Special Report: Why Odisha Cricket Team Struggles: Key Factors Behind Their Poor Performance

Поділитися
Вставка
  • Опубліковано 14 гру 2024

КОМЕНТАРІ • 175

  • @rpcreation104
    @rpcreation104 7 днів тому +63

    ଏଇଠି ତ ସ୍କୁଲ ଲେଭେଲ ରୁ ଆରମ୍ଭ କରି ଓଡ଼ିଶା କ୍ରକେଟ ଆସ୍ଓସିସେନ୍ ଯାଏଁ କେବଳ ରାଜନୀତି।ତେଣୁ ଓଡ଼ିଶା କ୍ରିକେଟ କ୍ଷେତ୍ର ରେ ବହୁତ୍ ପଛରେ

  • @Shiny_Hunter_74
    @Shiny_Hunter_74 6 днів тому +17

    ଗରିବ ଖେଳାଳି ଙ୍କୁ ସୁଯୋଗ ମିଳିବା ଦରକାର 😢
    ଏଠି ରାଜନୀତି ନୁହେଁ ସରକାର‌ ସମସ୍ତଙ୍କୁ ସୁଯୋଗ ଦେବା ଦରକାର।

  • @AvinnakumarSingh
    @AvinnakumarSingh 6 днів тому +14

    ଏଠି ତ ରାଜନୀତି ପ୍ରବଳ।ଭଲ ପିଲା ଆସିବେ କୁଆଡୁ।

  • @MajhiBabu-q2
    @MajhiBabu-q2 6 днів тому +14

    ଓଡିଶା ରେ ସବୁ ରାଜନୀତି ଚାଲିଛି ତେଣୁ କେହିବି ଆଗକୁ ଯାଇପାରୁନାହାନ୍ତି ଯିଏ ବି ଯାଉଛନ୍ତି ଷ୍ଟେଟ ନହେଲେ ରଣଜି ପଇସା ପାଇଁ ସବୁ ଖେଳ..

  • @SumitPattnaik12-vq2bv
    @SumitPattnaik12-vq2bv 7 днів тому +50

    Western Odisha pila aau South odisha pila jte bhala khelile b nebeni Only katkia aau bhubaneswar pila

    • @srikantmahankuda2870
      @srikantmahankuda2870 6 днів тому +2

      U r right bhai

    • @biswajitbehera8416
      @biswajitbehera8416 6 днів тому +1

      Are yaar stop this type of mentality ....ama team ku strong kariba time re politics katha kahucha .....laja lagiba katha...

    • @srikantmahankuda2870
      @srikantmahankuda2870 6 днів тому

      @@biswajitbehera8416 lajo kai bhai lagibo soto kotha tho kohilu ame at least district level select korile dekhibo kemiti hebo amo odisha team deserve player khelontu not reserve player

    • @dharmadevmajhi1578
      @dharmadevmajhi1578 6 днів тому

      ସେ ଭାଇ ଯାହା କହିଛି ଠିକ କହିଛି।​@@biswajitbehera8416

    • @Pintu_dash-r2n
      @Pintu_dash-r2n 6 днів тому +1

      western odisha pila bhi kheluchhanti bhai pradeep pradhan bolwor Abe kheluthila Syed Mushtaq Ali re

  • @sohamjena2222
    @sohamjena2222 6 днів тому +5

    Media wala ଆଗକୁ ଆସିଲା ଭଲ ହେଲା ଓଡ଼ିଶା cricket ର ସବୁ ମ୍ୟାଚ୍ ଉପରେ news ଦେଖା

  • @JogeswarMajhi-lt7hj
    @JogeswarMajhi-lt7hj 4 дні тому +2

    ଧନୀ ଶ୍ରେଣୀ ର ପିଲା ଯିଏ bat ଥରି ଜାଣି ନ ଥିବା ପିଲାଙ୍କୁ କ୍ରିକେଟ କୋଚିଙ୍ଗ ଦେଲେ ସେମାନେ ଓଡ଼ିଶା ର କି ବାଳ କ୍ରିକେଟ କୁ ଆଗକୁ ନେବେ,,,

  • @LORD_JAGA_77
    @LORD_JAGA_77 7 днів тому +10

    ଏଠି ମଧ୍ୟ୍ୟ ରାଜନୀତି

  • @ManasRanjanBehera-ji3xz
    @ManasRanjanBehera-ji3xz 6 днів тому +8

    Corruption Heuchi . Talented Player Asi Parunahanti

  • @danielsirika2772
    @danielsirika2772 6 днів тому +4

    ଏଠି କେବଳ ଟଙ୍କା ଵାଲା ଖେଳୁଛନ୍ତି,ଗରିବ ପିଲା ଦକ୍ଷତା ଥାଇ ମଧ୍ୟ ସୁଯୋଗ ପାଇଁ ପାରୁନାହାନ୍ତି, ଏଠି କେବଳ ରାଜନୀତି ଟଙ୍କା ଖାଇ ଖେଳାଳି ଚୟନ କରୁଛନ୍ତି ସେଥିପାଇଁ ହାରୁଛନ୍ତି

  • @nishikantasahoo8534
    @nishikantasahoo8534 7 днів тому +9

    ଓଡିଶା କ୍ରିକେଟ୍ ରେ ମଧ୍ୟ ରାଜନୀତି ଚାଲିଛି....😂

  • @simanchaldora1699
    @simanchaldora1699 5 днів тому +5

    ଓଡ଼ିଆ ଲୋକ cricket ରେ ପଛୁଆ ଅଛନ୍ତି ଆଜ୍ଞା, କିନ୍ତୁ ଆଜି ଏମିତି କିଛି ବିଷୟ କହିବି ଓଡ଼ିଆ ଏକ ନମ୍ବର ହୋଇଯିବ...
    ଯାତ୍ରାରେ ଓଡିଶା ଏକ ନମ୍ବର ଆଉ ଲଙ୍ଗଳା ନାଚ ନାଚିବା, ତାର ଭିଡ଼ିଓ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିବାରେ ଓଡିଶା ଏକ ନମ୍ବର..
    ମାଗଣା ଖାଇବାରେ ଓଡିଶା ଏକ ନମ୍ବର ଆଜ୍ଞା, ଆଗରୁ କାଳିଆ ଯୋଜନା, ପିଠା ଯୋଜନା, 5 ଟଙ୍କିଆ ଭାତ, ଡାଲମା ଆଉ ଏବେ ସୁଭଦ୍ରା ଯୋଜନା.. ଜଣେବି ଏମିତି କେହି ଚାହୁଁ ନାହାଁନ୍ତି ଯେ, ଓଡ଼ିଶାରେ ଅଧିକରୁ ଅଧିକ ଶୀତଳ ଭଣ୍ଡାର ହେଉ, ପ୍ରତ୍ୟେକ ଫସଲ ଓଡ଼ିଶାରେ ଅମଳ ହଉ, ଖାସ କରିକି ଆଳୁ, ଯାହାକି ଓଡିଶାର ଗରିବ ଲୋକଙ୍କ ମୁଖ୍ୟ ଖାଦ୍ୟ..
    ସୋସିଆଲ ମିଡିଆରେ ଓଡିଶା ଏକ ନମ୍ବର ଆଜ୍ଞା, କଳାକାର ଠୁ ଆରମ୍ଭ କରି, ରୋଷ୍ଟ କରୁଥିବା youtuber ମାନେ ବହୁତ ଫେମସ, କିଏ ଲଙ୍ଗଳା ଭିଡ଼ିଓ ଭାଇରଲ କରୁଛି ତ କିଏ ଓଡିଆ ସିନେମାକୁ ବଦନାମ କରୁଛି, ରାତି ପହିଲା ମାତ୍ରେ ମୋବାଇଲ ରେ ଏସବୁ ଚିତ୍ର ବହୁତ ମାତ୍ରାରେ ଆସୁଛି...
    ଦେଖିଲ ତ ମୋ ଓଡିଶା କେତେ ଆଗରେ,
    ଦୁଃଖ ଲାଗୁଛି ଆଜ୍ଞା, ମୁଁ ଓଡିଆ ବୋଲି କହିବାକୁ, ମୁଁ ଏଠି ରୋଜଗାର କରି ପାରୁନି, ପ୍ରତ୍ୟେକ ଜିନିଷ ଉପରେ ବାହାର ରାଜ୍ୟ ଉପରେ ନିର୍ଭର କରୁଛି, ସର୍ବପ୍ରଥମେ ମୋ ରାଜ୍ୟର ଅର୍ଥନୀତି ଠିକ ନୁହଁ, ଆଉ Ipl କଥା କିମ୍ବା ବଲିଉଡ ରେ ଓଡ଼ିଶାର ଭୂମିକା ବିଷୟରେ ଚିନ୍ତା କଲେ ମୁହଁ ଲୁଚେଇବାକୁ ପଢେ..

  • @chinmayagamingff5656
    @chinmayagamingff5656 6 днів тому +7

    SUBHRANSHU SENAPATI PLAYING WELL FOR MP TEAM ❤❤❤

    • @badri97
      @badri97 2 дні тому

      @@chinmayagamingff5656 politics pai se paleile bhala heichhi 👍🔥🥺

  • @entertenment4367
    @entertenment4367 6 днів тому +7

    OPL T20 match kora jau

  • @TripleKEmpire-br8tf
    @TripleKEmpire-br8tf 5 днів тому +1

    ଆମ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ର ପିଲା ଯାଇ ଭାରତ ପାଇଁ ipl ରେ ଖେଳୁଛନ୍ତି, ଆମ ଓଡିଶା ପିଲା କୁ ସାମାନ୍ୟ ଗୋଟେ IPL team ବି କିଣିନାହାନ୍ତି ଦେଶ ପାଇଁ ଖେଳିବା ତ ବହୁତ୍ ଦୂରର କଥା

  • @arupdas120
    @arupdas120 3 дні тому +1

    ଯୋଉ ଖେଳ ଗଲି ଗଲି ରେ ଖେଳ ହଉଚି ସେଇ ଖେଳ ର talent ଆମ ରାଜ୍ୟ ରେ ନାହାନ୍ତି ଏକଥା ମୁଁ ମାନିବିନି. ବାସ ଆମକୁ talent କୁ plarform ଦେବା ଆବଶ୍ୟକ

  • @Sportsuniverse0
    @Sportsuniverse0 2 дні тому +2

    Are tention niani mu jauchhi ruha netionnal ku

  • @premandasahoo4798
    @premandasahoo4798 7 днів тому +10

    ଓଡିଶା ପିଲାଙ୍କୁ କୁହନ୍ତୁ crock ball ଓ ସିମେଣ୍ଟ ପିଚ ରେ match ନା ଖେଳନ୍ତୁ

  • @CNyZ440.
    @CNyZ440. 6 днів тому +5

    OCA thinks only money 💰 matter Paisa dia sangare chaala 😡

  • @advaruk
    @advaruk День тому

    Jau rate re rajaniti chalichi na kahiba bhala
    Gote jitichanti seita bahut bada khusi hua gote hele jitila bali

  • @SumitPattnaik12-vq2bv
    @SumitPattnaik12-vq2bv 7 днів тому +4

    Odisha Cricket re Khali Bhubaneswar aau Cuttack pila kheluchhanti aau kou district pila nounahanti seithhi pain e bhali paristiti

  • @BinodKumar-vc8qh
    @BinodKumar-vc8qh День тому

    ପଇସା ଖାଇବା ଲୋକ ଫୁଲ ଅଛନ୍ତି ଜିଏ ପଇସା ଦେଲା ସିଏ ଟିମ୍ ରେ ଭଲ ଖେଳୁ କି ନ ଖେଳୁ

  • @MrBhujuram12
    @MrBhujuram12 6 днів тому +1

    ଏଇଠି ସବୁ ରାଜନୀତି ଭଲ ପ୍ରତିଭା ପିଲା ସବୁ ପଛରେ

  • @biswajitdash6022
    @biswajitdash6022 6 днів тому +3

    bala haba...............ame kheluthilu hele paisa wala pila selection hauthile puri ru under 14 under 16 pain...sabu dalaall.......odisha cricket aau chenaa guda haba ..............bhasi jau odisha cricket

  • @Kb.chulha-7791
    @Kb.chulha-7791 3 дні тому

    ଓଡ଼ିଶାରେ Tennis Ball ରେ ଖାଲି Mendish ଭଳି short ମାରି ଦେଲେ ହେବନି lather ball କୁ ବି focus କରିବାକୁ ହେବ ଆଉ second thing Odisha ପିଲାଙ୍କର ଖାଲି 6 and 4 ମାରିବାକୁ ଇଛା କେହି ଜଣେ classically defence defence କରି ଖେଳି ପାରିବେନି ଏହା ହଉଛି ସତ୍ୟତା so Odisha ରେ test cricket tournament ର ବି ଆବଶ୍ୟକ ରହିଛି l

  • @prasantguru5639
    @prasantguru5639 7 днів тому +4

    Sabu ରାଜନୀତି

  • @Deepak-gn4ce
    @Deepak-gn4ce 6 днів тому +4

    ଓଡ଼ିଶ। ରେଭଲ ଖେଳାଳି ଅଛନ୍ତି

  • @AkashKumar-go3fs
    @AkashKumar-go3fs 6 днів тому +2

    Kebala...Cuttack aau BBSR ru player selection kale Eha hii heba..
    Odisha ra...aahuri anek district achhi...sehi sabu zilla gudiku tike bhalase...player choyana jadi karibe...taha hele odisha ru bhi...talented khelali mili paribo...
    Tonka nei...khiladi choyana kale..eha hii result heba...

  • @CHARAN-0070
    @CHARAN-0070 6 днів тому +1

    ସବୁ talent ତ ଗାଁ ରେ ରହିଯାଉଛି ସହର ରେ ସବୁ କ୍ଲବ ଅଛି ଗାଁ ରେ ତ ଖାଲି ଟେନିସ କ୍ରିକେଟ୍ ଖେଳା ଯାଉଚି ଯଦି 15 km ରେ ଗୋଟେ ଗୋଟେ କ୍ଲବ୍ ହେଲେ କିମ୍ବା ପ୍ରତ୍ୟେକ ବ୍ଲକ୍ ରେ 2 ରୁ 3 ଟି କ୍ଲବ୍ ହେଲେ ତାହାଲେ ଓଡିଶା ରେ କ୍ରିକେଟ ଆଗକୁ ବଢିବ ଆଉ ନ ହେଲେ ରଣଜୀ ଟ୍ରଫି ଆଉ sayedmustaq ali trophy ଆଉ ବିଭିନ୍ନ ଟ୍ରଫି ଭୁଲି ଯାଅ ଓ ଇଣ୍ଡିଆ ଟିମ୍ ବି ଭୁଲି ଯାଅ ଲାଜ ର କଥା ଆମ ରାଜ୍ୟ କ୍ରିକେଟ୍ ରେ କମଜୋର ଯାହାକୁ ସପୋର୍ଟ ଷ୍ଟେଟ ରେ ପରିଚିତ। ଏଥିରେ ଖେଳ ମନ୍ତ୍ରୀ ଦାଇ bcci ଫଣ୍ଡ କଣ ଖାଇ ଦେଉଛନ୍ତି ଆରେ ଗୋବିନ୍ଦ ପୋଧାର ସେ ଅନେକ ଦିନ ହେଲା ଓଡିଶା ଟିମ୍ ର କ୍ୟାପଟେନ କଣ ଗୋଟେ turnament re top 5 ରେ ତ ଅସ ଶୁଭ୍ରାଂଶୁ ସେନାପତି ସେ ଆନ୍ୟ ଟିମ୍ MP team ରେ ଖେଳୁଛି ହେଲେ ଆମ ଟିମ୍ 0 ସବୁ ବେଳେ 0 ରହିବ । ଓଡିଶା ରେ ଟେନିସ କ୍ରିକେଟ୍ କୁ profesional cricket ରେ ପରିଣତ କରା ଜାଉ

  • @UniqueEdit-i1e
    @UniqueEdit-i1e 6 днів тому +1

    Because Of Politics

  • @viralshorts9951
    @viralshorts9951 7 днів тому +5

    Politics

  • @SutunNayak-ss2gz
    @SutunNayak-ss2gz 6 днів тому +1

    Sarkar daeee😢

  • @happyworld.37
    @happyworld.37 6 днів тому +1

    Odisha cricket 😭😭

  • @DipaDipa-ez9tr
    @DipaDipa-ez9tr 6 днів тому +1

    I'm Ranji I'm not selected in a odisha cricket association I'm very sadness for selections

  • @gopalsethy6566
    @gopalsethy6566 6 днів тому +1

    ସେ ପଖାଳ ଖାଇ ଶୋଇ ପଡ଼ିଛି
    କହି ବା କାହାକୁ ଶୁଣିବ କିଏ

  • @DebasishSahu-so4zj
    @DebasishSahu-so4zj 6 днів тому

    ପ୍ରତିଭା ପିଲା ଏଇଠି ସୁଯୋଗ ପାଇଁ ପାରୁନାହାନ୍ତି

  • @SujitKumarBarisal
    @SujitKumarBarisal 6 днів тому +2

    Jahaku Khela Asuni semane hi selection hauchhanti

  • @binayrout6279
    @binayrout6279 6 днів тому +1

    Due to Interfere of non Cricketers. They don't know the ABC of Cricket.

  • @samiraind86
    @samiraind86 15 годин тому

    Selection Achha Se Karna Chahiye

  • @Dansenababu
    @Dansenababu 5 днів тому

    Odisha re 100% politics all format

  • @malayadash2298
    @malayadash2298 6 днів тому +2

    Mote chance milile mun bhala khelanti 👍

  • @SrinibasMallik123
    @SrinibasMallik123 6 днів тому

    Mo Abishap padigola ...Mu 1st start karuthili odisha Adu khelibi boli kn karibi mo Sahita poltice heigola...😭😭🥺🥺💔💔

  • @sritammohanty5521
    @sritammohanty5521 День тому

    Jia score karuchi se selection haunu kemiti odisha win kariba

  • @LabaniJamudalia
    @LabaniJamudalia 6 днів тому +1

    Opl match hau allodisha standard lebel re alag alaga venu re tapare telent asibe au hard work jaruri

  • @MobileGuru793
    @MobileGuru793 6 днів тому +1

    ଓଡିଶା ରେ ମଦ 🍺 ଶସ୍ତା କର

  • @Dipak-lo8mz
    @Dipak-lo8mz 6 днів тому +1

    OCA re odisa sabu jilla ra Pila khelu nahanti seithi jogu asubidha hauchi.

  • @itzkanha6913
    @itzkanha6913 6 днів тому

    Make it viral as much as

  • @sabyasachidas7177
    @sabyasachidas7177 2 дні тому

    Jie 1lacks to 5 lacks dba tara selection hba odisha re aieya chalichi

  • @compititionlife8697
    @compititionlife8697 6 днів тому +1

    Bjd and B.Das

  • @SURESHKUMAR-qu5gz
    @SURESHKUMAR-qu5gz 7 днів тому +5

    Mu odisha team select heiparilini

  • @subratpanda7712
    @subratpanda7712 6 днів тому +1

    କେବଳ ରାଜନୀତି

  • @kshyamapadhan3776
    @kshyamapadhan3776 6 днів тому +2

    Katakia mane khelu chanti

  • @nirajlife607
    @nirajlife607 5 днів тому

    Besi rajaniti poisa khaibare mahir sabu talent kie khaju nahanti ki chesta nahi ki chinta nahi odisha cricket prati

  • @benudharanti5195
    @benudharanti5195 7 днів тому +5

    ଓଡିଶା କ୍ରିକେଟ ମେନେଜମେଣ୍ଟ ଭଲ ନାହିଁ. ତା ଆପେଚ୍ଛା ଓଡିଶା ଟେନିସ କ୍ରିକେଟ ରେ ଭଲ ଭଲ ଖେଳାଳି ଅଛନ୍ତି. ନବୀନ. ଛୁଇଁ କଳିଆ. ଛୋଟୁ ଆକାଶ. ହୀରାଲାଲ ମେଣ୍ଡିସ.❤❤

    • @benudharanti5195
      @benudharanti5195 7 днів тому +1

      ଓଡିଶା ଟେନିସ criket love you ❤❤❤🔥

    • @SKJSTL
      @SKJSTL 6 днів тому

      😂😂😂😂

  • @AvinnakumarSingh
    @AvinnakumarSingh 6 днів тому +1

    ଯିଏ ପଇସା ଦବ ସିଏ ଖେଳିବ

  • @KhirodMahanta-yu6gj
    @KhirodMahanta-yu6gj 7 днів тому +2

    Raja niti prabal heuchi athi

  • @kumar6908
    @kumar6908 6 днів тому +1

    Ame kebala kie padila kie hagila kie chhinkila ei sabu pala karuchhe

  • @onemanarmy7420
    @onemanarmy7420 14 годин тому

    କରୋ ଖ ମାଗିହେ ତମର ମନକର ମନ ମାନି ଲାଗି ଆଜି ଓଡିଶା ର ପିଲା ଗୁଟେ ଭି ଚାନ୍ସ ନାଇଁ ପାଇବାର

  • @deepakbarik2986
    @deepakbarik2986 6 днів тому +1

    Sabu sir rajaniti

  • @anshumantandi1334
    @anshumantandi1334 6 днів тому +1

    Paschim odisha ra Pila khelile bhala heba odisha result

    • @Gyan_Sagar_Odia
      @Gyan_Sagar_Odia 6 днів тому

      Debabrata Pradhan kouthikar re magia
      Odisha team ra captain kouthikar kaha magai jane
      Tapare mantabya de
      Khali purba odisha au paschima odisha kara
      3 player paschima odisha ra
      1 sambalpur
      2 raurkela

  • @sanatansahoo7487
    @sanatansahoo7487 6 днів тому +1

    everything has happened due to politics in Odisha cricket.

  • @adhikaribehera4320
    @adhikaribehera4320 6 днів тому

    Jetedina jaen politics heba au original players selection karajibani,setedina Jaen ebhali stiti heba......

  • @KhetramohansenapatiBapina
    @KhetramohansenapatiBapina 6 днів тому +1

    Swing boll tocha kariparunahati

  • @uday049
    @uday049 7 днів тому +1

    Kichhi dina agaru IPL nilam bele Eikatha charcha koruthilu.. Ipl re odia pila gote bi crorepati nahi. Dukha lagila. Bholo coaches Darkar.. Se odia hou ki non odia.. Rajniti kole emiti hi hebo..

  • @deepakbarik2986
    @deepakbarik2986 6 днів тому +1

    District level re aaga pila bahara kara tapore odisha tm karibaa

  • @debasisnayaklucky9114
    @debasisnayaklucky9114 3 дні тому

    OCA Bala tent business start Kara …bhala haba

  • @SwoyamGamerzofficial
    @SwoyamGamerzofficial 3 дні тому

    Mate gote saptaha pain Oca ra chairman karkidia OCA change karidebi❤❤😮
    I am only 15😊
    But I know well obout cricket😊

  • @anupacharya9058
    @anupacharya9058 2 дні тому

    Odisha cricket gote dhayan cricket

  • @satyabratadash5965
    @satyabratadash5965 6 днів тому +1

    Ashirwad behera aau taa pua kheluchanti khela, aau baki sabu chup basichanti

  • @sabyasachidas7177
    @sabyasachidas7177 2 дні тому

    Odisha cricket re Politics chalichi

  • @dharmendrakumardash8160
    @dharmendrakumardash8160 5 днів тому

    Politics jou jai jaini se jai kichi habani

  • @BabuliMohanty-zy4to
    @BabuliMohanty-zy4to 2 дні тому

    Politics.

  • @birendrameher3538
    @birendrameher3538 6 днів тому

    Only Cuttack aru Bhubaneswar ra pila khela

  • @akshayasahoo8251
    @akshayasahoo8251 6 днів тому

    👍👍👍😊😊

  • @SutunNayak-ss2gz
    @SutunNayak-ss2gz 6 днів тому

    Sir economics 😢 anantu please 🥺

  • @PB2325bh
    @PB2325bh 6 днів тому

    First toh U-16 ,U-19 , U-23 team strong hebaku padiba
    Tapare hi Senior team strong heba
    Odisha ra player's selection thik nahi
    Jou player's mane perform karuchanti semanku kahinki selection heuni ??
    Non perfomance khelali mane select heuchanti
    Ethi pai sabu responsible heuchi OCA

  • @rajendranayak5336
    @rajendranayak5336 6 днів тому

    ଓଡିଶା ଦଳ ତ ଅଲଗା କଥା. ଖେଳାଳି ବ୍ୟକ୍ତିଗତ ଖେଳ ବି ନାହିଁ. ଓଡିଶା ଖେଳାଳିଙ୍କ ର କେତେ ଶତକ ମାରିଛନ୍ତି କହିଲ? ବାହାର ରାଜ୍ୟର ଖେଳିଙ୍କର ବ୍ୟତିଗତ ଖେଳ ଦେଖ ତା ପରେ କହିବ ଓକେ

  • @bikashnayak9271
    @bikashnayak9271 2 дні тому

    Odisha re politics karuchanti bapa pua basiki paribarbad chaleichanti

  • @badri97
    @badri97 5 днів тому +1

    Bahut politics ethi🤨

  • @roneetmahanand4562
    @roneetmahanand4562 3 дні тому

    Politics and chamchagiri . Odisha re competion nahi .

  • @dharmendranag5635
    @dharmendranag5635 2 дні тому

    Odisha haribar reason hauchhi western Odisha side r pila manku chance deunahanti

  • @SILANAIK-g3e
    @SILANAIK-g3e 6 днів тому

    Politics Money and relative IS OCA power

  • @rintumallik6655
    @rintumallik6655 5 днів тому

    Odisha cricket downfall Katkia mane dayi

  • @mirzaarif330
    @mirzaarif330 9 годин тому

    Jou bala selection Karu chanti samastanku bahar kara jau selector jai ki padia re souchi se kn bala selection Kariba

  • @SumiBagha
    @SumiBagha 6 днів тому

    Amo oca re bohut political houchi

  • @SurendraYadav-g8c
    @SurendraYadav-g8c 3 дні тому

    Na bhala pila ku chance dou nahanti only Cuttack bhubaneswar pila

  • @roneetmahanand4562
    @roneetmahanand4562 3 дні тому

    Ethi jie bhala player Tara jagah nahi . Ethi kehi odisha ku proud Kariba pai khelu nahanti . Personal lava match fees pain kheluchanti odisha pai kehi khelu nahanti.

  • @Bndas42-m9k
    @Bndas42-m9k 7 днів тому +1

    Political cricket 🏏

  • @Chinu_74
    @Chinu_74 День тому

    Only rajaniti corruption...odisha tallent dekhuni khali bhubaneswar au Cuttack pila mane asa khela ...baki talent jau sabu tela nei ...odisha cricket board naa mo bala board ... talent dekhiki selection kara sara odisha re talent bhariki a6anti talent khojo ..se bbsr au Cuttack pila manaku select kariba bond kara ...

  • @bajirout2708
    @bajirout2708 6 днів тому

    Odisha ra sabu khela pratijogita re politics se thi pae 😂😂😂😂😂

  • @AlishaBentakar
    @AlishaBentakar День тому

    Bada na au Odisha re rahi kichhi bi kari heba ni

  • @sportstime007
    @sportstime007 6 днів тому

    Full OCA RA MANEGEMENT DISTRICT LAVELE RU BADLAO . ALLROUNDER RA OCA FORMAT RE JAGA NAHI , SELECTION BELE EITHER TUME BOWLER YA BATSMAN RE DAKIBEY , T20 PLAYER NKU TEST , TEST BALA NKU T20 KHELIBEY 😮,

  • @128-pratikdash9
    @128-pratikdash9 5 днів тому

    Senapati left odisha team

  • @AswiniKumarpasayatAswiniKumarp

    Paisa neba close karideaa oca top re raiba

  • @ritiik.23
    @ritiik.23 3 дні тому

    Politics and corruption

  • @swainbiswajit8128
    @swainbiswajit8128 6 днів тому

    Players thele sina khelibe ethi ta sabu banda chuchumibaku selection hauchanti dam achi ta village manaka ru pila nia banda coach chodipakebe sabu

  • @masiramallick7693
    @masiramallick7693 6 днів тому

    Sabu rajaniti khela hahuchi😂😂😂😂😂😂😂

  • @SurendraYadav-g8c
    @SurendraYadav-g8c 3 дні тому

    Odisha re bhala player ku chance dou nahanti

  • @debasispattanaik5556
    @debasispattanaik5556 6 днів тому

    Total player change heba darkar?

  • @Satyajit-i3z
    @Satyajit-i3z 2 дні тому

    Odisha re cricket association achi boli mu aji janili