୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର || CM Mohan Majhi || Cabinet Approves 5 Proposals || BJP Govt || OR

Поділитися
Вставка
  • Опубліковано 6 жов 2024
  • ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ। ୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର। ସର୍ବନିମ୍ନ ମଜୁରୀ ବୃଦ୍ଧି ନେଇ ରାଜ୍ୟ କ୍ୟାବିନେଟର ମଂଜୁରୀ। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀଙ୍କ ମଜୁରୀ ବଢ଼ିଲା। ଓଡ଼ିଆ ଅସ୍ମିତା ପାଇଁ ୨ଶହ କୋଟିର କର୍ପସ ପାଣ୍ଠିକୁ ମଂଜୁରୀ। ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ। ପିଏମ୍ କିଷାନରେ ଆଉ ପ୍ରାୟ ୬ ଲକ୍ଷ ଚାଷୀ ସାମିଲ ହେବେ। ବାଦ୍‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #cabinetmeeting #chiefminister #MohanCharanMajhi #odisha #news #odishareporter

КОМЕНТАРІ • 182

  • @ganeswarbehera-fj6yu
    @ganeswarbehera-fj6yu 2 місяці тому +29

    ଧନ୍ୟବାଦ ଜଣାଉଛି ପ୍ରିୟ ମୂଖ୍ୟମନ୍ତ୍ରୀ ଙ୍କୁ । ଜୟ ଜଗନ୍ନାଥ ।

  • @zoomstatus2482
    @zoomstatus2482 2 місяці тому +53

    କନିଷ୍ଠ ଶିକ୍ଷକ (ସ୍କିମାଟିକ) ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦେଶ ସହ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବାରୁ ମୁଁ ମୋର ସମସ୍ତ ଆଶାୟୀ ଶିକ୍ଷକମାନଙ୍କ ତରଫରୁ ମୋ ହୃଦୟର ଗଭୀରତମ ପ୍ରଦେଶ ରୁ ଆପଣଙ୍କୁ କୃତଜ୍ଞତା ଜଣାଉଛି l 🙏🏻 ଧନ୍ୟବାଦ ❤️❤️❤️🙏🏻

    • @shaitansingh9698
      @shaitansingh9698 2 місяці тому +1

      ❤🙏🏻

    • @ShambhunathKatual
      @ShambhunathKatual 2 місяці тому

      😮 h​@@shaitansingh9698

    • @asheshdehury1482
      @asheshdehury1482 2 місяці тому

      🙏🙏🙏

    • @sanjeevkumarsahu6016
      @sanjeevkumarsahu6016 2 місяці тому +1

      hau nijukti milila pare tike patha padhei baku bi chesta karibe.

    • @zoomstatus2482
      @zoomstatus2482 2 місяці тому

      @@sanjeevkumarsahu6016 ନିଶ୍ଚିନ୍ତ ରୁହନ୍ତୁ ଆମେ ନୂତନ ଭବିଷ୍ୟତକୁ ନିଜ ହାତରେ ଗଢ଼ିବୁ.. କିଛି ଙ୍କୁ ଦେଖି ସମସ୍ତ ଶିକ୍ଷକ ଜାତି ପ୍ରତି ସନ୍ଦେହ ଦୃଷ୍ଟି ଆଣନ୍ତୁ ନାହିଁ l🙏🏻

  • @ALLINONE-yx6rn
    @ALLINONE-yx6rn 2 місяці тому +12

    କମ୍ପାନୀ ମାନେ ସରକାରୀ ରେଟ୍ କେ ନାଇଁ
    ମାନ୍‌ବାର୍ ଇ ଉପରେ ଟିକେ ଧ୍ୟାନ୍ ଦେଲେ ଭଲ୍ ହେବା ।

    • @aloksahu7422
      @aloksahu7422 2 місяці тому

      Pura sat Katha da...😢😢

  • @Singh77359
    @Singh77359 2 місяці тому +5

    କେତେ ଧର୍ଜ୍ୟହରା ଆମ ଓଡିଆଲୋକ ଜେ କିଛିସମୟ ପୁର୍ବରୁ ଅନେକଶିକ୍ଷକ ହେବାକୁଥିବା ପିଲାମାନେ ମୁଖ୍ୟମନ୍ତ୍ରିଙ୍କୁ ଗାଲିକରୁଥିଲେ ସେମାନେ ଏବେ ଧନ୍ୟବାଦ ଦେଲେଣି ଜୋଉ ଶିକ୍ଷକମାନେ ମୁଖ୍ୟମନ୍ତ୍ରିକୁ ସମ୍ମାନଦେବା ଜାଣିନି ସେ ମୁର୍ଖ ଶିକ୍ଷକ ପିଲାଙ୍କୁ କି ପାଠ ପଢେଇବ ପ୍ରଥମେ ଅନ୍ୟକୁ ସମ୍ମାନଦେବାସିଖ ପରେ ଶିକ୍ଷକହେବ

  • @Sapanirana-gq6xr
    @Sapanirana-gq6xr 2 місяці тому +15

    ଯାହା ହେଉ new CM କିଛି କହି ପାରୁଛନ୍ତି ଆଉ ନବୀନ ବାବୁ ସେ ଖାଲି କହିବେ ଆପଣ ମାନେ ଖୁସି ତ

    • @jamesrinku1995
      @jamesrinku1995 2 місяці тому

      Hmm କୁଶଡି କୁଶଡି

    • @kissankola2369
      @kissankola2369 2 місяці тому

      Bholo bhuwan bulouchonti

    • @Purtyabhinash
      @Purtyabhinash 2 місяці тому

      Thank you

    • @ashiskumarpradhan388
      @ashiskumarpradhan388 2 місяці тому

      Naveen ra kahiba tame bujhiparibani na Karan se English re kahibe,,mohan majhi ta odia reading padhuchhanti na bhala bujhi heuthiba

    • @Sapanirana-gq6xr
      @Sapanirana-gq6xr 2 місяці тому

      @@ashiskumarpradhan388 na na ame English padhijaninu

  • @RANJANKUMAR-jb1xw
    @RANJANKUMAR-jb1xw 2 місяці тому +11

    ବିଜେପି ଜିନ୍ଦାବାଦ ଓଡ଼ିଶା ସରକାର ❤❤❤❤❤❤❤❤❤❤❤

  • @SuchismitaMeher-v5p
    @SuchismitaMeher-v5p 2 місяці тому +5

    Thanks a lot sir,ama garibanka pilanka panku munhare hasa tike phutei thibaru 🙏🙏🙏🙏

  • @Rajanibiswal2024
    @Rajanibiswal2024 2 місяці тому +13

    ଗାଦିମଡା ପୁରୁଣା ଅଫିସର କେବେ ଦାହାରିବେ?

  • @NareshMahanta-gq9pw
    @NareshMahanta-gq9pw 2 місяці тому +15

    Bahut badhiya

  • @swagat7894...
    @swagat7894... 2 місяці тому +3

    ଅତଳ ଗଭୀର ନଳକୂପ ଗୁଡିକ ସଚଳ କରାଗଲେ ଅନେକ ଚାଷୀଭାଇ ଉପକୃତ ହୋଇପାରନ୍ତେ । ଏଣୁ ସି. ଏମ ସାର ଏଥିପ୍ରତି ଗୁରୁତ୍ଵ ଦେବା ପାଇଁ ଅନୁରୋଧ ରହିଲା।

  • @durjanpujari7364
    @durjanpujari7364 2 місяці тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ସାର୍ ଆଉଟ୍ ସର୍ଶୀଙ୍ଗ ପିଲା ମାନଙ୍କୁ ଟିକିଏ ଧ୍ୟାନ ଦିଅନ୍ତୁ ସାର୍

  • @shaitansingh9698
    @shaitansingh9698 2 місяці тому +2

    ❤dhanyabaad sir, au medical system ku dhyan dia, rajya re thiba nadi, dam, anikot ra punar udhar au maramati kara🙏🏻🙏🏻🙏🏻new dam tiari kara❤❤

  • @abhayamishra3806
    @abhayamishra3806 2 місяці тому +5

    Comment Padhile Laguchi......Odishare Sabu Magana Khia....Sabubele Hata Teka Khojile😂😂😂

  • @KingSoumyavlog
    @KingSoumyavlog 2 місяці тому +7

    Outsourcing ପାଇଁ କିଛି ନାହିଁ 😄😄

  • @gyanaranjansahoo8582
    @gyanaranjansahoo8582 2 місяці тому +3

    ଦୟା କରି ଓଡ଼ିଶା ସ୍କିଲେଡ, ହାଇ ସ୍କିଲ, ସେମି ସ୍କିଲ୍ ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟ ରେ ଖୁବ୍ କମ୍ ଦିନ କୁ ଦିନ ଖର୍ଚ୍ଚ ବଢୁଛି କିନ୍ତୁ ପାରିଶ୍ରମିକ ବଢ଼ୁନାହିଁ ତେଣୁ ଅନେକ ପ୍ରାଇଭେଟ୍ ଇଣ୍ଡଷ୍ଟ୍ରି ଥାଇ ମଧ୍ଯ ଓଡ଼ିଶା ପିଲା other' ଷ୍ଟେଟ ରେ ଜବ୍ କରୁଛି ପ୍ଲିଜ ଆହୁରି ହାଇକି କରିବାକୁ ପଡ଼ିବ

    • @shaitansingh9698
      @shaitansingh9698 2 місяці тому

      Dhere dhere sabu khaiba, aka bele badhile kama daba loka v birodh kariba

  • @bharatsahoo232
    @bharatsahoo232 2 місяці тому +4

    ଆଉ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁଆଡେ ଗଲା
    ସେ ବିଷୟରେ ତ କିଛି କହିଲେନି
    ଗରିବ ଲୋକ କୋଉଠି ରହିବ

    • @_mr___rajput
      @_mr___rajput 2 місяці тому

      Central govt ra cabinet basini odisha ku kete pm abasa miliba cabinet re Agata hoini State govt jemiti janeibe ??

  • @khandayat1Ruler
    @khandayat1Ruler 2 місяці тому

    Best CM Mohan Majhi Sir

  • @LusiSwain-ry8nw
    @LusiSwain-ry8nw 2 місяці тому +3

    Cmsirthanks

  • @sanjhasingh2070
    @sanjhasingh2070 2 місяці тому +3

    ଭୁମିହିନକଣକରିବେ..ପଦଖେପଠିକ୍.ହେଲାନି

    • @_mr___rajput
      @_mr___rajput 2 місяці тому

      Bhumi Hina ku bhaga chasi re pm Sanman nidhi scheme re tanka miliba

  • @basantakumarjani997
    @basantakumarjani997 2 місяці тому +9

    Thanks to govt for the recruitment of 20k jts.

  • @prakashkumarjena.babusan.n3760
    @prakashkumarjena.babusan.n3760 2 місяці тому

    ଏହା କୁ କୁହନ୍ତି ପକୃତରେ ପରିବର୍ତନ... ଜୟ ବିଜେପି 🙏🙏

  • @hariharaom7482
    @hariharaom7482 2 місяці тому +1

    ମୋହନ ସରକାର, ପୂର୍ବ ସରକାରଙ୍କ ଚୋର, ଡକାୟତ ଙ୍କୁ କେବେ ଜେଲ୍ ପଠାଇବେ, ତାହା ଆଗ ସ୍ପଷ୍ଟ କରନ୍ତୁ , ପୁରା ଓଡିଶା ବାସୀ ଚାହିଁ ବସିଛନ୍ତି ।

    • @jamesrinku1995
      @jamesrinku1995 2 місяці тому

      @@hariharaom7482 ରେ ମୂର୍ଖ ମୋହନ ସରକାର ନାହିଁ ସେ ଓଡ଼ିଶା ସରକାର

  • @prasantakumarkhanda826
    @prasantakumarkhanda826 2 місяці тому +1

    Good

  • @Nyemwddhd
    @Nyemwddhd 2 місяці тому +1

    Hospital line ରେ ଯେଉଁମାନେ ଦିନ ରାତି duty କରି 6year's ହେଲା ଲୋକଙ୍କ ସେବା କରୁଛନ୍ତି ସେମାନଙ୍କୁ ଆଗ Regular ସ୍ଥାୟୀ ଚାକିରୀ କରିବା ପାଇଁ ଅନୁମତି ଦିଆଯାଉ ବୋଲି ଆମେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ Request ଅନୁରୋଧ କରୁଛୁ 🙏🙏🙏🙏🙏

  • @pravatkumar3776
    @pravatkumar3776 2 місяці тому

    ମୁଖ୍ୟମନ୍ତ୍ରୀ ଏଯାଇଁ advocate general appointment କରିପାରିଲେ ନାହିଁ

  • @hansdahcreation4k849
    @hansdahcreation4k849 2 місяці тому +2

    Mohan odisha🙏

  • @aloknandaalok2849
    @aloknandaalok2849 2 місяці тому +5

    ସାର ଏଇଟା ପୁରୁଣା ମଜୁରୀ

  • @TheEducationHub-dz9gn
    @TheEducationHub-dz9gn 2 місяці тому +6

    Build new odisha. ( bada guruji)

  • @drpratyushpo4343
    @drpratyushpo4343 2 місяці тому

    I request for increaseing numbers of private sector and job

  • @GourisankarMadala-hi4xz
    @GourisankarMadala-hi4xz 2 місяці тому

    Dahanyad sir.garib manakan pain sabu too bhala kama karidele apana

  • @ramkrusnapanda4374
    @ramkrusnapanda4374 2 місяці тому

    Jay Jagannath

  • @SstarRajesh
    @SstarRajesh 2 місяці тому

    Jai Bjp Jai mohon sir jai jagarnnath ❤❤❤❤🎉🎉🎉🎉

  • @galaxym30s74
    @galaxym30s74 2 місяці тому

    many years later some Odisha's parameters % sound will impact good

  • @rabimajhi2156
    @rabimajhi2156 2 місяці тому

    Tq a lot sir j bikalanga bidhaba bharta kuade gala sir

  • @hirankuldip1081
    @hirankuldip1081 2 місяці тому

    ୪୪୨ +୧୦୮=550 ରେ ପ୍ରାପ୍ତ କୋରା ଯାଉ ଛି ସୋଲା ଭୁଲ କୋଉଛୁ ମୂଖ୍ୟମନ୍ତ୍ରୀ

  • @aloksahu7422
    @aloksahu7422 2 місяці тому

    Jay ho bjp sarkar

  • @pratapsinghramakanta5213
    @pratapsinghramakanta5213 2 місяці тому +1

    କର୍ମଚାରୀଙ୍କୁ ସ୍ୱାସ୍ଥ୍ୟବୀମା କେବେ ମିଳିବ

  • @anandapanda4268
    @anandapanda4268 2 місяці тому +3

    Thank you majhi sir youbuildnewodissa and not excuse correction inodissa and sent to jail in cirreptedofficer

  • @narendrakarali3469
    @narendrakarali3469 2 місяці тому +3

    ଏ ମଞ୍ଜୁରୀ କିଏ କାହାକୁ ଦେଉଛନ୍ତି, ଟିକେ କହିବେ କି, ଓ କିଏ ଉପକୃତ ହେବେ?

  • @BHAGABANMUDULI-g9d
    @BHAGABANMUDULI-g9d 2 місяці тому

    ସାର୍ ଙ୍କୁ ମୁଁ ଅନୁରୋଧ କରିବି କି ଚାଷ ଜମି ରେ ଜଳସେଚନ ପ୍ରକଳ୍ପ ଅପେକ୍ଷା ପିଇବା ପାଣି ର ବ୍ୟବସ୍ଥା ଆଗ କରାନ୍ତୁ। କାହିଁକି ନା ଲୋକେ ପିଇବା ପାଣି ପାଇଁ ଘୋର ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ସାର୍।plz...................plz ମୁଁ ପ୍ରାର୍ଥନା କରୁଛି ଆପଣଙ୍କୁ।😂😂😂😂😂😂😂😂

  • @AmarChandlohar-f5v
    @AmarChandlohar-f5v 2 місяці тому

    🙏🙏🙏🙏🙏🙏🙏🙏👍👍👍👍👍👍

  • @manoranjsahoo9197
    @manoranjsahoo9197 2 місяці тому

    Namho namsker sir 🙏 🎉🎉

  • @OdishaFolk
    @OdishaFolk 2 місяці тому

    ଅସ୍ମିତା ର ଅର୍ଥ 'ଅହ°କାର'

  • @TheConquerorManua
    @TheConquerorManua 2 місяці тому

    "Odisha lift irrigation corporation Ltd" re Rehabilitation Assistance Scheme Applicants mananku Group-D post re appointment diantu.....

  • @rajeshbehera8116
    @rajeshbehera8116 2 місяці тому +1

    OLD AGE PENSION RS. 3000 , VARY IMPORTANT SUBJECT AUGUST 15 ,STARTS

  • @BKCREATION-fk2md
    @BKCREATION-fk2md 2 місяці тому +1

    ଆଗେ ବଡ଼ଠାକୁରଙ୍କ ବିଷୟରେ କୁହ

  • @aloknandaalok2849
    @aloknandaalok2849 2 місяці тому +2

    Sir ଏଇତ ଭୁଲ ରେ ହେଲା ମଜୁରୀ ପୁରୁଣା ଟା ହଁ ରହିଲା

  • @SantoshaPalai
    @SantoshaPalai 2 місяці тому

    Good work ❤😊

  • @swarnamanjaripradhan1955
    @swarnamanjaripradhan1955 2 місяці тому +1

    Sir, dayakari municipality manankare dirgha 10 ru adhika Kariya karu thiba co manankara regular order cabinet re pass karantu

  • @manoranjansahu5577
    @manoranjansahu5577 2 місяці тому

    Bahut sundar padakhep

  • @goutamdas5349
    @goutamdas5349 2 місяці тому

    Jahau aamo mukhya mantri Odia kahi paruchanti ❤❤❤❤❤

  • @satyanarayansahoo6768
    @satyanarayansahoo6768 2 місяці тому

    Irrespective of all government and private schools from lower primary to higher secondary the teaching of odia as compulsory subject should be mandatory by the state government.

  • @AshokPanda-qt4qn
    @AshokPanda-qt4qn 2 місяці тому

    CM Sir Private School o College Ra Sudhar re Drusti Dei Kichhi Karantu Bandey Utkala Janani🙏

  • @PuspanjaliSindhria-pl2sz
    @PuspanjaliSindhria-pl2sz 2 місяці тому

    Odisha k bancha ho Jagannath bhagaban.. kam se kam cm nka muhanre eta bhal nai lagbar ... Au jay jay karbar murkha mane b dhanya

  • @bandhuramjanibandhuramjani2581
    @bandhuramjanibandhuramjani2581 2 місяці тому +5

    Outsourcing pai kichi nai ki

    • @mjexcess3335
      @mjexcess3335 2 місяці тому

      Gote dinare sabu hei jibaki 😂😂
      Kuchh v thoda sabar karo

  • @GVaraprasad-gs4ye
    @GVaraprasad-gs4ye 2 місяці тому

    trust and beleavings cm willprovide our irretrievable land tactically acquired by jkpm rgda 522,35acr since60yers enjoying adversity sardonic noaction by adivasi nethas😢😮😅jaibjp❤

  • @rajeshbehera8116
    @rajeshbehera8116 2 місяці тому

    URBAN / SAHARI KRUSHAK KALIA/PM KISSAN PAIBA UCHIT ,,GOOD DECISION 🙏

  • @pradyumnakumarpal5807
    @pradyumnakumarpal5807 2 місяці тому

    What about private company employees,companies are not follow this roles

  • @farmingfirstodisha
    @farmingfirstodisha 2 місяці тому +1

    Manufacture industries khola

  • @RABISHANKARGhosh-z5e
    @RABISHANKARGhosh-z5e 2 місяці тому +1

    WHERE IS FINANCIALS BENEFITS FOR RETIRED EPF PENSIONERS FAMILIES WHO ARE SERIOUSLY SUFFERING FOR NON HIKE OF EPF MINIMUM PENSION
    BY OUR CENTRAL GOVERNMENT

  • @roshanpradhan6448
    @roshanpradhan6448 2 місяці тому +1

    Sir outsourcing dukha tk bujhantu 😢😢😢😢

  • @mkr2000
    @mkr2000 2 місяці тому

    Chakiri bayasa sima 42 year karantu sir. Bjd government kichhi post bahara karunathila. Apana pilamananku tike nyaya diantu

  • @manojpanda2956
    @manojpanda2956 2 місяці тому

    ସାର୍ ନମସ୍କାର, ନୂଆ ସରକାର ଙ୍କ ନୂଆ ନିୟମକୁ ଅପେକ୍ଷା, ଯାହା ଜନତା ଅପେକ୍ଷା କରିଛନ୍ତି

  • @satyaranjanpatra5902
    @satyaranjanpatra5902 2 місяці тому +3

    Sir justice for anm staff

  • @abhayamalik701
    @abhayamalik701 2 місяці тому +5

    Regular jts kai

  • @sknialVlog
    @sknialVlog 2 місяці тому

    ଇଏ ତ ପଢିକି ବି କହି ପାରୁ ନାହିଁ..

  • @jatindranathamahanta
    @jatindranathamahanta 2 місяці тому

    କିଛି କାମ ନାଇ

  • @jagannathmishra5300
    @jagannathmishra5300 2 місяці тому

    ମାନନୀୟ ମୂଖ୍ୟମନ୍ତ୍ରୀ ମହୋଦୟ କହିବେ କି ପାଣ୍ଡିଆନ ସିଷ୍ଟମ ର ଉଚ୍ଛେଦ କେବେ ହେବ ??????

    • @shashishekharmahapatra1964
      @shashishekharmahapatra1964 2 місяці тому

      Order bahari sarilani. Aste aste samasta nku badali kara jauchi.. Bodhe order apana dekhu nahanti.

  • @sparida2104
    @sparida2104 2 місяці тому

    Navin card au chaluni ,modi card kebe asiba

  • @Prem-bz3tr
    @Prem-bz3tr 2 місяці тому

    ଗରିବ ଭୂମିହୀନ ଲୋକଙ୍କ ପାଇଁ କି ଯୋଜନା କରୁଛ

  • @CharbhataPSS
    @CharbhataPSS 2 місяці тому

    Electric karma chari kana karibe Sir

  • @PitabasaSenapati
    @PitabasaSenapati 2 місяці тому

    ନୂଆ ରାସନ୍ କାର୍ଡ କେବେ ହେବ

  • @tprahallad7225
    @tprahallad7225 2 місяці тому

    Old age pension badiba kahuthile kebe haba

  • @Rabibaskey617
    @Rabibaskey617 2 місяці тому

    Opekhya karo sabu thik hei jiba 5 barso bhitare...jai hirla marang buru...

  • @user-uz4nh9162
    @user-uz4nh9162 2 місяці тому

    School re master nahanti ta upare kichi Kara pila bhalare padhide jemiti

  • @kkmarndi
    @kkmarndi 2 місяці тому

    Odisha re jetiko company ochhonti jaiki dekhontu loko mane kete darma pauchhonti... Khali etiko brushing help setiko hela kohile chibo nai

  • @prasantapradhan8095
    @prasantapradhan8095 2 місяці тому

    Ration card katha kuhantu

  • @UpenSarkar-h1y
    @UpenSarkar-h1y 2 місяці тому

    ANM .GNM.post kaha geya sir. Hartal ametti hebo Bjp sorkar bujebo

  • @shantanukumar7502
    @shantanukumar7502 2 місяці тому

    BJP🇮🇳❤❤ u

  • @PuspanjaliSindhria-pl2sz
    @PuspanjaliSindhria-pl2sz 2 місяці тому

    Eta puruna cm belu milu achhi.. puni sehi saman Paisa ku authare kahibara mahima gana Kariba au badhichi boli kahiba hey bhagaban

  • @princeeditzzone4869
    @princeeditzzone4869 2 місяці тому

    Outsourcing ra kn hela

  • @prasantapradhan8095
    @prasantapradhan8095 2 місяці тому

    Ration card asilani

  • @Leppo971
    @Leppo971 2 місяці тому

    Thank you 🙏 sir

  • @nabakishoresubudhi2647
    @nabakishoresubudhi2647 2 місяці тому

    ସାମ୍ବାଦିକ ମାନଙ୍କ ପାଇଁ କିଛିନାହିଁ.....

  • @lifestylevlogs6661
    @lifestylevlogs6661 2 місяці тому

    Sir outsourcing ucheda karajaou😢

  • @prfulsahu6198
    @prfulsahu6198 2 місяці тому

    Kusali ra thila 442 hela 500. Ta hela 108 tanka badhila kemiti

  • @rajeshbehera8116
    @rajeshbehera8116 2 місяці тому

    🙏🏼MANDI ,DAKA,UTTU ,BULLUM,MIRRCHI, JAMMTANA RS.3000 PENSION
    MARAMGURU 🙏🕉 GURUJI 🙏

  • @PuspanjaliSindhria-pl2sz
    @PuspanjaliSindhria-pl2sz 2 місяці тому

    Sir apan mukhya mantri nai hebar agru eta miluche .

  • @sumitrapurty5470
    @sumitrapurty5470 2 місяці тому

    sir padmamola daranto mohan sir sarkar karibe 30 barsa

  • @Finestkitchen
    @Finestkitchen 2 місяці тому

    Odisha si kn pain baharunii 2 barsha hela houchh chhanti but bahara karu nahanti

  • @drpratyushpo4343
    @drpratyushpo4343 2 місяці тому

    Outsourcing main mudda he odisha me hatao jaldi

  • @brajabasisahu7329
    @brajabasisahu7329 2 місяці тому

    Industry kebe

  • @prasantrout6880
    @prasantrout6880 2 місяці тому

    Ama bank pain kichi nahi

  • @rabindrapatel1016
    @rabindrapatel1016 2 місяці тому

    Puri Collector O Sri Mandira prsasaknu knu kanhiki suspand kara jauni?
    #puriyatraaghatanatakurpadigale

  • @harekrishnasahoo9741
    @harekrishnasahoo9741 2 місяці тому

    Guruji sarkar jindabad. Kintu purunaa durniti gudika ra tadanta darkar.

  • @kshirodmishra4410
    @kshirodmishra4410 2 місяці тому

    Teacher manku kebe regular Kara jiba... recognise school re

  • @Prasannapuja
    @Prasannapuja 2 місяці тому

    Sir outsourcing

  • @rajeshbehera8116
    @rajeshbehera8116 2 місяці тому

    RS .3000 , PENSION FOR ALL ELIGIBLE CANDIDATES
    STARTING FROM 15, AGUST 2024

  • @sagarhrmbaram1341
    @sagarhrmbaram1341 2 місяці тому

    ଆଦିବାସୀ ଜଜନା କାହିଁ

  • @yalineemohanty7183
    @yalineemohanty7183 2 місяці тому +3

    Haiho majhi babu, Kusali ra 442 ru 500 kahile tahele 108/ kemiti badhila?Gamanga Babu nku bi Kati dele ,