ରଥଯାତ୍ରା ପରଦିନ କୋଟିୟା ରେ ରଥ ଟଣା ।

Поділитися
Вставка
  • Опубліковано 7 лип 2024
  • #kotiya
    #car festival at kotiya
    #koraput kotiya
    କୋଟିଆ ରଥଯାତ୍ରା
    ପରମ୍ପରା ଅନୁସାରେ ଶାବର ଶ୍ରୀକ୍ଷେତ୍ର କୋରାପୁଟ ରଥଯାତ୍ରାର ଦିନକ ପରେ ଆଜି କୋଟିଆ ଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ କୋରାପୁଟ ଜଗନ୍ନାଥ ମନ୍ଦିର କତୃପକ୍ଷଙ୍କୁ ସହଯୋଗରେ ଶାନ୍ତି ଶୃଙ୍ଖଳା ସହିତ ଏହି ଯାତ୍ରା ସମ୍ପନ୍ନ ହୋଇଛି।

КОМЕНТАРІ •