofficial #sundarihelimutosindurare #pk #khusikiran #psarada #dprasant #odiasong #romanticsong #valentinesday #newodiaromanticsong #odiasong2024 #lovesong #sundarihelimutosindurarepk #sundarihelimutosindurarekhusikiran #odiaromanticsong #song #sundarihelimuntosindurare #bestofpk #bestofkhusikira #pknewsong #khusikirannewsong #odiaalbumsong #studioversion #valentinesdayhits #bestofvalentinesday
    Sundari Heli Mu To Sindurare | Sundari Mu Heli To Sindurare | To Sindurare Sundari Heli Mu | Valentines Day Special Song | New Odia Romantic Song | O Sathire Sundari Mu Heli Aji To Sindurare | PK New Song | Sundari Heli Mu To Sindurare PK OFFICIAL | Sundari Heli Mu To Sindurare Khusi Kiran | Sundari Heli Mu To Sindurare PK
    Copyright Disclaimer -
    All The Audio Visual Copyright of This Song Belongs to PK Official, Any Unauthorised Use, Reuse, Re upload of This Song in Any Form in Any Platform is Strictly Prohibited and May Subject to Copyright Claim, Strike and Legal Action Against The Third Party Using This Content.

КОМЕНТАРІ • 54