ପାର୍ବତୀ କେଉଁଠାରେ ବିଧବା ହୋଇ ପୂଜା ପାଉଛନ୍ତି|Nilanchala Mishra Bharat Lila| Gahani Ganthi

Поділитися
Вставка
  • Опубліковано 21 сер 2024
  • ‪@RKstudiopage‬ #rkstudiopage #bharatlila #bharatlilacomedy #odiabharatlila #gahani

КОМЕНТАРІ • 45

  • @biswabhusanrath2814
    @biswabhusanrath2814 9 місяців тому +6

    ବହୁତ ଭଲ ଲାଗିଲା ଭିଡ଼ିଓ । ପଣ୍ଡିତ ନୀଳାଞ୍ଚଳ ମିଶ୍ର ଓ ତାଙ୍କ ଗୋଷ୍ଠୀ ଦ୍ଵାରା ପରିବେଷିତ ଦୁଆରୀ ଗୀତ ସର୍ବଦା ଅତି ସରସ, ସୁନ୍ଦର, ଆକର୍ଷଣୀୟ ଓ ଶିକ୍ଷଣୀୟ ହୋଇପାରୁଛି । ସମସ୍ତ କଳାକାରଙ୍କୁ ମୋର ଅଶେଷ ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛି ।
    ଜୟ ଜଗନ୍ନାଥ । 🙏

  • @laxmidhar7449
    @laxmidhar7449 16 днів тому

    Very nice

  • @sumatirath8559
    @sumatirath8559 3 місяці тому +1

    Mindblowing

  • @SanjayJena-k7r
    @SanjayJena-k7r Місяць тому

    Supar🎉

  • @extraaccount8458
    @extraaccount8458 Рік тому +2

    Siper

  • @basantamaharana6002
    @basantamaharana6002 9 місяців тому

    Bahut sunder barta 🙏🙏🙏🙏🙏🙏🙏

  • @amonojsenapati5087
    @amonojsenapati5087 Рік тому +1

    😊

  • @brajakishorsethi1606
    @brajakishorsethi1606 11 місяців тому +1

    Bhai dance ta kana break dance na kana

  • @basudevbhoi5252
    @basudevbhoi5252 Рік тому +1

    Bahut sundar sir

  • @prabhakarmalik6272
    @prabhakarmalik6272 Рік тому +2

    Sri

  • @nrusinghasahoo7583
    @nrusinghasahoo7583 11 місяців тому

    Nice Sir

  • @prabhakarmalik6272
    @prabhakarmalik6272 Рік тому +2

    💯💯💯💯💯💯💯💯💯💯💯

  • @sanghamitrapanda3809
    @sanghamitrapanda3809 Рік тому +15

    ଅତି ସୁନ୍ଦର ବିଷୟ ବସ୍ତୁ । ଆପଣ ତୁଲ୍ଯ ଦ୍ବାରୀ କିଏ ବି ହେବେନି । ଏପରି ନୂତନ ବିଷୟ ବସ୍ତୁ କୁ ସ୍ଥାନ ଦେଇ ଆମର ଜ୍ଞାନ ବର୍ଦ୍ଧନ କରୁଥାନ୍ତୁ । ଆପଣ ଙ୍କୁ ଯେତେ ପ୍ରଶଂସା କଲେ କମ୍ ହେବ । ସାଦର ପ୍ରଣାମ🙏🙏🙏🙏 ଗୁରୁବର । ଧନ୍ଯବାଦ ଆ ରେ କେ ଷ୍ଟୁଡିଓ ।

  • @user-op8dg6ou2y
    @user-op8dg6ou2y Рік тому

    Super sri

  • @pandabehera8515
    @pandabehera8515 Рік тому

    knnn

  • @munabehera3130
    @munabehera3130 Рік тому +1

    😢😢😢v😅😅😅😅

  • @user-ii1po2ng2e
    @user-ii1po2ng2e 2 місяці тому +2

    Kou Gnn

  • @bishnumaharana7500
    @bishnumaharana7500 4 місяці тому

    Kichi bhujhi heuni

  • @baradaprasadmohapatra9232
    @baradaprasadmohapatra9232 Рік тому

    Shiva mandira ku bramhana kholile taku bramha kapala dosalage. Sabu kthare bramhana manaku nhi tekiki kahucha na kn. Purana padhuacha ki nanhi he. Aau jia LEKHICH sie kn ganjei khaiki lekhichi ki.

    • @sanghamitrapanda3809
      @sanghamitrapanda3809 Рік тому

      ଭିନ୍ନ ଭିନ୍ନ ଲେଖକଙ୍କ ଭିନ୍ନ ଭିନ୍ନ ଲେଖା ତେଣୁ କାହାର ଉକ୍ତିକୁ ଭୁଲ କହିବା ଉଚିତ୍ ନୁହଁ । ଓଡ଼ିଶା ପୁରାଣରେ ବହୁତ ତ୍ରୁଟି ଅଛି ଯାହା ସଂଶୋଧନ ହେବା ଆବଶ୍ଯକ ।

  • @ratnakargouda4708
    @ratnakargouda4708 Рік тому

    Thunku sir

  • @user-lo9sd2gh8m
    @user-lo9sd2gh8m Рік тому

    Muna

  • @G.P2023
    @G.P2023 Рік тому +1

    Duari babu tame tike bhala se gita ta gaibara sikha bambar majhire rahijaucha ki purana kahucha tamaku hin jana....bekar laguchi

    • @sanghamitrapanda3809
      @sanghamitrapanda3809 9 місяців тому

      bekar laguchi jadi dekhani. ghusiri kan janiba pachila kadali swada

  • @jayantamaharana6715
    @jayantamaharana6715 Рік тому +2

    ଏଥିରେ କିଛି ତୃଟି ଅଛି ।

  • @prakashsahu2223
    @prakashsahu2223 Рік тому

    Mano ichha kahani kahuchanti 18puran re nahi ehi katha se Sabu bhulu kahichanti Shiva mandir re Brahman Puja karanti buli Ram bhagwan Raban knu Ani thile aou rameshwar dham karithile

    • @sanghamitrapanda3809
      @sanghamitrapanda3809 Рік тому

      ରୁଦ୍ର ଙ୍କୁ ଶୁଦ୍ର ପୂଜା ଏ କଥା ଠିକ୍ ।

    • @jitasandha2728
      @jitasandha2728 Рік тому

      Raban branana nuhe bhai

    • @jitasandha2728
      @jitasandha2728 Рік тому

      Raban braman na hi

    • @sanghamitrapanda3809
      @sanghamitrapanda3809 Рік тому

      @@jitasandha2728 ରାବଣ ବିଶ୍ରବା ଋଷି ଙ୍କ ପୁତ୍ର ସେ ବ୍ରହ୍ମଣ କେମିତି ନୁହଁ ? ଆହୁରି ଅନେକ ପ୍ରମାଣ ଅଛି। ସେତୁବନ୍ଧ ରାବଣ ଦ୍ବାରା ପ୍ରତିଷ୍ଠା କରେଇଥିଲେ ପ୍ରଭୁ ରାମଚନ୍ଦ୍ର। ସେ ବ୍ରହ୍ମଣ କେମିତି ନୁହଁ? ଆପଣ କେଉଁ ପୁରାଣରୁ ଯାଣିଲେ ସେ ବ୍ରହ୍ମଣ ନୁହଁନ୍ତି ବୋଲି ଟିକେ ପ୍ରମାଣ ଦିଅନ୍ତୁ ।

    • @chikumiku0007
      @chikumiku0007 9 місяців тому

      ଆଉ ରାବଣ ଭ୍ର।ମୁଣ ନାହିଁ ଯେ ଆଉ କଣ ।

  • @kshirasindhumajhi3625
    @kshirasindhumajhi3625 Рік тому +1

    Mobile No dia sir Ame dakimu

  • @prakashsahu2223
    @prakashsahu2223 Рік тому

    Total katha bhulu kichhi janinahi kaonasi poran re emiti nahi se pora first ru bhulu kahichanti 18 khand poran re achhi je Mahadev Kahaku namskar karibeni se jahaku namaskar karibe se Brahma hei ki bishnu bhasma heijibe se Hanuman avatar re namaskaar karibe Shiva avatar re Hebe nahi 33 koti bhagana tanku namskar karanti buli tanku Eswar ba hahadev kuhajae se bishnu bahut bhala panti Sethi pai Hanuman avatar nei thile Vishnu nku seba karibe buli

    • @sanghamitrapanda3809
      @sanghamitrapanda3809 Рік тому +1

      ଆପଣ ଯେଉଁ ଯୁକ୍ତି ବାଢିଛନ୍ତି ତାହା ସଂପୂର୍ଣ୍ଣ ଭୁଲ । ମୁଁ ଦ୍ବାରୀ ମହାଶୟ ଙ୍କ ପରିବେଷଣ କୁ ସଂପୂର୍ଣ୍ଣ ସମର୍ଥନ କରୁଛି । ଶିବ କେବଳ ନାରାୟଣ ଙ୍କୁ ପ୍ରଣାମ କରନ୍ତି, ଆଉ ନାରାୟଣ ଙ୍କୁ ସଦା ସର୍ବଦା ଧ୍ଯାନ କରନ୍ତି । ଆଛା ମୋତେ ଆପଣ ୩୩ କୋଟି ଦେବତାଙ୍କ ନାଁ କହି ପାରିବେ ? କେଉଁ ପୁରାଣରେ ଅଛି ଶିବ କାହାକୁ ନମସ୍କାର କରିବେନି। ଶିବ କାହିଁକି ହନୁମାନ ଅବତାର ନେଲେ ତାର ବହୁତ କାରଣ ଅଛି । ମିଶ୍ର ଆଜ୍ଞା ଙ୍କ ବିଷୟ ବସ୍ତୁ ସବୁବେଳେ ଉଚ୍ଚ କୋଟିର । ତାଙ୍କୁ କିଛି ଯଣାନାହିଁ ବୋଲି କହିବା ଆପଣ ଙ୍କ ର ମୂର୍ଖାମୀ ର ପରିଚୟ ।

    • @jhunuraita8448
      @jhunuraita8448 9 місяців тому

      Tome jadi janich kahidia

  • @amonojsenapati5087
    @amonojsenapati5087 Рік тому

    😊