Odisha CM Mohan Charan Majhi addresses gathering at Subhadra Yojana lunching ceremony || Kalinga TV

Поділитися
Вставка
  • Опубліковано 18 вер 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.co...
    iOS App: apple.co/2M2KhQA
    Watch Live: kalingatv.com/live
    UA-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

КОМЕНТАРІ • 221

  • @jagabandhupanda5818
    @jagabandhupanda5818 День тому +63

    କୋଟି ଓଡ଼ିଆଙ୍କ ମଉଡମଣୀ ପ୍ରଭୁ ଜଗନ୍ନାଥ ଙ୍କ ନାରେ ମିଛ କହି ଓଡ଼ିଆଙ୍କୁ ଠକିଛନ୍ତି ଏ ନୂତନ ସରକାର .
    ରତ୍ନଭଣ୍ଡାର ଆମ ସୁରକ୍ଷିତ ଥିଲା ଶାସନ ଲୋଭରେ ମିଛ କହିଥିଲା ଏ ସରକାର. ସୁଭଦ୍ରା ଯୋଜନା ରେ ପ୍ରତେକ ମହିଳା ମା ମାନଙ୍କୁ ବର୍ଷକୁ ୫୦୦୦୦ ହଜାର କରୀ ୫ ବର୍ଷ ରେ ଅଢେଇ ଲକ୍ଷ ମହିଳା ସସକ୍ତିକରଣ ନାରେ ବର୍ଷକୁ ୧୦୦୦୦ ରେ କି ସ୍ୱାବଲମ୍ବୀ ହେବେ ମା ମାନେ ମିଛ ସରକାର ର ଅନ୍ୟ ଏକ ପତିସୃତି ୩୦୦ ୟୁନିଟ ଇଲେକ୍ଟ୍ରିକ ଛାଡ ଯାହା ସମ୍ବଲପୁର ରେ ଧର୍ମେନ୍ଦ୍ର ବାବୁ ଭାଷଣରେ କହିଥିଲେ ଯାହାକୁ ଉପମୁଖ୍ୟମନ୍ତ୍ରୀ ମନାକରିଦେଲେ କେତେ ଗୁଡିଏ ଗଣମାଧ୍ୟମ ପୂର୍ବ ସରକାର ବିରୁଧ୍ୟରେ ଅନେକ ମନ୍ତବ୍ୟ ରଖୁଥିଲେ କଣ ସରକାର ଭୁଲିଗଲେ ଓଡିଶା ବାହାରେ କାମ କରୁଥିବା ଲୋକଙ୍କୁ ଫେରେଇଆଣିବାର ପ୍ରତିଶୁତି କୁ ଏ ସରକାର ଲକ୍ଷ୍ମୀ ବସ ରେ ଗେରୁଆ ରଙ୍ଗ ଲଗାଇବାରେ ସଫଳ .କାଳିଆ ଯୋଜନାକୁ ସିଏମ ଯୋଜନା କରିବାରେ ସଫଳ ଇ- ଶ୍ରମ ଯାଉ କାର୍ଡ ପାଇଁ ଓଡିଶା ର ପ୍ରତେକ ମଣିଷ ରାତି ଅନିଦ୍ରା ହୋଇ କିଛି ପାଇବା ଆଶାରେ ବହୁ କଷ୍ଟରେ କରିଥିଲେ କହିପାରିବ ଏ ସରକାର ସେ ଲୋକଙ୍କୁ କାହିଁକି ଠକିଛି ବିମୁଦ୍ରି କରଣ ନାରେ ବାଙ୍କ ମାନଙ୍କରେ ଲମ୍ଵା ଧାଡି କରି ସାଧାରଣ ଲୋକଙ୍କୁ କଷ୍ଟ ଦେଇଛି ଏ ସରକାର ଦେଶରେ ଜାତିଆଣ ଭାବ କରି ଲୋକଙ୍କ ମଧ୍ୟ ରେ ଧର୍ମ ରାଜନୀତି କରୁଥିବା ଭାଷଣରେ ମିଛ କଥାକୁ ସୁନ୍ଦର ଭାବରେ ଉପସ୍ଥାପନା କରୁଥିବା ସରକାର ମୋଦି ସରକାର ଖଣି ଲୁଟ ସରକାର ଭତା ନରେ ବୁଦ୍ଧ ବିଧବା ବିକଳାଙ୍ଗ ଙ୍କୁ ବି ଠକି ଦେଲା ମୁଦି ସରକାର

  • @prettyhayati8366
    @prettyhayati8366 День тому +61

    ଏ ପଟେ ଖାଇବା ତେଲ 20ଟଙ୍କା ବଢିଛି 😂😂😂 କେବଳ ବିଜେପି ପାଣ୍ଠି ର ବିକାଶ

  • @hrusikeshmallik3221
    @hrusikeshmallik3221 День тому +31

    ମୁଖ୍ୟମନ୍ତ୍ରୀଙ୍କ ଏ ହିନ୍ଦୀ ଭାଷାରେ ଭାଷଣ କ'ଣ ଓଡ଼ିଶାର ଓଡ଼ିଆ ଅସ୍ମିତାର ପରିଚୟ ?

  • @C.mishramasti
    @C.mishramasti День тому +45

    ମାଗଣା ଜିନିଷ ବନ୍ଦ କର.....
    ମାଗଣା ଜିନିଷ ବନ୍ଦ କର.....
    ମାଗଣା ଜିନିଷ ବନ୍ଦ କର.....
    ମାଗଣା ଜିନିଷ ବନ୍ଦ କର.....
    ମାଗଣା ଜିନିଷ ବନ୍ଦ କର.....
    ମାଗଣା ଜିନିଷ ବନ୍ଦ କର.....
    ମାଗଣା ଜିନିଷ ବନ୍ଦ କର.....
    ମାଗଣା ଜିନିଷ ବନ୍ଦ କର.....
    ମାଗଣା ଜିନିଷ ବନ୍ଦ କର.....
    ମାଗଣା ଜିନିଷ ବନ୍ଦ କର.....
    ମାଗଣା ଜିନିଷ ବନ୍ଦ କର.....
    ମାଗଣା ଜିନିଷ ବନ୍ଦ କର.....
    ମାଗଣା ଜିନିଷ ବନ୍ଦ କର.....
    ମାଗଣା ଜିନିଷ ବନ୍ଦ କର.....
    ମାଗଣା ଜିନିଷ ବନ୍ଦ କର.....
    ମାଗଣା ଜିନିଷ ବନ୍ଦ କର.....
    ମାଗଣା ଜିନିଷ ବନ୍ଦ କର.....

    • @abinashnayak8938
      @abinashnayak8938 День тому +3

      Bhai nabin magana jinisa deichi ebe aau kie jadi magana dabani tahele sarakara budijiba.

    • @sameermahakur3557
      @sameermahakur3557 День тому +1

      Modi ra b'day sethipain 800/- tanka lekha milichi....

    • @sunitadalai2689
      @sunitadalai2689 День тому

      Sei jetiki Paisa deuchhanti sei Paisa kichhi kamare lageiparibeni Kam Kan dele khaiki loka jhada basidebe

    • @Kahnucharan3002
      @Kahnucharan3002 День тому

      Tax ବି ନେବା ବନ୍ଦ କର। GST ବନ୍ଦ କର

  • @थानापतिसेवानंदगिरीउज्जैन

    मुख्यमंत्री मोहन चरण मांझी एक साहसी ज्ञानवान भगवाध्वजवाहक सच्चा सनातनी हिंदू हैं हिंदू समाज को आजीवन भाजपा को वोट देना चाहिए जय हिंदू राष्ट्र जय सनातन धर्म जय काशी विश्वनाथ जय जगन्नाथ हर हर महादेव

  • @rashmir5690
    @rashmir5690 День тому +14

    ଓଡ଼ିଶାର ବିଜେପି ସରକାର କୁ ଲଜ୍ୟା ସରମ ଛାଡ଼ିଗଲା। ରାଜ୍ୟ ସରକାରଙ୍କର ଯୋଜନା କିନ୍ତୁ କେନ୍ଦ୍ରସରକାର ଉଦ୍ଘାଟନ କରୁଛନ୍ତି। ଏଥିରୁ ସ୍ପଷ୍ଟ ଯେ ରାଜ୍ୟରେ ଯେତେକ ବିଜେପି ନେତା ଅଛନ୍ତି ସେମାନଙ୍କ ର କିଛି ବି ମୁଲ୍ୟନାହି । ଏମାନେ ସମସ୍ତେ କେନ୍ଦ୍ର ବିଜେପି ର ମୁଲିଆ

  • @arakhitaprusty5364
    @arakhitaprusty5364 День тому +8

    ଆମ ପ୍ରଧାନମନ୍ତ୍ରୀ ଈଶ୍ୱର ଙ୍କ ଦୟା ରୂଭଲରେଥାନ୍ତୁ

  • @prasantapattanaik862
    @prasantapattanaik862 День тому +13

    ଅବକେ ବାର୍ ୪୦୦ ପାର୍।ଅର୍ଥ ପେଟ୍ରୋଲ ଡିଜେଲ ଦାମ୍ ୪୦୦ ଟଂକା ପାର୍ ହେବ ଏଥର।

  • @gobindasahoo3222
    @gobindasahoo3222 День тому +21

    ମୋଦୀ ସରକାର ୪୦୦ ପାର୍ ହେଲାଣି

    • @santoshkandi1398
      @santoshkandi1398 День тому

      300 ପୁରିଲାନି,ଆଉ 400 କଣ 😂😂😂

  • @user-uk9sj1nn3z
    @user-uk9sj1nn3z День тому +4

    ମୋହନ ମାଝି ସରକାର ବହୁତ ବଢିଆ ତାଙ୍କ ର ମାନବିକତା ଏବଂ ମଣିଷ ପଣିଆ ବୁଝିବା ଦରକାର।

  • @debabrataroul3250
    @debabrataroul3250 День тому +8

    ସାରେ ଆପଣ 2026ମସିହାରେ ଟିକେ ମା ମାନଙ୍କୁ ପଚାରିବେ ଆପଣ ଦେଇଥିବା ଟଙ୍କାରେ ସେମାନେ କେତେ ସ୍ୱାବଲମ୍ବି ହୋଇ ପାରିଛନ୍ତି ଟିକେ ପଚାରିବେ ଗହମ ବଦଳରେ ଅଟା ମୁଠେ ଦେଉଛନ୍ତି

  • @udayanathswain.7653
    @udayanathswain.7653 День тому +13

    କଣ ମୁଖ୍ୟମନ୍ତ୍ରୀ କାଗଜ ଦେଖି ରଚନା ପଢୁଛନତି

  • @BibhutiBhoi-mz5un
    @BibhutiBhoi-mz5un День тому +6

    Bahut bahut dhanyawad 🙏🙏🙏

  • @shubhammajhi5358
    @shubhammajhi5358 День тому +18

    Sir oil kahi ki 20 tanka badhi la

  • @chinmaychinu2444
    @chinmaychinu2444 День тому +7

    ରଚନା ଲେଖା ଯାଇଛି ଆଉ news paper ପଢିଲା ଭଳି ପଢୁଛନ୍ତି

  • @chandanodia6815
    @chandanodia6815 День тому +14

    300 unit ?

  • @ManguliDas-ux4ps
    @ManguliDas-ux4ps День тому +8

    Jay Jagannath

  • @satyanaik7321
    @satyanaik7321 День тому +6

    ଜୟ ଜଗରନ୍ନାଥ ନୁହେଁ ଜୟ ଜଗନ୍ନାଥ ❤❤❤

  • @C.mishramasti
    @C.mishramasti День тому +6

    5000 ପାଇଗଲେ ସବୁ କରିଦେବେ ମା ମନେ ଲାଜ ଲାଗୁନି ମୋହନ ସାର

  • @pinkymohanty-w4c
    @pinkymohanty-w4c День тому +6

    Happy birthday modi ji 🙏

  • @prakashkumarjena.babusan.n3760
    @prakashkumarjena.babusan.n3760 День тому +4

    ଜୟ ଜଗନ୍ନାଥ ଜୟ ମୋହନ ସରକାର ❤️❤️❤️❤️

  • @jamesrinku1995
    @jamesrinku1995 День тому +7

    ବିହାର ଆନ୍ଧ୍ର ପ୍ରଦେଶ ସ୍ଵତନ୍ତ୍ର ରାଜ୍ୟ ର ପ୍ୟାକେଜ ମିଳିଲେ ହେଲେ ଏଇଠି ଓଡ଼ିଆ ମୂର୍ଖ ମାନେ ଗାଣ୍ଡୀ ଫଟା ଚିତ୍କାର କରୁଛି କାରଣ ସବୁ ଖଣି ବିକି ଓଡ଼ିଆ ମୂର୍ଖ ମାନଙ୍କୁ ମୋଦୀ ଆଉ ମୋହନ ଗାଣ୍ଡୀ ମାରି ଗଲୁ କରିଦେଇଛି ।

  • @raazkumar4771
    @raazkumar4771 День тому +12

    Lekhi ki dekhi poduchanti na kn j amo CM😅😅

  • @C.mishramasti
    @C.mishramasti День тому +2

    ଶିକ୍ଷକ ଶିକ୍ଷୟିତ୍ରୀ ମନେ ନିଜ ବାପା ମାଙ୍କର ଯତ୍ନ ନେଇପାରୁନାହାନ୍ତି ଆପଣ ମାନେ ଯେଉଁ ସଲାରୀ କରିଛନ୍ତି ସେଇଟା କରାନ୍ତୁ ଯେଉଁ ରାଜ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀ ଅବେହେଳିତ ସେ କେତେ ଅଗ୍ରସର ଆମେ ଜାଣିପାରୁଛୁ ଲାଜ ତ ମୁହଁକୁ ଲାଗୁନି

  • @laxmidharnayak6240
    @laxmidharnayak6240 День тому +6

    Subhadra kala rashun kg 400

  • @latsaheb1947
    @latsaheb1947 День тому +2

    ଜଗରନାଥ ନୁହେଁ ଜଗନ୍ନାଥ

  • @user-os5yj8bf6x
    @user-os5yj8bf6x День тому +1

    Subhadra jajan takha jahara pasbok re aadhaar like aachi takhuhi miliba

  • @BaruaKanesh
    @BaruaKanesh День тому +1

    Many more happy returns of the day 🎉🎉🍰🍰🎂🎂🎂🧁🧁🧁thata

  • @cutekajal123
    @cutekajal123 День тому +2

    ଗୋଶାରୀ ସାମାନ ସବୁ GST ଲଗେଇକି ତେଲ ଆଳୁ ପିଆଜ କେତେ ଆଉ ରହିଲା ଗେସ କେତେ 😊ମୋହଙ୍ଗା 300 ୟୁନିଟ ବିଜୁଳି କାଇଁ କରିଛ ସୁଭଦ୍ରା ଯୋଜନା ବୋଲି କହୁଛ 😮 କମ ଜଣ ପାଇବେ ସମସ୍ତଙ୍କୁ ଦେଇ ପାରିବନି ଖାଲି ନିଜ ସଂମାନ ପାଇଁ ଆଜି ଇନୋଗ୍ରେସନ କରୁଛ😊😊😊

  • @hrushikeshmahanta6590
    @hrushikeshmahanta6590 День тому +5

    କେତେ time ଦିଆ ଯାଇଛି ଯେ ଏତେ speed ରେ ମୋହନ ବାବୁ ବହି ଟି ପଢୁଛନ୍ତି

  • @user-ui3mx6yw9g
    @user-ui3mx6yw9g День тому

    Thank you sir ❤❤❤❤❤

  • @Gugunavlog-rr1zc
    @Gugunavlog-rr1zc День тому +5

    Happy Birthday sir

  • @puritasahu6555
    @puritasahu6555 День тому +2

    Jay jagannath prabhu ji 🛕🚩🙏 ,bjp party jindabad 💐

  • @RanjanSahu-p6i
    @RanjanSahu-p6i День тому +3

    Mohan Majhi tame ta nija ku kahu cha Jagannath aau kan pai kahu cha Jagannath
    Loka tamthu nabe Aashirwad

  • @PrtitiRoul-yl2tb
    @PrtitiRoul-yl2tb День тому +2

    Happy Birthday Modi 👑🎂

  • @SadhuRout-o2g
    @SadhuRout-o2g День тому

    Thank s🎉🎉🎉

  • @Sanand965
    @Sanand965 День тому +1

    Outsourcing mananku regular karajau mohon babu

  • @ranjulatamohapatra373
    @ranjulatamohapatra373 День тому

    ଧନ୍ୟବାଦ sir

  • @Udionayak
    @Udionayak День тому +2

    ଜୟ ଜଗନ୍ନାଥ ହରିବୋଲ ହୁଳହୁଳି ମୋହନ ମାଝି ଟକି ଦେଲ ମଧୁବାବୁ ପେସେନ୍ ଟଙ୍କ 3000,3500ଦେବି କହି ମୁଁ ବୁଲାହିଲ

    • @sandipdas6848
      @sandipdas6848 День тому

      Right kahila bhai... 60 age kn vote dei nathile😭😭😭😭😭bhata kahi bhata deleni

  • @scbewafa353
    @scbewafa353 День тому +3

    ମୋତେ ଯାହା ଲାଗୁଛି ଏଠାରେ ଯାତ୍ରା ର ଏଙ୍କରିଙ୍ଗ ଏସଟେଜ ସ୍ବୋ ଚାଲିଛି 😂😂😂

  • @NirmalGao
    @NirmalGao День тому +2

    ରଚନା ଟା ଭଲଅଛି😂😂

  • @KrutibasPadhan-qv6rg
    @KrutibasPadhan-qv6rg День тому +2

    Jay shree Ram

  • @sasmitabahinipati944
    @sasmitabahinipati944 День тому

    Happy birthday to u our PM Sir 🎉🙏🏻🙌🏻 Jay Jagannath 🙏🏻💐

  • @MohanSahoo-j1x
    @MohanSahoo-j1x День тому

    ଵ ହୁ ତ ସୁନ୍ଦର ଯୋଜନା ।

  • @ManoranjanLakra-z9z
    @ManoranjanLakra-z9z День тому

    Hi sar me bahat khush hu

  • @uttambaba6800
    @uttambaba6800 День тому +2

    thumbnail dekhi ki mora heart attack asi jauchhi 😅😢😂

  • @SsabitriPatra
    @SsabitriPatra День тому +1

    Please sir gold ret kamantu

  • @prafullamohantakumar8941
    @prafullamohantakumar8941 День тому

    ଜୟ ଶ୍ରୀ ରାମ

  • @JatindraNaik-wd2mp
    @JatindraNaik-wd2mp День тому +2

    good,c,m,,p,m,madichala,rama

  • @luckymaharana1976
    @luckymaharana1976 День тому

    Jay shree Ram and super

  • @hrushikeshmahanta6590
    @hrushikeshmahanta6590 День тому +1

    5000 ଟଙ୍କାରେ କେତେ କିଲୋ ରସୁଣ ପିଆଜ କିଣିବା ମୋଦୀ କୁ ପଚାର

  • @Sanand965
    @Sanand965 День тому +1

    Modi ji outsourcing mananku regular karajau

  • @satyanarayansahoo1860
    @satyanarayansahoo1860 День тому

    Go ahead

  • @prafullamohantakumar8941
    @prafullamohantakumar8941 День тому

    ଜୟ ଜଗନ୍ନାଥ

  • @kb42001
    @kb42001 День тому +1

    ହଇରେ ଏତିକି କହ ଗୋପାଳ ପୁର ପୋର୍ଟ କାହିଁକି ଅଦାନୀ ନେଲା

  • @rojisahoo1970
    @rojisahoo1970 День тому +2

    Pm awas yojna sahari kebe aasiba kuhantu sir

  • @AnilDevri
    @AnilDevri День тому +2

    Jai bjd

  • @nidhiramjena2398
    @nidhiramjena2398 День тому

    Hey pravu mohan majhi Jagannath nku Jagarnath kahuchhi.

  • @damodharsahu4111
    @damodharsahu4111 День тому +3

    Super michhua BJP

  • @manojkumarsahu4926
    @manojkumarsahu4926 День тому

    Good cm❤❤❤❤

  • @umakanthans6316
    @umakanthans6316 День тому +2

    କାଗଜ ନ ପଢି କି କହି ପାରିବେ କି ସାର୍ 😅

  • @rojalini982
    @rojalini982 День тому +1

    College re non teaching staff nk job permanent karantu aeita Amara darakar🙏

  • @AJSUNAMAJHI
    @AJSUNAMAJHI День тому +2

    Remot in central & TV in Odisha

  • @SubhadraDash-s4
    @SubhadraDash-s4 День тому +1

    Mu pai na subhadra jojana 😢😢

  • @BIPINBIHARISWAIN-hm8oe
    @BIPINBIHARISWAIN-hm8oe День тому +1

    Sir chit fund kn hela please

  • @sn_creation_1062
    @sn_creation_1062 День тому +1

    Happy birthday modi ji

  • @lachhamankumbhar5332
    @lachhamankumbhar5332 День тому

    Jay Jagannath 🙏🙏🙏

  • @pradumnabarik7679
    @pradumnabarik7679 День тому

    Jay jagannath

  • @janmejayajani8323
    @janmejayajani8323 День тому

    Happy birthday

  • @danielsirika2772
    @danielsirika2772 День тому +5

    ଓଡ଼ିଆ ଅସ୍ମିତା କହୁଥିବା ସରକାର ହିନ୍ଦୀ ରେ ଅଭିଭାଷଣ ଆରମ୍ଭ କରିବା ଏହା କଣ ଓଡ଼ିଆ ଅସ୍ମିତା ର ପରିଚୟ କି?

  • @sanjayjena3758
    @sanjayjena3758 День тому +1

    Petrol ⛽ rate kebe kamiba

  • @sangrampradhan1529
    @sangrampradhan1529 День тому +1

    Samaste g marai heba

  • @dulashankarmajhi1948
    @dulashankarmajhi1948 День тому

    Happy birthday modi ji God bless you 🎉🎂🎂🎂

  • @jagatanandsagar5879
    @jagatanandsagar5879 День тому

    ଶିକ୍ଷକ ମାନଙ୍କର ଦୁଃଖ ବୁଝ
    ଶୁଭଦ୍ରା ଯୋଜନା କଲେ ହୋଇଗଲା କି ?

  • @JatindraNaik-wd2mp
    @JatindraNaik-wd2mp День тому +1

    p,m,happy,niyu

  • @dillishkumarnimala1194
    @dillishkumarnimala1194 День тому +1

    Anganawadi didi nko dukho Kia bujiba ,ajiku 17 date heichi,jodi 17 dinare 10 Dina office ku asile anganawadi didi nkora poisa kete miliba,amiti ghotia masa re 15,17 Dina office ku dhai asile,kete poisa re cholibe, anganawadi didi uppore tike gurutha dyana deba Kia,aww didi nku b family achi sir tike dyana nihajau sirji

  • @ramachandragouda2597
    @ramachandragouda2597 День тому

    ଗୋଟେସାଥିରେ ଦେଲେ ପୂରଣହେବ ଛମାସରେ ପାଞ୍ଚହଜାର ଦେଲେ କାହାର ସପନ ପୁରେନା ହେବନି ଗୋଟେ କହୁଛନ୍ତି ଗୋଟେ କରୁଛନ୍ତି

  • @hrudanandahans789
    @hrudanandahans789 2 години тому

    ଆମର ମୁଖ୍ୟମନ୍ତ୍ରୀ ହିନ୍ଦୀ ନେଇ କହି ଜାନନ୍ ।।।ଓଡ଼ିଆ ରେ କହ।।।

  • @sweetyranu3526
    @sweetyranu3526 День тому +3

    Subhadra na re thakuchha

  • @armylovers1799
    @armylovers1799 День тому +1

    Sir petrol 1000 hau .....

  • @soumyaexpress2274
    @soumyaexpress2274 День тому +1

    Odiare khuha sir

  • @NARUTO-vf4bf
    @NARUTO-vf4bf День тому

    Bhala hindi kahile amara bhai mohan babu cm jee❤

  • @KrishnaJena-xx8up
    @KrishnaJena-xx8up День тому +3

    Majhi babu apana ta jani thibe Handia glass kete helani. Tela 20 au Omfed 10 badhichi. Tame satare murkha mantri

  • @ratnakarnaik9746
    @ratnakarnaik9746 День тому +1

    Old man pension rise to. 3500/-

    • @sandipdas6848
      @sandipdas6848 День тому

      Sarkar thaki dele bhai😭😭😭😭😭😭

  • @SukantaRout-xw5dx
    @SukantaRout-xw5dx День тому +1

    Jay mohana majhi 😂😂😂😂😂😂😂😂

  • @Sksafayattulla
    @Sksafayattulla День тому +1

    ଖାଈବା ତେଲ କଥା ଚିନ୍ତା କର

  • @rasmitanayak7865
    @rasmitanayak7865 День тому +1

    Ketebela ku asiba

  • @priyaranjantripathy8111
    @priyaranjantripathy8111 День тому +1

    Bala subhadra . ejaen tankatie b asini bala bhasan dauchi

  • @jyotiranjan7273
    @jyotiranjan7273 День тому

    5000 ଟଙ୍କା କି କାମ ରେ ଲାଗିବ 50 ହଜାର ଏକା ସାଙ୍ଗରେ ଦେଇ ଥିଲେ ଭଲ ହେଇ ଥାନ୍ତା

  • @rinkymohapatra919
    @rinkymohapatra919 День тому

    Acha acha 😮

  • @SubashPanigrahy-km4hv
    @SubashPanigrahy-km4hv День тому +1

    Nija pocket ru dela bhali laguchi khaiba oil ret badhaicha

  • @pkpadhi6269
    @pkpadhi6269 День тому +1

    Rajyapala ku arrest kara

  • @kailashbehera5583
    @kailashbehera5583 День тому

    Jay shree ram

  • @Msaaya420
    @Msaaya420 День тому

    Happy birthday 🎂 modi ji

  • @babulunaik8423
    @babulunaik8423 День тому

    Old age pension 3000 n dele au vote b milibani

  • @MadhusudanSelma
    @MadhusudanSelma День тому

    Jai. Jaganth Jai BJP bgr Jai. Ofisha

  • @jhilirabikunipua607
    @jhilirabikunipua607 День тому

    👏👏👏👏👏👍🙏

  • @BanamaliMenduli
    @BanamaliMenduli День тому +1

    😊😊😊😊

  • @basantagoud765
    @basantagoud765 День тому

  • @kushamajhi6440
    @kushamajhi6440 День тому +1

    Cm ketebele hindi au kete bele odia kichhi jana nahin