MO MAYURBHANJA | MAYURBHANJA THEME SONG | MAURBHANJ| ABHIIJEET MAJUMDAAR |BIRAJA PRASAD| RAJA MISHRA

Поділитися
Вставка
  • Опубліковано 9 лис 2024

КОМЕНТАРІ • 1,7 тис.

  • @chhabimohanty2112
    @chhabimohanty2112 Рік тому +377

    ଆମେ ମୟୂର ଭଂଯିଆ। ଏଇ ମୟୂର ଭଞ୍ଜ ମାଟିର ବିର ସନ୍ତାନ ଓଡ଼ିଶାର ତଥା ଓଡିଶା ବାହାରେ ସୁନାମ ଅର୍ଜନ କରିଥିବା କଳାକାର ମାନଙ୍କୁ ନେଇ ଏଇ ସଙ୍ଗୀତ ଅତ୍ୟନ୍ତ ମନମୁଗ୍ଧକର, ହ୍ରୁଦୟ ସ୍ପର୍ଶ ଶିକ୍ଷଣୀୟ ତଥ୍ୟ ଓଡିଶାର କଳା, ସଂସ୍କୃତି ନୃତ୍ୟ, ସଙ୍ଗୀତ ମାଦଳ ର ତାଳେ ତାଳେ ମୟୁରି ନାଚେ, ଗଛ, ପତ୍ର ଫୁଲ ନଦୀଝରଣା ସମୁଦ୍ର ବନ ଜଙ୍ଗଲ ପଶୁ ପକ୍ଷୀ ସବୁଜ ଖେତ, ସମସ୍ତେ ଏଠି ନାଚିଲା ପରି ମନେ ହୁଏ। ନିରୀହ ଆଦିବାସୀ ମାନଂକ କଳା ସଂସ୍କୃତି ନୃତ୍ୟ ସ୍ଥାପତ୍ୟ ଅତ୍ୟନ୍ତ ମନମୁଗ୍ଧକର ହ୍ରୁଦୟ କୁ ଛୁଇଁ ପାରିଥିବା ନିରୀହ ସରଳ ଆଦିବାସୀ ଝିଅ ଏଇ ମୟୂର ଭଞ୍ଜ ମାଟିର ଗର୍ବ ରାଷ୍ଟ୍ରପତି ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରିଛନ୍ତି। ଅଭିଜିତ ମଜୁମଦାର ଙ୍କ କଣ୍ଠ ଓ ଗୀତ ରଚନା ସଂଗୀତ ନିର୍ଦ୍ଦେଶନା ବହୁତ୍ ସୁନ୍ଦର୍ ସେମାନେ ଏଇ ମୟୂର ଭଞ୍ଜ ମାଟିର ସନ୍ତାନ ଗର୍ବ ଓ ଗୌରବ। ବହୁତ୍ ଆନନ୍ଦ ଦାୟକ 🎶 ବାଦ୍ୟ ଯନ୍ତ୍ର ରେ ସହଯୋଗ କରିଥିବା ସମସ୍ତ ଭାଇ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଶୁଭେଛା ବାର୍ତ୍ତା ଜଣାଉଛି। ଜୟ ଜଗନ୍ନାଥ ବନ୍ଦେ ଉତ୍କଳ ଜନନୀ ଜୟ ଭାରତ ମାତା ଦୀର୍ଘାୟୁ କାମନା କରି ରହୁଛି ସମସ୍ତଙ୍କର ପ୍ରିୟ ଛବି ମହାନ୍ତି।💅💅💅💅💅💅💅💅💅💅💯💯👌👌🙏

  • @Gurubachan688
    @Gurubachan688 Рік тому +6

    ମୁଁ କଟକିଆ ମୟୂରଭଞ୍ଜ କୁ ବି ବହୁତ ଭଲପାଏ । ଓଡ଼ିଶା ପାଇଁ ମୟୂରଭଞ୍ଜ ର ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ ଓ ମର୍ମସ୍ପର୍ଶୀ । ଧନ୍ୟବାଦ ମୟୂରଭଞ୍ଜ ର ଭାଇ ଭଉଣୀ ମାନଙ୍କୁ ଓ ମହାପୁରୁଷ ମାନଙ୍କୁ ହାର୍ଦ୍ଦିକ ପ୍ରଣାମ ।

  • @ashokkumarmohanta8036
    @ashokkumarmohanta8036 Рік тому +135

    ସତରେ ନିଜକୁ ବହୁତ ଗର୍ବ ଅନୁଭବ ହଉଛି ଏଇ ଗୀତ ଶୁଣିଲା ପରେ। Proud to be a Mayurbhanjia

  • @odmkrishnanayak1965
    @odmkrishnanayak1965 Рік тому +41

    ମୋ ମୟୁରଭଞ୍ଜ ଗୀତ ରଚନା କରିଥିବା ଭାଇଙ୍କୁ ଓ ଅଭିନୟ କରିଥିବା ଭାଇ ମାନଙ୍କୁ ହୃଦୟରୁ ନମସ୍କାର 🙏🙏🙏ମୟୂରଭଂଜିଆ ଦିଲ ସେ ମୟୁରଭଞ୍ଜ ❤️❤️❤️❤️❤️❤️❤️

    • @sibammusic
      @sibammusic  Рік тому

      Thanks for your valuable comments 🙏

    • @brajakumarnaik9338
      @brajakumarnaik9338 Рік тому

      କୁଲିଆନା ବ୍ଲକ ହଳଦିଆ ଗ୍ରାମ ର ସତ୍ୟାନନ୍ଦ ଭାଇ ଲିରିକ୍ସ

  • @wemad4volleyball317
    @wemad4volleyball317 Рік тому +63

    ଜୁହାର୍ ଗେ..... ଭାଇ ସତରେ ଲୋମ ଟାଙ୍କୁରି ଉଠିଲା 🙏🙏🙏🙏ଅନେକ୍ ଅନେକ୍ ଧନ୍ୟବାଦ ସମସ୍ତ ଟିମ୍ ମେମ୍ବର ମାନଙ୍କୁ

  • @SMCreation54
    @SMCreation54 Рік тому +141

    ମୋ ମୟୂରଭଞ୍ଜ ସବୁଠୁ ବଢିଆ ❤️❤️❤️
    ଏଇ ସଂଙ୍ଗିତ ବନେଇଥିବା ସମସ୍ତ ଟିମ ଙ୍କୁ ମୟୁରଭଞ୍ଜିଆ ତରଫରୁ ହୃଦୟରୁ ହାତ ଯୋଡି 🙏🙏🙏 କରୁଛି

  • @burudisumofficial3054
    @burudisumofficial3054 Рік тому +43

    ଗର୍ବ ରେ କହୁଛି ମୁଁ ମୟୂରଭଞ୍ଜିଆ.... ଧନ୍ଯବାଦ ସମସ୍ତ କଳାକାର ମାନକୁ.... କେଡେ ସୁନ୍ଦର କେଡେ ମଧୁର ଆମ ମୟୂରଭଞ୍ଜ।।।।।।।।। ମୋ ମୟୂରଭଞ୍ଜ 🥰।।।।

    • @sibammusic
      @sibammusic  Рік тому +1

      Thanks 🙏

    • @ommprakash8004
      @ommprakash8004 Рік тому

      ଜୟ ମୟୂରଭଞ୍ଜ ଆମୋ କଲା ଓ ସଂସ୍କୃତ ସବୁ ବେଳେ ବଞ୍ଚିକି ରୋହୁ , ଜୟ ମୟୂରଭଞ୍ଜ 🙏🙏🙏🙏🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰।।।।।।।।। ମୋ ମୟୂରଭଞ୍ଜ ❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️🥰🥰🥰❤️❤️❤️❤️🥰🥰❤️🥰❤️🥰❤️❤️🥰❤️🥰❤️❤️🥰🥰❤️❤️🥰🥰❤️🥰❤️🥰❤️🥰❤️❤️🥰❤️🥰❤️🥰❤️🥰❤️🥰❤️🥰❤️❤️🥰❤️🥰❤️🥰❤️🥰❤️🥰❤️🥰❤️🥰🥰❤️

  • @MohantaMixture
    @MohantaMixture Рік тому +92

    ବହୁତ ବହୁତ ଧନ୍ୟବାଦ ଏମିତି ମୟୂରଭଞ୍ଜ ଉପରେ ପର୍ଯ୍ୟବେସିତ ଗୀତ ଶୁଣିବାର ସୁଯୋଗ ଦେଲେ।ସମସ୍ତ ନିର୍ମାତା ଙ୍କୁ ପୁଣିଥରେ ଧନ୍ୟବାଦ🙏

  • @BadBoy-ik4od
    @BadBoy-ik4od Рік тому +24

    Dil Se Mayurbhanjia
    ❤️💚💛🧡💙💜💘♥️
    ମୟୁରଭଞ୍ଜ ମାଟିରେ ଜନ୍ମ ହେବା
    କୌଣସି ପୁଣ୍ୟ ଠୁ କମ୍ ନୁହେଁ।
    Heartly Thanks To The Creators of This Song. 🙏🙏🙏🙏

  • @srabankumar7929
    @srabankumar7929 Рік тому +14

    ବହୁତ ଦିନ ପରେ YOU TUBE ରେ ଗୋଟେ ଭଲ VIDEO ଦେଖିବାକୁ ମିଳିଲା । ବହୁତ ସୁନ୍ଦର ଗୀତ ହେଇଛି । I ❤️ MAYURBHANJA

  • @karanmurmu5316
    @karanmurmu5316 Рік тому +10

    ଏ ଗୀତ ଶୁଣି ମୋତେ ବହୁତ୍ ଖୁସି ଲାଗିଲା ନିଜୋକୁ ଗର୍ବ ଲାଗୁଛି । ସମସ୍ତଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ

  • @bhanupriyamohantaofficial3169
    @bhanupriyamohantaofficial3169 Рік тому +7

    Waahhh ମନ କୁ ଛୁଇଁ ଗଲା🙏🙏dil se Mayurbhanjia ❤️❤️❤️

  • @minatirout7523
    @minatirout7523 Рік тому +4

    ବହୁତ ସୁନ୍ଦର ଗୀତ ଟି ଯେତେ ହେଲେ ମୋ ଗାଁ ମୋ ମାଟି ❤❤❤

    • @sibammusic
      @sibammusic  Рік тому

      Thanks 🙏 🌹 🌹 🌹 🌹

  • @tlssagar5100
    @tlssagar5100 Рік тому +8

    ଆମ ମୟୂରଭଞ୍ଜ ପାଇଁ ଗୌରବ ଏହି ଗୀତ ଯିଏ ଲେଖିଛନ୍ତି ଭାଇକୁଂ ବହୁତ ଧନ୍ୟବାଦ୍ କେତେ ସୁଦଂର କଥା ଲେଖାହୋଇଛି....🙏🙏🙏🙏

    • @sibammusic
      @sibammusic  Рік тому +1

      Lyric Satyananda Naik Thanks 🙏

  • @kunjabihariparhi6707
    @kunjabihariparhi6707 Рік тому +35

    I as an individual borne on Mayurbhanj soil do feel much proud after listening to the song because many many good things relating to people, their life style, culture, dance, music and what not has been narrated in the composition. Jay Jagannath and Jay MAA Ambika.
    Kunja Bihari Parhi

    • @sibammusic
      @sibammusic  Рік тому +1

      Thanks for your valuable comments 🙏 Jay Jagannath 🙏

  • @mayurikaproductions7443
    @mayurikaproductions7443 Рік тому +16

    ଖୁବ୍ ସୁନ୍ଦର ଗୀତ ରଚନା,ସ୍ୱର ସଂଯୋଜନା ତା ସହିତ ଖୁବ୍ ବଢିଆ ଭିଜୁଆଲ ମଧ୍ୟ ଏହି ଗୀତ ପାଇଁ ସମୟ ଦେଇ ଥିବା ସମସ୍ତ ବ୍ୟକ୍ତିଙ୍କୁ ହୃଦୟରୁ 🙏🙏🙏🙏🙏

    • @prakashkumarbehera9443
      @prakashkumarbehera9443 Рік тому

      ବହୁତ ସୁନ୍ଦର ଗୀତଟିଏ, ସ୍ବର ସଂଯୋଜନା ଏବଂ ତା ସହିତ ହେଇଥିବା ଭିଜୁଆଲ ଓ ଏହି ଗୀତରେ ଅଭିନୟ କରିଥିବା ପ୍ରମୁଖ କଳାକାର ମାନେ ବହୁତ ସୁନ୍ଦର ଅଭିନୟ କରିଛନ୍ତି ସେମାନଙ୍କୁ ହୃଦୟରୁ 🙏🙏🙏👌👌👌👌👌

    • @sibammusic
      @sibammusic  Рік тому

      Thanks 🙏

  • @purnimasingh8886
    @purnimasingh8886 Рік тому +10

    ଗର୍ବରେ କହିବୁ ଆମେ ତ ମୟୂରଭଞ୍ଜିଆ ରେ।❤️👍

  • @narsinghembram529
    @narsinghembram529 Рік тому +33

    Proud to be a Mayurbhanjian....😊😊❤

  • @samit_ranjan_kunal2085
    @samit_ranjan_kunal2085 Рік тому +1

    Haye ..ମୋ ଗର୍ବ ମୋ ପରିଚୟ । ମୋ ସୁନ୍ଦର ମୟୁରଭଞ୍ଜ 😍😍😍😘

  • @deolasoren5473
    @deolasoren5473 Рік тому +17

    Great composition... Loved it 🥰🥰.... Proud to be mayurbhanjian

  • @smsproduction4236
    @smsproduction4236 Рік тому +2

    ବହୁତ ଖୁସି ଲାଗୁଛି ମୁଁ ମୟୂରଭଞ୍ଜିଆ ମୁ ଗର୍ବ ର ସହିତ କହିବି ମୁ ସାନ୍ତାଳୀ ଆମ ମୟୂର ଭଞ୍ଜ ରେ ସମସ୍ତ ଜାତି ପ୍ରତି କାହାର ଭେଦ ଭାବ ନାହିଁ
    ଏବଂ ସମସ୍ତ କଳାକାର ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା।
    ବହୁତ୍ ବହୁତ ବହୁତ୍ ବହତ୍ ବହୁତ୍ ଖୁସି ଲାଗୁଛି ଏଇ ଗୀତ ଶୁଣି ଧନ୍ୟବାଦ୍
    Proud to be a mayurbhanj

  • @manojdas1286
    @manojdas1286 Рік тому +9

    ମନ ଖୁସି ହୋଇଗଲା ଗୋ ଶୁଣି । ଧନ୍ୟବାଦ

  • @ME.guhiram
    @ME.guhiram Рік тому +41

    I Proud to be Mayurbhanj I Like this song 💯

  • @dolagobindabehera3663
    @dolagobindabehera3663 Рік тому +3

    Bahut sundar.. Mo jilla pain evergreen song.. Thanks to all team members

  • @bhalapila3443
    @bhalapila3443 Рік тому +2

    ସତରେ ନିଜକୁ ବହୁତ ଗର୍ବ ଅନୁଭବ ହଉଛି ଏଇ ଗୀତ ଶୁଣିଲା ପରେ। Proud to be a Mayurbhanjia 👌👌👌👌👌👌👌👌👌🙏🏻🙏🏻🙏🏻🙏🏻🙏🏻🙏🏻

  • @niharranjan6972
    @niharranjan6972 Рік тому +10

    Nice Song. I m so proud that I m MAYURBHANJIA

  • @ranjeetnayak1702
    @ranjeetnayak1702 Рік тому +5

    BEST OF BEST PLACE OF WORLD ❤️ ମୟୂରଭଞ୍ଜ ❤️

  • @debashishsethi1715
    @debashishsethi1715 Рік тому +13

    Beautiful song, fantastic 👌👌👌 jay Mayurbhanj 🙏

  • @dibyaranjanbiswal4334
    @dibyaranjanbiswal4334 Рік тому +2

    ମୟୂରଭଞ୍ଜ ଜିଲ୍ଲା ରୋ ଗୋଟିଏ ପୁତ୍ର ହେବା ବହୁତ ଗର୍ବ ରୋ କଥା ❤❤

  • @rajibbarik9588
    @rajibbarik9588 Рік тому +30

    What a presentation ..this is not only a theme song of Mayurbhanj but a power-packed representation of our rich culture, life & eternal love..great work Raja bhai & team..

    • @sibammusic
      @sibammusic  Рік тому +1

      Thanks for your valuable comments 🙏

  • @Bipin_Jagannath_Das
    @Bipin_Jagannath_Das Рік тому +1

    ଅତି ସୁନ୍ଦର ଉପସ୍ଥାପନା 🙏🙏🙏🙏

  • @boythedigital
    @boythedigital Рік тому +25

    Proud to be a Mayurbhanjia 😎🔥🤩

    • @sibammusic
      @sibammusic  Рік тому +1

      Thanks 🙏

    • @boythedigital
      @boythedigital Рік тому

      @@sibammusic aise hi sundar Sundar song upload koribe bhai😊

  • @rajashreebaskey9397
    @rajashreebaskey9397 Рік тому +19

    Superb👌👌..proud to be a mbj nd also santali...aadi napay❤❤

  • @dbapi3357
    @dbapi3357 Рік тому +8

    🥰🥰🥰🥰🥰 I feel proud, because I am from Mayurbhanja ♥️♥️♥️♥️♥️♥️♥️♥️♥️♥️

  • @sunaramsingh3047
    @sunaramsingh3047 6 місяців тому +1

    This song touches the heart...indeed our Baripada is so beautiful...I am proud to be Mayurbhanjiya.

  • @baripadabhanjbayar9536
    @baripadabhanjbayar9536 Рік тому +6

    ମୟୁରଭଞ୍ଜ ମାଟି ମା ଆମର ଗର୍ବ। 🔥🙏🙇‍♂️

  • @nanditatudu317
    @nanditatudu317 Рік тому +1

    "Tinang soresh aa tinang napaya aabo Bhonj Disom"😍😍😍.....Bahut badhiya sakalu sakalu suniki Ananda miligola.....Johar🙏

  • @tanusardar3219
    @tanusardar3219 Рік тому +11

    Proud to be a Mayurbhanjia.....🌹🌹🌹superb editing ❤❤❤

  • @goodtimemahakud
    @goodtimemahakud Рік тому +1

    ମୋ ମୟୂରଭଞ୍ଜ ସତରେ କେଡ଼େ ସୁନ୍ଦର ଏ ଗୀତ ଅବିସ୍ମରଣନୀୟ ହୋଇ ରହିବ .❤❤❤

  • @sangrambehera8874
    @sangrambehera8874 Рік тому +5

    ମୁଁ mayurbhanjya ବୋଲି ଗର୍ବିତ 🙏❤️

  • @debabratapradhan3077
    @debabratapradhan3077 6 місяців тому +1

    Hrudaya ku sparsha kalapari sangita, bahut badhia. Video re Jatin Das au Nandita Das nku dekheithile au tike complete lagithanta. Jaya maa Kichakeswiri.

  • @barialhembram7070
    @barialhembram7070 Рік тому +12

    So nice presentation and..domdar Lyrics with perfect voice of Abhijeet Sir..

  • @SAMIRMALLICKVLOGS
    @SAMIRMALLICKVLOGS Рік тому +2

    सच में मयूरभझ का गाना बहुत अच्छा है ❤ 🌿 🌿 🌾 ☘ proud of Mayurbhanja ❤❤❤👌👌👌👌

    • @sibammusic
      @sibammusic  Рік тому

      Thanks 🙏 ❤️❤️❤️❤️🌷🌷🌷🌷

  • @nirmalabehera2032
    @nirmalabehera2032 Рік тому +7

    Really fantastic , proudly saying Mayurbhanjia

  • @chhotuhindustaniofficial5368
    @chhotuhindustaniofficial5368 Рік тому +1

    କେଡେ ସୁନ୍ଦର ଆମ ମୟୂରଭଞ୍ଜ I LOVE MAYURBHANJ ❤️❤️❤️❤️I PROUD TO BE A MAYURBHANJIA ❤️❤️❤️❤️💐💐💐

  • @nabinmarndi56192
    @nabinmarndi56192 Рік тому +11

    Super lyrics and song. Love from satali proudly

  • @somugochayat9106
    @somugochayat9106 Рік тому

    Wah.. beautiful.. abhijeet majumdar..proud of mayurbhanj soil...

  • @skhakimuddin7877
    @skhakimuddin7877 Рік тому +15

    Proud to be a mayurbhanjia❤❤✨

  • @swatichandni1956
    @swatichandni1956 Рік тому +2

    I m from mayurbhaj...in santal culture...ND I m very proud

    • @sibammusic
      @sibammusic  Рік тому +1

      Thanks 🙏 🌹 🌹 🌹 🌹

  • @gayatripatra2072
    @gayatripatra2072 Рік тому +6

    Thanks for this type of song.Jay Mayurbhanj...

  • @gobindamurmu8089
    @gobindamurmu8089 Рік тому +1

    ଦିଲ ସେ ମୟୂରଭଞୀୟା👍👍👍👍👍

  • @kanhusoren2559
    @kanhusoren2559 Рік тому +7

    What an exceptional song, really feel the lyrics. It gives goosebumps. Really many many thanks to the team. Proud to be Mayurbhanjia ❤❤❤❤

    • @sibammusic
      @sibammusic  Рік тому

      Thanks 🙏 🌹 🌹 🌹 🌹

  • @bibhutinayak7751
    @bibhutinayak7751 Рік тому +1

    Mayurbhanj ro best song.... By abhijeet majumdaar.. Best singing style... Many many thanks..

    • @sibammusic
      @sibammusic  Рік тому

      Thanks for your valuable comments 🙏 🙏 🙏

  • @SB-cv1ki
    @SB-cv1ki Рік тому +10

    Iamvery proud of my Mayurbhanj as my native.

  • @mangalentertainment6898
    @mangalentertainment6898 Рік тому

    ସତରେ ଗୀତ ଶୁଣି ଆଖିର ଲୁହ ବାହାରିଗଲା ମୟୂରଭଞ୍ଜ କେଡେ ସୁନ୍ଦର ଅବର୍ଣ୍ଣନିୟ ମୟୂରଭଞ୍ଜ ଜିଲ୍ଲା ଆଡି ନାପାୟା

  • @swetaranibehera1275
    @swetaranibehera1275 Рік тому

    Really heart touching song 🙏🙏🙏🙏🙏🙏🙏🙏🙏🙏🙏
    ବହୁତ ଖୁସି ଲାଗିଲା 👉😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀
    🙏 ମୟୂରଭଞ୍ଜ 🙏

  • @rkkiskucreation3848
    @rkkiskucreation3848 Рік тому +1

    ବଢିଆ ସଂଳାପ ସହିତ ସୁନାମ ଧନ୍ୟ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଙ୍କ ଯାଦୁକରୀ ସ୍ୱର ମନକୁ ଛୁଇଁ ଦେଉଛି। ଧନ୍ୟ।

    • @sibammusic
      @sibammusic  Рік тому

      Thanks🙏🌹🌹🌹🌹🌹

  • @LoopsCr7
    @LoopsCr7 Рік тому +4

    Love from Adaspur, Cuttack 🥰🥰🥰, mayurbhanj is a great place and it's culture are amezing, it's a very peaceful district in odisha ❤️🥰

  • @Rammarndi-q5h
    @Rammarndi-q5h 11 місяців тому +1

    adi naipay song😮😮😮😮😮

  • @muluhchandomurmuproduction7770
    @muluhchandomurmuproduction7770 Рік тому +12

    Heartly congratulations by Muluh Chando Murmu production ! very nice Composition Thanks to Composer ! All the best !Presentation is very fine ! Proud for all inhabitants of Mayurbhanj! ᱟᱭᱢᱟ ᱥᱟᱨᱦᱟᱣ ! ᱥᱟᱱᱟᱢ ᱠᱚ ᱞᱟ.ᱜᱤᱫ
    ᱨᱟ.ᱥᱠᱟ.ᱟᱱ ᱠᱟ.ᱢᱤ ᱦᱚᱨᱟ ᱥᱟᱵ ᱨᱟᱠᱟᱵ
    ᱟᱠᱟᱱᱟ ! ᱟ.ᱰᱤ ᱟ. ᱰᱤ ᱱᱟᱯᱟᱭ ! 🙏🙏🙏

  • @brilliantkrishna5006
    @brilliantkrishna5006 Рік тому +3

    ହୃଦୟକୁ ଛୁଇଁ ଗଲା ❤️❤️❤️🔥🔥

  • @gobindasoren609
    @gobindasoren609 Рік тому

    ବହୁତ ଗୁରୁତ୍ବପୁର୍ଣ ଆଉ ଗର୍ବ ଆମ ମୟୁରଭଞ୍ଜ ପାଇଁ ଏକ ଗୀତ. ଜୟ ଜଗନ୍ନାଥ, ଜହାର ମାରାଙ୍ଗ୍ ବୁରୁ ❤❤❤ I like it more much..... Love you all making for this.

  • @digarbabucreation
    @digarbabucreation Рік тому +6

    Beautiful song 👌
    Dil se Mayurbhanjia ❤❤❤

  • @SibaMunda-eg2kk
    @SibaMunda-eg2kk Рік тому

    ବହୁତ ବହୁତ ଧନ୍ୟବାଦ ଆମ ମୟୁରଭଞ୍ଜ ନାମ ଲେଖା ଗୀତ ଶୁଣି ବହୁତ ଖୁସି

  • @laxmidharmohanta1542
    @laxmidharmohanta1542 Рік тому +3

    Dil se❤️ mayurbhanja

  • @mburuautoparts.6866
    @mburuautoparts.6866 Рік тому +1

    ମୁ ମୟୁରଭଞ୍ଜ ପାଇଁ ଗର୍ବିତ, ହୃଦୟ ରୁ ସଲାମ

    • @sibammusic
      @sibammusic  Рік тому

      ସଲାମ ଆପଣଙ୍କୁ 🙏❤️❤️❤️❤️

  • @sudhirtheartlover6169
    @sudhirtheartlover6169 Рік тому +12

    Tremendous song and careful making Best wishes to all the team.

  • @snsingh7081
    @snsingh7081 5 місяців тому

    ଗୀତ ଟି ଶୁଣିଲା ପରେ ଛାତି ଟା ଗର୍ବରେ ଫୁଲି ଗଲା ...ଯେ ହେତୁ ମୁଁ ମୟୂରଭଞ୍ଜ ମାଟି ର ସନ୍ତାନ.... ଗୀତ ଟି ର ସୃଷ୍ଟି କର୍ତ୍ତା ସମସ୍ତ କଳାକାର ଓ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କୁ ମୋର ଆନ୍ତରିକ ଧନ୍ୟବାଦ.....❤️❤️❤️

  • @subratranjan9658
    @subratranjan9658 Рік тому +5

    Nice song describes the true spirit of mayurbhanj.

  • @dulahansda1070
    @dulahansda1070 Рік тому

    ସତରେ ବହୁତ୍ ସୁନ୍ଦର

  • @rajendrakumarbehera6116
    @rajendrakumarbehera6116 Рік тому +16

    Great composition & artistic excellence in visualising the song. I salute the entire team whose unabated endeavour memorise our resources and people.🙏🙏👍👌

    • @sibammusic
      @sibammusic  Рік тому

      Thanks for your valuable comments 🙏

  • @singerbadrinarayan304
    @singerbadrinarayan304 11 місяців тому +1

    ମୟୁରଭଞ୍ଜ ମାଟିକୁ ପ୍ରଣାମ 🙏🙏🙏🙏

  • @ranjitacreation3260
    @ranjitacreation3260 Рік тому +16

    Proud to be a mayurbhanjia ❤✌✨

  • @bholanathsahu8117
    @bholanathsahu8117 Рік тому +2

    Jabardast..

  • @sakhitudu4077
    @sakhitudu4077 Рік тому +22

    I ❤️ my Mayurbhanj 💞💞💞..... Proud to be a Mayurbhanjia ❤️❤️❤️

  • @gopalakrushna1877
    @gopalakrushna1877 10 місяців тому

    ସତରେ ଏ ଗୀତ ଶୁଣିବା ପରେ ମାଟିର ପୁତ୍ର ଗର୍ବ ରେ ଦ୍ବିଗୁଣିତ। ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଛି କଳାକାର ବୃନ୍ଦ ଙ୍କୁ❤❤❤

    • @sibammusic
      @sibammusic  10 місяців тому

      Thanks🌹🌹🌹🌹

  • @dashamurmu5984
    @dashamurmu5984 Рік тому +5

    I'm proud to be a Mayurbhanj

  • @MRcrazyDEEWANA
    @MRcrazyDEEWANA Рік тому +1

    ମୟୁରଭଞ୍ଜିଆ ବୋଲି ମୁଁ ଆଜି ଗର୍ବ କରୁଛି ❤ ହୃଦୟସ୍ପର୍ଶି ଭିଡ଼ିଓ ସହିତ ଆମ ମୟୁରଭଞ୍ଜ ଗୀତ ❤❤️❤️

    • @sibammusic
      @sibammusic  Рік тому

      Thanks 🙏 🌹 🌹 🌹 🌹

  • @sorenbabuproduction2716
    @sorenbabuproduction2716 Рік тому +7

    This is a heart touching song

  • @djsangram73
    @djsangram73 Рік тому

    Jiye lekhichanty ek no .... orissa best dist. Aamo mayurbhanj .... luv u Raja misra sir

  • @devrajsinghofficial
    @devrajsinghofficial Рік тому +6

    @RAJA SIR DHANYABAAD... FOR INCLUDING OUR MUNDARI TRADITIONAL DANCE ALSO & FOR ADDING OUR LOVING BIKAN P. NAG SINGH BHAI AND DASHARATH KAA...

    • @sibammusic
      @sibammusic  Рік тому +1

      Thanks for your valuable comments 🙏

  • @Hansdahkola1988
    @Hansdahkola1988 Рік тому +2

    ବହୁତ ସୁନ୍ଦର ଗୀତ।
    ମୁଁ ଗର୍ବିତ ମୟୁରଭଞିଆ ବୋଲି ।

  • @ddftyyruyeesinging3287
    @ddftyyruyeesinging3287 Рік тому +6

    Proud to be mayurbhanjia

  • @ghasiramsoren9937
    @ghasiramsoren9937 Рік тому +2

    Proud to be Mayurbhanjia . Wonderful composition in line with pictures. Many more thanks.👍🙏💐

  • @mayurbhanjiajhio7785
    @mayurbhanjiajhio7785 Рік тому +4

    ମନ ଖୁସି ହେଇଗଲା ❤️😅

  • @laxmantudu85
    @laxmantudu85 Рік тому +13

    I proud of Mayurbhanjia...❤️❤️❤️❤️I love Mayurbhanj

  • @amiyadhal8327
    @amiyadhal8327 Рік тому

    ହୃଦୟ ସ୍ପର୍ଶ କଲା ଭଳି ସ଼଼ଙ୍ଗୀତ, ପ୍ରତ୍ୟେକ ଓଡ଼ିଆ ଏ ସଙ୍ଗୀତ ପାଇଁ ଗର୍ବିତ। ଧନ୍ୟବାଦ, ଯାଜପୁର, ଓଡ଼ିଶା।

  • @radharani663
    @radharani663 Рік тому +3

    Thank you so much all team members...l proud to be Mayurbhanj ❤️❤️you Mayurbhanj

  • @bibhutinayak7751
    @bibhutinayak7751 Місяць тому

    Ei gita nuhen, jie sei jilla ra mari, pabana katha kahe, niswasa re maa mati ra nija kahani atmabibhar kare sei mati ta janma bhumi, thanks to writter, singer, and song composer, no words to say more..

  • @milantudu6435
    @milantudu6435 Рік тому +8

    🥰 Proud to be MBJ 🥰

  • @pujahembram3038
    @pujahembram3038 Рік тому +1

    Mu Mayurbhanjiya ,...Bhari bodhia gito..ta soho video 👍 v khub sundar lagila ... Mayurbhanj ro Sobu include ochhi🙏👍🥰... I watched this video more than 3 times randomly 👍..

    • @sibammusic
      @sibammusic  Рік тому

      Many many thanks for your valuable comments 🙏

  • @anitasingh7509
    @anitasingh7509 Рік тому +4

    I ❤️ Mayurbhanj 👌🙏🏻

  • @singhuhansdah1835
    @singhuhansdah1835 Рік тому

    Aadi napai .......
    Oti sudar...
    I♥️ mayurbhanj.....

  • @BiduchandanMurmu
    @BiduchandanMurmu Рік тому +4

    ❤️ Dil Se Mayurbhanjia 🤟

  • @sombarimarndi1794
    @sombarimarndi1794 Рік тому +1

    ସତରେ ବହୁତ ବଢୀଆ ଗୀତ ❤❤

  • @bijayagrawala5445
    @bijayagrawala5445 Рік тому +4

    Beautiful composition 👍

  • @bhurkabayarbesra4281
    @bhurkabayarbesra4281 Рік тому +1

    Mind blowing
    Amoro Mayurobhanja.

  • @rohitkumarhansdah6513
    @rohitkumarhansdah6513 Рік тому +5

    This song represent my mayurbhanj

  • @mtrsoren8435
    @mtrsoren8435 Рік тому

    ଆଡି ନାପାୟ 🙏ଗେ ମୟୁର ଭଞ୍ଜ

    • @sibammusic
      @sibammusic  Рік тому

      ଜୟ ମୟୁରଭଞ୍ଜ 🙏

  • @moviesclip5477
    @moviesclip5477 Рік тому +7

    I like this song ❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️