"ନିର୍ବାଚନ ପୂର୍ବରୁ ଯେଉଁମାନେ ଦଲବଦଳ କରନ୍ତି ,ସେମାନଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧାର "କେଦାର ମିଶ୍ର

Поділитися
Вставка
  • Опубліковано 31 бер 2024
  • Odisha Bhaskar is one of the leading Daily Newspaper and Digital Platforms of the state and is coming up with various objectives and issues of human interest for the last 18 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/OdishaBhaskar
    OUR WEBSITE - odishabhaskar.com/
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #OdishaBhaskar #BreakingNews #LatestNews

КОМЕНТАРІ • 224

  • @NimaiLenka
    @NimaiLenka 2 місяці тому +42

    ନରି୍ଵାଚନ ବେଳେ ଯେଉଁ ମାନେ ଦଳ ଡେଇଁ ଯିବେ ସେମାଙ୍କୁ ଜୋତମାଳ ଦେଇ ବିଦାକର

  • @himansudash9149
    @himansudash9149 2 місяці тому +21

    ସିନେମା ଚାଲୁନି ବୋଲି ରାଜନୀତି ରେ ଚେଷ୍ଟା କରୁଛନ୍ତି। ଯେଉଁ ଠି ହେଲେ ପଇସା ଦରକାର।

  • @rajkishorsahoo9361
    @rajkishorsahoo9361 2 місяці тому +18

    ଏ ମାନେ ଆରଥରକୁ ଘର ବାହୁଡା ଏ ମାନେ ଭାଡୁଆ ଆଙ୍କୁ ଯେଉଁ ମାନେ ଅଭିନନ୍ଦନ ଜଣାଇଛନ୍ତି ସେମାନେ ଗୋଟେ ଗୋଟେ ଭାଡୁଆ ନିଲଜ ।

  • @budhiramnahak3209
    @budhiramnahak3209 2 місяці тому +22

    ଜଣେ ନାରୀ ପର ପୁରୁଷ ପାଖରେ ଶୋଇବା ଯାହା ନେତା ଅଭିନେତା ଦଳ ବଦଳି କରିବା ତାହା

  • @mamatasamal4666
    @mamatasamal4666 2 місяці тому +17

    Navinsir super star

    • @brajakishorepadhi4022
      @brajakishorepadhi4022 Місяць тому +1

      ହଡା ବଳଦ ଛଡା କିଛି ନୁେହଁ। ସେଥିପାଇଁ ଭଡା ରେ ପାଂଡିୟାନ କୁ ଆଣିଛି ତା ଗାଣ୍ଡି ରେ ଗେହିବା ପାଇଁ।

  • @sanjuktamohanty9668
    @sanjuktamohanty9668 2 місяці тому +10

    You are right sir 👏 🙏

  • @bichitrakumarswain7420
    @bichitrakumarswain7420 2 місяці тому +8

    ଆଜ୍ଞା ଆମର ଏ ସିନେ ତାରକା ଗଣ ରାଜନୀତିରେ ଗର୍ଭସ୍ଥ ଶିଶୁଭି ନୁହନ୍ତି ।

  • @mamatasamal4666
    @mamatasamal4666 2 місяці тому +5

    100 persent right

  • @biswamberbhutia3280
    @biswamberbhutia3280 2 місяці тому +4

    କଥା ରେ ଦମ ଅଛି। ତିନି ଦଳ ବିଷୟରେ କହିଲେ କାହାକୁ ଖରାପ ଲାଗିଲେ ସେ ତେଲ ମାରିଵେ ନାହି

  • @bidyabhusanmohanty387
    @bidyabhusanmohanty387 Місяць тому +1

    ସେମାନଙ୍କ ପାଇଁ ଓଡିଆ ସିନେମା ଏବେ ମୃତ୍ୟୁ ଶଯ୍ୟାରେ ଏହା ର ପୁନରୁତ୍ଥାନ ପରି ବତ୍ତେ ସେମାନେ ନିଜ ସ୍ୱାର୍ଥ ରକ୍ଷା ପାଇଁ ଚେଷ୍ଟିତ

  • @SatyanarayanGumansingh-kw5oj
    @SatyanarayanGumansingh-kw5oj 2 місяці тому +5

    Jay shree Jagannath bande utkal janani Jay Nabin Odisha.

  • @pitamberparida8762
    @pitamberparida8762 2 місяці тому +1

    ଦଳରେ ରହିଲେ ବୋଲି ଦଳ ଅନ୍ୟାୟ କଲେବି ଚୁପ୍ ରହିବା ଗଣତନ୍ତ୍ରରେ ଶୁଭଙ୍କର ନୁହଁ।

  • @bishnujena5243
    @bishnujena5243 Місяць тому

    ସେମାନେ କଳାକାର, ସେମାନଙ୍କୁ କଣ ଜୋତା ମାଳ ଦେଈହବ? ସେମାନେ କିନ୍ତୁ ନିଜେ ଲଜ୍ୟା ଅନୁଭବ କରିବା କଥା.. କିନ୍ତୁ...

  • @ChinmayakumarDalasinghChinu
    @ChinmayakumarDalasinghChinu 2 місяці тому +5

    Absolutely correct

  • @akshayadas3300
    @akshayadas3300 2 місяці тому +3

    Correct sir

  • @dibyaranjan3454
    @dibyaranjan3454 2 місяці тому +4

    ତମେ କଲେ ନିଳା ଅନ୍ୟ ଯିଏ କଲେ କୀଳା
    ଏଇ କଥାଟା ୨୦୦୯ ୨୦୧୪ ୨୦୧୯ କହିଲନିତ କାହଁ???
    ଅନ୍ୟ ଘରକୁ ଭାଙ୍ଗୁ ଥିଲ ମଜା ଲାଗୁଥିଲା ଦର୍ଶକ ସାଜିଥିଲ, ଏବେ ତମ ଘର ଭାଙ୍ଗୁଛି ତମ ସହିତ ଘଟିଲାବେଳେ କେମିତି ଲାଗୁଛି??? ଯେସି କରନୀ ବେସି ଭରନୀ

    • @ajitkumarsamal7202
      @ajitkumarsamal7202 2 місяці тому

      Kemiti kahibe setebele emane tanku bhala laguthile ebe problem create karuchhanti 😀😄

  • @pandavlogs6024
    @pandavlogs6024 Місяць тому

    You are 💯 percent Right Sir❤❤

  • @ODISHABHAI-eq8jq
    @ODISHABHAI-eq8jq 2 місяці тому

    ବହୁତ୍ ସୁନ୍ଦର କଥା ଠିକ୍ କଥା, ଆମ ସାଧାରଣ ଭୋଟର ମାନେ କିଛି ଜାଣି ପାରୁ ନାହାଁନ୍ତି ନିଜ ଭାଇ ଭାଇ ସାହି ସାହି ରେ ଦଳ ପାଇଁ, ଜଣା ମରା ହୋଇ ଜେଲ ଯାଉଛନ୍ତି

  • @bijayakandi8917
    @bijayakandi8917 2 місяці тому +3

    Right sir

  • @manasswain348
    @manasswain348 2 місяці тому +2

    Right Sir❤

  • @TheEducationHub-dz9gn
    @TheEducationHub-dz9gn Місяць тому

    You are 100/- right. P. Patra. ( bada guruji) 🎉

  • @lataranimaharana4372
    @lataranimaharana4372 Місяць тому

    You are absolutely right sir

  • @pinkikumarimuni25
    @pinkikumarimuni25 2 місяці тому +1

    Very good discussion

  • @santoshkumarpatra1870
    @santoshkumarpatra1870 Місяць тому

    Absolutely right

  • @KaluAchary
    @KaluAchary Місяць тому

    Dhanyawad sar

  • @bapisadangi3373
    @bapisadangi3373 2 місяці тому +5

    ବିଜେଡି ଦଳରେ କୋରନାରୋଗ ନବୀନ ପଟ୍ଟନାୟକ ଅଳିଆ ଆବର୍ଜ୍ଜନା ପାଣ୍ଡିଆ ମଣ୍ଡଳର କଣ୍ଡମ୍ ବିଜେଡି ନେତ୍ରୀ ଙ୍କୁ

    • @kishore6469
      @kishore6469 2 місяці тому

      U r same what u wrote u don't know how to respect ur father and mother.

  • @aratidas7098
    @aratidas7098 Місяць тому

    Absolutely ryt

  • @user-hh8qv3gk6y
    @user-hh8qv3gk6y Місяць тому

    1000% right sir

  • @eliraita8324
    @eliraita8324 Місяць тому

    Thanks sir

  • @tunabala5451
    @tunabala5451 Місяць тому

    Right Right Right

  • @minakshipatra3917
    @minakshipatra3917 Місяць тому

    Thank you

  • @santilatakhatua8149
    @santilatakhatua8149 Місяць тому

    U r extremely right

  • @chanchalpatnaik7311
    @chanchalpatnaik7311 2 місяці тому

    Right👍

  • @binakusumalia1471
    @binakusumalia1471 Місяць тому

    Thik katha

  • @satyabansahoo7932
    @satyabansahoo7932 2 місяці тому +1

    ଓଡ଼ିଶା କଥା ଛାଡନ୍ତୁ ଜାତୀୟ ସ୍ତରରେ କୌଣସି ହିରୋ ଓ ହିରୋଇନ୍ ରାଷ୍ଟ୍ରପତି କିମ୍ବା ପ୍ରଧାନ ମନ୍ତ୍ରୀ ହୋଇ ପାରି ଛନ୍ତି କି?

  • @learningclassforkid6592
    @learningclassforkid6592 Місяць тому

    Right

  • @debarajmaharana2994
    @debarajmaharana2994 2 місяці тому

    Right Bhai kaheicha

  • @jayapalmunda2400
    @jayapalmunda2400 Місяць тому

    Right now

  • @prasantaraul7893
    @prasantaraul7893 2 місяці тому

    ଏବେ ଯେଉଁ କଥା କହୁଛନ୍ତି,ଯେତେବେଳେ ବିଜେଡି ରେ ଥିଲେ ଓଡ଼ିଆ ଅଭିନେତା ମାନେ ଯଦି ସେହି କଥା କହିଥାନ୍ତେ ଭଲ ହେଇଥାନ୍ତା,ଏଥିରୁ ପୁରା ସ୍ପଷ୍ଟ ହେଉଛି ଆପଣ ବିଜେଡ଼ି ସହ ଜଡ଼ିତ ଅଛନ୍ତି..

  • @trilochansahoo9899
    @trilochansahoo9899 2 місяці тому +3

    Jay bjd

  • @pratapkumarswain2921
    @pratapkumarswain2921 2 місяці тому

    Right. Salute for your speech.

  • @sureshpradhan1416
    @sureshpradhan1416 Місяць тому

    Good bite sir.....

  • @madanmohanpattanayak-ip9lh
    @madanmohanpattanayak-ip9lh Місяць тому

    Good Good Good

  • @niky5249
    @niky5249 Місяць тому

    U R absolutely right 👍👍 sir.. Amane kau Star ⭐✨ faar nuhanti.... Seithi pain ki Odisha re kie khatir karanti nhi.....Are jadi seba Karibara/ help karibara achi...kn apana mane sahajya kariba sakshyam nuhanti...ki..??.. election naa re..kn ...eita...??
    Seithi pain mora kie b Favourite nuha... Only SABYARCHITA Bhai/D ❤ & BARSHA DII... Rani D..emane.. Kichi toh goriba loka manankara samasya dekhanti...
    Film/reel re Hero hele labha kn... real life re to___

  • @user-ft7ct7fu8d
    @user-ft7ct7fu8d 2 місяці тому +2

    Navane.supstar

  • @manoramamishra777
    @manoramamishra777 2 місяці тому

    Bahut bhala katha kahile

  • @PaduBehera-gw5hq
    @PaduBehera-gw5hq 2 місяці тому

    right

  • @chittaranjandas569
    @chittaranjandas569 2 місяці тому +1

    Arindam aji parjyanta hero heiparileni

  • @gaganbiharirout6779
    @gaganbiharirout6779 2 місяці тому

    Rightly said 🙏🙏

  • @biswamberbhutia3280
    @biswamberbhutia3280 2 місяці тому +3

    ବିଜେଡି ଛାଡିଥିବା ଲୋକ କେଵେ ଜିତି ନାହାନ୍ତି। ବୈଜୟନ୍ତ ପଣ୍ଡା ନିଜ ଜିଲା ରେ ନିଜେ ଟଙ୍କା ଵାଣ୍ଟିଲେ, ନିଜ ହେଲିକପ୍ଟର ଵାରମ୍ବାର ଗାଁ ଗାଁ କୁ ଗଲେ ତଥାପି ହାରିଲେ, ଦାମ ରାଉତ ଜଣେ ସର୍ବାଧିକ ମାର୍ଜିନ ରେ ଜିତିଥିବା ଏମ ଏଲ ଏ ସେ ଵି ହାରିଗଲେ। ଵିଜେଡି ରୁ ଯିଏ ଯାଇଛି ସେ ଜିତୁ ନ ଜିତୁ କିନ୍ତୁ ସତା ହରେଇଛି। ଵିଜେଡି କଣ ପାଇଁ ଟିକଟ ଦେଇନି ଵଡ ନେତା କୁ କାରଣ ସେମାନେ ଆଉ ଜିତିବା ପାର୍ଥି ଭଳି ମନେ ହେଲାନାହିଁ

  • @BhaktabandhuSenapati
    @BhaktabandhuSenapati 2 місяці тому

    ନବିନବାବୁ, ମଦ୍ଯପ ୨୪ବରଷଶୋଉବ
    ୧୦,କୋଟିନେଇଛୁ

  • @pinumajhi8419
    @pinumajhi8419 2 місяці тому

    Nice

  • @S_u159
    @S_u159 2 місяці тому

    Appn ku koti koti🙏 anubhaba au jay babunka katha kahithibaru

  • @srikantpatnaik2849
    @srikantpatnaik2849 2 місяці тому

    ଆପଣଙ୍କ ମତ ଠିକ l ଅଭିନୟ ନକରି କ୍ଷମତା ଲୋଭ ରେ ଏମାନେ ରାଜନୀତି ରେ ଆସନ୍ତି l ଥରଟିଏ ବ୍ରହ୍ମପୁର ସମସ୍ୟା ପାର୍ଲିମେଣ୍ଟ ନଉଠାଇ ଆଜି ବ୍ରହ୍ମପୁର ଏମପି ର ପେନସନ ନେଉଛନ୍ତି ଅଭିନେତା ଶ୍ରୀଦ୍ଧାନ୍ତ ମହାପାତ୍ର

  • @Sonali28093
    @Sonali28093 2 місяці тому

    Ekdam thik 👌👌👌👌👌✔️✔️✔️✔️

  • @user-ei6np2wj3d
    @user-ei6np2wj3d 2 місяці тому

    Absolutely correct 😮

  • @rinarani6892
    @rinarani6892 2 місяці тому

    Jay Sriram ram, Jay BJP , Jay Modi ji,, Bharat Mata ki Jai,

  • @jyotimallick1339
    @jyotimallick1339 2 місяці тому

    ଏ ଶଳl ସିନେମା ବାଲl ଯଦି ରାଜନୀତି କରିବେ ରାଜନୀତି କରିବା ଲୋକ ଯାଇ ସିନେମା କରନ୍ତୁ.... ଏ ବାଳ ଅଭିନେତା ମାନଙ୍କୁ ଦୟାକରି ଦଳରୁ ସବୁ କାଢି ଦିଅନ୍ତୁ... ସିନେମା ସିରିଏଲ୍ ଯାଇ କରନ୍ତୁ ଖାଲି ହଁl ହଁl ଆମ କୁ ଟିକଟ ଦିଅ ଅl ଥୁ🧐🧐🧐🧐🧐🧐🧐

  • @CreationOdia1234
    @CreationOdia1234 Місяць тому +1

    ଠିକ୍ କହିଛନ୍ତି ଆପଣ

  • @subhabala4355
    @subhabala4355 Місяць тому

    Thiak katha

  • @BhagirathiSing-rl4lm
    @BhagirathiSing-rl4lm Місяць тому

    ଫିଲ୍ମ ଆଉ ବେପାର ନାହିଁତ ସେଥିପାଇଁ ସେମାନେ ନେତା ଗିରି କରିବାବୁ ଯାଉଛନ୍ତି

  • @Gyana484
    @Gyana484 2 місяці тому

    100% right 🎉

  • @chandrasekharpatra799
    @chandrasekharpatra799 2 місяці тому +1

    You are right sir as told the position of Odiya film industry.When in boliwood 300 cr is the budget of a film,in odiya it is maximum 1 cr.This time all "Dala diyan" so called stars will be defeated.

  • @skkalimkalim489
    @skkalimkalim489 2 місяці тому

    Very good sir

  • @SomanathDas-jg2kr
    @SomanathDas-jg2kr 2 місяці тому

    Right Sar❤❤❤😂😂😂

  • @kirttimohanty1121
    @kirttimohanty1121 Місяць тому

    Standardless Politicians in Odisha also in India. We people should aware about it.

  • @BhagirathiSing-rl4lm
    @BhagirathiSing-rl4lm Місяць тому

    ଫିଲ୍ମ ଷ୍ଟାର ମାନେ କାହିଁକ ଏମିତିକା ହଉଛନ୍ତି କିଛି ବୁଝିପାରୁନାହିଁ, ଗୋଟିଏ କାମ କରିବା ଦରକାର ବିଜେପି ଦଳରେ ସବୁ ତକ ହିରୋ ରହିବେ, ବିଜେଡି ଦଳରେ ସବୁତକ ଭିଲେନ ରହିବେ, ଦେଖିବା କିଏ ହେବ ପ୍ରକୃତରେ ହିର

  • @gourangasa6027
    @gourangasa6027 2 місяці тому

    Thik katha bhai.

  • @binayakphotography14
    @binayakphotography14 2 місяці тому

    👍👍👍👍👍👍👍👍👍

  • @aurobindsamal2397
    @aurobindsamal2397 2 місяці тому

    You are profect boss

  • @patitapabanswain8460
    @patitapabanswain8460 2 місяці тому +1

    Sir apana aga kuhantu a sarkar 25 barasare odiya film industry ra urnati karinahi film hall re tala jhuluchi.film Kari chaleibe kouti Parkre....
    I

  • @karunakarmohanty89
    @karunakarmohanty89 2 місяці тому

    ଠିକ୍ କଥା

  • @chandrakantibehera9413
    @chandrakantibehera9413 2 місяці тому +2

    Jay BJD

  • @bipinamallik2803
    @bipinamallik2803 2 місяці тому

    Jaya Jagannatha Jaya Sir Janaka Jeusabu Kathakahile 100% Satya Ghatana Anubhaba Mahantey Nijaghara Nijara Maikinara Nuhe Seki Neta?

  • @sureshpradhan1416
    @sureshpradhan1416 Місяць тому

    Sir...Paradip Panigrahy choro biisayare kichi kuhantu

  • @pramodkumarnayak7286
    @pramodkumarnayak7286 2 місяці тому

    You ate Right bro

  • @ajaypradhan1623
    @ajaypradhan1623 2 місяці тому +2

    ତୁ ଜାଣିବୁ ଏଥର ଓଡ଼ିଶା ବାସୀଙ୍କ ଘରେ ଘରେ ପଦ୍ମ ଫୁଟିବ ଜୟ ଶ୍ରୀ ରାମ

  • @Cheecy_chic
    @Cheecy_chic 2 місяці тому +1

    Perfect katha bjp bjd same election pare misijibe...ame voter khali badia pita😂

  • @khirodmohanty3629
    @khirodmohanty3629 2 місяці тому +1

    All parties should learn from BJD

  • @ShubashchandraSahu
    @ShubashchandraSahu 2 місяці тому

    Nice suggestions to our actor they should show their talent in acting line not in dirty politics. Actually our film industry & film Hal are in poorest condition. They should look in the matter seriously.

  • @bikaspattanaik1668
    @bikaspattanaik1668 2 місяці тому

    ଆପଣଙ୍କ ପାଟିରେ କଣ ଆଗରୁ ମଡା ହେଇଥିଲା 😡😡😡

  • @jayakrishnapradhan-ms6tm
    @jayakrishnapradhan-ms6tm Місяць тому

    କେଉଁମାନେ ଅଭିନେତାମାନଙ୍କୁ କଟାକ୍ଷ କରୁଛନ୍ତି, ଯେତେବେଳେ ବିଜେଡ଼ିରେ ଥିଲାବେଳେ ଆପଣ ଏବେ କଣ ପାଇଁ କହୁଛ, ତମେ ତାହା ହେଲେ ବିଜେଡି ପାଦ ଚାଟୁ କାର।ସବୁ ବିଜେଡି ଚୋର ପାଣ୍ଡୁର ଗୋଲାମ।

  • @themother482
    @themother482 2 місяці тому

    👍

  • @PradeepDas-bk4hj
    @PradeepDas-bk4hj 2 місяці тому

  • @BhaktabandhuSenapati
    @BhaktabandhuSenapati 2 місяці тому

    ଅର୍ଚ୍ଚନା ନାଗ, ପାଖରେ

  • @judhisthiramohanta5862
    @judhisthiramohanta5862 Місяць тому

    ଏ ଲୋକ ଟା କିଏ, ମେଡ଼ିଆ କାହିଁକି ପରିଚୟ ଦଉନି

  • @souravdas
    @souravdas Місяць тому

    ଆପଣ ଙ୍କ ମତ ସହ ମୁଁ ଏକ ମତ.. ନିଜକୁ ଓଡ଼ିଶା ର ଅଭିନେତା ମାନେ ଟିକେ ଅଧିକ ଆକଳନ କରି ଦେଉଛନ୍ତି.. BJP ଏକ washing machine ଭଳି ନିଜ କୁ ପ୍ରୋଜେକ୍ଟ କରୁଛି.. BJP ଓ BJD ଏକ ଅଘୋଷିତ ମେଣ୍ଟ ରେ ସବୁ ବେଳେ ରହିଛନ୍ତି..

  • @hdvlogs9390
    @hdvlogs9390 2 місяці тому

    ପାଣ୍ଡିଆନ ଯେଉଁ କୋଟି କୋଟି ଟଙ୍କା ଲୁଟି ସାରିଛି ଏଇଟା କଣ ସତ ନାଁ ମିଛ

  • @rasmibiswal8268
    @rasmibiswal8268 2 місяці тому +1

    Bhai baijanta panda nije manecha chilika re pakhi avayaranya re helicopter ydei thila

  • @santoshsenapati1447
    @santoshsenapati1447 2 місяці тому +1

    Sinema kale pela milib....sethi pain rajniti

  • @lalitendubehera5357
    @lalitendubehera5357 2 місяці тому

    କୋଉ ଷ୍ଟାର ର ସଂଗଠନ ଅଛି? ସେ ଯେଉଁ ଦଳର ହେଉ

  • @Rockstarbibhuti
    @Rockstarbibhuti 2 місяці тому +9

    ଏମାନେ ସବୁ ଗୋଟେ ଗୋଟେ ବାଳ ଏକ୍ଟର୍

    • @happymoviesworld7259
      @happymoviesworld7259 2 місяці тому

      Samstanku kahibu hele sidhhant Mahapatra ku kahibuni.Acting kn sidhant ra old film dekhe janibu.Bala actor ki kou actor😡😡😡

  • @bholanathpal6105
    @bholanathpal6105 2 місяці тому

    pura right katha kahile star mane sabu selfish

  • @anugrahabarik2651
    @anugrahabarik2651 2 місяці тому +1

    BJP only

  • @sekharonlineservice5178
    @sekharonlineservice5178 2 місяці тому +8

    2019ରେ ଏମାନେ ସମସ୍ତେ BJD ଥିଲେ , ସେତେବେଳେ କହିଲନି ଏବେ କାହିଁକି କହୁଚ

  • @social-gr9lr
    @social-gr9lr 2 місяці тому +1

    Paisa pain party chadu chanti

  • @dilipgantayat4966
    @dilipgantayat4966 2 місяці тому

    ବିଜେଡି ର ଅଳିୟା ବିଜେପି ରେ ଜାଇ ହୀରା

  • @satyabratabehera8362
    @satyabratabehera8362 2 місяці тому

    BJP BJP BJP jay radhakrishna 🧡🧡🧡🧡🧡🧡🧡💯💯💯💯💯💯

  • @subhabikashpani2629
    @subhabikashpani2629 2 місяці тому

    ଭାଇ କାଉଟି ଥିଲା ଯେତେ ବେଳେ M P ହଉ ଥିଲେ ସେତେ ବେଳେ କୁଆଡେ଼ ଯାଇଥିଲୁବେ

  • @avimanyupatri4365
    @avimanyupatri4365 2 місяці тому

    କେତେ ଟଙ୍କା ମିଳିଛି ଆପଣଙ୍କୁ ?