ଅଣଓଡିଆ ମ୍ୟାଡମ୍‌ଙ୍କୁ ମନ୍ତ୍ରୀ କଲେ ଟ୍ୟୁସନ୍‌.. ଓଡ଼ିଶାରେ କାମ କରୁଛନ୍ତି, ନିଜେ ଓଡ଼ିଆ କହିବେନି? O-Hub

Поділитися
Вставка
  • Опубліковано 6 жов 2024
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/Odis...
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #OdishaBhaskar #Bhubaneswar #OHub #GokulanandaMallick #Odisha

КОМЕНТАРІ • 172

  • @HareKrushna-f3d
    @HareKrushna-f3d 2 місяці тому +8

    ଅତି ସୁନ୍ଦର କଥା ଏ ତେ ଦିନେ ମା ଓଡିଶା ଠିକ୍ ମୁଖ୍ୟମନ୍ତ୍ରୀଙ୍କୁ ପାଇଛି,ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

  • @SusantJena-qk5hn
    @SusantJena-qk5hn 2 місяці тому +60

    ସାର୍ ଆପାଣଙ୍କୁ ଭହୁତ୍ ଭହୁତ୍ ଧନ୍ୟବାଦ ସାର୍

  • @kalandimurmu3303
    @kalandimurmu3303 2 місяці тому +6

    ଓ ହବ୍ ରୁ ଅଣ ଓଡିଆ ଙ୍କୁ ବାହାର କରାଯାଉ। ଓଡିଆ ଅଫିସର୍ ଙ୍କୁ ଏ ସ୍ଥାନ ରେ ଅତି ଶିଘ୍ର ଦିଆଯାଉ।

  • @rajendraacharya4331
    @rajendraacharya4331 2 місяці тому +32

    ଅଣ ଓଡ଼ିଆ ମାନଙ୍କୁ ବାହାର କରି, ଓଡ଼ିଆ ପିଲା ମାନଙ୍କୁ ନିଯୁକ୍ତି ଦିଆ ଯାଉ.

    • @atalbiharisahoo7506
      @atalbiharisahoo7506 2 місяці тому +1

      ata vul bhai. jadi sabu State re amiti haba ta danga haba. So bahara kariba vul. Ajijaa kemiti chaluthhila kama?

    • @bhanjodisha9862
      @bhanjodisha9862 2 місяці тому

      ​@@atalbiharisahoo7506କିଛି ଓଡ଼ିଆ ଲୋକଙ୍କୁ ନିଯୁକ୍ତି ମିଳିବାର ଥିଲା

  • @kumarnayak5385
    @kumarnayak5385 2 місяці тому +45

    Special କରି airport ରେ Total ହିନ୍ଦୀ କହୁଛନ୍ତି
    ଆମ ରାଜ୍ୟ ର ସବୁ government ଆଉ ପ୍ରାଇଭେଟ୍ ଜାଗାରେ ଓଡ଼ିଆ କହିବା ନିହାତି ଦରକାର....ବନ୍ଦେ ଉତ୍କଳ ଜନନୀ

    • @KalingaYodhaa
      @KalingaYodhaa 2 місяці тому +1

      କେଵଳ news ଆଗରେ ଓଡ଼ିଆ କହିବାକୁ ଦାବି. ତାପରେ ଦେଖନ୍ତୁ

    • @Yadavbhai-b5e
      @Yadavbhai-b5e 2 місяці тому +1

      ଜ‌ଏ କୋଶଳ 🚩 ପଶ୍ଚିମ ଓଡ଼ିଶା

  • @sasanksekharaswain9208
    @sasanksekharaswain9208 2 місяці тому +10

    କେତେ ଜଣ ଓଡ଼ିଆ ଉଦ୍ୟୋଗୀ ଉପକୃତ ହେଲେ ଜଣାଇବେ , ଜୟ ଜଗନ୍ନାଥ , ବହୁତ୍ ଖୁସି ଲାଗିଲା ଦେଖି କରି

  • @kalandimurmu3303
    @kalandimurmu3303 2 місяці тому +7

    ନବୀନ ଏକ ଲୋକ ଦେଖାଣିଆ ମନ୍ତ୍ରୀ ସବୁ ଜାଗାରେ ଅଣ ଓଡିଆଙ୍କୁ ଭର୍ତ୍ତି କରି ଶୋଷଣ କରୁଥିଲା। ଓଡିଆ ଙ୍କୁ 1ଟଙ୍କିଆ ଚାଉଳ ଦେଇ ଚୁପ୍ କରି ରଖିଥିଲା।

  • @arunakumarkata6903
    @arunakumarkata6903 2 місяці тому +14

    ବହୁତ ସୁନ୍ଦର ପଦକ୍ଷେପ

  • @sasanksekharaswain9208
    @sasanksekharaswain9208 2 місяці тому +8

    ଯାହାହେଉ ଗୋଟିଏ ଭଲ କଥା ଦେଖିବାକୁ ମିଳିଲା , ଜୟ ଜଗନ୍ନାଥ

  • @susilnayak7949
    @susilnayak7949 2 місяці тому +11

    ଅଣ ଓଡ଼ିଆଙ୍କୁ ଓଡ଼ିଶାରୁ ବିଦା କରାଜାଉ

  • @Bijay803
    @Bijay803 2 місяці тому +3

    ଚଳିତ ବର୍ଷ ଠାରୁ ଓଡ଼ିଶାରେ ପ୍ରତ୍ୟକ ସ୍କୁଲରୁ ହିନ୍ଦୀ ଓ ଇଂଗ୍ରାଜୀ ଭାଷାରେ କୌଣସି ପାଠ୍ୟ ପୁସ୍ତିକା ରହିବ ନାହିଁ ବୋଲି ଆଶା ଓ ବିଶ୍ୱାସ କରୁଅଛି, ତେଣୁ ଆମ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ସାରଙ୍କୁ ଅନେକ ଅନେକ ଧନ୍ୟବାଦ ||
    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
    I hope and believe that from this year there will be no textbooks in Hindi and English from every school in Odisha, so many thanks to our minister Mr. Gokulanand Mallik Sir || Jai Jagannath

  • @bibekanandadas5833
    @bibekanandadas5833 2 місяці тому +2

    ଠିକ୍ କହିଛନ୍ତି। ଓଡ଼ିଶାରେ ଚାକିରୀ କରି ବାକୁ ହେଲେ ଓଡ଼ିଆ ରେ କଥା ହେବା ଠିକ୍ । ଆମ ଓଡ଼ିଶା ଲୋକ ବୋକା । ଓଡ଼ିଶା ଆମର ଆମେ କାହିଁକି ହିନ୍ଦୀ ରେ କହିବ

  • @yajneswarsahu6921
    @yajneswarsahu6921 2 місяці тому +1

    ଧନ୍ୟବାଦ ମନ୍ତ୍ରି ମହୋଦୟ.....

  • @SusantJena-qk5hn
    @SusantJena-qk5hn 2 місяці тому +14

    ଆମେ ଓଡ଼ିଆ ଆମ ଭାଷା ଭାରି ବଢିଆ

  • @kamallochannayak9660
    @kamallochannayak9660 2 місяці тому +6

    Thanks Minister Sir

  • @rahulsamal522
    @rahulsamal522 2 місяці тому +1

    ଯାହା ହେଉ ମନ୍ତ୍ରୀ ମହୋଦ୍ୟୋୟ ଙ୍କୁ ଧନ୍ୟବାଦ୍ ।ଏତେ ଦିନ ପରେ ସରକାର ଗୋଟିଏ ମନ ଛୁଆଁ କଥା କରିଲେ ।

  • @KalingaYodhaa
    @KalingaYodhaa 2 місяці тому +1

    ଆଜି ଓଡିଶା re Media ଆଗରେ ଓଡ଼ିଆ କହିବା ପାଇଁ Official ମାନଙ୍କୁ କହୁଛନ୍ତି. MSME website ଆଉ ସବୁ Policy କେବେ ଓଡ଼ିଆ ରେ ପ୍ରସ୍ତୁତ କରୁଛନ୍ତି ଏଇ କଳିଙ୍ଗ ଯୋଦ୍ଧା ନୋଟ କଲା ଆଜି. ମୁଁ 5 ବର୍ଷ ପରେ ଆପଣ ମାନଙ୍କୁ ଏଇକଥା ମନେ ପକେଇଦେବି

  • @amitakar948
    @amitakar948 2 місяці тому +2

    ଠିକ କହିଲେ ସାର ଆମ ମାତୃଭାଷା ସବୁ ଭୁଲି ଯାଉଛନ୍ତି ଓଡ଼ିଆ ଚାକିରୀ ଆ ଙ୍କୁ ରଖା ଯାଉ

  • @bharatmohapatra8932
    @bharatmohapatra8932 2 місяці тому +1

    O ହବ୍ ରେ ତଦନ୍ତ କରନ୍ତୁ, ଅଣ ଓଡ଼ିଆ ଙ୍କୁ ବାହାର କରି ଓଡ଼ିଆ ଯୁବକଙ୍କୁ ନିଯୋଗ କରନ୍ତୁ।

  • @suniladas955
    @suniladas955 2 місяці тому +2

    ଅନ୍ୟ ଷ୍ଟେଟ ରେ ଓଡ଼ିଆଙ୍କୁ ଠିକ୍ ନଜର ରେ ଦେଖନ୍ତି ନାହିଁ।

  • @samirsethi9747
    @samirsethi9747 2 місяці тому +3

    ଆମରି ଓଡିଶା ରେ ଶାସନ କରିବାକୁ କଣ ଓଡିଶା ଲୋକ ନାହାଁନ୍ତି ଓଡିଶା ବାହାରୁ ଆସୁଛନ୍ତି ଲୋକ ଶାସନ କରିବାକୁ

  • @ganeswarbehera-fj6yu
    @ganeswarbehera-fj6yu 2 місяці тому

    ଧନ୍ୟବାଦ ଗୋକୁଳାନନ୍ଦ ଭାଇ ଧନ୍ୟବାଦ ।
    ଏପରି କାମରେ କରିଦେଖାଇଲେ ଭଲ ହେବ ।କଥା କହି ରହିଲେ ସେମାନେ ଭୁଲି ଯାଉଛନ୍ତି । ଅଣ-ଓଡ଼ିଆ ମାନେ ଅଡ଼ି ନ କହି ,ଓଡ଼ିଆ ଙ୍କୁ ଭକୁଆ ବନାଉଛନ୍ତି ।
    ଏଭଳି କ୍ଷେତ୍ରରେ କଡ଼ା ପଦକ୍ଷେପ ନେବା ଆବଶ୍ୟକ ।ତା ହେଲେ ସେମାନେ ସୁଧୁରିବେ
    । ଅଶେଷ ଅଶେଷ ଧନ୍ୟବାଦ୍,ଜୟ ଜଗନ୍ନାଥ ।

  • @Brosujit
    @Brosujit 2 місяці тому

    ଏ ଶଳା ମନ୍ତ୍ରୀ କୁ ହିନ୍ଦୀ ଜଣା ନାହିଁ,ବୁଝି ପାରୁନି ସେ ବାହାନା କରୁଛି,ମୂର୍ଖ ମନ୍ତ୍ରୀ,🎉

  • @sarojrout9173
    @sarojrout9173 2 місяці тому +2

    ମନ୍ତ୍ରୀ କୁ ଅନୁରୋଧ ଏଇ ଭଳି ପ୍ରତୀକ ଅଫିସର କୁ ସାବାଡ କରିବା ଦରକାର

    • @SarojMajhi-g6y
      @SarojMajhi-g6y 2 місяці тому

      Odisa.re.lok.abhab.kebe.hela.ana.odia.kemiti.posting.paile..tadant.kari.amankati.sighra.sima.par.karantu.au.sarba.sadharan.nku.abagat.karibaku.anurod

  • @HareKrushna-f3d
    @HareKrushna-f3d 2 місяці тому +1

    ଆମର ହିନ୍ଦୀ ଇଂଗ୍ଲିଶ ଚଳିବ ନାହଁ ,ଆମ ମାତୃଭାଷା ଓଡ଼ିଆ ଆମ ସାସନ କାର୍ଯ୍ୟ ହେବ ଓଡ଼ିଆ ।
    ଓଡିଆ ଭାଷା ଠୁ ଭାଷା ଆଉ ନାହିଁ
    ଓଡିଆ ଭାଷା ଜେ କେତେ ମଧୁର
    ସେଥିପାଇଁ ଜଗା ଯୁଗେ ଯୁଗେ ଅଛି
    ତା ଗୀତି ଗୋବିନ୍ଦ କି ଚମତ୍କାର ।

  • @DineshBehera-q4z
    @DineshBehera-q4z 2 місяці тому +1

    Sir....Right katha..❤

  • @sumantkumarpaikaray5612
    @sumantkumarpaikaray5612 2 місяці тому +1

    Great step minister ji👏🙏👍

  • @SanatanchattarChattar
    @SanatanchattarChattar 2 місяці тому +1

    ନିଜେ ମୁଖ୍ୟ ମନ୍ତ୍ରୀ ହିନ୍ଦୀ କହି ପାରୁ ନାହାଁନ୍ତି, କେମିତି ଦିଲ୍ଲୀ ରୁ କାମ ଆଣିବେ ସେକଥା ବି ଟିକେ କୁହ

    • @RANJITSAHANI-v3e
      @RANJITSAHANI-v3e 2 місяці тому

      Modi sabu janichi, odisha re kn darkar, center pula pula tanka odisha ku daba September re first 1 lakh crore

    • @ReshmapP-zh7ik
      @ReshmapP-zh7ik 2 місяці тому

      Tame besi kahucha..nabina ete barsha chali le tadi parilani

  • @bhagabanrana4898
    @bhagabanrana4898 2 місяці тому

    ଜୟ ଗୋକୁଳାନନ୍ଦ ଭାଇ 🙏🏻🙏🏻🙏🏻

  • @BikashSamal-uz7wj
    @BikashSamal-uz7wj 2 місяці тому

    ସାର ଏଠି ଯଦି ଅଣ ଓଡ଼ିଆ କାମ କରିବେ ଆଉ ଓଡ଼ିଆ କହିବେ, ତାହା ହେଲେ ଆମ ଓଡିଶା ବାସି ବାହାର ରାଜ୍ୟ କୁ କାମ କରି ବାକୁ ଯିବେ ତାଙ୍କ ଭାଷା ଶିଖିବେ ନାଁ କଣ ? ସାର ଆପଣ କଣ ଭୁଲି ଗଲେଣି, କହିଥିଲେ ପା ଆମ ଓଡିଶା ବାସି ବାହାର ରାଜ୍ୟ କୁ କାମ କରିବାକୁ ଜିବେନାହଁ , > ଜୟ ଜଗନ୍ନାଥ

  • @SatyaNarayanPati-lu7ni
    @SatyaNarayanPati-lu7ni 2 місяці тому

    ପ୍ରକୃତରେ ଓଡ଼ିଶାରେ ରହିବା ପାଇ ହେଲେ ଓଡିଆ ଭାଷା ନିହାତି ଜରୁରୀ

  • @amitabhmohanty2458
    @amitabhmohanty2458 2 місяці тому

    ପୂର୍ବ ଓ ପର ସରକାର ଙ୍କ ଓଡିଆ ପ୍ରିତି ଏଥିରୁ ଜଣା ପଡୁଛି କେବଳ ଆତ୍ମ ପ୍ରଚାର

  • @Skgbul470
    @Skgbul470 2 місяці тому +2

    ହିନ୍ଦୁସ୍ଥାନ ରହିଲେ କେବଳ ଓଡ଼ିଆ ନୁହେଁ ହିନ୍ଦି ଭାଷା ଶିଖି
    ବାକୁ ପଡ଼ିବ, ,ଓଡ଼ିଶାରେ କିଛି ଜଣ MlA,mantri କୁ ଛାଡି ଦେଲେ ,ଏପରିକି ମୁଖ୍ୟ ମନ୍ତ୍ରୀ ପର୍ଯ୍ୟନ୍ତ ହୀନ୍ଦି ଭଲରେ କହି ପାରୁ ନାହାଁନ୍ତି,,
    ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା, ସମସ୍ତଙ୍କୁ କିଛି ଶିଖିବାର ଅଛି,
    ଏପରିକି ଓଡ଼ିଆ ଆଇଏଏସ ଅଫିସର ଜଣେ ବି ହିନ୍ଦୀ କହି ପାରୁ ନାହିଁ, ବାହାର ରାଜ୍ୟ କୁ ବଦଳି ହେଇ ଗଲେ ତୁମେ ହିନ୍ଦୀ ରେ କୁହ ଓଡ଼ିଆ ଆମେ ବୁଝି ପାରୁ ନାହିଁ,

    • @kalandimurmu3303
      @kalandimurmu3303 2 місяці тому

      କିନ୍ତୁ ଏଠାରେ ଓଡିଆ ଜରୁରୀ। ଛୋଟ ଛୋଟ ଉଦ୍ୟୋଗ ଗାଁ ମାନଙ୍କରେ ଅଛି। ସୌଜନ୍ୟ ଦୃଷ୍ଟିରୁ ଓ ସ୍ବାଭିମାନ ଦୃଷ୍ଟି ରୁ ଓଡିଆ ରାଜ୍ୟ ରେ ଓଡ଼ିଆ କହିବାକୁ ହେବ ହିଁ ହେବ।

  • @minasahoo9290
    @minasahoo9290 2 місяці тому

    Sir 🙏 tqqq,

  • @AkshyakumarJena-z1s
    @AkshyakumarJena-z1s 2 місяці тому

    Best decisions by minister sir, this is called our pridefull odisha language and our tradition.... Jay jagganath....

  • @chandrabhanubiswal1777
    @chandrabhanubiswal1777 2 місяці тому

    ଓଡ଼ିଆ ଅଣ ଓଡିଆ କହୁଥିବା ଲୋକେ ବାହାର ରାଜ୍ୟରେ କାମ କରୁଥିବା ସମସ୍ତ ଓଡ଼ିଆ ମାନଙ୍କୁ ବାହାର ରାଜ୍ୟକୁ ନ ପଠାଇ ନିଜ ରାଜ୍ୟ ଭିତର ଚାକିରି ଦିଅ । ସମସ୍ତ ଓଡ଼ିଆ ଶ୍ରମିକ ମାନଙ୍କୁ ବାହାର ରାଜ୍ୟରୁ ଫେରାଇ ଆଣ।

  • @ManasSrichandan-y9g
    @ManasSrichandan-y9g 2 місяці тому

    Absolutely right

  • @prakashmahanta6884
    @prakashmahanta6884 2 місяці тому

    Thanks sir for your statement

  • @AntaryamiSamal-nc6uo
    @AntaryamiSamal-nc6uo 2 місяці тому

    ସାର ଆପଣଙ୍କୁ ମୋର ଅନୁରୋଧ ଆମ ଓଡ଼ିଶାରେ କଣ ପାଠ ପଢା ପିଲା ନାହାନ୍ତି ଜେ କଣ ଓଡ଼ିଆ ଆସି ଏଠି ରାଜୁତି କରୁଥିଲେ

  • @subratray1653
    @subratray1653 2 місяці тому

    Sir 🙏 really really really perfect analysis 👌👌👍

  • @jaihind-i5f
    @jaihind-i5f 2 місяці тому

    ଏହି ବିଭାଗରେ ଅଣଓଡ଼ିଆ ଲୋକ ଏହା ଦାଇ BJD ପାର୍ଟି ଓଡ଼ିଶାରେ ତାମିଲ୍ ଶାସନ ପାଇଁ ନବୀନ ପଟ୍ଟନାୟକ ଓଡ଼ିଆ ଭାଷା କହି ପାରୁ ନ ଥିଲା ନବୀନ ପଟ୍ଟନାୟକ ନା ଓଡ଼ିଆ ଭାଷା ପଢ଼ି ପାରୁ ନ ଥିଲା

  • @mithunpradhan8490
    @mithunpradhan8490 2 місяці тому

    ସାର୍ ଆପଣ ଏମିତି ଖଜି ଚାଲ ଆମେ ତମର ସାଥିରେ ରହିବୁ ଆଉ ଅଣ ଓଡିଆ କୁ ବାହାର କର

  • @rajaashoksamrat417
    @rajaashoksamrat417 2 місяці тому

    ଠିକ୍ କଥା କହିଛନ୍ତି ଓଡିଆ ନଜାଣି ଛନ୍ତି ଜିଏ ତାଙ୍କୁ ଓଡିଶାରେ ଚାକେରି ଦିଆ ନଜାଉ ଓଡିଶାର ଉନତିରେ ବଡ ବାଧା ସାଜିଛନ୍ତି ଅଣ ଓଡ଼ିଆ

  • @susantmalik1872
    @susantmalik1872 2 місяці тому +1

    Sabas.

  • @jnyanadevbhoi5883
    @jnyanadevbhoi5883 2 місяці тому

    Essential for training way in odisha according to NEP 2020

  • @sunilkumarpanigrahi-g6b
    @sunilkumarpanigrahi-g6b 2 місяці тому

    Right decision sir👍

  • @lilysahu2747
    @lilysahu2747 2 місяці тому

    Thank you sir

  • @chanduramhembram2025
    @chanduramhembram2025 2 місяці тому

    ଅଣ ଓଡିଆ ଜଣଙ୍କୁ ବିଦା କରିଦେଲେ ଆଉ ଜଣଙ୍କୁ ଆଣିଲେ

  • @rubyswain5115
    @rubyswain5115 2 місяці тому

    Dhanya bad sir 🎉👍

  • @SANUSubrat
    @SANUSubrat 2 місяці тому

    Wow sir best action lov au sir........❤❤❤❤❤❤❤

  • @dilipjena7328
    @dilipjena7328 2 місяці тому +1

    ❤❤❤❤❤

  • @bibekanandaray4591
    @bibekanandaray4591 2 місяці тому

    ଯେଉଁ ମାନେ ଓଡ଼ିଆ କହିପାରିବେ ନାହିଁ ସେମାନେ ଚାକିରି ଛାଡ଼ନ୍ତୁ।

    • @jrrkbcreation1441
      @jrrkbcreation1441 2 місяці тому +1

      Be mendha Ghia out of state and out of country ki jai odia re Katha loka manka sahita shair kar taa pare Jani paribu Hindi and English kete important

  • @trilochanjena9614
    @trilochanjena9614 2 місяці тому

    KMS hospital ରୁ ଅଣ ଓଡ଼ିଆ ଭାଷା ର କେବେ ଦୂର ହେବ।

  • @rajaashoksamrat417
    @rajaashoksamrat417 2 місяці тому

    ଆମ ଓଡିଶାକୁ ଦେଇଛନ୍ତି ଅଣ ଓଡିଆ ମାନେ

  • @srikant1973
    @srikant1973 2 місяці тому

    This is the output of "25 years of ana-odia king"

  • @sibaprasaddas5833
    @sibaprasaddas5833 2 місяці тому

    Ok sir

  • @nabakishoredehury6062
    @nabakishoredehury6062 2 місяці тому

    Good action

  • @SANUSubrat
    @SANUSubrat 2 місяці тому

    Right 👍👍👍👍👍

  • @Babaphakiryoutube
    @Babaphakiryoutube 2 місяці тому +1

    ଓଡ଼ିଆ ରେ ଭାଷା ଶିଖିନି ଯିଏ ତାଙ୍କୁ ଅଫିସର କରିବା ଦୁଃଖ ଲାଗୁଛି BJD ଦଳ କୁ ଖାଲି ମାଡ଼ ଦରକାର

  • @maxxthegsd9191
    @maxxthegsd9191 2 місяці тому +1

    Those oriya ias who are working in other states they are speaking their language .
    What kind of policy.

  • @kaliasahoo3045
    @kaliasahoo3045 2 місяці тому

    Jay Jay🙏 jagannath🙏. Sir.

  • @ଓଡ଼ିଆboyRUDRA
    @ଓଡ଼ିଆboyRUDRA 2 місяці тому

    Thanks sir

    • @jaihind-i5f
      @jaihind-i5f 2 місяці тому

      BJD ଓଡ଼ିଆ ଭାଷା ବିରୋଧୀ

  • @ommprakash2008
    @ommprakash2008 2 місяці тому

    Wow

  • @anantasahu724
    @anantasahu724 2 місяці тому

    Vari good sir

  • @Lalatendu-i9g
    @Lalatendu-i9g 2 місяці тому

    Nic sar🎉🎉🎉

  • @chittaranjanmohanta8146
    @chittaranjanmohanta8146 2 місяці тому

    Hindi is national language, I think madam is right as she is speaking hindi

  • @kamallochannayak9660
    @kamallochannayak9660 2 місяці тому +1

    Jey Utkal,Jey Odisha

  • @bhanjodisha9862
    @bhanjodisha9862 2 місяці тому

    ଠିକ୍ କଥା।

  • @rajaashoksamrat417
    @rajaashoksamrat417 2 місяці тому

    ବହୁତ ଶର୍କାରି ଅପିଶିରେ ଓଡିଆ ଲେଖା ନାହିଁ ବୋଡରେ ଓଡିଆ ନାହିଁ

  • @bimalsahoo3038
    @bimalsahoo3038 2 місяці тому

    Congratulations sir

  • @deevisham3286
    @deevisham3286 2 місяці тому

    ସାର୍ ଆପଣଙ୍କ ଗଭର୍ଣ୍ଣ ଙ୍କୁ ଓଡ଼ିଆ ଜଣା କି

  • @santoshkumarpradhan7614
    @santoshkumarpradhan7614 2 місяці тому

    sabu minister education quality heba darkar

  • @gobindasoren5689
    @gobindasoren5689 2 місяці тому

    Good ❤❤❤❤❤❤❤

  • @NarayanSahu-ns5qv
    @NarayanSahu-ns5qv 2 місяці тому

    ଓଡ଼ିଆ ଜିବେ ଦାଦନ ଖଟିବାକୁ ବାହାର ରାଜ୍ୟରୁ କାହିଁକି ଆଣୁଛ ଏ ମାଗିଆ ପାଣ୍ଡିଆନ ର ସବୁ ନାଟ

  • @PitambarPanda-zf6qf
    @PitambarPanda-zf6qf 2 місяці тому

    Nice

  • @BeeraSavara
    @BeeraSavara 2 місяці тому +1

    Bande Utkal Janani,E heuchhi Odia Swabhiman byabastha

  • @sadanandmohanty3537
    @sadanandmohanty3537 2 місяці тому +1

    BJP jindabad
    Odia jindabad
    Mohan Bhai sarkar jindabad
    Modi ji jindabad
    🙏🙏🙏🙏🙏🙏🙏🙏🙏💐💐💐💐💐💐💐💐💐💐💐💐💐

  • @PrashantkumarJain-cy5wc
    @PrashantkumarJain-cy5wc 2 місяці тому +1

    Odisha kana india bahare ki... news wala bes... tike advertisement..

  • @KhageswaraDwari
    @KhageswaraDwari 2 місяці тому

    ଓଡ଼ିଆ ଅଫିସର ନିହାତି ଦରକାର

  • @prafullakumarnayak3602
    @prafullakumarnayak3602 2 місяці тому +1

    Bekar rajniti.Non odia lokanku odia sikhiba pain force kariba thik nuhe.

  • @asisdash4466
    @asisdash4466 2 місяці тому

    🙏🙏

  • @HareKrushna-f3d
    @HareKrushna-f3d 2 місяці тому

    ଆମର ପୁରା ଓଡିଆ ଚାଲୁ ।

  • @GobindPradhan-mp7gd
    @GobindPradhan-mp7gd 2 місяці тому +1

    A minister ra sikhya gata jogyata besi nathiba jana paduchi

  • @sashikantasamal3994
    @sashikantasamal3994 2 місяці тому +1

    Emane odia odia hei emotionaly odisha ku pachaku karibare lagichanti au sabu odia nije nijar loss karuchanti bujhiparu nahanti.1 jou mane dadan kahuthile ,mane ama odia other state ku jaichanti ,jadi sethika sarkar onodia nku support n kari thanta ta hele Kaan hei thanta bhabila,2 jou officer level job odia mane karuchanti semane other state re karuchanti ,semane Kaan sethikar language jananti ,emiti auhuri bahut example diyajai pariba so nija dimag au chintadhara ku broad banao au actually all type of development karibaku sarkar upare pressure diya sethire sabu odianka bhala heba

  • @laxmansahoo4681
    @laxmansahoo4681 2 місяці тому +1

    ଓଡ଼ିଆ କହି ନ ପାରୁଥିବା କର୍ମଚାରୀଙ୍କୁ ଓଡିଶାରୁ ବାହାର କରାଯାଉ 🎉

    • @belimalik143
      @belimalik143 2 місяці тому

      ଅସମ୍ଭବ ଆଜ୍ଞା

  • @baradakantatripathy972
    @baradakantatripathy972 2 місяці тому +2

    Jau staff odia kahu nahanti seman nku turanta bahiskar kara jau

  • @OdishaDiary_01
    @OdishaDiary_01 2 місяці тому +1

    Client kan odia re katha haba

  • @TanujaMishra-gf5cj
    @TanujaMishra-gf5cj 2 місяці тому +3

    Nije mantri nku t Hindi English asuni...

    • @arunakumarkata6903
      @arunakumarkata6903 2 місяці тому

      ନବୀନ ଓଡ଼ିଆ ଭଲ ଜାଣୁ ଥିଲା

    • @TanujaMishra-gf5cj
      @TanujaMishra-gf5cj 2 місяці тому

      @@arunakumarkata6903 Sethi pain t ate barsa Sasan kale

  • @jrrkbcreation1441
    @jrrkbcreation1441 2 місяці тому +1

    Jeu odia loka mane boda boda post re achhanti, semane Odia bhasa pain nuhe English bhasa pain out of country re bhole job karuchhanti

  • @amulyakumarpanda3611
    @amulyakumarpanda3611 2 місяці тому

    Sabu office re odia heba darkar.

  • @msasmal-jv6dt
    @msasmal-jv6dt 2 місяці тому

    Corent axen nebadarlar ✌️

  • @ashishkumardas723
    @ashishkumardas723 2 місяці тому

    Odia officer ko turant nejukti deantu oue anya karmachare nku madhya .

  • @GobindPradhan-mp7gd
    @GobindPradhan-mp7gd 2 місяці тому

    Ana odia boli kana se ta job karuchi,,aame b bahara State re rahuchu amaku jadi Amiti kara jiba

  • @amitbehera2770
    @amitbehera2770 2 місяці тому

    Ministry kichi janiparibeni 😅 only visit 😅

  • @suniladas955
    @suniladas955 2 місяці тому

    ଓଡ଼ିଆ ଲୋକ କୋଣ ଦକ୍ଷତା ନାହିଁ? ବଡ଼ ବଡ଼ ପୋଷ୍ଟ ଅଣ ଓଡ଼ିଆ ଲୋକ ।

  • @susantmalik1872
    @susantmalik1872 2 місяці тому +1

    Hatao ana Odia bchao odisha.❤❤

    • @jaihind-i5f
      @jaihind-i5f 2 місяці тому

      BJD Hatao Odisha bachao

  • @ManjariManjari-p6f
    @ManjariManjari-p6f 2 місяці тому +3

    Sabu tamil babu nka loka

  • @GobindPradhan-mp7gd
    @GobindPradhan-mp7gd 2 місяці тому

    Ama odia pila jou bahara State re job karichanti tanku jadi sethare semiti karibe

  • @thoughtsoflife...9585
    @thoughtsoflife...9585 2 місяці тому

    Aare bhai, ame mane anya rajya re kama karuchu tamane kana tanka bhasa sikhiki kama karibu na corporate language use kariki katha hebu / common language jauta se rajya loka bujhi paribe and anya rajya loka.
    Ya mane ama odia mane kebala odia bhasa sikhibaku chahanti, education ta tahele michha.. Bihara tharu b amaku talaku jibaku achi sayad jaha mote bujha paduchi a caption ru

  • @SanatanMahananda-f4p
    @SanatanMahananda-f4p 2 місяці тому

    Thank,yousarodiakahiba