Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
Jay shree Jagannath 🙏🙏🙏🙏
JAI shree jagannath MAA SUBHADRA SWAMI BALABHADRA 🙏
Jay jagannath swami⭕‼️⭕
Jay jaganath Swami
"ସରଗ ଦୁଆରେ କାଣିଚାଏ ମିଳୁ ମୋ ଜୁଇ ଜଳିବା ପାଇଁ" - ଏହା କେବଳ ଏକ ଭକ୍ତି ସଙ୍ଗୀତ ନୁହେଁ, ବରଂ ପ୍ରତିଟି ଭକ୍ତ ହୃଦୟର ଅନ୍ତିମ ଅଭିଳାଷ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଵର୍ଗଦ୍ଵାର ହେଉଛି ମୁକ୍ତିର ଦ୍ଵାର... ମନୁଷ୍ୟ ଜନ୍ମରୁ ମୁକ୍ତି ପାଇ ବ୍ରହ୍ମରେ ଲୀନ ହେବା ହେଉଛି ପ୍ରତ୍ୟେକ ଭକ୍ତ-ପ୍ରାଣର ଆକୁଳ ନିବେଦନ... ଚୌରାଅଶୀ ଲକ୍ଷ ଜନ୍ମ ପରେ ଜୀବ ଦୁର୍ଲଭ ମନୁଷ୍ୟ ଶରୀର ଲାଭ କରି ଯଦି ମୁକ୍ତିକାମୀ ନହୁଏ, ତେବେ ପୁ୍ନଶ୍ଚ ନୀଚଗତି ପ୍ରାପ୍ତ ହୁଏ ଏବଂ ଜନ୍ମ-ମୃତ୍ୟୁ ଚକ୍ରରେ ଘୂରିବୁଲେ। ତେଣୁ ଏହି ଜନ୍ମରେ ହିଁ ମୁକ୍ତିଲାଭ କରିବାକୁ ଭକ୍ତଗଣ ତତ୍ପର ହୋଇପଡ଼ନ୍ତି। ପୂଜନୀୟା ନିର୍ମଳା ପଣ୍ଡା ମହୋଦୟା ଏହି ମହନୀୟ ଭାବଧାରାକୁ ସଙ୍ଗୀତ ମାଧ୍ୟମରେ ପ୍ରକାଶ କରି ଭକ୍ତ-ସମାଜର ପ୍ରତିନିଧି ସ୍ଵରୂପ ଭଗବାନଙ୍କୁ ଗୁହାରି ଜଣାଇଛନ୍ତି। ଅନୁଭବୀ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ମାନସ ସାରଙ୍କ ମଧୁର କଣ୍ଠରେ ସଙ୍ଗୀତ ମାଧ୍ୟମରେ ଭକ୍ତମାନଙ୍କ ଗୁହାରି ମହାପ୍ରଭୁଙ୍କ କର୍ଣ୍ଣ ପଥାରୂଢ଼ ହେବ ନିଶ୍ଚୟ।ଏହି ଭଜନଟିକୁ ଜୀବନ୍ତ ଭାବରେ ଜନ ସମାଜକୁ ଭେଟି ଦେବା ପାଇଁ ଶ୍ରମ ସ୍ବୀକାର କରିଥିବା ରେକର୍ଡିଷ୍ଟ କାଲୁ ଦା' ଏବଂ ସଙ୍ଗୀତ ଟିମ୍, ପ୍ରଯୋଜକ କୃଷ୍ଣଚନ୍ଦ୍ର ବେହେରା ଏବଂ ମୁଖ୍ୟ ପରିଚାଳକ ବିକାଶ ସାରଙ୍କୁ ହୃଦୟରୁ ପ୍ରଣାମ ଜଣାଉଛି। ଜୟ ଜଗନ୍ନାଥ।
Jay shri jagannath 🙏🏼🙏🏼🙏🏼
Nice voice..so heart touching
Thanks for your kind words sir
JAY shree jagannath 🙏🏼🙏🏼🙏🏼
Jay shree Jagannath 🙏🙏🙏🙏
JAI shree jagannath MAA SUBHADRA SWAMI BALABHADRA 🙏
Jay jagannath swami⭕‼️⭕
Jay jaganath Swami
"ସରଗ ଦୁଆରେ କାଣିଚାଏ ମିଳୁ ମୋ ଜୁଇ ଜଳିବା ପାଇଁ" - ଏହା କେବଳ ଏକ ଭକ୍ତି ସଙ୍ଗୀତ ନୁହେଁ, ବରଂ ପ୍ରତିଟି ଭକ୍ତ ହୃଦୟର ଅନ୍ତିମ ଅଭିଳାଷ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଵର୍ଗଦ୍ଵାର ହେଉଛି ମୁକ୍ତିର ଦ୍ଵାର... ମନୁଷ୍ୟ ଜନ୍ମରୁ ମୁକ୍ତି ପାଇ ବ୍ରହ୍ମରେ ଲୀନ ହେବା ହେଉଛି ପ୍ରତ୍ୟେକ ଭକ୍ତ-ପ୍ରାଣର ଆକୁଳ ନିବେଦନ... ଚୌରାଅଶୀ ଲକ୍ଷ ଜନ୍ମ ପରେ ଜୀବ ଦୁର୍ଲଭ ମନୁଷ୍ୟ ଶରୀର ଲାଭ କରି ଯଦି ମୁକ୍ତିକାମୀ ନହୁଏ, ତେବେ ପୁ୍ନଶ୍ଚ ନୀଚଗତି ପ୍ରାପ୍ତ ହୁଏ ଏବଂ ଜନ୍ମ-ମୃତ୍ୟୁ ଚକ୍ରରେ ଘୂରିବୁଲେ। ତେଣୁ ଏହି ଜନ୍ମରେ ହିଁ ମୁକ୍ତିଲାଭ କରିବାକୁ ଭକ୍ତଗଣ ତତ୍ପର ହୋଇପଡ଼ନ୍ତି।
ପୂଜନୀୟା ନିର୍ମଳା ପଣ୍ଡା ମହୋଦୟା ଏହି ମହନୀୟ ଭାବଧାରାକୁ ସଙ୍ଗୀତ ମାଧ୍ୟମରେ ପ୍ରକାଶ କରି ଭକ୍ତ-ସମାଜର ପ୍ରତିନିଧି ସ୍ଵରୂପ ଭଗବାନଙ୍କୁ ଗୁହାରି ଜଣାଇଛନ୍ତି। ଅନୁଭବୀ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ମାନସ ସାରଙ୍କ ମଧୁର କଣ୍ଠରେ ସଙ୍ଗୀତ ମାଧ୍ୟମରେ ଭକ୍ତମାନଙ୍କ ଗୁହାରି ମହାପ୍ରଭୁଙ୍କ କର୍ଣ୍ଣ ପଥାରୂଢ଼ ହେବ ନିଶ୍ଚୟ।
ଏହି ଭଜନଟିକୁ ଜୀବନ୍ତ ଭାବରେ ଜନ ସମାଜକୁ ଭେଟି ଦେବା ପାଇଁ ଶ୍ରମ ସ୍ବୀକାର କରିଥିବା ରେକର୍ଡିଷ୍ଟ କାଲୁ ଦା' ଏବଂ ସଙ୍ଗୀତ ଟିମ୍, ପ୍ରଯୋଜକ କୃଷ୍ଣଚନ୍ଦ୍ର ବେହେରା ଏବଂ ମୁଖ୍ୟ ପରିଚାଳକ ବିକାଶ ସାରଙ୍କୁ ହୃଦୟରୁ ପ୍ରଣାମ ଜଣାଉଛି।
ଜୟ ଜଗନ୍ନାଥ।
Jay shri jagannath 🙏🏼🙏🏼🙏🏼
Nice voice..so heart touching
Thanks for your kind words sir
JAY shree jagannath 🙏🏼🙏🏼🙏🏼